ଭିତରେ ଅଛି ସାତଟି ରତ୍ନଭଣ୍ଡାର! ..ଗବେଷଣା ଜରୁରି || ||Ratna Bhandara || News Room ||

Поделиться
HTML-код
  • Опубликовано: 24 ноя 2024

Комментарии • 134

  • @ramachandrapanipani7424
    @ramachandrapanipani7424 4 месяца назад +4

    ଶ୍ରୀଯୁକ୍ତ ବିବୁଧ ରଞ୍ଜନ ଓ ଶ୍ରୀଯୁକ୍ତ ମନୋରଞ୍ଜନଙ୍କୁ ଏହି ସାକ୍ଷାତ୍କାର ପାଇଁ ଧନ୍ୟବାଦ । କିନ୍ତୁ ତାଙ୍କ କଥା ସରକାର ଓ ଶ୍ରୀମନ୍ଦିର ପ୍ରଶାସକ କ'ଣ ଶୁଣିବେ ?

  • @Aditya.aditya.
    @Aditya.aditya. 4 месяца назад +9

    ବିବୁଧ ସାର୍ ଏକମାତ୍ର ବ୍ୟକ୍ତି ଯିଏ କି ପଯେତିଭ ମାଇଣ୍ଡ ବ୍ୟକ୍ତି ଆଉ ତାହାହିଁ ସତ୍ୟ, ଜୟ ଜଗନ୍ନାଥ ମହାପ୍ରଭୁ

  • @parsuramsahoo7509
    @parsuramsahoo7509 4 месяца назад +36

    ଆଜ୍ଞା ସେ ଆପଣଙ୍କ ଘରର ଷ୍ଟୋର ରୁମ ନୁହେଁ,,ଶ୍ରୀ ଜଗନ୍ନାଥଙ୍କର ଗନ୍ତା ଘର,, ତାର ମାହାତ୍ମ୍ୟ ସମ୍ପୂର୍ଣ୍ଣ ଅଲଗା ,,, ଜୟ ଜଗନ୍ନାଥ ❤🎉🎉🎉🎉🎉❤

    • @laxmanmaharana2524
      @laxmanmaharana2524 4 месяца назад +2

      Maa.. aa

    • @durgaprasannadey-hk4iu
      @durgaprasannadey-hk4iu 4 месяца назад +1

      ❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤

    • @dmohanty5003
      @dmohanty5003 4 месяца назад

      Kedarnath re 228kg Sona gayab.

    • @ffredjongameng7190
      @ffredjongameng7190 4 месяца назад

      😮😮😮😮😮😮😮😮😮😅 5 .......................... .................................................................................................................................................................................................................................................................. ....😊😊😊​@@laxmanmaharana2524

  • @ssrao4582
    @ssrao4582 4 месяца назад +2

    Right sir jai jagannath

  • @santoshpradhan4520
    @santoshpradhan4520 4 месяца назад +14

    ବାରମ୍ବାର ମୁସଲିମ ଶାସକ ମାନେ ବିଭିନ୍ନ ସମୟରେ ରତ୍ନଭଣ୍ଡାର ଲୁଟିବା ପାଇଁ ଶ୍ରୀମନ୍ଦିର ଆକ୍ରମଣ କରିଥିଲେ ଏବଂ ରତ୍ନଭଣ୍ଡାର ରେ ଥିବା ସମ୍ପତ୍ତି ଗୁଡ଼ିକୁ ଲୁଟ ନ ହେବା ପାଇଁ କିଛି ଗୁପ୍ତ କୋଠରୀ କରାଯାଇ ସେଗୁଡିକ ରେ ସୁନା ଅଳଙ୍କାର ସବୁ ଗୁପ୍ତ ଭାବରେ ରଖୁଥିଲେ ଯାହାକି ଲୁଣ୍ଠନ କାରି ମାନେ ଖୋଜି ପାଉ ନ ଥିଲେ ।ସମୟ କ୍ରମେ ବିଦେଶୀ ଲୁଣ୍ଠନ କାରୀ ଆଉ ଶ୍ରୀମନ୍ଦିର ଆକ୍ରମଣ କରିବାକୁ ସାହସ କରି ପାରି ନ ଥିଲେ ତେଣୁ ଏବେବି କିଛି କୋଠରୀ ସ୍ଵର୍ଣ୍ଣ ଅଳଙ୍କାର ମାନ ଥିବାର ଆଶଙ୍କା କରାଯାଏ ଏବଂ ପ୍ରଭୁଙ୍କୁ ବିଭିନ୍ନ ସମୟରେ ଗୁପ୍ତ ସୁଡ଼ଙ୍ଗ ଦେଇ ନିଆଯାଇ ସୁରକ୍ଷିତ ରଖୁଥିଲେ ।

  • @saikrishnagm09
    @saikrishnagm09 4 месяца назад +8

    ସେ ଅମୁହା ମନ୍ଦିର ରେ କାଏନ୍ ଲଗାଇଲେ ଲାଗି ଯାଉଛି ତାର ଅର୍ଥ ସେ ମନ୍ଦିର ରେ ଚୁମ୍ବକିୟ ଶକ୍ତି ଅଛି ଆଉ କିଛି ଧାତୁ ବି ଥାଇପାରେ କିଏ ଜାଣିଛନ୍ତି ସେଇଠି କୋଉ ଠାକୁରଙ୍କ ମୂର୍ତ୍ତି ବି ଥାଇପାରେ କହନ୍ତି ସବୁ ସେଇ ଅମୁହା ମନ୍ଦିର କୁ ଛୁଇଁ କି ନୀଳଚକ୍ର କୁ ଚାଁହି ପ୍ରଣାମ କରିଲେ ପ୍ରଭୁ ଜଗନ୍ନାଥ ଡାକ ଶୁଣିବେ ଆଉ ମୁକ୍ତି ମିଳିବ କଣ ଯେ ସବୁ ସେଇ କାଳିଆ ଙ୍କ ଇଛା ଜୟ ଜଗନ୍ନାଥ 🙏💐

  • @priyasahu6376
    @priyasahu6376 4 месяца назад

    Jai Jagannath 🙏🙏🙏🙏🙏🚩🚩🚩🚩🚩🚩🕉🕉🕉

  • @LaxmanKumar-ne2iw
    @LaxmanKumar-ne2iw 4 месяца назад +9

    Thank you sir your a great gentel man.

  • @uttkal32778
    @uttkal32778 4 месяца назад +5

    ସରକାର ଲୁଟିବାକୁ ଚେଷ୍ଟା କରୁନାହିତ ରତ୍ନଭଣ୍ଡାର କୁ
    ଜୟ ଜଗନ୍ନାଥ ସ୍ଵାମୀ ❤❤❤❤❤
    ଜୟ ଜଗନ୍ନାଥ ସ୍ଵାମୀ ❤❤❤❤❤

  • @RamakantaSamantaray-ht6ro
    @RamakantaSamantaray-ht6ro 4 месяца назад

    It should be search by high power comittee of the temple jay jagannath 🙏🙏🙏🙏

  • @PuneshSenapati
    @PuneshSenapati 4 месяца назад +12

    ୧୯୭୮ ମସିହା ରେ ରତ୍ନ ଭଣ୍ଡାର ଖୋଲିବା ସମୟରେ ଏକ ବଡ଼ ସୁବର୍ଣ୍ଣ ଲକ୍ଷ୍ମୀ ପ୍ରତିମା ଏବଂ ଗୁଡ଼ାଏ ରୂପା ଥାଳି ବାହାରି ଥିଲା। ସେ ସବୁ ଏବେ କେଉଁଠି ?

  • @dmohanty5003
    @dmohanty5003 4 месяца назад +1

    *Kedarnath re 228kg Sona gayab ra news asuchi*

  • @chakradharapati4080
    @chakradharapati4080 4 месяца назад +8

    ଭଣ୍ଡାର ଘର ଖୋଲିଲେ ଠିକ୍ କିନ୍ତୁ ସେହି ଧନ ସଂପତ୍ତି କୁ ରଘୁନାଥ ବେଶ କରିଲେ ଭଲ ହୁଅନ୍ତା

  • @ManojBerera
    @ManojBerera 4 месяца назад

    ❤❤❤❤❤ବାପା ଏଇଟା ତମ ଘର ଇଶାଣ ନାହଁ ସେଇଟା ତମେ କହିବ❤ ଶାରା ବିଷୁର ଭଡାୟ ଘୁହ❤❤ଦେଉଳ ର ❤ଉପରଟା ❤ଜାହା ଉଛ ତାହା ତଳେ ❤ମେଘନାଦ ପାଚେରୀ ବେଢ ରତ୍ନ ଭଣ୍ଡାର ର❤ଛାଟ ❤❤❤❤❤ପୁରା ଭଣ୍ଡାର ମୋଟ 108ଭଡାର

  • @binayakmishra4017
    @binayakmishra4017 4 месяца назад +2

    ମୁର୍ଖ ମାନେ ଅଜଗର ଅଜଗର ହେଉଛନ୍ତି, ଅଜଗର ଖାଉଥିଲା କଣ,କିଏ ଖାଇବା କୁ ଦେଉଥିଲା ?

  • @saritamaharana4151
    @saritamaharana4151 4 месяца назад

    ପୃଥିବୀ ରେ ରତ୍ନଭଣ୍ଡାର କଥା ପ୍ରଚାର କରିବା ଅନୁଚିତ ।ରତ୍ନଭଣ୍ଡାର କଥା ସରକାର ଛୁପାଇ ରଖନ୍ତୁ।ମଂଦିର ଧିରେ ଧିରେ ନଷ୍ଟ ହୋଇ ଗଲାଣି ।ଠାକୁର ହି ନିଜେ ଖୋଲିଛନ୍ତି ।ଠାକୁର ଙ୍କ ସମ୍ପତ୍ତି ରେ ମଂଦିର ସବୁ କାମ ସମ୍ପାଦିତ ହେଉ ଏହା ମୋର ଅନୁରୋଧ ।

  • @subashchampati282
    @subashchampati282 4 месяца назад +7

    It is 100 percent true something has been happened.

  • @priyasahu6376
    @priyasahu6376 4 месяца назад

    Sabu lokalochan ku asiba darkaar.... 🚩🚩🚩🚩🚩🚩🕉🕉🕉

  • @ramachandrapanipani7424
    @ramachandrapanipani7424 4 месяца назад

    ବିବୁଧ ରଞ୍ଜନ କହୁଥିବା କଥା ଆଜିର ଅନ୍ଵେଷଣକାରୀମାନଙ୍କ ସହିତ ମିଳାଉ
    ନାହିଁ । କାହା କଥା ସତ ମାନିବା ?

  • @MamataNanda20
    @MamataNanda20 4 месяца назад

    Jai Jagannath🙏🙏

  • @ramachandrapanipani7424
    @ramachandrapanipani7424 4 месяца назад

    ଆଜି ପରା ରବୀନ୍ଦ୍ର ନାରାୟଣ ମିଶ୍ରଙ୍କ କଥା ଶୁଣିଲୁ । ପ୍ରଶ୍ଣକର୍ତ୍ତା କିପରି ଜାଣି ନାହାନ୍ତି ?

  • @ramachandrapanipani7424
    @ramachandrapanipani7424 4 месяца назад

    ଆଜି ଭିତର ରତ୍ନ ଭଣ୍ଡାରକୁ ଯାଇଥିବା ଜଷ୍ଟିସ ବିଶ୍ଵନାଥ ସବୁ ଦେଖିଛନ୍ତି, ସେଠାରେ ସୁଡ଼ଙ୍ଗ ନାହିଁ କି ଅନ୍ୟ ଘର ନାହିଁ କହିଲେ । ସେ କ'ଣ ଅଜ୍ଞ ? ନା ମିଛ କହୁଛନ୍ତି ?

  • @gitanjalimahakhuda6812
    @gitanjalimahakhuda6812 4 месяца назад +1

    ସାର୍ ଏଇଟା ସତ କଥାଆମ ଗାଁ ରଜଣେ ବୁଢି ଏଅମୁହା ଦେଉଳ ଭିତରେ ଅଛି ଅଳଂକାର ବୋଲି ଆମକୁ କହିଥିଲେ ସେ ଆଠ ବର୍ଷ

  • @manaskumardas4128
    @manaskumardas4128 4 месяца назад

    ସୁଡନ୍ଗ ଭିତରେ ଲାଇଟ ସହ କେମେରା ପଠା ଯାଉ ଯେଉଠି ଶିକାରେ ଥିବା ଲୋକଟା ଉଭା ହୋଇ ଯାଇ ଥିଲେ।

  • @ramachandrapanipani7424
    @ramachandrapanipani7424 4 месяца назад

    ଏଇ ଶିକା କଥା ପୂର୍ବତନ ଉପ ପ୍ରଶାସକ ରବୀନ୍ଦ୍ର ନାରାୟଣ ମିଶ୍ର ବି କହିଥିଲେ । ତାଙ୍କ କଥା ଵା ଆପଣଙ୍କ କଥା କିଏ ମାନୁଛି ?

  • @pramodkumarmahapatra3746
    @pramodkumarmahapatra3746 4 месяца назад

    Jay jagannath

  • @saratkushal1747
    @saratkushal1747 4 месяца назад +2

    , ଯଦି ବିବୁଧ ସାର୍ କଥାସତ ଅଟେ, ବିଷାକ୍ତ ଗ୍ୟାସ ପାଇଁ ଯଦି ଭୟ ଉପୁଜୁଛି,ତେବେ ବୁଲ୍ ଡୋଜର ଲଗାଇ ଭାଙ୍ଗି ଲୋକଲୋଚନକୁ ଅଣାଯାଉ।

  • @HareKrushna-f3d
    @HareKrushna-f3d 4 месяца назад

    ଆଜ୍ଞା ଯଦି ଭିତର ରତ୍ନଭଣ୍ଡାର ର ଅଳଙ୍କାର ଯଦି ମହା ପ୍ରଭୁଙ୍କ କାମରେ ନଆସୁଚି ତେବେ ସେଥିରୁ ତିଗିରିଆ ପ୍ରଭୁ ପ୍ରସନ୍ନମଣୀଙ୍କୁ ସରକାର କିଛି ଦେଈ ଦିଅନ୍ତୁ କାରଣ ପ୍ରଭୁ ପ୍ରସନ୍ନମଣୀ ସ୍ବୟଂ ନିଜେ ନିଜକୁ ହିଁ ତିଆରି କରିଥିଲେ ,ଆଉ ସ୍ବୟଂ ପ୍ରଭୁ ପ୍ରସନ୍ନମଣୀ ବି ଓଡିଶା ସରକାରଙ୍କ ଅଧିନରେ ପରି ଚାଳିତ ହେଉଛି ।

  • @KailashMohanty-nc4hb
    @KailashMohanty-nc4hb 4 месяца назад

    ଆଜିର ସଫଳତା ପାଇଁ ରଥସାର୍ ଓ ତାଙ୍କ କମିଟି କୁ ଧନ୍ୟବାଦ। ତାଙ୍କର ଉଦ୍ୟମ ଓ ସାହସିକତା ପାଇଁ ଇତିହାସ ପୃଷ୍ଠାରେ ଚିରସ୍ମରଣୀୟ ହୋଇ ରହିବେ । ଜୟ ଜଗନ୍ନାଥ ।

  • @panchanansahu2908
    @panchanansahu2908 4 месяца назад

    ପୁରୀ ଜଗନ୍ନାଥ ମନ୍ଦିର ଭିତରେ ଅଛି ଗୋଟିଏ ମନ୍ଦିର coin 🪙 ଲାଗୁଛି ସେଇଟା ବଧେ ଅମୁହିଁ ମନ୍ଦିର

  • @bhagirathinayak1393
    @bhagirathinayak1393 4 месяца назад +2

    ସତ୍ୟ ର ଉନ୍ମୋଚନ କରାଯାଉ. ଦରକାର ହେଲେ BSF କୁ ଅଣାଯାଉ.

  • @JAYMAADASABHUJAMAHILASANGHANGO
    @JAYMAADASABHUJAMAHILASANGHANGO 4 месяца назад

    Paribatanar pain jagannatha Mo ha prabhu chahile agaku arnna milibani Jadi ahaku biki Anaya desaku dei Mo Odisha Lola chalibe nanka durbhikha padithia gopala pura gaon Lola sabu bhasi jaithila Mo ghara mandya bhasi gala mu asi kelaga sramara panhanchi jaithilu Sethi grammar mani nageswari marijaithila mu banchi jai thili

  • @AshokBehuria-ou6tu
    @AshokBehuria-ou6tu 4 месяца назад +1

    ଯଦି ସାତ ଟି ରତ୍ନ ଭଣ୍ଡାର ଅଛି ତାହେଲେ ଦୁଇଟି ରତ୍ନଭଣ୍ଡାର କାହିଁକି ଆସୁଛି, ଏ ମାଝୀ ସରକାର କିଛି ଗଡବଡ କରିବାକୁ ଚାହୁଁଛିକି 🌹

  • @pradeepkumardas7724
    @pradeepkumardas7724 4 месяца назад

    ସାତ ଟି ନୁହେଁ, ସତର ଟି ରତ୍ନ ଭଣ୍ଡାର ଅଛି।😂

  • @sabysachipattnaik3975
    @sabysachipattnaik3975 4 месяца назад

    Lord Jagannath is not only mysterious but also very kind to all . By his divine grace he confered live hood to media people . They are getting a lot of advertisement by speculation . Note all gems and jewelries belongs to Lord only . Do not try to get publicity by our Lord .

  • @nirapadhy5097
    @nirapadhy5097 4 месяца назад

    ସୁରଙ୍ଗ ଭିତରେ ଅଜଗର ସାପ ଥିବ

  • @PravataMaharana-x5b
    @PravataMaharana-x5b 4 месяца назад

    Jay Jagannath Jay Jagannath

  • @artatranabaghaarta8001
    @artatranabaghaarta8001 4 месяца назад

    ଏହା ରହସ୍ଯ ହୋଇ ରହିଲା

  • @TonyStark-nq5kz
    @TonyStark-nq5kz 4 месяца назад

    Hn eha sata katha ରବିନାରାୟଣ ମିଶ୍ର ନିଜେ କହିଛନ୍ତି ଖୋଲା କଥାରେ

  • @basantakumarpanda9022
    @basantakumarpanda9022 4 месяца назад

    ଶ୍ରୀମନ୍ଦିର କୋଠଘର ନୁହଁ ଖୋଲିକି ସବୁନେଇଜାଈଛନ୍ତି କୋଉଠୁ ସବୁ ଆସୁଛ।

  • @srikantpatnaik2849
    @srikantpatnaik2849 4 месяца назад +2

    ଅନ୍ୟକୁ ଭୟ କରିବା ପାଇଁ ବୋଧେ ବିଭିନ୍ନ କଥା କହୁଥିଲେ ଏବେ କିଛି ନାହିଁ କହିଲେ ଲୋକ ମନରୁ ଭୟ ଦୂର ହେଲା l ଏବେ ତୁରନ୍ତ CRPF ନିୟଜିତ କରାଯାଇ ରତ୍ନ ଭଣ୍ଡାର ସୁରକ୍ଷା କରାଯାଉ l

  • @Reenabehera0
    @Reenabehera0 4 месяца назад +1

    Jay jagannath Jay jagannath Jay jagannath 🙏🏻🙏🏻🙏🏻🙏🏻🙏🏻

  • @ramakrushnadalai2497
    @ramakrushnadalai2497 4 месяца назад +1

    Good information.

  • @bhagirathinayak1393
    @bhagirathinayak1393 4 месяца назад +1

    ଡ଼ାହା ମିଛ ହୋଇ ପାରେ. ବୈଜ୍ଞନିକ ପଦ୍ଧତି ରେ ଅନୁସନ୍ଧାନ କରାଯାଉ

  • @rabinarayan3944
    @rabinarayan3944 4 месяца назад +1

    ଓଜିନାଲ ଭଣ୍ଡାର ଖୋଲ ନାହାନ୍ତି 3ନମ୍ଭର ଚାବିକାଠି ଲାଈଟି ମାରି ଚାଵିସିଲକରି ପଳାଇଥିଲେ ଯଦି ସଵୁଆଲମିରା ଦେଖିଛନ୍ତି ପୁଅରାଣପକାଈକହିଵେକୀ??????

  • @BasantaMallick-n5k
    @BasantaMallick-n5k 4 месяца назад

    ତମେ ଟିକେ ଆଗରେ ଯା,ପଛରେ ବାହାଦୂରୀ କଥା କହିଲେ କଣ ହବ

  • @gopalkrishnapattnaik5313
    @gopalkrishnapattnaik5313 3 месяца назад

    Even if one finds 7 or 12 RATNA BHANDARA, how can gold be removed ??? Does that person like to dig/ dismantle temple?? Stop your research. .. PLEASE KEEP THE 1200++ YEARS TEMPLE INTACT. .STOP RESEARCH ON RATNA BHANDARA .. WORSHIP LORD..

  • @laxmansahoo4681
    @laxmansahoo4681 4 месяца назад

    ଚୋରି କରିଛନ୍ତି ବୋଲି ଖୋଲୁ ନ ଥିଲେ 🎉

  • @golaksahoo3570
    @golaksahoo3570 4 месяца назад +1

    Laguchi ae lokati agaru ratna vandara ku jaithila kimba tiari karithila

  • @bidyadharswain54
    @bidyadharswain54 4 месяца назад

    Sir is speaking true fact..

  • @MyAnustup
    @MyAnustup 4 месяца назад

    ବିଭୁ ବାବୁ ଙ୍କ ଭଳିଆ ଲୋକ ଓଡ଼ିଆ ଲୋକଙ୍କୁ ଭୁଆଁ ବଲେଇବା କାମ କରୁଛନ୍ତି। ବିଭୁ ବାବୁ ବୋଧେ ପାଣ୍ଡୁ ବାବୁ ଙ୍କ ସାଙ୍ଗରେ ଥିଲେ ବୋଧେ।

  • @AshokBehuria-ou6tu
    @AshokBehuria-ou6tu 4 месяца назад

    ଆରେ ଗବଗଣ୍ଡୁ ଗପ କୁହନାହିଁ ଏବେ ସମୟ ଆସିଛି ବାହାର କର, ଆଉ ଗପ ଚାଲିବନି, ଏ ସର କାରର ଯଦି ଆନ୍ତରିକତା ନାହିଁ, ତ ମାନେ କଣ ଏ ମାଝୀ ସରକାରଙ୍କର କିଛି ମନ୍ଦ ଉଦେଶ୍ୟ ଅଛି କି

  • @laxmidharanath3493
    @laxmidharanath3493 4 месяца назад

    ଆପଣ ମିଛକହୁଛନ୍ତିହୋ, ଭଦ୍ରଲୋକ, ଗୋଟିଏ ଟିଵିକହୁଛି ଅଣଚାଳିଶିତମେକହୁଚ ଛୟାଳିଶି,ତମେ,ମିଛକହୁଛ

  • @gayatrimuduli5352
    @gayatrimuduli5352 4 месяца назад +2

    Jadi Mohan sarkar ete Aram re ratna vandar kholi parile , parikrama prakalpa karibaku tatpara hei paru thiba Naveen sarkar taku kholi Baku ete reluctant kahiki hai thile ,eha samasta nka manare sandeha srusti karuchi

  • @bidhubhusansamantasinghar4792
    @bidhubhusansamantasinghar4792 4 месяца назад +2

    Rahasya ku unmochan heba uchit , Modiji nka kathare varasa achhi

  • @ramachandra8999
    @ramachandra8999 4 месяца назад

    Manoranjan nku brahmagnyaniji or gnyano ch or avaya baro pradano or nutan prem pradano tks rama

  • @hrusikeshmallik3221
    @hrusikeshmallik3221 4 месяца назад +1

    ଏ ସରକାରଙ୍କ ସବୁ ପ୍ରହସନ, ଚାବି ଚୋରି କହୁଥିଲା, ଚାବି ଆସିଲା କେଉଁଠୁ, ପୁଣି ତାଲା ଭଙ୍ଗା ହେଲା କାହିଁକି ? ନଦେଖି କିଛି ନୁଆ ତାଲା ପଡ଼ିରହିଲା କାହିଁକି ?

  • @parsuramsahoo7509
    @parsuramsahoo7509 4 месяца назад +1

    MR R s ମିଶ୍ର ଦୁଇଟି ପରା କହିଥିଲେ ଆପଣ 3ଟି ପରା କହିଲେ ,ଏମିତି 3 ତୁଣ୍ଡରେ ଛେଳି କୁକୁର ହୁଏ

    • @prabinatripathy2696
      @prabinatripathy2696 4 месяца назад

      Apana b vul lekhile...Tanka Naa R.S.Mishra nuhen,R.N. Mishra (Rabindra Narayana Mishra)

  • @spicymithi297
    @spicymithi297 4 месяца назад

    ଏଥିରେ କିଛି ରହସ୍ୟ ନାହିଁ। ଏସବୁ ଖାଲି ଗୁଜବ।ନିଜେ sp ତ କହିଲେ ମୋର କିଛି ହେଇନି। ମୁଁ ଆପଣଙ୍କ ସାମ୍ନା ରେ। ହଁ ରହସ୍ୟ ଏଥିରେ ଅଛି ଯେ ରତ୍ନ ଭଣ୍ଡାର ରେ ଯେତିକି ପରିମାଣ ରେ ରତ୍ନ ଥିବା କଥା ତାହା ନାହିଁ। ଗଲେ ସବୁ ବଡ଼ ବଡିଆ ଧରା ପଡ଼ି ଯିବେ।ସେଥିପାଇଁ ଏତେ ନାଟ ଯେ ସପ୍ତ ଫେଣି ନାଗ ତା ଭିତରେ ଜଗିଛନ୍ତି ବାସୁକି ଗର୍ଜନ କରୁଚି।ରତ୍ନ ଭଣ୍ଡାର ଖୋଲିଲେ ସୃଷ୍ଟି ପ୍ରଳୟ ହେଇଯିବ। କାହିଁ ଖୋଲା ହେଲା କେତେ ସପ୍ତ ଫେଣି ନାଗ ବାହାରିଲେ। ବେକାର କଥା

  • @AshutoshRout-i3i
    @AshutoshRout-i3i 4 месяца назад +1

    , ଏଟା ତା ଜେଜେ କଥା

  • @ashokkumarmoharana7946
    @ashokkumarmoharana7946 4 месяца назад

    ଆରେ ବାବୁ ତମ ପରି ଗାଲୁଆ ଓ ଅନ୍ଧଭକ୍ତି supported news / you tube ବାଲା ଏପରି ଗୁଜବ ବାହାର କରୁଛନ୍ତି । କାହିଁକି ଅଯଥା ମିଛୁଆ କଥା ଗପୁଛ ? ଏ ଲୋକଟି ଶୁଣକଥା ତା ମୂର୍ଖ ଜେଜ ପାଖରୁ ଶୁଣିଛି । କାହିଁକି ଏପରି ମୂର୍ଖଙ୍କୁ ଡାକୁଛ , ଯାହାର ଭାଷା ଠିକ ନାହିଁ ?

  • @as-officialediting8227
    @as-officialediting8227 4 месяца назад

    Sir, Ye Topic Upare Big Flash haba Darkar

  • @uttkal32778
    @uttkal32778 4 месяца назад

    ସାତଟି ନୁହଁ
    17ଟା ରତ୍ନ ଭଣ୍ଡାର ଅଛି

    • @ajaysethy142
      @ajaysethy142 4 месяца назад +1

      Na thiba boli kia kahiba

  • @GaneshBiswal-x4u
    @GaneshBiswal-x4u 4 месяца назад

    Ghar malik nahi tanka ghara 17:47 kanapani kholagala jay jagarnnatha

  • @Selfieecreation
    @Selfieecreation 4 месяца назад

    E majhi sarkar kie se ???

  • @chakradharapati4080
    @chakradharapati4080 4 месяца назад

    ଖୋଲିଲେ ଠିକ୍ କଥା କିନ୍ତୁ ପ୍ରଭୁ ଜଗନ୍ନାଥ ଘରେ ନାହାନ୍ତି ତାଙ୍କ ରତ୍ନ ଭଣ୍ଡାର ଖୋଲିବା କଣ ନିହାତି ଜରୁରୀ ଥିଲା,,,,,କଣ ଦେଶ ରାଜ୍ୟ ଗରିବ ହୋଇଛି ଜଗନ୍ନାଥ ରତ୍ନ ଭଣ୍ଡାର ଖୋଲିଵା କେତେ ଠିକ୍,,,,

  • @swapnaranipanigrahi
    @swapnaranipanigrahi 4 месяца назад

    A sabura Satya stya ra research nihati darkar

  • @snehalatasahoo4567
    @snehalatasahoo4567 4 месяца назад

    Mu bi news padhili, bahut grains thila, pura full grais, kichhi destroy hoi na thila, au dead para baharithila.

  • @beautyofnature4982villagelife
    @beautyofnature4982villagelife 4 месяца назад

    Sunantu angya apan Chhota katha bhabuchhanti jagannath nka ratna bhandar kholiba
    Jadi satare ratna bhandara kholiki ghara maramati karibaku chahuchhanti ama odisare Abe bi sadhu Santa achhanti tanku anantu semane vitare pasibe au maramati heba
    Apan mane kan bahut sachot loka guda ta apananka life re kete kan karithibe je thikana nahi apan mane jagannath nka jinisarr hata mariparibeni au ganati karibata dura katha

  • @Chinmayah4m
    @Chinmayah4m 4 месяца назад

    Hii

  • @subashchandraswain7995
    @subashchandraswain7995 4 месяца назад

    Tuma ghare keunthi rakhi chha samastanku kahuchh ki ? Bhagabaana nka ratna sarbajanika kaahiniki karaa jaauchhi.

  • @commonman1335
    @commonman1335 4 месяца назад

    A SABU KATHA AMA BHARAT BINA KEHI NA JANIBA DARKAR PLS PARE KICHI BI HEYE PARE PLS BOSS

  • @santohp7133
    @santohp7133 4 месяца назад

    Ratnnbhandar chabi hajiba ek rahasy achi sethiru kuchi chory hoyithib nidyay tenu aji parjant kholunathile abe samaste janiparibe mandir prashasan ar sarkar o raja emane sabi mishi chory karithibe nisyay
    Jay jagarnnath

  • @laxmidharanath3493
    @laxmidharanath3493 4 месяца назад

    ସେଟି,କିଏନେଲାକି

  • @i_amhbb
    @i_amhbb 4 месяца назад

    Kana kahuchu khuliba ki sabu kholi pakeiba???
    Mg tame mandir bi bhangidaba
    7ta jaka bhandar😮😮

  • @BalaramDash-v3f
    @BalaramDash-v3f 4 месяца назад

    7 ta jaka bhandar jadi na kholibe tahele kana pai adha rakhibe sarakara spati karana diantu

  • @laxmidharanath3493
    @laxmidharanath3493 4 месяца назад

    , ଭାଇ କଣ ଘଟୁଛି କହିଲ

  • @Nibedita-f7t
    @Nibedita-f7t 4 месяца назад

    Nahadurikatha

  • @Biswajit2019-n3y
    @Biswajit2019-n3y 4 месяца назад

    Ravindra Narayan Mishra nije e katha kahichanti , manisa ta sudhunga bhitare gayeb hai jiba katha. Se sete bele Sri mandira saha Prasasak thile tanka video ebe bi youtube re achi.

  • @chirgallivenews
    @chirgallivenews 4 месяца назад

    Bjp chora konl pai Jagannath bahudi nahanti sete bele chora bholi chabi tadilo

  • @jullysamal6626
    @jullysamal6626 4 месяца назад +1

    ତୁ କିଏ ପାଣ୍ଡୁ କହିବାକୁ ଅଭଦ୍ର ତାକୁ କହି ଡାକୁଛ studioku,ନା ଭଲ ଲାଗୁଚି ପାଣ୍ଡୁ କହିଲେ,କୁକୁର kouthikare
    Vk guha କାଇଁ khaucha

    • @omprasadprusty
      @omprasadprusty 4 месяца назад +1

      କଣ ପାଣ୍ଡୁ କହିଲେ ତୁମକୁ ବା ଧୁ ଛି କି 😅
      ମୁଁ ତ 1000ଥର ପାଣ୍ଡୁ କହିବି
      ଶଳା ତ୍ରିତ ଦାସ 😂😂😂😮😮

  • @ajaysethy142
    @ajaysethy142 4 месяца назад

    SP sir gote kada pana te khaideithile boli tanka munda bulei thila. Anya kichhi nuhan

  • @chirgallivenews
    @chirgallivenews 4 месяца назад

    Bjp sarkar vote ra porti surti pura heunahi sethi pai ratna vondar upore nojor podila

  • @susantabehera4110
    @susantabehera4110 4 месяца назад +1

    Sabu sarakar neiko jibe

  • @bidhubhusansamantasinghar4792
    @bidhubhusansamantasinghar4792 4 месяца назад

    100/. Pandu Kichhi na Kichhi gadbad karithiba

  • @rajendramahalik111
    @rajendramahalik111 4 месяца назад

    Khariku dayadekhaeba abashakanahi

  • @chandrasekharsamal9176
    @chandrasekharsamal9176 4 месяца назад

    Ehi bhdraloka kahille alankara choriheichi sejanille kimiti bhadra loka madhya sawmills achanti,then bjd balla halla karithille se bhitare asuta heigalle?what is this?

  • @sushantakumardash1351
    @sushantakumardash1351 4 месяца назад

    😂Baramunda triangle, 😂😂😂😂ho uncle jee, seita Bermuda Angya Baramunda re ta bus stand achhi he uncle😂😂😂

  • @pkmohanty1005
    @pkmohanty1005 4 месяца назад +3

    A Pana Jane bhadra Lokal. E bhali bhasa kariba kana thhik . Pandu kana

    • @pradhandharmaraj7554
      @pradhandharmaraj7554 4 месяца назад +1

      To bopa banda seita bujhu parunu ki

    • @i_amhbb
      @i_amhbb 4 месяца назад

      @@pradhandharmaraj7554to bupa bia re tike bujheide
      Mg rajaswa jana nai gdp jana nai
      Economy jana nai
      Mg khali bjp BJD mg 1999 dekhe report search kariki jani paribu mg
      Kn kn development heichi heini
      Sabu akhiku development dekha jayeni vitare bht sara kama hue😅
      Mg murkha banda banda banda bia bia
      To jeji pela mg

    • @rajibkumarmohanty8617
      @rajibkumarmohanty8617 4 месяца назад

      ​@@pradhandharmaraj7554ta bou ghaita pandu ta bhari badhuchi .bastard ta

    • @Dillip5331
      @Dillip5331 4 месяца назад +1

      Ha Ha 😂 😂 bro ❤​@@pradhandharmaraj7554

  • @SatyagyanSatya
    @SatyagyanSatya 4 месяца назад

    Total 56 Bhandar achhi bodhe

  • @pravatsethy8647
    @pravatsethy8647 4 месяца назад +2

    Bibuhda babu mind ur language.. Gives respect as a responsible man.

  • @balabhadratantytanty8917
    @balabhadratantytanty8917 4 месяца назад

    7 to kabat khola jau

  • @susantabehera4110
    @susantabehera4110 4 месяца назад

    Odia lok chahunanti sarakar nebe boli khola heuchi

  • @ManguluBidika-w7c
    @ManguluBidika-w7c 4 месяца назад

    Kahiki puja korela hla semite setha koli tela hae thanta na

  • @manojsahoo6184
    @manojsahoo6184 4 месяца назад

    Bjdneta ka. Gujab pRibapania tankar nathila

  • @pramilabarik3626
    @pramilabarik3626 4 месяца назад

    Dekhaa nabaku shubidha haha chori Kari 6i

  • @Cutebaby-s3k
    @Cutebaby-s3k 4 месяца назад

    Chabi katha alochana kara0....chabi kathi kuade gala

  • @bishnupriyapradhan1152
    @bishnupriyapradhan1152 4 месяца назад

    Au charita kahin kholi na thila?

  • @masterkuna1931
    @masterkuna1931 4 месяца назад

    👍🆗😳🙋🙋🙋🙏🌹🤝💯

  • @Santosh-rf6qs
    @Santosh-rf6qs 4 месяца назад

    Mukuta sabu chori haichhi