ଆଦିବାସୀ ଆଶ୍ରମ ବିଦ୍ୟାଳୟ ଛାତ୍ରୀଙ୍କ ଗୀତ ଭିଡିଓ ଭାଇରାଲ୍ / ଭାରତୀ ମାଝୀ

Поделиться
HTML-код
  • Опубликовано: 10 окт 2024

Комментарии • 825

  • @sahityagara5108
    @sahityagara5108 2 года назад +72

    ଚମତ୍କୃତ କଣ୍ଠସ୍ୱର....ଭଗବାନ କରନ୍ତୁ କଳାର ପ୍ରଦର୍ଶନ ପାଇଁ ମଞ୍ଚ ମିଳୁ ଏ ଭଉଣୀଙ୍କୁ 👌👌💐🥰

  • @BikashDeogam-f8p
    @BikashDeogam-f8p Месяц назад +109

    ମନ ଛୁଆ ଗୀତ ଗାଇଛି ଭାରତୀ ମାଝୀ ଧନ୍ୟବାଦ ❤❤❤❤❤

  • @PayalDurga-r2z
    @PayalDurga-r2z Месяц назад +47

    ଧନ୍ୟବାଦ.ମୋର ଛୋଟ ଭଉଣୀ.ଭଗବାନ ତୁମକୁ.ବହୁତ ସୁନ୍ଦର କଣ୍ଠ ଦେଇଛନ୍ତି.
    ମା ସରସ୍ୱତୀ ଙ୍କ ଆଶ୍ରିବାଦରୁ.ମା ବାପାଙ୍କ ଆଶ୍ରି ବାଦରୁ.ତମେ ଦିନେ ବହୁତ ବଡ଼ ଗାୟିକା ହବ.ଈଶ୍ୱର ତୁମର ମସ୍ତକରେ.ସଦା
    ସର୍ବଦା.ହାତ ରଖି ଥାନ୍ତୁ.ମୁଁ ଈଶ୍ୱର ଙ୍କୁ ତମ ପାଇଁ.ପାର୍ଥନା କଲି.ଜୟେ ଜଗନ୍ନାଥ

  • @UmabharatiMajhi-ry5hd
    @UmabharatiMajhi-ry5hd Год назад +23

    ବହୁତ୍ ବହୁତ୍ ସୁନ୍ଦର୍ ଗୀତ ଗାଉଛ ଭଉଣୀ..... ଭଗବାନ୍ ଆସିର୍ ବାତ୍ କରନ୍ତୁ ତୁମେ ଭାବିଶ୍ୱତରେ ଗୋଟେ ଭଲ ଗାୟିକା ହୁଏ ।

  • @manoharmajhi2594
    @manoharmajhi2594 Месяц назад +52

    ବହୁତ ସୁନ୍ଦର କଣ୍ଠ. ଭଗବାନ ଆଶୀର୍ବାଦ କରନ୍ତୁ

  • @daktarmunda6112
    @daktarmunda6112 Месяц назад +213

    ଝିଅ ଲୋ ତୋର ଭବିଷ୍ୟତ ଉଜ୍ଜ୍ୱଳମୟ ହେଉ।ମା ଶାରଦା ତୋ କଣ୍ଠରେ ବିରାଜମାନ କରିଛନ୍ତି।ତୁ ଟିକିଏ ଚେଷ୍ଟା କଲେ ଜଣେ ସୁନାମଧନ୍ୟ ସଙ୍ଗୀତଜ୍ଞ/କଣ୍ଠଶିଳ୍ପୀ ହୋଇ ପାରିବୁ । ଭଗବାନଙ୍କ ନିକଟରେ ମୋର ଅଳି ରହିଲା ସେ ତୋତେ ଘଣ୍ଟ ଘୋଡେ଼ଇ ରଖି ଥାଆନ୍ତୁ, ଦୀର୍ଘ।ୟୁ କରନ୍ତୁ।

  • @jaganathatripathy8203
    @jaganathatripathy8203 Месяц назад +54

    ସୁନ୍ଦର ଭା ବରେ ଗୀତଟି ବୋଲୁଛି ଭାଗବାନ କରନ୍ତୁ ଭଲସିଙ୍ଗର ହୋଇ ବାହାରୁ ଶୁଭେଚ୍ଛା 🎉🎉🎉🎉

  • @philipsabar2
    @philipsabar2 Год назад +22

    ମାନି ଗଲି ଭଉଣୀ ତମ ସ୍ୱର ବହୁତ୍ ସୁନ୍ଦର ଗୀତ ଟିଏ

  • @ajayamohanty533
    @ajayamohanty533 Месяц назад +36

    ସୁନ୍ଦର, ଅତି ସୁନ୍ଦର l ଭଗବାନ ଏ ଝିଅକୁ ବହୁତ ଉପରକୁ ନିଅନ୍ତୁ l ଏ ଗୀତର ରଚୟିତାଙ୍କୁ ପ୍ରଣାମ l

  • @balkrishnabissoyi6978
    @balkrishnabissoyi6978 Месяц назад +36

    ବହୁତ ସୁନ୍ଦର କଣ୍ଠସ୍ୱର, ଆଗକୁ ଗାଇବା ଜାରି ରଖ ନିଶ୍ଚୟ ସଫଳ ହେବ

  • @gangarampradhan1707
    @gangarampradhan1707 Месяц назад +21

    ଧନ୍ୟବାଦ ଝିଅ ଭଲ ଗାଉଛୁ। ଭଗବାନ ତୋର ମଙ୍ଗଳ କରନ୍ତୁ।

  • @sissis8654
    @sissis8654 Месяц назад +31

    ବହୁତ ସୁନ୍ଦର ଗତଟି, ଶମସ୍ଥ ଙ୍କ ପାଖରେ ପହଞ୍ଚି ପାରିଛି ଓ, ଅତିସୁନ୍ଦର

  • @iswarmahanta9662
    @iswarmahanta9662 Месяц назад +26

    ଖୁବ ସୁନ୍ଦର କଣ୍ଠଶ୍ୱର ପାଇଛ ଝିଅ ଆଗାମୀ ସମୟରେ ଜଣେ ଭଲ ଗାୟିକା ହୋଇପାରିବ

  • @Justview766
    @Justview766 Месяц назад +20

    All the best sister 👍🏻
    ୨୦୨୪ ରେ କିଏ କିଏ ସବୁ ଏହି ଗୀତକୁ ଶୁଣୁଛନ୍ତି Like 👍🏻 କରନ୍ତୁ ।

  • @gobindachandramohanty8439
    @gobindachandramohanty8439 Месяц назад +19

    ବହୁତ ବହୁତ ଧନ୍ୟବାଦ ସହିତ ଜଗନ୍ନାଥ ପାଖରେ ପ୍ରାର୍ଥନା କରୁଛି ଭବିଷ୍ୟତ ଉଜ୍ଜ୍ୱଳ ହେଉ ।

  • @kumarmanimalaj9526
    @kumarmanimalaj9526 2 года назад +23

    ବହୁତ ବଢିଆ ଗାଇଲୁ ବେଟା...👌👌👌👌👌👌👌👌ବହୁତ ବହୁତ ସୁନ୍ଦର ସ୍ୱର 👌👌👌👌👌

  • @swapnabhattacharya3622
    @swapnabhattacharya3622 Месяц назад +20

    ବହୁତ ସୁନ୍ଦର ଭାବରେ ଗାଇଲ। ଗିତ ଭଲରେରୁହ

  • @Jugbalgond7777
    @Jugbalgond7777 Месяц назад +7

    🌅ବହୁତ ସୁନ୍ଦର ସ୍ବରରେ ଗୀତକୁ ଗାଇଛନ୍ତି ମୋର ସାନ ଭଉଣୀଙ୍କୁ ଭଗବାନଙ୍କର ଆର୍ଶୀବାଦ ରହୁ 🙏 ଜୟ ଜଗନ୍ନାଥ 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🌺🌺🌺🐚🐚🔱🕯️

  • @rembogaming4194
    @rembogaming4194 Месяц назад +8

    ଅତି ସୁନ୍ଦର କଣ୍ଠ ଭାରତ ମା ର ସନ୍ତତି ଭାରତୀ ମାଝୀ ଆଦିବାସୀଙ୍କ ଗର୍ବ ଓ ଗୌରବ ଭଗବାନ ଓ ଆଦିବାସୀ ଙ୍କ ଦେବା ଦେବି ଙ୍କ ଆଶୀର୍ବାଦ ତୁମ ଉପରେ ଥାଉ ବୋଲି ଭଗବାନ ଙ୍କ ପାଖରେ ମୋର ଅରଦଳୀ 🙏🙏🙏

  • @hemantabiswal2493
    @hemantabiswal2493 Месяц назад +23

    ବହୁତ ସୁନ୍ଦର କଣ୍ଠ ସ୍ୱର ଭଉଣୀ ମାଁ ସରସ୍ଵତୀ ଙ୍କ କୃପା ଆଗକୁ ବଡିଚାଲ

  • @srikantagharai8325
    @srikantagharai8325 2 года назад +15

    ସୁଲଳିତ କଣ୍ଠ ଅତି ମଧୁର ଗାୟନ😊🍫🍫

  • @purandarkisan6289
    @purandarkisan6289 Год назад +8

    Bhari badhia Bharati majhinka galare sabudine Maa saraswati basithau Jay Maa saraswati very good voice Bharati saraswti always blessing to you .

  • @lijapulei9778
    @lijapulei9778 Месяц назад +3

    Osam ❤❤❤❤🙏🙏🙏👍👍👍👍👍❤️🥰🥰 ହୃଦୟ କୁ ଛୁଇଁ ଗଲା 🎉🎉🎉🎉

  • @jatidipa2238
    @jatidipa2238 Год назад +10

    ବହୁତ ସୁନ୍ଦର କଣ୍ଠ

  • @bipinbiharikhamari1925
    @bipinbiharikhamari1925 Месяц назад +7

    ବହୁତ ସୁନ୍ଦର ଭାରତ ଦେଶ ମାତୃକାର ବନ୍ଦନା 👌👌👌👌👌

  • @rabindranathjena6052
    @rabindranathjena6052 Месяц назад +16

    ଭଗବାନ ତୋତେ ଆଶୀର୍ବାଦ କରାନ୍ତୁ l ଏଇଥିରେ ଚେଷ୍ଟା କର ମାଆ l

  • @ratanmajhi4759
    @ratanmajhi4759 Месяц назад +4

    ବାଳିକା ଗୀତ ଟିକୁ ସୁନ୍ଦର ଭାବେ ପରିବେଷଣ କରି ଥିବାରୁ ଧନ୍ୟବାଦ୍ ଶ୍ରୀ ରତନ ମାଝୀ ଉପ ସଭାପତି ଜିଲ୍ଲା ଜନ ଜାତି ସୁରକ୍ଷା ମଞ୍ଚ ନବରଙ୍ଗପୁର ତଥା ରାଜ୍ୟସ୍ତରୀୟ ଜନ ଜାତି ପ୍ରତିଭା ସମ୍ମାନୀତ।

  • @rajivtandi6009
    @rajivtandi6009 Месяц назад +6

    ବହୁତ୍ ବଢିଆ କଣ୍ଠ . ଭବିଷ୍ୟତ ତୋର ଉଜ୍ଜ୍ୱଳ ମୟ ହେଉ ଝିଅ

  • @kidskatunachanala7181
    @kidskatunachanala7181 Месяц назад +13

    ଅଶେଷ ଅଶେଷ ଧନ୍ୟବାଦ୍ | ଆଗାମୀ ଭବିଷ୍ୟତ ଉଜ୍ଜଳମୟ ହେଉ , ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛି ।

  • @benudharanti5195
    @benudharanti5195 Месяц назад +3

    ଜୟ ଆଦିବାସୀ ଜୟ ଭୀମ.. 🇮🇳

  • @chatrusantanuboss491
    @chatrusantanuboss491 2 года назад +5

    ଅତି ସୁନ୍ଦର ।

  • @sushantahembramofficial
    @sushantahembramofficial Месяц назад +10

    ଅତି ସୁନ୍ଦର

  • @DambarudharBag-mp6hu
    @DambarudharBag-mp6hu Месяц назад +6

    ଭଗବାନ୍ କରନ୍ତୁ ଆପଣ ଆମ ଓଡ଼ିଶା ରାଜ୍ୟ ରେ ଭକ୍ତି ସଙ୍ଗୀତ ପରିବେଷଣ କରି ସମସ୍ତଙ୍କ ମନ ଧ୍ୟାନ କୁ ଭଗବାନ୍ ଙ୍କ ଶ୍ରୀଚରଣ ରେ ଲୀନ କରିବାରେ ସହଯୋଗୀ ହୁଅ 🙏 God bless you sister❤ ନିଜ ସୁଲଳିତ କଣ୍ଠ ସ୍ୱର କୁ ଭକ୍ତି ସଙ୍ଗୀତ ରେ ଉପଯୋଗ କରନ୍ତୁ ଏତିକି ବିନତି ମୋର🙏

  • @literature_lover70
    @literature_lover70 Год назад +5

    ହୃଦୟକୁ ଛୁଇଁଗଲା 👌

  • @jasodamajhi6914
    @jasodamajhi6914 Месяц назад +8

    ଖୁବ ସୁନ୍ଦର ସ୍ୱର ଭଉଣୀ ଆହୁରି ଆଗେଇ ଯାଅ...

  • @Ratnakarzayn-te7dy
    @Ratnakarzayn-te7dy Месяц назад +2

    Adivasi Power ❤🇮🇳✊

  • @dhemaraita5807
    @dhemaraita5807 Месяц назад +2

    ଅତି ଉତ୍ତମ, ଭଗଵାନ ମଗଂଳ କରନ୍ତୁ 💐

  • @dsa1talents20
    @dsa1talents20 2 года назад +7

    Melodious voice.. Great👏👏👏👏

  • @salilsahu7967
    @salilsahu7967 Год назад +4

    Excellent sweet voice. The voice of this sister is better than any Odia singer. Wish all success sister, carry on and blessing of God will be upon you for ever. Your song touches heart,

  • @RohitaJamdalia-gz7jz
    @RohitaJamdalia-gz7jz 13 дней назад +1

    Bahut Badhia ❤gaucha

  • @KasturikumbharSovitkumar
    @KasturikumbharSovitkumar 10 месяцев назад +7

    ବହୁତ ସୁନ୍ଦର କଣ୍ଠ ଭଉଣୀ

  • @AratiMajhi-w9n
    @AratiMajhi-w9n Месяц назад +4

    ବହୁତ ସୁନ୍ଦର ଗୀତ ଭଉଣୀ

  • @anadipradhan7181
    @anadipradhan7181 Месяц назад +1

    ଅତି ସୁନ୍ଦର । ବହୁତ ବହୁତ ଧନ୍ୟବାଦ୍। ବହୁତ ଆଗକୁ ଯାଅ ଭାରତୀ ମାଝୀ।

  • @haribandhubhoi1212
    @haribandhubhoi1212 Месяц назад

    ହୃଦୟକୁ ଛୁଇଁ ଗଲା ଭଉଣୀ ବଉତ୍ ସୁନ୍ଦର ଗୀତ । ଜୟ ଶ୍ରୀ ରାମ

  • @budhuram692
    @budhuram692 Месяц назад +1

    ସୁମଧୁର ସନ୍ଗିତ ଆମ ଆଦିବାସୀ ଝିଅ ଆମ ଜିଲ୍ଲା ପାଇଁ ଏଵ଼ଂଆମ ଦେଶ ପାଇଁ ଗୈାରବ । ଧନ୍ୟବାଦ ଭଉଣୀ ।

  • @nikitasa251
    @nikitasa251 Месяц назад

    ଭାରତି ଭଉଣୀ ବହୁତ ସୁନ୍ଦର ଗୀତ ଗାଉଛି ଧନ୍ୟବାଦ

  • @panchananpradhan2199
    @panchananpradhan2199 Месяц назад +1

    କୋକିଳ କଣ୍ଠି ଗୀତ ଶୁଣି ମନ ମୁଗ୍ଧ ହୋଇଯାଉଛି, 👍🏻👍🏻👍🏻👍🏻👍🏻👍🏻👍🏻👍🏻❤️❤️❤️❤️❤️❤️🇮🇳👍🏻👍🏻👍🏻👍🏻

  • @mainamarandi4740
    @mainamarandi4740 Месяц назад +3

    ଏଇ ଗୀତ ଗାଇ ତୁମେ first prize ବି ଆଣିଥିଲ, ଆଉ ତୁମ ସହିତ ମୋର ଭେଟ ହୋଇଥିଲା EMRS Keonjhar re, ବହୁତ ସୁନ୍ଦର ଗାଇଲ ଭଉଣୀ, ଗୀତ ଟି ହୃଦୟ କୁ ଛୁଇଁଲା,❤❤❤❤❤

  • @KartikJena-we5oj
    @KartikJena-we5oj Месяц назад +1

    Very 👍 good ଅତୀ ସୁନ୍ଦର କଣ୍ଠ ଧନ୍ୟବାଦ୍

  • @BijaykumarMurmu-f2d
    @BijaykumarMurmu-f2d Месяц назад

    ବହୁତ ସୁନ୍ଦର ଗୀତ ଗାଇଲ ଭଉଣୀ ବହୁତ ବଢିଆ ଲାଗିଲା ଧନ୍ୟବାଦ୍😮😮😮😮❤❤

  • @anantadharua56
    @anantadharua56 Месяц назад +1

    ବହୁତ ସୁନ୍ଦର ମଧୁର କଣ୍ଠ

  • @ChandanSingh-kx6kj
    @ChandanSingh-kx6kj Месяц назад +1

    ଝିଅ ବହୁତ ସୁନ୍ଦର ଗୀତ

  • @NareshMajhi-qv1od
    @NareshMajhi-qv1od Месяц назад +1

    Bahut ସୁନ୍ଦର୍ ଗୀତ

  • @jibankumarsunamudi6310
    @jibankumarsunamudi6310 Год назад +2

    Wondarfull Song & Sweet Voic 🙏🙏🙏🙏👌👌👌👏👏👏👏🌈🌈🌈🌈

  • @SunilBadanayak-z5f
    @SunilBadanayak-z5f Месяц назад

    ବହୁତ୍ ବହୁତ୍ ଧନ୍ୟବାଦ୍ ଭଉଣୀ ସବୁବେଳେ ସେମିତି ଗୀତ ଗାଇତା 🙏🙏🙏🥰🥰🥰👍👍👍

  • @dushasandigal5561
    @dushasandigal5561 Месяц назад

    ବହୁତ ସୁନ୍ଦର ଗୀତ ଭଉଣୀ Good bless you

  • @Lipsitarathore89
    @Lipsitarathore89 Месяц назад +1

    Ma saraswati bless you to Good and bright future. Alot of thanks to you

  • @Pradip5550
    @Pradip5550 Месяц назад

    ଆପଣଙ୍କର ବହୁତ୍ ସୁନ୍ଦର୍ ଗୀତ କଣ୍ଠ ଭଉଣୀ

  • @JakaMunda-uc7yk
    @JakaMunda-uc7yk Месяц назад +1

    ମନା ଛୁଆଁ ଗୀତ ଗାଇଛି ଭାରତୀ ମାଜି ଧନ୍ୟବାଦ୍ ଜଣାଉଛୁ

  • @PrakasRait
    @PrakasRait Месяц назад +1

    ବହୁତ ସୁନ୍ଦର ଗୀତ

  • @TunaDanak
    @TunaDanak Месяц назад +1

    Good song❤❤❤❤❤❤ god bless you bharati majhi

  • @uditkumarmajhi4754
    @uditkumarmajhi4754 Месяц назад +3

    Very beautiful voice i like this song very much ❤🎉

  • @nirupamavlogsandfood
    @nirupamavlogsandfood Месяц назад +2

    ବହୁତ୍ ସୁନ୍ଦର ❤❤❤ ଭଗବାନ ମଙ୍ଗଳ କରନ୍ତୁ

  • @Sitalhansdaofficialchanel2024
    @Sitalhansdaofficialchanel2024 Месяц назад

    Wow bht sundar lagila ai Gita mara bht pasand bht gaauthili

  • @ashokpadhan4139
    @ashokpadhan4139 2 месяца назад +7

    Excellent singing tone.Jai Shree Ram.

  • @AntaryamiMohanty-pu9sb
    @AntaryamiMohanty-pu9sb Месяц назад +2

    Heart touching voice,Mama God bless you mama,Banara Malli fula,Pujare lagiba darkar,

  • @LaduramGagarai-xj3nc
    @LaduramGagarai-xj3nc Месяц назад +2

    ବହୁତ ସୁନ୍ଦର ଗୀତ ❤❤❤

  • @GhasiramHoli
    @GhasiramHoli Месяц назад +2

    Interesting song❤❤❤nice

  • @majhiyatudu794
    @majhiyatudu794 Месяц назад

    ଏ ମନଛୁଆଁ କଣ୍ଠସ୍ୱର ପାଇଁ ଅଶେଷ ଧନ୍ଯବାଦ ।

  • @dineshmajhi6277
    @dineshmajhi6277 Месяц назад

    ❤❤ ଭାରତୀ ତୁମେ ବହୁତ ସୁନ୍ଦର ଗୀତ ଗାଉଛ ଆହୁରି କେମିତି ସୁନ୍ଦର ଗାଇ ପାରିବ ସେ ପ୍ରତି ଧ୍ଯାନ ଦିଅ ❤❤❤

  • @Kp-zc3jh
    @Kp-zc3jh Месяц назад +5

    ଭଗବାନଙ୍କ ଆଶିବାଦ ହେଉ ଯେପରି ଆଗକୁ ଯିବା ପାଇ

  • @sarojkumarmahanta8084
    @sarojkumarmahanta8084 Месяц назад +1

    ଅତି ସୁନ୍ଦର କଣ୍ଠସ୍ୱର

  • @JubinkumarBhoi
    @JubinkumarBhoi Месяц назад +2

    ବହୁତ ସୁନ୍ଦର ଗାଉଛ ଭଉଣୀ

  • @ArjunPujari-v5l
    @ArjunPujari-v5l Месяц назад

    ସୁପର ହିଟ୍ ଭଉଣୀ ଧନ୍ୟବାଦ୍

  • @purandarkisan6289
    @purandarkisan6289 Год назад +1

    Very nice voice give you Maa saraswati I Sri purandar majhi sbpur pray to beenapani always stay with you Jay Maa saraswati 👍 👌.

  • @Premanidhibhoi
    @Premanidhibhoi Месяц назад +1

    Bahut Sundar desa bhakti Gita. Very very 👍

  • @dilipDilipkanhar
    @dilipDilipkanhar Месяц назад +2

    ଭଗବାନ ତୁମର ମଙ୍ଗଳ କରନ୍ତୁ ଝିଅ... ତୁମରି କଣ୍ଠରେ ସଦାସର୍ବଦା ସାରସ୍ୱତୀ ବସି ରହିଥାଉ.... 👍👍👍👍

  • @LalitMajhi-pv6bv
    @LalitMajhi-pv6bv Месяц назад +1

    Bahut bhala Gita tia hoechi bhauni bhagaban tumara mangala karantu

  • @AmulyaOfficial
    @AmulyaOfficial 2 года назад +2

    ବହୁତ ବହୁତ ସୁନ୍ଦର 👍

  • @anandachandrapati9815
    @anandachandrapati9815 Месяц назад +1

    Bharati Majhi Best of Luck, acpati,

  • @jagathmali4548
    @jagathmali4548 Год назад +2

    ଭଲ ଅଛି ବେଟା

  • @sunilbhoi-vo4no
    @sunilbhoi-vo4no Месяц назад +1

    ❤❤❤ ,,,,, ଵୁହୁତ ଭଲ ଲାଗୁଛି
    ବହୁତ ସୁନ୍ଦର କଣ୍ଠ ❤❤

  • @balaramg4557
    @balaramg4557 Месяц назад +2

    so beautiful music song ❤❤❤🎶🎶🎶🎶🎵 sister

  • @kishorisahu3061
    @kishorisahu3061 Час назад

    Wow super duper nice very beautiful voice song is great

  • @kailashharijan6771
    @kailashharijan6771 Месяц назад +1

    ଅତି ସୁନ୍ଦର ଭାବରେ ସଂଗୀତ❤❤❤

  • @mangalsinghchatar6869
    @mangalsinghchatar6869 Месяц назад +3

    Very very nice voice ST sister ❤agaku semiti jari rakha

  • @BloggerKaparaMurmu
    @BloggerKaparaMurmu Месяц назад +2

    ସୂର ବହୁତ ଭଲ ଲାଗୁଛି ଭାରତୀ ମାଝୀ

  • @majhibhai8346
    @majhibhai8346 Месяц назад +2

    God bless you Sister.... happy raksha Bandhan 🎉🖐️

  • @SibaprasadMohapatra-so9wc
    @SibaprasadMohapatra-so9wc Месяц назад +1

    You will sure be a ginious singer if you ractise thank you somuch

  • @JamunamaniSingh-y5h
    @JamunamaniSingh-y5h Месяц назад

    Very well song heart touching bless you God johar....

  • @khetramajhilifestyle491
    @khetramajhilifestyle491 Месяц назад +2

    ବହୁତ୍ ସୁନ୍ଦର ସ୍ୱର👌🤞❤️

  • @BharatBhua
    @BharatBhua Месяц назад +1

    ଅତି ସୁନ୍ଦର କଣ୍ଠ 👌

  • @gunanidhisethia3883
    @gunanidhisethia3883 Месяц назад

    So beautiful song thanks sister

  • @Jayakrushan_kishan568
    @Jayakrushan_kishan568 Месяц назад

    ଧନ୍ୟବାଦ ବହୁତ ସୁନ୍ଦର କଣ୍ଠ

  • @basantiguduexpress7086
    @basantiguduexpress7086 Год назад +5

    ଆମ କେନ୍ଦୁଝର ର ଗର୍ବ ❤️

  • @sujanabehera6874
    @sujanabehera6874 Месяц назад +1

    ଅତି ସୁନ୍ଦର ଭାବରେ ଗୀତ ଟି ଗାଇଛ❤❤❤❤❤❤

  • @Chiranjibi-by4tx
    @Chiranjibi-by4tx Месяц назад +1

    ସଂଗୀତରେ ନିହାତି ଆଉ ଟିକେ ଟ୍ରେନିଂ ନେଇ ଆଗକୁ ଯିବାକୁ ଚେଷ୍ଟା କର.. ବହୁତ ସୁନ୍ଦର କଣ୍ଠ ସ୍ବର

  • @prahladjhankar3441
    @prahladjhankar3441 Месяц назад

    Very good Bharati sister god bless you go ahead thank you.

  • @Adibasilifestyle2022
    @Adibasilifestyle2022 Месяц назад

    Wow very beautiful and sweetnes heart touching song thank you sister

  • @panditnayak293
    @panditnayak293 Месяц назад

    ଧନ୍ୟବାଦ୍ ଝୀଅ , ଖୁବ୍ ଆଦର ସହକାରେ ଶୁଭ କାମନା କରୁଛି