Kali Ratire mo mana para/କାଲି ରାତିରେ ମୋ ମନପାରା ଯାଇଛି ଚାଲି/Violin -Voice/Sarat Dhal.

Поделиться
HTML-код
  • Опубликовано: 28 дек 2024

Комментарии • 36

  • @seemamishra4118
    @seemamishra4118 11 дней назад +3

    Aatma ମନ ପାରା ଆତ୍ମା ପଞ୍ଜୁରୀ ଶରୀର

    • @saratsangeet2896
      @saratsangeet2896  11 дней назад

      ଭଜନ ଟି ଶରୀର ତତ୍ତ୍ଵ ନୁହେଁ।
      ଏହା ଏକ ଦର୍ଶନ ତତ୍ତ୍ଵ। ରାତି ଏଠାରେ ଅନ୍ଧକାର (ଅଜ୍ଞାନ, ଅବିଦ୍ୟା)। ଯେଉଁ ଆତ୍ମା ଜ୍ଞାନ ବା ବିଦ୍ୟା ବିହୀନ, ଯେଉଁ ଶରୀର ଯେତେ ସୁଖ, ସୁସ୍ଥ,ଧନବାନ୍ (ସୁନା ପଞ୍ଜୁରୀ)ହେଲେ ବି ଅଜ୍ଞାନ ଆତ୍ମା ବିଦ୍ୟମାନ ବଶତଃ, ଉଭୟ ଜଡବତ୍। ସେହି ଜ୍ଞାନକୋଷ ଆତ୍ମା କୁ ଫେରି ପାଇଲେ, ସନ୍ଥ ସଦ୍ ଗୁରୁ ଙ୍କୁ ପୂଜିବା ପାଇଁ ଆଶା ବାନ୍ଧିଛନ୍ତି। ଭଜନ ଟିକୁ ଏହି ଭାବରେ ଅନୁଚିନ୍ତତ କରି ତର୍ଜମା କରି ଦେଖିବେ, ଠିକ୍ ଉତ୍ତର ପାଇ ଯିବେ। ତେବେ ମୋର ଭୁଲ ମଧ୍ୟ ହୋଇପାରେ। ଏବିଷୟରେ ଅଧିକ ତତ୍ତ୍ଵ ମୂଳକ ତଥ୍ୟ/ଆଲୋଚନା ପାଇଁ ଆପଣ ୭୯୭୮୦୨୩୯୮୪ ରେ ଯୋଗାଯୋଗ କରିବାକୁ ଅନୁରୋଧ।‌ ଆପଣଙ୍କୁ ଭଜନ ଅନୁଧ୍ୟାନ କରି ନିଜର ମତାମତ ରଖିଛନ୍ତି ସେଥିଲାଗି ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ।
      ହର ହର ମହାଦେବ।

  • @ashokpattnaik2675
    @ashokpattnaik2675 2 месяца назад +3

    ❤ ଖୁବ୍ ସୁନ୍ଦର ବହୁତ ଭଲ ଲାଗିଲା 🎉

    • @saratsangeet2896
      @saratsangeet2896  2 месяца назад

      ବହୁତ ବହୁତ ଧନ୍ୟବାଦ ଅଶୋକ ବାବୁ।

  • @charulata7355
    @charulata7355 2 месяца назад +2

    Nice lyrics nd nice presentation sir.jayguru🎉❤

  • @jagannathrath8108
    @jagannathrath8108 2 месяца назад +4

    ସାଗର ଭିତରେ ଥିବା ମୁକ୍ତା ଗୁଡିକୁ ଲୋକଲୋଚନକୁ ଆଣିଥିବାରୁ ମହାଶୟ ଧନ୍ୟବାଦାର୍ହ।

    • @saratsangeet2896
      @saratsangeet2896  2 месяца назад +1

      ସନ୍ଥ ଅରକ୍ଷିତ ଆପଣଙ୍କୁ କଲ୍ୟାଣ କରନ୍ତୁ, ଜଗନ୍ନାଥ ବାବୁ।

  • @bibhutibhusannayak6445
    @bibhutibhusannayak6445 28 дней назад +2

    ବହୁତ ସୁନ୍ଦର ହୋଇ ଛି ।

  • @adv.byomakeshaparida556
    @adv.byomakeshaparida556 2 месяца назад +2

    🙏ପ୍ରଣାମ .👌👌👌

    • @saratsangeet2896
      @saratsangeet2896  2 месяца назад +1

      ମହାଦେବ ମଙ୍ଗଳ କରନ୍ତୁ।

    • @saratsangeet2896
      @saratsangeet2896  2 месяца назад

      ମହାଦେବ ମଙ୍ଗଳ କରନ୍ତୁ।

  • @pabitrarout5835
    @pabitrarout5835 12 дней назад +1

    ଜୀବନ ର ଅନ୍ୟ ନାମଟି ମନପାର

    • @saratsangeet2896
      @saratsangeet2896  10 дней назад

      ପ୍ରବୀର ବାବୁ,
      ନମସ୍କାର।
      "ପାରା ଟି ଗୁଣ ସାଗର, ପାଏ ସବୁରି ଆଦର" ଅର୍ଥାତ୍ "ସ୍ବଦେଶେ ପୁଜିତ ରାଜାଃ, ବିଦ୍ୟା(ଜ୍ଞାନ) ସର୍ବତ୍ର ପୁଜିତମ୍"
      "ପାରା କୁ ଯେବେ ପାଆନ୍ତି, ସଦଗୁରୁ ଙ୍କୁ ସେବନ୍ତି "
      " ଜ୍ଞାନାନ୍ଜନ ଶଲାକୟା"
      ରାତି ହେଉଛି ଅନ୍ଧକାର ଅର୍ଥାତ (ଅଜ୍ଞାନ, ଅବିଦ୍ୟା),
      ଜ୍ଞାନ ବା ବିଦ୍ୟା ରହିତ ଜୀବନ କିମ୍ବା ଆତ୍ମା ଜଡ ସଦୃଶ। ଏହି ବିଚାର କୁ ଆଧାର କରି ଦେଖିବେ, ଆପଣ ଉତ୍ତର ପାଇ ଯିବେ। ଭଜନ ଟି ଶରୀର ତତ୍ତ୍ଵ ନୁହେଁ,ଏହା ସାଂଖ୍ୟ ଦର୍ଶନ। ତେବେ ଆପଣ ଶ୍ରଦ୍ଧା ସହିତ ଶୁଣି ନିଜର ମତାମତ ରଖିଛନ୍ତି ସେଥିଲାଗି ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ। ଅଧିକ ଆଲୋଚନା ପାଇଁ ଆପଣ ୭୯୭୮୦୨୩୯୮୪ ରେ ଯୋଗାଯୋଗ କରିବାକୁ ବିନମ୍ର ଅନୁରୋଧ। ଭଲ ଲାଗିବ। ସପରିବାର ଙ୍କୁ ମହାପ୍ରଭୁ କଲ୍ୟାଣ କରନ୍ତୁ, ଏହି ଶୁଭକାମନା ସହିତ।
      ହର ହର ମହାଦେବ।

  • @PradipDalae
    @PradipDalae Месяц назад +2

    Gurudev swami

  • @suryakanta8024
    @suryakanta8024 Месяц назад +2

    Thanks। Namaskar। Sir

  • @nareshdas5133
    @nareshdas5133 Месяц назад +2

    🙏🙏🙏🙏🙏🙏🙏

  • @binodkumardehury3525
    @binodkumardehury3525 23 дня назад +1

    କଲି ରତିରେ ଜୀବ ରୂପକ ପାରା ଉଡି ଯାଇଛି

    • @saratsangeet2896
      @saratsangeet2896  22 дня назад

      ବିନୋଦ ବାବୁ,
      ଆପଣଙ୍କ ମତାମତ ପାଇଁ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ। ତେବେ ଏହି ଭଜନ ଟି ଶରୀର ତତ୍ତ୍ଵ ଠାରୁ ମନସ୍ତତ୍ତ୍ୱ କୁ ବିଶେଷ ଭାବେ ନିର୍ଦ୍ଦେଶିତ କରୁଛି। ଅତଏବ,ମନ ପାରା ଏଠାରେ ଜ୍ଞାନ (ବିଦ୍ୟା, ଆଲୋକ, ଦିବ୍ୟତା) । ସନ୍ଥ ଅରକ୍ଷିତ ଙ୍କର ଏହା ଏକ ଗଭୀର ସାଂଖ୍ୟ ଦର୍ଶନ ତତ୍ତ୍ଵ। ଗୀତା, ଭାଗବତ, ଉପନିଷଦ ସବୁ ରେ ପ୍ରାମାଣ ମାନ ଅଛନ୍ତି। ତେବେ ଏତେ କଥା ଲେଖିଲେ ବହୁତ ହେବ। ମୋ ମୋବାଇଲ ନମ୍ବର ୭୯୭୮୦୨୩୯୮୪। ଆପଣ ଦୟାକରି ମୋତେ ଯୋଗାଯୋଗ କଲେ ଆମେ ଟିକେ କଥା ହୁଅନ୍ତେ। ବହୁତ ଭଲ ଲାଗିବ। ତେବେ ଗୀତ ଟି ଶ୍ରଦ୍ଧା ସହିତ ଶୁଣି ନିଜର ସୁଚିନ୍ତିତ ମତାମତ ରଖିଛନ୍ତି ସେଥିଲାଗି ଆପଣଙ୍କୁ ଆଉଥରେ ଧନ୍ୟବାଦ ଦେଉଛି। ସନ୍ଥ ଅରକ୍ଷିତ ଆପଣଙ୍କୁ ସପରିବାର କଲ୍ୟାଣ କରନ୍ତୁ ଏହି ଶୁଭକାମନା ସହିତ।
      ହର ହର ମହାଦେବ।

  • @sushilanayak7734
    @sushilanayak7734 Месяц назад +2

    🙏👍

  • @bimbadharrout1373
    @bimbadharrout1373 Месяц назад +2

    Joy ho 🙏🙏🙏

  • @raghunarhkarjee947
    @raghunarhkarjee947 2 месяца назад +2

    🙏🙏🙏🙏🙏🙏🎉🎉🎉🎉🎉

  • @langulicharanbehera8833
    @langulicharanbehera8833 2 месяца назад +2

    🎉❤🎉❤🎉

  • @panchamkalaparisadarourkel2040
    @panchamkalaparisadarourkel2040 2 месяца назад +12

    ସlର 🙏ବହୁତ ସୁନ୍ଦର. ସମୟର କାଳ ସ୍ରୋତରେ ଲୁଚିଯାଉଥିବା ଶରୀରତତ୍ତ୍ୱ ଉପରେ ଆଧାରିତ ଗୀତଗୁଡିକୁ ଆପଣ ଲୋକଲୋଚନରେ ପ୍ରତିପାଦିତ କରୁଥିବାରୁ ଠାକୁରଙ୍କ ପାଖରେ ପ୍ରାର୍ଥନା ଆପଣଙ୍କୁ ଦୀର୍ଘାୟୁ କରନ୍ତୁ. ଜୟ ଜଗନ୍ନାଥ🙏.

    • @saratsangeet2896
      @saratsangeet2896  2 месяца назад +1

      ପଞ୍ଚମ କଳାର ପରିଷଦ କୁ ଶୁଭକାମନା।

  • @NPanigrahi
    @NPanigrahi 2 месяца назад +3

    Puruna gita ku jiban deuchanti. Namaskar

  • @sanjayakumarmoharana9335
    @sanjayakumarmoharana9335 6 дней назад +1

    Puruna katha manepadila

  • @AshokPanda-y3x
    @AshokPanda-y3x Месяц назад +2

    Thanks👍

  • @pabitramohannaik9150
    @pabitramohannaik9150 Месяц назад +1

    Thankyou sir

    • @saratsangeet2896
      @saratsangeet2896  Месяц назад

      ମହାଦେବ ମଙ୍ଗଳ କରନ୍ତୁ।

  • @himansumishra5705
    @himansumishra5705 17 дней назад +1

    Kabutar ja ja ja....