Suresh Wadekar & Anuradha sings 'Sindura mathare Tora..' in Odia Movie 'Kanyadan'

Поделиться
HTML-код
  • Опубликовано: 20 дек 2024

Комментарии • 1,2 тыс.

  • @subhalaxmipanda-ek8sd
    @subhalaxmipanda-ek8sd Год назад +131

    ଆଜି ଵି ମନେ ଅଛି ରବିବାର ହେଲା ମାତ୍ରେ କଳା ଧଳା ଟିଭି ଆଗରେ ବସି ଯିବା ଉତ୍ତମ ମହାନ୍ତି ଭାଇ ବହୁତ ସୁନ୍ଦର

  • @bapunibarik2590
    @bapunibarik2590 4 года назад +201

    ଓଡ଼ିଆ ସିନେମା ଜଗତରେ ଉତ୍ତମ ମହାନ୍ତିଙ୍କର ହସ ମୁହଁ ସବୁଠାରୁ ସୁନ୍ଦର। ପିଲା ଦିନ କଥା ମନେ ପଡିଯାଏ ଏ ଗୀତ ଦେଖିଲେ, କେମିତି ପିଲାଦିନେ ରବିବାର ୪ଟା ବାଜିଲେ କଳାଧଳା tv ଆଗରେ ବସିକି ଦେଖୁଥାଉ। ଅତି ସୁନ୍ଦର ସିନେମା।🙏🙏👌👌🍁🍁

    • @rasmitamrs3428
      @rasmitamrs3428 Год назад +2

      Right aji bi se piladina au rabi bara chhuti 4ta bajile tv📺 dekhiba maja au kanhi

    • @india1142
      @india1142 Год назад +2

      Right 👍👍👍

    • @pravatkumarnayak4920
      @pravatkumarnayak4920 Год назад +2

      Really right

    • @tiki905
      @tiki905 Год назад +2

      Right ❤❤❤

    • @ranjankumarsahoo5368
      @ranjankumarsahoo5368 Год назад +1

      Raght apana kahuchhanti,,4,hele ame 3 ,2 minutes re rabibar dina tv agre basipaduthilu

  • @Manoj0212
    @Manoj0212 8 месяцев назад +60

    ❤❤❤❤ଆମର ନବେ ଦଶକ ପିଲାମାନଙ୍କ ପାଇଁ ୟେ ସବୁ ଗୀତ ଗୋଟେ ଇମଶୋନ ❤️🫡।

  • @ommnamahshivay-oq1sq
    @ommnamahshivay-oq1sq 10 месяцев назад +41

    ତେବେବି କାହିଁ ତତେ ଏତେ ଭଲପାଏ ମୁଁ ଜାଣେନି ମନ୍ଦିର ରେ ଦୀପ ଜାଳେ ତାର କାରଣ ଖୋଜି ପାଏନି❤

  • @bindassbabul
    @bindassbabul 2 года назад +88

    ମୁଁ ଆଜି ଚାଲେଞ୍ଜ ର ସହିତ ବି କହି ପାରିବି ଯେ ଆମ ଓଡ଼ିଆ ଗୀତ ଆଗରୁ ହୃଦୟ ସ୍ପର୍ଶୀ ଆଉ ମୋନାଲଭା ଥିଲା ବାସ୍ ଲୋକଙ୍କ ପାଖରେ ପହଁଚି ପାରୁନଥିଲା 👌👌👌ଆଉ ଗୋଟେ କଥା ଆପଣ ଏ ଗୀତ କୁ 50 ବର୍ଷ ପରେ ଶୁଣିଲେ ମଧ୍ୟ ଏ ଗୀତ ର ଚାହିଦା ଏମିତି ହିଁ ରହିବ ।💓💓💓💙💙👌👌👌

  • @shibaprasadbarik4918
    @shibaprasadbarik4918 Год назад +33

    ଏ ଗୀତ ଶୁଣିଲା ପରେ କାଇଁ କେଉଁ ଦୁନିଆଁ ରେ ମନ ଲାଖି ଯାଉଛି ।

  • @natabardasdas9876
    @natabardasdas9876 4 года назад +19

    ସତରେ ଓଡ଼ିଆ ଆମେ ସମସ୍ତେ ଅତି ସୁନ୍ଦର ଉପସ୍ଥାପନା କରାଯାଇଛି ଏହି ଗୀତ ଭଲଲାଗେ ଏବେ ସେଭଳି ଗୀତ ନାହିଁ ଅତି ଉତ୍ତମ 🙏🌺🙏🙏🌺🙏very nice

  • @ramakantasingh009
    @ramakantasingh009 5 лет назад +341

    ଏତେ ସୁନ୍ଦର ଗୀତକୁ ଭି ମଧ୍ୟ ଲୋକେ ନାପସନ୍ଦ କରିବା , ବହୁତ ଆଶ୍ଚର୍ଯ୍ୟକର କଥା 😲

    • @balarampradhan9278
      @balarampradhan9278 4 года назад +3

      yhohj😘😆😎😇🤔

    • @sanjayb8647
      @sanjayb8647 4 года назад +7

      Se mane badhira hei thibe bhai

    • @ramakantasingh009
      @ramakantasingh009 4 года назад +4

      ହଁ ତୁମେ ବିଲ୍କୁଲ୍ ଠିକ୍ କହିଛ । ଏହା ହିଁ ସତ 👍🏻

    • @Killhungervlogs
      @Killhungervlogs 4 года назад +5

      Hati chaligale kukura bhukibe ame seguda ignore kariba uchit

    • @ManojKumarBaliarsingh
      @ManojKumarBaliarsingh 4 года назад +11

      Je hrudayare suni akhiku bhijeithiba se kebe b like nakari rahipariba nai

  • @rubinabarik3120
    @rubinabarik3120 9 месяцев назад +276

    2024 ରେ କିଏ ଏହି ଗୀତ ଶୁଣୁଛlike କର

  • @rajendrakumarnayak5023
    @rajendrakumarnayak5023 3 года назад +11

    ଅତି ସୁନ୍ଦର ଗୀତ ସତେରେ ବହୁତ ମନେପଡେ ପିଲାଦିନ କଥା। କେତେ ସୁନ୍ଦର ଥିଲା ସେ ଗୀତ ଆଉ ଅଭିନୟ।ବର୍ତ୍ତମାନ ଓଡ଼ିଆ ନିର୍ଦେଶକ ଶିଖିବା ଦରକାର କାହିଁକି ଓଡ଼ିଆ ଫିଲ୍ମ ସେତେବେଳେ ଲୋକମାନେ ଦେଖୁଥିଲେ। ever green song।

  • @umeshjena5446
    @umeshjena5446 10 месяцев назад +61

    ଛୋଟ ବେଳେ ମୁଁ କହେ ଉତ୍ତମ ମହାନ୍ତି ,ବିଜୟ ମହାନ୍ତି ଦୁଇ ଭାଇ

  • @akshayabal1749
    @akshayabal1749 4 года назад +117

    80's & 90's song of Bollywood & Ollywood are always my favorite😍💕.

  • @ommsaimuduli7617
    @ommsaimuduli7617 3 года назад +5

    ସତରେ ସେଦିନ ମାନଙ୍କର ଗୀତ ହୃଦୟକୁ ଛୁଇଁ ଯାଉଥିଲା ଆଉ ଆଜି..!!
    ଏତେ ସୁନ୍ଦର ଗୀତ.... ବାର ବାର ଶୁଣିବାକୁ ଇଚ୍ଛା ହୁଏ।

  • @prasankumarsahoo6958
    @prasankumarsahoo6958 8 месяцев назад +23

    ଆହା କି ମନୋଲୋଭା ଗୀତ, ପ୍ରତିଦିନ ସକାଳ 9.15am ଗିତଗିତିକା ରେ ଗୀତ ଶୁଣି ମୁଁ school ଯାଉଥିଲି

  • @bhabasindhunaik6932
    @bhabasindhunaik6932 4 года назад +172

    Lockdown ସମୟରେ ଏଇ ଗୀତକୁ କିଏ କିଏ ଶୁଣୁଛ...

  • @meera88465
    @meera88465 7 лет назад +55

    I was a big Fan of Mr.mohanty from my childhood......Evergreen Uttam sir...

  • @Pabi148
    @Pabi148 3 года назад +211

    ଉତ୍ତମ ଭାଇଙ୍କୁ ଦେଖିଲା ପରେ ଯେମିତି ଲାଗୁଛି ସେ ପୁରୁଣା ଦିନ ଆଉଥରେ ଫେରି ଆସିଛି l ସେ ପୁରୁଣା ଦିନକୁ ଛାତି ତଳେ ଜାକି ମୁ ଗୁମୁରି ଗୁମୁରି କାନ୍ଦେ ଆଉ ଭଗବାନଙ୍କୁ ଭିକ ମାଗେ ସେ ଦିନ ଆଉଥରେ ଫେରିଆସୁ 😔😔

    • @riteshmajhi8686
      @riteshmajhi8686 Год назад +8

      Amo hrudaya Ra sampati

    • @tanmayjena3860
      @tanmayjena3860 Год назад +11

      satare bhai mu bi bohut kande se puruna dina au thare feri asantani....old pc jetiki bi achhi sabu film hrudaya ku chuinjaye....love you uttam sir

    • @kedarbehera9941
      @kedarbehera9941 Год назад +4

      Same to you

    • @sonalisuni4923
      @sonalisuni4923 Год назад +2

      Bhai kebe kahaku bhala paichanti bodhe

    • @prakashnayak4570
      @prakashnayak4570 Год назад +2

      💯💯💯💯

  • @ManojKumarBaliarsingh
    @ManojKumarBaliarsingh 4 года назад +114

    After listening the song.. I am just speechless....this song can't be replaceable in any era.. just strike the 💓

    • @nirimalnayak5458
      @nirimalnayak5458 4 года назад +1

      Abslutley right bro

    • @sagarkumarpal
      @sagarkumarpal 3 года назад

      Perfect said 👍

    • @bijaykumar4561
      @bijaykumar4561 3 года назад

      One of the best song I have ever heard, I am not a contemporary audience at that time when this film was released, this song more heart touching for those are fallen in love. Nice song

    • @musicalsonia6229
      @musicalsonia6229 3 года назад

      Uttam sir is the legend of odia industry 🙏❤️

    • @radhakrushnapanigrahy1703
      @radhakrushnapanigrahy1703 2 года назад

      Hi
      L like your comments.
      It is a golden song.

  • @silujenasilu5999
    @silujenasilu5999 6 лет назад +47

    ବହୁତ ସୁନ୍ଦର ଗୀତ
    ଧନ୍ୟବାଦ ଭାଇ
    ଏମିତିକା ଗୀତ ସଂଗ୍ରହ କରୁଥିବାରୁ
    ଜୟ ଜଗନ୍ନାଥ ସ୍ୱାମୀ🙏

  • @abhisheksamal253
    @abhisheksamal253 4 года назад +23

    କୁହନ୍ତି ପ୍ରେମ ❤️ ଭଗବାନ୍ ଙ୍କ ରୂପ. ତଥାପି ପ୍ରେମ କୁ କଣ ପାଇଁ ଆଜି ବି ଏତେ ଖରାପ ଦୃଷ୍ଟି ରେ ଦେଖୁ ଛନ୍ତି. ପ୍ରେମ ❤️ ଜଦି ମନ ରୁ ହେବ, ଆଉ କୌଣସି ସ୍ୱାର୍ଥ ରହି ବନି ଏ ଥିରେ ପ୍ରେମ ଚିର ସ୍ଥାୟୀ ରହିବ. ଦେହ କୁ ଭଲ ପାଅ ନି, ସୁନ୍ଦର ହୃଦୟ କୁ ଭଲ ପାୟ.

  • @subhambiswal1723
    @subhambiswal1723 3 года назад +1

    ଏଇ ଗୀତ ମୋ ହୃଦୟକୁ ଛୁଉଁଛି..... ଆତ୍ମା ତୃପ୍ତ ହେଇଯାଉଛି..... ଆମର ହୃଦୟର ଭାବନା କୁ ଏଇ ଗୀତ ବର୍ଣନା କରୁଛି....
    Emotionally heart touching

  • @jayantakumarmuduli8652
    @jayantakumarmuduli8652 6 месяцев назад +9

    ସେ ପୁରୁଣା ଦିନ କୁ ଆଉ ଯେତେ ଖୋଜି ଲେ ମିଳିବ ନାହିଁ, କେବଳ ଖାଲି ଅତୀତ ଦେଇଥିବା ଦୁଃଖ, ଯନ୍ତ୍ରଣା, ବିରହ ସବୁ ଆଖି ଆଗେ ନାଚିଯାଇ କହିବ, ଆରେ କାହିଁ ମୋତେ ମନେ ପକାଇ ଖୋଜୁଛୁ ମୁଁ କଣ ଆଉ ଫେରିବି, ବେଳ ହେଲାଣି ପରା ବେଡିଙ୍ଗ, ପତ୍ର ବାନ୍ଧି ଅଫେରା ରାଇଜକୁ ଯିବୁ ପରା 😭😭😭

  • @srikantasahoodkl
    @srikantasahoodkl 4 года назад +2

    Uffff that's the odia meaningful song....Golden Era of odia movie.... MO pila Dina Katha manepaduchi..... Akhiru ape ape luha asijauchi...

  • @ratikantakuanr7044
    @ratikantakuanr7044 2 года назад +24

    Uttam Mohanty sir.. You are the legendary actor....you will always remembered in the heart of Odia people ...

  • @sumantakumarpradhan2319
    @sumantakumarpradhan2319 3 года назад +35

    Legendary Music composed with melodious voice of Suresh ji...

  • @satyabratapanda7899
    @satyabratapanda7899 4 года назад +231

    After 50 years our next genetation must like and listen this song

  • @don4096
    @don4096 9 месяцев назад +1

    Lovely❤voice.. Tremendous bits and lyrics of song so meaningful.. Kudos to singer for lovely song.. Very melodious

  • @pramodmallik
    @pramodmallik 5 лет назад +61

    "love" has no meaning other than emotional attachment between two living species.
    When both opposite sex young couple breaks up and never met again only the memories give live to both hearts.
    This mesmerising heart touching song is a best therapy to remember each other and live on memories

  • @sudhanshuparida8473
    @sudhanshuparida8473 2 года назад +22

    Perfectly matched to my love story....I always listen this song in the memory of my lover.....she is now out of my syllabus but still I love her very much....

    • @narmadatextiles65
      @narmadatextiles65 2 года назад +3

      This is acting and brings pain to heart.if this song reflect to your life it brings much pain indeed.may god give u strength to carry the pain u feel.life goes its own way, many thing we dream dosen't fullfill.so make balance in life and live my brother.be happy.

    • @snehalatapanda7749
      @snehalatapanda7749 2 года назад

      Beautiful song and singing👏

  • @NaikMithun-sk3rk
    @NaikMithun-sk3rk 9 месяцев назад +1

    Sayad e bhali composition aau aasibanii...the great Suresh sir❤❤❤

  • @kalkiavtar12345
    @kalkiavtar12345 4 года назад +83

    ଏବେ ଓଡ଼ିଆ ସିନେମାରେ ଏଭଳି ସଙ୍ଗୀତ ର ଘୋର ଅଭାବ.... ମୁ ଦୁଃଖିତ ଯେ ଓଡ଼ିଆ ସିନେମା ଆଗ ଭଳି ନାହିଁ ଆଉ

  • @balaramabehera7533
    @balaramabehera7533 2 года назад +1

    ଚିର ସବୁଜ ରୋମାଞ୍ଚିତ ଆଉ ଦୁଃଖମୟ ଗୀତ ଟିକୁ ଶୁଣିଲେ ଆଜି ବି ଦେହର ଲୋମ ସିହିରି ଉଠେ
    ଆଉ ମନେ ପକେଇଦିଏ ସେଇ ପୁରୁଣା ସ୍ମୃତି କୁ
    ଯାହାକୁ ବହୁ ବର୍ଷ ତଳେ ଛାଡ଼ି ଆସିଥିଲି♥️💔💔💔

  • @jaykumarjhara
    @jaykumarjhara 2 года назад +8

    I am 20 years ... But i love this song.. Soo emotional song..and soo.. Pure voice...

  • @mahakudhari
    @mahakudhari 7 лет назад +98

    ଏଇ ଓତିଆ ଚଳଚିତ୍ର କନ୍ୟାଦାନ ର ପୁରୁଣା ଗୀତ ମୋର ବହୁତ ପୋସନ୍ଦ କାରଣ ଏଇ ଗୀତରେ ମୋର ପୂରୁଣା. ସୁର୍ତୀ ମୋନେ ପଡେ

  • @laxmansahoo3752
    @laxmansahoo3752 11 лет назад +10

    tame jebe chhadichaligala tebe mu bujhi parili why so critical of life.realy i miss u too much.n this song will forever for me.heart touch song with full of tear in eyes.i dont explain in words

    • @ckpatt9886
      @ckpatt9886 3 года назад

      Bro hope you are doing well.

  • @paramanandapatel7672
    @paramanandapatel7672 10 часов назад

    ରେଡିଓ ଆପଣଙ୍କ ଅନୁରୋଧରେ ଗୀତ ଶୁଣିବା ପାଇଁ ରାତ୍ରୀରେ ସାଙ୍ଗମାନଙ୍କ ସହିତ ଶୁଣିବାର ମଜା ଅଲଗା। ସୁରେଶ ୱାଡକର ଓ ଅନୁରାଧାଙ୍କ ଗୀତ କଣ୍ଠ ଅତି ମଧୁର।🙏 ଜୟ ଜଗନ୍ନାଥ।🙏🛕🪔🚩

  • @madhusmitapani8051
    @madhusmitapani8051 2 года назад +6

    Nothing can beat the honey soothing texture of the evergreen voice. This is Suresh Wadekar.

  • @Dalai143
    @Dalai143 22 дня назад

    ବହୁତ ଦିନ ପରେ ସୁରେଶ ୱାଡେକରଙ୍କ ଗୀତକୁ ବାଲିଯାତ୍ରାରେ ଶୁଣିବାକୁ ମିଳିଲା ❤️

  • @Killhungervlogs
    @Killhungervlogs 5 лет назад +187

    କି ସୁନ୍ଦର ସଂଗୀତ
    କି ସୁନ୍ଦର ସୁର
    କି ସୁନ୍ଦର lyrics
    Childhood favourite

    • @guruprasadparhi4039
      @guruprasadparhi4039 4 года назад +4

      The

    • @manaspradhan9902
      @manaspradhan9902 4 года назад +6

      Grown up with these gem of musics..pila dina smruti

    • @sumantakumarsahoo4936
      @sumantakumarsahoo4936 4 года назад +2

      Yess

    • @cpanditray
      @cpanditray 4 года назад +2

      Absolutely...

    • @bhubanbiharinaik4137
      @bhubanbiharinaik4137 4 года назад +5

      ମୋ ପିଲାଦିନର ସବୁଠାରୁ ପସନ୍ଦର ଗୀତ..... ସୁରେଶ ୱାଡେକର ଓ ଅନୁରାଧା ପଡୁଆଲ ମାଡାମ ବଢିଆ ଭାବେ ଗାଇଛନ୍ତି... ଆଜିବି ଆମ ସେଇ ପୁରୁଣା ରଙ୍ଗୀନ କୋଣାର୍କ ଟିଭି ଆଉ VCR ରେ ଏଇ ଫିଲ୍ମ ଟିକୁ କେତେଥର ଦେଖିଚି ତାର ହିସାବ ମୁଁ ରଖିନି..... ସତରେ କେତେ ଭଲ ଥିଲା ସେଇ ପିଲାଦିନ..🥰🥰👌👌👌

  • @dijendrapalai9033
    @dijendrapalai9033 7 лет назад +52

    ଏଇ ଗୀତରେ ମୋ ପୁରୁଣା ସ୍ମୃତି ଭରି ରହିଛି

  • @SushantSushant-v2k
    @SushantSushant-v2k Год назад +1

    ଏହି ସବୁ ଗିତ ସବୁ ଏତେ ମଧୁର ଥିଲା ଯେତେ ଥର ଶୁଣିଲେ ହୃଦୟରେ ବିଚିତ୍ର ଆଲୋଡନ ସୃଷ୍ଟି କରୁଛି ମହାନ ଥିଲେ ଆମର ଓଡ଼ିଆ ଲେଖକ

  • @Rajjinu
    @Rajjinu 5 лет назад +181

    2019 re bi suno thiba friend mane please liek

  • @AjaySinghPandit
    @AjaySinghPandit 7 месяцев назад +2

    ସିନ୍ଦୁର ମଥାରେ ତୋର
    ସିନ୍ଦୁର ମଥାରେ ତୋର, ମୋ ପାଇଁ କେବେ ସାଜିବନାହିଁ
    ହାତରେ ଚୂଡ଼ି ତୋର ମୋ ପାଇଁ ବାଜିବନାହିଁ
    ତେବେ ବି, କାହିଁ ତୋତେ ଏତେ ଭଲପାଏ ମୁଁ ଜାଣେନି
    ମନ୍ଦିରରେ ଦୀପ ଜାଳେ , ତାର କାରଣ ଖୋଜିପାଏନି
    ସିନ୍ଦୁର ମଥାରେ ତୋର, ମୋ ପାଇଁ କେବେ ସାଜିବନାହିଁ
    ହାତରେ ଚୂଡ଼ି ତୋର, ମୋ ପାଇଁ ବାଜିବନାହିଁ
    ପରଦେଶୀ ବୋଲି ଆଜି, ପରଦେଶେ ପର ମୁଁ ହେଲି
    କେବେ ବି ତୋ ଦୁନିଆରେ, ତୋରି ପାଶେ ଆପଣା ଥିଲି
    ଫୁଲର ସେ ବନ୍ଧନକୁ କଣ୍ଟା ପରି ସହିଜିବି
    ଗଜରା ଗଭାରେ ତୋର ମୋ ପାଇଁ କେବେ ସାଜିବନାହିଁ
    ହାତରେ ଚୂଡ଼ି ତୋର ମୋ ପାଇଁ ବାଜିବନାହିଁ
    ତେବେ ବି, କାହିଁ ତୋତେ ଏତେ ଭଲପାଏ ମୁଁ ଜାଣେନି
    ମନ୍ଦିରରେ ଦୀପ ଜାଳେ , ତାର କାରଣ ଖୋଜିପାଏନି
    ସିନ୍ଦୁର ମଥାରେ ମୋର, ତୋ ପାଇଁ କେବେ ସାଜିବନାହିଁ
    ହାତରେ ଚୂଡ଼ି ମୋର, ତୋ ପାଇଁ ବାଜିବନାହିଁ
    ପିଆସୀ ଆଖିର ଆଶା ଲୁହ ସାଜି ଢେଉରେ ଯାଏ
    ଓଠକୁ ଛୁଇଁଲା ପରେ ମୋ ଲହୁରେ ଲହରୀ ଢାଳେ
    ତୋତେ ପାଇବାର ଫୁଲ ଆଉ ଯେତେ ସବୁ ଝଡ଼ରେ ଗଲାଣି ଝଡି
    ସାରାରାତି ଜାଗି ତାରା ଗଣେ ଏକା, ଜହ୍ନ ଚାଲିଯାଏ ଫେରି
    ଯୁଗେଯୁଗେ ତୋରି ପାଇଁ ତୋରି ବାଟ ଚାହିଁଥିବି
    ସିନ୍ଦୁର ମଥାରେ ମୋର, ତୋ ପାଇଁ କେବେ ସାଜିବନାହିଁ
    ହାତରେ ଚୂଡ଼ି ମୋର, ତୋ ପାଇଁ ବାଜିବନାହିଁ
    ତେବେ ବି, କାହିଁ ତୋତେ ଏତେ ଭଲପାଏ ମୁଁ ଜାଣେନି
    ମନ୍ଦିରରେ ଦୀପ ଜାଳେ , ତାର କାରଣ ଖୋଜିପାଏନି
    ସିନ୍ଦୁର ମଥାରେ ତୋର, ମୋ ପାଇଁ କେବେ ସାଜିବନାହିଁ
    ହାତରେ ଚୂଡ଼ି ତୋର ମୋ ପାଇଁ ବାଜିବନାହିଁ

  • @Minnu09
    @Minnu09 4 года назад +17

    Really a heart touching song,from the inside of heart this love came for the song's lyrics 💕💕

  • @hemantaparimanik218
    @hemantaparimanik218 4 года назад +1

    ସୁନ୍ଦର ତୃପ୍ତିର ଅବସାନ ନାହିଁ ଯେତେ ଦେଖୁଥିଲେବି ନୂଆ ଲାଗୁଥାଇ 💖💖💖💖

  • @rajibdash625
    @rajibdash625 4 года назад +21

    Living legend of odia film industry Mr uttam mohanty

  • @khusi_samal
    @khusi_samal 3 года назад +2

    Spcial thanx to the person who has uploaded this type of songs....evergreen

  • @sangitadora9926
    @sangitadora9926 2 года назад +4

    Alws my fvt song....Heart touching song....😍😍😍😍😍👌👍👌

  • @lipupatra9189
    @lipupatra9189 2 месяца назад

    ଏହି ଗୀତଟି କେତେ ସୁନ୍ଦର ଏବଂ ପ୍ରତ୍ୟେକ ଧାଡ଼ିରେ ଏହାର ଗଭୀର ଅର୍ଥ ଅଛି | 😊

  • @rrbliss8140
    @rrbliss8140 4 года назад +14

    BEAUTIFUL SONG ...all time EVERGREEN song .

  • @ShyamSundar-yu8hu
    @ShyamSundar-yu8hu 2 года назад +1

    Uttam sir au tha re se dina ku feri asa bouta asa au swapn mana vita re unki mare au kichi nua katha sikhiba ku echa hua nice song amazing

  • @malayaranjan4744
    @malayaranjan4744 3 года назад +6

    Emiti lyrics ra ebe song asuni kana pain🙄?kichi gote alga feelings lage e song sunile..❤️

  • @jaysanatan6012
    @jaysanatan6012 Год назад +2

    ଏ ଗୀତ ଶୁଣିଲେ ହୃଦୟ ଏକ ଶାନ୍ତି ମିଳେ। ଏ ଗୀତ ପାଇଁ ହୃଦୟ ର ଗଭୀରତା ରୁ ଅନେକ ସାଧୁବାଦ।💐🙏🙏🙏👌

  • @pramodrout59
    @pramodrout59 4 года назад +9

    No words can describe its emotion.. Plz tell me few more songs like this...

    • @priyabratdebasis2093
      @priyabratdebasis2093 3 года назад +1

      1.Mu ta thili ekutia
      2.Aji jaen jaha jani thili taha
      3.Hrudaya ra ehi shunyata

  • @wisdomvehicle707
    @wisdomvehicle707 5 лет назад +4

    ପ୍ରେମାନନ୍ଦ, ଅଭିଜିତ ଦୁଇଜଣ ଏଇ ଗୀତ କୁ ଶୁଣରେ,,,ତୁମେ ଦୁଇଟା ଓଡ଼ିଶାର କଳଙ୍କ,,, କେଡେ ସୁନ୍ଦର ଏ ଗୀତ ଲାଗୁଛି,, ମନମୁଗ୍ଧକର,,ଆମ ଓଡ଼ିଶାର ପ୍ରେମର ବୀରହ ଗୀତ,,

  • @rashmiranjan5380
    @rashmiranjan5380 6 лет назад +14

    I used to hear this song in my childhood on the radio and it was so mesmerizing..so beautiful memories

  • @sagarikapanigrahi4978
    @sagarikapanigrahi4978 Месяц назад

    Oh! Whata marvelous composition with magnificent historic voice. Really we are proud being in that era as child and adolescent stage.

  • @ShriKshetraPurusottama
    @ShriKshetraPurusottama 4 года назад +19

    Uttam Mohanty was super handsome, and a fantastic actor, rather a complete actor and high profile actor as well

  • @rabindratriya8208
    @rabindratriya8208 26 дней назад

    ସତରେ ଗୀତ ଟି ଏତେ ସୁନ୍ଦର ହୋଇଛି ଯେ ବର୍ଣ୍ଣନା କରିବା ପାଇଁ ଶଦ୍ଦ ର ଅଭାବ

  • @sarojjena9947
    @sarojjena9947 2 года назад +3

    OUR GENERATOON WORLD NEVER BE OLD. . . . .
    tnx the whole team, for creating such a beautiful song

  • @anu7723
    @anu7723 2 года назад +6

    Old is gold ❤️🤗 Really heart touching song😘😘

  • @ajitkumarpradhan9186
    @ajitkumarpradhan9186 4 года назад +5

    Kya jamana thaa great song great Actor great singor ...

  • @advocatesubhalaxmi.mohanty8796
    @advocatesubhalaxmi.mohanty8796 6 лет назад +29

    Evergreen song of our industry.

  • @Sekhar19947
    @Sekhar19947 4 года назад +8

    Top class songs old Oriya songs are simply perfect

  • @ନାଟ୍ୟମନ୍ଦିର
    @ନାଟ୍ୟମନ୍ଦିର 3 года назад +1

    ମନ କିଣି ନେଉଛି ଏହି ହୃଦୟସ୍ପର୍ଶୀ ସଙ୍ଗୀତ

  • @deepakjena4108
    @deepakjena4108 5 лет назад +13

    One of the best song in my childhood days ..I love in this song..... My

  • @sureshmohapatra5415
    @sureshmohapatra5415 5 лет назад +1

    Miracle.... Oriya song always fill our love and specially A K Mohanty song fill our own emotions .. I love A K Mohanty love songs which is specially for our generation I don’t know what my son and daughter is react after my marriage but I know I love each and every word of such song and thanks to song writer and song melody maker singer too

  • @waytosuccess2737
    @waytosuccess2737 5 месяцев назад

    ଏହା ଗୀତ ନୁହେଁ କୋଟି ହୃଦୟ ର ବିଛେଦର ଏକ ସ୍ମୃତି ଆଉ ଓଡ଼ିଆ ସିନେମା ଜଗତ ର ମହାନ୍ ଅଭିନେତା ଶ୍ରୀ ଉତ୍ତମ ମହାନ୍ତି ଙ୍କ ବଳିଷ୍ଠ ଅଭିନୟ ର ଏକ ପ୍ରମାଣ ।
    ପ୍ରତ୍ୟେକ ହୃଦୟ ଯିଏ ନିଜ ପ୍ରେମ ଠାରୁ ଆଜି ଅଲଗା ନିଶ୍ଚୟ ଏ ଗୀତ ର ମହତ୍ତ୍ଵ ବୁଝିବ
    Thanks Suresh wadekar ji for this evergreen song

  • @omprakashroutray8155
    @omprakashroutray8155 4 года назад +7

    one of the best lyrics i have ever heard

  • @chittaranjanojha9439
    @chittaranjanojha9439 4 года назад

    Bohut bohut bohut badhia gita aji A gita vali thanks too arun sir 💐🙏🙏🙏🙏🙏🙏

  • @aurobindanayak3190
    @aurobindanayak3190 9 лет назад +44

    uttam sir ...always classic

  • @suchismitasahoo8093
    @suchismitasahoo8093 2 года назад +1

    Gita ra swar aah 👌👌

  • @rima9005
    @rima9005 2 года назад +7

    It's almost 2023 and m still vibing this song like hell..😍

  • @LilySahoo-w3h
    @LilySahoo-w3h Месяц назад +1

    Always old is gold ❤❤❤❤❤

  • @rachitapatra6018
    @rachitapatra6018 2 года назад +7

    Really a heart touching song (I Love This Song 💖💖💖)

  • @chandanjena5421
    @chandanjena5421 2 года назад +4

    what a song, when I listen this song i got strong goosebumps, beautiful lyrics

  • @SRKUMAR90
    @SRKUMAR90 2 года назад +3

    Listening this at 2.00Am
    Really reminded my 25yrs old Childhood.
    Hats off to UTTAM SIR'S ACTING,
    STILL REMEMBER THOSE DAYS WATCHING HIS MOVIES IN DD1.
    👆👆👆👆🙏🙏

  • @sangitarana2323
    @sangitarana2323 11 месяцев назад +1

    I miss those days 😢

  • @Noctbee31
    @Noctbee31 3 года назад +6

    Gives the best vibe♥🙌

  • @Chandanmishra.Lyrical
    @Chandanmishra.Lyrical 27 дней назад

    ପୁରୁଣା ଗୀତ, ପୁରୁଣା artist ଚିର ଅମର.🫶
    ଆହାଃ ସେ ଦିନ ବି କି ଦିନ ଥିଲା!! 🥹

  • @susantgochhayat1867
    @susantgochhayat1867 5 лет назад +8

    ଜୀବନରେ ମୁଁ ଜଦି କିଛି ବି ପାଇଛି କେବଳ ଏଇ ଗୀତର ସାହାଯ୍ୟରେ,, ମୁଁ ବି କିଛି ସମୟ ପର୍ଯ୍ୟନ୍ତ ପାଗଳ ଥିଲି ମୋ ପ୍ରଥମ ପାଈଁ,, I love all of old odia song

  • @pramodsamal5932
    @pramodsamal5932 Год назад +2

    Really heart touching Song, Old is always Gold...

  • @seshadevsahoo4856
    @seshadevsahoo4856 2 года назад +4

    80'superhit hero Uttam uncle...

  • @biswaranjanpatra25
    @biswaranjanpatra25 Год назад

    Apart from all Mr Arun Mohanty who is the director,Producer,lyricists,music composer and many more in this movie.What a talented guy he is.All the songs of this movie is in another level.

  • @pranobojha5266
    @pranobojha5266 5 лет назад +9

    Its very heart touching song.

  • @chefbiswa2088
    @chefbiswa2088 Год назад +1

    In this type of song every word is very meaningful satare e song re jou feeling ashuchi se feel current song re nahi👌👌👌👌👌👌🙏🙏🙏🙏🙏🙏🙏🙏🙏

  • @sudhanshubehera1996
    @sudhanshubehera1996 3 года назад +5

    My favorite actor ever in oliwood industries ❤️

  • @sunitachoudhury749
    @sunitachoudhury749 2 года назад +1

    Get well soon Utam jii....u r a super star of odia film industry🌹🌹

  • @vj-em7qg
    @vj-em7qg 2 года назад +1

    ଓଡ଼ିଆ ଲୋକ ସବୁବେଳେ talented ଥିଲେ ଖାଲି will ଦରକାର ଓଡ଼ିଆ industry ବି ପୁରା ବିଶ୍ୱରେ ଜଣାଶୁଣା ହେଇଯିବ ।

  • @porisethy3642
    @porisethy3642 3 года назад +7

    Heart touching Song ♥️♥️♥️

  • @motirmoygiri4780
    @motirmoygiri4780 4 месяца назад

    Very 💕Hearttouching lovely song.. Evergreen odia song... Jete sunile bi puni sunibaku ichha hue.. 👌👌👌

  • @Givson06
    @Givson06 Год назад +3

    All time favourite this song

  • @pradipkumarswain6590
    @pradipkumarswain6590 8 месяцев назад +1

    ଏହି ଭଳି ଗୀତ ଏବଂ ଆଉ ହୋଇପାରିବ ନାହିଁ, ଶୁଣିବାକୁ ଏତେ ଶାନ୍ତି ଲାଗେ କହି ହେବନାହିଁ ❤❤

  • @biswajitpujari1222
    @biswajitpujari1222 4 года назад +3

    Uttam sir all songs are my favorite.

  • @minaketandharua2116
    @minaketandharua2116 Год назад +1

    I am a great fan of Mahammad Aziz and Anuradha padwal what a melodeous and sweet voice of both singers.

  • @pks528
    @pks528 6 лет назад +4

    Old is Gold .. They said very well said....awsm song... Really heart breaking...👌👌👌👌👌👌

  • @_..God_Speed.._
    @_..God_Speed.._ 3 года назад +2

    The music of old times were so rich & equivalent to that of bollywood songs , now they've completely spoilt the music industry in Odisha, i can listen this song all day long, still not get bored it's like hearing to some classical Dilip Kumar or Kishor Kumar songs , forget about the lyrics the music is too rich itself❤️❤️❤️
    Also Tribute to the legends who sang this
    ~Suresh Wadkar & Anuradha Paudwal🙏🙏🙏

  • @byasadevmishra3135
    @byasadevmishra3135 5 лет назад +3

    beautiful song. respect suresh wadekarji and anuradhaji.

  • @anantaprasadpatro1250
    @anantaprasadpatro1250 5 лет назад

    Emiti gita sabu lekhithiba gitikar au sangitakar mananku Mora hrudayaru namaskar,they are legends

  • @prasanjitmohanty9421
    @prasanjitmohanty9421 6 лет назад +9

    Arun Mohanty 🙏 one of the best ever