ଚାଷିନେତା,ପୋଲିସ୍ ଆରୁ ଟାଟାପାୱାର୍ ଭିତ୍ ରେଁ ଇଟା କାଣା ଚାଲିଛେ?# Please subscribe it 🙏🙏☺️❤️❤️

Поделиться
HTML-код
  • Опубликовано: 1 дек 2024

Комментарии • 7

  • @swa2010
    @swa2010 Месяц назад

    ଦାଦା ଜୁହାର,ଜନସାଧାରଣ କେ ଚେନାଳ ମାଧ୍ଯମରେ ସଚେତନ କରଉଥିବାର ଲାଗି ଆନ୍ତରିକତାର ସହ ବହୁତ ବହୁତ ଧନ୍ଯବାଦ ।ଲାଇନ ସମସ୍ଯା କେନ୍ଦପାଲି ନୁ ଆରମ୍ଭ ହେବାର କାରଣ 1-ସ୍ମାର୍ଟ ମିଟରରେ ବିଲ ବେଶୀ ଆସୁଛେ ମନମାନୀ କରୁଛ ବଲି ମିଟର ବିଲ ଦେବାର ବନ୍ଦ କରାଗଲା 2-ଦିନେ ପରେ ଟାଟା ତରଫରୁ ଭିଜିଲାନ୍ସ ଟିମ୍ ଆସି ରନ୍ଧାଘର ପୂଜାଘର ଭିତରକେ ପଶଲେ ଘରେ ଲୋକମାନେ ନେ ଥିବାର ସମିଆ ଥି ସେନୁ ପ୍ରସ୍ତାବ ହେଲା ଆମର ଇ ଲୁଟ କରବାର ମିଟର ଦରକାର ନେନ ଲଗାଲାବେଲକେ ତ ବି ଆମକୁ ନେ ପଚରେଇ ଫିରେଇ ନଉ ବଲି ଫିରାହେଲା ।3-ପୋଲିସ ମଧ୍ଯସ୍ଥତାରେ ସୋହେଲାରେ ଯେନ କଥା ହେଲା କମ୍ପାନୀ କିଛି ଉତ୍ତର ନେ ରଖି ପାରଲା ମିଟିଙ୍ଗ ବିଫଳ ହେଲା ତାପରେ ଅଲଗା ଜାଗା ମାନଙ୍କୁ ବି ମିଟର ଫିରା ଆରମ୍ଭ ହେଲା ।4- ଅସନ୍ତୋଷ ଅଉ ଆକ୍ରୋଶ କମାବାର ଲାଗି ଜିଲ୍ଳାପାଳ ,ଏସପି ,ପୋଲିସ ,ଟାଟା କମ୍ପାନୀ ଅଉ ଚାଷୀ ସଂଗଠନ ଓ ଅସନ୍ତୋଷ ବିଦ୍ଯୁତ ଉପଭୋକ୍ତା ଙ୍କ ନେତୃତ୍ବରେ ଜିଲ୍ଳାପାଳ ଘୋଷଣା କଲେ ବରଗଡରେ ସ୍ମାର୍ଟମିଟର ନେ ଲଗାହୁଏ ଡିଜିଟାଲ ସାଧାରଣ ମିଟର ଲଗାହେବା ,ବ୍ଯବହାର ଭଲ ଦେଖାବେ, ଲାଇନ ନେ କାଟନ କି ବକେୟା ବିଲ ଲାଗି ଲାଇନ ନେ କାଟନ ,ଧାନ ହେବାର ଡିପେମ୍ବର ମାସ ତକ ବିଲ ନେ ମାଗନ ,ବିଦ୍ଯୁତ ସମସ୍ଯା ହେଲେ ହଇରାଣ ନେ କରି କରି ସଙ୍ଗେ ସାଜବେ ବଲି ସହମତ ହେଲା ।5-ଦୁଇ ଦିନ ପରେ ବାଇପାଲିର ୬0 ଟା ବୋରିଙ୍ଗ ର ଲାଇନ ସଂଯୋଗ ଅସୁବିଧା ହେଲା ଗ୍ରୀଡକେ ଆସିକରି କହେଲୁ ଯେ ବକେୟା ବିଲ ଦେଲେ ଜେକ ସାଜମୁ ବଏଲେ ଜିଲ୍ଳାପାଲର କଥା କେ ବି ନେ ଧ୍ଯାନ ଦେଲେ ଅଉ ପୋଲିସ ମଝି ପଡଲେ ଅଉ ଟାଟା କେ ଲାଇନ ସଜେଇ ବଏଲେ 6-ବାଇପାଲି ମିଟର ଲଗେଇ ଗଲେ ବିରୋଧ ହେଲା ଗୋଲମାଲ ହେଲା ଅଉ ଗାଁକେ ବିଭ୍ରାଟ କରବାର ଲାଗି ଲାଇନ ଫ୍ଯୁଜ ହିଟେଇ ନେଲେ ।କେନ୍ଦପାଲି ନୁ ବି ଫ୍ଯୁଜ ନୁ କାଟଲେ ବୋରିଙ୍ଗ ଅଉ ଗାଁ ଅନ୍ଧାର ,ଟ୍ରାନ୍ସଫରମର ତେଲ ଚୁରାଲେ ଲାଇନ କେନ୍ଦପାଲି ଅଉ ବାଇପାଲି ର ନେ ସାଜୁ ବଏଲେ ଧାନ କେ ପେନ ଦରକାର ଥିଲା ଗାଁ କେ ଅନ୍ଧାର କଲେ ,ବଜାର ରେ ପିଇବା ପାଣିର ଲାଇନ ସଂଯୋଗ ବନ୍ଦ କରାଲେ ।7-ଗାଁ ମଟିଙ୍ଗ ହେଲା ଲାଇନ ଠିକ ସେ ରଖବୃର ଲାଗି ମିଟିଙ୍ଗ କରାହେଲା ଅଉ ସବୁ ସମସ୍ଯାର ସମାଧାନ ପାଏବାର କେ ହେଲେ 23 ତାରିଖ ରୋଡ ଜାମ କରମା ପ୍ରଧାନମନ୍ତ୍ରୀ ପାଖକେ କଥାନେମା ବଲି ଜିଲ୍ଳାପାଳ କେ ଗାଁ ତରଫୁ ଲିଖିକରି ଦେଲୁ ବହୁତ ଲୋକ ସମର୍ଥନ ଜଣାଲେ କେତେ ଲୋକ ଅହଂକାରେ ବିରୋଧ ଚରୁଛନ ବଏଲେ ।8-ରାସ୍ତା ଜାମ କରବାର ଦିନକର ଆଗୋ ପୋଲିସ ତରଫରୁ ଫୋନ ଆସଲା 23ତାରିଖ ରାସ୍ତା ବନ୍ଦ କରବାର ଟୃ ପକ୍କା ଏ କେ ,କେତେ ଲୋକ ହେବେ,କେନ କେନ ଗାଁନୁ ଆସବେ ,ଡିମାଣ୍ଡ କାଣା ରହେବା ବଲି ଆମର ପଛେ ପଡିକରି ଫୋନରେ ଯୋଗାଯୋଗ କଲେ ।ସତ କି ଅସତ ବଲି ବରଗଡ ତହସିଲଦାର ଗାଁକେ ଆସଲେ ପଚରେଇ ଦେଖଲେ ଯାହାକେ ପତରାଲେ ଗୁଟେ କଥା 23 ତାରିଖ ଗାଁନୁ କିହେ ନେ ରହୁ ଛୁଆ ନୁ ବୁଢା ତକ ରୋଡେ ବସମୁ,ସ୍କୁଲ ବି ବନ୍ଦ ହେବା ରୋଡ ନୁ ପଢାବେ ତାପରେ ପ୍ରଶାସନ ହଉ କି ସରକାରର ଚିନ୍ତା ଆରମ୍ଭ ହେଲା ।9-କମ୍ପାନୀ ,ପୋଲିସ ପ୍ରଶାସନ ଗ୍ରାମବାସୀ ତଥା ସଂଗଠନ ମୁଖ୍ଯ ମାନକୁ ନେଇକରି ଆମର କେଶ ପ୍ରତ୍ଯାହାର ,ଲାଇନ ସାଜବାର ସାଙ୍ଗେ,ସାଦା ମିଟର ଲଗାବାର ସାଙ୍ଗେ ଲାଇନ ନେ କାଟବାର ଟା ସହମତି ହେଲା ଅଉ ଧାନ କେ ପେନ ଲାଗୁଥିବାର ପ୍ରେସର ଥି ଆମକୁ ଆନ୍ଦୋଳନ ସ୍ଥଗିତ କରବାର କେ ପଡଲା ।ଇ ଆନ୍ଦୋଳନ କେ ଆଗକେ ସଫଳ କରବାର କେ ହେଲେ କେନ୍ଦ୍ରସରକାର ହେଉ କି ରାଜ୍ଯ ସରକାର ସାଙ୍ଗେ ବସିକରି ଆଲୋଚନା କରବାର କେ ପଡବା ଇଥି ବିଜେଡି,ବିଜେପି ,କଂଗ୍ରେସ କଲେ ସଫଳ ନେ ହୁଏ କା କରି ବଏଲେ ଏକତା ହିଁ ବଳ ଆଏ ।ଛତିଶଗଡ ଭଲିଆ ବିଦ୍ଯୁତ ମାସିକ ଦରରେ ନେଉନ ଯେହେତୁ ଆମର ଟା ବି ଡବଲ ଇଞିନ ଏ କିମ୍ବା ନିର୍ବାଚନୀ ପ୍ରତିଶ୍ରୁତିର 300 ୟୁନିଟ ଧର୍ମେନ୍ଦ୍ର ପଧାନଙ୍କ କିମ୍ବା ମୋଦି କହିଥିବା ସୂର୍ଯ୍ଯଘର ଯୋଜନା ବକେୟା ବିଦ୍ଯୁତ ବିଲ 0 ଏବଂ ସ୍ମାର୍ଟମିଟର ହେଲେ ଯାଇ ଏହାର ଲାଭ ଉପଭୋକ୍ତାଙ୍କୁ ମିଲିବ ଏଣୁ ସ୍ଥାୟୀ ସମାଧାନ ବିଦ୍ଯୁତ ର କରିବାକୁ ପଡିବ ନ ହେଲେ ଆପଣ ମାନେ ମଧ୍ଯ ବିଜେଡି ସହ ଭାଇ ଭାଇ ବୋଲି ପ୍ରମାଣ ହେବା ସହ ଲାଇନ ସହ ସମସ୍ତ ନିର୍ବାଚନୀ ପ୍ରତିଶ୍ରୁତି ପାଲନ କରାଇବା ପାଇଁ ଆପଣଙ୍କୁ ଜନତାର ବିରୋଧ ସାମନା କରିବାକୁ ପଡିବ ।ଏହା ସହ କମ୍ପାନୀ କୁ ଋଣ ଛାଡ କରିଥିବା ର ସମପରିମାଣ ରାଶି ଚାଷୀ ମାନଙ୍କ କୃଷିୠଣ ଛାଡ କରିବାକୁ ହେବ ।ଆମେ ଭଗବାନଙ୍କର ଶକ୍ତି ଆଧାରରେ କାମ କରୁଛୁ ଯଦି ସାମୁହିକ ସ୍ବାର୍ଥ କେ ବାଦ ଦେଇକରି ବ୍ଯକ୍ତିଗତ ସ୍ବାର୍ଥ ଦେଖିଥିଲେ ଇ ଆନ୍ଦୋଳନ ଏତକି ସଫଳ ହୋଇ ନେ ପାରିଥିତା ।ସଭେ ଆଗଧାଡି ନୁ ଠିଆ ହେଇକରି ଯାହାର ଯେନଟା ଭୁଲ ହେବା କି ହେଉଛେ କହେବାର କେ ପଡବା ସାମନା ସାମନୀ ପଛଆଡେ କହେଲେ ଭୁଲର ସୁଧାର କେଭେ ଭୁଲ କରିଥିବା ଲୋକ କରିନେ ପାରେ ।ସମାଜରେ ଏତକି ଆମର କର୍ତ୍ତବ୍ଯ ହେବାର କଥା । ଯେନଟା ଭୁଲ ହେଇଥିବା ଫୋନ କରବ ଅଉ ନିଜର ଭାଇ ଟେ ବଲି ବତାବ ବଲି ଆଶା ।

  • @ashokpadhan2246
    @ashokpadhan2246 Месяц назад

    Right katha sar

  • @bishnuprakashsuna
    @bishnuprakashsuna Месяц назад

    Ken sarkaar achhe name tk kuha

  • @LokeswarSahu-s4k
    @LokeswarSahu-s4k Месяц назад

    Right katha kaka

  • @bishnuprakashsuna
    @bishnuprakashsuna Месяц назад

    Se Koshal Dalaals maane kenu suichhan ????

  • @jiteswarpradhan2964
    @jiteswarpradhan2964 Месяц назад

    Tor nb tk debu t