@@laxmanswain3469 yes ,,jie kharap comment kare mun kuhe ,,,ta chhada tame se Jhia ku nei kahila so mun tike kahi deli au ,,,jadi ta Baha heicha chaliba ,,,au jadi agaku mrg habara achhi bhangi jiba ,,se Jhia hau ki ta family re kie dekhiba kahiba he a pila ta ra dosa achhi 😂😂😂😂
ଭାଇ ଙ୍କ କଣ୍ଠ ରୁ ବହୁତ ଦିନ ପରେ ମୀନ କେତନ ଙ୍କ ଡାଇଲଗ ଶୁଣିବାକୁ ମିଳି ଲା ଏ ଭାଇ ଙ୍କୁ ଫିଲ୍ମ ରେ ସୁଯୋଗ ମିଳି ଲେ ଭଲ ହୁଅ ନ୍ତା
ଭାଇ ଙ୍କୁ ଟିକେ ସୁଯୋଗ ମିଳୁ ଫିଲ୍ମ superhit ହେବ
ସୁଯୋଗ ମିଳିଲେ ଭଲ ହୁଅନ୍ତା ମୀନକେତନ ଙ୍କୁ ସମସ୍ତେ ସବୁବେଳେ ମନେ ପକାନ୍ତେ।
ଓଡ଼ିଆ ସିନେମା ଜଗତରେ ମୀନକେତନ ସାରଙ୍କ voice ଏହିଭଳି କରୁଛ ସତେ ଯେମିତି ଏବେବି ମୀନିକେତନ ସାର ବଞ୍ଚିଛନ୍ତି l ଏମିତି ଅବିକଳ voice କରୁଥିବାରୁ ବହୁତ ବହୁତ ଧନ୍ୟବାଦ 🙏🙏ଜୟ ଜଗନ୍ନାଥ
ଓଡିଶା ସିନେଜଗତରେ ଭାଇଙ୍କୁ ସୁଯୋଗ ମିଳିଲେ ଭଲ ହୁଅନ୍ତା
Odia industry dalal amananka talent kauthi dekhajibo
Pura mina ketan bhai
Voice pura same
Yes
Right ❤❤
ଏମିତି ଚେହେରା ସୁଜୋଗ ମିଳିଲେ ଭଲ ହୁଅନ୍ତା
ଏ ପିଲାକୁ ସୁଯୋଗ ମିଳିବା ଦରକାର
ଏମିତି ଲୋକ ଆସିଲେ ଆମର ବଡ଼ ବଡ଼ କଳାକାରମାନେ ସିନା ଶରୀରରେ ମରିଯାଇଛନ୍ତି but ଆତ୍ମା ଆଉ ତାଙ୍କ ସ୍ମୃତିରେ ଜୀବନ୍ତ...❤❤❤
ପ୍ରଦୀଦିନ new ଚାନେଲ ଦୟାକରି ଆପଣ ଟିକେ ସାହାଯ୍ୟ କରନ୍ତୁ ଏ ଭାଇଙ୍କୁ ପରଦାରେ ରୋଲ କରିବାରେ ! ତାଙ୍କୁ virall କଲେ ଆଉ ଟିକେ ଚେଷ୍ଟା କରନ୍ତୁ ସିନେମା କୁ ନେବାକୁ plz plz 🙏🙏🙏🙏
ଭାଇଙ୍କୁ ସୁଯୋଗ ମିଳିବା ଦରକାର ମିଳିଲେ ଓଡ଼ିଶା ସିନେଜଗତ ଆଉଗୋଟେ ମୀନକେତନ ପାଇବ
ଭାଇଙ୍କୁ ଓଡ଼ିଆ ସିନେମା ରେ ସୁଯୋଗ ମିଳିଲେ ଭଲ ହୁଅନ୍ତା 👍👍👍
ଏ ଭାଇଙ୍କୁ ସଂଯୋଗ ଦିଆଯାଉ
ଭାଇ ଙ୍କ କଣ୍ଠରେ ମୀନ କେତନ sir ଙ୍କ dialogue ସୁଣିକି ବହୁତ ଭଲ ଲାଗିଲା ଭାଇ ଙ୍କୁ cinema ରେ chance ମିଳୁ
ଅତି ସୁନ୍ଦର
Face +mimicry=ମୀନକେତନ sir❤
Veteran ମୀନକେତନ ଭାଇ...ସେଇ 4 no ମାର୍କେଟ ଖଟି ର ରାଇମୋହନ ଭାଇ..କାହିଁ କୁଆଡେ ହଜିଗଲେଣି... Never be replaced again...😕
Right bhai
ଭାଇ କୁ କାମ ଦିଆଯାଉ ପ୍ଲିଜ୍ 🙏🙏
ବହୁତ ସୁନ୍ଦର ମାଡ଼ି ଚାଲ ଜୟ ଜଗନ୍ନାଥ
Pura really voice minaketan bhai 👍👍
ସତରେ ୟାକୁ ହିଁ କୁହନ୍ତି ରିୟାଲିଟି
ସବୁଠୁ ମୀନ sir ଆଉ ହର sir ଭିଲିଆନ voice best. Mis yu all😢😢
ଏଇ ଭାଇ ଭିଲିଆନ ରୋଲ ପାଇଁ ପୁରା ଫିଟ
ଅବିକଳ ମୀନକେତନ ଭାଇ ଙ୍କ voice ଭାଇ ଙ୍କୁ ଥର ସୁଯୋଗ ମିଳୁ ❤
ଏ ଭଳି କଳାକାର ଙ୍କୁ ସିନେମାରେ ସୁଯୋଗ ଦେବା ଦରକାର କିନ୍ତୁ ସେଠାରେ ଯେଉଁ ପରିସ୍ଥିତି ପ୍ରଯୋଜକ ନିର୍ଦେଶକ ଜାଣନ୍ତି.
No one can replace the great minaketan sir
Excellent and mind blowing
What a talent 🙏🙏
Woo... 2nd Minaketan....sir
Sojog diajau, talented person ❤
ଦାଦାଙ୍କୁ ମିନିକେତନ sir ଙ୍କ act ରେ ଦେଖୁବାକୁ ପସନ୍ଦ କରିବୁ ସମସ୍ତେ ଆଉ ସୁଯୋଗ ମିଳିଲେ ଆମେ ଖୁସି ହେବୁ ❤
ଏଇଠି ପରା ରଜା ପୁଅ ରଜା ହେବ ,ଏ ଭାଇ ଙ୍କୁ କିଏ ପଚାରୁ ଛି ଜୟ ଜଗନ୍ନାଥ
ମୋର ପ୍ରିୟ ଅଭିନେତା ମିନକେତନ ସାର୍।ତାଙ୍କ ଡାଇଲଗ ମୋର ବହୁତ ସୁନ୍ଦର ଲାଗେ। ଏଇ ଭାଇଙ୍କୁ ଯଦି ସିନେ ଜଗତରେ ଚାନସ୍ ଦିଆଯାଏ, ବହୁତ ସୁନ୍ଦର ହୁଅନ୍ତା।
Medam ତମେ ଆଜି ବେଶି ସୁନ୍ଦର ଦିଶୁଛ
Hm Jhia nka upare Tamara besi najar nuhe ki Bhai 😂😂😂
@@gayatribal143 negative comment ଉପରେ ତୁମର ବେଶି ନଜର।😝
@@laxmanswain3469 yes ,,jie kharap comment kare mun kuhe ,,,ta chhada tame se Jhia ku nei kahila so mun tike kahi deli au ,,,jadi ta Baha heicha chaliba ,,,au jadi agaku mrg habara achhi bhangi jiba ,,se Jhia hau ki ta family re kie dekhiba kahiba he a pila ta ra dosa achhi 😂😂😂😂
😂😂😂😂 are se mdm mo gf 😮😮😮😮😮 tame kn akhi pakaucha 😮😮😮😮
ଲୁଲୁ ଭାଇ ଆମ ରାଇଜର ଏକ ବିରଳ ପ୍ରତିଭା l
🙏ଜୟ ଜଗନ୍ନାଥ ସ୍ୱାମୀ 🙏
Jay jagannath 🙏
ମୀନକେତନ ଭଳି ହେଇପାରିବ ନାହିଁ ସେ ତ ସ୍ଵତନ୍ତ୍ର
Good talent❤
ମୀନକେତନ ନା ବଳକେତନ ଭଳିଆ ଦେଖା ହେଉଛି
ସୁଯୋଗ ମିଳିବା ଉଚିତ୍ 😊
ଅତି ଚମତ୍କାର ଅଭିନୟ🎉🙂👍👍
Super performance ❤❤❤
Minaketan tume feriAsa punithare❤
ସତରେ ପୁରା ମୀନ କେତନ ସାର୍ ଆଉ 👍
Odia cinema ରେ ସୁଜଗ ମିଳିବା ଦରକାର୍
Pura really voice super ❤❤
Wow so sweet voice 👏👏👏👏👏👏👏👏👏👏👏👏👏👏
ସୁଯୋଗ ମିଳିଲେ ଭଲ ହୁଅନ୍ତା cinema 🎥📽️ ରେ ଜୟ ଶ୍ରୀ ରାମ 🙏🙏🙏
ସୁନ୍ଦର ୟାକୁ କହନ୍ତି ରିଅଲ Mimicry
Bahut Badhia.
Jay Jagannath.
1no
Pura parfect 100% voice
Voice misuni
Carry on vai.. well come
ମୀନ ଭାଈ ଙ୍କ କଥା ଛାଡନ୍ତୁ ଆପଣ କିନ୍ତୁ madam really so cute
Look and voice both perfect matching..
ଏଇ ପୁଅ କୁ ସୁଯୋଗ ଦେଲେ ଭଲ।ଲାଗନ୍ତା ମନାକେତନ୍ ଙ୍କ ପରି ଦେଖିବାକୁ ❤
Maadichalo 👏😄😄😄 Bhai,,,carry on
ସୋଜଗ ଦିଆଯାଉ
Bahutu suder
ଏ ଭାଇଙ୍କୁ ଓଡ଼ିଆ ସିନେମାରେ ଭିଲିଆନ୍ ରୋ ଭଏସ ରୋଲ ଏଡ କରା ଯାଉ
Heart touching bhai voice 👌👌👌 thanks you bhai bohuta sunder kale 👌👌👌👌👌🙏🏻🙏🏻🙏🏻🙏🏻🥰
Superb......👌👌♥️😲😲
ରାଷ୍ଟ୍ରପତି ପୁରସ୍କାର ଦିଆଜାଉ
Sujog dia jau Lulu nku
ଭାଇ ଭାସ୍କର ନିଉଜ୍ ରେ ଆସ viral ହେବ ଟଙ୍କା ରୋଜଗାର କରିପାରିବ
Minaketan...one of the finest and talented actors in Ollywood..
ବୋଢିଆଁ, ସୁନ୍ଦର ଡIଇଲୋଗ ଆଉ ପାଟି ସହିତ ପାନ😅😅
jai hind jai jagannath successful hua
U r real artist
Nice to hear
Lulu ଙ୍କୁ ଚିନେମା ଜଗତ ରେ ଜାଗା ପାଇବେ ଯଦି ବହୁତ୍ ଭଲ ହେବ
By the way reporter Gautami madam looking so cute and sweet today ❤❤
ଭଲ ଅଛି ।
Sei voice hauchi 🎉🎉🎉🎉🎉
ପତ୍ରୀକ୍ରିୟା କୁହ ମୀନ ଭାଇ କହିଥିଲେ
Miss u mina dada
super bhai nice voice mina sir odia jagatara kimbodanti❤❤
Wow....
Super bro❤❤❤❤
Wow Intresting Voice ya right
bhai nku sujog dia jau ollywood industry re🙏
Minaketan jr ❤❤👌
Bahut badhia
Junior minakitan👍
Same to same👌👍
ମିଶୁନି ଭଏସ୍ ତମେ ଅନ୍ୟ ନ୍ୟୁଜ୍ ପାଊନ ବୋଧେ
Mina ketan sir lokanka mana bhitare Amara hoi banchi rahibe bhagwan tanka atma Santi pradan karantu❤❤💕🥰
Good Talented .... Jai jagannath agaku madichal
Miss you mina keten sir 😢😢😢😢😢
ସୁଜଗ ଦିଆଯାଉ
Bhia nku thare sujoga miliba darkar. I miss you mina ketan sir
ସବୁ dailok ଶୁଣି ଚି ହେଲେ ମିନକେତନ sir ଙ୍କ ଭଏସ୍ ଶୁଣି ନ ଥିଲି
1 no badhia jani6 bhai
Wow fantastic bro....
Really good 👍👍
Brother apko
Manibalu
Padiba
Really deto
Minakatan sir
Ka
Bhali
Really mind blowing voice
ଭାଇ ମାଡିଚାଲ
Thanks vai, minaketana sir nka smruti ku manepakeideba pn, nice mimicry
Absolute Minaketana sir voice.
ମୀନକେତନ ସତରେ ବଞ୍ଚିଚି
Filim rea chans miliba darkar
Chesta jari rakha bhai.
Very beautiful .minaketan babu dabling voice.