ବାନ୍ଧବୀଙ୍କ ଭିଡିଓ ଭାଇରାଲ କରୁଛି ପୋଲିସ ! || Bharatpur Police Station Incident || Odisha Reporter

Поделиться
HTML-код
  • Опубликовано: 9 ноя 2024

Комментарии • 285

  • @acharyauniversaltube7757
    @acharyauniversaltube7757 Месяц назад +93

    ସେଇ ସାତ ଜଣ ପୋଲିସ କର୍ମଚାରୀଂକ ଚେହେରା ସମସ୍ତଙ୍କୁ ଦେଖାଇବା ଉଚିତ୍। ଖାଲି IIC ର ନୁହଁ। ଜନସାଧାରଣ ସେମାନଙ୍କର ଚେହେରା ମନେ ରଖିବା ଦରକାର। ଯେମିତି IICର ଚେହେରା ଦେଖି ସମସ୍ତେ ଟିପ୍ପଣୀ କରୁଛନ୍ତି, ଠିକ୍ ସେମିତି ଅନ୍ୟ ସ୍ତ୍ରୀ ପୁରୁଷ ପୋଲିସ କର୍ମଚାରୀଙ୍କ ଚେହେରା ମଧ୍ୟ ଲୋକଲୋଚନକୁ ଆସିବା ନିହାତି ଜରୁରୀ। ପାପ। କଲାବେଳେ ଲାଜ ଲାଗୁନି, ମୁହଁ ଦେଖେଇବାକୁ ଲାଜ ଲାଗୁଛି?! ସେମାନଙ୍କର ଭାଇ,ଭଉଣୀ,ମା, ବାପା, ସ୍ବାମୀ, ସ୍ତ୍ରୀ,ପୁଅ, ଝିଅ,ସାଇପଡିଶା ସମସ୍ତେ ଦେଖନ୍ତୁ ସେମାନଙ୍କର ଚେହେରା ଘରେ ଘରେ newsରେ।

  • @FudanHembram-p6c
    @FudanHembram-p6c Месяц назад +67

    ନାଇଟି ପିନ୍ଧିଥିଵା ମହିଳା ଜଣ ହେଉଛନ୍ତି ମାଳି ସାହିର

    • @miss_priya_remix
      @miss_priya_remix Месяц назад +3

      😂😂😂😂😂

    • @Raunakroy1003
      @Raunakroy1003 Месяц назад +2

      Han

    • @Tribhuban8897
      @Tribhuban8897 Месяц назад

      ​@@miss_priya_remixbhai ki6i job kare janibu ....24 hours duty ra Mane kn ....jaha kaha bhai e jugare madua nku support karibaku samaste agre ...

  • @SatyamebaJayate-ml8qx
    @SatyamebaJayate-ml8qx Месяц назад +34

    ଏଇ ପୋଲିସ ଅଧିକାରୀ ଙ୍କୁ ବହିଷ୍କାର କରାଯାଉ

    • @smrutiart5133
      @smrutiart5133 Месяц назад

      @@SatyamebaJayate-ml8qx ଏତେ ସରଳ ଦଣ୍ଡ ଜମା ନୁହେଁ,,

    • @Tribhuban8897
      @Tribhuban8897 Месяц назад

      Asila au ....kn jani6a ae ghatana about re ....??? Madua nku support karibaku samaste agre 😅

  • @pradhanashok5005
    @pradhanashok5005 Месяц назад +21

    ପୋଲିସ ସୁଧୁରିଲେ ଯାଇ ଅପରାଧୀ ସୁଧୁରିବେ
    ଏଠି ତ ଅପରାଧୀ ନିଜେ ହିଁ ପୋଲିସ
    ଜନତା ନ୍ୟାୟ ପାଇଁ ଏବେ କଉଠୀ ଯିବ

  • @smrutiart5133
    @smrutiart5133 Месяц назад +33

    ଇଜତ୍ ଥରେ ଗଲେ ଆସେନା ଖାଲି ନିଲମ୍ବିତ କନ୍ ପାଈଁ,, ଲଙ୍ଗଳା କରି ସାତ ବେଣ୍ଟିଆ କରି ବୁଲେଇ ଆଜୀବନ କାରଦଣ୍ଡାଦେଶ ଦିଆ ଯାଉ,,,

    • @user-wv4mg1hm1h
      @user-wv4mg1hm1h Месяц назад +1

      porokiya priti oporadho nuhen....au ijjoto pain nyaa nahi....proof dorkar🤣

    • @adityakumarpattanaik6014
      @adityakumarpattanaik6014 Месяц назад +1

      Nai mam amiti kebe heiparibani iic kemiti izzat naba aeta false news

    • @adityakumarpattanaik6014
      @adityakumarpattanaik6014 Месяц назад

      Hmm laga kn heihhaipare sexual assault nuha michha katha

    • @smrutiart5133
      @smrutiart5133 Месяц назад +2

      @@adityakumarpattanaik6014 gote jhia ta secret privacy na rakhi falls aligation kn pain ladiba?au iic kn tamara realatives tanku punishment deba katha uthile tama kn hauchi

    • @DAMDAR_ODISHA_NeWs
      @DAMDAR_ODISHA_NeWs Месяц назад

      Jhia ta tama relative bodhe​@@smrutiart5133

  • @papubehera4744
    @papubehera4744 Месяц назад +6

    Police ପିଟିଲା କଣ ପାଇଁ ? Police ଯାହା କଲେ ଭୁଲ ଆଉ ଯିଏ ଯାହା କଲେ thik

    • @soumyaranjanmohanty3533
      @soumyaranjanmohanty3533 Месяц назад +1

      Cctv କାହିଁକି ଲାଗୁନି

    • @anushreenaik7585
      @anushreenaik7585 Месяц назад

      ପୋଲିସର ଅପରାଗତା ଦେଖାଇବା ଭୁଲ୍ ନାହିଁ,, ସମସ୍ତଙ୍କର ସ୍ୱାଧୀନ ଭାବରେ ମତ ଦେବାର ଅଧିକାର ରହିଛି

  • @foundationservices2890
    @foundationservices2890 Месяц назад +28

    No need to worry....
    People of Odisha know their Police very well

    • @mdshahidanwar4540
      @mdshahidanwar4540 Месяц назад

      It doesn't mean all police

    • @Krishna77787
      @Krishna77787 Месяц назад +7

      ​@@mdshahidanwar4540 tu banda kana Bada Neta
      Sabu Police same nuha kahila mg
      90% tah same na
      10% bhala hele kana haba ..??

    • @debashishpatra5567
      @debashishpatra5567 Месяц назад

      Sabu police maghia chora

  • @ଜୟଜଗନ୍ନାଥ-ଠ8ଡ
    @ଜୟଜଗନ୍ନାଥ-ଠ8ଡ Месяц назад +4

    ଯାହା ହୋଇଛି ଭଲ ହୋଇଛି.. ପୋଲିସ g. ମରେଇଲା ଭଲ ହେଲା. ତମ ଝିଅ ବି ରାତି ଅଧ ରେ g. ମରେଈ ହୋଉ ଥିଲା ମଦ ପିଇ କି ଟୋକା ସହ. ସେ night ପିନ୍ଧି ଥିଲା ଫସିବ. ସେ army ଅଫିସର କୁ ରାତି ଅଧ ରେ କ୍ୟାମ୍ପ ଛାଡି ଟୋକି ଧରି ବୁଲିବାକୁ କିଏ ଆଦେଶ ଦେଇ ଥିଲା. ଏମିତି ରଣ୍ଡୁଆ ଅଫିସର କ୍ୟାମ୍ପ ପାଇଁ ବିପଦ...

    • @niharranjanmedico7659
      @niharranjanmedico7659 Месяц назад +1

      ଦେଖନ୍ତୁ ଏଇ ଘଟଣା ବିଷୟରେ ମୁଁ ବିଶେଷ ଭାବରେ ଜାଣି ନାହିଁ। କିନ୍ତୁ ଏତିକି କହିବି ଯେ Army officer ବି ସମସ୍ତେ ସୁନା ପୁଅ ନୁହନ୍ତି। ଗୋଟେ ଗୋଟେ ex army person ଏମିତି behave କରିବେ ଯେ ସେଥିରୁ ଜଣା ପଡିବ ସେମାନେ କେତେ ଦୁର୍ନୀତିଗ୍ରସ୍ତ ଆଉ ଭାରତ ମାତା ର କେତେ ସେବା କରିଥିବେ। କେଉଁଝର ଜିଲ୍ଲାର ଆନନ୍ଦପୁରର ଜଣେ Ex army person ତହସିଲ ଅଫିସରେ ଚିହ୍ନା ହୋଇ କାରସାଦି କରି ଜଣେ ମୋର ଚିହ୍ନା ଡକ୍ଟରଙ୍କ ଜମିକୁ ଜବର ଦଖଲ କରିଛି ଆଉ ବିଭିନ୍ନ ପ୍ରକାରରେ ଜମି ମାପ,ଘର ତିଆରି related ହଇରାଣ ବି କରୁଛି।ତା ବିରୁଦ୍ଧରେ ପୋଲିସ ତହସିଲଦାର କେହି କାର୍ଯ୍ୟାନୁଷ୍ଠାନ ନେଇ ପାରୁନାହାନ୍ତି।

  • @tanajarout7915
    @tanajarout7915 Месяц назад +3

    ସମସ୍ତେ ପୋଲିସ ଉପରକୁ ଆଙ୍ଗୁଳି ଉଠାଉଛନ୍ତି ବିଭିନ୍ନ ପ୍ରକାର ଭିଡିଓ ଦେଖିକି, ହେଲେ ବିଚାର କରିବା କଥା ହେଲା ଭିଡିଓ ରେ ଦେଖା ଯାଉଥିବା ଦୃଶ୍ୟ କେବେ ବି ସମ୍ପୁର୍ଣ୍ଣ ସତ୍ୟ କୁ ଉନ୍ମୋଚନ କରା ଯାଇନପାରେ । ବାସ୍ତବରେ ଏକ ନିସ୍ପକ୍ଷ ତଦନ୍ତ ହେଲେ ପ୍ରକୃତ ଘଟଣା ଜଣା ପଡିବ । ତା ପରେ ବି ଏତେ ରାତିରେ ଯୁବତୀ ଜଣକ ମତୁଆଲା ହୋଇ କୋଉଠି ବୁଲୁଥିଲେ ଆଉ ତାଙ୍କର ଏପରି oversmart ness ଦେଖେଇବା କଣ ଜରୁରୀ ଥିଲା କି ? ସେ ଯାହା ବି ହଉ ଉପଯୁକ୍ତ ତଦନ୍ତ ହେଲେ ପ୍ରକୃତ ସତ୍ୟ ଜଣାପଡିବା ପରେ ପ୍ରକୃତ ଦୋଷୀ କୁ ଦଣ୍ଡବିଧାନ କରାଯାଉ, ସେ ପୋଲିସ ହୁଅନ୍ତୁ କି ସାଧାରଣ ଜନତା ଆଇନ ସମସ୍ତଙ୍କ ପାଇଁ ସମାନ, ପ୍ରକୃତ ଦୋଷୀ ଦଣ୍ଡ ପାଇବା ଉଚିତ୍ ।

    • @niharranjanmedico7659
      @niharranjanmedico7659 Месяц назад +1

      ଦେଖନ୍ତୁ ଏଇ ଘଟଣା ବିଷୟରେ ମୁଁ ବିଶେଷ ଭାବରେ ଜାଣି ନାହିଁ। କିନ୍ତୁ ଏତିକି କହିବି ଯେ Army officer ବି ସମସ୍ତେ ସୁନା ପୁଅ ନୁହନ୍ତି। ଗୋଟେ ଗୋଟେ ex army person ଏମିତି behave କରିବେ ଯେ ସେଥିରୁ ଜଣା ପଡିବ ସେମାନେ କେତେ ଦୁର୍ନୀତିଗ୍ରସ୍ତ ଆଉ ଭାରତ ମାତା ର କେତେ ସେବା କରିଥିବେ। କେଉଁଝର ଜିଲ୍ଲାର ଆନନ୍ଦପୁରର ଜଣେ Ex army person ତହସିଲ ଅଫିସରେ ଚିହ୍ନା ହୋଇ କାରସାଦି କରି ଜଣେ ମୋର ଚିହ୍ନା ଡକ୍ଟରଙ୍କ ଜମିକୁ ଜବର ଦଖଲ କରିଛି ଆଉ ବିଭିନ୍ନ ପ୍ରକାରରେ ଜମି ମାପ,ଘର ତିଆରି related ହଇରାଣ ବି କରୁଛି।ତା ବିରୁଦ୍ଧରେ ପୋଲିସ ତହସିଲଦାର କେହି କାର୍ଯ୍ୟାନୁଷ୍ଠାନ ନେଇ ପାରୁନାହାନ୍ତି।

  • @shivadash
    @shivadash Месяц назад +10

    Bandhavi nihati abhadra mahila ti😢😢

    • @nboy9584
      @nboy9584 Месяц назад

      ତୁ ବେଧେଇ ଛୁଆ ସବୁ ଜାଣିଚୁ ନାଇଁ ରେ ରାଣ୍ଡ ଛୁଆ

  • @TheMrsukanta
    @TheMrsukanta Месяц назад +2

    Video ରୁ କିଛି ଜଣା ପଡୁନି
    ସେ ଉଦଣ୍ଡି ଟା ଖାଲି ପତିକରୁଛି
    ସେ କଣ woman card ଖେଳୁଛି କି?

  • @balarsanpradhan2865
    @balarsanpradhan2865 Месяц назад +11

    Suspend is not enough all the culprits should be jail

  • @sanjaykumishra5186
    @sanjaykumishra5186 Месяц назад +7

    Suspend ଏହାଙ୍କ ଲାଗି ଆଶୀର୍ବାଦ

  • @pinkysethi7537
    @pinkysethi7537 Месяц назад +1

    ପୋଲିସ ମଧ୍ଯ କିମିଲାର କଂ ଭଳି ଭିଡିଓ ଭାଇଲାର କରି Blackmail କରିବା ଆରମ୍ଭ କଲାଣି। the best our odisha police

  • @biswaranjandora9211
    @biswaranjandora9211 Месяц назад +13

    Police ବିଭାଗ ନାଁରେ କଳଙ୍କ😂😂

    • @ManojaNayak-d4p
      @ManojaNayak-d4p Месяц назад

      Siea major wife hela bolie siea kan jaha karieba aieta kan rule

  • @PratapMangaraj-l8y
    @PratapMangaraj-l8y Месяц назад +4

    ଖାଲି ପେଟୁଆ ପୋଲିସ ଯାହାକୁଦେଖ ବଡ ବଡ ଢୋଲ

  • @Biswajit2019-n3y
    @Biswajit2019-n3y Месяц назад +13

    Mg chora police nku fasi dia jau 😡

  • @daitaridash5351
    @daitaridash5351 Месяц назад +4

    ସେନା ର ବି ନିଶ୍ଚୟ କିଛି ଭୁଲ ଅଛି, ତଦନ୍ତ କରାଗଲେ ପ୍ରକୃତ ତଥ୍ୟ ଆସିପାରିବ

    • @rajendramallick4172
      @rajendramallick4172 Месяц назад +4

      ଆରେ ପୁଅ ସେନା ତାର ପାୱାର ଥାଇ ବି ନୀରବ ରୁହେ ଆଉ ପୋଲିସ ର ଅଳ୍ପ ପାୱାର ଥାଇ ସେ ନିର୍ଯାତନା ଦିଏ।

    • @DM-vs4ye
      @DM-vs4ye Месяц назад

      ​@@rajendramallick4172desa bhitare bala power

    • @biruamamalaxmi541
      @biruamamalaxmi541 Месяц назад

      ​@@rajendramallick4172#army ର power border ରେ ନା terrorists ମାନଙ୍କୁ ମାରିବା but pop ରେ ରାସ ଲୀଳା ପାଇଁ ନୁହ

    • @rajibalochanbiswal1351
      @rajibalochanbiswal1351 Месяц назад +1

      Police sabu thare bhul hin kare,haram police..

    • @niharranjanmedico7659
      @niharranjanmedico7659 Месяц назад +1

      ଦେଖନ୍ତୁ ଏଇ ଘଟଣା ବିଷୟରେ ମୁଁ ବିଶେଷ ଭାବରେ ଜାଣି ନାହିଁ। କିନ୍ତୁ ଏତିକି କହିବି ଯେ Army officer ବି ସମସ୍ତେ ସୁନା ପୁଅ ନୁହନ୍ତି। ଗୋଟେ ଗୋଟେ ex army person ଏମିତି behave କରିବେ ଯେ ସେଥିରୁ ଜଣା ପଡିବ ସେମାନେ କେତେ ଦୁର୍ନୀତିଗ୍ରସ୍ତ ଆଉ ଭାରତ ମାତା ର କେତେ ସେବା କରିଥିବେ। କେଉଁଝର ଜିଲ୍ଲାର ଆନନ୍ଦପୁରର ଜଣେ Ex army person ତହସିଲ ଅଫିସରେ ଚିହ୍ନା ହୋଇ କାରସାଦି କରି ଜଣେ ମୋର ଚିହ୍ନା ଡକ୍ଟରଙ୍କ ଜମିକୁ ଜବର ଦଖଲ କରିଛି ଆଉ ବିଭିନ୍ନ ପ୍ରକାରରେ ଜମି ମାପ,ଘର ତିଆରି related ହଇରାଣ ବି କରୁଛି।ତା ବିରୁଦ୍ଧରେ ପୋଲିସ ତହସିଲଦାର କେହି କାର୍ଯ୍ୟାନୁଷ୍ଠାନ ନେଇ ପାରୁନାହାନ୍ତି।

  • @yeshsahoo6027
    @yeshsahoo6027 Месяц назад +4

    ଏ ଶଳା ପୋଲିସ ଙ୍କର ଯାବତୀୟ ଦୋଷ ଅଛି

  • @beautyenhancebysimi6727
    @beautyenhancebysimi6727 Месяц назад +20

    CBI ko handover kar.....

  • @Bapujipro
    @Bapujipro Месяц назад +10

    ମହିଳା ପୋଲିସ ଜଣକ
    ମହିଳା କୁ ମାଡ଼ ମାରିବା ବେଳେ vdo କାହିଁକି କରି ନାହାନ୍ତି
    Only se ଝିଅ ର vdo କାହିଁକି viral karuchha

  • @oldschoolhr2225
    @oldschoolhr2225 Месяц назад +4

    We love army but not the drunken army officer. This drunken lady should be in jail

  • @Playboy7902-j5
    @Playboy7902-j5 Месяц назад +4

    Odisha police ra kichi bhul nathile b suspend fist ta pare action 😂

  • @Jayasanta-m7s
    @Jayasanta-m7s Месяц назад +4

    ଲୋକ ଥାନାକୁ ନିଜ ସୁରକ୍ଷା ପାଇଁ ହିଁ ସହାୟତ ମାଗିଥାନ୍ତି, ହେଲେ ଏଠି ପୋଲିସ ଦୌଠିରେ ରହି ରାଥିରେ ମାଛ ମାଂସ ମାଲ ପାଣି ପିଇ ସବୁଷ୍ଟାପ ଏଞ୍ଜୟ କରିବା ୟାଙ୍କର କାମ କି, ଏଣୁକରି ସରକାର ଠିକ ନ୍ୟାୟରେ ଭୁଲ କରିଥିବା ପୋଲିସ ମାନଙ୍କୁ ଶୀଘ୍ର ଚାକରିରୁ ବୋଇସଷ୍କାର କରାଯାଉ.

  • @sanjaykumishra5186
    @sanjaykumishra5186 Месяц назад +3

    Vdo viral କରିଥିବାରୁ ପୋଲିସ କୁ ପୁଣି ଦଣ୍ଡ ଦିଆଯାଉ

  • @ajaykumarbehera5018
    @ajaykumarbehera5018 Месяц назад +16

    Nilamban,nuhe,arest,karajau

  • @mantoshmohanty3712
    @mantoshmohanty3712 Месяц назад +20

    Accused police mananku dismis karantu

  • @SaiJena-o4m
    @SaiJena-o4m Месяц назад +15

    Sabu Sei. Mishra/panda....
    Dhik tumara kula dharma

    • @Yashbahi12693
      @Yashbahi12693 Месяц назад +4

      ହତାଶିଆ ବ୍ରାହ୍ମଣର ଗାଣ୍ଡି ଫଟା ଚିତ୍କାର 👍

    • @aswinibehera7181
      @aswinibehera7181 Месяц назад +6

      ଆପଣ ଙ୍କ ତର୍କ କୁ ମାନିବାକୁ ପଡିବ.. ଟିକେ ଜାତିବାଦରୁ ଉପରକୁ ଉଠନ୍ତୁ 🙏

    • @DM-vs4ye
      @DM-vs4ye Месяц назад +3

      Chup mgh aase paikhana safa karibu

    • @Raunakroy1003
      @Raunakroy1003 Месяц назад +1

      Right bro

    • @Yashbahi12693
      @Yashbahi12693 Месяц назад

      @@SaiJena-o4m ଜାତି ଧର୍ମ ବର୍ଣ ନିର୍ବିଶେଷ ରେ ଆମେ ସମସ୍ତେ ଭାରତୀୟ ।

  • @kailashchandra1943
    @kailashchandra1943 Месяц назад +5

    Job ru dismiss karajau

  • @User-yhjjgzz
    @User-yhjjgzz Месяц назад +5

    I doubt on this crime branch investigation. This should be handed over to CBI.

  • @PROUDOFSANTAL2000
    @PROUDOFSANTAL2000 Месяц назад +9

    Balo....jhio kohuthila pora nighty pindhiki thila boli...but video reto jona poduchi uniform pindhichonti

  • @Viralshortsvideoss
    @Viralshortsvideoss Месяц назад +3

    ଭାଇରେ କାଇଁ ସେ ଭୁଲ କରୁଥିଲ ବିଛା ମନ୍ତ୍ର ନ ଜାଣି ସାପ ଗତରେ ହାତ ମାରିଦେଲେ

  • @BharatiBeura
    @BharatiBeura Месяц назад +4

    Suspend ହେବେ ପୁଣି 2/4ମାସ ପରେ ପୁଣି join କରିବେ...

  • @CraftsItem2024
    @CraftsItem2024 Месяц назад +6

    ତମ ଝିଅ ମଦ ପିଇ ବୁଲୁଛି ସେକଥା କହୁନ.

    • @tnanda1432
      @tnanda1432 Месяц назад

      ସେ କଥା ବୁଝିବ ପୋଲିସ କଲା ପୋଲିସ କଲା। ଆରେ ପୋଲିସ କାହିଁକି କଲା, ଫଉଜିବଲା ଛୁଆ ତ ମଦ ପିଇ ରାତି ଅଧରେ ଥାନା ରେ ରୋଳା କରିବା ଟା ଅଧିକାର ପୁଣି boyfriend କୁ ଡାକି ଟିକେ ବାହାଦୂରୀ ଦେଖେଇବା।

    • @user-zd2cf6dp1m
      @user-zd2cf6dp1m Месяц назад +2

      Chirkut mentality.That is the reason MNCs are not coming to Odisha and you guys go to other other states as a labourer.

  • @babulsaigal7977
    @babulsaigal7977 Месяц назад +1

    Love u didi

  • @sandhyatara1993
    @sandhyatara1993 Месяц назад

    ଓଡିଶା ପୋଲିସଙ୍କ ର ପେଟ ଆଉ ଅହଂକାର ଦିନକୁ ଦିନ ବଢ଼ି ଚାଲିଛି

  • @debendranarayandash9040
    @debendranarayandash9040 Месяц назад

    ପୋଲିସକୁ ଆରେଷ୍ଟ କରାଯାଉ ତୁରନ୍ତ ଗିରଫ କରାଯାଉ ପୋଲିସର ଗୁପ୍ତାଙ୍ଗକୁ କାଟି ଦିଆଯାଉ

  • @soumyanayak7847
    @soumyanayak7847 Месяц назад

    ମାଗିହା ଙ୍କୁ ଡିସମିସ କର ଜବ ru

  • @RanjanSethy-w5u
    @RanjanSethy-w5u Месяц назад

    ସମସ୍ତ ଙ୍କ ପୋଲିସ୍ ର ଚେହେରା ଦେଖା ଯାଉ

  • @bljaykumar614
    @bljaykumar614 Месяц назад

    Right 👍👍👍

  • @RanjanSethy-w5u
    @RanjanSethy-w5u Месяц назад

    ପୋଲିସ କୁ ତୁରନ୍ତ ଗିରଫ କରାଯାଉ । ମାଗ୍ୟା ପୋଲିସ କୁ ମାର୍

  • @sanatanibhai164
    @sanatanibhai164 Месяц назад

    ବୁଝି ହଉନି ଓଡିଶା ର ଭଦ୍ର ବ୍ୟକ୍ତି ଗଣ କାହିଁକି ପୋଲିସ ବିଭାଗ ରେ ଯାଉ ନାହାନ୍ତି....
    .?
    ଭଦ୍ର ବ୍ୟକ୍ତି କେବଳ ପୋଲିସ ଉପରେ ଆଙ୍ଗୁଳି ଉଠାଉଛନ୍ତି

  • @TBrother4527
    @TBrother4527 Месяц назад +10

    Dal mein kuch kala hai😂

  • @ArunMalik-i1b
    @ArunMalik-i1b Месяц назад

    ଜେଲ ନୁହେଁ ଫାଶୀ ଦିଆଯାଉ

  • @DolendraSabar-gw6ge
    @DolendraSabar-gw6ge Месяц назад

    Very good

  • @Chitrabhanu-ji4mi
    @Chitrabhanu-ji4mi Месяц назад +2

    Bahut thanare emiti hauchi kichhi samnaku asuchi auu bakisabu luchijauchi

  • @hemantakumar4603
    @hemantakumar4603 Месяц назад +1

    true always true

  • @jitendra33453
    @jitendra33453 Месяц назад

    Good repoter,

  • @nabinraj7474
    @nabinraj7474 Месяц назад +1

    ଭଲ ଭାବରେ ତଦନ୍ତ କରା ଯାଉ ଯେମିତି ଦୋଷୀକୁ ଦଣ୍ଡ ମିଳୁ

  • @AnjanKumar-w2p
    @AnjanKumar-w2p Месяц назад

    ଅଧା ଭିଡ଼ିଓ viral କରୁଥିବା ମୋବଇଲ ଵାଲା କୁ ଆଗେ arrest କରାଯାଉ

  • @srikanta671
    @srikanta671 Месяц назад

    ନାଇଟି ପିନ୍ଧିକି ଗିଁହା ଗେଁହି ହୁଅନ୍ତି
    ରାତିରେ

  • @NishikanthRana
    @NishikanthRana Месяц назад

    Good🎉🎉...

  • @Keshavdanceplanet1994
    @Keshavdanceplanet1994 Месяц назад +7

    Dekhile jana paduchhi se jubati utpat houchhanti au media reporter heiki etiki janiparunahanti jadi bina education re kama karila pari laguchhi🤣🤣🤣🤣🤣 khali views asiba pae sabu nataka🤣🤣🤣🤣🤣🤣

    • @Sached299
      @Sached299 Месяц назад

      ଭିଡ଼ିଓ କରିବା କଣ ଉତ୍ପାତ ???

    • @Sached299
      @Sached299 Месяц назад

      ତମ ଭଳିଆ ଲୋକ ପାଇଁ ଓଡିଶା ଆଜି ଏତେ ପଛରେ

  • @Sandipsandip9413
    @Sandipsandip9413 Месяц назад +1

    ଶୋଇବା ହେଲା duty

  • @tnanda1432
    @tnanda1432 Месяц назад

    ଥାନା ରେ ମଦ ପିଇ ରୋଳା କଲେ ମଦୁଆ କୁ ଯେପରି ବ୍ୟବହାର ମିଳିବା କଥା ମିଳିଲା
    ଫଉଜି ଭାଇ ଝିଅ କୁ କଣ ଖଣ୍ଡଗିରି ପାହଡ ଜଗେଇ ଥିଲ କି ନା ସାଙ୍ଗ ସହିତ ଡ୍ୟୁଟି କରୁଥିଲେ

    • @niharranjanmedico7659
      @niharranjanmedico7659 Месяц назад

      ଦେଖନ୍ତୁ ଏଇ ଘଟଣା ବିଷୟରେ ମୁଁ ବିଶେଷ ଭାବରେ ଜାଣି ନାହିଁ। କିନ୍ତୁ ଏତିକି କହିବି ଯେ Army officer ବି ସମସ୍ତେ ସୁନା ପୁଅ ନୁହନ୍ତି। ଗୋଟେ ଗୋଟେ ex army person ଏମିତି behave କରିବେ ଯେ ସେଥିରୁ ଜଣା ପଡିବ ସେମାନେ କେତେ ଦୁର୍ନୀତିଗ୍ରସ୍ତ ଆଉ ଭାରତ ମାତା ର କେତେ ସେବା କରିଥିବେ। କେଉଁଝର ଜିଲ୍ଲାର ଆନନ୍ଦପୁରର ଜଣେ Ex army person ତହସିଲ ଅଫିସରେ ଚିହ୍ନା ହୋଇ କାରସାଦି କରି ଜଣେ ମୋର ଚିହ୍ନା ଡକ୍ଟରଙ୍କ ଜମିକୁ ଜବର ଦଖଲ କରିଛି ଆଉ ବିଭିନ୍ନ ପ୍ରକାରରେ ଜମି ମାପ,ଘର ତିଆରି related ହଇରାଣ ବି କରୁଛି।ତା ବିରୁଦ୍ଧରେ ପୋଲିସ ତହସିଲଦାର କେହି କାର୍ଯ୍ୟାନୁଷ୍ଠାନ ନେଇ ପାରୁନାହାନ୍ତି।

  • @laxmanpatbandha3791
    @laxmanpatbandha3791 Месяц назад +1

    Justice for Ankita

  • @anjangarnaik1228
    @anjangarnaik1228 Месяц назад

    mohan babu ee system change na kalee thumaaa party change heijibaa, be carefull

  • @sujogyamishra1510
    @sujogyamishra1510 Месяц назад

    Truth must prevail......
    Don't panic to realise the truth...

  • @alltype5070
    @alltype5070 Месяц назад +2

    Ye army officer ke lady kese dress pehna he..dekho..style ko...jacket ke chain aur kitna niche jayega..
    Late night, esa pehena, door ko 1min mein 20 se 30bar pitna ..ye koi achi lady nisaani nehi he..

    • @karishmamishra4115
      @karishmamishra4115 Месяц назад

      So what. If someone didn't open the door then what u will do ? Every human try their best to knock the door. What's the wrong on it ?
      And u mentioned about jacket and chain. Do u think a woman can wear burkha or full dress then her character is good or a stylish woman is bad in nature. What's a samhameful thought process u have. Then say what's the wrong in doctor uniform of Kolkata Mamta incident.She had worn Aphron,still she had raped by so called man . Chhiiii to all of them who think themselves men by harrassing women

  • @rajpatinandinibanua6320
    @rajpatinandinibanua6320 Месяц назад +1

    Emiti police darkar nahi amaku se manku umarked karajau

  • @debanandasahu7298
    @debanandasahu7298 Месяц назад +1

    Sir apnka jhia pai saspend nuhe jail jaruri

  • @mukeshbehera4511
    @mukeshbehera4511 Месяц назад

    Suspend khali na ku khali kichi dina pare puni join karibe😅😅

  • @snigdharani-pl8ze
    @snigdharani-pl8ze Месяц назад

    ଜେଲ୍ ଦଣ୍ଡ ହେବା ଦରକାର

  • @nboy9584
    @nboy9584 Месяц назад

    ଭିଡିଓ ଭା ଇ ରାଲ ଯିଏ କରୁଚି ତାକୁ ଆରେଷ୍ଟ୍ କରାଯାଉ

  • @facingthetruth3574
    @facingthetruth3574 Месяц назад

    Odisha ra home minister babu kn kamo karuchanti? CM kan a sabu news dekhu nahanti ki? Suspenstion is not enough, a officer nku sidha jail potha jau.

  • @poojamallick1947
    @poojamallick1947 Месяц назад +9

    Mu a video dekhila pare vabuchhi. Jubati janak utpat karithibe.

    • @mdshahidanwar4540
      @mdshahidanwar4540 Месяц назад +2

      Tali dui hata re baje
      Nia nathai dhua huye nahi

    • @sipun5
      @sipun5 Месяц назад +1

      Tate g..Mari nathile ta .bedha .

    • @sj_______
      @sj_______ Месяц назад +2

      Se major family ru belong karuchanti boli utpat kale nahele sadharana family heithile kana munda aunsi gharaku asithanta

    • @balarammundry17
      @balarammundry17 Месяц назад +1

      ଯୁବତୀ ପୁରା ଉତ୍ପାତ କରୁଛି ଜଣା ପଡୁଛି

    • @avenger9871
      @avenger9871 Месяц назад

      ​@@balarammundry17etiki utpat re goda hata bhangi dia jaye ki

  • @PBHUI
    @PBHUI Месяц назад +1

    Galti 2 no ka h

  • @baidyanarayanbhoi4614
    @baidyanarayanbhoi4614 Месяц назад

    Proper investigation should be conducted to unearth the truth.

  • @Buna-rd5pp
    @Buna-rd5pp Месяц назад

    Police kebe bhulre kahasaha lahinathiba
    Jadi amiti hoichi tahale semanaku mental hospital re admit kariba darkara

  • @dhanumunda7630
    @dhanumunda7630 Месяц назад +1

    Army 🪖 bala ra bhul ai,bodo post bali dada giri karibe to police chadibo ki

  • @susantapradhan3350
    @susantapradhan3350 Месяц назад

    ସୁଳି ଦିଆଯାଉ

  • @White444x-n
    @White444x-n Месяц назад

    Sei bedhi jou kama karuthila jei police station ra sei dekhuchi police..

  • @lipun9478
    @lipun9478 Месяц назад

    Only in counter !

  • @ranjitxaxa215
    @ranjitxaxa215 Месяц назад

    ସତ ରେ ଏହା ହେଇଛି BJP ସରକାର

    • @DM-vs4ye
      @DM-vs4ye Месяц назад

      Ea police sabu Bjd dwara nijukta

  • @S.Smile8
    @S.Smile8 Месяц назад

    Thik heichi mahila saha

  • @mangulicharanjena7380
    @mangulicharanjena7380 Месяц назад +2

    Fasi dia

  • @dilipharichandan4042
    @dilipharichandan4042 Месяц назад

    ଜେଲ ନୁହେଁ ଫାସୀ

  • @biruamamalaxmi541
    @biruamamalaxmi541 Месяц назад

    Border ରେ civilian manaku terrorists ମାନେ ଆସିକି ମାରୀକି polouchhanti.but athi army wala pop re ରାସ ଲୀଳା କରୁଚି

  • @narayanimajhi6171
    @narayanimajhi6171 Месяц назад

    Report no lakhibaru se juboti police ku kihuchi galito koruni

  • @sipun5
    @sipun5 Месяц назад +1

    Nighty pindhi duty . wow odisha police.

  • @mr.Lalitnarayan1989
    @mr.Lalitnarayan1989 Месяц назад +1

    Mamalti kar gote ea

  • @tapandhamudia320
    @tapandhamudia320 Месяц назад

    Toki ra v bhul achi, police ra v bhul achi

  • @sstvcreations1219
    @sstvcreations1219 Месяц назад +1

    Terminate Kara suspension nuhe

  • @ashokpattnaik2830
    @ashokpattnaik2830 Месяц назад

    ARE BABU KICHHI ACTION HABANI SUPREMECOURT JAYO

  • @mahimakisansevakendra4151
    @mahimakisansevakendra4151 Месяц назад

    Video vairal kale kn haba , ta deha kahuchi sata kn

  • @dhalamitkumar
    @dhalamitkumar Месяц назад

    One side reporting by media ......

  • @prasantadas8412
    @prasantadas8412 Месяц назад +1

    Arrest kara and dismiss kara job ru nhele jemiti agaru ebera CM gali sunithile CM hela pare kn bhuli gale. Bjp kn aau asibani kichi ta action niya CM sir 1st police ku thik karantu then odisha

  • @manojkumarmurmu915
    @manojkumarmurmu915 Месяц назад

    To balo kotha

    • @sipun5
      @sipun5 Месяц назад

      Jubati video kale kichi bhul nahi.

  • @chitaranjanadhikari6750
    @chitaranjanadhikari6750 Месяц назад +1

    Police iic was sleeping in duty hours
    HENCE the lady complaint tried to make IIC
    BUT IT WAS FABRICATED TO SHOW THAT SHE TRIED ILLEGAL ACTION

  • @salamkhan2534
    @salamkhan2534 Месяц назад

    Who are the people inside in that room?? Is there any wrong work going there??

  • @rashmitarout3751
    @rashmitarout3751 Месяц назад

    The lady is the real culprit

  • @sonicflex2774
    @sonicflex2774 Месяц назад

    BJD samay re Police manaka Raj chalithilaaaaa

  • @sangramkeshariswain9924
    @sangramkeshariswain9924 Месяц назад

    Arrest both army men and his fiancee.

  • @Krishna77787
    @Krishna77787 Месяц назад

    Eta Police ra style
    Kama kichi karibeni
    Kintu kehi compain kale
    Gote mobile bahar karikina
    Shooting Kariba arambha kar debe
    Chatkani maribaku icha hue

  • @pattadarodisha
    @pattadarodisha Месяц назад +1

    Pura chakiri ri ru hata MG nku

  • @matrutirthamishra8208
    @matrutirthamishra8208 Месяц назад

    Viral hba darkar....jana padiba actually kie thik

  • @riderking45jt41
    @riderking45jt41 Месяц назад +2

    Army v police fight hei jau

  • @BeherasusantaKumar
    @BeherasusantaKumar Месяц назад

    POLICE STATION IS RANG

  • @sushilkumardashdashsushi-ip9tz
    @sushilkumardashdashsushi-ip9tz Месяц назад

    Thana sraff ete jor re ragibar karana kan misra babu keun abasthare thile

  • @debm4154
    @debm4154 Месяц назад +1

    You are right. Habitual offender. Dismiss kariba uchit. Video re dekha jauni kahinki police se jubatinku kemiti badei chhanti? 😂😂😂

    • @beautyenhancebysimi6727
      @beautyenhancebysimi6727 Месяц назад +1

      Suspend is not salutation totally dismissed is the right action.....

    • @DAMDAR_ODISHA_NeWs
      @DAMDAR_ODISHA_NeWs Месяц назад

      Bhai mora police bodhe manisha nuhe tara bodhe family nahin apana manankara comment dekhile kharap laguchi tike bhaba sabu vdo dekha aau tike bhabiki kaha police Khali kharap aae mentality rakhile kemiti haba