ଡିଏସ୍‌ କୁ‌ଟ୍ଟେଙ୍କୁ କ’ଣ ମେସେଜ୍ କରିଥିଲେ ଦେବାଶିଷ ନାୟକ | Debasish Nayak | No Podcast | Story Dot

Поделиться
HTML-код
  • Опубликовано: 22 ноя 2024

Комментарии • 204

  • @arucharanpradhan5502
    @arucharanpradhan5502 13 дней назад +19

    ଅତି ସୁନ୍ଦର ଉପସ୍ଥାପନା , ଦେବାଶିଷ ସାର୍ ଙ୍କୁ ନମସ୍କାର।

  • @chikudas2380
    @chikudas2380 13 дней назад +50

    ପୁରା ସତ କଥା କହିବାକୁ ଦେବାଶିଷ ବାବୁ ସାହସ କରିଛନ୍ତି I ତାଙ୍କୁ ଅନେକ ଅନେକ ଅଭିନନ୍ଦନ ଆଉ ଧନ୍ୟବାଦ I

    • @--Jenwxqrs
      @--Jenwxqrs 12 дней назад +2

      Sabu power re bujhiparantunahni

    • @ArunKumarDash-k1b
      @ArunKumarDash-k1b 6 дней назад

      Debasis babu really you are grate as you opened everything thats absolutely right.

  • @RajkishorMahapatra-pp9xw
    @RajkishorMahapatra-pp9xw 13 дней назад +12

    ଅତି ସୁନ୍ଦର୍ କଥା

  • @rudralifestyle7751
    @rudralifestyle7751 12 дней назад +11

    ସାର୍ ଆପଣ ହେଉଛନ୍ତି ବରି ର ବିଶ୍ଵକର୍ମା ❤

  • @KumarJena-dd8oc
    @KumarJena-dd8oc 12 дней назад +10

    ୨୦୦୦ ରୁ ୨୦୧୯ ମସିହା ପର୍ଯ୍ୟନ୍ତ ବରୀର ରାଜନୈତିକ ଇତିହାସରେ ସୁବର୍ଣ୍ଣ ଯୁଗ ଥିଲା। ସେ ସମୟରେ ବିକାଶ ପୁରୁଷ ଥିଲେ ବରୀର ପ୍ରାକ୍ତନ ବିଧାୟକ ତଥା ବରୀର ବିଶ୍ୱକର୍ମା ଦେବାଶିଷ ନାୟକ, ସେପରି କର୍ମବୀର, ସ୍ପଷ୍ଟବାଦୀ ବ୍ୟକ୍ତିତ୍ୱଙ୍କୁ ବରୀ ବାସି ଚୀର ଦିନ ମନେରଖିବେ। LONG LIVE DEBASIS BABU. JAY JAGANNATH

  • @anantakishornayak1073
    @anantakishornayak1073 12 дней назад +23

    ଏ କଥା ସ୍ବୀକାର କରାଯିବ ଯେ ବରୀ ର ବିଧାୟକମାନଙ୍କ ମଧ୍ୟରେ ଦେବାଶିଷ ନାୟକଙ୍କ ସ୍ଥାନ ନିଆରା।

  • @Alekhachandramohanty
    @Alekhachandramohanty 7 дней назад

    A Gentle Man who maintained all secrecy about Party Politics. Thanks Mr. Debashis Sir.

  • @dhirendrapanigrahi7303
    @dhirendrapanigrahi7303 12 дней назад +7

    Fantastic statement

  • @AbdulimtajKhan
    @AbdulimtajKhan 12 дней назад +3

    Sir,time will be came soon.
    I am sure you will be bounce back.
    Odisha needs a political leader like you sir.
    God judge everything.

  • @kishorchsrichandan307
    @kishorchsrichandan307 12 дней назад +8

    ଅତି ସୁନ୍ଦର ଓ ଖୋଲା ମନରେ ସବୁ ବିଷୟ କହିଛନ୍ତି। ନବୀନ ଙ୍କ ବିଷୟ ରେ ଠିକ୍ କଥା କହିଛନ୍ତି। କର୍ମ ର ଫଳ ଭୋଗୁଛନ୍ତି।

    • @Manoj-sm6kx
      @Manoj-sm6kx 12 дней назад +1

      2019 agaru kahiki kahunathile khymata lovi a shabu

  • @biranchinarayanmohanty6500
    @biranchinarayanmohanty6500 12 дней назад +3

    Good information 😮

  • @manoranjanpattanaik4880
    @manoranjanpattanaik4880 12 дней назад +2

    You are absolutely good person.

  • @saratmishra7100
    @saratmishra7100 8 дней назад +1

    Very good podcast

  • @krushnamohanprusty2728
    @krushnamohanprusty2728 13 дней назад +6

    Very well explained Sir.🎉

    • @binayakrai9009
      @binayakrai9009 12 дней назад

      ମୋ ଓଡିଶା ଉକ୍ତି କେବଳ ବିଜୁ ବାବୁ ଙ୍କୁ ଶୋଭା ପାଏ ବି ଜେ ଡି କୁ ନୁହଁ

  • @manidas1825
    @manidas1825 12 дней назад +3

    Thanks for the information contained thanks for the information contained thanks

  • @NarayanchandraMallick-iu7if
    @NarayanchandraMallick-iu7if 9 дней назад +1

    Debasish sir describe all the real history Dhanybad we like such type of leader.

  • @maheswarpradhan4247
    @maheswarpradhan4247 7 дней назад

    Nice disclosure of Debasis Babu.

  • @arogyaBira
    @arogyaBira 12 дней назад +3

    Honest leader Debasish babu.we have never heard any scam against him

  • @ramachandrapanipani7424
    @ramachandrapanipani7424 День назад

    ରାଜେଶ ଭାଇଙ୍କର ଏକ ସୁନ୍ଦର ସାକ୍ଷାତକାର

  • @pabitramohandas6943
    @pabitramohandas6943 13 дней назад +22

    ଧନ୍ୟବାଦ ଦେବାଶିଷ ବାବୁ🙏ଆପଣଙ୍କ ବିଷୟରେ ବହୁତ ଜଣାଇଲେ l ସତରେ, ନବୀନ ବାବୁଙ୍କୁ ନେଇ ଓଡ଼ିଶାର ଲୋକେ ଆଦୌ ଗର୍ବ ଅନୁଭବ କରିବେ ନାହିଁ, ଯେମିତି ବିଜୁବାବଙ୍କୁ ନେଇ କରନ୍ତି l କଳଙ୍କିତ ଅଧ୍ୟାୟ ସୃଷ୍ଟି କରିଛନ୍ତି ନବୀନ ବାବୁ,ଓଡ଼ିଶା ଇତିହାସରେ l

    • @jitendrakumarswain23
      @jitendrakumarswain23 6 дней назад +1

      Seita apna nka chintadhara Shree Naveen Pattnaik always king in ocean of politics.

    • @pabitramohandas6943
      @pabitramohandas6943 6 дней назад

      @jitendrakumarswain23 ନିଶ୍ଚୟ ! ସେଇଟା ବି ଆପଣଙ୍କ ଚିନ୍ତାଧାରା l କିଛି ଅସୁବିଧା ନାହିଁ l

    • @jitendrakumarswain23
      @jitendrakumarswain23 5 дней назад

      @@pabitramohandas6943 mo chintadhara ebang adha ru adhika nka chintadhara vote percentage dekhantu janiparibe

  • @biswanathswain4574
    @biswanathswain4574 9 дней назад +1

    Perfect said

  • @ManmathnathSamantaray
    @ManmathnathSamantaray 7 дней назад

    True facts explained in details

  • @SusamasahooSusama-we7sg
    @SusamasahooSusama-we7sg 12 дней назад +3

    Very good sir thanks

  • @bhimasenbarik7990
    @bhimasenbarik7990 7 дней назад

    Great

  • @AjayakumarMishra-m7d
    @AjayakumarMishra-m7d 13 дней назад +8

    100 percent right Debasis babu

  • @DeepakKumarMohanta-o5j
    @DeepakKumarMohanta-o5j 9 дней назад

    Absolutely right

  • @sureshnag5065
    @sureshnag5065 8 дней назад

    ବକ୍ତବ୍ୟରେ ସତ୍ୟତା ଏବଂ ଯଥାର୍ଥତାଯେ ପ୍ରଚୁର ପରିମାଣରେ ନିହିତ। ଏହି କଥାଯେ ସମ୍ପୂର୍ଣ୍ଣ ଅନସ୍ବୀକାର୍ଯ୍ୟ। ଅଶେଷ ପ୍ରଣାମ ଏବଂ ଧନ୍ୟବାଦର ଯୋଗ୍ୟ ଆପଣ।

  • @sanjeevmohanty7453
    @sanjeevmohanty7453 12 дней назад

    Absolute true fact given by Debasis Sir....bold approach

  • @subrajitnayak8976
    @subrajitnayak8976 13 дней назад +11

    Sir ଙ୍କର ବିଜେଡ଼ିକୁ ଆସିବାକୁ ଇଛା ଅଛି

  • @SarthakSadual
    @SarthakSadual 13 дней назад +6

    You are Good Person Debasish Babu

  • @pramodapradhan9257
    @pramodapradhan9257 12 дней назад +5

    ଦେବାଶିଷ ବାବୁ ଦୁଇଟି ଉଦାହରଣ ବର୍ଷା ପ୍ରିୟଦାର୍ଶନି ଓ ଅମର ଶତପଥୀ ସମ୍ପୂକ୍ତ ମିଶ୍ର ଓ ଭ୍ରୁତହରୀ ମହତାବ ଏହି ଦୁଇଟି ଟିକେଟରୁ ଜଣାଯାଏ ଏହା ବିକ୍ରି ହେଉଥିଲା

  • @ramachandrapanipani7424
    @ramachandrapanipani7424 День назад

    ଓଡ଼ିଶା ରାଜନୀତିର ବେଲାଳସେନ୍ ଦେବାଶିଷ ନାୟକଙ୍କର ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ସମ୍ପର୍କରେ ଅନେକ ଅଜଣା ତଥ୍ୟ ଉଦ୍ଘାଟିତ ।

  • @pradipray6127
    @pradipray6127 12 дней назад +5

    ଦୁଇ ଜଣ ପାଳିଆ ଆସିବେ ଲେଲିନ ମହାନ୍ତି ଓ ମୁନା ଖାଁ

  • @ramachandrapanipani7424
    @ramachandrapanipani7424 День назад

    ଭୋକିଲାକୁ ଖାଦ୍ୟ, ତୃଷିତକୁ ପାଣି ଦେବା ଦେବାଶିଷ ନାୟକଙ୍କର ଜୀବନ ଦର୍ଶନ ।

  • @gopalkrushnanayak3570
    @gopalkrushnanayak3570 5 дней назад

    God bless you

  • @ramachandrapanipani7424
    @ramachandrapanipani7424 День назад

    He was a finest Politician I have ever seen.
    Debashish Nayak on Naveen Patnaik.

  • @pradipray6127
    @pradipray6127 12 дней назад +4

    ଦେବାଶିଷ ବାବୁ ଧନ୍ୟବାଦ ନିରାଟ ସତ୍ୟ କଥା କହିଚନ୍ତି

  • @biswaranjanparida297
    @biswaranjanparida297 8 дней назад

    Great leader.

  • @girijabhusanmohapatra9016
    @girijabhusanmohapatra9016 12 дней назад +2

    U are right sir

  • @gajendranathjena356
    @gajendranathjena356 9 дней назад +2

    ଦେବାଶିଷ୍ ବାବୁ ନବୀନ ପଟ୍ଟନାୟକ ପାଣ୍ଡିଆନ କୁ ଭଲ ପାଉଛି ଛାଡୁନି ତୁମ ଭଳି ଭଲ ନେତାଙ୍କୁ ନବୀନ ପଟ୍ଟନାୟକ ଘୃଣା କରିବାରେ କାରଣ କଣ କୁହନ୍ତୁ ଓଡିଶାର ଯୋଗ୍ୟ ନାହିଁନ୍ତି ଭାବୁଛନ୍ତି ତୁମେ ମାନେ ବହୁତ ଅଯୋଗ୍ୟ କି?😂🎉😮❤

  • @pradipkumarbarik585
    @pradipkumarbarik585 12 дней назад +5

    ବିଜୁ ପଟ୍ଟନାୟକଙ୍କ ପୁଅ ବ୍ୟତୀତ ଅନ୍ୟ ପରିଚୟ କିଛି ନଥିଲା

  • @seemondasmohapatra1027
    @seemondasmohapatra1027 11 дней назад

    Nice interview👏

  • @ramachandrapanipani7424
    @ramachandrapanipani7424 День назад

    S A Good Deed never goes unpunished.
    Simplicity is the greatest treasure in Life.
    Naveen Patnaik used to say these two teachings.

  • @sudhakarsahu333
    @sudhakarsahu333 13 дней назад +2

    Thank You Debasis sir .

  • @sarangaprusty5108
    @sarangaprusty5108 13 дней назад +14

    ଜାହା ଏବେ କହୁଛନ୍ତି ଆଗରୁ କହିଲେନି ଡର ଲାଗୁ ଥିଲା

  • @paladugujyothinaidu7050
    @paladugujyothinaidu7050 11 дней назад

    Good man

  • @uttamdas9353
    @uttamdas9353 7 дней назад

    Very good person

  • @JagamohanJena-l3p
    @JagamohanJena-l3p 12 дней назад +2

    Naveen pattanaik is always hero.....

  • @PradeepDhal-wj2ug
    @PradeepDhal-wj2ug 12 дней назад +2

    You tell true' but time is past

  • @debasissahoo8297
    @debasissahoo8297 13 дней назад +2

    Good

  • @prasant6260
    @prasant6260 12 дней назад +1

    Good person.

  • @rabindrananda943
    @rabindrananda943 11 дней назад

    Really Debasis Babu Is A Very Good Man .

  • @bhagyalaxmidas324
    @bhagyalaxmidas324 13 дней назад +2

    Bitter truth Sir

  • @piyushrajkumar15
    @piyushrajkumar15 12 дней назад +4

    ବିଜେଡି ଦଳରେ ଯେଉଁମାନେ ଥିଲେ ଆଉ ଏବେ ଅଛନ୍ତି ସମସ୍ତଙ୍କର ଗୋଟେ ସ୍ବପ୍ନ ଓଡିଶା ଆଉ ଓଡ଼ିଆଙ୍କୁ ଲୁଟିବା.

  • @anandachandrasahoo7377
    @anandachandrasahoo7377 12 дней назад +3

    ଆପଣ ମାନଙ୍କ ଧାରଣା ଭୁଲ
    କାହାକୁ ଦୋଷ ଦିଅନ୍ତୁ ନାହିଁ
    .ସବୁର ଦାୟୀ ନବୀନ୍

  • @PradipBhatta-mf3gj
    @PradipBhatta-mf3gj 11 дней назад

    Good personality of debasish babu

  • @mihirdwivedi8843
    @mihirdwivedi8843 12 дней назад

    Sri Nayak has told the correct facts about BJD party n their spokesperson.

  • @PrasantaKumarMohanty-b1q
    @PrasantaKumarMohanty-b1q 12 дней назад +1

    Best leder Debasish

  • @saratmishra7100
    @saratmishra7100 8 дней назад +1

    ନବୀନ ବାବୁ ଗୋଟେ non descriptive personal, undefined.

  • @babinasatapathy4263
    @babinasatapathy4263 3 дня назад

    Interesting
    You have also discussed the present spokespersons of BJD which is 💯 right and it is of bad taste.

  • @sumanpattnaik2585
    @sumanpattnaik2585 12 дней назад

    Good 👍

  • @kishordhal9417
    @kishordhal9417 12 дней назад +1

    Mr.nayak u r right.

  • @ramachandrapanipani7424
    @ramachandrapanipani7424 День назад

    ଏତେ ଭଲ କଥା କହୁଛନ୍ତି ଦେବାଶିଷ ନାୟକ !

  • @KedarJena-ki9el
    @KedarJena-ki9el 13 дней назад +2

    Right

  • @shreenibasbhukta9356
    @shreenibasbhukta9356 6 дней назад

    🙏🏼

  • @kumarprusty6038
    @kumarprusty6038 11 дней назад

    ❤❤❤❤ love you sar

  • @ବୃତ୍ତି
    @ବୃତ୍ତି 13 дней назад +3

    ସବୁ ଗୋଟେ ଗୋଟେ podcast କରିଦିଅ 😂

  • @BiswamberBhutia-p7h
    @BiswamberBhutia-p7h 8 дней назад

    ସଵୁ ଠିକ୍ କିନ୍ତୁ ଅର୍ଥ ସଵୁ ସରକାରୀ କାମ ରେ ଲାଗିଛି। ଯେମିତି ସରକାରୀ ମେଡ଼ିକାଲ ରେ ଖାଇବା ରହିବା ବଢିଛି, ସରକାରୀ ସ୍କୁଲ ରେ ପୋଷାକ ବହି ଦିଆ ଯାଇଛି।।। ଯାହା ଓଡ଼ିଶାର ମିନିଷ୍ଟର ଖାଇ ପାରିଲେ ନାହିଁ ସେଥିପାଇଁ ସଚିବାଳୟ କର୍ମଚାରୀ ସହ ସରକାରୀ କର୍ମଚାରୀ ଵୁଝାମଣା ହୋଇ ଏଥର ନିର୍ବାଚନ ହୋଇଛି

  • @samirnayak3768
    @samirnayak3768 13 дней назад +1

    ବିଜୁ ବାବୁଙ୍କ ଭାବନା ଓ ଚିନ୍ତାଧାରା ସବୁ ସମୟରେ ରାଜ୍ୟ ତଥା ରାଜ୍ୟବାସୀଙ୍କ ସ୍ୱାର୍ଥ ପାଇଁ ସମର୍ପିତ ଥିଲା. ଏହା ନବୀନ ବାବୁଙ୍କ କ୍ଷେତ୍ରରେ ବିପରୀତ. ଯାହାର ପରିଣାମ ଆଜି ବିଜୁ ଜନତା ଦଳକୁ ଭୋଗିବାକୁ ପଡୁଛି.

  • @PINKU-s4t
    @PINKU-s4t 13 дней назад +3

    Debasish once again in BJD

  • @arunheritage
    @arunheritage 8 дней назад

    Entire interview ରେ ଦେବାଶିଷ ନାୟକ ଥରୁଟିଏ ବି ନବୀନ ପଟନାୟକ ର ସୈତାନ ଚେହେରା କୁ ଉନ୍ମୋଚନ କଲେନି l ବାସ୍ତବରେ ନବୀନ ପଟନାୟକ ଖାଲି ସୈତାନ ନୁହେଁ ବରଂ ଜଣେ ଅପଦାର୍ଥ, ଅଯୋଗ୍ୟ, ହିଂସ୍ର, ମାଇଚିଆ ଏବଂ ପଶୁ ପ୍ରକୃତିର ମଣିଷ l ସେ ଆଦର୍ଶ ପୁରୁଷ ବିଜୁ ବାବୁଙ୍କ ଅଯୋଗ୍ୟ ସନ୍ତାନ ବୋଲି ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ପାଖରୁ ବହୁଦୂରରେ l ଯେଉଁ ଲୋକ ଓଡ଼ିଆ କହିବନି, ଓଡ଼ିଆଙ୍କ ସହ ମିଶିବନି, ବସିବନି, ହସିବନି ବା ଏ ମାଟି ସହ ଯାର ସମ୍ପର୍କ ନାହିଁ ସେ ଲୋକ ନିଶ୍ଚୟ ବେଈମାନ ହେବ l ଭାରତ ବର୍ଷ ର ଇତିହାସରେ ଏ ପ୍ରକାର ବେଈମାନ ସୈତାନ କୁ ନିନ୍ଦା କରିବାକୁ ମୋ ପାଖରେ ଭାଷା ନାହିଁ

  • @ramachandrapanipani7424
    @ramachandrapanipani7424 День назад

    ବାହାରେ ଗୋଟେ କଥା, ଭିତରେ ଆଉ ଗୋଟେ କଥା !

  • @satyabanjena4588
    @satyabanjena4588 10 дней назад

    ଦେବାଶିଷ ବାବୁ ଫୁଟପାଥ ରୁ ଆସିଥିବା ଲୋକର ବିଳାସ ଏମିତି ହୁଏନି ଯେମିତି ରାଜା ଓ ରାଜନୀତିକ ପରିବାର କରୁଛନ୍ତି ଆଜିର ରାଜନୀତିରେ

  • @umeshbhuyan2981
    @umeshbhuyan2981 12 дней назад +2

    2000 ମସିହା ରେ ବିଜେଡି ଦଳ ଗଠନ ହୋଇନଥିଲା,1997 ମସିହା ଡ଼ିସେମ୍ବର 26ରେ ଗଠନ ହୋଇଥିଲା,

  • @ramachandrapanipani7424
    @ramachandrapanipani7424 День назад

    ପୂର୍ବର ନବୀନ ବଦଳି ଯାଇଛନ୍ତି କହିଲେ ଦେବାଶିଷ ନାୟକ ।

  • @gcmalik-v1u
    @gcmalik-v1u 13 дней назад +2

    Yes

  • @EnthusiasticGeyser-og3zw
    @EnthusiasticGeyser-og3zw 11 дней назад

    Nic to mit you sar 🙏 apanaku😊

  • @ramachandrapanipani7424
    @ramachandrapanipani7424 День назад

    ଆଉ ଏ Golden History କାନ୍ଥରେ ଲେଖା ହେବ ନାହିଁ କି ସେ ଲିଭାଇ ପାରିବେ ନାହିଁ । -- ଦେବାଶିଷ ନାୟକ

  • @sanjibkar7495
    @sanjibkar7495 12 дней назад +1

    According to media conversation, He disclosed some mysterious part of Nabin Patnaik,then CM of Odisha , which is more interesting to know the real charectorstic of Nabin & his party management skills . Even at end of discussion he mentioned how bureaucrats are still playing crooked politics by linking with BJP's central ministers , victim of candidate selection process .😂

  • @jayantamohanty8098
    @jayantamohanty8098 12 дней назад +1

    Lenin Mohanty.Sulata deo,Muna khan are destroying BJD party'.

  • @sanatandas5160
    @sanatandas5160 12 дней назад

    You and Arun sahu arr oilmassge leader.

  • @KishoreMishra-xt4jk
    @KishoreMishra-xt4jk 10 дней назад

    Question ask for present situation.. Why past...

  • @ramachandrapanipani7424
    @ramachandrapanipani7424 День назад

    ବିଜୁ ପଟ୍ଟନାୟକଙ୍କ ଋଣ ନବୀନଙ୍କ ପାଖରେ ଶୁଝାଇଲେ ଲୋକେ ।

  • @DipakkumarSahoo-if5jr
    @DipakkumarSahoo-if5jr 11 дней назад +1

    Biju ligasi sir

  • @RananitiOdisha
    @RananitiOdisha 13 дней назад +5

    ଆପଣ ଭଲ ରାଜନେତା କିନ୍ତୁ ଦଳ ହାରିଗଲା ପରେ ସବୁ କହୁଛନ୍ତି କେତେ ଭଲ ଗୁଣ ଏ।
    2. ବିଜୟ ମହାପାତ୍ରଙ୍କୁ ବାହାର କରିନଥିଲେ ଓଡ଼ିଶାରେ ନବୀନ ତିଷ୍ଠି ପାରି ନଥାନ୍ତେ
    3. ୧୫୦ କୋଟି ରହିଗଲା ଆପଣ କହିଲେନି, ଆପଣ ଧୋକା ଦେଲେ କି ନାହିଁ।
    4. ସଂସ୍କାର - ଆଜି ହରିଗଲା ପରେ ଗୋହି ଖୋଲିବା କି ସଂସ୍କାର
    5. ବୈଯ୍ୟନ୍ତ ପଣ୍ଡା ବେପାର ପାଇଁ ଦଳ ଛାଡ଼ିଲେ

  • @ramachandrapanipani7424
    @ramachandrapanipani7424 День назад

    ସଫଳତା ଯେଉଁ ଲୋକମାନେ ଦେଇଥିଲେ ସେମାନଙ୍କ ପାଇଁ ଦରଜାରେ ତାଲା
    ପଡ଼ିଲା ।

  • @BishnucharanSwain-i7r
    @BishnucharanSwain-i7r 11 дней назад

    Mohasaya ,debasishibaboo apanasatakatha kahuchhanti apanku satakoti dhanyabada.

  • @satyabratajena8660
    @satyabratajena8660 12 дней назад +1

    Odisha re emiti Jane rajaneta'nku paibata bahut kastakara...

  • @balaramnayak7042
    @balaramnayak7042 12 дней назад

    When Naveen Patnaik expelled Bijoy Mohapatra, Nalini Mohanty,Dillp Roy ,Ramakrishna Patnaik etc were expelled from BJD, Where were you & what were you doing at that time?

  • @PratapchandraSahu-i5f
    @PratapchandraSahu-i5f 13 дней назад +1

    ଓଡ଼ିଶାର ବି, ଜେ,, ଡି, ର ନେତାମାନେ ଏ ଅବସ୍ଥା , ଯାହା ଘଟୁଛି ଏହା କଣ ବୁଝି ପାରୁନାହାନ୍ତି, ଏବେବି ଏଭଳି ନିରବ ରହିବାର କାରଣ ଓଡ଼ିଶା ଲୋକକୁଂ ଅଜଣା ନାହିଁ। ଠିକ୍ ବାଟକୁ ଆସନ୍ତୁ ନହେଲେ ପରିସ୍ଥିତି କଣ ହେବ ବୁଝିପାରିବେ ନାହିଁ।

  • @rakeshbarik2035
    @rakeshbarik2035 13 дней назад +2

    Vartu hari permanent resident of Delhi

  • @somanathnayak2506
    @somanathnayak2506 7 дней назад

    Vala କଥା

  • @ashokkumardas9851
    @ashokkumardas9851 5 дней назад

    Bari bhali banya sampurna jaga ku biswakarma bhali develop karuchhanti, debasis sir

  • @srikantpatnaik2849
    @srikantpatnaik2849 9 дней назад

    ନବୀନ ବାବୁ ଆଉ କେତେ ଦିନ ମୁଖ୍ୟମନ୍ତ୍ରୀ ପଦ ରେ ରହିଥାନ୍ତେ ? 78 ବର୍ଷ ପରେ
    ମୁଖ୍ୟମନ୍ତ୍ରୀ ପଦରୁ ଅବସର ନେଲେ l ଏହା ଆଲୋଚନା ର ବିଷୟ ନୁହେଁ l

  • @ramachandrapanipani7424
    @ramachandrapanipani7424 День назад

    If somebody is bad is bad, if somebody is good is good -- says Debashish Nayak.

  • @ramachandrapanipani7424
    @ramachandrapanipani7424 День назад

    ୧୦୦ କୋଟି ଟଙ୍କାର ଶଙ୍ଖ ଭବନ ନିର୍ମାଣ କରି ତାଜ୍ ହୋଟେଲ ଭଳି ସ୍ଥାନରେ
    ରହିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

  • @kashinathdas1881
    @kashinathdas1881 12 дней назад

    Sampuran satya

  • @pkpanda1371
    @pkpanda1371 10 дней назад

    ଓଃ ଏହି ସେ ଦେବାଶିଷ ନାୟକ । ନବୀନ ପଟ୍ଟନାୟକ ଙ୍କ ମୁଖ୍ୟ ମନ୍ତ୍ରୀ ଙ୍କ ସମୟ ରେ ମନ୍ତ୍ରୀ ପଦ ରୁ get out ହୋଇ ଥିଲେ। ତାପରେ ଆଉ ନବୀନ ନିବାସ କୁ ଯାଇ ପାରିଲେ ନାହିଁ।
    ବିଜେଡ଼ି ଦଳ ପ୍ରତି ଅଭିମାନ ରଖି ଲେ। ତାପରେ ବିଜେପି, ତାପରେ କଂଗ୍ରେସ୍ ଦଳ ରେ। ୨୦୨୪ରେ ବରୀ ନିର୍ବାଚନ ମଣ୍ଡଳୀରେ ପରାସ୍ତ ହେଲେ। କି ଗୁଲ ଗଲା ଅବସ୍ଥା। କେଉଁ ଦଳ କୁ ଯିବେ???

  • @ramachandrapanipani7424
    @ramachandrapanipani7424 День назад

    ଏତେ ନିକଟତର ହୋଇ ଶେଷରେ ଟିକେଟ ବି ଦେଲେନି ।

  • @dr.bhabeshbiologyhub2699
    @dr.bhabeshbiologyhub2699 12 дней назад

    Pandian.sabu ro.game changer