24 years of BJD rule in Odisha will be remembered as the most dull period in Odisha's history. Nabina will be remembered as the most inefficient CM in history of Odisha.
While some rely on deceit, Naveen Patnaik builds Odisha with truth, dedication, and innovation. A leader who truly transforms lives deserves admiration.
ସବୁଦିନ ନଥାଏ ଚାନ୍ଦିନୀ ରାତି।ସବୁଦିନ ନଥାଏ ଭାବପିରତୀ।
ଓଡ଼ିଶାରେ ବହୁତ ବାଂଲାଦେଶୀ ନାଗରିକ ବେଆଇନ ଭାବେ ରହିବା ଆରମ୍ଭ କଲେଣି । ଆପଣ ଏକ episode କରି ଓଡ଼ିଶା ସରକାରଙ୍କୁ CAA-NRC ତୁରନ୍ତ ଲାଗୁ କରିବା ପାଇଁ ଅନୁରୋଧ କରୁଛୁ । ନହେଲେ ଓଡ଼ିଶାର ଅବସ୍ଥା ପଶ୍ଚିମ ବଙ୍ଗଳା ହେବାକୁ ସମୟ ଲାଗିବନି ।🙏
ମାନନୀୟା ରାଷ୍ଟ୍ରପତି ହୁଅନ୍ତୁ କି ମାନନୀୟ ପ୍ରଧାନମନ୍ତ୍ରୀ, ସମସ୍ତଙ୍କ ସୁ ନଜର, ଭଲ ପାଇବା ଓ ଓଡିଶାରେ ନୂଆ ବିଜେପିର ଶାସନ ସମୟରେ, ଚିର ଅବହେଳିତ ଓଡିଶା - ନିଶ୍ଚୟ ଢେର ପ୍ରଗତି କରିବ | ଜୟ ଜଗନ୍ନାଥ 👍👍🙏🙏
ଆଜ୍ଞା ବିଜୁ ଜନତା ଦଳ ଲୁଟିଖିଆ ଜନତା ଦଳ। ଏହି ଦଳ ଶୀଘ୍ର ଧ୍ଵଂସ ହେବା ଦରକାର।
ପ୍ରଧାନମନ୍ତ୍ରୀ ହେଉ କି ରାଷ୍ଟ୍ରପତି ହୁଅନ୍ତୁ ଓଡିଶା ଆସୁଛନ୍ତି କେବଳ bjd ର ବିନାଶ ପାଇଁ ବିକାଶ ପାଇଁ ନୁହେଁ ପ୍ରଥମ ଲକ୍ଷ୍ୟ bjd ର ବିନାଶ
ବିଜେଡି ଓଡିଶା ରେ ରହିବ ନାହିଁ
Right kanhu babu
ଖାଇଲା ବେଳେ ଆଗ ପଛ ନଦେଖିଲେ ଏମିତି ପରିସ୍ଥିତି ଉପୁଜେ
Right
Odisha needs leaders like Naveen Patnaik, who work tirelessly for the state's growth. His work is proof that actions speak louder than empty words.
ଏକ ଆଂଚଳିକ ଦଳ ରାଜ୍ଯ ପାଇଁ ଭଲ ।
ସାର୍ ନମସ୍କାର ଆପଣଙ୍କ କଥା ଯଦି ସତ ହୁଏ ବିଜୁ ଜନତା ଦଳ ରୁ ଜଣେ ରାଜ୍ୟ ସଭା ସାଂସଦ ବିଜେପି ରେ ମିଶି ଯିବେ ତ ମାଡାମ୍ ସୁଲତା ଦେଓ ବାୟାଣୀ ହେଇଯିବେ,
ବିଜେପି ଭିତରେ ଛୋଟ ସଂଗଠନ ପାଇଁ ଧର୍ମେନ୍ଦ୍ର ଦାୟୀ
☀️ ଆମେ ଚାହୁଁଛୁ ପ୍ରଥମେ ପାଣ୍ଡିଆ ସ୍ତ୍ରୀ ନାମରେ ଥିବା ମିଶନ ଶକ୍ତି ଦୁର୍ନୀତିର ତଦନ୍ତ ହେଉ...
Are babu Tume andha kiho
ସବୁ ହାତରୁ ଯିବା ସମୟ ହେଲାଣି, ଆପଣଙ୍କର ବିଶ୍ଳେଷଣ ଠିକ୍ ହୋଇଯିବା ସମ୍ଭବ
Right bro
24 years of BJD rule in Odisha will be remembered as the most dull period in Odisha's history. Nabina will be remembered as the most inefficient CM in history of Odisha.
ସାର୍,କେବଳ ଏକାଠି ହୋଇ ଚାଲିଲେ ହେବନାହିଁ। ତା ସହିତ ଅହଂକାର ଶୂନ୍ୟ, ବ୍ୟକ୍ତିଗତ ସ୍ବାର୍ଥ କୁ ଦୁରରେ ରଖି ସରକାର ଙ୍କୁ ସହଯୋଗ କରି ଜନସାଧାରଣଙ୍କ ର ସେବା କଲେ ହିଁ ଭାରତୀୟ ଜନତା ପାର୍ଟିର ଓ ରାଜ୍ୟବାସୀଙ୍କ ର ମଙ୍ଗଳ ହେବ। ଜୟ ଜଗନ୍ନାଥ ସ୍ବାମୀ 🙏
Jay Jagannath 🙏🙏🙏
ମଧୁବାବୁ ପେନସନ ଯୋଜନା ବାବଦରେ କିଛି କୁହନ୍ତୁ ଧନ୍ୟବାଦ
Jay Maa Durgatinasini ❤❤❤
ବିଶ୍ୱାସ-ଘାତକ ନବୀନ ବାବୁ ଏବଂ ତାଙ୍କ ନେତୃତ୍ବାଧୀନ ଦଳର ପତନ ଅନିବାର୍ଯ୍ୟ l
NCP କୁ ଭାଙ୍ଗିବା ଶିବସେନା କୁ ଭାଙ୍ଗିବା, ମେଣ୍ଟ ସହଯୋଗୀ ଙ୍କୁ ଭାଙ୍ଗିବା କେଉଁ ଘାତ କହିବେ
ଓଡ଼ିଶା ରେ ପତନ ହେବ କେବଳ ବିଜେପି
@@subhransudalai8360 ଦଳ ଭାଙ୍ଗିବା, ଗଢ଼ିବା ଭିନ୍ନ ପ୍ରସଙ୍ଗ କିନ୍ତୁ ଓଡ଼ିଶାର ଜନସାଧାରଣ, ନବୀନ ବାବୁଙ୍କଠାରେ ଯେପରି ଅନାବିଳ ଆସ୍ଥା ବିଶ୍ୱାସ ସ୍ଥାପନ କରିଥିଲେ, ସେ ତାହାକୁ ହତାଦର କରି,ଗଣତାନ୍ତ୍ରିକ ଶାସନ ବଦଳରେ ଅମଲାତାନ୍ତ୍ରିକ ବ୍ୟବସ୍ଥାର ପ୍ରଚଳନ କରିଥିଲେ l ବିଜୁବାବୁଙ୍କ ନାମରେ, ଆଦର୍ଶରେ ଗଠନ କରାଯାଇଥିବା ଦଳ ବିଜୁବାବୁଙ୍କ ଆଦର୍ଶ-ବିରୋଧୀ ପରିଣତ ହୋଇଛି l ତେଣୁ ପତନ ସୁନିଶ୍ଚିତ l
Right
@@basudevbehera1999satialokata a
ପୂର୍ବ ଅଧ୍ୟାୟଟି ବିଜେପି ଦଳ ପାଇଁଁ ସତର୍କ ସୂଚନା ଥିଲା ଏଇ ଅଧ୍ୟାୟଟି ବିଜେଡି ଦଳ ପାଇଁଁ ସତର୍କ ସୂଚନା.! ଅତି ଚମତ୍କାର ଉପସ୍ଥାପନା ସାର୍.!
Many times I have seen your predictions coming true'. Well-done Sir ❤
Wrong prediction
Thank you very much for your presentations, which are actually eye-opening. Your continuous effort to analyze without bias means a lot to us.
ନିର୍ଭୟ ଗୁମର କଥାକୁ ଧନ୍ୟ ବାଦ, ଦିବା ସ୍ବପ୍ନ ଦେଖୁଛନ୍ତି ପଣ୍ଡିଆନ ଓ ସୁଜାତା ଦେବୀ ମୁଖ୍ୟମନ୍ତ୍ରୀ ହେବା କୁ ଓଡ଼ିଶାରେ,ଆମେ ଆତ୍ୟ। ଚା ରିତ ହେଉ।ଥିଲୁ b j d ସମୟରେ,,,,,,,,,
Namaste sir,you are a fearless commentoter,A political party needs the blessing of dedicated workers.
ବିଜେଡି କେବଳ ବିଭାଜନ ନୁହେଁ ବିଜେଡି ସମାପ୍ତ ହେବ 👍🏿
Pandian odisha chhadile Biju Janata dala banchiba
ଆଗରୁ ଜୟ ଶୀରାମ କହୁଥିଲେ ଏବେ ଜୟ ଜଗନ୍ନାଥ କହୁଛ ବିଜେପି ସରକାର ଓଡ଼ିଶା ରେ ଟଙ୍କା ପାଇଥିବା ଏବେ ରୋଜଗାର କର ଆଉ ସପନ ଦେଖି ଥାଏ
ମିଛ କହି ଲୋକଙ୍କୁ ଭୁଆଁ ବୁଲାଇବା ହେଉଛି ଆପଣଙ୍କ ପୁରୁଣା ଅଭ୍ୟାସ
ମୋଦୀ ଜଣେ ଓଡିଶାକୁ ଭଲ ପାଉଥିବା ପ୍ରଧାନ ମନ୍ତ୍ରୀ
ଆପଣଙ୍କ ନିଷ୍କର୍ଷ ସହିତ ସମ୍ପୂର୍ଣ ଏକମତ ! କିନ୍ତୁ ବିଜେଡିର ନିଶ୍ଚିନ୍ତ ବିଭାଜନ ନକହି ବିଜେଡିର ଅକାଳମୃତ୍ୟୁ ହେବ କହିଥିଲେ ପ୍ରଯୁଜ୍ୟ ହୋଇଥାନ୍ତା !
ବିଜେଡ଼ି ଆଗରୁ ବିବାଜନ ହେଇ ରହିଛି କିନ୍ତୁ ଆଗକୁ କମ୍ ଦେଖାଯାଉଚି । ବିଜେପି ମଧ୍ୟ ସେୟା । ଏବେ ଯେଉଁ ମାନେ ବିଜେଡି ଛାଡୁଛନ୍ତି ସେମାନେ ମାନବିକତା ଦୃଷ୍ଟିରୁ ନୁହେଁ ବରଂ ନିଜ ସ୍ବାର୍ଥ ପାଇଁ ଆଉ ଦୁର୍ନୀତି ଘୋଡେଇବା ପାଇଁ ଯାଉଛନ୍ତି। ଆଉ ବିଜେପି ନିଜ ସ୍ବାର୍ଥ ପାଇଁ ତାଙ୍କୁ ରଖୁଛନ୍ତି।
ଆଜିର ଆଲୋଚନା ଟି ବହୁତ ଭଲ ଲାଗିଲା।❤
କାଲି ଗୋଟେ କଥା ଆଜି ଗୋଟେ କଥା ଆପଣଙ୍କ କଥାବାର୍ତ୍ତା ଠିକ୍ ନାହିଁ
Right sir
Thank you nabiin das sir 🙏.
Right katha sir 👍.
A bjd dala randia dala
ଜୟ ଶ୍ରୀରାମ 🙏🏼🙏🏼
ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ sir❤🙏🙏👍
While some rely on deceit, Naveen Patnaik builds Odisha with truth, dedication, and innovation. A leader who truly transforms lives deserves admiration.
Jay Jagannath sir namaskar apana nka jaha kahuchanti absolutely right best news nirbhaya 🙏🙏
Beautiful presentation iii Many many thanks Nabin sir 🙏 😀 iii Lord Jagannath may keep you ever green and healthy 😀 😊 🙏 ❤️ iii
Voice of Odisha
Good
Jay jagannath
B J D rahiba nahi
The best TOPIC and PRESENTATION
ବିଜେଡି ଓଡ଼ିଶା ରେ ମୂଳ ପୋଛ ହେବା ଦରକାର ଜୟ ଜଗନ୍ନାଥ
ଶ୍ରୀରାମ ଜୟ ରାମ ଜୟ ଜୟ ରାମ
ସୀର ପ୍ରଣାମ. ବିଜେଡି ର ବବିଷ୍ୟତ ବିପଦ ରେ ପଡ଼ିବାକୁ ଯାଉଛି. ଏତେ ବଡ ଆଞ୍ଚଳିକଦଳ ରୁ ସାରା ଜିଲ୍ଲା ରୁ ବାହାରି ଯାଉଛନ୍ତି. ମାତ୍ର ବିଜେଡି ଏହାକୁ ଗ୍ରହଣ କରି ପାରୁ ନାହାନ୍ତି. ରାଜ୍ୟ ରେ ଏକ ଶାସକସ୍ତ ବିରୋଧୀ ଦଳ ର ଆବଶ୍ୟକତା ରହିଛି. ସବୁର ମୂଳ ପାଣ୍ଡିଆନ କୁ ବାହାର କରୁ ବିଜେଡି......
Warm welcome to the president.
ଜଣେ ଅଣଓଡ଼ିଆ ଯୋଗୁ ବିଜେଡିର ଆଜି ଏ ହି ଅବସ୍ଥା, ଆଗକୁ ବୁଡିଯିବା ସମ୍ଭାବନା ବୋଧେ l
ଭଲ ହଉ
ଆପଣ ମହୋଦୟ ସବୁ ଜାଣିଦେଉଛ ଆପଣ ରାଜନୀତି କରୁନାହାନ୍ତି କାହିଁକି. Analayse କାହିଁକି କରିଛନ୍ତି
ବିଜୁ ଜନତାଦଳ ଗଢିନଥବା ବ୍ୟକ୍ତି ହେଉଛନ୍ତି ନବୀନ ପଟ୍ଟନାୟକ ଏବଂ ଏବେକାର ପ୍ରମୁଖ ନେତା ବୋଲାଉଥିବା ପ୍ରସନ୍ନ ଆଚାର୍ଯ୍ୟ ଙ୍କୁ ଛାଡି କିଛି ବହୁତ ସମ୍ପତ୍ତି ର ଅଧିକାରୀ ଡକାୟତ ନେତା ବର୍ତ୍ତମାନର ସର୍ବେସର୍ବା ସାଜିଛନ୍ତି,୨୫ବର୍ଷକାଳ ଧରାକୁ ସରା ମାନୁଥିଲେ ଏବଂ ନିଜ ନିର୍ବାଚନ ମଣ୍ଡଳୀ ରେ ପିଇବାପାଣି ଟୋପାଏ ମଧ୍ୟ ଦେଇ ପାରିନାହାଁନ୍ତି,ଏ ଦଳ ଧ୍ୱଂସ ହେବା ଦରକାର,ନୂଆ ସରକାର ର କାର୍ଯ୍ୟକ୍ରମ କୁ ସମସ୍ତେ ନଜର ରଖିଛନ୍ତି 👌🙏
ଓଡ଼ିଶାର ପରିବର୍ତ୍ତନ ଆପଣଙ୍କ ଭଳି କେତେକ ଲୋକଙ୍କ ଦେହରେ ଯାଉ ନାହିଁ।
Navin is not good for Odisha
Really right discussion
ଦେବୀ ମିଶ୍ର ବଡମ୍ବା ବାସୀଙ୍କୁ ଦେବି ଦେବି କହି ଦେଇନାହାନ୍ତି
ଧର୍ମ ର ଜୟ ପାପ ର କ୍ଷୟ।
ଜୟ ଜଗନ୍ନାଥ
True leadership is not about misleading but empowering. Naveen Patnaik’s governance is a testament to progress and prosperity for Odisha.
ବହୁତ ବହୁତ ଧନ୍ୟବାଦ
ସାର ବାଙ୍କୀ ର ଚୋର ବିଧାୟକ ବିଷୟରେ ଗୋଟେ ଏପିସଦ କରନ୍ତୁ
2027 - bjd ❌
ବିଜେଡ଼ି ସଂଗଠନ ବହୁତ ଦୃନିତି ର ଗନ୍ତାଘର ଏମାନେ ଓଡ଼ିଶାକୁ ସଂପୂର୍ଣ୍ଣ ଭାବେ ଲୁଟି ଚାଲି ଥିଲେ
ସାଦର ପ୍ରଣାମ, ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଓଡିଶା ସ୍ୱାଗତ କରୁଛି 🌹🌹🌹ନବୀନ ପଟନାୟକ କହିଥିଲେ, " ବିଜେଡି ମୋଠୁ ଆରମ୍ଭ, ମୋଠି ଶେଷ "... ଯେତେଦିନ ପର୍ଯ୍ୟନ୍ତ ପାଣ୍ଡିଆନକୁ ନବୀନ ପଟନାୟକ କୋଳେଇ ଥିବେ ଦଳ ଭୁଶୁଡିବ ହିଁ ଭୁଶୁଡିବ ... ଜୟ ଶ୍ରୀରାମ 🙏🙏🙏
ବିଜେପି ଆ ଙ୍କ ପାଣ୍ଡିଆନ୍ ଚିନ୍ତା ପରି ଆପଣ ବି ସେଇ ମାନସିକତା ବିଜଡ଼ିତ @ ବିଜେପିକୁ ଦେଖ
Bhal lagila
ନମସ୍କାର
ଆମେମାନେ ବିଭିନ୍ନ ମହାବିଦ୍ୟାଳୟରେ ଦୀର୍ଘ 16 ବର୍ଷ ଧରି ଶିକ୍ଷାଦାନକରି ସରକାରୀ ଅନୁଦାନ ପାଇବା ପାଇଁ ଅତନୁ ବାବୁ ଉଚ୍ଚଶିକ୍ଷାମନ୍ତ୍ରୀଙ୍କୁ ନିବେଦନ କରିଥିବା ବେଳେ ସେ କହିଥିଲେ ଆଖି ଖୋଲିଲେ ପୁଣି ଆସିବୁ ଏହା ହେଉଛି ଏକ ଲଜ୍ଜା
ନବୀନ ହେଉଛି ବଉଁଶ ମରା ଢ଼ାଉକ l
ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ଓଡ଼ିଶାକୁ ସ୍ଵାଗତ ।
Varygood mondy gumara katha
ଜୟ ଶ୍ରୀ ଜଗନ୍ନାଥ ସାର୍ ପରି,ମମତା,ବେବିନା,ସମୈ ଏମାନଙ୍କୁ ମାରି ଥିବା ଲୁକକୁଫାସିମିଳିଲେଆମେଖୁସିହେବୁମହନସରକାରକୁ. Jagannath ରାଣ
ସାର୍ ଆପଣ ଯାହା ବୁଝାଇ ଲେ ଯେତିକି ବିଜେଡି ର ନେତା ରହିବେ ବିଜୟ ମହାପାତ୍ର ଙ୍କ ସରଣ ରେ ରହିବେ
ଧୃତରାଷ୍ଟ୍ର ନିଜ ଆଖିରେ ବଂଶନାଶ ଦେଖିଲା ଭଳି ନବୀନ ପଟ୍ଟନାୟକ ନିଜ ଆଖିରେ ଦେଖିବେ ବିଜୁ ଜନତା ଦଳର ବିନାଶ ।
ଧୃତରାଷ୍ଟ୍ର ଭଳି ନିଜର ବଂଶର ନିପାତ ହେବାର ଦୃଶ୍ୟ ନିଜ ଆଖିରେ ଦେଖିବେ,
ଆପଣଙ୍କ ନିଚ୍ଛକ ମତାମତ ପାଇଁ ଅଶେଷ ଧନ୍ୟବାଦ।🎉
ଏହାହିଁ ବୋଧହୁଏ ବିଜେଡି ଦଳର ଦୁର୍ନୀତି ଗ୍ରସ୍ତ ନେତା,ମନ୍ତ୍ରୀ ଓ ବିଧାୟକ ମାନଙ୍କ ପାଇଁ ଉପଯୁକ୍ତ ଦଣ୍ଡାଦେଶ ହୋଇ ପାରେ ?😂
BJD will certainly be out of picture soon.
Plz say something about MAHANGA politics
Jay Jagannath ❤❤❤❤❤❤❤❤❤❤❤
ଦୀର୍ଘ 24 ବର୍ଷ କାଳ ଶାସନ ଗାଦି ରେ ରହିବା ପରେ,କାହିଁକି ଗାଦି ଛାଡ଼ିଲେ,ସେଥି ପାଇଁ କାହାର ବିଶେଷ ଚିନ୍ତା ନାହିଁ। ନ ବିଜେଡି ନା ବିଜେପି ଦଳର କାହାର ଆଲୋଚନା କରିବାର ନାହିଁ।ଏ ଅତି ଚିନ୍ତାର ବିଷୟ ଅଟେ।ସେହି ପୁରୁଣା କଥା ଘଣ୍ଟା ଚକଟା କରିବାର ନାହିଁ।।।।।।
ଆପଣ ଜଣେ ଅତ୍ୟନ୍ତ ଅନୁଭବି ଓ ବିଜ୍ଞ ନଚେତ୍ ଏ ସବୁ ଗଭି ର ଓ ଜଟିଳ ତଥ୍ୟ ଏ ତେ ସୁନ୍ଦର ଭବେ ଉପସ୍ଥାପନ କରିହେବନହି,
କେନ୍ଦୁଝର ଜିଲ୍ଲାର ଅନେକ ତୃଣ ମୂଳ ସ୍ତର ର ବିଜେପି କର୍ମୀ ଙ୍କ ମନରେ ଅସନ୍ତୁଷ୍ଟ। କାରଣ ପୁରା ଜିଲ୍ଲା ରେ ଏବେ ବି ବିଜେଡି କର୍ମୀ ମାନେ ହିଁ ପୂର୍ବ ପରି କାମ କରି ଚାଲିଛନ୍ତି। ବିଜେପି କର୍ମୀ ଙ୍କ କଥା ବିଜେପି ମୁଖିଆ ମାନେ ହିଁ ଶୁଣୁ ନାହାନ୍ତି। କିନ୍ତୁ ବିଜେଡି ଲୋକ ଙ୍କ କଥା ଶୁଣୁଛନ୍ତି।
ବିଜେଡି ଓଡ଼ିଶାରେ ଆଉ ରହିବ ନାହିଁ
Nabin babu king of Odisha
ଜୟ ଜଗନ୍ନାଥ
ବହୁତ ସୁଦର ଭଲ ପଦ କ୍ଷପ ନେଇଛନ୍ତି
ବିଜେଡି ଦଳ ଛାଡିଯିବାରୁ ଧନ୍ଯବାଦ
ଦଳ ଡିଆଁ ଏକ ରୋଗ ,ଏହା ସବୁବେଳେ ଚାଲିଛି ,ଡେଉଁ ଥିବା କର୍ମୀ କେତେଦୂର ବିଶ୍ବାସ ଯୋଗ୍ଯ ତାହା ଏକ ପ୍ରଶ୍ନବାଚୀ ହୋଇ ରିପୋର୍ଟ ଯାଇଛି ।
ବିଜେଡ଼ି ଲୋକ ଯେତିକି ବିଜେପି କୁ ଯିବେ , ବିଜେପିର ସେତିକି ଦଳ ଛାଡି ଅନ୍ୟ ଆଡ଼େ ଯିବେ ,
ଭାଈ ବିଜେଡ଼ି ନୁଆ ରୂପ ନେବ
ବିଜେଡି ତିର କୁକର୍ମ ଦ୍ବାରା ବିଜୁ ବାବୁଙ୍କୁ ଭରଣୋତର ଅସମ୍ମାନ କରିଛି । ଏହି ଦଳର କୁକର୍ମ (ତାଙ୍କ ନାଁ ରେ ଥିବ ଦଳର କୁକର୍ମ) ଯୋଗୁଁ ,ମନେହେଉଛି ବିଜୁବାବୁ ଙ୍କୁ ଭରତ ରତ୍ନ ପଦ ଦିଆ ଯାଇ ପାରୁନାହିଁ । ତେଣୁ ଏହି ଦଳ ସମ୍ମୁଳେ ଲୋପ ପାଈଜିବା ଦରକାର।
Agaru kahithile makara sankranti
❤❤❤❤❤❤❤❤jay sri rama
ଜୟ ଜୟ ଶ୍ରୀ ଜଗନ୍ନାଥ ।
ଏହା ପରେ ଆଉ କିଏ ଆସିବେ
ଜୟ ଶ୍ରୀ ଜଗନ୍ନାଥ 🙏🌹।
Nice 😊
ଆଉ ଗୋଟିଏ କ୍ଷେତ୍ରୀୟ ଦଳ ଗଠନ ହେଲେ ସେମାନେ ମଧ୍ୟ ପୁଣି କୋଡ଼ିଏ ବର୍ଷ ଲୁଟି ଖାଇବେ।
ଘଡିକେ ଘୋଡ଼ା ବେପାର ରେ ନିର୍ଭୟ ନାମିତ ଗୁମର କଥା
Warld leader pm modi ji joy jagannath
Jay shree jagarnath
ଏ ମହାଶୟ କିଛିବି କହି ଲୋକଙ୍କୁ ଭୁଆଁ ବୁଲାଉଛନ୍ତି।
ସାର୍ 🙏ଆପଣଙ୍କ କଥାରୁ ଗୋଟେ କଥା ବୁଝିଲି। ବିଜୁ ବାବୁ ନେତା ତିଆରି କାରଖାନା ଥିଲେ। ରାଜ୍ୟରେ ଅନେକ ବଡ ବଡ ନେତା ତିଆରି କରି ଯାଇଛନ୍ତି। ତେଣୁ ସେମାନେ କାହିଁକି ଛାଡ଼ିକି ଯାଇଥାନ୍ତେ। କିନ୍ତୁ ନବୀନ ବାବୁ ଅନ୍ୟ ଦଳରୁ ନେତା ଆମଦାନୀ କରି ନିଜ ଦଳରେ ସାମିଲ କରିଛନ୍ତି। ତାଙ୍କୁ ଛାଡି ଯିବେନି ତ ଆଉ କିଏ ଯିବ। ମଣିଷକୁ ଶେଷରେ କର୍ମଫଳ ତ ଭୋଗିବାକୁ ପଡିବ ନା ସାର୍ ❤❤❤
Upastapana pani sradhapurn naman.
Hon’ble President odisha visit re Odisha Govt.ra kete expenses heba ,Sir Pl
ascertain let the people of Odisha know.