ସମଗ୍ର ବିଶ୍ୱରେ କିପରି ସମୟ ନିର୍ଣ୍ଣୟ କରାଯାଏ (GMT & TIME ZONE,INDIAN STANDARD TIME)

Поделиться
HTML-код
  • Опубликовано: 27 ноя 2024

Комментарии • 163

  • @Kritibanta
    @Kritibanta 16 дней назад +9

    ଶିକ୍ଷକ ଏପରି ହେବା ଦ ରକାର। ଧନ୍ୟ ବାଦ ସା ରେ।

  • @utkalika5742
    @utkalika5742 14 дней назад +4

    ଏତେ ଜଟିଳ ବିଷୟ କୁ ଆପଣ ସୁନ୍ଦର ଭାବେ ବୁଝାଇଲେ ବହୁତ ଖୁସି ଲାଗିଲା ଆପଣକୁ ବହୁତ ବହୁତ ଧନ୍ୟବାଦ ସାର 🙏🙏🙏💓👌

  • @bharatbehera8671
    @bharatbehera8671 5 дней назад

    Time zone ବିଷୟରେ ଯେଉଁ କିଛିଟା ଅଜଣା ଥିଲା, ଆପଣଙ୍କ ଭିଡିଓରୁ ସବୁ ଜାଣି ହେଲା। Thank you so much sir .

    • @PINASODIAPHYSICS-vm1fu
      @PINASODIAPHYSICS-vm1fu  5 дней назад

      ଆପଣ ଭଲକି ବୁଝି ପାରିଲେ ଜାଣି ଖୁସି ହେଲି

  • @sambhuetecheducation
    @sambhuetecheducation 10 дней назад

    Sir apana bahut bhalose bujheile bahut bahut dhanyabad🎉🎉🎉

  • @akshyayakusahu5143
    @akshyayakusahu5143 18 часов назад

    Sir ବହୁତ ସୁନ୍ଦର video ଆଣିଲେ, ଯାହାକି ସ୍କୁଲରେ କେବେବି ଭଲରେ ସାର ମନେ ଅମଙ୍କୁ ବୁଝାଇ ନଥିଲେ, ଆପଣଂକୁ ବହୁତ ବହୁତ ଧନ୍ୟବାଦ 🙏🙏🙏🙏💐

  • @AkashNayok-bg8dc
    @AkashNayok-bg8dc 14 дней назад +1

    ଆପଣଙ୍କ ଶିକ୍ଷା ପରି ଆମ ଓଡ଼ିଶାରେ ଆଉ କେହି ନଥିବେ, ବହୁତ ସୁନ୍ଦର, ଧନ୍ୟବାଦ sir 👏👏👏👏👌🙏 salute ❤❤❤

    • @PINASODIAPHYSICS-vm1fu
      @PINASODIAPHYSICS-vm1fu  14 дней назад

      ଆପଣକଂ ଭଲ ପାଇବା ମୋର channel କୁ ମୋ ପାଇଁ ବହୁତ୍ ଖୁସି ଆଣିଦେଲା

  • @sasanksekharaswain9208
    @sasanksekharaswain9208 7 дней назад +1

    ମୁଁ ମୋ ସ୍କୁଲ ସମୟରେ ଶିଖି ପାରି ନଥିଲି। 56 ବର୍ଷ ବୟସରେ ସମ୍ପୂର୍ଣ୍ଣ ଜାଣି ବହୁତ୍ ଖୁସୀ ଲାଗିଲା।

  • @sukantamalik4139
    @sukantamalik4139 12 дней назад +1

    ଵହୁତ ବଢିଆ ଲାଗିଲା❤

  • @sushantsatpathy70
    @sushantsatpathy70 39 минут назад

    Excellently explained sir. Thank you

  • @tejrajsahu6053
    @tejrajsahu6053 15 дней назад +1

    ଅତି ସୁନ୍ଦର୍ ବୁଝାଇଲେ ସାର୍

  • @bishnuprasadnayak8469
    @bishnuprasadnayak8469 14 дней назад +1

    ଜୟ ଜଗନ୍ନାଥ 🙏🙏ଧନ୍ୟବାଦ 👍👍ବହୁତ ସୁନ୍ଦର

  • @debarajbehera9681
    @debarajbehera9681 12 дней назад

    କିଛି ନଜାଣିବା କଥା ଆମକୁ ଜଣେଇବାକୁ ଚେ଼ଷ୍ଟା କଲ ସେଥିପାଇଁ ମୋର ଆପଣଙ୍କୁ ଅସେସ୍ ଅସେସ୍ ଧନ୍ଯବାଦ୍ ସାର୍,,❤❤

  • @nalinikantapanda997
    @nalinikantapanda997 11 дней назад +1

    VERY EXCELLENT DETAILS ABOUT TIME ALL OVER WORLD.THANK YOU SIR.

  • @Taraiprabir1977
    @Taraiprabir1977 15 дней назад +1

    ଧନ୍ୟବାଦ ସାରେ 🌹🙏🏻🌹

  • @banabiharimohanty4264
    @banabiharimohanty4264 16 дней назад +1

    Sir ବହୁତ ସୁନ୍ଦର video.

  • @Nayakbmotivation-et3kk
    @Nayakbmotivation-et3kk 15 дней назад +1

    ବହୁତ ସୁନ୍ଦର video

  • @ashokkumardas2181
    @ashokkumardas2181 14 дней назад

    Sir many many thanks.
    Very nice explanation. One foolish person can come to a wise man .
    NAMASKAR sir.

  • @Jeeten156
    @Jeeten156 2 дня назад

    Bahut badhiya explain sir 🙏

  • @kailashchandrajena4989
    @kailashchandrajena4989 15 дней назад +1

    Good topic and good style of teaching, very useful for the students.

  • @MalayaRanjanPradhan-co9pk
    @MalayaRanjanPradhan-co9pk 12 дней назад

    Thank you sir. Jay. Jaganath.

  • @sibarasannayak7755
    @sibarasannayak7755 11 дней назад

    ବହୁତ୍ ବଢିଆ ବର୍ଣ୍ଣନା କଲେ Sir ମୁଁ ପୁରା ବୁଝି ଗଲି

  • @ajitkumardasadhikari5583
    @ajitkumardasadhikari5583 12 дней назад +1

    Very much knowledgeable video

  • @keshabajena6544
    @keshabajena6544 11 дней назад

    ଧନ୍ଯବାଦ sir

  • @pratapkumarchoudhury477
    @pratapkumarchoudhury477 4 дня назад

    Thank u sir for your valuable information 🙏🙏🙏

  • @rajeshdalei906
    @rajeshdalei906 11 дней назад

    ଧନ୍ୟବାଦ sir 🙏🏻

  • @banditabarik2872
    @banditabarik2872 3 дня назад

    Very informative video sir.

  • @sksabirboosff3904
    @sksabirboosff3904 11 дней назад

    Thanks for your information 👍

  • @santoshbarik1388
    @santoshbarik1388 15 дней назад

    Very nice full teaching method. Thank you sir

  • @bipinbiharijally1493
    @bipinbiharijally1493 12 дней назад +1

    Good better best

  • @Debananda-w9g
    @Debananda-w9g 14 дней назад +1

    Nice video sir ❤❤❤

  • @bijayanaik7315
    @bijayanaik7315 14 дней назад

    Thank you Sir
    God bless you

  • @anantajoshi8326
    @anantajoshi8326 7 дней назад

    Very good information sir

  • @abhayakumar2129
    @abhayakumar2129 16 дней назад +1

    Very gd understanding

  • @kalakarmallick9973
    @kalakarmallick9973 16 дней назад

    Bahut bhala lagila sir❤❤❤

  • @krtcomputer5316
    @krtcomputer5316 День назад

    ନୂଆପଡ଼ା ❤❤❤❤❤❤❤❤🎉

  • @raghunatheducation7570
    @raghunatheducation7570 16 дней назад

    Sir your teaching method is mind-blowing

  • @manojkhandagiri2617
    @manojkhandagiri2617 15 дней назад

    Best teacher

  • @SURYASNATAA
    @SURYASNATAA 16 дней назад +1

    Thank you so much sir 🙏🏻🙏🏻😊

  • @BisualBisualto
    @BisualBisualto 5 дней назад

    Thank you sir I'm very happy

  • @Karan_WFL.
    @Karan_WFL. 8 дней назад

    Good job sir🎉🎉❤

  • @madhusudanbaral4954
    @madhusudanbaral4954 7 дней назад

    Fantastic sir

  • @bijaymohapatra6223
    @bijaymohapatra6223 15 дней назад +1

    Exlent

  • @DrRail2023
    @DrRail2023 10 дней назад

    ❤❤

  • @Bapinasahoo-n7c
    @Bapinasahoo-n7c 16 дней назад

    Thankyou sir

  • @prasantakumarsahoo3740
    @prasantakumarsahoo3740 16 дней назад

    No 1 channel

  • @rameshkumbhar825
    @rameshkumbhar825 12 дней назад

    Thank you sir ❤❤❤

  • @ManashRanjan-x3v
    @ManashRanjan-x3v 15 дней назад

    Thank you sir

  • @kishorepanigrahi8829
    @kishorepanigrahi8829 3 дня назад

    Thank you sir so much

  • @sabitamuduli251
    @sabitamuduli251 10 дней назад

    I love u Sir

  • @jayantakumar9481
    @jayantakumar9481 16 дней назад

    Very nice sir

  • @Rajendra-gj3iz
    @Rajendra-gj3iz 13 дней назад

    Sir competitive exam ପାଇଁ syllabus ଅନୁସାରେ serial ଅନୁସାରେ part. 1,2... ଆଣନ୍ତୁ

  • @pramodsahu4459
    @pramodsahu4459 7 дней назад

    Sir ନମସ୍କାର 🙏

  • @mahendrakumarnaik1592
    @mahendrakumarnaik1592 16 дней назад

    Nice

  • @rajendraswainswain6878
    @rajendraswainswain6878 10 дней назад

    Any how valuable guidelines in common fir futurelwarning

  • @mkkabat3904
    @mkkabat3904 14 дней назад

    ଏମିତି ଶିକ୍ଷକ ମୁଁ ଖୋଜୁଥିଲି

  • @TrendingVideoss999
    @TrendingVideoss999 15 дней назад

    Sir map kemiti nirupana helaa tk kahibe ଗ୍ଲୋବ kemiti baneile

  • @premandasahoo4798
    @premandasahoo4798 16 дней назад +1

    Sir rutu kemiti paribatan hauchi se bisaya re gote video karantu

  • @bansidharpradhan1385
    @bansidharpradhan1385 13 дней назад

    Sir indian map ra physical features of India and river system anantu please sir

  • @rajendraswainswain6878
    @rajendraswainswain6878 10 дней назад

    Let us say where there us sun over head at equator that is 12 noon.After one hour the sun will go to west 15 degree and time will be 1pm but where sun will.on.head will be 1 pm.When England will enjoyed 12 noon. we will enjoy 5.30 as we are in east 82.5degrre.

    • @PINASODIAPHYSICS-vm1fu
      @PINASODIAPHYSICS-vm1fu  10 дней назад

      Yes everyone is not as intelligent as you are, explanation is for common people

  • @bharatmalik5678
    @bharatmalik5678 15 дней назад

    Orginal gold

  • @rotetech
    @rotetech 15 дней назад

    ମୋର ପ୍ରଶ୍ନ ଟା ହେଲା ଯଦି ଲାଇନ ଟି ଓଡ଼ିଶା ଉପରେ ଅବସ୍ଥିତ ଓଡ଼ିଶାର ସହରର ନାମ କଣ ପାଇଁ ରହୁନି କଲିକତା କଣ ପାଇଁ ରହୁଛି । Sir message କଣ ପାଇଁ କାଟୁ ଛନ୍ତି । ଦୟାକରି ଉତ୍ତର ଦିଅନ୍ତୁ ।

    • @PINASODIAPHYSICS-vm1fu
      @PINASODIAPHYSICS-vm1fu  15 дней назад

      କଲିକତା ବ୍ରିଟିଶ୍ ଅମଳରୁ ବଡ଼ ସହର ଭାବେ ରହି ଆସିଚି ସେଥିପାଇଁ

  • @JagannathaMurmu-q1r
    @JagannathaMurmu-q1r 4 дня назад

    Sir vedio upload karantu 🙏🙏

  • @deepakrana6339
    @deepakrana6339 15 дней назад

    Sir namaskar
    Jadi pruthibira time Saman rakhahele Kan asubidha heba

  • @AnirudhaMaharana-j8s
    @AnirudhaMaharana-j8s 15 дней назад

    Sir namaskar

  • @susantapradhan6443
    @susantapradhan6443 8 дней назад

    ଆପଣଙ୍କର ବୁଝାଇବା ର ତୁଳନା ନାହିଁ

  • @RajibPattnaik
    @RajibPattnaik 15 дней назад

    ମୋର ପ୍ରଶ୍ନ ଟା ହେଲା ଯଦି ଲାଇନ ଟି ଓଡ଼ିଶା ଉପରେ ଅବସ୍ଥିତ ଓଡ଼ିଶାର ସହରର ନାମ କଣ ପାଇଁ ରହୁନି କଲିକତା କଣ ପାଇଁ ରହୁଛ ଦୟାକରି ଉତ୍ତର ଦିଅନ୍ତୁ ।

  • @RajibPattnaik
    @RajibPattnaik 15 дней назад

    ମୋର ପ୍ରଶ୍ନ ଟା ହେଲା ଯଦି ଲାଇନ ଟି ଓଡ଼ିଶା ଉପରେ ଅବସ୍ଥିତ ଓଡ଼ିଶାର ସହରର ନାମ କଣ ପାଇଁ ରହୁନି କଲିକତା କଣ ପାଇଁ ରହୁଛି । ଦୟାକରି ଉତ୍ତର ଦିଅନ୍ତୁ ।

    • @PINASODIAPHYSICS-vm1fu
      @PINASODIAPHYSICS-vm1fu  15 дней назад +1

      କଲିକତା ବ୍ରିଟିଶ୍ ଅମଳରୁ ବଡ଼ ସହର ଆଉ ପ୍ରମୁଖ ସହର ଭାବେ ରହିଆସିଛି ସେଥିପାଇଁ

  • @rotetech
    @rotetech 15 дней назад

    Sir Kolkata jaini ta gmt Kolkata+5: 30 kan pain lekha jauchhi

    • @PINASODIAPHYSICS-vm1fu
      @PINASODIAPHYSICS-vm1fu  15 дней назад

      Bhalaki mo vdo dekha, Amara India re sabu jagare time including Kolkata Indian standard meridian hisabare heichi

    • @rotetech
      @rotetech 15 дней назад

      @PINASODIAPHYSICS-vm1fu ମୋର ପ୍ରଶ୍ନ ହେଉଛି ସେଇ ଲାଇନ ଟା ଯଦି ଓଡ଼ିଶା ଉପରେ ଯାଇଛି ତାହାଲେ ଓଡ଼ିଶା ର ନାମ ନ ରହି କଲିକତା କଣ ପାଇଁ ଅଛି

    • @rotetech
      @rotetech 15 дней назад

      ​@@PINASODIAPHYSICS-vm1fu ମୋର ପ୍ରଶ୍ନ ଟା ହେଲା ଯଦି ଲାଇନ ଟି ଓଡ଼ିଶା ଉପରେ ଅବସ୍ଥିତ ଓଡ଼ିଶାର ସହରର ନାମ କଣ ପାଇଁ ରହୁନି କଲିକତା କଣ ପାଇଁ ରହୁଛି ।
      Sir message କଣ ପାଇଁ କାଟୁ ଛନ୍ତି ।
      ଦୟାକରି ଉତ୍ତର ଦିଅନ୍ତୁ ।

    • @rotetech
      @rotetech 15 дней назад

      ​​@@PINASODIAPHYSICS-vm1fuwhy again and again my message deleted but message screenshot are available here

    • @rotetech
      @rotetech 15 дней назад

      ​@@PINASODIAPHYSICS-vm1fu ଜଣା ନାହିଁ ଯଦି ଜାଣିନି କହିବେ ଏମିତି message କାଟୁଛନ୍ତି କାହିଁକି

  • @rajendraswainswain6878
    @rajendraswainswain6878 10 дней назад

    Very long process yo explain.

  • @kanhucharanrout5221
    @kanhucharanrout5221 8 дней назад

    ଘଣ୍ଟା ଦ୍ଵାରା 😂😂

  • @Prakash_9861
    @Prakash_9861 12 дней назад

    Sir number diantu

  • @prakashchandraroutray8825
    @prakashchandraroutray8825 10 дней назад

    Thank you sir

  • @RajibPattnaik
    @RajibPattnaik 15 дней назад

    ମୋର ପ୍ରଶ୍ନ ଟା ହେଲା ଯଦି ଲାଇନ ଟି ଓଡ଼ିଶା ଉପରେ ଅବସ୍ଥିତ ଓଡ଼ିଶାର ସହରର ନାମ କଣ ପାଇଁ ରହୁନି କଲିକତା କଣ ପାଇଁ ରହୁଛି । Sir message କଣ ପାଇଁ କାଟୁ ଛନ୍ତି । ଦୟାକରି ଉତ୍ତର ଦିଅନ୍ତୁ ।

    • @PINASODIAPHYSICS-vm1fu
      @PINASODIAPHYSICS-vm1fu  15 дней назад

      Kolkata British amalara bada sahara, apana jadi longitude debe jau jahara bi time kahideba with respect to GMT

  • @RajibPattnaik
    @RajibPattnaik 15 дней назад

    ମୋର ପ୍ରଶ୍ନ ଟା ହେଲା ଯଦି ଲାଇନ ଟି ଓଡ଼ିଶା ଉପରେ ଅବସ୍ଥିତ ଓଡ଼ିଶାର ସହରର ନାମ କଣ ପାଇଁ ରହୁନି କଲିକତା କଣ ପାଇଁ ରହୁଛି । ଦୟାକରି ଉତ୍ତର ଦିଅନ୍ତୁ ।

    • @PINASODIAPHYSICS-vm1fu
      @PINASODIAPHYSICS-vm1fu  15 дней назад +1

      କଲିକତା ବ୍ରିଟିଶ୍ ରାଜ୍ ରେ ବଡ଼ ସହର ଆଉ ପ୍ରମୁଖ ସହର ଥିଲା ସେଥିପାଇଁ, ଆପଣ ଓଡ଼ିଶା ର ଜେ କୌଣସି ଜାଗାର longitude ଦେଇଦେଲେ ତ ଟାଇମ ଦେଖେଇଦେବ with respect to GMT

  • @SharojSahoo
    @SharojSahoo 15 дней назад

    ମୋର ପ୍ରଶ୍ନ ଟା ହେଲା ଯଦି ଲାଇନ ଟି ଓଡ଼ିଶା ଉପରେ ଅବସ୍ଥିତ ଓଡ଼ିଶାର ସହରର ନାମ କଣ ପାଇଁ ରହୁନି କଲିକତା କଣ ପାଇଁ ରହୁଛି । ଦୟାକରି ଉତ୍ତର ଦିଅନ୍ତୁ ।

  • @PrakashDanta-e9x
    @PrakashDanta-e9x 15 дней назад +2

    ମୋର ପ୍ରଶ୍ନ ଟା ହେଲା ଯଦି ଲାଇନ ଟି ଓଡ଼ିଶା ଉପରେ ଅବସ୍ଥିତ ଓଡ଼ିଶାର ସହରର ନାମ କଣ ପାଇଁ ରହୁନି କଲିକତା କଣ ପାଇଁ ରହୁଛି । ଦୟାକରି ଉତ୍ତର ଦିଅନ୍ତୁ ।

    • @PINASODIAPHYSICS-vm1fu
      @PINASODIAPHYSICS-vm1fu  15 дней назад +1

      କଲିକତା ବ୍ରିଟିଶ୍ ଅମଳରୁ ବଡ଼ ସହର ଭାବେ ରହି ଆସିଚି, sethipai

  • @PritamMajhi-p2n
    @PritamMajhi-p2n 15 дней назад

    ମୋର ପ୍ରଶ୍ନ ଟା ହେଲା ଯଦି ଲାଇନ ଟି ଓଡ଼ିଶା ଉପରେ ଅବସ୍ଥିତ ଓଡ଼ିଶାର ସହରର ନାମ କଣ ପାଇଁ ରହୁନି କଲିକତା କଣ ପାଇଁ ରହୁଛି । ଦୟାକରି ଉତ୍ତର ଦିଅନ୍ତୁ ।

    • @PINASODIAPHYSICS-vm1fu
      @PINASODIAPHYSICS-vm1fu  15 дней назад

      କଲିକତା ବ୍ରିଟିଶ ଅମଳରୁ ପ୍ରମୁଖ ସହର ଭାବେ ରହି ଆସିଚି, ସେଥିପାଇଁ, ଆପଣ ଓଡିଶା ର ଜଉ ଜାଗାର longitude ଦିଆନ୍ତୁ time janijibe with respect to GMT

    • @PINASODIAPHYSICS-vm1fu
      @PINASODIAPHYSICS-vm1fu  15 дней назад

      କଲିକତା ବ୍ରିଟିଶ ଅମଳରୁ ବଡ଼ ସହର ଭାବେ ରହି ଆସିଚି ସେଥିପାଇଁ