Jou Jhia Pain | Official Full Video | Human Sagar | Prem Darshan | Diptimayee Dipa | Monty | HD
HTML-код
- Опубликовано: 30 ноя 2024
- Here we are presenting the most awaited song ''JOU JHIA PAIN'' You will definitely love the story & the visualization, guys dont forget to like comment in this video. Keep loving & keep blessing us ''Team DARSHAN MUSIC''
Staring - Prem Darshan, Diptimayee Dipa, Desiboy Monty, Grace & Rinku
Singer - Humane Sagar
Music & Lyrics - Prem Darshan
Story,Screenplay,Dialogues & Direction - Prem Darshan
DOP - Bablu
Audio Studio - Mrr
Recording & Mixing - Saktiswar Mohapatra
Arrangements - Asish Rath
Edit & Color GD - Darshan Studio (Bhubaneswar)
Produced by - Darshan Music
Voice Dubbing - Padma Vision
Recordist - Munna Passa
Camera - Digital Dreams &
Record Label - Darshan Music
#Jou_Jhia_Pain
#Human_Sagar
#Prem_Darshan
#Diptimayee_Dipa
#Desiboy_Monty
#Humane_Sagar_New_song
#Odia_Sad_Song_2020
LIKE US ON FACEBOOK
/ darshanmusicofficial
FOLLOW ME IN INSTAGRAM
/ prem_darshan_
Full Lyrics ;-
Maguni tate kichhi ..... Khali kahide atiki.
Bhala pauthilu satare na kheluthilu khali
Tu parilu sina priya....
Mu Paruni Tate bhuli....
Jou jhia pain maruchi mu aji...
Taku mo luhara khabara nahi...
Bhala pai jadi maribaku hue....
Au se prema mora loda nahi....
Oooo.....ooooo....ooooo....
Ooooo.....ooooo.....ooooo...
Jou hrudayare rakhithili dine...
Rani kariki Tate....
Bhabi bi nathili bhangidabu boli..
Se hrudayaku dine.....
Aji b jhuruchi topain maruchi..
Ae mora hrudaya....
Au Kaha pain mote bhuligalu...
Tu ate nirdaya....
Tu parilu sina priya....
Mu Paruni Tate bhuli....
Jou jhia pain maruchi mu aji...
Taku mo luhara khabara nahi...
Bhala pai jadi maribaku hue....
Au se prema mora loda nahi....
Oooo.....ooooo....ooooo....
Ooooo.....ooooo.....ooooo...
Milibeni kehi tate a janmare...
Mo pari premika...
Jalilu jemiti tu mo jibana....
To dina asiba....
Libhei delu ta mo hata sindura
Tu tora matharu....
Bisa tike dei maride Tu mote..
Khusire Tu rahibu....
Tu parilu sina priya....
Mu Paruni Tate bhuli....
Jou jhia pain maruchi mu aji...
Taku mo luhara khabara nahi...
Bhala pai jadi maribaku hue....
Au se prema mora loda nahi.... (2)
This is the Copyright content of Darshan Music © . Any re-upload (Audio or Video) is strictly prohibited of this content. Legal action will be taken against those who violate the copyright of this content !
ପୁଣି ଥରେ ଏ ଗୀତକୁ କିଏ କିଏ ଶୁଣି ବାକୁ ଆସିଛ ୨୦୨୪ ରେ ମୋ ଭଳି, ଲାଇକ୍ ଗୋଟେ ହେଇଯାଉ❤❤❤
Me😢
ବହୁତ ସୁନ୍ଦର ନିର୍ଦେଶନା l ଆରେ ସତରେ , ଭଗବାନ ତ ନାରୀକୁ ଚି଼ହ୍ନି ପାରିଲେ ନାହିଁ , ଆଉ ଆମେ କେମିତି ପାରିବା !!! ସତରେ ନାରୀ ମାୟା ବୁଝି ହୁଏନା !
ନାରୀ ମାୟା ତ ସ୍ଵୟଂ ଭଗବାନଙ୍କୁ ଅଗୋଚର
ଆମେ କୋଉ ଗାଈ ର ଗୋବର ।
ନାରୀ ମାୟା koi nehi payaa.
@@mansinghmurmu7835 Absolutely Correct 👍
Nara mane bi Bahut sundar vabe maya kari leni bhai 😭😭😭
😂
Satare bhai nari ku kehi chinhi pari nahanti mu bi se bhitare jane mo kasta kahaku kahi paruni 😭😭😭
ସମ୍ପର୍କଟା କ'ଣ?
ତାହା ବଡ କଥା ନୁହେଁ...
ବଡ କଥାଟା ହେଲା ବିଶ୍ବାସ କେତେ ଅଛି...💕👌👌👌👌
Right bhai
ଭାଇ ସତ କଥା କହିଲ...
Right brother
Currect
Correct 👍 Sir
ଥରେ ବିଶ୍ୱାସ ଭାଙ୍ଗି ଗଲେ ଆଉ ଯୋଡିବା ବହୁତ୍ କଷ୍ଟ
ଭଲ ପାଇବାର ବିଶ୍ୱାସ ସବୁ ଠାରୁ ବହୁତ୍ ବଡ଼ ❤❤
,78888😅😅😅
ବହୁତ୍ ସୁନ୍ଦର ହେଇଛି ଆପଣଙ୍କ lyrics ଓ Choreography
Pura heart ku chuindela bhai
ପ୍ରେମ୍ ଦର୍ଶନ ଭାଇ ସତରେ ଆପଣ ବୋହୁତ Tallented....
ଆପଣଙ୍କ ସଙ୍ଗୀତ ସବୁ ହୃଦୟ ଛୁଇଁ ଯାଉଛି, ଆପଣଙ୍କୁ ଜନ୍ମ ଦେଇଥିବା "ମାଆ" ଙ୍କୁ ଶତ ଶତ ପ୍ରଣାମ୍...!!!! 🙏🙏🙏
Thanks dear ❤️👉😘
ମାଆ....🌐🙏🙏🙏🙏
Prem Bhai, I Wanna meet you.
ହୃଦୟ କୁ ଛୁଇଁ ଯାଉଛି ଭିଡିଓ ☺️🔥🔥
Tama hrudaya re kea mutuni..
କଣ ଲାଭ ପାଉଛ ଏ ଭିଡିଓ କରି
ସମସ୍ତଙ୍କୁ ପଛ କଥା ମନେ ପକେଇ ବେକାର କନ୍ଦଉଛ 😢❤
❤
thank you so much Bhai Tamara all sad video ru kichhi message ru kichhi sikhibaku miluchi tqqq message deithibaru
Sangita 1:10
ସତରେ ହୃଦୟ ଛୁଇଁଲା ଭଳି ଭିଡ଼ିଓ ହେଇଛି! ଦର୍ଶନ ଭାଇ ପ୍ରଭୁ ଆପଣଙ୍କୁ ଆଶିର୍ବାଦ କରନ୍ତୁ ! ବହୁତ ଦିନ ପରେ ଆପଣ ପୁଣି ଫେରି ଆସି ଛନ୍ତି! ମୁଁ ଆପଣଙ୍କ ଫାନ୍ ରୁଦ୍ର ବାବୁ
Thanks dear ❤️👉😘
😂ffhhhjkkkhbbjjxvch🎉😢😢😮😅
ଗୋଟିଏ ଅର୍ଥ ପାଇଁ ଅନେକ ବାକ୍ଯ ଲେଖା ଯାଇଥାଏ...କିନ୍ତୁ ଏମିତି ଏକ ଶବ୍ଦ ଅଛି ଯାହାକୁ ଲେଖିଲେ ଅନେକ ଅର୍ଥକୁ ବୁଝାଏ ...
ସେ ହେଉଛି "ମା"💕👇👇👇👇👇
Hmm bro thik kahila
Satara ma sangarea be aemite haechi
Correct 👍 bhai....
Love you....ମାଆ....🌐🙏🙏🙏🙏
ଠିକ୍ କଥା
@@debasmitadas5154 yes
Don't run behind fake love....
ସବୁ ଭୁଲ୍ ର କ୍ଷମା ଅଛି, କିନ୍ତୁ ଭଲ ପାଇବାରେ ଭୁଲ୍ କଲେ କ୍ଷମା ନାହିଁ,
ଭଲ ପାଇବାରେ ଭୁଲ୍ ଥରେ କରିବେ, ଦଣ୍ଡ ସାରା ଜୀବନ ପାଇବ ।
Right bro
Write
ସତ କଥା ଭାଇ ।।।।।
0gteķt
correct bro.
Yaar prem bhai tame akhi re luha dakhi la mu bi emotional hai jai ❤😂😂😅
I salute you..Hero
...
Tume heroin ku jaha kahilo ..taha pura perfect...
Lovely...
Video ho to emiti...👍🎉👍
Prem darshan's fan hits like❤️
👍👍👍👍👍👍👍👍👍
My life line story broସତ ରେ କେତେ ଭଲ ହୋଇଥାନ୍ତା କିଏ ବି କାହା ହୃଦୟ ସହି ନ ଖେଳିଥାନ୍ତି
ଏଇ ସାଙ୍ଗ ଦୁଇଜଣଙ୍କୁ ମାନିବାକୁ ପଡ଼ିବ Salute କେବେ ବୁଝିଛ ସେ ଝିଅ କେତେ ବଡ଼ ଭୁଲ୍ ନୁହେଁ ପାପ କରିଛି ତଥାପି ତମେ ମାନେ ଚାଲି ଆସିଲ ଦୁହିଁଙ୍କୁ ମିଶାଇବାକୁ ଅଛ ତମ ସହ ଯଦି ଏମିତି ହୋଇଥାନ୍ତ ତମେ କଣ କରିଥାନ୍ତ ଚାଲି ଆସିବ ଦୁହିଁଙ୍କୁ ମିଶାଇବାକୁ ଏଭଳି nonsense ଝିଅଙ୍କୁ accept କରିବା ଠାରୁ ଭଲ ଏକଲା ରହିବା
ମୋତେ ଏଇ ଭିଡ଼ିଓ ବହୁତ୍ ଭଲ ଲାଗିଲା ସତରେ 😊👌🏻👌🏻👌🏻👌🏻👌🏻👍🏻❤️❤️❤️❤️❤️❤️❤️
😭
ବହୁତ ସୁନ୍ଦର ହେଇଛି... ପ୍ରେମ ଦର୍ଶନ ଭାଇ... ତମ music ତ ବଢିଆ... ..... ତମେ ବି ଦେଖିବାକୁ ବହୁତ ସୁନ୍ଦର.... ଆଉ ତମ ଅଭିନୟ କଥା କଣ କହିବି ..... ଏତେ ସୁନ୍ଦର ଅଭିନୟ ତମେ କରି ପାର... ତମ ଗୀତ ଗୁଡିକୁ ଦେଖିଲେ ଜାଣି ହଉଛି...
Thanks dear ❤️👉😘
Right
Sraban where Ru from
Rite bro
Ekdam thik bro
ଆଜି କାଲି ଦୁନିଆ ରେ କାହା ଉପରେ ଭରସା କରିବାକୁ ଉଚିତ୍ ନୁହଁ 😢😢😢😢💔💔💔
ବହୁତ ବହୁତ ଧନ୍ୟବାଦ।ଅତି ସୁନ୍ଦର ଗିତ।ଏହି ଗିତ ମୁଁ 100ଥର ଶୁଣିସାରିଛି।ଏହା ମୋ ଜୀବନ ସହିତ ଯୋଡ଼ିତ ଅଛି। Thanks...
Hii 😂❤️❤️❤️❤️❤️❤️❤️💕💕💕💕💕💕💕
Beautiful 💕💕💕💕💕
Hn
ଠିକ୍ କରିଛ ଭାଇ👍🏼👍🏼 । ଯିଏ ଥରେ ଧୋକା ଦେଇଛି ତାକୁ 2nd Time କେବେବି ବିଶ୍ବାସ କରିବା କଥା ନୁହେଁ
Right bro
Right
Absolutely Correct 👍 bro
Right
Yes
ହୁମାନ ସାଗର ଗୋଟେ ଏମିତି Singer breakup ହେହି ଥିବା ଵାଲା କୁ ବି ତାର ପୁରୁଣା କତା କୁ ମନେ ପକେଇ ଦେବ😂😂😂😂😂
This is very sad song, I fill in my heart ♥️ , କାହିଁକି ଏମିତି ଝିଅ ମାନେ ଧୋକା ଦିଅନ୍ତି ମୁଁ ଜାଣି ପାରୁନି ବହୁତ୍ କଷ୍ଟ ହୁଏ , କେହି ବି ଜଣେ ତାକୁ ବୁଝି ପାରନ୍ତିନି ଆଉ ବୁଝିଲା ବେଳକୁ କିଛି ନ ନଥାଏ ,😭😭😭😭😭😭😭😭😭😭😭.
Hii
Tytyuldglmx ihmdi Iu
han je hele jhia mane return asiki emiti bhul maagiba first time dekhili e story re
dil ko chhu diya yar nice video bro
Bhai bahut badia stori heichhi super
ଆମେ ଯାହାକୁ ଏତେ ଭଲ ପାଉ ,ସେ ଯଦି ହୃଦୟ ଭାଗିଂ ଯାଏ ବହୁତ କଷ୍ଟ😭ହେଲେ ତାକୁ କିଛି ଫରକ ପଡେନା କାରଣ ସେ ଅନ୍ୟ ସହିତ
ଖୁସିରେ ରହେ ।ହେଲେ ଆମ କୁ ଯିବନ ସାରା ଲୁହ ଝରୁ ଥାଏ 💔😥
Same situation....👆💔😢
Dialogue_ଟା ବହୁତ ସୁନ୍ଦର ଲାଗିଲା
👍
Very nice prem darsan bhai.... Then love you
I am those type of guy who listens this type of songs without break up ... 😂😂😂
1.no BHAI👍
ଅତି ସୁନ୍ଦର😍😍😍😍😘300 ଥର ରୁ ଅଧିକ ହବ ମୁ ଏ ଗୀତ ଶୁଣିଛି,ଏ ଗୀତ ମୋ ଜୀବନ ସହ ଜଡିତ, ଏମିତି ଗୋଟେ ଦିନ ନାହିଁ, ଜଉଦିନ କି ଏ ଗୀତ ଶୁଣିନି❤️ଦର୍ଶନ ମ୍ୟୁଜିକ ସବୁବେଳେ ତାର ବେଷ୍ଟ ଦିଏ।ସେଇଥିପାଇଁ ସମସ୍ତଙ୍କୁ ପଛରେ ପକାଇ ଅଗ୍ରଗତି କରୁଛି🙏🙏ସତରେ ଅତି ଚମତ୍କାର ଭିଡ଼ିଓ।।।love you all teams members 🙏🙏🙏🙏ଆଶା କରୁଛି ଆଗକୁ ଏମିତି ଭଲ ଭଲ music ଭିଡ଼ିଓ ଆମମାନଙ୍କୁ ଭେଟି ଦେଉଥାନ୍ତୁ💓 ଆମେ ସର୍ବଦା ପଛରେ ଅଛୁ❤️❤️💓💕💖 ଜୟ ଜଗନ୍ନାଥ🙏🙏
Badhiya song man ku paie la nice 💯 ru 💯
Thanks dear ❤️☺️💘
ସତରେ ଏହି ଗୀତ ବହୁତ ଥର ଶୁଣିଲିଣି ❤❤❤❤i love you song
Prem Daaaa Supar Hit song
Jete thara sunile bi Nua laguchi
ILOVE This Song ❤❤❤
Prem bhai nk video jabrdast laguchhi..mu kamse kam 500000 kekhithibi...Sabu data mor athire palei gala..amitika bhal bhal video plz prem dia..plz
Thanks dear for your love and support ❤️🙏
Human Sagar voice ❤️ lead actor ....💥👌👌👌👌👌👌👌👌big fan hei gali bhai ki expression ..🤩
ସ୍ୱାମୀ ଥାଉ ଥାଉ ସ୍ତ୍ରୀ boss ଙ୍କ ସହ lift
Hence proof ଝିଅ ଙ୍କ ପାଖ ରୁ ଦୂରେଇ ରୁହ ଖୁସି ରୁହ ।।।
Right bro
Yes
Rgt bro
@@rajeshkumarsahu3663 apno kou are
@@rajeshkumarsahu3663 ttw
bahut bahut bhal lagila sabe jada last sceen or dailagug husaband aago re Boss sange ⚔️
ଜଉ ଝିଅ ପାଇଁ ଲୁହ ମିଳେ ନୀତି
ସେ ଝିଅ ମୋ ଲୋଡା ନାହିଁ
ଅଲୋଡା ଦୁନିଆଁ ଭଲ ଲାଗୁ ନାହିଁ
ବଞ୍ଚିବି ଏଠି ମୁଁ କାହିଁ💔💔😭
S.D Arts.......✍
ଶେଷ ସୀନ୍ ମୋତେ ବହୁତ୍ ଭଲ ଲାଗିଲା
ଜିବନତ ଏମିତି
ଯାହାକୁ ହରେଇ ଥାଉ ତାକୁ ପାଇବାକୁ ଚାହୁଁ ନା
@@SDArts-ds3xj Same 👆💔😥
Correct 👍 Sir
@@mansinghmurmu7835
Thank you bro...✍
Nice shayari 🙏❤️❤️❤️
Wow
ସତରେ ଯିଏ ଥରୁଟିଏ ପାଇଁ ମଧ୍ୟ ଏମିତି ଭୁଲ କରେ ନା, ତା ଉପରେ କେବେ ବିଶ୍ୱାସ ଓ ଭରସା କରିବା ଆଦୋୖ ଉଚିତ୍ ନୁହେଁ💯💯💯 👍👍👍
Outstanding bro ....superb....
Yar all vedio masta bhai😊😊😊😊😊😊
I think this is a real story of your life. I hope this video will teach others to how a little careless will spoil our life.
More than 500times dekhili...still bholo laguchhi..... Kindly watch and share all ...We need this video to cross More than 20million views....Prem darshan Act is awesome.. Dialogue saying style 1st class...nice act from Monty and dipa also.....❣️U Prem darshan bro....Jhia maane sabubele dhoka hin dionti....
❤️🎉❤️🔥🎉❤️
No love i am single so verry Nice song😜😜😜😜
Nice song prem bhai bahut badhia vdo karanti mate tama vdo au song bahut badhia lage
Thanks dear 😊❤️
First time a new story... Great job 👍👍☺️
ଏମିତି କିଛି ଝିଅ ପାଇଁ ପ୍ରମ କୁ ଭରଷା ଲାଗେନି
Heart touching concept 👏
ଭାଇ ମାନେ ଦୟାକରି ଝିଅ କୁ ଭୋଲ ପାଅ ନାହିଁ ଯଦି ଭୋଲ ପାଇବ ତୋ ନିଜ family କୁ ଭୋଲ ପାଅ ଝିଅ ମାନେ ଖାଲି ଧୋକା ଦେଇଥାନ୍ତି ଆଉ family କେବେ ମଧ୍ୟ ଧୋକା ଦେଇନାହାନ୍ତି
ଏମିତି ଝିଅ ବି ଅଛନ୍ତି ଜେ ଜେ ନିଜ family କୁ ମଧ୍ୟ ଛାଡି କି ନିଜର ଭୋଲ ପାଇବା ପାଖକୁ ଆସିଥାନ୍ତି ସେମିତି ଝିଅ କୁ ଭୋଲ ପାଇବା ଦିଅ ❤❤❤
ସେ ଝିଅ ପ୍ରେମ ମିଛ ଥିଲା ଆଉ,, କାନ୍ଦିବା,,, ସବୁ ଅଭିନୟ କରିଥିଲା,,,,
Correct, once the trust is broken by someone then it will be too hard to trust him again. Last part and last line is osm 🔥 nice song ❤️
It means wht
@@sonavlogmedia it means once your heart or trust will broken by someone you can't believe him again. You forgive him but can't believe him. Ok 👍
Should we give another chance
@@ManoBehera if you give him a chance it's meaning less because you can believe him again but you can't love him again. Ok
@@manasnayak552 in qq
💖💖💖💕💕💕💕ବହୁତ ସୁନ୍ଦର ହେଇଛି ଏଇ video iam full support you bhai 👌👌👌👌💔💔💔💔💔💔💔💞💞💞💞💞
ବହୁତ ଭଲ ଗୀତ , ଖୁବ୍ ଭଲ ଲାଗିଲା । ସବୁଠୁ ବେଶୀ ଭଲ ଲାଗିଲା ଏଇ ଗୀତର ଷ୍ଟୋରି ଟା । ବହୁତ୍ ବଢ଼ିଆ କଥା ଭୁଲ୍ ଉଚିତ ସମୟରେ ହିଁ ବୁଝିବା କଥା ଅନ୍ୟଥା ଜୀବନଟା ନଷ୍ଟ ହେଇପାରେ ।
Hiko
ଏତେ ଦିନ ପରେ ଗୋଟେ ବଢିଆ ସୁନ୍ଦରୀ herohin ଟେ ଆସିଲା ଦୀପା, i lov u dipa
Such a good story... My bro
Good story
Excellent job
କେଜାଣେକି prem ସାରଆପଣକଂ ବିଡିଅ ଦେଖିଲେ ମୋଆଖିରେ ଲୁହ ଆସି ଜାଏ 😭👌👍👏💘
ଏଇ ଗୀତ ଶୁଣିଲେ ସତରେ ମୋର ପେମିକା କଥା ମୋନେ ପଡୁଛି ତାକୁ ମୁଁ ବହୁତ ଭଲ ପାଏ ସତରେ ତାରି ପାଇଁ ମୁଁ ଜିବନ ଦେବି ମୁଁ ମୋର ପରିବାର କୁ ଯେତିକି ଭଲ ପାଏ ତାକୁ ବି ସେତିକି ଭଲ ପାଏ ସତରେ ସିଏ ମୋର ଜୀବନ ହେଲେ ସିଏ ପଇସା ପାଇଁ ସିଏ ମୋତେ ଭୁଲିଗଲା ଏଠି ଗରିବ ଲୋକର କିଛି ଭଲ ପାଇବା ନାହିଁ ହେଲା ସତରେ ଧନୀ ମାନକର ଭଲପାଇବା ଅଛି ହେଲା
Mora màdhyà mane pàdu6i
Bhalare lekha bhai premika
Kie se jhia
@@AvinashaDas ତାର ନାଆଁ ସଗୀତା
Bhai bohut alpa din 😂ta pare g mrideba 😂
Sabu bhala pae ba re dhoka nathae its true
Oho...nice
1st time see this type love story. ବହୁତ ଭରିଆ ହେଇଚି. So heart touching. You are true and real lover bhai
Jadi icha nahni tahele kaha life sangre kebe khelani ........monty gud
ଆପଣଙ୍କ ଗୀତ ମୋତେ ଏତେ ଭଲ ଲାଗୁଛି ତାହା ମୁ ଭାଷା ରେ ପ୍ରକାଶ କରିପାରୁନାହିଁ love you prem darshan bro
It's.... Amazing Daa !! Greatly love...!! WOW... 🤘🤘
Mo Saha amti ghatichhi..... seriously nice song
ଧୋକବଜ୍ ଏବଂ ବେଇମାନ ଝିଅ କୁ କେବେ ଜୀବନ ରେ ଆଉ ଥରେ ବିଶ୍ୱାସ କରିବ ନାହିଁ...... କାହିଁକି ନା ସେ ତା ସ୍ବାର୍ଥ ପାଇଁ କିଛି ବି କରିପାରେ......
Right bro
R8
Yes
Right bro mo sangare bi emiti hoichi
Pream bhai" u r so tallented actor in this year of model industry.
Best sad vdo in this year of2020 .. Dailog u r prefect ur acting .
EYE LUV YOU BRO .❤❤❤❤❤❤❤❤❤ SO NICE VDO IN MY LIFE . GOD BLESS YOU BRO🙏
Thanks dear santanu love you bro 😍❤️
@@DarshanMusic hii
Least part of the video heart breaking 💔💔😭. It gives me goosebumps and I can't control my tears.
Nice 👍😊 Bay
Really mu tumoku bohut bhalopae eigito bohut sundor laguchi
Outstanding Prem darsan bro 👌👍 best of luck ♥️ se love you
ଆରେ Monti ଭାଇ tiktok ରୁ କେବେ ଏଇଠାକୁ ଆସିଲ? Congratulation!!!!
Darshan music ra sabu video full clarity ..and prem darshan ur a great music director and actor also..tu kandi bulo semiti bhali hit sure heba..
Thanks dear
Badiaa
ବୋହୁତ ସୁନ୍ଦର ଭାଇ ତୁମର ରୋଲ୍ ଟା ବୋହୁତ ହାଡ଼
Amazing.. Video.. Heart Touch ❤️❤️
Heart touching & mind blowing song(Lyrics) .... 👌👌👌👌 Just same incident happened in my life.😭😭
Ghhh
Ghhj
Amazing song. Love this song. Mind blowing song 😮😮😮😮
ହୁଦୟ..... କାଚ ଆଇନା ଥରେ ଭାଗିଂ ଗଲେ ଫେବି କୁଇକ୍ ବି କାମ ଦିଏନା
Correct 👍 bro
Very nice prem bhai sang❤❤
мυтυмαкυ вαнυтα вαℓα ραυ¢нι❤❤
Darshan music re sabu videos unique. Superb story 💜Emit unique unique video banao bhai👍
Thank you so much 🥰
Only one word everything is fabulous👌😘
U r the super multi talented guy #PremDarshan bro🙏🙏😘😘
Lov u bro, god bless you🌹😘
Thanks dear ❤️👉😘
Really nice... Great thought... 🙏🙏🙏
ପ୍ରେମ ଠାରୁ ଦୁରେଇ ରୁହନ୍ତୁ ସବୁ ସାଙ୍ଗ ମାନେ
Love Kariki pastauchi bhai😭😭😭
@@lovestorybookwithrjsudhaih3909 hm
@@lovestorybookwithrjsudhaih3909 ys bro sure
@@lovestorybookwithrjsudhaih3909 5years
@@lovestorybookwithrjsudhaih3909 2month
Bhai re kiii acting.... mu gote bada fan heigali tamara..... 😘❤
Tu bi kandibu loo semiti 2nd part dekhiba pare... mu bhai nkara gote jabardast fan heijaichhi
Nyc concept 👌👌 song pura heart touching last ra dilog lin pura true good concept 👌
Too much filmy. Song is good. Humane sagar bro u have God's gifted voice. The reason i saw this video is you. Once again u have proved, why people of odisha loves u and ur song. Most loved singer of odisha. Well done bro.
Prem darshan bhai tama act. Satare outstanding ❤️❤️❤️❤️❤️❤️
🌹🌹
Wa prem Bhai dialogue bahut bhala lagila...
Thanks dear for your love and support 💕🤗
@@DarshanMusic sure always supported Prem Bhai Love you...
What a lovely concept story and verry nice actor Prem sir wonderful lyrics by background music so beautiful this song my favourite this story mo dil ku chhuila
Thanks dear Rajendra
Mind blowing dear
Thank you prem brother emiti song pain
Osm darshan bhaii❤️❤️❤️
That's true brother continue..........
Really Prem Darshan bhi.... Great salute to you....It's first MOTIVATED song ever has written really...I would like to talk you...Prem Darshan bhi..
Thanks dear ❤️👉
Do Eu 4ê
Darsan Bhai tumara sabu video heart touching really
Correct bhai thik kala jau jhia mane amiti bhul karuchhanti tanku amiti kariba darkar
PREM DARSHAN IS LEGEND ❤❤❤❤❤❤❤