ସ୍ୱାମୀର ଦ୍ବିତୀୟ ବିବାହକୁ ଭଣ୍ଡୁର କଲେ ପ୍ରଥମ ସ୍ତ୍ରୀ || Knews Odisha

Поделиться
HTML-код
  • Опубликовано: 11 сен 2024
  • ଆମକୁ Subcribe କରିବା ପାଇଁ ଏବଂ ୱେବସାଇଟ ଓ ସୋସିଆଲ ମିଡିଆରେ ଫଲୋ କରିବା ପାଇଁ ନିମ୍ନଲିଖିତ ଲିଙ୍କ ଉପରେ କ୍ଲିକ କରନ୍ତୁ
    Subscribe: www.youtube.co...
    Facebook: / knewsodisha
    Twitter: / knewsodia
    Instagram: / knewsodisha
    Mobile App: play.google.co...
    Website: www.knewsodisha...
    #knews #knewsodisha #odisha #odishanews #ajirakhabar #ajiranews

Комментарии • 903

  • @gangadhartudu5258
    @gangadhartudu5258 2 года назад +66

    ବହୁତ କେସ ଏମିତି ବାହାରୁଛି ।କ୍ଏଦୀ ମାନଙ୍କ ପାଇଁ ଜାଗା ଧରିବନି ଜେଲରେ 👍👍👍

  • @samuelkhosla126
    @samuelkhosla126 2 года назад +159

    ବହୁତ ଭଲ କଲ ଭଉଣୀ

  • @belmatisahu7471
    @belmatisahu7471 2 года назад +114

    ଦୁଇଟା ଛୁଆ କୁ ଛାଡି ବହାହେଉଛି ପାଗଳ ସେ ଛୁଆ ର ନିଃଶ୍ୱାସ ପଡ଼ିବ ସେ ଦୁଇ ନମ୍ବର ବାହା ହେଉଥିବା ଝିଅ କୁ ବର ମିଳିଲାନି ଦୁଇଟା ଛୁଆର ବାପା କୁ ବାହା ହେଉଛି ଛୁଆ ମାନଙ୍କ ଜୀବନ କୁ ବର୍ବଦ୍ କରିବ

    • @inquilabzindabad1825
      @inquilabzindabad1825 2 года назад +1

      Chua mankar nishusa padiba

    • @charanah4508
      @charanah4508 2 года назад +2

      Jetebele pila chhua ,Swami chhadi Anya purusha sahita pila chhua chhadi palei janti setebele....

    • @NaushadKhan-tb2hw
      @NaushadKhan-tb2hw 7 месяцев назад

      Thik kahila bhai tame , Randua ta sala se pua ta

  • @ramachandra2341
    @ramachandra2341 2 года назад +218

    ଆରେ ମୂର୍ଖ ମାନେ ତୁମେ ଦଶଟର ବାହା ହେବ
    ଆରେ, ଏଦୁଈ ଛୁଆ କୁଡେ଼ ଯିବେ କଣ କରିବେ ସେଟା ଭାବ

    • @rohitabhoi3479
      @rohitabhoi3479 2 года назад +4

      ହଁ ଠିକ କହୁଛନ ଆଜ୍ଞା

    • @subaschandratripathy9434
      @subaschandratripathy9434 2 года назад

      Suicide karu pua sabu samadhan heba nahele puara jaunanga katidia

  • @ganeswarmunda816
    @ganeswarmunda816 2 года назад +57

    ଧନ୍ୟବାଦ sister ଆପଣଙ୍କର ସହସୀକତାକୁ

    • @RabindraRohidas-dg3yr
      @RabindraRohidas-dg3yr 7 месяцев назад +2

      E video ru kana bujhila vhai😂 Tama stri para kiaa priti kale rakhiba ki

    • @ganeswarmunda816
      @ganeswarmunda816 7 месяцев назад +1

      ​@@RabindraRohidas-dg3yrତୁମକଥାରୁ ଜଣାପଡୁଛି ତମେ ବିପରକିୟା ପ୍ରିତକୁ ପସନ୍ଦ କର କି ନ

    • @ganeswarmunda816
      @ganeswarmunda816 7 месяцев назад

      Nagetive ମତ ଆପଣ ଦିଅନ୍ତୁ ନାହିଁ

  • @bharatipattanaik8880
    @bharatipattanaik8880 2 года назад +55

    ହାରାମି କୁ ଉପଯୁକ୍ତ ଦଣ୍ଡ ମିଳିବଦରକାର ଯେମିତିକି ଆଭଳିକାମ କଲା ପୂର୍ଵ ରୁ ସାହେଥର ଚିନ୍ତା କରିବେ. ଆଉଗୋଟିଏ କଥା ଦ୍ୱିତୀୟଝିଅର ମୁହଁରେଲାଜ ପାଣି ତା ମା ଜନ୍ମ କଲାବେଳେ ଦେଇ ନଥିଲା ଭୁଲି ଯାଇଥିବ ବୋଧେ ଅ ଲାଜୁକ

  • @2019nihar
    @2019nihar 2 года назад +113

    ନୋଟିସ ହେଲେ ଯଦି attaind ନ ହେଲେ ତାର ବିକଳ୍ପ law ଅଛି, magistrate ପ୍ରଥମ ପତ୍ନୀ ର ବିନା ସହମତି ରେ marriage ପାଇଁ ଅନୁମତି ଦେଇ ପାରିବେନି, ହୁଏତ ପତ୍ନୀ କୁ warrent issue ହୋଇଥାନ୍ତା, Maximum sujit ର ଦୋଷ ଅଛି

  • @tr.jadunathmurmulycumsin.5961
    @tr.jadunathmurmulycumsin.5961 2 года назад +72

    Women's act 100%right

  • @bharatpradhan2462
    @bharatpradhan2462 2 года назад +19

    ମତ ହେଲା 2nd ବାହାଘରଟି ଏ ଟୋକା cort marrige କରିଥାନ୍ତା ,ହୁଏତ ଏଭଳି ଘଟଣା ଘଟିନଥାନ୍ତା.

  • @madhusmitapanda4949
    @madhusmitapanda4949 2 года назад +75

    ଏମିତି ହିଁ ଏବେ ବହୁତ ହଉଛି, କିଏ ପ୍ରତିବାଦ କରୁଛି ତ କିଏ ଚୁପଚାପ ସହିଯାଉଛି

    • @cutechuaa6929
      @cutechuaa6929 2 года назад +3

      Right sem mor bapa second marriage karichan

    • @Bandeutkaljanani
      @Bandeutkaljanani 2 года назад +2

      @@cutechuaa6929 case kara

    • @santwanatripathy1626
      @santwanatripathy1626 2 года назад +1

      Rit

    • @rrrrrr6273
      @rrrrrr6273 2 года назад

      @@cutechuaa6929 mu tamku marriage Kariba pain wait karichi asaa Suhagrat maneiba please

    • @aratisethi5901
      @aratisethi5901 2 года назад

      Sahi jibata bhul anya prati swara uttalana kara

  • @haraprasadmahanta4657
    @haraprasadmahanta4657 2 года назад +17

    ଦ୍ବିତୀୟ ମହିଳା ବାହା ହେବାର ନ ଥିଲା , ପିଲା ବୋଲି ବାହା ହେଲା ଏ ମହିଳା ୨ ଟି ପିଲା ଅଛନ୍ତି ସେ ତ ବାହା ହୋଇ ପାରିବ ନାହିଁ ସେ ପିଲା ୨ଟିର ଭରଣ ପୋଷଣ ପାଇଁ ତାଙ୍କର ବାପା ଅଧାରୁ ଅଧିକ ଟଙ୍କା ଦେବା ଦରକାର,

  • @bhartimajhi6563
    @bhartimajhi6563 2 года назад +64

    ଯିଏ ଗୋଟେ ଝିଅ କୁ ବାହା ହେଇକି ତା ସହ compromise କରି କି ରହୁଛି ସେଇଟା ହିଁ ମର୍ଯ୍ୟାଦା ପୁରୁଷ 👪

    • @sachidanandasamantaray807
      @sachidanandasamantaray807 2 года назад

      Absolutely right
      But same case jadi jhio kare taku b ghara ra jhio o ghara ra maryadapurna bohu ra akhya miliba uchit
      Ethire apana nka mata kan

    • @bhartimajhi6563
      @bhartimajhi6563 2 года назад

      But ..... ଦୁହିଁଙ୍କ ମନ ସ୍ୱଚ୍ଛ ରହିବା କଥା କିଏ କାହାକୁ doubt ନ କରି କି ଥିଲେ ଭଲ ରେ ରହି ଥାଆନ୍ତା ତୋ ଏବେ

    • @bhartimajhi6563
      @bhartimajhi6563 2 года назад

      Ta ebe social media ku asibaku padi na thanta bhai bodhe ragi ମଣିଷ ଟିଏ ଭାଉଜ କୁ ବୁଝାଇ ପାରିଲେନି

  • @holykhuntia2995
    @holykhuntia2995 2 года назад +32

    ଗାଣ୍ଡୀମରା ରେ ସର୍ବହରା , ନା ଛୁଆ ନା ମାଇକିନା କିଛି ନାଇ ଲାଇଫ ରେ । ଛି ଛି ଛି ଅଭଦ୍ର ।

  • @snayak7837
    @snayak7837 2 года назад +55

    ଏ ପୁରୁଷ ସମାଳ ପାଇଁ କଳଙ୍କ,ନାରୀ ଅଭିଶାପ ରେ କେବେ ଖୁସି ରେ ରହିବ ନାହିଁ ,ଦୁଇଟି ପିଲା ଥାଇ , ଏ ଶଳା ନୂଆ ଟା ଇ ଟି ମଲ୍ ଖୋଜୁଛି ,ଏବେ ଲୋକ ଲଜ୍ୟ ରେ ମର

    • @gangadharasahoo5188
      @gangadharasahoo5188 2 года назад +5

      Se maikinia ghaita chhadi kn pain gala

    • @Lifestyle-mf4fh
      @Lifestyle-mf4fh 2 года назад +2

      Tama bhasa ru jana paduchi tame kete bada bhala loka ye samaj pain ..
      video ta pura dekha ta pare bhasana mariba kiye samaj pain kalakan aou kiye samaj pain bhala ..
      Bedhei besya maikina kuade soyithila ate dina hela?? court 4 ta date padila .. sete bele tu galuni court ku aaji palei saichi ..
      samaj pain tame haucha kalakan .. tamaku tight maal darkar Sethi pain kichi na suniki se maikina support neiki adhika gapucha ..

  • @swagatikamishra9192
    @swagatikamishra9192 2 года назад +45

    ଇ ମାଗିହା କେ ବାନ୍ଧି କରି ପିଟି କରି ତାର ଯୌନାଙ୍ଗ କାଟିଦେବାର କଥା ଶଳା ଗୋଟେ ଜୀବନ ବର୍ବାଦ କରି ଆଉ ଗୁଟେ ସାଙ୍ଗେ ଲଟର ପଟର 😡😡😡

  • @Chinmaynayak879
    @Chinmaynayak879 2 года назад +53

    ବ୍ୟଭିଚାରଠାରୁ ପଳାୟନ କର । ମନୁଷ୍ୟ ଅନ୍ୟ ଯେକୌଣସି ପାପ କରେ, ତାହା ଶରୀରର ବହିର୍ଭୂତ; କିନ୍ତୁ ଯେ ବ୍ୟଭିଚାର କରେ, ସେ ଆପଣା ନିଜ ଶରୀର ବିରୁଦ୍ଧରେ ପାପ କରେ ।

  • @rasmiranjannayak1118
    @rasmiranjannayak1118 2 года назад +23

    ମୋର ପ୍ରଶ୍ନ ଏହିକି ଜେ ପ୍ରଥମରୁ ଲାଗୁଚି ଏଇ ମାନଙ୍କ ଭିତରେ ଯାହା ଭୁଲ ବୁଝା ବନା ହେଇଥିଲା ତାଙ୍କ ବୈଜେସ୍ଟଃ ଲୋକ ମାନେ ସମାଧାନ କରିବା କଥା , ସେମାନେ କହିଲେନି କନ ପାଈଁ ଶାଶୁ , ଶ୍ୱଶୁର ଗଲେ କୁଆଡେ arenge married ହେଇଥିଲା କୀ love married ଯଦି କୋର୍ଟ ନୋଟିସ ଦେଲା ଇଏ ଯଦି କ ଗଲେ ନହିଁ ଅଲଗ ଧରା ଅଛି ସମ୍ବିଧାନ ଅନୁସାରେ ଯଜ ନୋଟିସ ଦେଲେ ଆଇନ ରା ସୁରକ୍ଷା କବଚ ପୋଲିସ ଆସିଲା ନାହିଁ କନ ପାଈଁ ଛାଡ ପତ୍ର ରେ ୨ ଜଣ ଙ୍କର ଦସ୍ତଖତ ରହିବା ନିହାତି ଜରୁରୀ ଜଜ କେମିତି ଅନୁମତି ଦେଲେ ଅଉ ଜନ ଙ୍କୁ ବିବାହ କରିବା ପାଈଁ !( ମଉସା କହୁଛନ୍ତି 4 ଥର ନୋଟିସ ଦେଲେ ନ ଆସିବାରୁ ରଗିକି ଜଜ ଅନୁମତି ଦେଲେ ଏଇ ଗୁଡା କ କଣ ଜଜ ଙ୍କ ଘର କଥା)

  • @panchananpradhan2397
    @panchananpradhan2397 2 года назад +58

    ପିଲା ମାନଙ୍କ କଥା ଚିନ୍ତା କରେ ମୂର୍ଖ

    • @liteshcreation7146
      @liteshcreation7146 2 года назад

      Se ta 2year alga ache hele pila kentakari hela

    • @rajlaxmipradhan5840
      @rajlaxmipradhan5840 2 года назад

      Pilamane heisariba pare alaga heichhanti ,,,,tu murkha seithiru gotieee ,,,,,,,,abhadra kahinkaaaa

  • @rohitabhoi3479
    @rohitabhoi3479 2 года назад +53

    ପହେଲା ଭୁଲ ବର ପିଲାର ବିନା ଫଇସଲା ରେ ସେ କାଏଁ ହେଲା ଯେ ଅଲଗା ଜନେ କେ ବିହା ହଉଛେ ଦ୍ଵିତୀୟ ଭୁଲ ସେ ଟୁକେଲ ର ଯିଏ ବର ପିଲା ର ବିଷୟରେ ସବୁ କିଛି ନାଇଁ ଯେ ଜାନବାର କଥା ଯେହେତୁ ସେମାନେ ଗୁଟେ ଜାଗାରେ କାମ କରୁଛନ

    • @biswajitpradhan5240
      @biswajitpradhan5240 2 года назад +1

      ପୁରା ଠିକ୍।

    • @saisradhacreation3585
      @saisradhacreation3585 2 года назад +1

      ସତ କଥା

    • @swarnabehera2127
      @swarnabehera2127 2 года назад +1

      Right

    • @ganeshmunda6607
      @ganeshmunda6607 2 года назад +1

      ପେଲ ଅଲାଗୁଗିଆକେ ତାର କନିଆ ଥାଇକରି ଆଉ କାହାକେ ବାହା ହେଉଛେ ତୋର ଛୁଆ ଦୁଇଟାକେ ଦେଖ ବୋ ବେଧୁଆ

  • @manaskumarbehera348
    @manaskumarbehera348 2 года назад +11

    ପୁଅ କୁ ଖାସୁ କରି ଦିଆଯାଉ ।

  • @snbbariha251
    @snbbariha251 2 года назад +48

    ବାବୁ ତମେ କା ନା କରୁଛ ଟିକେ ହେଲେ ତ ସରମ। କର ବାବୁ ତମେ ମିଛ ଲାଗୁଛି 🌹🌹🌹

  • @ariyandisoja4379
    @ariyandisoja4379 2 года назад +11

    ଏମିତି ଲୋକକୁ ଆଜୀବନ କାରାଦଣ୍ଡ ଦେବା କଥା

  • @basantimuduli809
    @basantimuduli809 2 года назад +34

    ଏମିତି ଲୋକଙ୍କୁ ଚପଲ ରେ ମାଳ କରି ବେକରେ ପକାଓ ସହର ସାରା ,ବୁଲାଓ, ଆରେ ସଇତାନ ,ନିଜକୁ ପଚାରେ, ତୁ କେତେବଡ ଭୂଲ୍ କରୁଛୁ,ଭଗବାନ କୁ ଡର,🙏🙏🙏🙏

  • @sirishmunduya1360
    @sirishmunduya1360 2 года назад +20

    ଛୁଆ ଦୁଇଟି କୁ DNA test koro
    DNA mixed ବାହାରିଲେ ଯଣା ପଡ଼ିବ ଯେ
    ବାହାର ଖାଦ୍ୟ ରେ ବାହାରିଚନ୍ତି 😊😊

    • @liteshcreation7146
      @liteshcreation7146 2 года назад

      This is right bro

    • @Pragyakedar
      @Pragyakedar 2 года назад

      You are right bro..ajikali kahake biswas nei

    • @singhuhansdah1948
      @singhuhansdah1948 2 года назад

      ତୋର ମଧ୍ୟ DNA ଟେଷ୍ଟ୍ କରାଯାଉ

  • @user-dc6fo3eq8e
    @user-dc6fo3eq8e 2 года назад +5

    Tq prothomo stri 🙏🙏🙏

  • @mamatapradhan7263
    @mamatapradhan7263 2 года назад +7

    Very good sister

  • @sumitakhillo9253
    @sumitakhillo9253 2 года назад +19

    ଏମିତି ସ୍ୱମୀ ମାନଙ୍କୁ ସହିତ ରହିବା ଅପେକ୍ଷା ଜୀବନ ତାଉ ତାଉ ବିଧବା ହେଇ ରହିବା ଭଲ

  • @bhagirathibeshra7320
    @bhagirathibeshra7320 2 года назад +7

    ଭଲ ହେଇଛି ତାକୁ ଥାନାକୁ ନେଇଛନ୍ତି

  • @pratapmaity2499
    @pratapmaity2499 2 года назад +9

    Madam ଜଣକ ଦୀର୍ଘ ସମୟ ପର୍ୟ୍ଯନ୍ତ ବାପଘରେ ରହିବ
    ସେ କ୍ଷେତ୍ର େର ପୁଣିଥେର ବାହା େହବା କିଛି ଭୁଲ୍ ନୁହଁ

    • @wavesofspitual
      @wavesofspitual 2 года назад

      Rt

    • @wavesofspitual
      @wavesofspitual 2 года назад +2

      Mrg pare jadi jhia bapa ghare rhiba, pua kn pain mrg krithila?
      Pua thik krichi.

    • @ramachandra6109
      @ramachandra6109 2 года назад +3

      Ei jhiara bahut dosa achi

    • @wavesofspitual
      @wavesofspitual 2 года назад

      @@ramachandra6109
      Dosa di janaka ra achhi, khra adhika. Khra km. Bt gote pua mrg pare Dita pila pare kn pain auu gote jhia khojila ?
      Kn Swami ku kmti hatare rakhiba kn se stri jnini?

    • @ramachandra6109
      @ramachandra6109 2 года назад +1

      @@wavesofspitual tume kahuthiba katha totally immotional, mu tama thinking ko respect dauchi, but as per law petition nottice pare jadi jhia coat re attend na kara, tebe jarge will get one side divorce to other party ,it is true and supreme coat guide line....

  • @gayatri5424
    @gayatri5424 2 года назад +4

    Badhia heichi..a bhali loko nku କଠୋର ଦଣ୍ଡ ଦେବା କଥା.... Thik କରିଛନ୍ତି,ସେ ମହିଳା ଜଣକ.. 🙏🙏

  • @biswajit5156
    @biswajit5156 2 года назад +3

    କେହି ପୁଅ ra କଥା ବୁଝିନ , ସେ ନାରୀ 3 ଟୋକା ସହ ଶୋଉଛି ସେଇଟା କଣ ଠିକ୍ କି

  • @narayanbeheranarayanbehera7852
    @narayanbeheranarayanbehera7852 2 года назад +2

    ହମ ହମ ଭାଙ୍ଗିଗଲା ସେଇଟ।ପାଇ ମଗୀୟା ଛାଡିଦେଲା

  • @kiranrajswastik3369
    @kiranrajswastik3369 2 года назад +8

    Se jhio ra duita pila saha affair thila jagu.
    Ta swami taku divorced deithila.
    Au ebe ex husband ku baha habaku dauni.
    Duita pila ra maa heiki, anya purusa saha soile hele, kou swami ghare rakhiba.

  • @keshabsabar1982
    @keshabsabar1982 2 года назад +11

    Husband kahiba anusare wife jadi anya loka sange shouchi, ta hele ta bada jaghanya katha. Ye katha bi bicharajogya

  • @sarojinisethi2814
    @sarojinisethi2814 2 года назад +23

    Swami stree mananka majhire ae third loka pasanti boli tanka bhitare jhagada badhe..

  • @pravasinijena4065
    @pravasinijena4065 2 года назад +9

    2 jan pila achanti
    Stri achi agote baha heucha
    Jaoo jhia baha haoochi
    Se kan janiparuni
    Jia aga stri pila ku chadi dela
    Kali se tamasathire semiti
    Nakariba boli kan mane achi
    Tenu kahar sanncar vangi
    Amiti baha heba uchit nooha

  • @ashokkumardas6003
    @ashokkumardas6003 2 года назад +4

    Good good very good 👍 action, immediately action for justice

  • @sankirttanmajhi633
    @sankirttanmajhi633 2 года назад +5

    Very good mem

  • @shubhasreeviogs353
    @shubhasreeviogs353 2 года назад +4

    ଆରେ ତୋର ଜାଣିବାର ଅଛି ତୋର ୨ ଟି ପିଲା ଅଛନ୍ତି ତୋ ସ୍ତ୍ରୀ ସିନା ଖରାପ ହେଲେ ପିଲା ୨ ଟା kn କଲେ ।ତୋ ମୁଁହ କୁ ଲାଜ ଅଚ୍ଛିନା ଏତେ ରୋମାଣ୍ଟିକ ହୋଇ ପଡିଲ୍ ପିଲା କଥା ଆଉ ମନେ ପଡ଼ିଲା ନି । ସେ ଏବେ ଏକା ପିଲାଙ୍କୁ କେମିତି ଚଳେଇବ । ନୋଟିସ୍ ପଠେଇଥିଲି ଧଟିଲାନି । ତା ପରେ ପିଲାଙ୍କ କଥା ବୁଝିଚୁ କେମିତି ରହୁଚନ୍ତି କଣ ଖାଉଚନ୍ତି ଜାଣିବାକୁ ଚେଷ୍ଟା କରିଚ ।ଏପଟେ ତ ଆଉ ରହିହେଲାନି ସ୍ତ୍ରୀ ଗୋଟେ ଦରକାର ନିହାତି ।କଣ କୁହାଯିବ ଏଭଳି ଲୋକଙ୍କୁ ?ଛି ଛି

  • @santoshtripathy2202
    @santoshtripathy2202 2 года назад +3

    ପ୍ରଥମେ ଜଜ ର ଭୁଲ

    • @ramachandra6109
      @ramachandra6109 2 года назад

      😁 jarge ra kichi bhol nahin, one side divorce hua

  • @babushaan3621
    @babushaan3621 2 года назад +10

    Kain emiti houchare .... ??🐎🐎🐎
    But I think.... Se 1st wife ra b tike kutu kutu doso achhi ....

  • @alivapriyadarsanimallick2270
    @alivapriyadarsanimallick2270 2 года назад +4

    Sabas dii ❤️🙏🏻

  • @asishmisra3890
    @asishmisra3890 2 года назад +4

    E mahila nku upajukta nyaya milu.she is 100% right.

  • @ANDigital-bk4qu
    @ANDigital-bk4qu 2 года назад +21

    କିଏ ମିଛ କହୁଚି କିଏ ସତ କହୁଚି କିଛି ବୁଝି ହଉନି । Enquiry ହବା ଦରକାର ।

    • @akstatusofficial5483
      @akstatusofficial5483 2 года назад +1

      Bhai bhul jahara bi hau kintu amanka bhula pai chhuaa 2ta sasti paebe kana pai.... 2ta chhuaa ra jatna ratna kia kariba... Jemiti bapa 2nd merrege kala semiti maa bi karipare hele 2ta chhuaa kahar heiki rahibe.....

    • @JP4UCREATION
      @JP4UCREATION 2 года назад

      @@akstatusofficial5483 right bro

  • @narayanatandia7065
    @narayanatandia7065 2 года назад +2

    ଖାଲି କୁଟେଲ ମାନଂକର ଜୀବନ ବର୍ବାଦ ହେସି ଆର ପିଲା ମାନଂକଏ କିଛି ନାଇଁ ୱା ରେ ତୁମର ନିୟମ...

  • @shivkumarsoren7911
    @shivkumarsoren7911 2 года назад +12

    ବର ପିନ୍ଧି ଥିବା ଡ୍ରେସ କୁ ଓଲ୍ହାଇ ଧୁଲାଇ କର

  • @shaikharifuddin2480
    @shaikharifuddin2480 2 года назад

    ବିବାହିତ ଜୀବକୁ ଜାଣି ଶୁଣି ମୋର କରିବାକୁ
    ଗଲେ , ଏଇମିତି ଧନ
    ହାନି,ଲୋକ ହସା ହେବାକୁ
    ପଡ଼େ।ଏ ସଂସାର ଏତେ ବଡ଼, ଅବିବାହିତା ଝିଅଟିକୁ କ'ଣ ଆଊ କୋଉ ପୁରୁଷ
    ମିଳୁନି ଯେ ଦୁଇଟି ପିଲାର ବାକୁ ବାହା ହେଉଥିଲା?
    କୋଟ ଡାକରାକୁ ନମାନି
    ମନ ମନକା ରାଣୀ ର, ଏମିତି କାହାଣୀ ହବ!
    "ଚୁପ୍ ରୁହ ଚୁପ୍ ରହ
    ହାଏ ଅଭାଗିନୀ,
    ରୋତେହୋ ଅବ
    କିସ୍ କେ ଆଗେ
    ତୁଝେ ରୋତାଥା
    ଓହ ଦେଖ୍ ପାତା,
    ତୁମେ,ବଚେ ଛୋଡ କର
    କିୟୁ ବିବାହ ହୋତା "।

  • @samayhembram9051
    @samayhembram9051 2 года назад +5

    You are right sister...

  • @madhabapujari827
    @madhabapujari827 2 года назад +4

    All are well god bless us

  • @rukumahananda9900
    @rukumahananda9900 2 года назад +5

    Very nice information thanks 🙏🙏🙏🙏🙏🙏

  • @gopal2455
    @gopal2455 2 года назад +2

    ପିଟ ହାରାମ ଜାଦା କେ

  • @bramanandajena80
    @bramanandajena80 2 года назад +8

    Thank you 🙏

  • @ratankumarsahoo5734
    @ratankumarsahoo5734 Месяц назад

    ମାଦମ୍ କହିଲେ ଏକାଠି ଚାକିରି କରୁଚ ମାନେ ଠିକ୍ ଅଛି। Friendship କରି ପାର। ପ୍ରଥମ ସ୍ତ୍ରୀ ଆଗରୁ ପୋଲିସ ରେ ଥିଲେ ,ତେଣୁ ସେ inquary କରି ସବୁ ଜାଣି ପଳେଇ ଥିଲେ।।।😂😂😂😂

  • @Aaryaveera945
    @Aaryaveera945 2 года назад +15

    Best motivational video for today's youth generation 🙏 Sate enta video mane dekhi kari marriage karbar k b darr lagla 9 hey bhagaban 🤦‍♀️

  • @rabisinggond7950
    @rabisinggond7950 3 месяца назад +1

    Thanks sister

  • @srbagarti9701
    @srbagarti9701 2 года назад +35

    ପିଲା ର ହିଁ ଭୁଲ ଅଛେ। ପିଲା ର ପକ୍ଷ ନାଇଁ ନେବାର କଥା କେହି।

  • @pacharya6804
    @pacharya6804 7 месяцев назад +2

    Thik heiche

  • @mantulilli7562
    @mantulilli7562 2 года назад +6

    Very good

  • @patinityashree3123
    @patinityashree3123 2 года назад +2

    Bhala karicha sister

  • @ranjanmunda2744
    @ranjanmunda2744 2 года назад +3

    Thanks

  • @p.sentertainment.4604
    @p.sentertainment.4604 7 месяцев назад

    ଶଳା ଏବେ ପ୍ରଥମ ବିବାହ ପାଇଁ ଝିଅ ମିଳୁ ନାହାନ୍ତି ଆଉ ଏ ମହାଗିଆ ଗୋଟେ ଛାଡ଼ିକି ଆଉ ଗୋଟେ ବାହା ହଉଚି

  • @laxmipriyasambalpurichanne549
    @laxmipriyasambalpurichanne549 2 года назад +6

    ଟୁକେଲ ପିଲା ଦୁହିଁଙ୍କୁ ପିଟ କାହେଲେ ଦୁଇ ଜଣ କର ଭୁଲ ଅଛେ

  • @umakantabagarti2923
    @umakantabagarti2923 3 месяца назад +1

    Bahut bhala 👍👆

  • @rakeshpradhan3596
    @rakeshpradhan3596 2 года назад +10

    Law sabu bele jhia ku support kariba thik nuha bez some issues have also the bride .it is a very coplecated case so it is initiated to be reverifing

    • @rrrrrr6273
      @rrrrrr6273 2 года назад

      Right bhai Parucha zadi Jhia mananku gehi gehi rastaa ree pakei diya

  • @harishchandrapatra7778
    @harishchandrapatra7778 2 года назад +1

    ଯଦି ସିଏ ନୋଟିସ୍ ଗ୍ରହଣ କଲେ ନାହିଁ ତା ହେଲେ NBW ଦିଆଯାଇ ପାରିଥାଆନ୍ତା ।

  • @lipikasamal7224
    @lipikasamal7224 2 года назад +6

    Jai jagannatha

  • @rajkishormohanty3243
    @rajkishormohanty3243 7 месяцев назад +2

    100. %. Right

  • @abhimanyug516
    @abhimanyug516 2 года назад +3

    Very good didi

  • @nitapradhan2344
    @nitapradhan2344 7 месяцев назад +2

    Veri good

  • @lalitmohanmishra3561
    @lalitmohanmishra3561 2 года назад +6

    ବେଳେ ବେଳେ ସ୍ତ୍ରୀ ଯଦି ସ୍ବାମୀ,ଛୁଆଙ୍କୁ ଛାଡି ଅଲଗା ଲୋକ ସାଙ୍ଗରେ ପଳାଇଛନ୍ତି, ସେ ସ୍ଥଳରେ ଲୋକମାନେ,ମିଡିଆ ବାଲl ,ସମାଜ ସେବୀ ...ସେ ସ୍ତ୍ରୀ ଲୋକକୁ ଏମିତି ପଚରା ଉଚରା କରିବା ତ କାଇଁ ଦେଖାଯାଉନହିଁ,
    ମିଡିଆ ସେମିତିକl ଲୋକଙ୍କ ଚେହେରା ବି ଦେଖି ପାରୁନି ନା ଦେଖାଇବା କୁ ଚାହୁଁନାହିଁ ?? ତେଣୁ ନାମ ନଉଛ,ଆହୁରି ନବ, ଘୋର କଳି କାଳ,

  • @user-md3hh6dd8g
    @user-md3hh6dd8g 6 месяцев назад

    ଭଲଭାବରେ ଅନୁଧ୍ୟାନ କଲେ ସେ ନାରୀ ନୁହେଁ l ରାକ୍ଷଶୀ l ବହୁତ ଲୋଭ l

  • @prashantaswain5148
    @prashantaswain5148 2 года назад +71

    ବିବାହିତା ମହିଳା ଠିକ କରିଛନ୍ତି,

    • @RabindraRohidas-dg3yr
      @RabindraRohidas-dg3yr 7 месяцев назад +1

      Kameti thik karichi vhai,se stri swymi na thilaa bele anya purusa saha samparka rakhu chi jabab dia

    • @prashantaswain5148
      @prashantaswain5148 7 месяцев назад

      @@RabindraRohidas-dg3yr tame dekhichha bhai

    • @RabindraRohidas-dg3yr
      @RabindraRohidas-dg3yr 7 месяцев назад

      Apna dekhi chanti ki.cot ra notes re kahiki gale ni.puni 4 notes re vhai

    • @pgall-ty4dk
      @pgall-ty4dk 5 месяцев назад

      Gg
      Bh 1
      146
      gggggg​@@RabindraRohidas-dg3yr

    • @pgall-ty4dk
      @pgall-ty4dk 5 месяцев назад

      Gg
      Bh 1
      146
      gggggg​@@RabindraRohidas-dg3yr

  • @SuniGah
    @SuniGah 21 день назад

    Thank you didi

  • @manasbehera9732
    @manasbehera9732 2 года назад +3

    ଏଠାରେ ବାପା କହୁଛନ୍ତି ମା ଅନ୍ୟ ପୁରୁଷ ସହିତ ସମ୍ପର୍କ ରଖୁଛନ୍ତି ମା କହୁଛି ମୁଁ ତାକୁ ଡିଭସ ଦେଇନି ଜଣେ ଅନ୍ୟ ଜଣଙ୍କ ଦୋଷ ଦଉ ଛନ୍ତି ହେଲେ ସେ ଜାଣନ୍ତି ନି କି ଏ ମାନଙ୍କ ଭିତରେ କୁନି କୁନି ପିଲା ଦୁଇଟା ଙ୍କ ଭବିଷ୍ୟତ ଅଦାର ହେଇଯାଉଛି

  • @user-dn7oq2er6s
    @user-dn7oq2er6s 5 месяцев назад

    ସ୍ତ୍ରୀ ସିନା ଭୁଲ କଲା ହେଲେ ତୋର ସେହି ପୁଅ ଝିଅ ଦୁଇଟା କଣ କରିଥିଲେ ତାଙ୍କୁ ପର କରି ଦେଉଛୁ

  • @ajitkumarsethi8953
    @ajitkumarsethi8953 2 года назад +3

    Good 👍

  • @bikramkishore942
    @bikramkishore942 2 года назад +9

    ହଁ ମ କା ଘରେ କଳି ନାହିଁ 😀😀😀
    ଏ ଭାଇର ଦୁଇଟା ଇଞ୍ଜିନ ଚଲେଇ ପାରିବାର କ୍ଷମତା ଅଛି 😋😋😋💪💪💪

  • @santanubehera114
    @santanubehera114 2 года назад

    ଏଥିରେ ଉଭୟ ପକ୍ଷଭୁଲ୍ ଝିଅ ପକ୍ଷଆଗ ପୁଅ ବିସୟରେ ଜାଣିବା ଦରକାର ଥିଲା

  • @prasantapatra4442
    @prasantapatra4442 2 года назад +14

    ଏଇଟା ଭିତିରି କଥା । ପ୍ରଥମ ସ୍ତ୍ରୀ ର ଭୁଲ ଅଛି ।

  • @Sai_Bably_shorts
    @Sai_Bably_shorts 2 года назад +1

    2 ଟା ଛୁଆ ଅଛି ଛତରା ଆଉଥରେ ବାହାହେବା ପାଇଁ ଭାରି ମନ ,

  • @niranjan8431
    @niranjan8431 2 года назад +40

    Police should arrest the bridegroom and send him to jail.

    • @ashoksend1717
      @ashoksend1717 2 года назад +1

      2nd wife ku bi jail ba fine heba darkar.

  • @padmabatikumbrika4235
    @padmabatikumbrika4235 2 года назад

    ଏହି ଭଳି ଶ୍ବାମୀ ଙ୍କୁ ଛପ ଲରେ ମାରିବାର ଥିଲା

  • @SA-mf5xt
    @SA-mf5xt 2 года назад +5

    କୋଟ ଵାଲା ଭି ଦୋଷ ସବୁକଥା ଵୁଝି
    ଦସ୍ତଖତ ଦେବାରକଥା ରାଗରେ ହେନ୍ତା ଦେବାର ନୁହେଁ

  • @user-qn6rf4tl8c
    @user-qn6rf4tl8c 2 месяца назад

    Right kama vaune kala 💯👍🙏🙏🙏

  • @hemantabehera3956
    @hemantabehera3956 2 года назад +7

    ଭାହାଘର ଗୋଟେ ପବିତ୍ର ବନ୍ଧନ. ଏଥିରେ ବିଶ୍ୱାସ ର ବନ୍ଧନ. ଯଦି କିଛି ଭୁଲ ଭୁଝାବନା ଅଛି. ତାର ସମାଧାନ କରିବା ଉଚିତ.

  • @JagarMahanta
    @JagarMahanta 4 дня назад

    ❤Super 🎉bhae ❤

  • @ritahaldi9311
    @ritahaldi9311 2 года назад +17

    Ladies first...a katha sata hela.lady katha samaste sunuchhanti but male katha sunu nahanti kehi...lady jaha karile b taku Swami rakhiba wow..kanoo bhala. 😂

    • @snehalatanayak3260
      @snehalatanayak3260 2 года назад

      Ladies kn karila aethi pila ra gf achhi au se taku ninda upman kariki divorce daiki gf ku baha heba ku chanhuthila, tara para 2ta chhua tanku anauni aethu jana poduchi kate harami pila...

  • @arthantopno9343
    @arthantopno9343 12 дней назад

    It is right dicission

  • @learningpoint9103
    @learningpoint9103 2 года назад +4

    Comments re all se puo ku raguchonti ...but we jou kohuchi frst wife ro au kaha Soho relation sei kotha ku b important debar ochi ..may b it's true ...

  • @livetoday4940
    @livetoday4940 2 года назад +1

    ସତ କଥା ଭାଇ ତର ମାଇକିଆଣ ଏତେ ଦିନ କି ପାଇଁ ଚୁପ ଥିଲା ତୁମର କଥା ଠିକ ହେଇଥିବ ଭାବୁଛି, ଲୁକ ପାଙ୍ଗୁଆ କୋମେନ୍ଟ କରୁଛନ୍ତି

  • @gajasoren7177
    @gajasoren7177 2 года назад +3

    Very good wife

  • @chandrabatinayak3510
    @chandrabatinayak3510 2 года назад +1

    Emiti loko ku khoyoma koriba uchit nomoho bohuto bholo korucho didi

  • @rajkumari1939
    @rajkumari1939 2 года назад +3

    .bhagwaan jhah bi karichan mangal karichan God bless you❤

  • @sunilpradhan5558
    @sunilpradhan5558 6 месяцев назад

    ବୋହୁତ ବଢ଼ିଆ ଭଉଣୀ

  • @satyabhau69
    @satyabhau69 2 года назад +7

    ମତେ କିଛି ପଚାର ନି ମଁ

  • @chandanaagouri6791
    @chandanaagouri6791 2 года назад

    Bholo heichi

  • @shabyaskblcdeogaonblock2023
    @shabyaskblcdeogaonblock2023 2 года назад +3

    Taku jaldi jail heu

  • @tapaswinikhutuli5227
    @tapaswinikhutuli5227 2 месяца назад

    Verry good sister 👍

  • @bighnarajjal5548
    @bighnarajjal5548 2 года назад +71

    Marriage is not a playing material of child once it has done, it should be maintain finely, if you play on the life of others then God will never forgive you.

    • @ashishnayak218
      @ashishnayak218 2 года назад +3

      If his first wife is wrong he is eligible to get meri 2nd time. But children's should not suffer.

    • @jenapitagaon
      @jenapitagaon 2 года назад +2

      ...English re bujhi helani ho.... 🤔🤔

    • @doliranibag5875
      @doliranibag5875 2 года назад +1

      @@ashishnayak218 yes u r ryt

    • @bidyadharsamal992
      @bidyadharsamal992 2 года назад

      Bala na

    • @sumitrasabar9407
      @sumitrasabar9407 2 года назад

      @@doliranibag5875 🙏

  • @bidukisan7226
    @bidukisan7226 6 месяцев назад

    Think you sister God bless you