Jane jane 100 tanka nauchanti, jana sebakendra govt ru jane loka picha 30 tanka paila pare bi lokakathu 100 tanka lancha nauchanti karidaba pai jia na dauchanti tara karunahanti
Sir mora bank khata banda hoijaichhi mu kemiti kyc karibi mu ebe bangalore achhi au mu subhadra madhya apply karisarichhi otp madhyamare hele paisa asuni
Kyc,Dbt,link,ekyc,OTP ଆମେ ଦିନ ମଜୁରିଆ ଲୋକ କଣ ବୁଝିବୁ ।ସୁଭଦ୍ରା ପଇସା କେବେ ମିଳିବ କୁହ ଆଜ୍ଞା।ଯଦି ନଦେବ ସଫା କୁହ ତମକୁ ମିଳିବନାହିଁ । ଆଉ ଭରସା ପାଉନି ।ଆଧାର କେନ୍ଦ୍ର ଦଉଡ଼ି ଦଉଡ଼ି ଚପଲ ଛିଣ୍ଡି ଗଲାଣି ।ତଥାପି ସରକାର ଉପରେ ବିଶ୍ୱାସ ଅଛି ।ଆଗକୁ ଦେଖା ଯାଉ।
Kyc,Dbt link ,otp manea bujhiparunhanti kintu nirbhul odia au english lekhiparuchanti?smart phone kemiti chalaucha???
Thik katha
Kyc,Dbt,link,ekyc,OTP lekhi paru6 tame lekhu6 dina majuria
Right bro
Are se dina majuria nka pai represent karichhanti ..
ସରକାର ତମେ ମାନି ନିଅ ଆକାଉଣ୍ଟ ନମ୍ବର ରେ ପଇସା ଦିଅ ନହେଲେ ଆଗାମୀ ଦିନ ରେ ବହୁତ ଖରାପ ପରିସ୍ଥିତି ହବ
Right
😂😂
Magana Khia Loka Tike Asubidha Bhoga Karantu.
😮😮❤😮😮😮😮o😮😮😮😮😮😮😮እሺ የ ❤❤❤🎉🎉😮😮😮😮😮😮😮😢😮😮😮😢🎉🎉😂🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉😂🎉😂🎉🎉😂🎉🎉😂😂😂😂🎉😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂❤😂😂😂😂😂❤😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂❤😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂❤😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂❤❤Oo😢❤❤❤@@AnandabarikAnandabarik-b9f
@@TapasSahoo. Tu kon magona khiya nuhe😂😂😂😂na tu bjp vakta.magana khaunu😅😅😅😅
bholo kotha bujhei le bhai..❤❤❤
ବାଳ ସୁଭଦ୍ରlଯୋଜନl ଗରିବ ଲୋକଙ୍କୁ ଖାଲି ଠୋକୁ ଛନ୍ତି ।ଆମ ଲୋକମାନେ ନରେଗା କାମ କରୁଛନ୍ତି ତାର ପଇସା ଆସୁଚି ସେଇଟା ତ ସେଇ ଗଭର୍ମେଣ୍ଟ ର ହେଲେ ଏହି ଶୁଭଦ୍ରା ପଇସା କଣ ପାଇଁ ଆସୁନି। ଏଇଟା ଗୋଟେ ଗୋଟେ ପ୍ରହସନ
Right
Super bhai
ନାଇସ୍ ବ୍ରୋ 😊
ଭାଇ ଅପୋଣ ଙ୍କୁ ବହୁତ୍ ବହୁତ ଧନ୍ୟବାଦ ।
Thanks bhai ati sundr bhabare bujheithibaru
ସାମ୍ବାଦିକ ଭାଇ DBT ଆଉ debit ଭିତରେ ଫରକ ଆଗେ ବୁଝ। ତାପରେ ଲୋକ ବୁଝିବେ
ହଁ
ତୋଟାଲ ସରକାରଙ୍କର ଭୁଲ ତାଙ୍କ ଗୋର୍ମେଣ୍ଟ ରଭୂଲ୍ଲ ଜେନ୍ତି ଭୋଟ ମାଗିବା ପାଇଁ ଘର ଘର ବୁଲୁଛନ୍ତି ସେମତି ସୁଭଦ୍ରା ଫର୍ମ ଫିଲପ୍ ଆଉ ସବୁକିଛି ରେଡ୍ଡୀ କଣ ପାଇଁ କରିଲେନି ଆଜି ହଇରାଣ କରୁଛନ୍ତି ଗରିବ ଲୋକ ମାନଙ୍କୁ। ଏ କିପ୍ରକାର୍ ଜନସେବା। ହଉ ସବୁ ପ୍ରଭୁ ଦେଖୁଛନ୍ତି। ତୁମ ମାନଖଟରେ ଚୁରି କାକୁଡି ଜେମଟୀ ପରୁଛ କାଟ
Bhai thik kahije hele bank carmarchari ku pitiba darkar tebe jai thik haba
Right bhai 🎉🎉😊😊
Right bro
Mu bi bank au janseva kendra bohut jauchhi tention khali 😢
ଭାଇ ସରକାର ଙ୍କ କଣ ଭୁଲ ଅଛି , ଏଥିପ୍ରତି ତମକୁ bank ଯାଇ ଠିକ୍ କରିବାକୁ ପଡ଼ିବ ସରକାର ଙ୍କୁ ନୁହେଁ , ଯଦି bank ମାଧ୍ୟମ ରେ ନ ଦେଇ ଥାନ୍ତେ କେତେ କୁଜି ନେତା ମାନେ କଣ କରିଥାନ୍ତେ ମୋ ଠାରୁ ଆପଣ ଅଧିକ ଜାଣିଥିବେ, ମୋ ହିସାବରେ ସବୁ ଠିକ୍ ଅଛି ଏତେ ଜଲଦି ପଇସା 5000 ଦେବା ସହଜ
Thanku brather
Right sir
Bahut Bala re kahucha bujhauja Bhaina thank
bahut badhia bhai👍👍👍👍
Right Katha sir,
Bhai Thank you
Right katha sir ସାଧାରଣ ଲୋକ ବହୁତ ହଇରାଣ ହେଉଛନ୍ତି 😢
Magana Khia Loka Tike Asubidha Bhoga Karantu.
@@TapasSahoo. Tu sabu comments Sam reply dauchu 😅😅😅tu andhavakta ta
Bro right kahila
Right katha sir
Badhia katha bhai kahile DBT bisayare govt se. Bhai kahila pori kariba katha
Good advise sir
Very nice ❤😂
Very nice dada
ଏକ ନମ୍ବର ଦାଦା
Bhai bhola kahilo❤
PJP କୁ Vote ଦେଇ ଭୁଲ କଲୁ କଲେ ଓଡ଼ିଶା ବାସି
BJD ଆମ ଠିକ୍ ସରକାର କାଳିଆ ଯୋଜନା ସମସ୍ତକୁ
ମିଳୁଥିଲା ହେଲେ ସୁଭଦ୍ର ଯୋଜନା ମିଳୁନି ସମସ୍ତ ନାରୀ କୁ
ସବୁ ଟଙ୍କା ଖାଇ ଯାଉଛନ୍ତି BJP ସରକାର😢
Yes online process hele bhala DBT
Very good advice.
Bhai right kahila.. 🎉
Yes correct bhai
Good information
କାଳିଆଯୋଜନାନାମ ଅଛିକିନାଇଁ ଆମେ ମୋବାଇଲରେ ଜାଣିପାରୁଥିଲୁ କିନ୍ତୁ ଏଇ ଯୋଜନା ଆମେକିଛି ଜାଣିପାରିନୁ ଆରି ଲିଷ୍ଟି ନାହିଁ ଯଦି ଏହାର ଲିଷ୍ଟି ଥାନ୍ତା ଲୋକମାନେ ହଇରାଣ ହୁଅନ୍ତେ ନାହିଁ
🎉Thankyou bhai
Right katha kahila bhai
Thik katha
Right advice good decision bhai
Dbt, e kyc ସବୁ ok ଅଛି ଆଜ୍ଞା, କେବଳ subadhra ଯୋଜନା ପାଇଁ କି ମୋହର ତ୍ରୁଟି ଅଛି ଆଜ୍ଞା, ସରକାର ଲୋକଙ୍କୁ ଠକିବାର plane ଜାଣିଛି, ତାହାର ଅଭ୍ୟାସ ମଧ୍ୟ ଅଛି
ସରକାର କର୍ମୀମାନଙ୍କୁ ଦାୟିତ୍ୱ ଦିଅନ୍ତୁ କିପରିଭାବରେ ସୁରୁଖୁରୁରେ ଲୋକ ଟଙ୍କା ପାଇବେ। ଦୌଡାଦୌଡି କଲେ ଲୋକ ବିରକ୍ତ ହେଉଥିବା ଜଣାପଡୁଚି। ଯେପରି ଭୋଟ ମାଗିଲା ବେଳେ ସୁନ୍ଦର ସୁନ୍ଦର କଥା କୁହନ୍ତି
Right bhai
ଭାଇ ଭଲ କଥା କହିଲେ ଏ ମିତି ହେବା ଦର କର ଧ ନ୍ୟ ବଡ଼
Thk kahichhanti
You are right bro... 👍👍👍
ଯାହା ଦରକାର ସରକାର ନମ୍ବର ଅନୁଯାଇ 1,2,3ଏହି ପରି ଲେଖି ତା ସହିତ ଟୋଲ ଫ୍ରୀ ନମ୍ବର, ଏବଂ ପଂହଁଲା ବୋଲି ଉତ୍ତର ଦେଇ ସନ୍ତୁଷ୍ଟ କରନ୍ତୁ, ଏବଂ ଗ୍ରହକମାନେ ନିଜ ମୋବାଇଲ ରେ କରିବାକୁ ଅନୁମତି ଦିଅନ୍ତୁ ଲଭୁ ଠିକ ସମସ୍ତେ ଜାଣିବେ, ଏହାର ଏକ ସରଳୀ କାରଣ କରନ୍ତୁ
ମୋ ସେବା କେନ୍ଦ୍ର ରେ apply karila pare gote slip ଦେଉଛନ୍ତି ଏବଂ ସେଥିପାଇଁ 50 rupee ନେଉଛନ୍ତି କାହିଁକି
Complain Kara j neuchhi ta centre banned heijiba😊
100 nauchanti😮
👍👍👍
100
Jane jane 100 tanka nauchanti, jana sebakendra govt ru jane loka picha 30 tanka paila pare bi lokakathu 100 tanka lancha nauchanti karidaba pai jia na dauchanti tara karunahanti
Online re adhar seeding kalabele DBT enable kariba pain State bank of india option asunahi other bank option asuchi
Jay jagannath 🌺🙏🌺🚩
ଅଶିଖିତ ସ୍ତ୍ରୀ ଲୋକ ମାନେ କଣ ଏ ସବୁ କରି ପାରିବେ କି
Right katha kahucha bhai,tuma pari loka bahutt kamm achhanti
ବହୁତ ସୁନ୍ଦର କହିଲ
Right 👍
Right khata kahila bhai
Right
Right bro
କଟକ ରେ ମୋ ସେବା କେନ୍ଦ୍ର ରେ ରେଜିଷ୍ଟର କରିବାକୁ ୧୦୦ ଟଙ୍କା ଆଦାୟ କରୁଛନ୍ତି। ସରକାର ଧ୍ଯାନ ଦିଅନ୍ତୁ
Sea jadi mony maguchanti taa na rea complen dauna ta Para abasta kan hauchi deakhiba .eameti coment leakhilea kie kichi kare pare beani
@@rajeshkumarsahoo6286 sector 9 re kahuchi, dakibi 7/8dina pare nahele form neijao . Jie dela 100 ta kama kalaa.
Ama ade ta 250,300 neuchanti lok bhi magana pauchanti Paisa boli dei ki karuchanti au complain bhi karu nahanti kia se katha kahiba
ତାଙ୍କ ନାଁ ଏବଂ ସେ ସ୍ଥାନର ନାଁ କୁହନ୍ତୁ
Right kotha
IPPB ACCOUNT OPEN KARANTU POST OFFICE RE
AUTOMATIC DBT BENEFITS PAIBE 🙏🙏🙏🙏
Bhai moro ippb re account achhi kintu poisa asu nahi. Dbt linked achhi.
@@maheswarkumarnahak2420 Bhai, Apply karichha ki nhi ???
ଫ୍ରମ୍ ପାଇଁ ଜନ ସେବା କେନ୍ଦ୍ର ରେ ପଇସା ବି ମାଗୁଛନ୍ତି
Yes sir
Only cangress 🎉🎉
👌👌👌
Tracking system dele samastanka pain Bhala Huanta
Right dada
Sir mora bank khata banda hoijaichhi mu kemiti kyc karibi mu ebe bangalore achhi au mu subhadra madhya apply karisarichhi otp madhyamare hele paisa asuni
Dbt ଲିଙ୍କ ବ୍ୟାଙ୍କବାଲା କରିଦେଉନାହାନ୍ତି
As well Bhai
ମାନନୀୟ, ମୁଖ୍ୟ ମନ୍ତ୍ରୀ ମୋହନ ଚରଣ ମାଝୀ ସାର୍ ସେପ୍ଟେମ୍ବର ମାସ 15 ତାରିଖ ଠାରୁ ଆଫ୍ଲାଇ କରିଥିଲୁ କିନ୍ତୁ 2ୟ କୀସ୍ତି ରେ ସୁଭଦ୍ରା ଟଙ୍କା ପାଇ ପାରୁନି kyc
ହ ଇ ଅଛି କିନ୍ତୁ Dbt ଆଫ୍ଲାଇ ଅକ୍ଟୋବର 3ତାରିଖ କରିଥିଲେ ଏ ପର୍ଯ୍ୟନ୍ତ 2ୟ କିସ୍ତି ମଧ୍ୟ ଜଗନ୍ନାଥ କାଟି ଦେଲେ ଓ 3ୟ କିସ୍ତି ଅପେକ୍ଷା କରିବାକୁ ହେବ କ ଉଁଠି ରହୁଛି ଜଣାନ୍ତୁ ସାର୍
ଭାଇ ପୁରା correct କଥା କହୁଛନ୍ତି
ସତ କଥା ଭାଇନା bank ରେ ଗଲେ online କର ନ ଜାଣିବା ଲୁକ କୁ କେତେ ହଇରାଣ ଯେ କୁହ ନାଇନି
Right kahu6n sir
Liked
Bank khata re mobile link kali koli hele sir Subhadra jojona Tonka asiba ki
yes yes
Lagaunhi bhai
ଭାଇଙ୍କ କଥାରେ ପୂରା ସତା ସତ୍ୟ ଅଛି
Right,,,,
ଭାଇ ଜଣକ parfect କଥା କହିଛନ୍ତି
Odisha baharu v apply karihaba ki??
ସରକାରଙ୍କୁ ଅନୁରୋଧ ଯେକାହିକିହରାଣକରୁଛନ
Yes
ଜଣ ସେବା କେନ୍ଦ୍ର money charges karuchonty 50,60 rupees। ୟା ପାଇ konshi କାର୍ଯ ଅନୁଷ୍ଟ ନିଅନ୍ତୁ
ଜଣେ ଲୋକଙ୍କ ବାହାଘର ପୂର୍ବରୁ ଟାଇଟଲ ଅଲଗା ଥିଲା ବାହାଘର ପରେ ଟାଇଟଲ ଅଲଗା ହେଲା କାରଣ ଏହାଜେ ବାହାଘର ପୂର୍ବ ର ଟାଇଟଲ ସୁଭଦ୍ରା ଯୋଜନା ରେ ଆବେଦନ ହେଇଛି କିନ୍ତୁ bank account ଟା ବାହାଘର ପରେ ହେଇଛି
ସୁଭଦ୍ରା ରେ କିଛି ଅସୁବିଧା ଅଛି କି ଭାଇ
Right answer bhai
ବ୍ୟାଙ୍କ କୁ ଯାଇ ଯାଇ ମୋର 2000 ଟଙ୍କା ଖର୍ଚ ହେଇ ଗଲାଣି ଆଉ କେବେ ମିଳିବ ସୁଭଦ୍ରା
Kaptipada ଜନ ସେବା କେନ୍ଦ୍ର ରେ 350 ଟଙ୍କା ନେଉଛନ୍ତି
Mu bank bala saha jhgada jagibi 2thara kahilini dbt ta link karantu kintu karunj 😢😢
ଏଇଟା କିହିରାଣ ଡାଇରେକ୍ଟ ଆକାଉଣ୍ଟ ରେଦିଅ ନହେଲେ ଅନଲାଇନ ଇକେଐସି ଅଟିପି ମାଧ୍ୟମରେ କରାଜାଉ ନମସ୍କାର
DBT ଲିଙ୍କ ଅଛି କି ନାହିଁ କେମିତି ଜାଣିବୁ
ସାଧାରଣ ଲୋକ ବହୁତ ହଇରାଣ ହେଉଛନ୍ତି
Sir mor bank of boroda re dbit link achhi mu subhadra from re sbi bank ta dei chhi mor paisa asiba ki nahi
Sir mor cm kisan re paisa asichhi 9.9.24 re kintu subhadra paisa asini kan karibaku padiba ki
ଘରେ ରୋଷେଇ ହେବା କଷ୍ଟ କର ହୋଇଗଲା କି ଯୋଜନା କଲେ ସରକାର
Sir, bidhaba bharta pauthile subhadra apply kale heba ki
Yes
ବାଲ ହେବ ସରକାର ପାଖରେ ଆମର କଣ ନାହିଁ ସେ ଆମ ଗରିବ ଲୋକଙ୍କୁ ହଇରାଣ କରାଯାଉଛି
Sir DBT online re kale thik heba ki
Direct India post payment bank khola DBT autometic hei jiba
Paisa wala lokonku paisa mili la au jou mane paiba jagya tanku mili ni wah re sarkar
Tq
ଭାଇ ନେକ୍ସଟ ପଇସା କେବେ ଆସିବ
ଠିକ୍ ସତ୍ କଥା
ଆମ ଘରେ ତ କିଛି ଯୋଜନା ମିଳୁନି
E-kyc na re Titlagarh State bank pura title, Ekyc from RS-50