ଅପହଞ୍ଚ ଇଲାକାର ଝିଅ ବନିଲା ଅଫିସର || Bhagyashree Mishra Secures 138th Rank in OPSC OAS Exam || OR

Поделиться
HTML-код
  • Опубликовано: 3 дек 2024

Комментарии • 64

  • @Sankarvlog...
    @Sankarvlog... Месяц назад +30

    ସମସ୍ତେ ସେବା କରିବା ପାଇଁ ଆସିବେ OAS ହେଇକି ହେଲେ ତାହା କରିବେ ନାହିଁ, ପଇସା କେମିତି ଆସିବ ସେଥିରେ ବ୍ୟସ୍ତ ରୁହନ୍ତି,Madam ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ କିନ୍ତୁ ଅତି ଗୁରୁତ୍ଵପୂର୍ଣ ସହିତ ଆମ ଆଦିବାସୀ ଭାଇ ଭଉଣୀ ମାନଙ୍କୁ ଦେଖା ଶୁଣା କରିବେ ବୋଲି ମୋର ଅନୁରୋଧ କହିବାର କଥା ଏହିକି ଯେ ଅଫିସର ହେଲା ପରେ ଆମ ଗରିବ ଆଦିବାସୀ ମାନଙ୍କୁ ସହଯୋଗ କରନ୍ତି ନାହିଁ। ତେଣୁ ଭୁଲ ଥିଲେ ମୋତେ କ୍ଷମା କରିଦେବେ ଜୟ ଆଦିବାସୀ ।

    • @rajeshsahoo3548
      @rajeshsahoo3548 Месяц назад +3

      Tame bhai oas heiki system change kara..

    • @defenceintel
      @defenceintel Месяц назад

      @@rajeshsahoo3548 ମାଗଣା ଖିଆ ଭୋଟର ଯେତେଦିନ ଯାଏ ଅଛନ୍ତି system ବଦଳିବ ନାହିଁ.
      ଆଗରୁ ମିଶନ ଶକ୍ତି, ନୂଆ ଓ ରେ ମାଗଣା ଖାଉଥିଲେ, ଏବେ ସୁଭଦ୍ରା ଯୋଜନାରେ ମାଗଣା ଖାଉଛନ୍ତି.

    • @defenceintel
      @defenceintel Месяц назад

      @@rajeshsahoo3548 ଗୋଟିଏ OAS କି IAS ର କଣ ଔକାତ ଥିଲା ପାଣ୍ଡୁ ସମୟରେ?? ଲାଙ୍ଗୁଡ଼ ଜାକି,ହାତ ଯୋଡ଼ି, ଡରିକି ରହୁଥିଲେ ଓ ଜନତାଙ୍କୁ ନାଲିଆଖି ଦେଖାଉଥିଲେ. ଆମ ପାଇଁ OAS, IAS ବହୁତ ବଡ଼, ନେତାଙ୍କ ପାଇଁ ସେମାନେ କ୍ରୀତଦାସ.

  • @akashrajtvkoraput9952
    @akashrajtvkoraput9952 Месяц назад +10

    ମାଲକାନଗିରି ଜିଲ୍ଲା ଏବେ ଉପାନ୍ତ ଅଞ୍ଚଳ ନୁହେଁ।

  • @subalkumarswain1457
    @subalkumarswain1457 Месяц назад +1

    Best of luck madam 🙏

  • @defenceintel
    @defenceintel Месяц назад +5

    ବେଳା ଭଲ ପାଣ୍ଡୁ ନାହିଁ. ନହେଲେ କ୍ରୀତଦାସ କରି ରଖିଥାନ୍ତା ସବୁ OAS ମାନଙ୍କୁ.

    • @SurbhiSahu-o2n
      @SurbhiSahu-o2n Месяц назад

      @@defenceintel 😂😂😂😂khali dlg au kchnh

  • @ramamohantripathy1358
    @ramamohantripathy1358 Месяц назад +2

    God bless u

  • @rsantoshreddy2801
    @rsantoshreddy2801 Месяц назад +8

    Congratulations mam , officer seat re basila pare sabu bhulijantu au money kemiti asiba se bisayare dhyana diantu,Anya Mane bi seiya karuchanti apana kahinki karibeni ,se seat apanku kareideba

    • @Sankarvlog...
      @Sankarvlog... Месяц назад +1

      ସତ କଥା

    • @SurbhiSahu-o2n
      @SurbhiSahu-o2n Месяц назад

      Sir gote kamo korontu apano comment koriba badalare patho podhiki oas officer te huontu au deso pain bhala kamo korontu ..emiti ghare basiki kahiba bahut sahaja ...sethipain apano koriki dekhantu

    • @defenceintel
      @defenceintel Месяц назад

      @@SurbhiSahu-o2n ଗୋଟିଏ OAS କି IAS ର କଣ ଔକାତ ଥିଲା ପାଣ୍ଡୁ ସମୟରେ?? ଲାଙ୍ଗୁଡ଼ ଜାକି,ହାତ ଯୋଡ଼ି, କ୍ରୀତଦାସ ଭଳି ରହୁଥିଲେ.

  • @HemantaParhi-mw4kf
    @HemantaParhi-mw4kf Месяц назад +1

    Right OAS Isa very earnmoney department they have no power power to development work if talented student complete IAS upsc quota is important things so all in orissa appear for opsc

  • @papunroutpapun6714
    @papunroutpapun6714 Месяц назад

    Congratulations mam

  • @ManjuMajhi-x4c
    @ManjuMajhi-x4c Месяц назад +2

    Ajito aramba kara Adivasi ku sashana karivar. ( O A S)

  • @sahadevnayak287
    @sahadevnayak287 Месяц назад +1

    ଉପାନ୍ତ ଅଞ୍ଚଳ ହେବାରେ କିଏ ଦାଇ ?

    • @defenceintel
      @defenceintel Месяц назад

      ଏମିତି ଆଗରୁ ଯେତେ IAS, OAS ଅଛନ୍ତି ସମସ୍ତେ ଦାୟୀ.

    • @ishwarchandra3980
      @ishwarchandra3980 Месяц назад +2

      @@defenceintel ଏଥିପାଇଁ ଆମେ ଜନସାଧାରଣ ଦାୟି ! ଯାହାକୁ ଆମେ 24 ବର୍ଷ ଠିକା ଦେଇଥିଲେ ସେ 24 ବର୍ଷ ଶାସନ ପରେ ବି "ଉପାନ୍ତଅଞ୍ଚଳ" ଶବ୍ଦଟି ଇତିହାସରେ ଲିପିବୋଧ ହେଇ ରହିଗଲା !

  • @Mkamalkant96
    @Mkamalkant96 Месяц назад

    ❤❤❤❤❤

  • @ranjankumardash2969
    @ranjankumardash2969 Месяц назад

    Power pare, money 😮,

  • @Jayshreeram.429
    @Jayshreeram.429 Месяц назад +1

    Sabu aadibasi ku dia

    • @himanshunayak749
      @himanshunayak749 14 дней назад +1

      ସେ ଆଦିବାସୀ ନୁଅ ବାବା। କାହିଁକି ଏମିତି ହେଉଛ।

  • @ranjitabehera7120
    @ranjitabehera7120 Месяц назад

    Se bhala school re padhu thile

  • @sickbye996
    @sickbye996 Месяц назад +3

    Madam ସେଠିକି ଯିବେ କିଛି ଆଦିବାସୀଙ୍କୁ ଶସ୍ତା ଚାକର ବାନେଇବେ. ତାପରେ ଗଣେଶ ପୂଜା ଏବଂ ସରସ୍ବତୀ ପୂଜା କରିବେ. ଅଫିସରେ ଗୋଟେ ବଡ଼ ଜଗନ୍ନାଥ photo ଲଗେଇବେ. ତାପରେ ବ୍ରାହ୍ମଣ ଧର୍ମ ପ୍ରଚାର କରିବେ ଆଉ ଅନ୍ୟ ମାନଙ୍କୁ ଚାକର କରିବେ. ଏଇଟା ଏବେ ନୁହଁ ଭାରତ ସ୍ୱାଧୀନତା ହେବାଟୁ ହଉଛି.

    • @SurbhiSahu-o2n
      @SurbhiSahu-o2n Месяц назад

      Sir apano podhiki oas officer huontu auu sabuku change korontu....apano ghare basiki comment korontu nh

    • @sickbye996
      @sickbye996 Месяц назад +1

      @@SurbhiSahu-o2n : ଇଚ୍ଛା ନାହିଁ ଏଇ ସବୁ କରିବା ପାଇଁ. OAS level ରେ policy change କରି ହବ ନାହିଁ

    • @SurbhiSahu-o2n
      @SurbhiSahu-o2n Месяц назад

      @@sickbye996 tu change koriparibu nh au loko ku kemty kahuchu change koriba pain..icha nh puni icha thile b heiparibu nh

    • @sickbye996
      @sickbye996 Месяц назад +2

      @@SurbhiSahu-o2n : Media unnecessarly hyping a low level service. You don't know me, don't know my qualification so don't comment. I may be overqualified for this job. OAS will go and will do job at block level. It is all about coaching business to hype.

    • @sickbye996
      @sickbye996 Месяц назад

      @@SurbhiSahu-o2n : Search and watch "Eroded power of IAS under Modi " published in Wire. ଯଦି ତମେ ବ୍ରାହ୍ମଣବାଦି ତାହେଲେ ମୁଁ ବିରୋଧ କରିବି. ଏହା ମୋର ଅଧିକାର. ଏଇଟା ସବୁ ଅଫିସ ରେ ହଉଛି ଆଉ ଏଇଟା ଭୁଲ. ଭୁଲ କୁ ବିରୋଧ କରିବା ପାଇଁ କିଛି position ରହିବା ଦରକାର ନାହିଁ. ଭୁଲ, ଭୁଲ

  • @AkshyaBarik-r7h
    @AkshyaBarik-r7h Месяц назад

    Daha michha pakhare dhana na thile os asha Kariba bhul

    • @MantuBabuEducation
      @MantuBabuEducation Месяц назад

      Bekar chinta dhara

    • @SurbhiSahu-o2n
      @SurbhiSahu-o2n Месяц назад

      Hmm tu ta khali satua sabu janideichu...jie kasto korichi ca janichi sola khali basi ghre comment koruchi chutia sola

    • @SurbhiSahu-o2n
      @SurbhiSahu-o2n Месяц назад

      @@AkshyaBarik-r7h khali poisa thile sabu heijaenh knowledge b dorkar jouta tma pakhre nh

  • @adityamahakhud7204
    @adityamahakhud7204 Месяц назад

    😂😂