ମଦ ଦୋକାନ ବନ୍ଦ କରିବାକୁ ଦାବି
HTML-код
- Опубликовано: 8 фев 2025
- ବରଗଡ଼ ଜିଲ୍ଲା ଛାତ୍ର କଂଗ୍ରେସ ପକ୍ଷରୁ ବରଗଡ଼ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି | ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ପାଈଁ ଆସନ୍ତା ରବିବାର ଓ ସୋମବାର ମଦ ଦୋକାନ ବନ୍ଦ କରିବା ପାଈଁ ଦାବି କରାଯାଇଛି | ଅନ୍ତିମ ଦୁଇଦିନରେ ଧନୁଯାତ୍ରାରେ ପ୍ରବଳ ଭିଡ଼ ରହୁଥିବା ବେଳେ ନିଶାସେବନ ଦ୍ୱାରା ବହୁ ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଉଛି | ଯାହାକୁ ନେଇ ମଦ ଦୋକାନ ଦୁଇଦିନ ବନ୍ଦ କରାଯାଉ ବୋଲି ଦାବି କରାଯାଇଛି | ପୂର୍ବତନ ଛାତ୍ର ସଭାପତି ଗୌରବ ପତି ଆଜାଦଙ୍କ ନେତୃତ୍ୱରେ ଏକ ଟିମ ଜିଲ୍ଲାପାଳ ଓ ଉପ ଜିଲ୍ଲାପାଳଙ୍କୁ ଦାବିପତ୍ର ଦିଆଯାଇଛି |