Tuma jilankara jadi dum achi exam dei ki merit re asanthu job pahanthu..ethe katha kuhanthuni..jadi district pila ku job darkar hele collector doctor police tume district ru hi kadipai kuhanthu..tuma jilankara ra pila bbsr Cuttack berhampur ku jibe ni kounasi medical treatment kamore..tuma jilankara re hi treatment kara
Baharal jila boli nuo .only group C and D post ku district wise kora jau au baki post state wise tau tebe amo area ro local pila b kichi ta chance paibe eaita heuchi main motive
Tuma nabarangpur koraput pila jadi Anya district re rahibaku chahunthibe ??? Se kan karibe...jadi city re job paibaku chahunthibe se kan karibe....tume tanku kan jabardasti nija jilla bhitare rakhiba??
Next jt re jete bele nabrongpur re 100 post thibo setebele Cuttack re 1000 post thibo setebele kan karibo tumo jilaro pilamane setebele 100 post re 1000 pila thibe kan karibo.
Agaku sabu chodi pakeiba , are murkha maghia tama jilla pila chakiri kale thik j minimum qualifying mark na rakhiki teacher chakiri paibe tapare slowly slowly sabu pila murkha hei jibe . Secondly sabu jilla pila jadi amiti karibe Nabarangpuria mananku birodh karibe sebe ? Tama jilla re adhika SC ST semane pa district cadre post re all Odisha re apply karuchanti .
The concentration of development in certain regions of Odisha, especially around the coastal belt, has led to the marginalization of more backward districts. Atleast 50% reservation is necessary in backward districts as they lack of opportunities.
Aau jou mg kohucha... Medical kotha... 1st to kehi bbsr Cuttack jau nhnti... Vizag pakha abom convenient... 2ndly mg sole sbu development bbsr au Cuttack re kaiki hela?? Ama area re kaiki nahi .. secretariat ... Assembly... Educational boards undivided koraput ku transfer kora jau... Kehi asibeni au
Anunnata anchalara pila manaka dukha b bujhantu madam aaji parjyanta gaon re network nahi bijuli rastaghata nahi avali abasta re madhya pila mane kete kasta re ct b.ed otet osstet clear karichhanti .....se mane kana costal area pilanka saha sama khya hebe tenu zilla bhittika nijukti dabi karuchhanti.....aapna mane hi ta KBK anchala ra pila dukha ku sarakaranka nikatare pahanchei pari be ......pls news 18odia support us.....🙏
New appoint teacher nku kete kharap laguthiba. First ta ete padhi padhi Au ete wait kariki e job paile. Second ete kam salary re b bahara jila re rahibe. 3rd ea puni ete asnmana , teacher nku birodh karanauchi. Bhabile bahut dukha laguchi Govt ra bhul jogu aspirants bhoguchnti.
Jillabhitika shikshaka niyojan Andolana gote swagat jogya pada khep ate ,Kintu ahi andolana ta Pilamananku posting na deba agaru hoitile bhala hoi thanta ,Sarakar madhya kichhi pada khepa nei thante , Posting paila pare pilanku Joining pain anumati na deba mo mata re bhala nuhan.
ନବରଗଙ୍ଗ ପୁରୁ ଲୋକମାନଙ୍କୁ ଅନ୍ୟଜିଲାରେ ନିଯୁକ୍ତି ଦିଆ ନ ଯାଉ।
Ok Baba
ମୋ ମତ ରେ ଏହା ଠିକ୍ ନୁହେଁ l ଆପଣଙ୍କ ଜିଲ୍ଲା ରୁ ମଧ୍ୟ ଅନେକ ଲୋକ ବାହାରକୁ ଯାଉଥିବା ଚାକିରି ବା କାମ କରିବାକୁ ସେମିତି ଯଦି ବାହାର ଜିଲ୍ଲା କିମ୍ବା ରାଜ୍ୟ ଲୋକ କରିବେ ତେବେ କଣ ହେବ କୁହନ୍ତୁ l
ତମ ଝିଲ୍ଲ ର ଯୋ loka ସୁରଟ ମୁମ୍ବାଇ ଯାଉଛନ୍ତି ସେଠାକାର ଲୋକ ଏମିତି ଭେଦ ଭାବ କଲେ ଚଳିବତ l😢😢
Thik kahi6anti
Bujhiparuchhonti to dadon khatibaku jaichhonti graduate pila sabu
@@sangitag482 ହାତ ବୁଲେଇ ଦେଲେ ୧୦୦ ଶହ graduate, ତମେ capable ନୁହଁ ତ competition ରେ ହାରି ଯାଉଛ, ଯିଏ ଭଲ capable ସେ job କରୁଛି, ଅସୁବିଧା କଣ
@@sangitag482ମୁଁ ଜଣେ graduated ପିଲା କିନ୍ତୁ ?
ଲକ୍ଷ୍ୟ ଲକ୍ଷ graduate ଅଛନ୍ତି ତା ବୋଲି କଣ ସମସ୍ତେ ଚାକିରି ପାଇବେ 😂
ନୂତନ ଶିକ୍ଷକ, ଶିକ୍ଷୟତ୍ରୀ ମାନଙ୍କୁ ଅନୁରୋଧ ଆପଣ ମାନେ ସରକାରଙ୍କୁ ଅଭିଯୋଗ କରନ୍ତୁ ଯାହା ଫଳରେ ସରକାର ଙ୍କ ଉପରେ ଚାପ ପଡ଼ିବ ଆପଣ ମାନେ ବି ଆପଣଙ୍କ ଜିଲ୍ଲା ରେ ନିଯୁକ୍ତି ପାଇବେ ଆମ ଅଞ୍ଚଳ ର ଶିକ୍ଷିତ ଯୁବକ ମଧ୍ୟ ନିଯୁକ୍ତି ପାଇବେ
Right
❤❤@@Shriyansi-o5g koshal rajyo...KBK separate jone and facilities kon pain janicho....time kebe bhi janipariboni...❤❤
Bhala patha padhi nija jillare select heiki dekhao..emiti murkha nka bhalia Gunda gardi Kari nuhe...
Bala na tume nua state karbe sale Odisha ru bahar huo
Right
ତମ ଜିଲ୍ଲା ପିଲା ପାଇବେ ମାନେ କଣ !?ପାଠ ପଢ଼ ଅନ୍ୟ ପିଲାଙ୍କୁ ପଛରେ ପକେଇ କି job କର। ଏମିତି କଲେ କଣ ପିଲା job ପାଇବେ କି!?
ମୋର ସରକାର କୁ ଗୋଟେ ଅନୁରୋଧ ଯେଉଁ ପିଲାଙ୍କୁ ବାହାର ଜିଲ୍ଲା ରେ joining କରେଇ ଦେଉନାହାନ୍ତି ସେମାଙ୍କୁ ଅନ୍ୟ ଜିଲ୍ଲା କୋଠି joining କରନ୍ତୁ ଆଉ ଯେଉଁଠି ବିରୋଧ ହେଉଛି ସେଠି ପୋଷ୍ଟିଙ୍ଗ ଦିଅନଯାଉ କାହାକୁ ସେମିତି vacency ରହିଥାଉ......
High court କରନ୍ତୁ Teachar ମାନେ
Balo kichi hobo nahi
High court koro ta pore ama bi karibu j ami district ru keta teacher aii 5 year vitora transfer haichi ...dekhiba ...kahara keta Pani ..
😂 areee tome high court jaooo boli semane semiti koruchanti. Semane janichanti tome gole haribo boli. 5th schedule area bisayare janino bodhe😂
@@sibaramsahu8873Tume kan janicha proof saha kuha ta....
Khali suni kari muha kholani ..
@@surajdhali6826Tuma pila ama area re rahipaeibe ta ???
ଅନ୍ୟ ଜିଲ୍ଲାର ପିଲା ମାନଙ୍କୁ ନବରଙ୍ଗପୁର ଜିଲ୍ଲାରେ ନିଜୁକୁତି ଦେଲେ ଆମୋ ନବରଙ୍ଗପୁର ଜିଲ୍ଲାର ପିଲା ମାନେ କ'ଣ ଦାଦନ ଖଟିବାକୁ ଜିବେ ଜାଆ କରିଛନ୍ତି ଭଲକରି ଛନ୍ତି
ପାଠ ପଢିଲେ କିଏ କାହିଁକି ଦାଦନ ଖଟିବାକୁ ଯିବ l
Tuma jilankara jadi dum achi exam dei ki merit re asanthu job pahanthu..ethe katha kuhanthuni..jadi district pila ku job darkar hele collector doctor police tume district ru hi kadipai kuhanthu..tuma jilankara ra pila bbsr Cuttack berhampur ku jibe ni kounasi medical treatment kamore..tuma jilankara re hi treatment kara
Nabarang pilaa kehi padhu nahanti kouthi nijukti karibeemurkhaa gudaa achhanti seithi pain bahara dist ra pila jauchhanti
Tomo side ro sobu pila setting Kari mark anuchi....Dom thile bholo bhabare exam dia nonsense
👍
ଆମେ ଆଗରୁ କହିଛୁ ଜିଲ୍ଲା ଭିତ୍ତିକ ହେଉ ବୋଲି ସରକାର ହେଲେ ବି ଆମ କଥା ଶୁଣିଲେ ନାହିଁ, ତେଣୁ ବାଧ୍ୟ ହୋଇ ଏହି ପଦକ୍ଷେପ ନିଆଗଲା।🙏
Tume kan court & government upare.....
Nija ku kan boli bhabucha.....
ଅମାନବିକତା ପଦକ୍ଷେପ
ଆପଣମାନଙ୍କୁ ଏହିପରି ବ୍ୟବହାର କଲେ ହୁଏତ ଜାଣି ପାରି ଥାନ୍ତେ
@@Cutiegirl9127 ଭଉଣୀ ଆପଣମାନଙ୍କ ପଦକ୍ଷେପକୁ ସମର୍ଥନ କରୁଛି କିନ୍ତୁ ଆଗରୁ କରିବାର ଥିଲା। ଏବେ କରିଲେ କିଛି ଲାଭ ନାହିଁ case ହାରିବା ପରେ। ହାରିଲେ ବି ପ୍ରଥମରୁ ପ୍ରତିବାଦ କରିଥିଲେ ବହୁତ୍ ପିଲା ଉପକୃତ ହୋଇଥାନ୍ତେ।
@@Cutiegirl9127 11100ଟଙ୍କାରେ ବାହାରେ chaliba ବହୁତ୍ କଷ୍ଟ। ତେଣୁ ପାଇଥିବା ପିଲା ବି ଆପଣମାନଙ୍କୁ ସ୍ଵାଗତ କରିଥାନ୍ତେ ଯଦି apply ବେଳେ ଏସବୁ କରିଥାନ୍ତେ।
Good Discussion 👍👍
Bahut badhiya heichhi
ମୁର୍ଖ ଲୋକ ଏମାନେ ନିଜ ପିଲା ଆଜିକାଲି ନିଜ school ବୋଲି ଭାବି ଆଉ କାମ କରୁନାହାନ୍ତି,
ଜିଲ୍ଲାବାସୀଙ୍କ ନିଷ୍ପତି ଠିକ ଏମିତି ନ କଲେ ଆମ ଅଂଚଳ ର ପିଲା ବେକାର ହୋଇ ରହିଯିବେ ଏହାର ପ୍ରଭାବରେ ବହୁତ ଆସନ୍ତି ସୃଷ୍ଟି ହେବ
Semiti patha na padhiki kna ba ukhadi pakeibe.
Patha padhi Anya jilla pilanku pachhare pakei job Kara..emiti Ganda gola Kari nuhe
Tumo district re pila bodhe uneducated.sei pai amiti karucha
ନବରଙ୍ଗପୁର ଜିଲ୍ଲା ବହୁତ ସୁନ୍ଦର କାମ କରୁଛନ୍ତି।
ନବରଙ୍ଗପୁର ଜିଲ୍ଲା ବହୁତ ସୁନ୍ଦର ପଦକ୍ଷେପ ନେଇଛନ୍ତି 🙏.... ପ୍ରତେକ ଜିଲ୍ଲାରେ ଏମିତି ହେବା ଦରକାର
😂😂😂.. sei 2 ta Jilla improve karibeni au..
କେହି କଟକ ମେଡ଼ିକାଲ ଆସିବନି
ତମ ଜିଲ୍ଲାରେ ରହିବ
Good work
Amiti re b kehi jau nahanti .. vizag pakha amaku@@arpanconnection8214
କଟକ ଭଳି ମେଡିକାଲ ରାଜ୍ୟର ଅନ୍ୟ ଜାଗା ମାନଙ୍କରେ ନିର୍ମାଣ କରିବାର ଆବଶ୍ୟକତା ଅଛି । ସେଥିପାଇଁ ରାଜ୍ୟର ଅନ୍ୟ ଜାଗା ପଛୁଆ ହେଉଛି ।
ନବରଙ୍ଗପୁର ର ଲୋକ ମଧ୍ୟ୍ ମନୁଷ୍ୟ ପାତରଅନ୍ତର କାହିଁକି କ୍ୱାଲିଟି ଆଣ୍ଡ କ୍ୱାଲି ଫିକ୍ସନ ମଧ୍ୟ ରହିଛି 8:1 ନୀତି କଣ ପାଇଁ?ଜିଲ୍ଲା ଭିତରେ ପୋଷ୍ଟିଙ୍ଗ କହିଲେ ସମସ୍ତେ ନିଜର ପାଖରେ ପାଇଥାନ୍ତେ କଣ ପାହିଁ ଗାଣ୍ଡି ପାଟୁଛି? ଏଠିକାର ପିଲାମାନେ ସବୁବେଳେ କାଙ୍ଗାଳ ହୋଇ ରହିବେ ବୋଲି ନିୟମ ଅଛିକି? ଏମିତିରେ ଏ ରାଜ୍ୟରେ ରହିକି କି ଲାଭ? ଦମ ଥିଲେ ନୂଆ ରାଜ୍ୟ ଘୋଷଣା କରି ଦିହ l
ପାତର ଅନ୍ତର କ'ଣ ରାଜ୍ୟ ମେଧା ତାଲିକା ରେ ଯିଏ ଆସିଲା ସେ ଚାକିରୀ କଲା ତା ପରେ ନବରଙ୍ଗପୁର ର ତ କିଛି ପିଲା ପାଇଛନ୍ତି ସେମାନେ ପଢୁଥିଲେ କିନ୍ତୁ ପାଠ ନ ପଢି କି ଆମକୁ ଚାକିରୀ ଦିଅ ଏ କେମିତିକା କଥା ଏଭଳି ହୀନ ମାନସିକତା ରୁ ଦୂରେଇ ରହିବା ଉଚିତ
Baharal jila boli nuo .only group C and D post ku district wise kora jau au baki post state wise tau tebe amo area ro local pila b kichi ta chance paibe eaita heuchi main motive
Baharo District ro teacher nku entry koriba kotha nuho
ନବରଙ୍ଗପୁର ଆମର ଜିଲ୍ଲା ଚାକିରୀ କରିବେ ଆମର ପିଲା, ଜୟ କୋରାପୁଟିଆ
Tebe murkha rahiba
Kihe murkha
Roga hele Bhubaneswar daudiki kain asucha tamari jhila re treatment kara.
@@dhananjay6194 poisa deiki treatment heuchanti
Bhus pandith
ଯଦି ବାହାର ପିଲାଙ୍କୁ join କରାଯାଉ ନାହିଁ
ତେବେ ଅବିଭକ୍ତ କୋରାପୁଟ ଜିଲ୍ଲାର ପିଲାଙ୍କୁ ମଧ୍ୟ ଅନ୍ୟ ଜିଲ୍ଲା ରେ join କରାନଯାଉ ତେବେ ଯାଇ ଏ ମାନେ ଚେତିବେ....
କୋରାପୁଟିଆ ଶଣ୍ଢ ବୋଲି ସିନା,,,,,,,,
Tome b cheto
Phateiki badao Koraput au Nabarangapur pila nku
@@KalingaLions Right
Darkar nai aloga jagare job
ଆମେ ପାତର ଅନ୍ତର କରୁନୁ ଏଲେ ଆମ ଜିଲ୍ଲାର ପିଲା କୁ କଣ ପାଇଁ ପାତର ଅନ୍ତର କରୁଛନ୍ତି ଆମ କୋରାପୁଟ ନବରଙ୍କ ପୁର ପିଲା କଣ କରିବେ
Are tume jillara sabu kn govt job pai chanti kehi bbsr Surat Bangalore chenni jau nahanti. Tuma chauda purusare kea job karithila.
ମନ ଲଗାଇ ପାଠ ପଢା ଚେଷ୍ଟା ବି କର
ଏମାନେ ଚାହୁଁଛନ୍ତି ଜିଲ୍ଲା ଭିତ୍ତିକ ଜିଯୁକ୍ତି @@narayanbehera6994
Jetebele notification asila, soithila ki
@@deepakkumarsahoo5544
ସେତେବେଳେ ସୋଇଥିଲେ ଏବେ ଉଠିଲେ
sabu rajniti.
Nai bhai tome Jani pariboni tome undivided koraput rohi thila Jani thatu thoo
Thik karuchhanti
ଠିକ୍ ଅଛି
Nabarangpur is back word area so people demending distic wise job.
ଯେଉଁମାନଙ୍କୁ ଫେରାଇ ଦିଆଯାଉଛି ସେମାନଙ୍କୁ ଅନ୍ୟ ଜିଲ୍ଲାରେ ଖାଲିଥିବା ଶିକ୍ଷକ ପଦବୀରେ ଭର୍ତ୍ତି କରାଯାଉ..
Very good 👍👍👍
Tik katha nija jilara pila
ଯାହା କରାଯାଉଛି ଭଲ କରାଯାଉଛି ଯଉ ଜିଲ୍ଲାର ପିଲା ସେଇ ଜିଲ୍ଲାରେ ଚାକିରୀ ଦେଲେ ସରକାର ର କଣ ଅସୁବିଧା
Tuma nabarangpur koraput pila jadi Anya district re rahibaku chahunthibe ??? Se kan karibe...jadi city re job paibaku chahunthibe se kan karibe....tume tanku kan jabardasti nija jilla bhitare rakhiba??
ବାହାର ପିଲା gale job pain nua katha sikhibe bujhuna kain
Bhai semiti to Kora heuchi all district means odisha to West odisha lakanka problem kn
Bahut badhiya ❤❤❤
ଜିଲ୍ଲା ଭିତିକ ନିଯୁକ୍ତି ଆମ ଦାବି
ଶିକ୍ଷକ ଶିକ୍ଷକ ଭିତରେ ପାତର ଅନ୍ତର ହେଉଛି, ଶିକ୍ଷକ ଭିତରେ କେତୋଟି ସଂଘ ଅଛି ଦେଖନ୍ତୁ 😡 ଗୋଟେ ଶିକ୍ଷକ ର କିଛି ଅସୁବିଧା ହେଲା ସେ ଦଶଟି ସଂଘ ପାଖକୁ ଅଭିଯୋଗ ପାଇଁ ଯାଉଛି. ଶିକ୍ଷକ ଭିତରେ ଏକତା ନାହିଁ. ଗ୍ରାମବାସୀ କାହିଁକି ଶିକ୍ଷକ ର ଅସୁବିଧା ବୁଝିବ... ଠିକ କରୁଛନ୍ତି 👌👌👌
ଭାଇ ମାନେ ଟିକେ ଭାବ ବାହାର ଜିଲ୍ଲା ପିଲା ମାନେ ଆସି ଏକ ବର୍ଷ ଚାକିରି କରି ନେତା ମନ୍ତ୍ରୀ ମାନଙ୍କୁ ଧୋରି transfer ହୋଇ ପଳାଇବ ଆମ ଜିଲ୍ଲା ସେମିତି ବିନା ଟିଚର୍ସ ରେ ଚାଲିବ। Good work all My brothers and sisters. ...
Tahale nije bhala patha padhi nija jilla chakiri nije Kara...Anya jilla pila asi paribeni ..
Semane transfer hela pare hin tumara vacancy haba 😂😂
Right
ଆଞ୍ଚଳିକ ସଂକୀର୍ଣ୍ଣତାରୁ ଉର୍ଦ୍ଧରେ ରହିବା ଉଚିତ। ଆମ ଗ୍ରାମ ବିଦ୍ୟାଳୟରେ ମଧ୍ୟ ଅନ୍ୟ ଜିଲ୍ଲାର ଶିକ୍ଷକ ନିଯୁକ୍ତି ପାଇଛନ୍ତି କିନ୍ତୁ ଆମ ଗ୍ରାମର ଜଣେ ହେଲେ ବି ଏହାକୁ ବିରୋଧ କରୁ ନାହାନ୍ତି।
@@arupkumarjena5178 jau mena ashuchanti semna kno nijo zilla ra balo podhi ki job karontu ...semana kno pai ami zilla ku Ashu chonti ..?
@@arupkumarjena5178 jau mena Ashu chonti seman jodi ata qualified hai thanata ta hela nijo zilla chedi ami zilla ku khain Ashu chonti ...
Right 👍
Nija dist ru au baharku asani.
Seithi ruha.
ଶିକ୍ଷା ଦେବାରେ ପାତର ଅନ୍ତର ହେଉଛି ନା ନାହିଁ
ବିକାଶ କରିବାରେ ପାତର ଅନ୍ତର ହେଉଛି ନା ନାହିଁ
ଶିକ୍ଷକ ଙ୍କୁ ହଇରାଣ କରନ୍ତୁ ନାହିଁ, ସରକାରଙ୍କୁ ବିରୁଦ୍ଧ କରନ୍ତୁ,
ଏଇଟା ନ୍ୟାୟ ବିଚାର ନୁହେଁ । Join କରିବାକୁ ଦିଆ ଯାଉ।
ତୋ ବୋଉ କୁ ପେଲା ଯାଉ
ପେଲା ସରିଲେ Join kara jiba
Debu nai tanku mariki bhagaidea jau koraput naksal rea pa tome to janichho bandhu
A1
Ak no
Very good, aamo koraput pila baharo jilha re kete chakiri milichi, koraput pura refuge re bhori Golani
Ni
Khali bangladeshi rohangiya
ମୋ ମତରେ ଯୋଉ ଜିଲ୍ହା ମାନଙ୍କରେ ବିରୋଧ କରାଯାଉଛି ସେ ଜିଲ୍ଲା ର ପିଲା ଯେପରି ଅନ୍ୟ ଜିଲ୍ଲାମାନଙ୍କରେ ଚାକିରୀ ନ ପାଇବେ କିମ୍ବା କୌଣସି ଅନ୍ୟ ଜିଲ୍ଲାମାନଙ୍କରେ ଥିବା ଭଲ ସ୍କୁଲ କଲେଜ ରେ ପଢି ପାରିବେ ନାହିଁ ସେଥିପାଇଁ ବିରୋଧ କରଜିବାର ଆବଶ୍ୟକତା ଅଛି. ସେମାନେ ତାଙ୍କ ଜିଲ୍ଲା ରେ ରୁହନ୍ତୁ.
ଆମେ ନବରଙ୍ଗପୁରିଆ ବାରି ବଢ଼ିଆ , ଯଦି ସରକାର ଆମ ଦାବି ପୂରଣ କରିବେ ନାହିଁ ତାହା ହେଲେ ଦେଖିବ ଆଗକୁ କ'ଣ ହଉଛି । ଏହିଟା ଗୋଟିଏ ଝଲକ , ଆଗକୁ ପୁରା ସିନେମା ହେବ
ତମେ ହେଲ ଏକଜିଦିଆ ... ତମେ ଯଦି ତୁମ ଜିଲ୍ଲା ରେ ଅନ୍ୟ ଜିଲ୍ଲା ର ପିଲା ଙ୍କୁ ଚାକିରି ଦବନି ତାହାଲେ ନିଜ ପିଲା ଙ୍କୁ ଶିକ୍ଷିତ କରିବା ପାଇଁ କଣ ପାଇଁ ଅନ୍ୟ ଜିଲ୍ଲା କୁ ପାଠ ପଢେଇବା ପାଇଁ ପଠଉଛ...ତମ ଜିଲ୍ଲା ରେ ଯଦି ଶିକ୍ଷିତ ପିଲା ଥିଲେ ତାହାଲେ ସବୁ ପୋଷ୍ଟ ତ ସେମାନେ ପାଇଥାନ୍ତେ ଅନ୍ୟ ଜିଲ୍ଲା ପିଲା କେମିତି ପାଇଲେ ...
ନବରଙ୍ଗପୁର ଟା ଓଡ଼ିଶା ର ଗୋଟେ ଜିଲ୍ଲା ସବୁ ଜିଲ୍ଲା ରେ ଯେମିତି ହଉଚି ସେଥି ବି ସେମିତି ହବ....ତମେ ମାନେ ନହେଲେ ନବରଙ୍ଗ ପୁର କୁ ଗୋଟେ ରାଜ୍ୟ କରିଦିଅ ଏତେ ଯଦି ଦେଖେଇ ହଉଛ 😅😅😅
@@samanbhatra2883GOOD
Semiti hele post khali padiba sina cut off kamivani semiti murkha rahiba
@@soumyalatapanda123ରାଜ୍ୟ ହିଁ ହବ
Next jt re jete bele nabrongpur re 100 post thibo setebele Cuttack re 1000 post thibo setebele kan karibo tumo jilaro pilamane setebele 100 post re 1000 pila thibe kan karibo.
Emane bujhu nahanti. 2nd phase pain padha padhi na kari jatea karu chanti
ସରକାର ବୁଝିବା ଦରକାର
ମୂର୍ଖ ଙ୍କ ଭଳି କଣ ହଉଛନ୍ତି ଏମାନେ?
ନିଜ ଜିଲ୍ଲାର ପିଲା ନିଜ ଜିଲ୍ଲାରେ ଥିବା ସ୍କୁଲ କଲେଜ ବିଶ୍ୱବିଦ୍ୟାଳୟରେ ହିଁ ପଢନ୍ତୁ ତେବେ। ପାତରାନ୍ତର!
U r rt
Tomo lako asi amopulanku murkha karuchhonti boli ame aloga jagaku podibaku jauchhu
Tomo arearo nurse Mane asiki kmiti durbeboharo karuchhonti amo lokunku hospital mamonkore nijo loko thile kn semane semiti karibe ki
Right 👍🏻
😂😂😂 ହଁ ଆମେ ମନା କରୁଛୁ କି। ତମେ ଆମର ଭାଷା ବୁଝିପାରୁଛ କି ନାହିଁ।ଯଦି ନାଁ ତେବେ ଛୋଟ ଛୁଆମାନଙ୍କୁ କେମିତି ପଢେଇବ । ପ୍ରଥମ ରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷକ ନିଜ ଅଞ୍ଚଳର ପିଲା ପାଇଲେ ଭଲ କି ବୁଝାଇଥାନ୍ତା। କମଳ କଥା କହି G ମାରିବାରେ ନୀତି କେବେ ଛାଡିବ । ପୁରୀ ମନ୍ଦିରକୁ ତୋ ଖାଇକି ସାରିଦେଲ ଏବେ ଅବିଭକ୍ତ କୋରାପୁଟ ଜିଲ୍ଲାରେ ଆସ ନିରିୟ ଲୋକ ଙ୍କୁ G ମାରିବାକୁ। ଛଦ୍ମବେଶୀ ଗୁଡାକ।
Ye toh sirf trailer hai age age dekho hota hai kya 😂😂
Right👍
Right
Correct bhai
Agaku sabu chodi pakeiba , are murkha maghia tama jilla pila chakiri kale thik j minimum qualifying mark na rakhiki teacher chakiri paibe tapare slowly slowly sabu pila murkha hei jibe . Secondly sabu jilla pila jadi amiti karibe Nabarangpuria mananku birodh karibe sebe ? Tama jilla re adhika SC ST semane pa district cadre post re all Odisha re apply karuchanti .
@@Shubhamx5626 arey maigha toro fatiuchi kahiki rey besia...tu kete educated maigha
Good
Bohut bholo heichi
Jilabhitiko nijukti heba darkar
Somosto nka pain subidha hobo
Nijo jila pila nijo jilare chakikiri kori paribe
Athire asubidha kono ochi
A kotha ku sarkar bujhi bar ochi
Nabarangpur jila aamori jila chakiri koribe aamori pila
Jai Nabarangpur
Maridia jiba katha katkia mananku
Scb asa kidney katiki bikri jaridabe ruha.
A buddhi pain ta ijjat mileni tamaku@@dhananjay6194
@@dhananjay6194 ଗୋଟେ ବାଳ ଉଖାଡି ପରିବା ର ଦମ୍ ନାହି ରେ
@dhananjay6194 bikideleni kn bikidebe kouchho
🎉🎉🎉
The concentration of development in certain regions of Odisha, especially around the coastal belt, has led to the marginalization of more backward districts. Atleast 50% reservation is necessary in backward districts as they lack of opportunities.
KBK district should be prioritised Brother.
Jahu dist ra pila ku sei dist re diho
Pura right
Exam ଦିଅ ତାପରେ ଚାକିରି ପାଇବ.....
We are odias we have right to take appointment anywhere in odia
Malkagiri re v hemiti heichhi....
Bahut sundar karichanti Bhai good good
Nonsense...people
Right bro
ବେକାର ହେବାର କାରଣ ର ମୂଳ 👍
🙏🙏🙏 ଜୟ ଜଗନ୍ନାଥ ଓଡ଼ିଶା ବାହାରୁ ଆସି ଓଡ଼ିଶା ଯୁବକ ଙ୍କର ରୋଜଗାର ରୋଜି ରୋଟି ନେଇ ସାରିଲେଣି। ସେଥିରେ ଏମାନେ କିଛି କହି ବନି। ଆଙ୍କର ଅକାତ ନାହିଁ । ମୁଁହ ବନ୍ଦ୍ । କେବଳ ଓଡ଼ିଶା ବାସୀ ଙ୍କୁ ହିଁ କହିବେ।ସେଥି ପାଇଁ ତ ଦାଦନ ସଂଖ୍ୟା ବେଶି। ଯାଉଥି ବିବାଦ କରିବା କଥା ସେଠି କରିବେନି। ଜୟ ଯବାନ, ଜୟ କିଷାନ,ଜୟ ଉତ୍କଳ ଜନନୀ,🙏🙏🙏
Tu koro out of statt people nku Toro akadh achhi hele kukuro mane asijauchho koraput
ଉପକୂଳ ଜିଲ୍ଲା ଏବଂ ରାଜ୍ୟ ର ଅନ୍ୟ ଜିଲ୍ଲା ରେ ଥିବା ନବରଙ୍ଗପୁର ଚାକିରିଆ ପିଲାଙ୍କୁ ବି ସମାନ ବିରୋଧ କରା ଯାଉ, ତା ପରେ ଜାଣିବେ
Hamm korajau ame Raji achhu
We want second selection junior teacher
Primary teacher ଜିଲ୍ଲା ଭିତ୍ତିକ ନିଯୁକ୍ତି ଦିଆ ଯାଉ
Very good
😢😢😢
Jemiti hebe kata thik heichi sir medam
Au joumane esabu ku support karuchha janiba darkar ki merit comes first au court b eita judgement deichhi jaha ki samvidhan re lekhajaichhi
🎉❤👍
Aau jou mg kohucha... Medical kotha... 1st to kehi bbsr Cuttack jau nhnti... Vizag pakha abom convenient... 2ndly mg sole sbu development bbsr au Cuttack re kaiki hela?? Ama area re kaiki nahi .. secretariat ... Assembly... Educational boards undivided koraput ku transfer kora jau... Kehi asibeni au
Kbk jindabad
ଷ୍ଟେ କରାଯାଉ ।
କଳିଯୁଗ ଶେଷ ହେବାକୁ ଯାଉଛି ଜୟ ଜଗନ୍ନାଥ
New requirement dia jau
Bhaimane 2018 posting heithiba pilamane kebala costal area ra atanti
Kuraput au nabarangpur ରେ ପଞ୍ଚାୟତ ଭିତ୍ତିକ ନିଯୁକ୍ତି କରାଯାଉ ଯାହାଦ୍ଵାରା teacher ଅଭାବ ରହିବ ନାହିଁ
Sabu chakiri oll India karajau
Patha padhhiki entrance clr karuna emiti kama pain ta pura 1st study re b 1st hua than nija dist re posting paiba.
Bilkul thik karajaichhi anyazillara pila nkiuKBK district re chakiri pain allow na karajau
Se district ro pila mane kn bahar dist re join korunahanti ki
Anunnata anchalara pila manaka dukha b bujhantu madam aaji parjyanta gaon re network nahi bijuli rastaghata nahi avali abasta re madhya pila mane kete kasta re ct b.ed otet osstet clear karichhanti .....se mane kana costal area pilanka saha sama khya hebe tenu zilla bhittika nijukti dabi karuchhanti.....aapna mane hi ta KBK anchala ra pila dukha ku sarakaranka nikatare pahanchei pari be ......pls news 18odia support us.....🙏
Nabarangapur amar jila chakri karibe amari pila
Recurment time re kari ba thiala
Asabu tik nuha,patah padha teachership re nija district aau para district vala nuha
Not acceptable
High court case kara ate badhuchhi ta 😂
New appoint teacher nku kete kharap laguthiba.
First ta ete padhi padhi
Au ete wait kariki e job paile.
Second ete kam salary re b bahara jila re rahibe.
3rd ea puni ete asnmana , teacher nku birodh karanauchi.
Bhabile bahut dukha laguchi
Govt ra bhul jogu aspirants bhoguchnti.
ତାଙ୍କୁ କୁହ ନିଜ ମାର୍କ ଦେଖେଇବେ
@@sibaramsahu8873 jou mane ebe birodh karuchnti,semane govt ku kuhantu mark dekheiba lagi
Agaru strike karbar katha..ebe semane joining paile na au ee prakar katha bhal naise
Last year b district wise selection kara jau bali protest kale hele sarakar sunileni ethire kahara bhul
Bhai thore mark ro transpercency rokho tebe kotha kohibo tebe jona podibo comission kete duro jain kamo karuchi
Tomo district to odisha bahare ki
Ete jilla chakiri darkar thila jadi orientation ku asi puni vasan dauthila kain .sabu rajaniti chhada au kichhi nuhe
Human rights re case karuna kan pain.
Good step
Sei nawarangpur district ra pila jia alaga district re job paichhanti semane ei reason pain job chhadiparibe ki
ଔଷଧ ରାଗରେ ତାଟିଆ କାମୁଡ଼ା
Mukhya katha hauchi govt ra recruitment process ta bhul sethi pain apari dukha
Only political issues bjd lokankar
We r suport to this party' they r thinking about koraput atlist
Good decision
Jillabhitika shikshaka niyojan Andolana gote swagat jogya pada khep ate ,Kintu ahi andolana ta Pilamananku posting na deba agaru hoitile bhala hoi thanta ,Sarakar madhya kichhi pada khepa nei thante , Posting paila pare pilanku Joining pain anumati na deba mo mata re bhala nuhan.