ଜୟ ଜଗନ୍ନାଥ, ପ୍ରଣାମ ସାର୍ 🙏
ଚମତ୍କାର ଉପସ୍ଥାପନା, ଜୟ ଜଗନ୍ନାଥ🙏
ଜୟ ଜଗନ୍ନାଥ ସ୍ଵାମୀ ଏକଦମ୍ ସତ କଥା କହିଲେ ଆଜ୍ଞା ଏହା ମୋ ଚିନ୍ତାଧାରା ବହୁତ୍ ଆଗରୁ ଅଛି ଆପଣ କିନ୍ତୁ ପରି ପ୍ରକାଶ କରିଦେଲେ ଅଶେଷ ଧନ୍ୟବାଦ୍ ଜଣାଉଛି
Jai Jagganath Namaste Bahut bhala lagila
କିଛି ଦିନ ହେବ ଆପଣଙ୍କ video follow କରୁଛି ,ବହୁତ ଆନନ୍ଦ ପାଉଛି l ଜଗନ୍ନାଥ ଙ୍କ କଥା ଶୁଣି ଆଖିରେ ଲୁହ ଆସି ଯାଉଚି l ଧନ୍ୟ ଆପଣଙ୍କ ଜୀବନ l ଜଗନ୍ନାଥ ଙ୍କ ଜୀବନ୍ତ କଥା ଏହିପରି ଶୁଣାଇ ପାପି ମାନଙ୍କୁ ମୁକ୍ତି ର ବାଟ ଦେଖୁଥାନ୍ତୁ 🙏🙏
ଜୟ ଜଗନ୍ନାଥ ପ୍ରଭୁ ନୁଁମ୍ବର ଳେଖିଲି କାଳିଆ ଠାକୁର ଯେବେ ଡାକିବେ ଆପଣଙ୍କୁ ଭେଟ କରିବା ପାଇଁ ଯିବି ଜି ଗୁରଦେବ, ଯାଇ JAGNNATH🙏🙏
ବହୁତ ଭଲ ଲାଗିଲା ଆପଣଙ୍କର କଥା . ଆମକୁ ଆହୁରି ଜଗନ୍ନାଥ ଙ୍କର କଥା କୁହନ୍ତୁ . ଭଗବାନ ଆପଣକୁ ଭଲ ରେ ରଖିଥାନ୍ତୁ
🙏🪷🙏 JaiSriJagarnath
ସାର ଆପଣ ସୁନ୍ଦର ଭାବରେ ଠାକୁରଙ୍କ ଅଣସର କଥା ବୁଝାଇ କହିଥିଲେ । ଧନ୍ୟବାଦ
ବହୁତ ସୁନ୍ଦର ବର୍ଣନା .....ଜଗନ୍ନାଥଙ୍କ ମହିମା ଅପରମ୍ ପାର 🙏
Jay shree jagannath swami
ବହୁତ ଭଲ ଲାଗିଲା ସାର। ସମ୍ପୂର୍ଣ୍ଣ ସୂଚନା ଦେଲେ ପ୍ରଭୁଙ୍କ ଅଣସର ବିଷୟରେ। ଏହିପରି କହି ଚାଲନ୍ତୁ ପ୍ରଭୁଙ୍କ ମାନବୀୟ ଲୀଳା , ଅପଣ ତ ଅନୁଭବ କରିଛନ୍ତି ଓ ଏକ ଲେଖାରେ ପ୍ରକାଶ କରିଛନ୍ତି ପ୍ରଭୁଙ୍କ ସହ ସାକ୍ଷାତ ହେବା। ଜୟ ଜଗନ୍ନାଥ
🌹🌹🌹ଜୟ୍ ଶ୍ରୀ ଶ୍ରୀ ଶ୍ରୀ ଜଗନ୍ନାଥ ସ୍ୱାମୀ👏👏👏👏👏👏
Very good voment God bless you
Jay Jagannath 🙏🙏🙏🙏🙏
Jày jagannath
ଜୟ ଶ୍ରୀ ଜଗନ୍ନାଥ 🌹🙏।
ବହୁତ କିଛି ଜ୍ଞାତ ହେବାର ସୁଯୋଗ ମିଳିଲା. ଧନ୍ୟବାଦ
Mahapravu Jaganath belongs to u
ନମସ୍କାର । ଜୟ ଜଗନ୍ନାଥ !
ଜୟ ଜଗନ୍ନାଥ ମହାପ୍ରଭୁ 🙏🙏🙏ଜୟ ଗୁରୁଜୀ 🙏🙏🙏ଆପଣଙ୍କ କଥାବସ୍ତୁ ଗୁଡିକ ବହୁତ ଶିଖନୀୟ ଆପଣଙ୍କ କଥାଵସ୍ତୁ ଗୁଡିକ ଶୁଣିବାକୁ ମୁଁ ଚାହିଁବସିଥାଏ କେବେ ଆପଣଙ୍କ ଭିଡିଓ କେତେବେଳେ ଆସିବ.
ଜୟ ଜଗନ୍ନାଥ🙏🙏🙏😊
ବହୁତ🎉 ସୁନ୍ଦର
ଗୁପ୍ତ ନୀତି ବୁଝାଇ ଥିବାରୁ ଆପଣଂକୁ ଧନ୍ୟବାଦ 'ଜୟ ଜଗନ୍ନାଥ 🙏🏻
Yaaa
Sir, apananka padatale koti koti pranam. Apananka katha suni kebala anan̈da hni ananda. Ame kete katha januchhu. Asesa dhanÿabad.
Bibhu sir tramanidus comparison about human being play with Lord SREE JAGANNATH🙏REALLY EXCELLENT EXPLANATION & THANK YOU VERY MUCH BIBHU SIR🙏
ଜୟ ଜଗନ୍ନାଥ। ସମ୍ମାନନୀୟ ମହାଶୟ ! ଜଗନ୍ନାଥଙ୍କ ମାନବୀୟ ଲୀଳା ଅଣସର ନୀତି କୁ ସାମାଜିକ, ମାନସତାତ୍ୱିକ ତଥା ବୈଜ୍ଞାନିକ ଦୃଷ୍ଟିକୋଣରୁ ଯାହାସବୁ କହିଲେ ଭଲ ଲାଗିଲା। କିନ୍ତୁ ଗୋଟିଏ କଥା ବୁଝି ହେଲାନି ଏହା ଯେ ଜଗନ୍ନାଥ କେବଳ ମନ୍ଦିର ବାହାରକୁ ଆସନ୍ତି ବର୍ଷକୁ ଥରେ। ଆମେ ଜାଣିବାରେ ଫଗୁ ଦଶମୀ ପରଦିନ ଠାରୁ ରାଧା କୃଷ୍ଣ ବିମାନରେ ବସି ଗ୍ରାମରେ ବୁଲି ଭୋଗ ଖାଆନ୍ତି ଓ ମେଳଣ କୁ ଯାଆନ୍ତି। ଏହା ବି ବର୍ଷକୁ ଥରେ। ପ୍ରଣାମ।
ଜୟ ଜୟ ଶ୍ରୀ ଜଗନ୍ନାଥ 🌿🙏🏽🛐ଧନ୍ୟବାଦ ❤️❤️🫁🫁🫁
GOD BLESS YOU BIBHU SIR BE HAPPY & HEALTHY LIFE FOREVER SIR🙏
Joy sri Jagannath.
Video ଟି ବହୁତ୍ ଭଲ ଲାଗିଲା ।🙏ଜୟ ଜଗନ୍ନାଥ 🙏
Apananka madhyamare mu pravu jagannath nku koti koti pranam janauchi
ଜୟ ଜଗନ୍ନାଥ ବହୁତ ସୁନ୍ଦର ଲାଗିଲା
Atyant hrudaysparsi katthamrut🙏Aapnku anant koti bar krutngyanta janauchhi aemiti janmjanmantar Mahaprabhunk lila sraban karibaar saubhaagya milutthau🙏
❤❤❤❤❤
ଆଜ୍ଞା ନମସ୍କାର,ଆପଣଙ୍କମତାମତଜଗନ୍ନାଥଙ୍କବିଷୟରେଯାହାକହିଲେମୁଁସେଥିରେଏକମତ,ଧନ୍ୟବାଦ୍,ନମସ୍କାର ଆଜ୍ଞା।
24:51 24:51 Thanks Bibudharanjanbabu for your I important presentation . Iam very pleased. Jay Jagannath.
Baba pranam joyjagarnath anasara bisyare Jani bahutabhalalagilajaninathili
Jai jagnatha sir 🙏
Jay Jagannath Swami, dhanya dhanya tooma Lila Prabhu 🙏🙏🙏
Jay jagannath 🙏🏼🙏🏼🙏🏻🙏🏻thanks sir
Bahut bhala lagila sir namaskar
Jay jagannath Swami pranam pravu
ବହୁତ୍ ଭଲ ଲାଗିଲା ଆପଣ ଆହୁରି ଜଗନ୍ନାଥ ଙ୍କ ବିଷୟ ରେ କହି ଚାଲନ୍ତୁ
ଜୟ ଜଗନ୍ନାଥ ❤ଜୟ ଜଗନ୍ନାଥ 🙏🙏🙏🙏🙏
Jai Jagannath 🙏🙏🙏
Ati sundar upasthapana kale bahut bahut dhanyavaad jay jay sri jagannath🙏🙏👏
ବହୁତ ସୁନ୍ଦର ବୁଝେଇ ଦେଲେ। ଆପଣଙ୍କୁ ବହୁତ ଆଶୀର୍ବାଦ।
JAY JAGANNATH 🙏🏻 🙏🏻 🙏🏻 🙏🏻 🙏🏻
Jaya Jaganath, Jaya Jaganath, Jaya Jaganath.
Jaijaganatha jaijaganatha jaimahaprabhu
Jay jagannath 🙏 bahut bahut dhanyabad agyan 😌 apana nka pain ame ajikalira generation nka pain jagannath nku janibara jou prayas satare bahut vagyaban mu, prakrutare mu yemiti Jana nku khojuthili jiye manisa aau jagannath nka majhire thiba se andha biswas ra parada ku hatei amaku Kalia sangare misei dabaku sahajya karibe, bahut bahut dhanyabad 🙏🙏🥰
Sir bahut bholo lagila apn nka katha ,bahut moja lagila 😃Jay Jagannath ( chhalia )pravu ❤🙏🥰
Sana Bhai tuma katha bahuta bhala lagila.
ଜର ହୁଏ, ତମକୁ ବାସ ଭାବ ଆଣିବାର ଅଛି, ଯେ ମୋ ପ୍ରଭୁ ଙ୍କୁ ଜର ହେଇଛି, ତମ ଘର ଲୋକ ଙ୍କ ଦେହ ଖରାପ ହେଲେ ତମେ ବେସ୍ତ ହେଇ ଯାଉଛ, ଏ ସମୟରେ ପ୍ରଭୁ ଦେଖନ୍ତି ଯେ ତମେ ତାଙ୍କୁ କେତେ ନିଜର ଭାବୁଛ, ସେ ଭକ୍ତ ପାଇଁ ସବୁ କରି ପାରିବେ, ମୁ ବହୁତ ଲୋକ ଙ୍କୁ ଦେକିଛି ସେ ପ୍ରଭୁ ଙ୍କୁ ତାଙ୍କ ପୁଅ ବୋଲି ଭାବନ୍ତି, କେହି କେହି ତାଙ୍କୁ ଘରର ମୁରବି, kehi ତାଙ୍କୁ ବାପା, କେହି ବଡ ଭାଇ ବୋଲି ଭାବନ୍ତି, ପ୍ରଭୁ ତାଙ୍କ ପାଇଁ ତାଙ୍କ ଭାବ ଅନୁସାରେ ଭାଇ, ବାପା, ମା ସବୁ ବନି ଯାଆନ୍ତି,ସାଲ ବେଗ କହି ଛନ୍ତି ଭକତ ତୋ ମାତା ପିତା, ଭକତ ତୋ ବନ୍ଧୁ, ଭକତ ହିତରେ ତୋର ନାମ କୃପା ସିନ୍ଧୁ, ମୋର କହିବାର ଉଦେଶ୍ୟ, ପ୍ରଭୁ ଙ୍କୁ ତମେ jaha ଭାବ ରେ ଡ଼ାକିବ ସେ ତମ ପାଇଁ ସେମିତି ଵନିଯିବେ, ଆଉ ଅଣସର ସମୟରେ ମନ୍ତ୍ର ରେ ନୁହଁ ହୃଦରୁ ପୂଜା କରାଯାଏ, ଏ ସମରେ ଯଦି କାହା ମନରେ ଆସୁଛି ଯେ ମୋ ପ୍ରଭୁ ଙ୍କୁ ଜର ହେଇଛି, ତାଙ୍କୁ ସେବା ଦରକାର, ତାଙ୍କ ପାଦ, ହାତ ଚିପି ଦେବା, ମୁଣ୍ଡ ଘଷି ଦେବା, ପଭୁ ତମ ସେବା ଗ୍ରହଣ କରିବେ, ସେ ଭକତ ଭାବ ରେ ବନ୍ଧା, ବାସ ସମକୁ ଭାବ ଆଣିବାର ଅଛି
Very beautiful and heart touching explain sir Jay jaganath swami saranam 🙏🙏🙏🙏🙏🙏🙏❤❤
Angya pranam bahut sunder upastapana Jay jagarnath kaliasamanta
Good news for your sosity
Sir namaskar Apana bahut badhiya bujheile
Jaya jagannath swami🙏🙏🙏🙏🙏🙏🙏🙏🙏
Unique, an amazing analysis of Lord Jagannath on Anasara. Thank🌹 you very much sir.
Behind this person is the mind of a criminal, go through this criminal's other videos.
Thank you sir
🐚🕉ଜୟ ଶ୍ରୀ ଜଗନ୍ନାଥ⭕ ⭕🔔🐚☀🌴🥥🌿🥥🌿🥥🌼🌼🌼🌿🌺🌺🌺🌿🌹🌷🥀🌿🪔🪔🪔🦚🙏
ବେଶ୍ ଉପାଦେୟ
Bahut bhala sir
Jay Jagannath,we are known about Anasara of Lord Jagannath swami.
ଜୟ ଶ୍ରୀ ଜଗନ୍ନାଥ
Jay Jagannath Swami
Jay jagannath mahaprabhu ❤
Pranam sir jay jaganath
Jay jagannath 🙏🙏 nihati sata Katha sir
Valuable information...🙏🙏
Om shanti om shanti om shanti thanks🌹🙏🌹🙏🌹🙏🌹🙏🌹🙏🌹🙏🌹🙏🌹🙏🌹🙏🌹🙏🌹🙏🌹🙏🌹🙏🌹🙏🌹🙏🌹🙏🌹🙏🌹🙏🌹🙏🌹🙏🌹🙏🌹🙏
Pagela.
Thank you sir ate badhi katha kahi tibaru
ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭାବତୁମେ ସାର ମୁଁ ଆଜି ସକାଳୁ ଆପଣଙ୍କ ବିଷୟରେ ଭାବୁଥିଲି କି ମୋର ବି କିଛି ଜଗନ୍ନାଥଙ୍କ ଅନୁଭୁତି କହିବି ବୋଲି ଭାବୁଥିଲି ସକାଳୁ ୟୁଟ୍ୟୁବ ଖୋଲୁ ଖୋଲୁ ଆପଣଙ୍କ ଭିଡିଓ ଆସିଲା ଏ କେମିତିକା ସଂଯୋଗ ମୁଁ ଜାଣି ପାରୁ ନାହିଁ
Jai jagannath 🙏🙏🙏❤❤❤
Jay shree jagannath mahaprabhu 🙏🙏❤❤🙏🙏⭕‼️⭕💢🚩🚩
ଜଗନ୍ନାଥ ମଣିଷ ଙ୍କ ପରି ଖାଦ୍ୟ ଗ୍ରହଣ କରିଥାନ୍ତି।ମାତ୍ର ମଣିଷଙ୍କପରି ମଳତ୍ୟାଗ କରନ୍ତିନି କାହିଁକି?ଉପଚାରରେ ଏବ୍ୟବସ୍ଥା ହୋଇନାହିଁ କାହିଁକି? ଏବିଷୟରେ କୁହନ୍ତୁ।
ଆଜ୍ଞା ! ଏ ସବୁ ମନୁଷ୍ୟକୃତ ନୀତି ନିୟମ ବ୍ୟବସ୍ଥା ବହୁ ପୁରୁଣା କାଳରୁ ଚାଲିଆସିଛି । ସତରେ କଣ ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କୁ ଜ୍ଵର ହୁଏ ? ମୋତେ ବି ଆଶ୍ଚର୍ୟ ଲାଗେ ଏହା ଦେଖି ଓ ଶୁଣି । ଭଗବାନ୍ ତ ସର୍ବଶ୍ରେଷ୍ଠ ସ୍ରଷ୍ଟା । ତାଙ୍କୁ ଦେଖି ହୁଏନା ; ଅନୁଭବ କରିହୁଏ ।
Jai jaghanatha 🙏 and nice video
ଜୟ ଜଗନ୍ନାଥ,ଅନେକ ଅଜଣା କଥା ଜାଣି ହେଉଛି, ଅନ୍ଧ ବିଶ୍ୱାସ ମଧ୍ୟ ଦୂରିଭୂତ ହେବ ବୋଲି ଆଶା, ଆପଣଂକ କାଳୁ ଭଲରେ ଥାଆନ୍ତୁ
Madam Aeita Gote Bhanda, Yaara Katha Kahniki Shunuchhanti? Kahibaaku Gale Ea Gote Parama MG. BJP Ra Dalal.
Jay Kalia Dhana
Jay jagannath
Jay jagannath Jaya pancha sakha
Sir pranamI got my answer. Unbelievable. Jaha kali pacharithili aaji aapana nka madhyam re answer paili
Sir namaskar good information 🙏🙏🙏🙏
Sata Katha kahithibaru aapananku dhanyabad .
Very nice sir .Jay Jagannath
ବହୁତ ହୃଦୟସ୍ପର୍ଶୀ 🙏🏿
Very nice
Apana tanka sahita ete nivida bhabare jadita boli ta ete sundar bhabare bujheiparuchanti sir.apananka pratiti sabda jagannatha preminka hrudayaku sparsha karuthiba nischaya.🙏🏻
ଜୟ ଜଗନ୍ନାଥ। ଅତି ତାତ୍ବିକ ଓ ବାସ୍ତବବାଦୀ ଆଲୋଚନା କରି ଥିବାରୁ ଜଗନ୍ନାଥ ଆପଣଙ୍କୁ ଅଶେଷ କରୁଣା ପ୍ରଦାନ କରନ୍ତୁ।
Bahut sundar upastapana
Very important and necessary topic God bless you 20:00 20:00
ସାର୍ ମୋତେ ଟିକିଏ କୁହନ୍ତୁ, ସତରେ ମହାପ୍ରଭୁଙ୍କୁ ଜର ହେଉଛି, ଆମର ଛୋଟ ଜ୍ଞାନ ଦ୍ଵାରା ମାଂଶ ରକ୍ତ ଶରୀର thile ସିନା ଜର ହୁଏ,
Jay Shree Jagnnath 🌹🙏🏻🌹
ANASAR BISAYA RE BAHUT KATHA JANAI THIBARU APANKU ASESH DHANYABAD JAYA JAGA NNATH
ଆଜି ପର୍ଯ୍ୟନ୍ତ ତୁମ ଠାକୁର... ଗୋଟିଏ ପଦ ଶବ୍ଦ କହିଲେଣି.. ଯାହା ଭକ୍ତ ମାନେ ସ୍ୱ ଚକ୍ଷୁରେ, ସ୍ୱ କର୍ଣ୍ଣ ରେ ଶୁଣି ଲେଣି.... ନିଜେ ନିଜେ ଆମେ ଭାବି ନିଜେ ନିଜକୁ ବୁଝେଇ ଚାଲିଛୁ
Mo gurunka bakhya kete sundar. Jay jagannath, jay mohadev.
Jayjaganath
ଜୟ ଜଗନ୍ନାଥ୍ ମହାପ୍ରଭୁ
ଜୟ ଜଗନ୍ନାଥ, ପ୍ରଣାମ ସାର୍ 🙏
ଚମତ୍କାର ଉପସ୍ଥାପନା, ଜୟ ଜଗନ୍ନାଥ🙏
ଜୟ ଜଗନ୍ନାଥ ସ୍ଵାମୀ ଏକଦମ୍ ସତ କଥା କହିଲେ ଆଜ୍ଞା ଏହା ମୋ ଚିନ୍ତାଧାରା ବହୁତ୍ ଆଗରୁ ଅଛି ଆପଣ କିନ୍ତୁ ପରି ପ୍ରକାଶ କରିଦେଲେ ଅଶେଷ ଧନ୍ୟବାଦ୍ ଜଣାଉଛି
Jai Jagganath
Namaste
Bahut bhala lagila
କିଛି ଦିନ ହେବ ଆପଣଙ୍କ video follow କରୁଛି ,ବହୁତ ଆନନ୍ଦ ପାଉଛି l ଜଗନ୍ନାଥ ଙ୍କ କଥା ଶୁଣି ଆଖିରେ ଲୁହ ଆସି ଯାଉଚି l ଧନ୍ୟ ଆପଣଙ୍କ ଜୀବନ l ଜଗନ୍ନାଥ ଙ୍କ ଜୀବନ୍ତ କଥା ଏହିପରି ଶୁଣାଇ ପାପି ମାନଙ୍କୁ ମୁକ୍ତି ର ବାଟ ଦେଖୁଥାନ୍ତୁ 🙏🙏
ଜୟ ଜଗନ୍ନାଥ ପ୍ରଭୁ ନୁଁମ୍ବର ଳେଖିଲି କାଳିଆ ଠାକୁର ଯେବେ ଡାକିବେ ଆପଣଙ୍କୁ ଭେଟ କରିବା ପାଇଁ ଯିବି ଜି ଗୁରଦେବ, ଯାଇ JAGNNATH🙏🙏
ବହୁତ ଭଲ ଲାଗିଲା ଆପଣଙ୍କର କଥା . ଆମକୁ ଆହୁରି ଜଗନ୍ନାଥ ଙ୍କର କଥା କୁହନ୍ତୁ . ଭଗବାନ ଆପଣକୁ ଭଲ ରେ ରଖିଥାନ୍ତୁ
🙏🪷🙏 JaiSriJagarnath
ସାର ଆପଣ ସୁନ୍ଦର ଭାବରେ ଠାକୁରଙ୍କ ଅଣସର କଥା ବୁଝାଇ କହିଥିଲେ । ଧନ୍ୟବାଦ
ବହୁତ ସୁନ୍ଦର ବର୍ଣନା .....ଜଗନ୍ନାଥଙ୍କ ମହିମା ଅପରମ୍ ପାର 🙏
Jay shree jagannath swami
ବହୁତ ଭଲ ଲାଗିଲା ସାର। ସମ୍ପୂର୍ଣ୍ଣ ସୂଚନା ଦେଲେ ପ୍ରଭୁଙ୍କ ଅଣସର ବିଷୟରେ।
ଏହିପରି କହି ଚାଲନ୍ତୁ ପ୍ରଭୁଙ୍କ ମାନବୀୟ ଲୀଳା , ଅପଣ ତ ଅନୁଭବ କରିଛନ୍ତି ଓ ଏକ ଲେଖାରେ ପ୍ରକାଶ କରିଛନ୍ତି ପ୍ରଭୁଙ୍କ ସହ ସାକ୍ଷାତ ହେବା।
ଜୟ ଜଗନ୍ନାଥ
🌹🌹🌹ଜୟ୍ ଶ୍ରୀ ଶ୍ରୀ ଶ୍ରୀ ଜଗନ୍ନାଥ ସ୍ୱାମୀ👏👏👏👏👏👏
Very good voment God bless you
Jay Jagannath 🙏🙏🙏🙏🙏
Jày jagannath
ଜୟ ଶ୍ରୀ ଜଗନ୍ନାଥ 🌹🙏।
ବହୁତ କିଛି ଜ୍ଞାତ ହେବାର ସୁଯୋଗ ମିଳିଲା. ଧନ୍ୟବାଦ
Mahapravu Jaganath belongs to u
ନମସ୍କାର । ଜୟ ଜଗନ୍ନାଥ !
ଜୟ ଜଗନ୍ନାଥ ମହାପ୍ରଭୁ 🙏🙏🙏
ଜୟ ଗୁରୁଜୀ 🙏🙏🙏
ଆପଣଙ୍କ କଥାବସ୍ତୁ ଗୁଡିକ ବହୁତ ଶିଖନୀୟ
ଆପଣଙ୍କ କଥାଵସ୍ତୁ ଗୁଡିକ ଶୁଣିବାକୁ ମୁଁ ଚାହିଁବସିଥାଏ କେବେ ଆପଣଙ୍କ ଭିଡିଓ କେତେବେଳେ ଆସିବ.
ଜୟ ଜଗନ୍ନାଥ🙏🙏🙏😊
ବହୁତ🎉 ସୁନ୍ଦର
ଗୁପ୍ତ ନୀତି ବୁଝାଇ ଥିବାରୁ ଆପଣଂକୁ ଧନ୍ୟବାଦ 'ଜୟ ଜଗନ୍ନାଥ 🙏🏻
Yaaa
Sir, apananka padatale koti koti pranam. Apananka katha suni kebala anan̈da hni ananda. Ame kete katha januchhu. Asesa dhanÿabad.
Bibhu sir tramanidus comparison about human being play with Lord SREE JAGANNATH🙏REALLY EXCELLENT EXPLANATION & THANK YOU VERY MUCH BIBHU SIR🙏
ଜୟ ଜଗନ୍ନାଥ। ସମ୍ମାନନୀୟ ମହାଶୟ ! ଜଗନ୍ନାଥଙ୍କ ମାନବୀୟ ଲୀଳା ଅଣସର ନୀତି କୁ ସାମାଜିକ, ମାନସତାତ୍ୱିକ ତଥା ବୈଜ୍ଞାନିକ ଦୃଷ୍ଟିକୋଣରୁ ଯାହାସବୁ କହିଲେ ଭଲ ଲାଗିଲା। କିନ୍ତୁ ଗୋଟିଏ କଥା ବୁଝି ହେଲାନି ଏହା ଯେ ଜଗନ୍ନାଥ କେବଳ ମନ୍ଦିର ବାହାରକୁ ଆସନ୍ତି ବର୍ଷକୁ ଥରେ। ଆମେ ଜାଣିବାରେ ଫଗୁ ଦଶମୀ ପରଦିନ ଠାରୁ ରାଧା କୃଷ୍ଣ ବିମାନରେ ବସି ଗ୍ରାମରେ ବୁଲି ଭୋଗ ଖାଆନ୍ତି ଓ ମେଳଣ କୁ ଯାଆନ୍ତି। ଏହା ବି ବର୍ଷକୁ ଥରେ। ପ୍ରଣାମ।
ଜୟ ଜୟ ଶ୍ରୀ ଜଗନ୍ନାଥ 🌿🙏🏽🛐ଧନ୍ୟବାଦ ❤️❤️🫁🫁🫁
GOD BLESS YOU BIBHU SIR BE HAPPY & HEALTHY LIFE FOREVER SIR🙏
Joy sri Jagannath.
Video ଟି ବହୁତ୍ ଭଲ ଲାଗିଲା ।
🙏ଜୟ ଜଗନ୍ନାଥ 🙏
Apananka madhyamare mu pravu jagannath nku koti koti pranam janauchi
ଜୟ ଜଗନ୍ନାଥ ବହୁତ ସୁନ୍ଦର ଲାଗିଲା
Atyant hrudaysparsi katthamrut🙏
Aapnku anant koti bar krutngyanta janauchhi aemiti janmjanmantar Mahaprabhunk lila sraban karibaar saubhaagya milutthau🙏
❤❤❤❤❤
ଆଜ୍ଞା ନମସ୍କାର,ଆପଣଙ୍କମତାମତଜଗନ୍ନାଥଙ୍କବିଷୟରେଯାହାକହିଲେମୁଁସେଥିରେଏକମତ,ଧନ୍ୟବାଦ୍,ନମସ୍କାର ଆଜ୍ଞା
।
24:51 24:51 Thanks Bibudharanjanbabu for your I important presentation . Iam very pleased. Jay Jagannath.
Baba pranam joyjagarnath anasara bisyare Jani bahutabhalalagilajaninathili
Jai jagnatha sir 🙏
Jay Jagannath Swami, dhanya dhanya tooma Lila Prabhu 🙏🙏🙏
Jay jagannath 🙏🏼🙏🏼🙏🏻🙏🏻thanks sir
Bahut bhala lagila sir namaskar
Jay jagannath Swami pranam pravu
ବହୁତ୍ ଭଲ ଲାଗିଲା ଆପଣ ଆହୁରି ଜଗନ୍ନାଥ ଙ୍କ ବିଷୟ ରେ କହି ଚାଲନ୍ତୁ
ଜୟ ଜଗନ୍ନାଥ ❤ଜୟ ଜଗନ୍ନାଥ 🙏🙏🙏🙏🙏
Jai Jagannath 🙏🙏🙏
Ati sundar upasthapana kale bahut bahut dhanyavaad jay jay sri jagannath🙏🙏👏
ବହୁତ ସୁନ୍ଦର ବୁଝେଇ ଦେଲେ। ଆପଣଙ୍କୁ ବହୁତ ଆଶୀର୍ବାଦ।
JAY JAGANNATH 🙏🏻 🙏🏻 🙏🏻 🙏🏻 🙏🏻
Jaya Jaganath, Jaya Jaganath, Jaya Jaganath.
Jaijaganatha jaijaganatha jaimahaprabhu
Jay jagannath 🙏 bahut bahut dhanyabad agyan 😌 apana nka pain ame ajikalira generation nka pain jagannath nku janibara jou prayas satare bahut vagyaban mu, prakrutare mu yemiti Jana nku khojuthili jiye manisa aau jagannath nka majhire thiba se andha biswas ra parada ku hatei amaku Kalia sangare misei dabaku sahajya karibe, bahut bahut dhanyabad 🙏🙏🥰
Sir bahut bholo lagila apn nka katha ,bahut moja lagila 😃Jay Jagannath ( chhalia )pravu ❤🙏🥰
Sana Bhai tuma katha bahuta bhala lagila.
ଜର ହୁଏ, ତମକୁ ବାସ ଭାବ ଆଣିବାର ଅଛି, ଯେ ମୋ ପ୍ରଭୁ ଙ୍କୁ ଜର ହେଇଛି, ତମ ଘର ଲୋକ ଙ୍କ ଦେହ ଖରାପ ହେଲେ ତମେ ବେସ୍ତ ହେଇ ଯାଉଛ, ଏ ସମୟରେ ପ୍ରଭୁ ଦେଖନ୍ତି ଯେ ତମେ ତାଙ୍କୁ କେତେ ନିଜର ଭାବୁଛ, ସେ ଭକ୍ତ ପାଇଁ ସବୁ କରି ପାରିବେ, ମୁ ବହୁତ ଲୋକ ଙ୍କୁ ଦେକିଛି ସେ ପ୍ରଭୁ ଙ୍କୁ ତାଙ୍କ ପୁଅ ବୋଲି ଭାବନ୍ତି, କେହି କେହି ତାଙ୍କୁ ଘରର ମୁରବି, kehi ତାଙ୍କୁ ବାପା, କେହି ବଡ ଭାଇ ବୋଲି ଭାବନ୍ତି, ପ୍ରଭୁ ତାଙ୍କ ପାଇଁ ତାଙ୍କ ଭାବ ଅନୁସାରେ ଭାଇ, ବାପା, ମା ସବୁ ବନି ଯାଆନ୍ତି,
ସାଲ ବେଗ କହି ଛନ୍ତି ଭକତ ତୋ ମାତା ପିତା, ଭକତ ତୋ ବନ୍ଧୁ, ଭକତ ହିତରେ ତୋର ନାମ କୃପା ସିନ୍ଧୁ, ମୋର କହିବାର ଉଦେଶ୍ୟ, ପ୍ରଭୁ ଙ୍କୁ ତମେ jaha ଭାବ ରେ ଡ଼ାକିବ ସେ ତମ ପାଇଁ ସେମିତି ଵନିଯିବେ, ଆଉ ଅଣସର ସମୟରେ ମନ୍ତ୍ର ରେ ନୁହଁ ହୃଦରୁ ପୂଜା କରାଯାଏ, ଏ ସମରେ ଯଦି କାହା ମନରେ ଆସୁଛି ଯେ ମୋ ପ୍ରଭୁ ଙ୍କୁ ଜର ହେଇଛି, ତାଙ୍କୁ ସେବା ଦରକାର, ତାଙ୍କ ପାଦ, ହାତ ଚିପି ଦେବା, ମୁଣ୍ଡ ଘଷି ଦେବା, ପଭୁ ତମ ସେବା ଗ୍ରହଣ କରିବେ, ସେ ଭକତ ଭାବ ରେ ବନ୍ଧା, ବାସ ସମକୁ ଭାବ ଆଣିବାର ଅଛି
Very beautiful and heart touching explain sir Jay jaganath swami saranam 🙏🙏🙏🙏🙏🙏🙏❤❤
Angya pranam bahut sunder upastapana Jay jagarnath kaliasamanta
Good news for your sosity
Sir namaskar
Apana bahut badhiya bujheile
Jaya jagannath swami🙏🙏🙏🙏🙏🙏🙏🙏🙏
Unique, an amazing analysis of Lord Jagannath on Anasara. Thank🌹 you very much sir.
Behind this person is the mind of a criminal, go through this criminal's other videos.
Thank you sir
🐚🕉ଜୟ ଶ୍ରୀ ଜଗନ୍ନାଥ⭕ ⭕🔔🐚☀🌴🥥🌿🥥🌿🥥🌼🌼🌼🌿🌺🌺🌺🌿🌹🌷🥀🌿🪔🪔🪔🦚🙏
ବେଶ୍ ଉପାଦେୟ
Bahut bhala sir
Jay Jagannath,we are known about Anasara of Lord Jagannath swami.
ଜୟ ଶ୍ରୀ ଜଗନ୍ନାଥ
Jay Jagannath Swami
Jay jagannath mahaprabhu ❤
Pranam sir jay jaganath
Jay jagannath 🙏🙏 nihati sata Katha sir
Valuable information...🙏🙏
Om shanti om shanti om shanti thanks🌹🙏🌹🙏🌹🙏🌹🙏🌹🙏🌹🙏🌹🙏🌹🙏🌹🙏🌹🙏🌹🙏🌹🙏🌹🙏🌹🙏🌹🙏🌹🙏🌹🙏🌹🙏🌹🙏🌹🙏🌹🙏🌹🙏
Pagela.
Thank you sir ate badhi katha kahi tibaru
ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭାବତୁମେ ସାର ମୁଁ ଆଜି ସକାଳୁ ଆପଣଙ୍କ ବିଷୟରେ ଭାବୁଥିଲି କି ମୋର ବି କିଛି ଜଗନ୍ନାଥଙ୍କ ଅନୁଭୁତି କହିବି ବୋଲି ଭାବୁଥିଲି ସକାଳୁ ୟୁଟ୍ୟୁବ ଖୋଲୁ ଖୋଲୁ ଆପଣଙ୍କ ଭିଡିଓ ଆସିଲା ଏ କେମିତିକା ସଂଯୋଗ ମୁଁ ଜାଣି ପାରୁ ନାହିଁ
Jai jagannath 🙏🙏🙏❤❤❤
Jay shree jagannath mahaprabhu 🙏🙏❤❤🙏🙏⭕‼️⭕💢🚩🚩
ଜଗନ୍ନାଥ ମଣିଷ ଙ୍କ ପରି ଖାଦ୍ୟ ଗ୍ରହଣ କରିଥାନ୍ତି।ମାତ୍ର ମଣିଷଙ୍କପରି ମଳତ୍ୟାଗ କରନ୍ତିନି କାହିଁକି?ଉପଚାରରେ ଏବ୍ୟବସ୍ଥା ହୋଇନାହିଁ କାହିଁକି? ଏବିଷୟରେ କୁହନ୍ତୁ।
ଆଜ୍ଞା ! ଏ ସବୁ ମନୁଷ୍ୟକୃତ ନୀତି ନିୟମ ବ୍ୟବସ୍ଥା ବହୁ ପୁରୁଣା କାଳରୁ ଚାଲିଆସିଛି । ସତରେ କଣ ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କୁ ଜ୍ଵର ହୁଏ ? ମୋତେ ବି ଆଶ୍ଚର୍ୟ ଲାଗେ ଏହା ଦେଖି ଓ ଶୁଣି । ଭଗବାନ୍ ତ ସର୍ବଶ୍ରେଷ୍ଠ ସ୍ରଷ୍ଟା । ତାଙ୍କୁ ଦେଖି ହୁଏନା ; ଅନୁଭବ କରିହୁଏ ।
Jai jaghanatha 🙏 and nice video
ଜୟ ଜଗନ୍ନାଥ,ଅନେକ ଅଜଣା କଥା ଜାଣି ହେଉଛି, ଅନ୍ଧ ବିଶ୍ୱାସ ମଧ୍ୟ ଦୂରିଭୂତ ହେବ ବୋଲି ଆଶା, ଆପଣଂକ କାଳୁ ଭଲରେ ଥାଆନ୍ତୁ
Madam Aeita Gote Bhanda, Yaara Katha Kahniki Shunuchhanti? Kahibaaku Gale Ea Gote Parama MG. BJP Ra Dalal.
Jay Kalia Dhana
Jay jagannath
Jay jagannath Jaya pancha sakha
Sir pranam
I got my answer. Unbelievable. Jaha kali pacharithili aaji aapana nka madhyam re answer paili