ସୁଧାଂଶୁ@8: ଅସହାୟ ମହିଳାଙ୍କ ଚରିତ୍ର ସଂଘାର କରୁଛି ନର୍ଲା ପୋଲିସ || SUDHANSHU@8

Поделиться
HTML-код
  • Опубликовано: 2 фев 2025

Комментарии • 538

  • @krushnakuna1341
    @krushnakuna1341 5 месяцев назад +175

    ସୁଧାଂଶୁଙ୍କ ସାହାସିକତା ପାଇଁ ଧନ୍ୟବାଦ

    • @RajaBabu-k1d
      @RajaBabu-k1d 5 месяцев назад +2

      Hai re full video upload karbar lagi kaa

    • @RajaBabu-k1d
      @RajaBabu-k1d 5 месяцев назад

      Ame b dekhmu full video

    • @SimanchalaSethi-px3em
      @SimanchalaSethi-px3em 5 месяцев назад

      Banda sahasika Maghiya modira chata chenala

  • @sivasankarpradhani8951
    @sivasankarpradhani8951 5 месяцев назад +69

    ସେ ପୋଲିସ ମାନଙ୍କୁ ବହିଷ୍କାର କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ l

  • @laxmidharnayak4191
    @laxmidharnayak4191 5 месяцев назад +83

    ସମୟୋଚିତ ପ୍ରସାରଣ ପାଇଁ ଅଶେଷ ଅଶେଷ ଧନ୍ୟବାଦ। ଦୁର୍ନୀତି ବିରୋଧୀ ସଂଗ୍ରାମ ଏହି ପରି ଜାରି ରଖନ୍ତୁ। ସରକାର ପଦକ୍ଷେପ ନିଅନ୍ତୁ ବା ନିଅନ୍ତୁ। ଜନ ସମର୍ଥନ ଆପଣଙ୍କର ଦିନକୁଦିନ ବୃଦ୍ଧି ପାଉଥିବ ।

  • @narayanmallick4164
    @narayanmallick4164 5 месяцев назад +32

    ଏଭଳି ପୋଲିସ ଅଧିକାରୀ ମାନଙ୍କୁ ଚାକିରିରୁ ବହିଷ୍କାର କରିବାର ଆବଶ୍ୟକତା ଅଛି। ସୁଧାଂଶୁ ବାବୁଙ୍କ ନିର୍ଭୀକତା ଲାଗି ଅନେକ ଅନେକ ଧନ୍ୟବାଦ

  • @loneeswain4332
    @loneeswain4332 5 месяцев назад +59

    ମୂଖ୍ୟ ମନ୍ତ୍ରୀ ମହୋଦୟ ଏହି ଭଳି ପୋଲିସ ମାନଙ୍କ କଥା ଶିଘ୍ର ବିଚାର କରନ୍ତୁ।

  • @shibaprasad7721
    @shibaprasad7721 5 месяцев назад +90

    ଓଡ଼ିଶା ସରକାର ପୁଲିସ ବିଭାଗ କୁ
    ଯଥା ଶୀଘ୍ର ସୁଧାରନ୍ତୁ ।

  • @sankarprasadsahu9225
    @sankarprasadsahu9225 5 месяцев назад +35

    100% ସତ୍ୟ କଥା କହିଲ l ବିଜେଡି ସଂସ୍କାର ର ତାମିଲ ଶାସନ ଦେହରୁ ଯାଇନି l

  • @PremlalKumar-h5r
    @PremlalKumar-h5r 4 месяца назад +11

    ନର୍ଲା ରେ ଭକ୍ତ ଚରଣ ଦାସ ଜିତିଥିଲେ ଭଲ ହୋଇଥାନ୍ତା ସେ ପୋଲିସ ମାନଙ୍କୁ। ବାହାର କରି ଦେଇଥାନ୍ତେ ଆମର ବି କଲାହାଣ୍ଡି ଜିଲ୍ଲା ❤ନିଉଜ ଭାଇ ଆପଣ ଙ୍କୁ ବହୁତ୍ ବହୁତ୍ ଧନ୍ୟବାଦ୍ ଖିସି ରେ ରୁହନ୍ତୁ ❤ଜୟ ମା ଦୁଆର ସେନୀ ❤

  • @atithimediacreations7791
    @atithimediacreations7791 5 месяцев назад +7

    ପ୍ରକୃତରେ ସାହସ ଅଛି ସୁଧାଂଶୁ ବାବୁଙ୍କର ଅଫିସର ମାନଙ୍କର ପର୍ଦାଫାଶ କରିବାର
    You are the great 👌👌👌

  • @seshadevsrichandan428
    @seshadevsrichandan428 5 месяцев назад +15

    ଆପଣଙ୍କର ସତ୍ଯ ଏବଂ ସାହସିକତା ସାମ୍ବାଦିକ ପାଇଁ ଆପଣଙ୍କୁ ଅଶେଷ ଧନ୍ୟବାଦ୍,

    • @tapangamer2013
      @tapangamer2013 4 месяца назад +1

      Ok 😂😂😂😂😂😂😂

  • @dibakaraseth4572
    @dibakaraseth4572 5 месяцев назад +12

    ସୁଧାଂଶୁ ଭାଇଙ୍କ ସାହସକୁ 🙏ସତ ନମସ୍କାର

  • @lochankumarlenka7908
    @lochankumarlenka7908 5 месяцев назад +24

    ମୁଖ୍ୟମଂତ୍ରି ଙ୍କୁ ଅନୁରୋଧ ଏ ବିଷୟରେ ତୁରନ୍ତ ପଦକ୍ଷେପ ନିଅନ୍ତୁ

  • @gggamer5478
    @gggamer5478 5 месяцев назад +72

    ସେ ମହିଳା ଅଧିକାରିଣୀ କୁ ଲଙ୍ଗଳା କରି ଭିଡିଓ କରାଯାଉ❤❤❤❤

    • @RajaBabu-k1d
      @RajaBabu-k1d 5 месяцев назад +2

      Real katha jani nu re Tu 20 log thana vitar ku jai ki jani jani jhagda kale au aeta crop kari kari video upload kariche.. Se case solve haigala ne already

  • @SUNAYANASAHU-l5q
    @SUNAYANASAHU-l5q 4 месяца назад +5

    ଧନ୍ୟବାଦ ସେଇ ସାହସିକ ସାମ୍ବାଦିକ ଙ୍କୁ ଅସହାୟ ମହିଳାଙ୍କ ନ୍ୟାୟ ପାଇଁ ସ୍ଵର ଉତ୍ତୋଳନ କରିଥିବାରୁ।ସତ୍ୟର ସାମନା ସତ୍ୟ ର ଜୟ।ଥାନାଧିକାରୀ କୁ ବହିସ୍କାର କରାଯାଉ

  • @SantoshDas-zk8ho
    @SantoshDas-zk8ho 5 месяцев назад +13

    ଆଗେଇ ଚାଲ ଭାଇ ଆପଣଙ୍କ ପାଖାରେ ପ୍ରଭୁ ଅଛନ୍ତି ଜୟ ଜଗନ୍ନାଥ

  • @satyanarayanrath1344
    @satyanarayanrath1344 5 месяцев назад +5

    ଏଭଳି ପୋଲିସ ମାନଙ୍କୁ ମାଲକାନଗିରି ଗମ୍ଫକୁଣ୍ଡ କୁ ପଠାଇ ଦିଅନ୍ତୁ । ନକ୍ସଲ ମାନଙ୍କ ସହିତ ଲଢ଼ିପାରିବେ

  • @RadhamohanDas-l5m
    @RadhamohanDas-l5m 5 месяцев назад +6

    ଆପଣ ଖବର ପ୍ରସାରଣ କରିଥିବା ର୍ରୁ ଧନ୍ୟ ବାଦ ।

  • @OM_SHAKTI.Subhamkar67666
    @OM_SHAKTI.Subhamkar67666 5 месяцев назад +44

    ପୋଲିସ ନିଜର ବାକ ସଂଯମତା ରକ୍ଷା କରିବା ସହିତ ଲୋକ ମାନଙ୍କୁ ଠିକ ସେବା ଦେବା ଉଚିତ 🙏

    • @helpinghandsforanimals6007
      @helpinghandsforanimals6007 5 месяцев назад

      @@OM_SHAKTI.Subhamkar67666 ହେବନାହିଁ,,,କାରଣ ମାଙ୍କଡ ହାତରେ ଶାଳଗ୍ରାମ ଦେଲେ ସେ କଣ ତା ମହତ୍ତ୍ଵ ବୁଝିବ ?

    • @anantanahak2718
      @anantanahak2718 5 месяцев назад

      @@OM_SHAKTI.Subhamkar67666 thik katha.loka corikale, brown sugar bikile. Rep kale. para Ghare pasile.semananku sir kahi chair dei cha. Kafi dei sanman debakatha.

  • @bharatchandrabarik5921
    @bharatchandrabarik5921 5 месяцев назад +12

    ସରକାର ନିଚିନ୍ତ ଏହାର ପଦକ୍ଷେପ ନେବେ ବୋଲି ଆମେ ଆଶା କରୁଛୁ , ସରକାର ଙ୍କୁ ଅନୁରୋଧ ଏ ମହିଳା ପୋଲିସ ଙ୍କ ବିରୋଧରେ ତୁରନ୍ତ ପଦକ୍ଷେପ ନିଅନ୍ତୁ

  • @SaralaMallick-ny1jh
    @SaralaMallick-ny1jh 5 месяцев назад +27

    Sudhansu bhai you are great.

  • @abhiramsahoo5642
    @abhiramsahoo5642 5 месяцев назад +10

    ସମାଜର ବଡବଡିଆ ନେତାମନ୍ତ୍ରୀଙ୍କ କେଳେଙ୍କାରିଠୁ ଆରମ୍ଭ କରି ତୄଣମୂଳ ସ୍ତରର ସାଧାରଣ ଲୋକମାନଙ୍କ ସମସ୍ଯାକୁ ନେଇ ଆପଣଙ୍କ ସାହସିକ ସାମ୍ବାଦିକତାକୁ ଅନେକ ଅନେକ ଧନ୍ଯବାଦ !

  • @HimansuSahu-n5n
    @HimansuSahu-n5n 5 месяцев назад +47

    ସୁଧାଂଶୁ ଭାଇ ଓଡିଶା ଷଣ୍ଢ

  • @devajanni9751
    @devajanni9751 4 месяца назад +2

    CM. ମୋହନ ମାଝୀ ସାର ଆପଣ ଙ୍କୁ 100 ରୁ କୋଟି ନମସ୍କାର ଏହି ବଳି ପୋଲିସ ଙ୍କୁ ମାଲକାନଗିରି ଟ୍ରାନ୍ସଫର କରାଯାଉ ପ୍ଲିଜ଼ ସାର ଆପଣ ଙ୍କୁ କୋଟି ନମସ୍କାର 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏

  • @crazyyyy-cp5ih
    @crazyyyy-cp5ih 5 месяцев назад +4

    ସାମ୍ବାଦିକ ଙ୍କ ପାଇଁ ଲୋକମାନଙ୍କୁ ନ୍ୟାୟ ମିଳିବ

  • @HemantaBagal-g9v
    @HemantaBagal-g9v 5 месяцев назад +6

    ଧନ୍ୟବାଦ ଭାଇ

  • @CreazyRanjan
    @CreazyRanjan 5 месяцев назад +31

    ଇଏ କୁକୁର police ଟା ପାଁଇ ପୁରା police team ଟା ବଦନାମ ହେଉଛି.. ଆଉ ବିଜେପି ସରକାର ର ଭି ବଦନାମ ହେଉଛି.. ମୋହନ sir ଜଲଦି action ନିଅନ୍ତୁ..ଇଏ..ଜିନ ବାଲି ପୋଲିସ ଉପରେ.. ନିଜର uniform ନାହିଁ. ଅଧିକ ମୁହଁ କଡୁଛି..

  • @nuclearmislle2750
    @nuclearmislle2750 4 месяца назад +1

    ନିର୍ଭୀକ ପତ୍ରକାରିତା କରିବା ପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ୍ ❤❤❤

  • @m2study696
    @m2study696 5 месяцев назад +43

    ମୁଁ ନର୍ଲl ଅଞ୍ଚଳର ସେ ଘୋଡlଗେହି ପରମ ଲାଞ୍ଚୂଆ ଏ ଦାରୀ ST RESERVATION ରେ ଚାକିରୀ ଖଣ୍ଡେ ପାଇ ଏତେ ତାଉଟର ଦେଖାଉଛି

    • @rabindramajhi9566
      @rabindramajhi9566 5 месяцев назад

      Magiha ST reservation tote,to maa,bhouni ku gehun chhi....

  • @SatrughanNayak-qf1rt
    @SatrughanNayak-qf1rt 5 месяцев назад +9

    ମୋହନ ସରକାର୍ ଏ ବିଷୟରେ ସଂଜ୍ଞାନ ନିଅନ୍ତୁ, ଯେଉଁ ଅଫିସର୍ ଏହିପରି ବ୍ୟବହାର କରୁଛନ୍ତି ଜନତାଙ୍କୁ ତାଙ୍କୁ ଯଥା ଶୀଘ୍ର ବହିସ୍କାର କରନ୍ତୁ, ନହେଲେ ଏମାନେ ବିଯେପି ସରକାର୍ କୁ ବଦନାମ୍ କରିବେ

  • @bijaypanda1843
    @bijaypanda1843 5 месяцев назад +16

    ସୁଧାଂଶୁ ✔️✔️✔️✔️ସବୁଆଡେ

  • @PrabirDas-u8p
    @PrabirDas-u8p 5 месяцев назад +16

    Sudhanshu you are great

  • @gopabandhumashra8949
    @gopabandhumashra8949 5 месяцев назад +2

    ଆଞା ଖାଲି ପୋଲିସ କୁ ଦୋଷୀ ଦେଲେ ହେବନାହିଁ
    ଆଜି କାଲି ଲୋକ ମଧ୍ୟ ମଦ ପିଇ ସବୁ ସ୍ଥାନରେ
    ଏହିପରି ଘଟଣା ଦେଖି ବାକୁ ମିଳୁଛି

  • @helpinghandsforanimals6007
    @helpinghandsforanimals6007 5 месяцев назад +25

    SC/ST ଲୋକଙ୍କୁ ଆରକ୍ଷଣ ଦ୍ଵାରା ଚାକିରୀ ଦେଲେ ଏଇ ଅବସ୍ଥା,,, ହାଣ୍ଡିଆ ଓ ଦେଶୀ ମଦ ପିଇବା ଲୋକଙ୍କୁ ଯଦି ଚାକିରୀ ଦିଆଯିବ ପୁଣି ମାଗଣା ତାହେଲେ ତ ସେମାନେ ଇନ୍ଦ୍ର ଚନ୍ଦ୍ର ମାନିବେ ନାହିଁ। ପ୍ରତ୍ୟେକ ଥାନାର ଅବସ୍ଥା ଶୋଚନୀୟ। ସବୁ ଥାନା ରେ ଏଇ ମାନଙ୍କ ଅରାଜକତା ଚାଲିଛି।

    • @anantanahak2718
      @anantanahak2718 5 месяцев назад

      Tame jadi bideshi piucha tahale police chakiri Kalani kahinki.

    • @helpinghandsforanimals6007
      @helpinghandsforanimals6007 5 месяцев назад

      @@anantanahak2718 ଆପଣ ବୁଝି ପାରିଲେ ନାହିଁ,,,ନା ସବୁ ବୁଝି ଅବୁଝା ପ୍ରଶ୍ନ ପଚାରୁଛନ୍ତି,,,ନା ଆପଣ ସେହି ଗୋଷ୍ଠୀର ଲୋକ

    • @ExcitedCabin-um5db
      @ExcitedCabin-um5db 5 месяцев назад

      CM of Odisha belongs this category

    • @helpinghandsforanimals6007
      @helpinghandsforanimals6007 5 месяцев назад

      @@ExcitedCabin-um5db its only about the police department.

    • @helpinghandsforanimals6007
      @helpinghandsforanimals6007 5 месяцев назад

      @@anantanahak2718 I am not drinking Alcohol at all.

  • @hariharpandapanda4798
    @hariharpandapanda4798 5 месяцев назад +5

    Bjp ,cm, ମୋହନ ମାଝି ସାର ଏହି ଭଳି ପୁଲିସକୁ ଚାକିରିରୁ ବହିଷ୍କୃତ କରା ଯାଉ ,ପରବର୍ତ୍ତୀ ନୂଆ ପୁଷ୍ଟିଂକରନ୍ତୁ ,ଏହି ମାନଙ୍କର ଚର୍ବୀ ବଢ଼ିଯାଇଛି ଏହି ମନେ ସବୁ bjd ଦଲାଲ ଆପଣ ଙ୍କୁ ବଦନାମ କରିବା ଚକ୍ରରେ ଅଛନ୍ତି

    • @anantanahak2718
      @anantanahak2718 5 месяцев назад

      Jahahau tumara bahut gyana. Govt Ku Kahi police department ku uthaide.

    • @Tribalvlogpurty
      @Tribalvlogpurty 4 месяца назад

      Right

  • @ODIAMBJSHORT003
    @ODIAMBJSHORT003 5 месяцев назад +2

    One Man Army Sudhanshu sir

  • @ChandanaSahoo-he7wp
    @ChandanaSahoo-he7wp 5 месяцев назад +7

    You. Are. Right. Mohanji. Action. Quickly

  • @kshitishmohanta6750
    @kshitishmohanta6750 5 месяцев назад +8

    Excellent news sir

  • @suryakantamohanty8276
    @suryakantamohanty8276 5 месяцев назад +40

    Quota re ଚାକିରି ପାଇଛନ୍ତି, ବିଦ୍ୟା ନାହିଁ ଜ୍ଞାନ ନାହିଁ ତେଣୁ ଏପରି ଘଟିବ

    • @mrfriend6508
      @mrfriend6508 5 месяцев назад

      Tame educated tama thinking ଗାଁ ରେ ପଚାରି ବୁଝିବ 😂😂

    • @sunu1924
      @sunu1924 5 месяцев назад

      100 percent right.st gadha reservation quota re am rajya chale be

  • @kabisuryabehera8572
    @kabisuryabehera8572 5 месяцев назад +2

    ସୁଧାଂଶୁ ଭାଇ 100% ସଲାମ

    • @anantanahak2718
      @anantanahak2718 5 месяцев назад

      Sudhanshu Ku salam kara kintu nijar bapa maa nku Salam karani papa heba. Dhanyawad.

  • @shishirranjanlenka.399
    @shishirranjanlenka.399 5 месяцев назад +6

    Sudhanshu babu Aapana great Aapnanka News channel bhi great. Mora aapanka news suniba abhyasa re parinat hoigalani.

  • @PremanandaMalla666
    @PremanandaMalla666 5 месяцев назад +4

    ସୁଧାଂଶୁ ଭାଇ,,ମାଡି ଚାଲ,,,,u r right

  • @amitakar94
    @amitakar94 5 месяцев назад +3

    ପୋଲିସ ଭାବୁଛନ୍ତି ଆମେ all in all ବିଜେଡି ପାଇଁ ଏମିତି ହୋଉଛି ଚାକିରୀ ଯିବ ବସ୍ତ୍ୟ କଣ ପାଇଁ

    • @anantanahak2718
      @anantanahak2718 5 месяцев назад +1

      Tennu police hela sarkari Gunda.

  • @Manojdandia-ip6wf
    @Manojdandia-ip6wf 5 месяцев назад +1

    Thanks u sushanta bhai .💔💔💔💔💔💔

  • @pratapkumarjena1829
    @pratapkumarjena1829 5 месяцев назад +11

    ଆଜ୍ଞା ଆଜିର ଦିନରେ ନୂଆ ସରକାର ଶାସନ ତାଗିଦି ପରେ ବି ମଧ୍ୟ ପ୍ରତ୍ୟେକ ଥାନା ମାନଙ୍କରେ ପୋଲିସ ଅଧିକାରୀ ବାବୁ ମାନେ ସବୁଠି ଏମିତି ବ୍ୟବହାର ସାଧାରଣ ଲୋକ ମାନଙ୍କୁ ସେଠୀ ଯଦି ଜଣେ ପଇସା ବାଲା ହୋଊ କି ନେତା ଏଇମାନେ ହିଁ ଜୟ କରୁଛନ୍ତି ଗରିବ ଲୋକଟି ନିରାଶ ହୋଇ ଫେରୁଛି ଆଜିର ଦିନରେ ଦେଖନ୍ତୁ ପ୍ରତ୍ୟେକ ଗାଁ ହୋଉ କି ସେ ସହର ବଜାର ସବୁଠି ନିଶା କାରବାର ଚୋରି ଦୃନିତ୍ତି ଭ୍ରଷ୍ଟାଚାର ସବୁଠି ପୋଲିସ ଅଧିକାରୀ ଜାଣୁ ଛନ୍ତି ମୋଟା ଅଙ୍କର ବଟି ନେଇ ନ ଜାଣିଲା ଭଳି ଅଭିନୟ କରୁ ଛନ୍ତି ସାଧାରଣ ଜନତା କହିଲେ ଜଣେଇଲେ ମଧ୍ୟ କିଛି ଫରକ୍ ପଡୁନି କାହିଁକି ନା ବିଜେଡି ସରକାର ସମୟରେ ଏମିତି ପଇସା ତାଙ୍କ ମୁହଁରେ ଲାଗିଛି ଏ ନୂଆ ସରକାର ଚେତାବନୀ କୁ ବାବୁ ମାନେ ହଜମ୍ କରି ପାରୁ ନାହାଁନ୍ତି ନୂଆ ସରକାର ଙ୍କୁ ଅନୁରୋଧ ଓଡ଼ିଶା ବାସି ଙ୍କ ହିତ ଯଦି ଚାହୁଁ ଛନ୍ତି ତେବେ ଏ ସରକାରୀ ବାବୁ ମାନଙ୍କ ପାଇଁ କଠୋର ରୁ କଠୋର ଦଣ୍ଡ ନିୟମ ଲାଗୁ କରାଯାଉ ଯାହାକି ସାଧାରଣ ଜନତା ଉନ୍ନତ ସେବା ପାଇ ପାରିବେ ଆଜିର ଦିନରେ ତ୍ ସାଧାରଣ ଜନତା ଙ୍କ ମୁହଁରେ ଗୋଟିଏ କଥା ପ୍ରୁବର୍ ବିଜେଡି ସରକାର ରାଜୁତି ଯେମିତି ଚାଲିଥିଲା ଇଂରେଜୀ ଶାସନ ଏବେବି ମଧ୍ୟ ସେଇଆ ନୂଆ ସରକାର ଏତେ ଦିନ ଧରି ଶାସନ ଗାଦୀ କୁ ଆସିଲେଣି କଣ ପରିବର୍ତ୍ତନ କରି ଛନ୍ତି ସାଧାରଣ ଜନତା ଙ୍କ ପାଇଁ ବିଜେଡି ସରକାର ଶାସନ ନୀତି କୁ ଆପଣା ନ୍ତୁନି ନ ହେଲେ ଯେହୁ ଗରିବ ଜନତା ବିଜେଡି ସରକାର ଶାସନ ରେ ଅଣ ନିଶ୍ୱାସି ହୋଇ ଆଜି ପରିବର୍ତ୍ତନ କରି ନୂଆ ସରକାର ଆଣି ଛନ୍ତି ଦରକାର ପଡ଼ିଲେ ଆଗାମୀ କୁ ସେହିଁ ହିଁ ପଲ୍ଟେଇ ଦେବେ ଜୟ ଜଗନ୍ନାଥ

  • @AsutoshPradhan-z4b
    @AsutoshPradhan-z4b 5 месяцев назад +1

    ଅତି ସୁନ୍ଦର

  • @AshokKhandual-k6n
    @AshokKhandual-k6n 5 месяцев назад +7

    Correct Sundhasu Bhai

  • @chandrakantsethi789
    @chandrakantsethi789 5 месяцев назад +6

    Dharantu bhai

  • @SantoshNayak-vi1wc
    @SantoshNayak-vi1wc 5 месяцев назад +2

    Thank you sudhansu babu

  • @SanatanchattarChattar
    @SanatanchattarChattar 5 месяцев назад +16

    ସେ ଭୋଇ ଆଉ ପାଣିଗ୍ରାହି କୁ ଗେହୀ ଦେଲେ ଖୁବ୍ ଭଲ ହେବ । ପୋଲିସ ପୋଲିସ ହିସାବରେ କାମ କରିବେ ନାହିଁ ତାକୁ କି ପ୍ରକାର ଭାଷାରେ କହିବା।

    • @anantanahak2718
      @anantanahak2718 5 месяцев назад

      Jadi toh maa ki bhaunni sehi post re thante tu kanna karithantu.gehithantu Na chadar ghodaithantu.police jibana kete kasta tu janninu.tu ekutia bhasha jannichu.

  • @etishreebasantibehera9787
    @etishreebasantibehera9787 4 месяца назад +1

    Om shanti bhaiji

  • @pradiptasahu5444
    @pradiptasahu5444 5 месяцев назад +7

    Sudhanshu Bhai is No--1 Editor ❤❤❤

  • @kishorebiswal4298
    @kishorebiswal4298 4 месяца назад

    ସୁଧାଂଶୁ ବାବୁ ଧନ୍ୟବାଦ। ପୋଲିସର ଵ୍ରଷ୍ଟାଚାର, ଦୁର୍ନୀତି ରେ ସୁଧାର ଆଣିବା ପାଇଁ ସଠିକ କାର୍ଯ୍ୟ କରନ୍ତୁ।

  • @AJAYAKUMARNayak-xx5kv
    @AJAYAKUMARNayak-xx5kv 5 месяцев назад +1

    Thank you 🙏🙏🙏🙏🙏 sudhanshu bhai

  • @SurendraSurendra-ym8mi
    @SurendraSurendra-ym8mi 5 месяцев назад +1

    ସରକାର କିଛି ପରିବର୍ତ୍ତନ ହେଇନି ଭାଇ ବିଜେଡି ଓ ବିଜେପି ଏକ୍

  • @Sarojkumar-xe2qi
    @Sarojkumar-xe2qi 5 месяцев назад

    Love you brother ❤️

  • @hrudayaranjan8217
    @hrudayaranjan8217 5 месяцев назад +18

    କୁକୁରୁଣୀ କୁ ଡିସ୍‌ମିସ କରାଯାଉ

  • @skpahan975
    @skpahan975 5 месяцев назад

    ଆସନ୍ତା ସମୟରେ ମଧ୍ୟ ଏହାର ଜବାବ ଦେବେ ଓଡ଼ିଶାବାସୀ।

  • @manojkumarrout8606
    @manojkumarrout8606 4 месяца назад

    Sudhanshu bhai 100% sata kahuchanti Appana.❤❤❤❤❤❤ Appananku hrudayaru salam

  • @ManashMalik-in1fj
    @ManashMalik-in1fj 5 месяцев назад +1

    ସେଇଟା ସଲେ ତମ ବିଜେପି ସରକାର ଦାଇ

  • @NrusinharanjanBehera1973
    @NrusinharanjanBehera1973 5 месяцев назад

    Excellent power of voice bombadment against iic thx sudhanshu brother iam nrusinha A reporter

  • @GunduGundu-m4n
    @GunduGundu-m4n 5 месяцев назад

    Very good brother

  • @kanjiaranjitkumar3824
    @kanjiaranjitkumar3824 5 месяцев назад

    Thanks 🙏🙏🙏👍

  • @chakradharadash3833
    @chakradharadash3833 5 месяцев назад +1

    ସୁଧାଂଶୁ ଭାଇ ଆପଣ ହେଉଛନ୍ତି କଳିଯୁଗର ଯୁଦ୍ଧିଷ୍ଠିର

  • @PrabhakarBehera-ej2th
    @PrabhakarBehera-ej2th 5 месяцев назад

    Satiya ghatna khabara prasarna karuthibaru apanku sahethara dhaniyabad sudhansabhi , thankyou verimuch

  • @srimantakumardas-wy2ro
    @srimantakumardas-wy2ro 5 месяцев назад +2

    ଆଇନ ସମସ୍ତ ଙ୍କ ପାଇଁ ସମା ନ ଜାତି ଗତ ଆଇ ନ କଣ ପାଇଁ ଏ ହାର ପରିବର୍ତନ ହେଉ 8:04 କିଛି ପୋଲିସ ନିଜକୁ ଭଗବାନ ଭାବନ୍ତି ସରକାରୀ କର୍ମଚାରୀ ଙ୍କୁ ଜନସାଧାରଣ ଦରମା ଦିଅନ୍ତି ସେ ଯେଉଁ ଦିନ ଏକଥା ଚିନ୍ତା କରବେ ତାଙ୍କ ମଧ୍ୟରେ ନମ୍ରତା ଆସିବ ତେବେ ସେ ଭଲ ସେବକ ହୋଇପାରିବେ ଜୟଜଗନ୍ନାଥ

  • @dhirendash12345
    @dhirendash12345 5 месяцев назад

    U are proud of our area

  • @Milangariakirtan
    @Milangariakirtan 5 месяцев назад +1

    Sudhan su sri 🙏🙏🙏⭕❗⭕

  • @kalandinayak463
    @kalandinayak463 5 месяцев назад +6

    Immediate action required.

  • @biswajitbehera5530
    @biswajitbehera5530 5 месяцев назад

    Salute to sir

  • @sauriprasadpanda6534
    @sauriprasadpanda6534 5 месяцев назад +5

    This video should watch odisha government and also need to take action on guilty people

  • @prakashmahapatra2182
    @prakashmahapatra2182 5 месяцев назад

    ମୁଖ୍ୟମନ୍ତ୍ରୀ ନିଜେ ଅନୁସନ୍ଧାନ କରି ଏହାର ବିଚାର କରନ୍ତୁ.

  • @asutoshbiswal7173
    @asutoshbiswal7173 5 месяцев назад

    Right brother 👍👍

  • @basantapradhan537
    @basantapradhan537 5 месяцев назад +1

    Dhanyabad bhai

  • @biswajitsatpathy8676
    @biswajitsatpathy8676 4 месяца назад

    Uchit upasthapana. God bless you.

  • @saroj1296
    @saroj1296 5 месяцев назад +2

    ସରକାର ବଦନାମ ଦେଲେ କଣ ହେବ? Terminate ର ଆବଶ୍ୟକ ରହିଛି

  • @greenagroofodisha9653
    @greenagroofodisha9653 5 месяцев назад

    ମୋହନ ଭାଇ ତୁରନ୍ତ Action ନିଅନ୍ତୁ

  • @GopabandhuSahu-nv8ym
    @GopabandhuSahu-nv8ym 5 месяцев назад +1

    ଯେତେ କହିଲେ ଭାଗବତ, ତୋଷ ନହିଲା ମୋର ଚିତ୍ତ,

  • @DurjyodhanHerna
    @DurjyodhanHerna 4 месяца назад

    Dhanyabadbhai

  • @GouriSahoo1106
    @GouriSahoo1106 5 месяцев назад

    Good 👍

  • @SGC871
    @SGC871 5 месяцев назад +1

    ଠିକ୍ କଥା Sir, ମୁଁ ମଧ୍ୟ ଏପରି ଜଣେ IIC ଙ୍କ ବ୍ୟବହାରର ସାମ୍ନା କରିଛି ,ଯାହା କି ସବୁ ଶ୍ରେଣୀ ର ଲୋକଙ୍କ ନିମନ୍ତେ ଦୁର୍ଭାଗ୍ୟ ଜନକ ଅଟେ!

  • @BideshiBhoi-s1x
    @BideshiBhoi-s1x 5 месяцев назад +1

    good statement fearlessly information to people about the matter.

  • @tilakmeher5646
    @tilakmeher5646 5 месяцев назад +3

    ଘୁଡ଼ା ଗେହିଁ S.i

  • @Kulamani-nr5oq
    @Kulamani-nr5oq 5 месяцев назад +1

    Respected cm should be take action immediate.

  • @VikashMahanty-k7o
    @VikashMahanty-k7o 5 месяцев назад

    Thank you sir

  • @lalitasahu6879
    @lalitasahu6879 5 месяцев назад +1

    ମହୋନ ସାର କୁ ମୁ ଅନୁରଧ କରୁଛି ଏମିତି ପଳିସ୍ କୁ ଚାକିରିରୁ କାଢିଦିଅ

  • @hrushikeshsahoo56
    @hrushikeshsahoo56 5 месяцев назад +1

    ବାଃ ବାଃ ରେ ଆଇନ ରକ୍ଷକ।

  • @prafulladash6726
    @prafulladash6726 5 месяцев назад

    Thank you Sudhansu.Bravo...

  • @yeshsahoo6027
    @yeshsahoo6027 5 месяцев назад

    ସୁଧାଂଶୁ ଭାଇ ମହାନ 👍👍

  • @manasjena3740
    @manasjena3740 5 месяцев назад

    Proud of you sudhanshu vai

  • @chandrakantsethi789
    @chandrakantsethi789 5 месяцев назад +6

    Suspend karantu

  • @SanjayakumarNayak-n8g
    @SanjayakumarNayak-n8g 5 месяцев назад

    Thank you bai

  • @rudranarayanmallick3725
    @rudranarayanmallick3725 5 месяцев назад +6

    Emiti hele BJD Bhali BJP Bi Chit patang Heba..BJP SARKAR Sudhuri Jau.

  • @maheshkumarbag5464
    @maheshkumarbag5464 5 месяцев назад

    Bahut Dhanyabad Bhai❤

  • @SinhaSahoo-zz2pz
    @SinhaSahoo-zz2pz 4 месяца назад

    Thanks bhai

  • @trinathbehera1346
    @trinathbehera1346 4 месяца назад

    Tamaku dhanyabad vai

  • @MANOJKUMARPRADHAN-q4u
    @MANOJKUMARPRADHAN-q4u 5 месяцев назад

    Right

  • @sthitapragyannanda7486
    @sthitapragyannanda7486 5 месяцев назад

    Salute 🙏

  • @swarnalatasenapati8610
    @swarnalatasenapati8610 5 месяцев назад

    Tumar sahasa jogu bahut bahut dhanyawad

  • @sudhanshukumarparida5644
    @sudhanshukumarparida5644 5 месяцев назад

    Thank you ❤

  • @SatyabrataRout-z1u
    @SatyabrataRout-z1u 5 месяцев назад

    Bhai dhanybad carry on