TU DEBATA MU MANISHA | SOURAV BHARADWAJ | ODIA NEW BHAJANA | OFFICIAL STUDIO VERSION 2024

Поделиться
HTML-код
  • Опубликовано: 27 дек 2024

Комментарии • 1 тыс.

  • @Happyanytime143
    @Happyanytime143 5 месяцев назад +565

    ହେ ଜଗା ତତେ ଧନ ସମ୍ପତ୍ତି ମାଗୁନି ରେ ଖାଲି ଏତିକି ମାଗୁଛି କି ମତେ ମା ହେବାର ସୌଭାଗ୍ୟ ଦେ 😭😭😭😭😭😭ନ ହେଲେ ଏହି ବୟସ ହି ମତେ ତୋ ପାଖକୁ ନେଇ ଯା 😢😢😢😢ଆଉ ଏ ନିଧା ଅପମାନ ସହି ହୋଉନ ରେ 😭😭😭😭🙏🙏🙏🙏

    • @chittaranjanrout266
      @chittaranjanrout266 5 месяцев назад +68

      ମା ତୁମ ଡାକ ମୋ ଜଗା କାଳିଆ ନିଶ୍ଚୟ ଶୁଣିବ 😢

    • @niranjanbehera8222
      @niranjanbehera8222 5 месяцев назад +25

      Jay Jagannath

    • @kabitapatra113
      @kabitapatra113 5 месяцев назад +24

      Jaga tuma daka nischay suniba maa tume hoiparib

    • @purnachandranayak7710
      @purnachandranayak7710 4 месяца назад +20

      Tama daka jaga sunichinichaya bhaouni aie chota lathare mana dukha karucha maa laxminka bi ta kehi chua nahanti hele se jagatara maa sebhali tume b chesta kara pura jagatara maa heba paen

    • @PradeepKumar-xt6yp
      @PradeepKumar-xt6yp 4 месяца назад +33

      ଜଗା ଗେହ୍ଳା ପୁଅ ତାକୁ ଭାବିନିଅ ପୁଅ
      ନିନ୍ଦା ସବୁ ଦୂରେଇ ଯିବ

  • @jyotsnamaharana7112
    @jyotsnamaharana7112 6 месяцев назад +157

    ଗୀତର ପ୍ରଥମ ଧାଡିକୁ ଶୁଣିଲା ବେଳକୁ ସତରେ ହୃଦୟକୁ ଛୁଇଁ ଯାଉଛି🙏❤️🌼ସତରେ ଜଗା ତୋ ଗୀତରେ କି ଯାଦୁଅଛି କେଜାଣି ବାରମ୍ବାର ଶୁଣିବା ପାଇଁ ଇଚ୍ଛାହୁଏ❤ ସମସ୍ତଙ୍କୁଭଲରେ ରଖିଥାଅ ବଡ଼ଠାକୁର🙏😊

  • @akshayaparida9980
    @akshayaparida9980 8 месяцев назад +27

    Love you bhai ❤❤❤ bahut sundar gita and nice voice🎉🎉🎉🎉

  • @PIN2LINU
    @PIN2LINU 8 месяцев назад +471

    ସୌରଭ ଭାଇ ତୁମ କଣ୍ଠ ରେ ଜଗନ୍ନାଥ ଙ୍କ ଭଜନ ହିଁ ଶୋଭା ପାଉଛି.

    • @gobindanaik3551
      @gobindanaik3551 7 месяцев назад +23

      Sata katha

    • @sachinsahoo9326
      @sachinsahoo9326 7 месяцев назад +5

      Micha

    • @sonalinayak525
      @sonalinayak525 7 месяцев назад +10

      Sata re sourav bhai nka kantha re jagannath nka Bhajan sunile hi akhiru luha paleiase 😢

    • @deepakraaj3379
      @deepakraaj3379 6 месяцев назад +3

      ❤ pura right kahucha bhai bahutu sundra laguchi saouravh bhai nka voice re jagannath nka Bhajan hy jaga I miss you 😢😢❤❤

    • @prasantaroutray2506
      @prasantaroutray2506 6 месяцев назад

      gifted🥰

  • @SubhasmitaSahoo-l6c
    @SubhasmitaSahoo-l6c 8 месяцев назад +187

    ଆପଣଙ୍କ ସ୍ଵର ସବୁ ସିଙ୍ଗରଙ୍କ ଠାରୁ ଅଲଗା ଆଉ ହୃଦୟସ୍ପର୍ଶୀ ଆଉ ସବୁଠୁ ସୁନ୍ଦର ସ୍ଵର

  • @kurikudumba5209
    @kurikudumba5209 8 месяцев назад +124

    ବଡ଼ ଭାଇ ଆପଣଙ୍କ ଭଜନ ସବୁ ବେଳେ ଶୁଣିବାକୁ ଭଲ ଲାଗୁଚି ଶୁଣିଲା ପରେ ଯୋଉ ଆନନ୍ଦ ମିଳୁଚି ନା କଳ୍ପନା କହିପାରିବିନି।ପ୍ରତି ଦିନ ଗୋଟେ ଗୀତକୁ ୫,୬ repeat କରି କରି ଶୁଣେ ।ଧନ୍ୟବାଦ୍ ଭାଇ,ଏମିତି ଗୀତ ଗାଇ ଚାଲନ୍ତୁ ଭଗଵାନ ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ 🙏🏽

  • @singhmama1234
    @singhmama1234 5 месяцев назад +58

    ଭାଇ କି ସୁନ୍ଦର କଣ୍ଠ 😊😊
    ଭଗବାନ ଆପଣ ଙ୍କୁ ଆହୁରି ଆଗକୁ ନିଅନ୍ତୁ ❤

  • @diptimayeedevi3139
    @diptimayeedevi3139 8 месяцев назад +58

    ଅତି ସୁମଧୁର କଣ୍ଠ ଲେଖାର ମଧ୍ୟ ମାନେ ବହୁତ ହୃଦୟ ସ୍ପର୍ଶୀ।ସେଇ ବଡ଼ଠାକୁର ତୁମର ସହାୟ ହେବେ ଆଗକୁ ବଢ଼ିବାରେ ।ଜୟ ଜଗନ୍ନାଥ 🙏🙏😍😍

  • @madhusmitabarik8319
    @madhusmitabarik8319 Месяц назад +29

    ଜଗାରେ କିଛି ମାଗୁ ନାହିଁ ଖାଲି ମା ଟିଏ ହବାର ସୈାଭାଗ୍ୟ ଟିଏ ମାଗୁଛି। ଭିକ୍ଷାରେ ହେଉ ପଛେ ଦେଏରେ 😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭

    • @Dilipkumarmallick-q1q
      @Dilipkumarmallick-q1q 16 дней назад +1

      ❤ହେଏ ମା ମେତେ ତମ ପୁଅ କରି ନିଅ🙏🙏

    • @jmsbehera2844
      @jmsbehera2844 16 дней назад +2

      ପ୍ରଭୁ ଜଗନ୍ନାଥଙ୍କ ତମ କୋଲ ନିଶ୍ଚୟ ପୂରଣ କରିବେ ଭଉଣି❤❤❤❤❤❤❤ ଜୟ ଜଗନ୍ନାଥ

    • @madhusmitabarik8319
      @madhusmitabarik8319 15 дней назад +1

      @Dilipkumarmallick-q1q ଧନ୍ୟବାଦ ପୁଅ

    • @madhusmitabarik8319
      @madhusmitabarik8319 15 дней назад +2

      @jmsbehera2844 ଧନ୍ୟବାଦ ଭାଇ 🙏

    • @sinugymmotivation
      @sinugymmotivation 3 дня назад +1

      Jaga suniba bhauni 🥹🙏

  • @smita563
    @smita563 6 месяцев назад +18

    ଅଭିମାନ କରିକି ଯଦି କିଛି ଭଗବାନ ଙ୍କୁ କହିବାର ଥିବ ତ .. ଏମିତି ଗୋଟେ ଗୋଟେ ସଙ୍ଗୀତ ହିଁ ଆମ ମାନଙ୍କର ମାଧ୍ୟମ❤❤।ଜୟ ଜଗନ୍ନାଥ 🙏

  • @akhilkumar6129
    @akhilkumar6129 7 месяцев назад +51

    ଭାଇ କଣ ଗାଉଛ ସତରେ ଭାଇ ତମ କଣ୍ଠ ରେ ପ୍ରଭୁ ଜଗନ୍ନାଥ ଅଛନ୍ତି ⭕‼️⭕🙏
    ତମ ସବୁ ଗୀତ ରେ ସତରେ ଜଗନ୍ନାଥଙ୍କୁ ଭିତରେ ପାଇଲା ପରିକା ଲାଗୁଛି 😊 ଭାଇ ଏମିତି ହିଁ ଗାଇଚାଲ 😊🙌
    ଜୟ ଜଗନ୍ନାଥ ⭕‼️⭕🙏.......

  • @samir4500
    @samir4500 6 месяцев назад +26

    ସାରା ଓଡିଶା ସୌରଭ ଙ୍କ କଣ୍ଠ ର ଯାଦୁ ଦେଖୁଛି ❤️🫶👏wah pride of Baleswor ❤️ଜୟ ଜଗନ୍ନାଥ 🙏

  • @Mona_lisa361
    @Mona_lisa361 8 месяцев назад +18

    Jay jagannath.......❤🙏❤

  • @saileshsekharmahanta1156
    @saileshsekharmahanta1156 8 месяцев назад +29

    ଜୟ ଜଗନ୍ନାଥ ମହାପ୍ରଭୁ

  • @MAHENDRAMALLICK-gl1ze
    @MAHENDRAMALLICK-gl1ze 8 месяцев назад +15

    Bohut sunder gito🎉 Jay jaganath

  • @PintuDas-gh2hy
    @PintuDas-gh2hy 5 месяцев назад +10

    ସତରେ ଭାଇ ବହୁତ ହୃଦୟସ୍ପର୍ଶୀ ଏଇ ଗୀତ ରେ ଅଛି ଆଉ ଆମ କଳା ଠାକୁର ପାଖ କୁ ମନ ନେଇ ଯାଉଛି ଆଉ ଲୁହ ରହୁନି ବହୁତ୍ ବାହୁଡା଼ ଧନ୍ୟବାଦ ଭାଇ ଏଇ ଗୀତ ସାରା ଓଡ଼ିଶା କୁ ଦେଇଥିବାରୁ ଆଉ ପ୍ରଭୁ ଜଗନ୍ନାଥ ଆପଣଙ୍କୁ ଆଉ ଆପଣଙ୍କ ପରିବାରକୁ ଭଲରେ ରଖନ୍ତୁ 😢😢😢

  • @Aarti-uj3tl
    @Aarti-uj3tl 7 месяцев назад +19

    🥰🙏ଭାଇ , ସତରେ ଜଗନ୍ନାଥଙ୍କ ଭଜନ ଶୋଭା ପାଉଛି ତୁମ କଣ୍ଠରେ

  • @nrusinghajena6907
    @nrusinghajena6907 7 месяцев назад +10

    ହୃଦୟକୁ ଛୁଇଁଲା ପରି ଗୀତ ଟିଏ 🙏🏻

  • @lovelybaby898
    @lovelybaby898 6 месяцев назад +36

    ଜଗା ଭାଇ ମୋତେ ଥରେ ତମ ପାଖକୁ ନେଇଯାଅ😢 ଏଇ ଦୁନିଆ ଟା ବହୁତ ଖରାପ 😭😭😭😭

  • @kdm0987
    @kdm0987 8 месяцев назад +12

    Jay jaganaath 🙏

  • @arunabiswal5017
    @arunabiswal5017 8 месяцев назад +10

    Jay jaganatha ❤❤❤❤❤

  • @itishreebehera23
    @itishreebehera23 5 месяцев назад +5

    ଛୁଇଁଗଲା ହୃଦୟ କୁ ଆଉ ଲୁହ ଆସିଗଲା ଆଖିରେ। ଭାଷା ପାଉନି କେମିତି କହିବି କେତେ ଭଲ ହେଇଛି ଗୀତର lyrics, music, voice everything। ଜୟ ଜଗନ୍ନାଥ 🙏

  • @Sanketpanda
    @Sanketpanda 5 месяцев назад +7

    ଭାଇ ଆପଣଙ୍କ ଭଜନ ସବୁ ବେଳେ ଶୁଣିବାକୁ ଭଲ ଲାଗୁଚି l ଶୁଣିଲା ପରେ ଯୋଉ ଆନନ୍ଦ ମିଳୁଚି ନା କଳ୍ପନା କହିପାରିବିନି।ଧନ୍ୟବାଦ୍ ଭାଇ ।ଆଉ ଜଗା ତ ମୋ ସାଙ୍ଗ ।

  • @gopalkrishnaofficial54
    @gopalkrishnaofficial54 5 месяцев назад +12

    ହେ ପ୍ରଭୁ ଶ୍ରୀ ଜଗନ୍ନାଥ ମୋ ଭାଇ କୁ ଆହୁରି ଆଗକୁ ନିଅନ୍ତୁ 🙏 ହୃଦୟ ମୋର ଆତ୍ମ ସନ୍ତୋଷ ଆପଣଙ୍କ ହୃଦୟସ୍ପର୍ଶୀ ସଙ୍ଗୀତ ଶୁଣି 🙏🙏

  • @smita563
    @smita563 6 месяцев назад +4

    ଭଗବାନ ବୋଧେ ସୈାରଭ ଭାଇ ଙ୍କ ଉପରେ ସବୁ କରୁଣା ଢ଼ାଳି ଦେଇଛନ୍ତି ତା ନ ହୋଇଥିଲେ ଏତେ ସୁନ୍ଦର ଭାବମୟ ସଙ୍ଗୀତ କେମିତି ଗାଇ ପାରୁଛନ୍ତି ❤❤ ହୃଦୟ କୁ ପୁରା ଛୁଇଁ ଯାଉଛି ଏ ସଙ୍ଗୀତ 🥰🥰ଯିଏ ଏ ସଙ୍ଗୀତ ଲେଖିଛନ୍ତି ତାଙ୍କୁ ବହୁତ୍ ବହୁତ ଧନ୍ୟବାଦ 🎉 ଏବଂ ସୈାରଭ ଭାଇ ଙ୍କୁ ମଧ୍ୟ ବହୁତ ବହୁତ ଧନ୍ୟବାଦ 💝💝

    • @somya_creation
      @somya_creation 5 месяцев назад +3

      Thank you 🙏

    • @aamaadmisukanta6641
      @aamaadmisukanta6641 4 месяца назад

      Ta nuhn ta au kn tanku dekhubahanti se jete Gita gauchhanti kemiti bhaba bibhola heijauchhanti ❤❤❤

    • @sipunnanda3842
      @sipunnanda3842 3 месяца назад

      ❤❤❤❤❤❤❤❤❤ ରାଇଟ୍

  • @bhagirathisethi3794
    @bhagirathisethi3794 3 месяца назад +5

    Jagannath ତୁମ କଣ୍ଠରେ ଲକ୍ଷ୍ମୀ ମାତାଙ୍କୁ ବସେଇଦେଇଛନ୍ତି,ଅତି ମଧୁର,,,,,,,,,ଜୟ ଜଗନ୍ନାଥ

  • @SunitaSunita-rd7gl
    @SunitaSunita-rd7gl 6 месяцев назад +4

    Jai jagannath 🙏 🙏 Wow...... ki sundar Gita jete sunile b mana bharuni.......my favourite song 👌👌👌👌👌👌sundar voice 👌👌👌👌

  • @kirtirajacharya7495
    @kirtirajacharya7495 7 месяцев назад +18

    ମହାପ୍ରଭୁ ଶ୍ରୀଜଗନ୍ନାଥ ଆପଣଙ୍କ ଉପରେ କୃପା ଦୃଷ୍ଟି ରଖିଥାନ୍ତୁ

  • @rkcreation1661
    @rkcreation1661 8 месяцев назад +9

    Jay jagannath ❤❤❤

  • @realstar2124
    @realstar2124 Месяц назад +2

    ଯେତେ ପ୍ରଶଂସା କଲେ କମ୍ ହେବ, ଉଭୟେ ଗୀତିକାର, ଗାୟକ ଓ ସଙ୍ଗୀତକାର ଙ୍କୁ ବହୁତ୍ ବହୁତ୍ ଧନ୍ୟବାଦ୍

  • @paoojadehury6154
    @paoojadehury6154 8 месяцев назад +10

    Jay janatha ❤❤❤❤❤

  • @TEAMBISWAJIT
    @TEAMBISWAJIT 2 месяца назад +1

    ସତରେ ଜଗା ତୋ ମାୟା କେହି ଜନିପରିବନି। 🙏 ବହୁତ୍ ସୁନ୍ଦର ଭଜନ ଭାଇ ଙ୍କୁ ଧନ୍ୟବାଦ 👍ଜୟ ଜଗନ୍ନାଥ ⚫❗⚫ 🙏

  • @bebinaojha5638
    @bebinaojha5638 8 месяцев назад +11

    Woowww.........aponka voice satre manaku chueila vali heichi ....🙏⭕❗⭕

  • @swagatikananda6795
    @swagatikananda6795 Месяц назад +1

    କି ସୁନ୍ଦର voiceeeeeeeee..... ଭଗବାନ 🙏🏻ତୁମର ମଙ୍ଗଳ କରନ୍ତୁ ଭାଇ.. ଆଉ ଏମିତି ଭାବ ପୂର୍ଣ୍ଣ ସ୍ୱର ପୁଣି ଥରେ ଆମେ ଯେମିତି ଶୁଣିବାକୁ ପାଇବୁ 🙏🏻😍.... ଲେଖା ତ ପୁରା A1 ହେଇଛି.. ଧନ୍ୟବାଦ 🙏🏻

  • @SucharitaBehera-lp7qm
    @SucharitaBehera-lp7qm 2 месяца назад +1

    ଆପଣଙ୍କ ର କଣ୍ଠ ରେ ସ୍ୱୟଂ ମହା ପ୍ରଭୁ ଜଗନ୍ନାଥ ବିଜେ କରିଲା ଭଳି ସୁନ୍ଦର ଗାୟନ ଶୈଳୀ ହୋଇଛି . ସେହି ମହା ପ୍ରଭୁ ଜଗନ୍ନାଥ ଙ୍କର ଅନୁକମ୍ପା ରୁ ଆପଣଙ୍କ ର ସଂଗୀତ ଆହୁରି ସୁମଧୁର ହେଉ..ଆପଣଙ୍କ ର ଚଲାପଥ ସୁଗମ ଏବଂ କୁସୁମିତ ହେଉ.. ଜୟ ଜଗନ୍ନାଥ.. 🙏🙏

  • @rinkudunia6444
    @rinkudunia6444 6 месяцев назад +4

    ଜୟ ମା ତାରିଣୀ 🙏🙏....woww

  • @swapnaranibehera2377
    @swapnaranibehera2377 4 месяца назад +2

    ଭଜନ ଟି ଶୁଣିଲେ ଅଖିଳେ ଲୁହ ଆସିଯାଉଛି ,😭😭 ଭାଇ ତୁମ କଣ୍ଠରେ jaganaath ଅଛନ୍ତି ,ତୁମ ପାଖରେ ବି Jaganaath ଅଛନ୍ତି 🙏🙏🙏

  • @subhashishmishra5101
    @subhashishmishra5101 6 месяцев назад +5

    ମୋର ଭଗବାନଙ୍କ ପାଖରେ ପ୍ରାର୍ଥନା ଏଇ ଭଳି ମଣିଷ ଏଇ ଦୁନିଆ କୁ ପଠାନ୍ତୁ ମୋ ଭଳି ପାପୀ ଲୋକର ଏଇ ଦୁନିଆ ରେ କିଛି କାମ ନାହିଁ ମହାପ୍ରଭୂ 🙏

  • @life4exploration
    @life4exploration 6 месяцев назад +1

    ଗାଆଁ ର ଅଭୁଲା ସ୍ମୃତି l ଗୀତ ସହ ଜଡ଼ିତ ସମସ୍ତଙ୍କୁ ଅଭିନନ୍ଦନ l ♥️ ❤️। କାଲିଠାରୁ ବାରମ୍ବାର ଶୁଣି ଚାଲିଛି। ଅବିଶ୍ୱସନୀୟ......

  • @jena487
    @jena487 8 месяцев назад +7

    Bhai market re trending singer ❣️ wow , sundar anubhab

  • @sasmitamohanty1970
    @sasmitamohanty1970 4 месяца назад +1

    ବହୁତ ସୁନ୍ଦର ଗୀତ 👌🏻ଆପଣଙ୍କ ସ୍ୱର ରେ ସତରେ ଆଧ୍ୟାତ୍ମିକତା ଅଛି 🙏🏻

  • @user-pihumamali
    @user-pihumamali 4 месяца назад +3

    🙏🥺ବହୁତ ସୁନ୍ଦର ଗୀତଟିଏ ମନ କୁ ଛୁଇଁଗଲା ଭାଇ 🙏🥺ଜୟ ଜଗନ୍ନାଥ ଭାଇ🙏🥺⭕❗⭕

  • @chhotuhindustaniofficial5368
    @chhotuhindustaniofficial5368 Месяц назад +1

    ବହୁତ୍ ସୁନ୍ଦର୍ ହୋଇଛି ଗୀତ ଓ ଅଭିନୟ salute you all team ❤❤❤ମାଡି ଚାଲ

  • @mamatanayak527
    @mamatanayak527 8 месяцев назад +13

    Jay jagannatha

  • @prangya_creation
    @prangya_creation 6 месяцев назад +1

    ସଙ୍ଗୀତ ଗୋଟେ ଏମିତି ଗୋଟେ ମାଧ୍ୟମ ଯେପରି ଭକ୍ତ ଙ୍କୁ ନେଇ ଭଗବାନ ଙ୍କ ପାଖରେ ପହଞ୍ଚାଇ ଦିଏ 😢🙇🏻‍♀️ଆଊ ଭାଇ ଙ୍କର ସବୁ ଗୀତ ହୃଦୟ ସ୍ପଶ୍ରି ହୋଇ ଥାଏ ଜଲଦି ହିଁ ମନ କୁ ଛୁଇଁ ଯାଏ😢😢😢

  • @swarnaprabhasha5329
    @swarnaprabhasha5329 5 месяцев назад +3

    ଭାଇ ଆପଣ ଙ୍କ ସ୍ୱର ରୁ ମହାପ୍ରଭୁ ଜଗନ୍ନାଥ ଭଜନ ଶୁଣିଲେ ବାରମ୍ବାର ଶୁଣିବା ପାଇଁ ଇଚ୍ଛା ହଉଛି।
    ପ୍ରଭୁ ଜଗନ୍ନାଥ ଆପଣଙ୍କୁ ସବୁବେଳେ ଭଲ ରେ ରଖନ୍ତୁ।
    ଜୟ ଜଗନ୍ନାଥ 🙏

  • @payalsubhasmitarout5511
    @payalsubhasmitarout5511 4 месяца назад +1

    ହେ ଜଗା ଧନ ସଂପତ୍ତି କଣ ହବ
    ତୁ ପାଖରେ ଥିଲେ ବାକି ଜୀବନ ଦୁଃଖେ ସୁଖେ କଟିଯିବ.....❤😊

  • @chikuodiavloge
    @chikuodiavloge 5 месяцев назад +4

    ଭାଇ ଗୀତ ଶୁଣିଲେ ରୁମ ଟାଙ୍କୁରୀ ଉଠୁଛି ଜୟ ଜଗନ୍ନାଥ ⭕❗⭕

  • @bhikipradhanofficial4666
    @bhikipradhanofficial4666 7 месяцев назад +2

    କଣ କେଜାଣି କାହିଁକି ଜାଣି ହେଉନି ତୁମ ଗୀତ ଆଖି ବନ୍ଦ କରି ଶୁଣିଲା ପରେ ପ୍ରଭ୍ରୁ ଜଗନ୍ନାଥଙ୍କ ପାଖରେ ଥିଲା ପରି ଲାଗିଛନ୍ତି । ସୌରଭ ଭାଇ ❤

  • @priyabehera5885
    @priyabehera5885 6 месяцев назад +3

    ଅତି ସୁନ୍ଦର ଭାବରେ ଗାଉଛ ଭଗବାନ ତମକୁ ବହୁତ ଆଗକୁ ନିଅନ୍ତୁ 🙏🙏😘

  • @diptimayeemoharana209
    @diptimayeemoharana209 6 месяцев назад +2

    ସବୁବେଳେ ଏମିତି ସୁନ୍ଦର ଭଜନ ଗାଉଥାଅ. ଜୀବନ ରେ ଆହୁରି ଉନ୍ନତି କର ଭାଇ. God bless u.

  • @Achieverl8i
    @Achieverl8i 8 месяцев назад +5

    😭😭🙏🏼ଏକଥା ମିଛ କି ଭଗବାନ୍ ଯାହା କରନ୍ତି ପ୍ରାଣୀ ର ମଙ୍ଗଳ ପାଇଁ....

    • @sumitsouravnanda2234
      @sumitsouravnanda2234 7 месяцев назад

      Kie kahila😊

    • @jayanteesahoo8023
      @jayanteesahoo8023 4 месяца назад

      Thik kahila😢😢mote bahut dukha deichanti belebele laguchi jemiti jibana ta value less😢😢

  • @SubhasmitaBiswal372
    @SubhasmitaBiswal372 6 месяцев назад +2

    ଆପଣଙ୍କ ସ୍ୱର ବହୁତ ସୁନ୍ଦର..... ଜୟ ଜଗନ୍ନାଥ 🙏

  • @hollikatanty3466
    @hollikatanty3466 8 месяцев назад +5

    Bhai mote apananka sabu gita bhala lage ❤😊 god blessing bhai Maha Prabhu sabu bole amiti rakhithantu bhai.

    • @sjproduction7876
      @sjproduction7876 7 месяцев назад

      ruclips.net/video/U3bKOLc40hc/видео.htmlsi=oqYVm4T8Zek3AWRZ
      Sourav Bhai kn new Bhajan ❤

  • @minatipradhan7562
    @minatipradhan7562 3 месяца назад +2

    Sourav Bhai,apananka kantha re Jadu hin Jadu achhi.....satare khub hrudayasparshee voice te bhagaban apananku gift karichhanti

  • @sairatikratikant95
    @sairatikratikant95 4 месяца назад +3

    He prabhu ma garba,ahankara,lobha sabu soona Kari dia prabhu..... Hare Krishna 🙏

  • @RahulOjha4k
    @RahulOjha4k 3 месяца назад +2

    ହୃଦୟ ରେ ଜାଗା ନେଇଗଲା ଭାଇ

  • @renuclasses5434
    @renuclasses5434 5 месяцев назад +3

    Bhai tuma gala re Jagannath nka asribada achhii amiti.... speechless 😶😶

  • @sujasujata9739
    @sujasujata9739 7 месяцев назад +2

    ❤🥺❤
    Sir apana nku jaga 1no voice deuchhanty
    Ame mane ate sundar vabare suni paruchhu akhire luha asijauchhi 🥺❤❤
    Best off luck👍❤

  • @Achieverl8i
    @Achieverl8i 8 месяцев назад +3

    ଚାହିଁ ରହିଥାଏ ମୁଁ ସବୁବେଳେ ସୌରଭ ଭାଇ ଙ୍କ ସ୍ୱର ରେ ଜଗନ୍ନାଥ ଙ୍କ ଭଜନ କୁ.... 🙏🏼🥺ଜୟ ଜଗନ୍ନାଥ ମହାପ୍ରଭୁ 🙇🏼‍♀️🙏🏼

    • @sjproduction7876
      @sjproduction7876 7 месяцев назад

      ruclips.net/video/U3bKOLc40hc/видео.htmlsi=oqYVm4T8Zek3AWRZ
      Sourav Bhai kn new Bhajan ❤

  • @LOCALTRADITION
    @LOCALTRADITION 2 месяца назад +1

    ଅତି ଚମତ୍କାର ....ଆହୁରି ଏପରି ହୃଦୟସ୍ପର୍ଶୀ ଗୀତ ନେଇ ଆସନ୍ତୁ ...ଆପଣଙ୍କ ଗୀତ ଅପେକ୍ଷାରେ....

  • @Priyadarshani-he7jn
    @Priyadarshani-he7jn 6 месяцев назад +5

    Bhai apanakara kantha re prabhu jagannath achhanti , bahut sundar lekha

  • @mrunmayeesatpathy5006
    @mrunmayeesatpathy5006 3 месяца назад +2

    ଜଗାରେ ତତେ କଣ ମୋ ଦୁଃଖ ଦେଖା ଯାଉନି କିରେ ନିଜ ହାତରେ ଭାଗ୍ୟ ଲେଖି ନିଜ ହାତରେ ପୋଛି ଦଉଚୁ😭😭😭😭😭

  • @jyotinayak9440
    @jyotinayak9440 4 месяца назад +6

    He jagare samastanku khusire rakhibu mo guhari tate

  • @GAUTTAMOFFICIAL
    @GAUTTAMOFFICIAL 6 месяцев назад +2

    ଭାଇ ତୁମ କଣ୍ଠ ରେ ଜଗନ୍ନାଥ ଙ୍କ ଭଜନ ବହୁତ ଶୋଭା ପାଉଛି ❤❤❤

  • @easystudy1to102
    @easystudy1to102 Месяц назад +4

    Jay Shree Jagannath Bhai 🙏

  • @alokswain4630
    @alokswain4630 4 месяца назад +1

    ଖୁବ୍ ସୁନ୍ଦର ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ସଦା ସର୍ବଦା ରହୁ /ଜୟ ଜଗନ୍ନାଥ/

  • @mangalsingermundari
    @mangalsingermundari 8 месяцев назад +6

    Bodhia heichi Bhai🌻🌼🥀🥀🌺🌺🌹🙏🙏🙏

  • @srittamdas4758
    @srittamdas4758 5 месяцев назад +1

    Really bhai tama voice re Prabhu Jagannath 🙏 nka Gita bahut bhala laguchi😊

  • @excellentpadmanav.2107
    @excellentpadmanav.2107 7 месяцев назад +2

    Sourav Bharadwaj is the only singer who connects the Jagannath devotees and the lord Jagannath in a devotional way ❤🙏🏻

  • @topeluha2360
    @topeluha2360 7 месяцев назад +3

    Bhai super se upar 🙏🙏🙏🙏♥️manaku chuinla pari Gita Tia bahutu badhia lagila sunibaku

  • @srswain9989
    @srswain9989 4 месяца назад +1

    ଭାଇ ତୁମ୍ଭ କଣ୍ଠରେ ମା ସରସ୍ଵତୀ ଅଛନ୍ତି , ବହୁତ ଆଗକୁ ଯାଓ 🙏🙏

  • @sureshmishra-e1n
    @sureshmishra-e1n Месяц назад +3

    Jay shree jagannath 🙏 , nice song 👍

  • @laxmikantaswain4116
    @laxmikantaswain4116 4 месяца назад +1

    Satare bhai tuma kantha ru gita gudika sunile akhiru luha asijauchi hrudaya kandhi uthuchi🙏🙏🙏ooo jaga

  • @suryamanipradhan5839
    @suryamanipradhan5839 8 месяцев назад +6

    Jay Jagannath swami 🙏🏻🙏🏻

  • @atanusabyasachisamal9541
    @atanusabyasachisamal9541 4 месяца назад +2

    Tu Jamidara E Jagata ra
    Mun niriha paraja te.
    Sata re bahut sundar
    Hrudayasparshi
    Ajanate akhi re luha bhari douchi
    Jay Jgannath🙏

  • @AbhijitpatnaikSabitri
    @AbhijitpatnaikSabitri 5 месяцев назад +3

    What a voice really speechless 😶😶😶 jay Jagannath prabhu

  • @PrasantKumar-b9r
    @PrasantKumar-b9r 4 месяца назад +1

    ଭାଇ ବହୁତ୍ ମଧୁର ତୁମ ସ୍ୱର। ଜୟ ଜଗନ୍ନାଥ

  • @digambarnaik9667
    @digambarnaik9667 8 месяцев назад +3

    Jai jagannath 🙏🙏🙏🙏 bahut sundar song ❤️❤️❤️

  • @radhikakhara6421
    @radhikakhara6421 4 месяца назад +1

    ଭାଇ ଆପଣଙ୍କ କଣ୍ଠ ରେ କିଛି ଚମତ୍କାର ଅଛି ପ୍ରଭୁ ଜଗନ୍ନାଥ ଆପଣଙ୍କ ର ମଙ୍ଗଳ କରନ୍ତୁ .ଏମିତି ଆଗକୁ ଜଗନ୍ନାଥ ଭଜନ ଗାଇ ଚାଲନ୍ତୁ ବହୁତ ସୁନ୍ଦର ଲାଗୁଛି ଆପଣଙ୍କ କଣ୍ଠ ରୁ ଜଗନ୍ନାଥ ଭଜନ ଶୁଣି ବାକୁ .love from Malkangiri ❤️

  • @chandarabatimili9553
    @chandarabatimili9553 6 месяцев назад +1

    Wow 😲 🙏🙏🙏 ଆଗେ ଆଗେ ବଳିଆ ପଛେ ପଛେ କାଳିଆ ମଝିରେ ହଳଦୀ ମୁହିଁ 😊😊😊

  • @prasantanayak9971
    @prasantanayak9971 5 месяцев назад +4

    Sourv bhai jau Bhajan gauchhnti mnku aau hruday ku chhuei juchi

  • @madhusmitasahoo3221
    @madhusmitasahoo3221 7 месяцев назад +2

    ବହୁତ ସୁନ୍ଦର 🙏 ଜୟ ଜଗନ୍ନାଥ 🙏

  • @RashmitaBehera-z9b
    @RashmitaBehera-z9b 7 месяцев назад +5

    He jaga mate bhala karidia prabhu

  • @ChandrasekharMandal-oz7jm
    @ChandrasekharMandal-oz7jm 6 месяцев назад +2

    Bahut badhia gaila Sourav bhaina❤❤❤❤ Jay Jagannath swami 🙏🙏🙏👍♥️

  • @chintu___Rider
    @chintu___Rider 4 месяца назад +1

    ହେ ଜଗା ରେ ମୁଁ କିଛି ମାଗୁନି ଖାଲି ତୁ ମୋ ସାଙ୍ଗରେ ତା 🙏🙏

  • @jayakrushnapradhan5144
    @jayakrushnapradhan5144 6 месяцев назад +2

    Jai jagannath 🙏 really apno nko voice good .. Best of luck ❤👍

  • @pawansahu777fam
    @pawansahu777fam 5 месяцев назад +3

    Bahut Vala mo vai❤

  • @ankitapradhan7464
    @ankitapradhan7464 4 месяца назад +1

    Bhai apana nka gita sunile lage jaga apana nku tanka bhajana gaiba pain hin baneichanti....so soothing nd heart touching voice

  • @SADBAYBANTI
    @SADBAYBANTI 8 месяцев назад +7

    Super song

  • @jayshreeradhamadhaba2462
    @jayshreeradhamadhaba2462 6 месяцев назад +2

    ଭାଇ ତୁମ voice so so beautiful ❤️❤️❤️❤️❤️❤️❤️❤️💞💞🌹🌹❤️💞❤️❤️❤️❤️ ମତେ ବହୁତ ଭଲ a ଗୀତ,,,ଯେତେ ଶୁଣିଲେବି,,,,,ପୁଣି ଶୁଣିବାକୁ ଇଚ୍ଛା ହୁଏ

    • @sipunnanda3842
      @sipunnanda3842 3 месяца назад

      ୧୦୦୦ ଥର ସୁଣିଲେ ବି ଆଉ ମୁତିବାକୁ ମନ ହେଉଛି

  • @anishakhtar9357
    @anishakhtar9357 6 месяцев назад +2

    Bhai au kete kandeyiba 😢😢
    God bless u Bhai
    Jay Jagannath

  • @KaberiDalai-kb2np
    @KaberiDalai-kb2np 8 месяцев назад +3

    ⭕🔺⭕
    HE PRAVU
    JAGANNATH
    BADATHAKUR
    ♥️🖤♥️

  • @MNanda-fv8sc
    @MNanda-fv8sc 2 месяца назад +2

    Jay jaganntha parbhu gi ki Jay ho I'm Bimal Nanda pancim odisa Bargarh ❤ very thanks sourav bhai

  • @_ML-official
    @_ML-official 4 месяца назад +2

    Ei gita suniki satare mo akhiru luha bahijauchi Jay jagannath😢😭🙏

  • @LaxmipriyaSenapati-j7y
    @LaxmipriyaSenapati-j7y 6 месяцев назад +4

    So beautiful voice ❤❤❤❤❤❤😊😊😊😊😊

  • @kalpanadas8366
    @kalpanadas8366 2 месяца назад +2

    Bahut bahut sundar.jagnnatha amiti duee singar nku asirbada karantu.semame bahut agaku badhantu

  • @niranjanrout5025
    @niranjanrout5025 8 месяцев назад +6

    JAY JAGANNATH ❤❤❤

  • @HimansuSekharPanda-c2d
    @HimansuSekharPanda-c2d 7 дней назад

    ଭାଇ ସତରେ ତୁମ କଣ୍ଠରେ ସ୍ୱୟଂ ଜଗନ୍ନାଥ ବିଜେ କରିଛନ୍ତି ସେଥିପାଇଁ ତାଙ୍କର ସବୁ ଭଜନ ବହୁତ ଭଲ ଲାଗୁଛି, ଏହିଭଳି ଜଗନ୍ନାଥଙ୍କ ଆଶୀର୍ବାଦ ସବୁବେଳେ ତୁମଉପରେ ରହିଥାଉ, ଧନ୍ୟବାଦ

  • @SubhasmitaSahoo-l6c
    @SubhasmitaSahoo-l6c 8 месяцев назад +4

    ସବୁ ଗୀତ ଆପଣଙ୍କର ମୋତେ ବହୁତ୍ ବହୁତ୍ ଭଲ ଲାଗେ

    • @SubhasmitaSahoo-l6c
      @SubhasmitaSahoo-l6c 8 месяцев назад

      ଶୁଣିଲେ ପୁରା mind fresh heijae ଆଉ ଯେତେ ବି ମନରେ ଦୁଃଖ ଥାଉନା କାହିଁକି ମନ ପୁରା ହାଲକା ହେଇଯାଏ

    • @SubhasmitaSahoo-l6c
      @SubhasmitaSahoo-l6c 8 месяцев назад

      🙏🏻🙏🏻🙏🏻

    • @sjproduction7876
      @sjproduction7876 7 месяцев назад

      ruclips.net/video/U3bKOLc40hc/видео.htmlsi=oqYVm4T8Zek3AWRZ
      Sourav Bhai kn new Bhajan ❤