siba ku puja kara amar heiki raiba aaila dharma bani suneibaku ei jati dharma ama desa ku budeila buddha sai mahabir sabu murkha pagala thile au sankarcharjya maha pandita sabu bepara au rajaniti😂
@@anupmahapatra2391 manisa kana pasu sabu ta maribe gita kana adhika kariba jati dharma khali tama bhalia gyani baneichanti di paisa rojagar pain pothi khali brahmna padhi paruthile kale samaste gyani hei gale godeiki pitibe ebe jemiti sabu hela pare malika lekha chalichi semiti sabu lekha heichi heu thiba agaku bepara pain😂😂 kana tama sadhu lekhi nanti sabu bhagaban gote boli na daily gote gote bhagaban change karucha 66 koti😂
Request to all odia people please demand to government to investigate strong and properly🙏🙏🙏🙏
Rip legend
Jay Jagannath
Jay jagannath 🙏😭🙏
ସାଇ ବାବା ଙ୍କ ପୁଜା ରେ କିଛି ବି logic ନାହିଁ ।
ଏହି ସବୁ illogical ପୁଜା ରୁ ଲୋକ ମାନେ ସବୁବେଳେ ନିଜକୁ ଦୁରେଇ ରଖନ୍ତୁ ।
ଯଦି ଜଣେ ବିଷ୍ଣୁ ବା କୃଷ୍ଣ ଙ୍କ ଭକ୍ତ ହେବ, indirectly ଜଣେ ଗୀତା ଜ୍ଞାନ କୁ ପାଇବାର ସୁଯୋଗ ପାଇପାରିବ।
ଗୀତା ଜ୍ଞାନ ହିଁ ଏକ ମାତ୍ର ଗ୍ରନ୍ଥ ଯାହା ମଣିଷ ର ମାନସିକ ସନ୍ତୁଳନ କୁ ରକ୍ଷା କରିବା ସହ, କେଉଁ କାମ ଠିକ୍ କେଉଁ କାମ ଭୁଲ୍ ଏସବୁ ର confusion ଦୁରକରି ଜୀବନେ ଯଥାସମ୍ଭବ ଏକ ଶୁଙ୍ଖଳିତ ଜିବନ ଚଯ୍ୟା ଦ୍ଵାରା ମନ ର ଭାବାବେଗକୁ ଲଗାମ ଦେଇ ପାରିବ ।
ଦୁଃଖ ସୁଖ କେବଳ ମନ ମଧ୍ୟରେ ରହିଛି, ଶରୀର ରେ ନୁହେଁ।
ତେଣୁ ଅଧ୍ୟାତ୍ମିକ ର ବିଜ୍ଞାନ କୁ ବୁଝନ୍ତୁ।
ଜଣକୁ ପୂଜା କରିବା ଅର୍ଥ ତାଙ୍କ ଆଦର୍ଶ ରେ ଅନୁପ୍ରାଣିତ ହେବା।
ଖାଲିରେ ଶଙ୍କରାଚାର୍ଯ୍ୟ ସାଇ ପୂଜା ର ବିରୋଧ କରୁନାହାନ୍ତି।
siba ku puja kara amar heiki raiba aaila dharma bani suneibaku ei jati dharma ama desa ku budeila buddha sai mahabir sabu murkha pagala thile au sankarcharjya maha pandita sabu bepara au rajaniti😂
@@janhitkari4244 ଅମର ହେବା ଗୀତା ରେ ନାହିଁ, ଓଲଟା ଭଗବାନଙ୍କୁ ମଧ୍ୟ ନିଜ କର୍ମ ପାଇଁ ଅଭିଶାପ ମିଳିଛି, ଏବଂ ଭଗଵାନ ମଧ୍ୟ ସମୟ ସାରିଲା ପରେ, ମରିଛନ୍ତି।
ତେଣୁ ତମେ ସବୁ କାହା କଥା ଶୁଣି ଯାହା ବୁଝିଲେ ବିଁ, ଶାସ୍ତ୍ର ର ଜ୍ଞାନ, ଜଣେ ପ୍ରକୁତ ସାଧୁ ଏବଂ ଜ୍ଞାନୀ ହିଁ ବୁଝି ପାରିବ ।
ତମେ ସବୁ ସାଇ ମାଇ ଯାହାକୁ ପୂଜା କଲେ ମୋର କିଛି ଯାଏ ଆସେ ନାହିଁ,
@@anupmahapatra2391 manisa kana pasu sabu ta maribe gita kana adhika kariba jati dharma khali tama bhalia gyani baneichanti di paisa rojagar pain pothi khali brahmna padhi paruthile kale samaste gyani hei gale godeiki pitibe ebe jemiti sabu hela pare malika lekha chalichi semiti sabu lekha heichi heu thiba agaku bepara pain😂😂
kana tama sadhu lekhi nanti sabu bhagaban gote boli na daily gote gote bhagaban change karucha 66 koti😂
@@janhitkari4244ଜାତି ଧର୍ମ ବର୍ଣ୍ଣ ସମ୍ପ୍ରଦାୟ ଏ ସବୁ କୁ ମାନିବା ନ ମାନିବା ଲୋକ ଉପରେ ନିର୍ଭର କରେ । କିନ୍ତୁ ଯାହା କରିବ ଭଲ ଭାବରେ କରିବ।
ମାନିବା ର ଅଛି ମନିବ ନ ମାନିବା ର ଅଛି ଯଦି ଅଦୌ ମାନିବ ନାହିଁ।
ତତେ ଯଦି ବେପାର ଲାଗୁଛି ତାହେନେ, ମାନେନା
କିଏ ତତେ ବାଧ୍ୟ କରୁଛି ନା କଣ ।
ତୁ ମତେ ଆଙ୍ଗୁଠି ଦେଖେଇ କହିବା ର କାରଣ କଣ, ମୁଁ କଣ ହିନ୍ଦୁ ଧର୍ମ ବନେଇଚି ନ କଣ , ନା ମୁଁ ଏବେ ତୋ ଠୁ ଖରାପରେ ଅଛି ଯେ ଏ ସବୁ ବେପରାରୁ ବଞ୍ଚୁଚି
ମୋତେ ଭଲ ଆଉ ଠିକ୍ ଲାଗୁଛି ମୁଁ ମାନୁଛି, ତୋ ର ମୋତେ ଏ ସବୁ କହିବା ର କିଛି ଆବଶ୍ୟକ ନାହିଁ।
@@anupmahapatra2391 tu samastanku kahibu yaku mana taku mana au tote kei kahibeni bhari gote gote gyani sankara😂
Jai Jagganatha🙏🙏🙏🙏 bagaban atma ku santi diantu
Jay Jagannath 🙏🙏🙏🙏
It is pre-planned murder ,please odisha police investigate properly, his leg 🦵 touched to the floor at hanging image, pls do the needful.
Khali setiki nuhain.... Police asiba agaru tanka ghara loka tanku hanging position ru anile bhari.... Au kichhi proof nasta kari nahanti ta??
Babi bhai ame cana kahibu emitkahuana endastrire aaou puruna ecatr kie rhila sidhanta bhai sritam bhai utam bhai jai bhai emittika kichi achanti iam dukhita iam manoranjan mallik at gambharia pst kuligan via khantaparda dist balesore
ଆରେ ନବୀନ ପଟ୍ଟନାୟକ ଖାଲି ଗାଦି ଲୋଭରେ ମାତି ଛନ୍ତି ତେଣୁ ଓଡ଼ିଶା ବିନାଶ ପଥରେ ଅଗ୍ରସର
🙏🙏🙏🙏🙏🙏
😭😭😭😭😭
Bobby sir
Where is Koyel ?
Rip 🙏🙏🙏🙏🙏🙏
😭😭😭😭😭😭
ଏଠି ମେନ୍ ବିଲିଅନ୍ ତା ସ୍ତ୍ରୀ
badhia loka thile samastanku khola hrudayare sneha sanman dianti tanku kalakar jagata uchit sanman puraskruta dei parilani emitia kalakara sthana kie nei paribani
Rip
RIP
The great actor oliwood industry,I miss you sir 🙏🙏🙏 Rip 🌹🌹🌹🙏🙏🙏
Rip