BOHU BJD KU SASU BJP // Mr Gulua Comedy // india politics //odisha election/bjd//bjp //odia comedy

Поделиться
HTML-код
  • Опубликовано: 23 май 2024
  • #mrgulua #odiacomedy #politics #2024elections #electioncomedy #bjpsarkar #bjdsarkar #viralcomedy #mrguluacomedy #barshaspecial #sasubohuelection
  • ПриколыПриколы

Комментарии • 4 тыс.

  • @Radhe_Radhe_69
    @Radhe_Radhe_69 26 дней назад +3306

    ଜଉ ମାନେ କୌଣସି ଦଳ ରୁ ଟଙ୍କା ଟେ ବି ନେଇନ ଲାଇକ ଟେ ହଉ

    • @Cheecy_chic
      @Cheecy_chic 25 дней назад +43

      Like ପାଇଁ bhala ଯୋଜନା 😂

    • @souravyt15
      @souravyt15 25 дней назад +27

      Mun vote daba purbaru magiki nei asichi mora voter id hele vote debi kahiki😂

    • @Radhe_Radhe_69
      @Radhe_Radhe_69 25 дней назад +5

      @@souravyt15 ସାବାସ 👍🏻

    • @AamaGaonAamaMati
      @AamaGaonAamaMati 25 дней назад +4

      👍👍👍👍👍👍👍👍

    • @sisirrana5577
      @sisirrana5577 24 дня назад +1

      Mu nie chi 🤣 bcz tanka dia ntu ki na dio ntu amoro to pilaa belu gote hi party'😁👉 party badlie baaro nai ... 😁 Andira pilaa 🤣 kebe party badaleye ni

  • @amitarup4740
    @amitarup4740 26 дней назад +614

    ବିଜେପି ବନ୍ଧୁ like କର 👍
    ଦୁଇଥର ପଦ୍ମ ଦୁଇଗୁଣା ବିକାଶ

    • @prafulanath6816
      @prafulanath6816 26 дней назад +18

      No bjp only bjd

    • @mrgoutamgaming374
      @mrgoutamgaming374 26 дней назад +24

      ଜୟ ମୋଦି ଜୟ ଶ୍ରୀ ରାମ ❤

    • @lifetraveller6335
      @lifetraveller6335 26 дней назад

      ​@@prafulanath6816to kothare pandu chamcha....khali bjp

    • @spaniogamer2098
      @spaniogamer2098 26 дней назад +5

      2X ,beef ବିକ୍ରି
      ମଣିପୁର ରେ ମାରି କୁ ଲଙ୍ଗଳା 2x speed re haba auu

    • @Me_nehi_bataunga
      @Me_nehi_bataunga 26 дней назад +6

      ​@@spaniogamer2098manipur re kaha pai ye sabu hela bhalare padhe re German shepherdbhakt paisa khai kukura 😂

  • @badboyakash06
    @badboyakash06 23 дня назад +346

    ଯେଉମାନେ ଓଡ଼ିଶାର ଉନ୍ନତି କରିବାକୁ ଚାହୁଁଛ ଗୋଟେ like kara ❤️

  • @moonuncle8993
    @moonuncle8993 24 дня назад +251

    କିଏ bjp କୁ ଭଲ ପାଉଛ।।like kara

  • @mmmmoti8718
    @mmmmoti8718 26 дней назад +926

    Only BJP like Guys

  • @rk_edit_creation
    @rk_edit_creation 26 дней назад +1218

    Only BJP LIKE 🤞

  • @ajitkumarsahu843
    @ajitkumarsahu843 24 дня назад +50

    ଯୁଦ୍ଧ part ଟା ସବୁଠୁ ଭଲ ଲାଗିଲା ❤❤❤

  • @ishwarchandardarli516
    @ishwarchandardarli516 21 день назад +39

    ବହୁତ ସୁନ୍ଦର ସଚେତନ ବାର୍ତ୍ତା ତାହା ପୁଣି କମିଡ଼ି ମାଧ୍ୟ୍ୟମରେ ବହୁତ ବହୁତ ସାଧୁବାଦ mr gulua ଭାଇ ଆଉ ତାଙ୍କ Team କୁ
    ଜୟ ହିନ୍ଦ 🇮🇳🇮🇳🇮🇳

  • @trueline3602
    @trueline3602 26 дней назад +755

    ଭୋଟ ଦବ କୋଉଠି, 🪷 ପଦ୍ମ ଫୁଲ ଯୋଉଠି 😎😎

    • @somyaranjannayak8914
      @somyaranjannayak8914 26 дней назад +7

      ଆରେ ବାବୁ e video ରୁ କଣ ଶିଖିଲ
      କେତେ ଦିନ ପାରେ ବୁଝିବ

    • @afsheenchoudhry0123
      @afsheenchoudhry0123 26 дней назад +23

      ବାବୁ ଚାରି ଜୁନ କୁ ଜଣା ପଡିଯିବ ଓଡିଶା ରେ ଓଡ଼ିଆ କେତେ ଆଉ ତାମିଲ ସଂଖ୍ୟା କେତେ 😂

    • @abhisekhdas5093
      @abhisekhdas5093 26 дней назад +3

      Bhala candidate dekhi vote diya

    • @user-cr9cd1fo3l
      @user-cr9cd1fo3l 26 дней назад +8

      Bjd ku vote for me ❤

    • @deepakpradhan2906
      @deepakpradhan2906 26 дней назад +9

      I love Naveen 💚💚💚💚💚💚

  • @PapuBindhani933
    @PapuBindhani933 26 дней назад +396

    ବର୍ଷା ଭାଉଜ ଆଉ ଟୁଲୁ ଭାଇ ଙ୍କର ଯୁଦ୍ଧ ବହୁତ ଭଲ ଲାଗିଲା 😂😂😂 ତାଙ୍କ ପାଇଁ ଗୋଟେ 👍 ହଉ

    • @sandhyablogs2
      @sandhyablogs2 17 дней назад

      ruclips.net/user/shortsfM_NzD_l7Hw?si=-Bp-MT2l8UTTB0WO

  • @dayasethy8226
    @dayasethy8226 23 дня назад +66

    ଠିକ୍ ବୁଝିବା ବାଲା ବୁଝି ପାରିବେ
    ଅତି ସୁନ୍ଦର କମେଡି❤

  • @ALOKKUMAR-be3ve
    @ALOKKUMAR-be3ve 23 дня назад +21

    ଏତେ କମ ସମୟରେ ଏତେ ଭଲ ଭିଡ଼ିଓ ବନେଇଛନ୍ତି ବହୁତ ସୁନ୍ଦର ହେଇଛି ।

  • @er.manassethy1809
    @er.manassethy1809 26 дней назад +1273

    ଦଳ ଦେଖି ଭୋଟ ଦିଅନି candidate ଦେଖି ଭୋଟ ଦିଅ Jay hind jay bharat🇮🇳🇮🇳

    • @pabitranayak5206
      @pabitranayak5206 26 дней назад +21

      Candidate dekhi ki loka dauchhanti naveen dhoka dauchi aau baki dala prabachhana dauchi

    • @knowntalks01
      @knowntalks01 26 дней назад +9

      Candidate dekhi dele ta semane dala change katidauchanti candidate nka upare bala re bi bharasa nahin

    • @aswininath3449
      @aswininath3449 26 дней назад +7

      Ame candidates dekhi vote Debu kintu ama candidates ra value rahuni bjd sarkar re .... so dala dekhi ethara vote dabu

    • @BalajiAnime
      @BalajiAnime 26 дней назад +1

      Candidate ra tala ta chati de

    • @vkcreation2429
      @vkcreation2429 26 дней назад +1

      are bhai Candidate ta a time re jete kharap hele bi pura godo tale padijiba hele jitigala pare sia tamar upakar kariba ta ??seita dekhiki vote ta dia ....aau candidate dekhiki dele semane ta abe chukulu chukulu katha kahibe ....

  • @Me_nehi_bataunga
    @Me_nehi_bataunga 26 дней назад +303

    ଜଣେ ଭଲ ଛାତ୍ର କିମ୍ବା ଜଣେ ଭଲ ଲୋକ କେବେ ହେଲେ ମଦ ପାଇଁ ବିଜେଡି କୁ ଭୋଟ ଦେବ ନାହିଁ ।ବହୁତ୍ ହେଇଗଲା ୨୫ ବର୍ଷ ଦୁର୍ନୀତି ଏଥର ପରିବର୍ତନ ଦରକାର ❤❤❤❤❤❤❤❤❤( ଏଇ କମେଣ୍ଟ ଦେଖିକି ପଇସା ଖିଆ କୁଜି ନେତା ଙ୍କର ଗାଣ୍ଡୀ ଫଟୁଚି 🤣🤣🤣🤣)

    • @UttamKumar-xu7xf
      @UttamKumar-xu7xf 26 дней назад +45

      Educated loka kebe b bjp ku debeni....... Congress ku debe...... 💪

    • @prabhudattajena5076
      @prabhudattajena5076 26 дней назад +15

      @@UttamKumar-xu7xfwah vai kn kahila,,,Mana kinidela pura❤Jay Congress

    • @TONYSTARK69878
      @TONYSTARK69878 26 дней назад

      Bala ku debi sala 50% ru adhika resorveson Kari deba ame general loka kn gandi mareibu ​@@UttamKumar-xu7xf

    • @lalit4865
      @lalit4865 26 дней назад +10

      ଏହା ଭାଇ ଗଣତନ୍ତ୍ର ଏଠାର କେହି ଭଲ ନୁହନ୍ତି ସମସ୍ତେ power ପଛରେ ପାଗଳ ।

    • @manasidash2676
      @manasidash2676 26 дней назад +7

      25 Barsha hela kana karuthila?? Ebe nida bhangila na kn😂😂

  • @sasmitadas9814
    @sasmitadas9814 23 дня назад +13

    Comedy ta vala heichi gulua bhAi

  • @Sonali_priyadarshani_143...
    @Sonali_priyadarshani_143... 13 дней назад +8

    ଯେଉଁ ମାନେ ଚାହୁଛନ୍ତି bjd like ହଉ

  • @chandannaik8715
    @chandannaik8715 25 дней назад +180

    ବହୁତ ଦିନ ପରେ ଗୋଟେ ଭଲ ଭିଡିଓ
    ଜୟ ଶ୍ରୀ ଜଗନ୍ନାଥ

  • @pehchanparesh3180
    @pehchanparesh3180 25 дней назад +53

    ବ୍ରହ୍ମଗିରି ପିଲା ଲାଇକ୍ ଗୋଟେ ହେଉ❤❤ ଏତେ ସୁନ୍ଦର ଭାଇ ମୋର ଭିଡିଓଟି କରିଛି ⭐👍👍....ଟୁଲୁ ଭାଇ ମସ୍ତ ଆଉ ବର୍ଷା ଭାଉଜ ବି ବାସ ଖାଲି ପ୍ରଳୁଟା ଥିଲେ 😂😂😂😂😂😂😂

  • @user-jq8nw7fx7o
    @user-jq8nw7fx7o 17 дней назад +3

    ଉଭୟ ଦଳର ସମାନ ପ୍ରଦର୍ଶନ କରି ଥିବାରୁ ଆପଣଙ୍କୁ ଅଶେଷ ଧନ୍ୟବାଦ୍
    ଜୟ ଜଗନ୍ନାଥ ଜୟ ଶ୍ରୀ ରାମ❤❤

  • @mahendrameher4119
    @mahendrameher4119 17 дней назад +3

    ଭାଇ ଆପଣ ଏ ସମାଜ କୁ ଏତେ ଭଲ ବାର୍ତ୍ତା ଦେଇଥିବାରୁ ବହୁତ ବହୁତ dhnyawad ଗୁଲୁଆ ଭାଈ ❤❤❤❤❤

  • @mohansahoo3942
    @mohansahoo3942 26 дней назад +93

    ଅତି ସୁନ୍ଦର ଭାବରେ ତିଆରି ହଇଛି ଭିଡିଓ ଟି ଜୟ ଜଗନ୍ନାଥ ଜୟ ଶ୍ରୀ ରାମ

    • @mohansahoo3942
      @mohansahoo3942 25 дней назад +1

      ଜାଯପୁର ବଡଚଣା ରୁ 👈......👍 କର

  • @lucky4110
    @lucky4110 24 дня назад +75

    ଏଇଟା actually ସମାଜ ପାଇଁ ନିହାତି ଗୋଟିଏ ହିତକାରୀ vdo, VDO ଟି ବହୁତ୍ ମନକୁ ପାଇଲା, ଭାଇ,God Bless you 😊

  • @manjulatasahoo6125
    @manjulatasahoo6125 12 дней назад +1

    ଗୁଲୁଆ ଭାଇ ସବୁଠୁ ବେଷ୍ଟ କମେଡିଆଁନ୍ 2024 ରେ ସବୁବେଳେ ହସାନ୍ତୁ ଆମକୁ ଜୟ ଜଗନ୍ନାଥ ❤️❤️❤️❤️❤️❤️❤️❤️❤️❤️❤️❤️

  • @AmirMakdum
    @AmirMakdum 23 дня назад +1

    ମିଶନ ଶକ୍ତି ର ଚାମଚା ବିଜେଡି ନାରୀ ନେତ୍ରୀ ଡରରେ ନବୀନ ପଟ୍ଟନାୟକ ର କଳା ଧନ କୁ ନେଇ ଗରିବ ମାଁ ମାନଙ୍କୁ ଶାଢ଼ୀ ଓ ୧୦୦୦ ଟଙ୍କା ଦେଇ ଭୋଟ କିଣିବା ପାଇଁ ଲାଗିଛନ୍ତି। ହେ ମୋର ପ୍ରିୟ ଓଡିଆ ଭାଇ ଭଉଣୀମାନେ ସତର୍କ ରୁହନ୍ତୁ।

  • @user-xk5dm2js3u
    @user-xk5dm2js3u 26 дней назад +302

    ଟୁଲୁ ପାଇଁ ଗୋଟେ ଲାଇକ ହଉ 👍👍👍👍

  • @PradipBehera-um1gj
    @PradipBehera-um1gj 26 дней назад +126

    BJP Wale like only 👍👍👍👍👍👍👍👍

  • @Bapi-dc7ho7os4t
    @Bapi-dc7ho7os4t 17 дней назад +3

    ଅତି ସୁନ୍ଦର ହେଇଛି ❤❤ ଭିଡିଓ

  • @SureshSwain-ec3wj
    @SureshSwain-ec3wj 20 дней назад +6

    ଗୁଲୁଆ ଭାଇ ପୁରା ମସ୍ତ୍ ହେଇଚି ଭିଡିଓ 😅😅😅😅😅

  • @Ashokkumarrr
    @Ashokkumarrr 26 дней назад +114

    ଆନନ୍ଦପୁର କେନ୍ଦୁଝର ରୁ ଭାଇ ମାନେ like ଗୋଟେ ହଉ 👍👍

  • @sribatshamallik6184
    @sribatshamallik6184 26 дней назад +82

    ଗୁଲୁଆ ଭାଇ, ଆପଣକଂ ମା ଆଉ ବହୁ ଏତେ ସୁନ୍ଦର ଅଭିନୟ କରିଥିବାରୁ ତାଙ୍କୁ ହୃଦୟ ରୁ ଧନ୍ୟବାଦ୍,🎉🎉🎉🎉

  • @JagannathaBadatya-mh5fk
    @JagannathaBadatya-mh5fk 22 дня назад +37

    ଡବଲ ଇଞ୍ଜିନି କୁ କିଏ ଭଲ ପାଉଛ ଲାଇକ କର 🙏🏻

  • @Cookinginreal
    @Cookinginreal 12 дней назад +3

    BJD tanka nei BJP ku vote deba bala like kara😂

  • @surajbehera7606
    @surajbehera7606 25 дней назад +38

    ଭାଇ ଲୋ ପୁରା ବୋବାଲ ଲାଗିଲା... ♥️ସତ କହୁଛି.. ସବୁଠୁ ଏକ ନୁମ୍ବର ମୋ ଗୁଲୁଆ ଭାଇ ♥️♥️♥️♥️♥️♥️♥️♥️♥️

  • @sudhansusahoo6869
    @sudhansusahoo6869 26 дней назад +44

    ବହୁତ ବଢିଆ ଭିଡିଓ ହେଇଛି ।
    ଗୁଲୁଆ ଭାଇ, ଆପଣ ସଠିକ୍ କଥା କହିଥିବାରୁ ଏବଂ ଏକ ସଚେତନତାର ବାର୍ତା ଏହି ଭିଡିଓ ମାଧ୍ୟମରେ ଦେଇଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ।❤❤❤

  • @ajudash
    @ajudash 21 день назад +3

    Comedy bhitaru bahuto sikhibaku milila ❤❤

  • @d.jlover2779
    @d.jlover2779 16 дней назад +3

    ଢେଙ୍କାନାଳ ଜିଲ୍ଲାର ପିଲା like ଗୋଟେ ହଉ>>>>>

  • @Parikudtoka100
    @Parikudtoka100 26 дней назад +100

    ଗୁଲୁଆ ଭାଈ ଜୟ ଜଗନ୍ନାଥ 🙏🙏🙏🙏

    • @ayushmallickiii3335
      @ayushmallickiii3335 16 дней назад +1

      Bjd is best 🎉🎉❤❤😅😅😊😊 ayush mallick😊😊😮😮😅😅❤❤❤❤❤❤❤❤❤

  • @Sinusahoowd2dm
    @Sinusahoowd2dm 26 дней назад +102

    ଯାହା ହଉ ଗୁଲୁଆ ଭାଇ କେତେ ବଡ଼ କଥା କହିଲ ବହୁତ୍ ଭଲ ଲାଗିଲା ଯେ ଆପଣ କୋଉ ଦଳ କୁ ସପୋର୍ଟ କରିଲେ ନାହିଁ। ସବୁ ସେଲିବ୍ରଟୀ ମାନେ ନିର୍ଦ୍ଦିଷ୍ଟ ଦଳ ର ପ୍ରଚାର ରେ କୁକୁର ( କ୍ଷମା କରିବେ) ଭଳି ମାତିଛନ୍ତି। ଯୁବପିଢି ଙ୍କୁ ନେଇ ଯୋଉ ମତ ରଖିଲେ ମତେ ବହୁତ୍ ଭଲ ଲାଗିଲା video 🙏👍👏👏

    • @Sonali_rout_01
      @Sonali_rout_01 25 дней назад +3

      Right ✅️ 👍

    • @surojsingh1063
      @surojsingh1063 24 дня назад +3

      ଧନ୍ୟବାଦ ,ଆପଣଙ୍କର ଏହି ଦୃଶ୍ୟରେ ସମାଜ ପାଇଁ ଗୋଟିଏ ବ ହୁତ ଭଲ ବାର୍ତାଥିଲା

    • @user-hl6gt8kr1w
      @user-hl6gt8kr1w 24 дня назад +2

      😢🎉😮😅

    • @Sinusahoowd2dm
      @Sinusahoowd2dm 24 дня назад

      Thank you 😊🤗

  • @puspalatasahoo-bj8ul
    @puspalatasahoo-bj8ul 23 дня назад +3

    Vote ku nei bahut vadia thing.... bahut bhala lagila story.

  • @rashmiranjanmohanty4730
    @rashmiranjanmohanty4730 4 дня назад

    ଅତି ସୁନ୍ଦର ଭିଡିଓ ଗୁଲୁଆ ଭାଇ,

  • @anilJoshna143
    @anilJoshna143 25 дней назад +14

    ବହୁତ୍ ସୁନ୍ଦର୍ ବାର୍ତ୍ତା ଦେଲ ଗୁଲୁଆ ଭାଇ

  • @bibhutibiswal
    @bibhutibiswal 25 дней назад +36

    ଦଳ ଦେଖିକି ଭୋଟ ଦିଅନି candidate ଦେଖି ଭୋଟ ଦିଅ ଯୟ ହିନ୍ଦୀ ❤❤❤❤❤❤❤❤

  • @user-jk2mi2bm6p
    @user-jk2mi2bm6p День назад +1

    Thik kahecha bhai 👍👍👍👍

  • @smilqueen4317
    @smilqueen4317 4 дня назад

    Gulua vai❤❤❤❤nka comedy really must❤❤❤❤❤❤❤❤❤

  • @TRcharlesgaming420
    @TRcharlesgaming420 26 дней назад +42

    Now the time for to change the minister this time for BJP

    • @Shiningmoon123
      @Shiningmoon123 26 дней назад +2

      Right

    • @_sanatani_0007
      @_sanatani_0007 26 дней назад +2

      Jay shree Ram

    • @balgopalmandal6096
      @balgopalmandal6096 26 дней назад +1

      Centre re b change darkar😂

    • @Asifalli373
      @Asifalli373 26 дней назад

      Gulua.. Bhai aeita..thik Katha nuhe..tame samastanku nei chalucha... kintu indirectly BJP ku promot karucha.. kintu aita thik nuha..😊

    • @rudradas4741
      @rudradas4741 26 дней назад

      ​@@balgopalmandal6096Central re au option nahi bjp chada

  • @RajReciepe
    @RajReciepe 26 дней назад +57

    ସବୁ ୟୁଟୁବ କମେଡି ଭିତରେ ଟୁଲୁ ଭାଇ ଭଲ କରୁଚି

  • @sudarshansahoo4376
    @sudarshansahoo4376 День назад

    Video Bahut bhala lagila

  • @puspanjalisabar9486
    @puspanjalisabar9486 7 дней назад

    video is very nice, sasu bahu ladhei super

  • @biswajitmoharana1129
    @biswajitmoharana1129 26 дней назад +33

    21:54 to 22:15 .....LOOK AT THIS TIME.... ବହୁତ୍ ସୁନ୍ଦର୍ ,ଅତି ସୁନ୍ଦର ,କଥା ଶୁଣି ମନ ମୁଗ୍ଧ ଭଲ ଉପଦେଶ ଟି ସମାଜ ପାଇଁ ..... Thank u all of Mr Gulua comedy 💞

  • @user-iq8pw3rf8l
    @user-iq8pw3rf8l 26 дней назад +21

    Only BJP ❤gulua bhai luv u 💗

  • @rashmiranjanpanda7699
    @rashmiranjanpanda7699 20 дней назад

    Mind blowing Gulua and team..Very refreshing in a busy life.

  • @AmirMakdum
    @AmirMakdum 23 дня назад +1

    ନବୀନ ପଟ୍ଟନାୟକ ହାରିବା ଜାଣି ସାରିବା ପରେ ଆମ କୁ ୫୦ ରୁ ୧୦୦ ୟୁନିଟ ବିଜୁଳି ବିଲ୍ ଛାଡ଼ କରିବା ଥୋପ ପକାଉଛି, ହେ ମୋର ପ୍ରିୟ ଓଡିଆ ଭାଇ ଭଉଣୀମାନେ, ଏ କଥା ରେ ବିଶ୍ବାସ କରନ୍ତୁ ନାହିଁ, ନହେଲେ ପୁଣି ୫ବଷର୍ଷ ଦାଦନ ଶ୍ରମିକ ଭାବେ କ୍ରିତଦାସ ହୋଇ ବଞ୍ଚିବା ପାଇଁ ପଡ଼ିବ। କାହିଁ ୨୫ ବର୍ଷ ହେଲା ବିଜୁଳି ଛାଡି ପାରୁନଥିଲା।

  • @kumarrakeshpradhanraka7498
    @kumarrakeshpradhanraka7498 25 дней назад +19

    Point 2 be noted " ରାତି ପାହିଲେ ହାଣ୍ଡିଶାଳ 12 ଟା ହେଲେ ଭାତ ଗାଳ "

  • @4PM384
    @4PM384 26 дней назад +40

    Comedy ଭଲ ହୋଇଛି । ଏଠି politics ରେ ବହୁତ କିଛି ଅଲଗା ଦେଖିବାକୁ ମିଳୁଛି ।କିଏ ଟଙ୍କା ପାଇ ଲୋକେ ଚାଟୁ କରିତା କରିଛି ତ କିଏ ଏଠି ବିନା ଟଙ୍କାରେ ଜିତିବା ପାଇ ସଂଗସ କରୁଛି ଆଉ ଏଠି ଓଡ଼ିଶାକୁ କିଏ ବଳି ପକେଇବାକୁ ପଛାଉ ନାହାନ୍ତି । Election ଆସିଲେ ନେତା ମନ୍ତ୍ରୀ ଏକ ହୁଅନ୍ତି ଆଉ ଲୋକଙ୍କୁ ପାଖକୁ ଆସନ୍ତି । ୫ ବର୍ଷ ଭିତରେ ଟିକେ ବି ମନେ ପଡ଼ନ୍ତି ନାହିଁ ଲୋକଙ୍କୁ କଥା ।୫ ମାସ ଭିତରେ ଲୋକଙ୍କ କଥା ମନେ ପଡେ । ଯେତେ ପାରୁଛୁ ସେତେ ଟଙ୍କା ଖାଓ ଭୋଟ ଦେଲା ବେଳେ ଭାବିଚିନ୍ତି ଭୋଟ ଦିଅନ୍ତୁ । ଓଡ଼ିଆରେ ଷଷ୍ଠ ଓ ସପ୍ତମ ଶ୍ରେଣୀ ମହାପୁରୁଷଙ୍କ ଜୀବନୀ ବହୁତ ଲୋକେ ପଢ଼ି ଥିବେ । ଏଠି ଓଡ଼ିଆ ପିଲା class ବାର୍ଷିକ ପରୀକ୍ଷାରେ ପ୍ରଶ୍ନ ଉତ୍ତର ଦେଇଦେଉଛନ୍ତି ଶ୍ରେଣୀ ଶିକ୍ଷକ । ପିଲା ଏଠି ଶିକ୍ଷାର ବିକାଶ କରିବେ କଣ ? ଆମେ comedy ଦେଖୁ ମନୋରଞ୍ଜନ ପାଇ ଆଉ ଶିକ୍ଷା ଦେଇଥାଏ ଉଚ୍ଚ ହେବ ପାଇ ।ଯଦି ମୋର commet ରେ କିଛି ତ୍ରୁଟି କିମ୍ବା ଭୁଲ କହି ଥାଏ ମତେ କ୍ଷମା କରି ଦେବେ ।

    • @mr.guluacomedy2676
      @mr.guluacomedy2676  26 дней назад +8

      Best comment

    • @Vickybrain3490
      @Vickybrain3490 26 дней назад

      Bhai eta comedy show eta politics page nuhe ethu comment thik helani sorry bro

    • @4PM384
      @4PM384 26 дней назад

      @@Vickybrain3490
      Comedy show ଜାଣିଛି ଲେଖିବା କାରଣ ଜଗି ରୁହ ଓଡ଼ିଶା ବାସୀ ଆଗକୁ କଣ ହେବ ଦେଖିବ ।

    • @user-wl4td2ig2o
      @user-wl4td2ig2o 26 дней назад

      ​@@4PM384bhai apana kahaku support karuchanti

  • @amitmanna2623
    @amitmanna2623 15 дней назад +1

    କଉୁ ମାନଙ୍କ ର ୧୮ ବର୍ଷ ହେଉଛି ସେଇମାନେ ଲାଇକ୍ କର😊

  • @subratswain4751
    @subratswain4751 18 дней назад

    What a brilliant concept..
    And what a brilliant performance gulua bhai nd bhauja nd coactor...❤❤🎉🤘😍

  • @Mu_Capybara
    @Mu_Capybara 26 дней назад +20

    🚩ଜୟ ଶ୍ରୀ ରାମ🕉

  • @susantakumarnaik5466
    @susantakumarnaik5466 24 дня назад +29

    Only BJD like guys

  • @virendrabag1976
    @virendrabag1976 19 дней назад +1

    Bhai Script pura jabardast hiche acting bi mind blowing .....

  • @harekrishna248
    @harekrishna248 22 дня назад

    Superb all actors lovu bobal your all carry works. Superb entertainment laughing vdo

  • @prabhanjanpani2006
    @prabhanjanpani2006 26 дней назад +20

    Jay Jagannath Bhai 🥰. Super Comedy bhai. Only BJP ❤️

  • @mr.chinmayavlogs1757
    @mr.chinmayavlogs1757 26 дней назад +35

    ଜୟ ଜଗନ୍ନାଥ ଭାଇ

  • @CSKfansclub100
    @CSKfansclub100 17 дней назад +1

    Right katha bhai

  • @pramodsamal9572
    @pramodsamal9572 14 дней назад

    Ati sunder ❤❤

  • @MaheshBabuFans-club
    @MaheshBabuFans-club 26 дней назад +5

    Better than Jogesh Jojo
    ଯୋଗେଶ jojo ରୁ ତ ଭଲ ଏକା ଅଛେ କମେଡି ପଇସା ଖଉ ମାଙ୍କଡ଼ jojo ଯାହାକେ ଲାଗୁଛେ ସେ like ଗୁଟେ କର ଯେତେ ଟା like ସେତେଟା ଚପଲ jojo ବିରୋଧୀ ଏ 👿👿👿

  • @dhaneswarajena4539
    @dhaneswarajena4539 26 дней назад +34

    ଶୁଭ ସକାଳ ବନ୍ଧୁ ଆପଣଙ୍କ ଦିନ ଶୁଭ ମୟ
    ହଉ ⭕❗⭕🙏🙏🙏

  • @MukeshKumarSahu-gw4sq
    @MukeshKumarSahu-gw4sq 21 день назад

    ବର ପାଇଁ କନ୍ୟା ଓ କନ୍ୟା ପାଇଁ ବର ଖୋଜିଲା ପରି ନିଜ ଅଞ୍ଚଳ ପାଇଁ ନେତା ଖୋଜନ୍ତୁ
    ଜୟ ଭାରତ
    ଜୟ ଓଡ଼ିଶା
    ଜୟ ଗଣତନ୍ତ୍ର

  • @santoskumarp3231
    @santoskumarp3231 26 дней назад +34

    Only bjp❤❤❤❤❤

  • @aswinikumarnayak2587
    @aswinikumarnayak2587 26 дней назад +75

    Jay Bjp ଏ ଦୁର୍ନୀତି ଖୋର ତାମିଲ କଳା ପାହାଡ଼ କୁ ତଣ୍ଟିଆ ମାରି ବିଦା କରିବା

    • @bikram7220
      @bikram7220 25 дней назад +1

      Bjp ku bidha kar na hele desa bikiba mahagia bjp ku hatao

    • @sureshbehera8264
      @sureshbehera8264 24 дня назад

      ​@@bikram7220 to maghia

  • @biswajitmaharana8124
    @biswajitmaharana8124 21 день назад +2

    Khordha pila Mane bjp ku gote like hau

  • @gayatrisahoo9271
    @gayatrisahoo9271 22 дня назад

    Ati sunder 😂❤

  • @jjrcv
    @jjrcv 26 дней назад +14

    Bhai Super Comedy Bahut Dina Pare Ate Bhala Comedy Gote Dekhili Maja Asigala....

  • @sujanpatra3702
    @sujanpatra3702 26 дней назад +36

    ଗୁଲୁଆ ଭାଇ ବିଜେପି ରେ ଭାେଟ୍ ଟା ଦିଅନ୍ତୁ 🪷🪷🪷

  • @souradeepbaroi5385
    @souradeepbaroi5385 17 дней назад

    War scene ta absolutely epic😂😂😂

  • @snigdharanipanda4920
    @snigdharanipanda4920 4 дня назад

    😂😂😂😂😂😂😂😂 hasi hasi gadi jiba 😁😁😁😁🤣

  • @MOKUMBHARGAON
    @MOKUMBHARGAON 26 дней назад +23

    Jay bjp 💥💥💥💥 bjp ku like kara

    • @jaysriram6027
      @jaysriram6027 26 дней назад

      Bala bjp

    • @AjitSuna-wq8ip
      @AjitSuna-wq8ip 26 дней назад

      Sabu sale Andhabhakta..Desha ra ta durdasha Kalani Abe Rajya ra kari baku...Chance dabunu

  • @OkmkarRama
    @OkmkarRama 26 дней назад +71

    AJI ELECTON KHORDHA RA LOVE FROM KHORDHA 😊
    VOTE FOR BJP OR CONGRESS
    GOTE SAYRI
    VOTE DABA BJD ODISHA CADHIBA DADANARA SIDI
    LIKE GOTE HAU

    • @bapunrtk
      @bapunrtk 26 дней назад +3

      Congress

    • @rajasingh2473
      @rajasingh2473 26 дней назад +3

      Vote for education, development, employment

  • @Moodisha.1
    @Moodisha.1 21 день назад

    ବୈଜୟନ୍ତ ପଣ୍ଡା ନିଶ୍ଚିତ ଜିତିବା ଦରକାର୍
    ମୋର ଅନୁରୋଧ କେନ୍ଦ୍ରାପଡ଼ା ର ବାସି ଙ୍କୁ 🙏🙏🙏

  • @anguskitchen
    @anguskitchen 21 день назад

    epic bhai🤟🏻🤟🏻maja asigala

  • @ashmeshnayak4509
    @ashmeshnayak4509 25 дней назад +7

    ସୁନ୍ଦର କଥା, ସୁନ୍ଦର ବାର୍ତ୍ତା ।
    ଜୟ ହିନ୍ଦ୍ ଜୟ ଭାରତ❤❤

  • @basantsahubasantkumarsahu480
    @basantsahubasantkumarsahu480 26 дней назад +21

    2024ର ସବୁ ଠୁ best ଆଉ ଦମ ଦାର କମେଡୀ ସବୁ you tub ଚେନେଲ କୁ କାଟି ତମ ଚେନେଲ 1no ଅତି ସୁନ୍ଦର ଲେଖା ଆଉ ଭାଷା 👌👌👌👍

  • @m.gdmishra2145
    @m.gdmishra2145 23 дня назад +1

    Bohut vala heichi gulua bhai 👍🏻

  • @santoshkumargiri3125
    @santoshkumargiri3125 11 дней назад +1

    Very nice Comedy Video 😂😂😂😅😅😅😊😊😊😮😮😮❤❤❤🎉🎉🎉😂😂😂

  • @bibhutibiswal
    @bibhutibiswal 25 дней назад +62

    Only Bjp Like ❤❤❤

  • @khatiwithakshay7339
    @khatiwithakshay7339 26 дней назад +22

    Bahuta badhiaa

  • @user-lj9qq9gd1d
    @user-lj9qq9gd1d 17 дней назад +1

    Right vhai vhala lagila

  • @bikashnayak9134
    @bikashnayak9134 22 дня назад

    ଯାହାକୁ ଭୋଟ ଦଉଛ ଦିଅ. ... fast ଗୁଲୁଆ ଭାଇଙ୍କ video କୁ ଆଗ ଗୋଟେ like ଦିଅ.... 👍

  • @user-uq3zl8lp7u
    @user-uq3zl8lp7u 26 дней назад +25

    ସୁସ୍ଥ ଗଣତନ୍ତ୍ର ପାଇଁ ପ୍ରତ୍ୟେକ ନାଗରିକ କାହାର ପ୍ରବଞ୍ଚନାରେ ନପଡ଼ି ଉଚିତ୍ ପ୍ରାର୍ଥୀ ଦେଖି ନିଜର ବହୁ ମୂଲ୍ୟ ଭୋଟ ଟିକୁ ଦିଅନ୍ତୁ।କାରଣ ଭୋଟରେ ଲୁଚିକରି ରହିଥାଏ ବ୍ୟକ୍ତିର ମୌଳିକ ଅଧିକାର।
    ଆସନ୍ତୁ ଆମେ ସମସ୍ତେ ଭୋଟ ଦେବା । ଗଣତନ୍ତ୍ର କୁ ସୁଦୃଢ କରିବା।❣️

  • @bhagirathimuduli4263
    @bhagirathimuduli4263 26 дней назад +55

    ଅବ କି ବାର୍ ମୋଦୀ ସରକାର 🪷

    • @ssjnvlogs8529
      @ssjnvlogs8529 26 дней назад +3

      400 +paar
      Bjp🧡🧡🚩

    • @user-cr9cd1fo3l
      @user-cr9cd1fo3l 26 дней назад +1

      Bjd win for Odisha ❤

    • @lifetraveller6335
      @lifetraveller6335 26 дней назад +2

      ​@@user-cr9cd1fo3lbilkul nai...Tamil sasan chalibo nai

    • @AjitSuna-wq8ip
      @AjitSuna-wq8ip 26 дней назад

      Sabu sale Andhabhakta..Desha ra ta durdasha Kalani Abe Rajya ra kari baku...Chance dabunu

    • @brandyvive
      @brandyvive 26 дней назад

      Gandi darkar 😂

  • @ranjeshmunguri8102
    @ranjeshmunguri8102 21 день назад +1

    Joumane 2 potu poisa nei nijo echare vote deichoti Like heijau

  • @abhimanyu1409
    @abhimanyu1409 16 дней назад

    such a great msg through comedy video Hats off🫡🫡

  • @Pritamtv0
    @Pritamtv0 26 дней назад +15

    ଓଡ଼ିଶାରେ ପରିବର୍ତନ ଛାହୁଥିଲେ
    BJP କୁ ଭୋଟ ଦିଅ😢😢😢
    ନହେଲେ ମରିଯିବ ❤❤

    • @bikramnayak8341
      @bikramnayak8341 26 дней назад

      Modi asile sabu chhodi pokeiba

    • @PravatiShee
      @PravatiShee 19 дней назад

      Bjp jitile ta ghara gehi debere maa ghiha

  • @M.Vedioeditor
    @M.Vedioeditor 26 дней назад +7

    ବହୁତ ସୁନ୍ଦର ହେଇଚି ଭିଡ଼ିଓ ଟି, ବହୁତ କିଛି ଶିଖିବାର ଅଛି 🙏🙏

  • @manasranjanpanda4212
    @manasranjanpanda4212 20 дней назад

    Gulua last words very heavy and meaningfull. Shashu (gulua mother) acting best.

  • @lipunbehera6102
    @lipunbehera6102 22 дня назад +2

    ଗୁଳୁଆ ଭାଇଙ୍କ କମେଡି ... ମୁଁ ମରିବର ଦିନେ କାରଣ ବନିବ ....🤣😂😂😂

  • @PragyanprakashPradhan
    @PragyanprakashPradhan 25 дней назад +12

    😂😂😂😂😂 ବହୁତ ବଡିଆ ହେଇଚି ଗୁଲୁଆ ଭାଇ

  • @rajatkumarpradhan1709
    @rajatkumarpradhan1709 26 дней назад +9

    Byomokesh bhai... jindabad

  • @puri_jhia_megha
    @puri_jhia_megha 20 дней назад +1

    Wow so beautiful ❤️ video ❤❤

  • @thesigmagirlliki
    @thesigmagirlliki 23 дня назад +1

    Bhai Kintu bahut Bhala lagila....
    ❤❤❤❤

  • @aloneisha9860
    @aloneisha9860 26 дней назад +23

    Modi is great leader in India😊🎉❤

    • @mksupersix9026
      @mksupersix9026 26 дней назад

      ସର୍ବ ପ୍ରଥମ ଏକ ନମ୍ବର ମିଛୁଆ ପ୍ରଧାନମନ୍ତ୍ରୀ

    • @MrTechBites
      @MrTechBites 26 дней назад

      Kn micha kahila tatee​@@mksupersix9026