Tragedy of Naba Das: His family remained silent as police appeared to weaken the investigation.

Поделиться
HTML-код
  • Опубликовано: 23 янв 2025

Комментарии • 90

  • @geetaranisamal6638
    @geetaranisamal6638 День назад +15

    କେହି ଭଲ ନ ପାଇଲେ ବି ସତ୍ୟ ବାବୁ ଆପଣ ଆଗେଇ ଚାଲନ୍ତୁ ଓ ସତ୍ୟ କୁ ସାମ୍ନା କୁ ଆଣନ୍ତୁ।

  • @RanjanBehera-ge1kf
    @RanjanBehera-ge1kf День назад +14

    ☀️ Exactly 💯👌🏻 Exact the analysis. ସତ୍ୟର ସ୍ଵର SATYAPATHA News କୁ ଅନେକ ଅନେକ ଧନ୍ୟବାଦ 🙏🏻🌷💐

  • @Mangala1256
    @Mangala1256 День назад +22

    ସତ୍ୟ ପ୍ରକାଶ = ସତ୍ୟ ର ସନ୍ଧାନ ଏବଂ ନିର୍ଭିକ ସାମ୍ୱାଦିକତା ର ପରିଚୟ।

    • @mr_india_89
      @mr_india_89 20 часов назад

      ସତ୍ୟ ପ୍ରକାଶ = ଚତୁର ବିଲୁଆ l
      ସରକାରଙ୍କ ଚାଟିବି, ବିରୋଧୀ ଙ୍କୁ ପ୍ରଶ୍ନ କରିବି, ୧୫ ଦିନ ପର୍ଯନ୍ତ ଗୋଟିଏ ନ୍ୟୁଜ #ନବ ଦାସ #ନବ ଦାସ l

    • @tarachandpanda9481
      @tarachandpanda9481 20 часов назад

      Kau channel re job pai nahanti kn pai

    • @Mangala1256
      @Mangala1256 12 часов назад

      @@tarachandpanda9481 ଚାଟୁ କାରିତା କରିବା ଏବଂ ତେଲ ମାରୀ ଚାଲିବା ଠୁ ଭଲ ନିଜେ ସ୍ଵତନ୍ତ୍ର ଭାବେ ବଞ୍ଚିବା।

    • @mr_india_89
      @mr_india_89 10 часов назад

      @@tarachandpanda9481 ଚାଟିବା ଶିଖି ନାହିଁ

  • @pradiptaroul5826
    @pradiptaroul5826 День назад +7

    Excellent analysis Sir 🙏

  • @hurshikeshmeher2489
    @hurshikeshmeher2489 18 часов назад +3

    ଧନ୍ଯବାଦ ସତ୍ଯ ଭାଇ ନବହାସର ସବୁ ଥାଇ ବିଚରା ହୋଇଗଲେ

  • @souvagyabehera6261
    @souvagyabehera6261 День назад +4

    Good analysis Satya babu

  • @Jay_Jagannath-f1k
    @Jay_Jagannath-f1k День назад +6

    ଦିପାଳୀ ଦୁଇବର୍ଷ ରହିଲା ବିଜେଡ଼ି ସାଙ୍ଗରେ ବେସରମି ଏ ପୁଅ ଝିଅ ଚୁପୁଥୀଲେ

  • @biranchinarayanmaharana1656
    @biranchinarayanmaharana1656 День назад +5

    କଳାଧନ ସୁବିଧାରେ ରହିପାରିବ 15 ରୁ 20 କୋଟି ପାଇଛନ୍ତି

  • @NPadh-em8ei
    @NPadh-em8ei День назад +3

    Excellent presentation .

  • @sarojnaik3521
    @sarojnaik3521 День назад +4

    ସତ୍ୟ ବାବୁ ଧନ୍ୟବାଦ

  • @kshirodmoharana2702
    @kshirodmoharana2702 День назад +1

    Dhanyavaad Satya Babu. Good analysis. Tanka family ku kn kahujai pariba

  • @umeshsahoo2005
    @umeshsahoo2005 День назад +2

    Right....Bhai

  • @ramachandrapanda7858
    @ramachandrapanda7858 День назад

    🙏 Many many thanks for this 3rd Episode.

  • @chakradharsahoo3684
    @chakradharsahoo3684 День назад +1

    You are really great Satya patha Sir. At least we are relaxed knowing that a great media man is there in our state.we are saluting you sir. All the best 👍. God bless you.

  • @Dasburma
    @Dasburma День назад +1

    What a beautiful analysis

  • @Debasmita-r5w
    @Debasmita-r5w День назад +1

    Very Valid points raised by You .... Naba Das Hum Sarminda hain , There katil jinda hein.... Why can't we refer katil as the uncanny boss? Let's the people and time decede ..... Thank you SO much for this series and special episode

  • @ajeetkumarmohanty7880
    @ajeetkumarmohanty7880 15 часов назад +1

    👍👍👍👍👍

  • @sarojkumarmajhi3064
    @sarojkumarmajhi3064 День назад

    Great Sir you're great, Satyaprakash Satyaprakash karuchhanti.....

  • @debiprasadmishra2699
    @debiprasadmishra2699 День назад +4

    କି ପ୍ରକାର ଅଦ୍ଭୁତ ଯୁକ୍ତି ?
    ପରିବାର ଚୁପ୍ ରହିଲେ,ବ୍ଯକ୍ତି ର ରହସ୍ଯଜନକ ମ୍ରୁତ୍ଯୁ ର ତଦନ୍ତ ହେବନାହିଁ !
    ଅଜଣା ଅଚିହ୍ନା ମଣିଷ ଶବ କୁ ପୋଲିସ୍ ଜବତ କରେ,ପୋଷ୍ଟମର୍ଟମ କରାଏ ,ରିପୋର୍ଟ ରୁ ମ୍ରୁତ୍ଯୁ ଅସ୍ୱଭାବିକ ଜଣାଗଲେ ତଦନ୍ତ ବି କରେ।
    ସମୟ କ୍ରମେ ଅନେକ ହତ୍ଯା ରହସ୍ଯ ପୋଲିସ୍ ଖୋଲିପାରିଛି।
    ଦୋଷୀ ଦଣ୍ଡିତ ହୋଇଛି।
    ବିଜେପି ସରକାର ନବ ଦାସ୍ ହତ୍ଯା ର ସାନି ତଦନ୍ତ କରିବେ ନାହିଁ କାହିଁକି ?
    ଯଦି କରିବେ ନାହିଁ ,ନିର୍ଦିଷ୍ଟ ବ୍ଯକ୍ତିମାନଙ୍କୁ ନବ ଦାସ୍ ହତ୍ଯା ଷଡଯନ୍ତ୍ରକାରୀ ଭାବେ ଆରୋପ ଆଣୁଛନ୍ତି କାହିଁକି ?
    କାହିଁକି କହୁଛନ୍ତି ଯେ ନବ ଦାସ ହତ୍ଯା ର କିଏ ଷଡଯନ୍ତ୍ରକାରୀ ଓଡିଶାବାସୀ ଜାଣିବାକୁ ଚାହାନ୍ତି ?
    ନବ ଦାସ୍ ସତରେ ବିଚରା !
    ଆତତାୟୀ ର ଗୁଳିମାଡ ରେ ମରିଗଲା।
    ଜଣେ ମହିଳା ସେ ସମୟରେ ବରାବର ଟିଭି ଚ୍ଯାନେଲ୍ ରେ ଆସିଲେ।
    କହିଲେ, ନବ ଦାସ ହତ୍ଯା ରେ ସେ ଖୁସି।
    ସୋସିଆଲ୍ ମିଡିଆ ରେ ସେତେବେଳେ ଓ ଏବେ ମଧ୍ଯ ପଶ୍ଚିମ ଓଡିଶାର ଶତାଧିକ ବ୍ଯକ୍ତି ଗୋପାଳ ଦାସ୍ କୁ ଶ୍ରୀକ୍ରୁଷ୍ଣ ଓ ନବ ଦାସ କୁ କଂସ ଭାବେ ଚିତ୍ରଣ କରିଥିଲେ ଓ କରୁଛନ୍ତି ବି।
    ନବ ଦାସ ର ପୂରା ପରିବାର ବି ବିଚରା ।
    କାଳେ ସେମାନେ ନିଜ ନିଜ ରାଜନୈତିକ ମହତ୍ୱାକାଂକ୍ଷା ଦ୍ରୁଷ୍ଚିରୁ " ପିତ୍ରୁତୂଲ୍ଯ"ଙ୍କ ପ୍ରତି ଅନୁଗତ ରହିଲେ !
    ନବ ଦାସ ନିହାତି ବିଚରା ।
    ପ୍ରତି ଦିନ ନୂଆ ନୂଆ ଗପ ମିଡିଆରେ ଆସୁଛି।
    ମନେହୁଏ ,ଗପ ମାଧ୍ଯମରେ ନବ ଦାସ୍ ଭୂତ ଓଡିଶାର ଘରେ ଘରେ ମିଡିଆ ଜରିଆରେ ପଶୁଛି ।

  • @Krishnaabez
    @Krishnaabez День назад

    Satya babu you r a brelant knowledge parson . Really I like you I am in Visakhapatnam.

  • @manaskumarswain4428
    @manaskumarswain4428 19 часов назад

    Excellent sir super Hero aapana jay Bharat mata ki Jay
    Mind-blowing episode sir

  • @bcpattanayak911
    @bcpattanayak911 18 часов назад

    Dynamic analysis

  • @dusmantapatro9295
    @dusmantapatro9295 День назад

    Namaste sir very true....u r admiring by ur words

  • @azubizu2534
    @azubizu2534 День назад +3

    କେବଳ ବାପା ଙ୍କ ସ୍ବପ୍ନ ସାକାର କରିବାକୁ ଝାରସୁଗୁଡା ହସ୍ପିଟାଲ ରେ ଏକ ଆମ୍ବୁଲାନ୍ସ ଦେଇଛି ଦୀପାଳି ହଁ............. ଗୋଟେ ଖେଳ କି????????

  • @rameshchandraswain7152
    @rameshchandraswain7152 8 часов назад

    Good analysis

  • @dr.samarendrakumarnayak6259
    @dr.samarendrakumarnayak6259 8 часов назад

    I like you for your honest and straight forward presentation.

  • @sumitbadhai8413
    @sumitbadhai8413 День назад

    💯 Exactly right 👍

  • @BabluRasmita
    @BabluRasmita День назад

    Excellent analysis ........ Exactly true 💯

  • @agoodcitizen-b3o
    @agoodcitizen-b3o 18 часов назад

    Many thanks for ur courage

  • @arunsahu708
    @arunsahu708 День назад +1

    Right

  • @ramchandramandal3539
    @ramchandramandal3539 20 часов назад

    ଏଥିରେ ବିଜେଡିର & ନେତା ପାଣ୍ଡିଆନର , ବବୀଦାସ ,। ପ୍ରଥମେ ନବୀନ ବୁଢା ର sampurn ଦାୟୀ 😢

  • @mahimasohela7999
    @mahimasohela7999 День назад +1

    Like your coment, vere gud

  • @agoodcitizen-b3o
    @agoodcitizen-b3o 19 часов назад

    Nice views

  • @milansingh8731
    @milansingh8731 День назад +1

    Hotel
    Transport
    Farm house
    Costly vehicle
    Does all come from salary ??????

  • @jagannathgomango9704
    @jagannathgomango9704 День назад +1

    କାହିଁ କି ଏବେ ସିବିଆଇ ଦରକାର ପଡିଛି?

  • @ashokkumarsahoo2574
    @ashokkumarsahoo2574 10 часов назад

    ସତ୍ୟ ଭାଇ ତୁମକୁ ଧନ୍ୟୟବାଦ୍

  • @khirodhota1440
    @khirodhota1440 18 часов назад

    ବିଚରା ନବ ଦାସ ନୁହେଁ ତାକୁ ତାର କର୍ମ ଫଳ ଭୋଗିବାକୁ ପଡୁଛି ସେ ବି ଜୀବିତ ଅବସ୍ଥାରେ ଅନେକ ହତ୍ୟା କରିଥିଲା ଆଉ ପଇସା ପଛରେ ଗୋଡେଇ ଏ ଅବସ୍ଥା ଆଉ ତାର ପୁଅ ଝିଅ କଳା ଧନକୁ ସୁରକ୍ଷିତ ରଖିବା ପାଇଁ ପାଟି ଫିଟେଇଲେ ନାହିଁ l

  • @n.sandipchoudhury5624
    @n.sandipchoudhury5624 День назад +1

    Nava das. Ku pandu marichi

  • @ajeetkumarmohanty7880
    @ajeetkumarmohanty7880 15 часов назад +1

    Sir pranama

  • @khirodhota1440
    @khirodhota1440 18 часов назад

    ଯଦି ସ୍ୱାସ୍ଥ୍ୟ ମନ୍ତ୍ରୀ ପାଇଁ ଲିଫ୍ଟ ଅଚଳ ତେବେ ସେ ସାଧାରଣ ଲୋକଙ୍କ ଅବସ୍ଥା ଏ ସରକାର ସମୟରେ କଣ ହେଉଥିବ ବିଚାର karantul

  • @srinibasswain1143
    @srinibasswain1143 День назад +1

    Family remained silent..... So that is the result now !!! ???

  • @chandanpradhan4418
    @chandanpradhan4418 День назад +2

    Dipali Das Daie Athie paie

  • @satyabanbiswal9897
    @satyabanbiswal9897 День назад

    Right answer thanks my favourite Sir thanks

  • @biswajeetnayak5019
    @biswajeetnayak5019 День назад

    ଏମିତି ପରିବାର ଥିଲେ ଆଉ ଶତ୍ରୁର କିଛି ଦରକାର ନାହି😑😑

  • @alivadas7366
    @alivadas7366 21 час назад +1

    Dipali jhia na re tu kalanka

  • @trilochanbhuyan3269
    @trilochanbhuyan3269 День назад

    ସେ ପରିବାର କହୁଥିଲା ସବୁ ତଦନ୍ତ ଠିକ୍ ଚାଲିଛି ବୋଲି କହୁଥିଲେ ଏବେ ପୁଣି କ'ଣ ହେଲା । ଲୋଭରେ ବସବର୍ତି ହୋଇ ବାପା କଥା ଭୁଲି ଗଲେ । ଏଭଳି ପୁଅ ଝିଅ ଓ ସ୍ତ୍ରୀ କାହାକୁ ନ ମିଳୁ ।

  • @pratapdash4560
    @pratapdash4560 День назад +1

    Atleast CBI Inquiry hele,dosi na milile madhya jomane sabu duty re negligence karithile,semananka upare action heba darkar.katha ta janapadijiba.

  • @pradeepswain29
    @pradeepswain29 16 часов назад

    ଧନ୍ୟ ବlଦ୍ ଏ କ୍ଷମତା ଲୋଭି ପୁଅ ଝିଅ ଙ୍କୁ

  • @djentertain4857
    @djentertain4857 День назад

    ନବ ଦାସ ଙ୍କ ପରିବାର୍ ଧନ୍ୟ

  • @manaranjanbehera6671
    @manaranjanbehera6671 День назад +1

    Crime branch vs criminal branch

  • @agoodcitizen-b3o
    @agoodcitizen-b3o 18 часов назад

    Ruben let reply to these points?

  • @manaswinisahoo6357
    @manaswinisahoo6357 День назад

    ହଂସିତା ଖବର ଟିକେ ମଝିରେ ମଝିରେ ପ୍ରଦାନ କରନ୍ତୁ

  • @AKSHYAJena-d8s
    @AKSHYAJena-d8s День назад

    Satyapath apriya sata Katha kahe.

  • @tapannaik6832
    @tapannaik6832 19 часов назад

    ବଚାରା ନବଦାଶ ନୁହେଁ
    ଏ ଭଳିଆ ଜଗବନ୍ଧୁ ମାଝୀ ମୁର୍ତ୍ତୃ ମଧୀ ସେଭଳି କିଛିବି ତଦନ୍ତ ହେଲାନାହିଁ

  • @SumantaKanhar-f7z
    @SumantaKanhar-f7z 18 часов назад

    ଆଜ୍ଞା ତାଙ୍କୁ ପରା ସେତେବେଳେ କୁର୍ସୀ ଲୋଭୋ ଥିଲା ସେ କେମିତି କହିଥାନ୍ତି ଯେ ସିବିଆଇ ତଦନ୍ତ ହେଉ

  • @ashutoshamat724
    @ashutoshamat724 День назад

    Right sir

  • @rajeshpal-gd8jk
    @rajeshpal-gd8jk День назад +1

    Deepali das ebang vishal das Naba das ra pila nuhanti. Semane pramana kari sari chhanti

  • @NirabatiBhoi
    @NirabatiBhoi 9 часов назад

    ଦୀପାଳୀ ଦାସର ସାହସ ନାହିଁ ସତ୍ୟ ର ଅନୁସନ୍ଧାନ କରିବା ନିମନ୍ତେ ,ଦିପାଳୀର MLA ହେବା ନିଶା ଧନ୍ୟରେ ଝିଅ , ବିଚିତ୍ର ଏ ଦୁନିଆ ।

  • @sibasankarsamal3514
    @sibasankarsamal3514 День назад +1

    Nabadas ra roseya suiside
    Case b re open hau

  • @ranjitsahu768
    @ranjitsahu768 День назад

    Ka hain ki ase chhu mana ki sa neba pain ki..................❤

  • @prasantakumartripathy7417
    @prasantakumartripathy7417 16 часов назад

    Sir ACF PARALAKHEMUNDI SOUMYARANJAN MAHAPATRA MURDER CASE RA re-investigation News karantu.

  • @JaduPradhan-x3b
    @JaduPradhan-x3b 22 часа назад

    The family trusted the fatherly figure, Naveen and fully happy with Crime Branch investigation. Why change of heart now? Why not the family petition to a higher court in writing. It still wants to do party politics to put BJP into trouble.

  • @padmalayaprusty4526
    @padmalayaprusty4526 18 часов назад

    Children are very practical they know father will not come but future is coming

  • @suryadas1087
    @suryadas1087 День назад

    Madi Chala ,Satya Babu

  • @BanditaPatra-m9v
    @BanditaPatra-m9v День назад

    ଓଡ଼ିଶାରେ bjd କିଛି ନେତା BJP ର କିଛି ନେତା ମିଶିକି ସବୁ କରିଛନ୍ତି

  • @pradeepkumaragrawal2430
    @pradeepkumaragrawal2430 9 часов назад

    Sir sata kahibakugale Deepali ku MLA habarathila tenu tanka paribar chup rahigale .MLA ta heigale kintu bapankar hatyakari ku janiparile nahin . Sabu mayare baya heigala .

  • @agoodcitizen-b3o
    @agoodcitizen-b3o 18 часов назад

    Do conspiracy was not known to nebeen?

  • @PRASHANVIPANCHBHAYA
    @PRASHANVIPANCHBHAYA День назад

    Satya bhai , e ghatana ra satyata kana , nyaya hisab re ame pramana kari pariba na, kebala media bhitare simita rahiba

  • @RUDRANARAYANSINGH-cd9yc
    @RUDRANARAYANSINGH-cd9yc 6 часов назад

    Cament this rite

  • @dillipkumarswain5649
    @dillipkumarswain5649 День назад

    MLA ticket pai khusi hoigale

  • @baikunthabehera3971
    @baikunthabehera3971 12 часов назад

    Apanha nka pachhare ame achhu

  • @tariniprasadprusty2396
    @tariniprasadprusty2396 17 часов назад

    Nonsense social media.....how much u godhi media dont failed when told a daughter is responsible for his father murder......very very nonsense attitude.....

  • @alivadas7366
    @alivadas7366 21 час назад

    Chi chi dipali dhanya tu

  • @bimalparija
    @bimalparija День назад

    Mala gala tamara kana jauchi. Jie kundheiba sie nijara. Tamara kain phatuchi, Ta jhiara ta kichhi jauni. Swarth ka sampark rakt ka sampark se jyada mahatwa deta hai.

  • @bagabhaipradhan18
    @bagabhaipradhan18 21 час назад

    Chup rahi natthile, chup karidiajai tthila.

  • @ambarishswain3233
    @ambarishswain3233 День назад +3

    Excellent analysis Sir

  • @satyaranjanrath402
    @satyaranjanrath402 День назад +3

    Very good analysis

  • @manaswinisahoo6357
    @manaswinisahoo6357 День назад +1

    Excellent analysis