Pakhala Divas |CM Naveen Patnaik Relishes Pakhala In Viral Video, Netizens Has Some Queries For Him

Поделиться
HTML-код
  • Опубликовано: 20 мар 2022
  • Pakhala Divas |CM Naveen Patnaik Relishes Pakhala In Viral Video, Netizens Has Some Queries For Him
    OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
    Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
    Stay tuned for all the breaking news !
    Visit Our Website odishatv.in/
    News In Odia: otvkhabar.in/
    Android App: bit.ly/OTVAndroidApp
    iOS App: bit.ly/OTViOSApp
    Watch Live: odishatv.in/live-tv
    RUclips: goo.gl/Ehz6OP
    Watch our latest news in English: bit.ly/3wTgKxc
    Facebook: / otvkhabar
    OTV English Facebook : / otvnews
    Telegram @otvtelegram @otvkhabar
    Twitter: / otvnews
    Instagram: / otvnews
    #OdishaTV #OTV

Комментарии • 2,2 тыс.

  • @manasbehera9732
    @manasbehera9732 2 года назад +848

    ନବୀନ ବାବୁ ଖାଦ୍ୟ ଅପେକ୍ଷା ଚାଖଣା କୁ ଅଧିକ ଗୁରୁତ୍ବ ଦେଉଛନ୍ତି 🙏🏻 ଜୟ ଜଗନ୍ନାଥ

  • @swarnalatasahoo9449
    @swarnalatasahoo9449 2 года назад +271

    ପଖାଳ ପ୍ରତି ଆଗ୍ରହ ଥିଲା ପରି ଲାଗୁନାହିଁ ।
    ଗରିବ ପଖାଳ ଖିଆ ଙ୍କ ଦୁଃଖ ଜାଣିବେ କେମିତି
    ଖାଲି ପ୍ରଚାର ପ୍ରସାର ସର୍ବସ୍ବ

    • @Views-rb4lm
      @Views-rb4lm 4 месяца назад

      Ethara bjp balanku daka helani so bjpians Pagal

    • @user-pf9zn3vg9c
      @user-pf9zn3vg9c 3 месяца назад +1

      L😊😊

    • @diptisahoo4421
      @diptisahoo4421 3 месяца назад +1

      Pakhal mulia khanti na ki bada loka

    • @Views-rb4lm
      @Views-rb4lm 3 месяца назад

      @@diptisahoo4421 Mulia kiye?? Videshi Brahmins na India ra Mulnivasi sc st obc?

    • @rajpatra3537
      @rajpatra3537 Месяц назад +1

      Are bhai tame mane sudhiribana kia kn khaila taku controversy karucha 😂😂😂😂

  • @pritinandarout3150
    @pritinandarout3150 5 месяцев назад +12

    ଯାହା ହେଉ ଏତିକି ତ କରିଛନ୍ତି। ଏତେ ବୟସରେ। କାହିଁକି ଖାଇଲେନି ଯେଉଁମାନେ କହୁନ, ତମ ଘରେ ବୋଧେ ବୃଦ୍ଧ ଲୋକ ରହୁନଥିବେ। ଯଦି ବୃଦ୍ଧ ଲୋକ ନାହାଁନ୍ତି ତାହେଲେ ଅପେକ୍ଷା କର ତୋମେ ଯେବେ ବୃଦ୍ଧ ହେବ କେତେ ପଖାଳ ଖାଇବ

  • @MousumiDas-wk6hk
    @MousumiDas-wk6hk Месяц назад +2

    Love you Naveen patanayak sir ❤❤

  • @chandanpanda4108
    @chandanpanda4108 2 года назад +196

    ଖାଲି ଅଭିନୟ । ପଣ୍ଡିଆନନ୍ ଯଦି କହିବ ତାହେଲେ ଆମ cm ପଖାଳ ଖାଇବେ ନହେଲେ ଖାଲି ମାଛ ଭଜା ।

    • @gugulavlog
      @gugulavlog 2 года назад +1

      🤣🤣🤣

    • @kajalsethi9093
      @kajalsethi9093 2 года назад +1

      😂😂😂😂

    • @AllhaSuarwala
      @AllhaSuarwala 2 года назад +6

      ଏ ବୁଢ଼ାର ବିଦେଶୀ ଅଭ୍ଯାସ ଏ ପର୍ଯ୍ୟନ୍ତ ଛାଡ଼ିନି ନା.. 😂

    • @sumantakumar1777
      @sumantakumar1777 2 года назад

      😁😁😁😁😁

    • @kumarchandan3045
      @kumarchandan3045 Год назад

      ​@@AllhaSuarwala nai lo bhai budha khali abhinay karuchi

  • @chandrapanda7222
    @chandrapanda7222 2 года назад +258

    Sir, ପଖାଳ ଦିବସ ଉପଲକ୍ଷେ ଓଡିଶା ର 4କୋଟି ପରିବାର ପାଇଁ 50 kg ଲେଖାଏଁ ଉଷୁନା ଚାଉଳ ଦେବା ଘୋଷଣା କରନ୍ତୁ.

    • @kathaokabitabysunanda2136
      @kathaokabitabysunanda2136 2 года назад +8

      Odisha ku ahuri alasua aau gariba karidiajau magana khuei

    • @susilsahoo6830
      @susilsahoo6830 2 года назад +1

      😂😂

    • @MSK0143
      @MSK0143 2 года назад +2

      @@kathaokabitabysunanda2136 exactly, you are absolutely right.

    • @roshnimohapatra1523
      @roshnimohapatra1523 2 года назад +2

      ଉତ୍କଳେ ପଖାଳ ସଂଜୀବନୀ ସୁଧା
      ମେଣ୍ଟାଏ ସେ ଭୋକ କ୍ଷୁଧା ତୃଷା ବାଧା
      ପଖାଳ ପ୍ରଭୁ ଜଗନ୍ନାଥଙ୍କ ପ୍ରିୟ ଆହାର ସିଏ ତ କେତେ ପ୍ରକାର ପଖାଳ ଖାଇଥାନ୍ତି। ଜୟ ଜଗନ୍ନାଥ 🙏

    • @bulululupresents
      @bulululupresents 2 года назад

      😃😀😃

  • @rjsgvlogs78
    @rjsgvlogs78 2 года назад +115

    ପଖାଳ ଭାତ ଜିନ୍ଦାବାଦ ଆମ ଓଡ଼ିଆ ଙ୍କ ପାଇଁ ପଖାଳ ଭାରି ବଢିଆ 🍚🍚

  • @ashutoshbarik5847
    @ashutoshbarik5847 2 года назад +10

    ଧନ୍ୟରେ ତୋ ଜୀବନ
    ବିଜୁ ପୁଅ ନବୀନ

  • @pankajkumbhar1991
    @pankajkumbhar1991 2 года назад +338

    ଆମ ଓଡିଶା ର ମୁଖ୍ୟ ମନ୍ତ୍ରି କହିଲେ ପଖାଳ ମୋର ପସନ୍ଦ କିନ୍ତୁ ମୁଠେ ବି ଖାଇଲେନି.. ଆରେ ନବୀନ ବାବୁ ଆପଣ କଣ ଜାଣିବେ ପଖାଳ ର ମହତ୍ୱ କେତେ ଯେ

    • @sandeepkumarmahapatra6875
      @sandeepkumarmahapatra6875 2 года назад +26

      ଭାଇ ସିଏ ପଖାଳ ଖାଇଲେ କି ନାହିଁ ସେଇଟା ଓଟିଭି ଜାଣିନି କିନ୍ତୁ ନବୀନ ବିରୋଧୀ ହିସାବରେ ତାଙ୍କ ନିୟୁଜ ଚାନେଲ ରେ କହୁଛନ୍ତି

    • @suryakantasahu7829
      @suryakantasahu7829 2 года назад +16

      @@sandeepkumarmahapatra6875 ଅନ୍ୟ ମିଡିଆ ରେ ତ ପଖାଳ ଖାଇବା ଚିତ୍ର ଦେଖାଗଲାନି

    • @rjvloging1040
      @rjvloging1040 2 года назад +1

      Sala budha auu 2 masa gale mariba hata tharilani pakhala kn khai

    • @omprakashmeher2849
      @omprakashmeher2849 2 года назад +3

      Right ✅

    • @hsjsjbshshh2240
      @hsjsjbshshh2240 2 года назад +4

      Morkha mantri

  • @prakash4694
    @prakash4694 2 года назад +166

    ନବୀନ ବାବୁ ଜାଣିଛ ନ୍ତି ଏହି ଚାଉଳ ମୋଦି ର ସେଥି ପାଇଁ ଖାଉ ନାହାନ୍ତି ନିଜର ହେଲେ ସିନା ଖାଇବେ

  • @RAMAKRUSHNA3571
    @RAMAKRUSHNA3571 2 года назад +43

    ବିଜେଡିର ପଖାଳ ଅଭିନୟ, ବଢ଼ିଆ , ଆମେ ସବୁ ଓଡିଆ ଲୋକ ହେଲେ ବୋକା।

    • @infinitylab438
      @infinitylab438 4 месяца назад +1

      ପଖାଳ ଖାଇଲେନି ବୋଲି ସିଏ ହେଲେ ଖରାପ... ଆଉ ତତେ ମୁଁ ଯାହା ଦେବି ତୁ ଖାଇବୁ ??? ସିଏ କଣ ତମ ଇଛା ରେ ଖାଇବେ କି ?? ତୁ ତାଙ୍କ ଇଛା ରେ ଖାଉଛୁ ???

    • @Views-rb4lm
      @Views-rb4lm 3 месяца назад

      Jadi boka nuha tebe, Jagannath ku tralli re dhari bjd au sri ram ku bkp dhari begging kale, tu pratibad kalu nahu kahiki?

  • @basudevnayak5841
    @basudevnayak5841 Год назад +7

    Jay jagannatha 🙏🏼🙏🏼🙏🏼

  • @imurbf7472
    @imurbf7472 2 года назад +158

    I love ପଖାଳ ❤️
    ପଖାଳ ସହ ଭଜା ଆଉ ଆଳୁ ଚଟଣି ଖାଇବାଟର ମଜା ଅଲଗା ପ୍ରକାର

  • @prtblogs
    @prtblogs 2 года назад +99

    ଯିଏ ଖାଏ ନାହିଁ ଓଡିଶା ପଖାଳ
    ତା ଜୀଵନଟା ଖାଲି ବାଳ ଆଉ ଵାଳ ।

  • @golapmohanty3848
    @golapmohanty3848 2 года назад +13

    ଏ ସବୁ ନବୀନ ପଟ୍ଟନାୟକ ଓ ପଣ୍ଡିଆନ ର ପ୍ରହସନ। ନବୀନ ପଟ୍ଟନାୟକ ବହୁତ୍ ଅସୁସ୍ଥ ଓ ଦୁର୍ବଳ ହୋଇ ସାରିଲେଣି ଏଥର ରାଜନୀତି ରୁ ବିଶ୍ରାମ କରି ନିଅନ୍ତୁ।

  • @dagreswargoud
    @dagreswargoud 2 года назад +15

    ଓଡ଼ିଆ ର ରଙ୍ଗ ଲାଗିଲେ ତ ପଖାଳ ଖାଇବେ
    ଆମ ବାବୁ ( ଲୁଚିଛି ନା ଗୋଡ଼ ଦିଇଟା ଦିସୁଛି)

  • @Santoshkumarsuna92
    @Santoshkumarsuna92 2 года назад +91

    ପ୍ରକୃତ ରେ ଗଟେ କୃଷ ହିଁ ପଖାଳ ର ସୁୟାଦ ଜା ନିଥାଏ ଆଉ ମୂଲିଆ ଏହି ପୋଖାଳ ର ମଜା ନିଏ

  • @Viralrhythm2023
    @Viralrhythm2023 2 года назад +47

    ଆମର ତ ବର୍ଷ ସାରା ପୋଖାଳ ଦିବସ, ଆମେ କି ପାଇଁ ପୋଖାଳ ଦିବସ ପାଳନ କରିବୁ?

  • @surendrashrambutika1836
    @surendrashrambutika1836 2 года назад +25

    ଓଡ଼ିଶାରେ ରହି ଓଡ଼ିଆ ବୁଝନ୍ତି ନାହିଁ,ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେବା କଥାନୁହଁ।ଓଡିଶାରେ ରହି ପଖାଳ କଣ ଜାଣନ୍ତି ନାହିଁ।ପଖାଳ ଦିବସରେ ଆପଣମାନେ କାହିଁକି ପଖାଳ ଯିଏ ଘୃଣା କରନ୍ତି ,ତାଙ୍କୁ ଡାକିଥିଲେ।ନବୀନଙ୍କୁ ଖାଲି ଭୋଟ ଛଡା ଆଉ କିଛି ଦରକାର ନାହିଁ,,,,,ଛି,,, ଛି,,,,, ଛି,,,, ଲଜ୍ୟାର କଥା।

  • @Likun_good_life
    @Likun_good_life 2 года назад +35

    ନବୀନ ବାବୁ ପଖାଳ ଭାତ ଖାଇଲେନି,କାରଣ ତା ଙ୍କ ଦେହ ଖରାପ ହବ,ସେଥି ପାଇଁ ସେ ଖାଲି ଚାଖଣ ଖାଇ କି, ପଖାଳ ଦିବସ ପାଳନ କରିଲେ👍

  • @rohitnagesh6845
    @rohitnagesh6845 2 года назад +44

    Otv bjp ର ଆମେ ଜାଣିଚୁ କିନ୍ତୁ first bjd ର ଥିଲା ।ଯେତେବେଳେ ପଣ୍ଡା sir bjd ରୁ bjp କୁ ଗଲେ ତାପରେ ଏଇ କଥା ସବୁ ଘଟୁଛି।ପଣ୍ଡା sir ଙ୍କୁ ଭୁଲ କହୁନି ସେ କେନ୍ଦ୍ରାପଡା ର ମହାନ।ଓଡିଶା ର ମହାନ ।କିନ୍ତୁ ଚେନାଲ ଗୁଡ଼ାକ ଜଣକ ର ଭୁଲ କୁ ଧରିବା ଠାରୁ ଭଲ କୁ ଲୋକଲୋଚନକୁ ଆଣିବା ଜରୁରୀ।ଜୟ bjp ଜୟ bjd

  • @lockydigal3692
    @lockydigal3692 2 года назад +28

    ଏତେ ନୋ ଖାଇବା ଲୋକ କଣ ପାଇ ମୁଖ୍ୟମନ୍ତ୍ରୀ ହେଇଛନ୍ତି ଏ ଓଡ଼ିଆ ନୋ ଜାଣିବା ଗଧ ନବୀନ ପଟ୍ଟନାୟକ

  • @Shreyashis123
    @Shreyashis123 2 года назад +10

    Aaaaaaass expected from OTV 👏👏👏👏👏

  • @ranjanrout598
    @ranjanrout598 2 года назад +11

    It is one type of role of our chief minister.not real show.

  • @pragyanpreeti4809
    @pragyanpreeti4809 2 года назад +173

    That's why it is a video which is showing love to pakhala without taking a single rice of our honorable CM... Who is also saying that pakhala is my favourite...

  • @sunsunil9
    @sunsunil9 2 года назад +66

    ମାଛ ଆଉ ଆଳୁ କଷା ସନ୍ଧ୍ୟା ବେଳେ ଚାଖଣା ରେ ନେଇଥାନ୍ତି ।ସେ ଅଭ୍ୟାସ ଟା ଅଛି ଆଉ।

    • @lockydigal3692
      @lockydigal3692 2 года назад +2

      Right

    • @samsonhansdah2273
      @samsonhansdah2273 2 года назад +1

      Kan kohilo mo bhai

    • @lockydigal3692
      @lockydigal3692 2 года назад +3

      @@samsonhansdah2273 😆😆😆😆😆😆😁😁😄😄

    • @sibareddy7201
      @sibareddy7201 2 года назад

      @@samsonhansdah2273 ବାଣ୍ଡ କହିଲୈ

    • @samsonhansdah2273
      @samsonhansdah2273 2 года назад +1

      @@sibareddy7201 hey, you mind your language kahaku Kan kohuchhu. Otherwise mote b bhasa kohi ase.

  • @gajumania2075
    @gajumania2075 Месяц назад +2

    🙏

  • @SureshKumar-dh8dg
    @SureshKumar-dh8dg 3 месяца назад +1

    Jay Jagannath ❤

  • @DeepravaCreations
    @DeepravaCreations 2 года назад +31

    ପଖାଳ ପସନ୍ଦ ବୋଲି ହାତ ବି ମାରିଲେ ନାହିଁ ।ଏହା ପଖାଳ ଦିବସ ପାଇଁ ଛାଡିଛନ୍ତି ନା election ପାଇଁ ଛାଡିଛନ୍ତି 🤪🤪

    • @rshuvavlogs1607
      @rshuvavlogs1607 2 года назад

      Budha hei galeni ta pakhala khaile deha kahrap haba

    • @bimalsahu3804
      @bimalsahu3804 2 года назад

      Kebal election pain pandian jabardasti nabin ku pakhala kansa re baseichhi. Nhele pakhala kia nabin kiay

    • @nbgames8043
      @nbgames8043 Год назад

      ​@@bimalsahu3804 jaha kahila bhai 😂👏👏👏

  • @kumarpradhan3910
    @kumarpradhan3910 2 года назад +23

    ନବୀନ ବାବୁଙ୍କ ପଖାଳ ଖାଇବାକୁ ଦାନ୍ତ ନାହିଁ ହେଲେ ମାଛ ଖାଇବାକୁ ଦାନ୍ତ ଅଛି

  • @daspratingya5390
    @daspratingya5390 Год назад +1

    So very nice 🙏❤️

  • @santoshkumargoud4924
    @santoshkumargoud4924 2 года назад +10

    Bhagaban Krishna - he nabin tame hi odisha re ramarajya pratistha kari pariba., Nabin -🙏 dhanyabad Prabhu., bhagaban krushna - ethi pai tumaku nirbachana re haribaku padiba., Nabin -😇😭

    • @suvendukumarswain8797
      @suvendukumarswain8797 2 года назад +1

      😂😂🙏🙏

    • @Views-rb4lm
      @Views-rb4lm 3 месяца назад

      Are Murkha jiye Jhio nka langala deha dekhi maja nau thila se puni Bhagwan?? Shame on you!

  • @parjitbag149
    @parjitbag149 2 года назад +11

    ଜୟ ନବିନ
    ସାରେ ପଖାଳ ଯୋଜନା ଟିଏ ଆରମ୍ଭ କରନ୍ତୁ l

  • @AsishKumar-qw2xu
    @AsishKumar-qw2xu 2 года назад +12

    କୋଉ ହାତରେ ଖାଆନ୍ତି ସେଇଟା ବି ଶିଖାଇବାକୁ ପଡ଼ିବ

    • @AsishKumar-qw2xu
      @AsishKumar-qw2xu 2 года назад

      @Andolanjeevi mu tate kahiche kii to gandi kai fatuche

    • @DM-wn5su
      @DM-wn5su 4 месяца назад +1

      Ja sikheide tike to bapa ku

  • @chefbiswa2088
    @chefbiswa2088 Год назад +1

    Dahi chunka pakhala my favorite taaa sahitaa macha bhaja oooooo mouth watering 😋😋👌😋👌😋 March 20 pakhala Divas .

  • @subashchandramallick7696
    @subashchandramallick7696 2 года назад +1

    ନବୀନ କୁ ରେପ୍ କରିବେ ଓଡ଼ିଶା ବାସି 2024 ରେ

  • @kanhahomedecorating6602
    @kanhahomedecorating6602 2 года назад +38

    ଓଡ଼ିଶାରେ ରହି ଓଡ଼ିଆ ଯିଏ କହିଜାଣିନି ପଖାଳ କଂସାର ମହତ୍ତ୍ଵ , ପଖାଳର ମଜାସେ କଣ ଜାଣିବ ଖାଲି ଫଟୋ ଉଠାଇଲେ କଣ ହବ ସେ ଯାହାବି ହେଉ ଯିଏ ନବୀନ ବାବୁଙ୍କୁ ସେଯାଗାରେ ବସାଇ ଫଟୋ ଉଠାଇଚି ତା ବୁଦ୍ଧିକି ମାନିବାକୁ ପଡ଼ିବ

  • @vladimirputin1111
    @vladimirputin1111 2 года назад +63

    ଟିକେ ବୁଝିବାକୁ ଚେଷ୍ଟା କର ତାଙ୍କ ନାଡି ଶୁଖି ଗଲାଣି ସେ କଣ ପଖାଳ ଖାଇ ହଜମ କରିପାରିବେ 😂😂😂

    • @Priyanka.9855
      @Priyanka.9855 2 года назад +1

      😂😂😂😂😂😁😁😁😁😁😁😁😁😁

    • @milankumar1206
      @milankumar1206 2 года назад +2

      Mo bapa nabin tharu bahut bada hele se pakhala hajam kari paruchhi...

    • @amrutamishra7742
      @amrutamishra7742 2 года назад +1

      @@milankumar1206 munda ta ase bada ....ukuni hele bi rakta khauchi...

    • @satyajitmohapatra3735
      @satyajitmohapatra3735 Год назад

      Budha ku pakhala darakara nahi....taku sei pakhala ru handia baneiki dia se dhak dhak kari piedaba.

    • @nbgames8043
      @nbgames8043 Год назад

      ​@@satyajitmohapatra3735 😂😂😂

  • @user-pn4rw2th8t
    @user-pn4rw2th8t Месяц назад

    Beautiful Naveen Babu

  • @diptirath2858
    @diptirath2858 2 года назад +8

    ମହାଶୟ ଆପଣ ଥରେ ପଖାଳ ଖରାଦିନେ ଖାନ୍ତୁ ଦେଖିବେ କେତେ ଶାନ୍ତି ମିଳିବ ଆତ୍ମା ତୃପ୍ତି ହୋଇଯିବ.

  • @KK9596
    @KK9596 2 года назад +26

    ଡ୍ରାମା ଚାଲିଛି ।20 ବର୍ଷ ହେଲା ଓଡ଼ିଶା ଲୋକଙ୍କୁ ଭୂଆ ବୁଲାଉଛନ୍ତି 🙏

    • @Topu_yt
      @Topu_yt Год назад

      Correct 😅❤

  • @jayakrushnaghibela8243
    @jayakrushnaghibela8243 2 года назад +105

    ଯାହାର ଯେମନ୍ତ ସ୍ୱଭାବ ତାଙ୍କର କଥା ନ କହିଲେ ଭଲ। ଲୋକ ଯେମିତି ସରକାର ବି ସେମିତି ଓଡ଼ିଶାର କଥା ନ କହିଲେ ଭଲ

  • @govindtudu4902
    @govindtudu4902 2 года назад +13

    ଆମ ମାନଙ୍କ ଭଳିଆ ବର୍ଷ ଟା ଯାଏ ପଖାଳ ଖାଇ କି ଦେଖା ନି, ତାହେଲେ ଆମେ ଜାଣିବୁ ତୋର ପଖାଳ ବହୁତ ପସନ୍ଦ।

    • @debimishra5754
      @debimishra5754 2 года назад

      Nabinababu swochha sasanare pakhalare hata marine kemiti ?Ea video jemiti Tankara sabu kama Semiti.Pacharile tahankara cabinet ra sabu minister nk sia na kahi paribe.5t.......sasana

  • @barsharaniswain6273
    @barsharaniswain6273 Год назад +14

    Pakhal is not a name....it's a brand.....🔥🔥🔥

  • @satyabhau69
    @satyabhau69 2 года назад +45

    ହାତ ଥରୁଛି ପରା, କେମିତି ଖାଇଥାଆନ୍ତେ ଯେ !!

    • @lockydigal3692
      @lockydigal3692 2 года назад +1

      ମୁଁ ଜାଣିବାରେ ହାତ ଥରୁନି ବା ତାଙ୍କର ମୋନ ଲାଗୁନାହିଁ

    • @satyabhau69
      @satyabhau69 2 года назад +2

      @@lockydigal3692 ହଁ ନାଲି ରଙ୍ଗର ପଖାଳ ହେଇଥିଲେ ଖାଇଥାନ୍ତେ ବୋଧେ

  • @badracreation1159
    @badracreation1159 2 года назад +18

    ସେ ହେଉଛନ୍ତି ଓଡିଶା ବାସୀଙ୍କ ମଣିମା ,ପଖାଳ ଖାଇଲେ ଥଣ୍ଡା ହେଇଯିବନି!

  • @nehalifestyle4872
    @nehalifestyle4872 2 года назад

    ନବୀନ ବାବୁ ଖାଇଦିଅ

  • @lilianaik5756
    @lilianaik5756 Месяц назад +1

    ଠିକ

  • @gamiangagarai583
    @gamiangagarai583 2 года назад +32

    ନବୀନ ପଖାଳ ଭଲ ପାଏ ନାହିଁ
    ସେଥିପାଇଁ ଖାଇଲେ ନାହିଁ

  • @manoranjandas342
    @manoranjandas342 2 года назад +34

    Every action under 5T Direction

  • @sonalinayak5630
    @sonalinayak5630 4 месяца назад

    Sir namaskar you are the best CM in the world everyone likes your simple life

  • @DCODISHAHACKER
    @DCODISHAHACKER 3 месяца назад

    👍👍👍👍👍👍👍👍

  • @simanchalasahu8102
    @simanchalasahu8102 2 года назад +11

    କଦଳୀପତ୍ର ପାଖରେ ଆମିଷ ଓଡ଼ିଆ ସଂସ୍କୃତି ରେ କେବେ ମୁଁ ମୋ ଆଖି ରେ ଦେଖିନି ଏମିତି କଣ ପାଇଁ କରୁଛନ୍ତି ଆମ ନବୀନ ବାବୁ

    • @jagdishmishra8600
      @jagdishmishra8600 2 года назад

      Kadali re amisa ruheni tame odia sasnkruti janina

  • @FunnyAnugulia07
    @FunnyAnugulia07 2 года назад +14

    ଇଏ ପଖାଳ ଠିକ୍ ସେ କହିବି ପାରିବନି ଆଉ ଖାଇବ କଣ ?
    ଖାଲି ଯାହା ଚାଖଣା ଟିକେ ହେଲା ଆଉ ।।।।

    • @imsarmehndi
      @imsarmehndi 2 года назад

      Tu america re chhoto belu rahithile bhala odia kahithantu aau laja laguni

    • @FunnyAnugulia07
      @FunnyAnugulia07 2 года назад

      @@imsarmehndi he is a CM ... he must try to speak odia ....
      Bhana ...chalibani je mu America re chohoto belu rahuithili....mote odia aseni..kintu mu odisha ra cm hebi...
      Tate laja laguni be...

    • @imsarmehndi
      @imsarmehndi 2 года назад

      @@FunnyAnugulia07 aabe murkha tate laja sarma nahi be odia kahiki kn tadi deuchu re tu. Jemiti sahitya book re suddha odia achhi semiti odia janichu ki tu ? Mu jane semiti odia tate aasunathiba kahiki na seita khas kariki writer mananku bahut bhala bhabe jana thiba. Work saha language ra kichhi link nahi bujhilu se try karuchhanri seita bada katha tanku aau kama nahi chhota heitmchhanti je a aa sikhibe.nijaku pure odia aasuchi ki seita dekhe first pare anya kahaku kahibu.abe tate etiki gyana nahi jane cm ku kemiti byabahar karajaye. Jadi jana nahi chup heiki ra

    • @FunnyAnugulia07
      @FunnyAnugulia07 2 года назад +1

      @@imsarmehndi "ମାତ୍ରୁଭୂମି ମାତ୍ରୁଭାଷା ରେ ମମତା ଯା ହୃଦେ ଜନମୀ ନାହିଁ ତାକୁ ଜଦି ଜ୍ଞାନୀ ଗଣ ରେ ଗଣିବ ଅଜ୍ଞାନୀ ରହିବେ କାହିଁ "
      ଜୟ ଜଗନ୍ନାଥ 🙏🏼

    • @imsarmehndi
      @imsarmehndi 2 года назад +1

      Jahaku matrubhumi odia re lekhibara jana nahi se puni kahuchi anyaku ki odia aaseni cm sir nku 😂😂😂😂 khali 2 line odia kahidele hebani 🤣🤣🤣 thau to odia

  • @shaktiprasadmahapatra-cz9op
    @shaktiprasadmahapatra-cz9op Месяц назад +1

    Hii rinku nice please bhubaneswar odisha

  • @soumyaranjan7958
    @soumyaranjan7958 2 года назад +3

    ନବିନ ବାବୁ ଆଳୁ ଆଉ 🐟 ର ମଜା ନିଅନ୍ତି ପଖାଳ ଦିବସ ରେ ପଖାଳ ମଜା କଣ ଜାଣନ୍ତି

  • @myvibes297
    @myvibes297 2 года назад +58

    ମୁଁ ଭାବୁଛି ମାଲ୍ ଟା ଆଗରୁ ମାରିଦେଛ ସେଥିପାଇଁ ଖାଲି ଚାଖଣାଟା ଖାଇଲ ।

  • @rimantarana1904
    @rimantarana1904 2 года назад +35

    ବାସି ପଖାଳ ବଡ଼ିଆ ମଜା 🙏🙏🙏

    • @Krishn272
      @Krishn272 2 года назад +2

      😂😂😂

    • @pratapchandramahanand1405
      @pratapchandramahanand1405 2 года назад +2

      Suad jani6 aau. Very good. Kichhi darkar nahi. Piaj r kancha Lanka. Bas. Tapare tk soi padiba. Uthila belku Raja bhalia laguthiba.

  • @ashwinidalei6554
    @ashwinidalei6554 6 месяцев назад +1

    JAY SHREE JAGANNATH JI

  • @SankarSankar-fu1ub
    @SankarSankar-fu1ub Год назад

    Odisha Naveen Patnaik superstar

  • @RK-xe4qq
    @RK-xe4qq 2 года назад +7

    ଖାଲି ପଖାଳ କଣ ପୁରା ଓଡିଶା ଖାଇଗଲାଣି 😄😄😄😄

  • @MusicEducation8865
    @MusicEducation8865 2 года назад +13

    ନବୀନ ବାବୁ ପଖାଳ କୁ ବାଣ୍ଡ ଭଜା ଖାଇ ଦିଅ.

  • @AKNandy-bb8pr
    @AKNandy-bb8pr 2 года назад +38

    It is bad luck that Odisha is having a hybrid CM who is far away from Odia language, culture, tradition, foods of the people of Odisha. Still than he has broken the records of becoming CM for longer period in a sence of strong opposition parties and leaders.

    • @existftw1512
      @existftw1512 2 года назад +2

      That's why he is no 1 CM of india

    • @sibasishota705
      @sibasishota705 2 года назад +3

      Money power and chutiya public

    • @sandhyanayak7208
      @sandhyanayak7208 2 года назад +2

      @@existftw1512 😂😂😂😂😂

    • @sandhyanayak7208
      @sandhyanayak7208 2 года назад +2

      We want bjp in odisa......like Yogi in uttar pradesh..........

    • @bookpowerofworld6194
      @bookpowerofworld6194 Год назад

      ​@@existftw1512 Balaa Cm Best CM Sunn Only Yogi Aditynathh not Vaduaaa Chakaaaa Napunsaakk Naveen Vaduaaa Chakaaaa Dogg Of Pandiyan.
      Salaaa Bjd Ra Dogg
      Hatt Be Maganaa Khiaa Ghusuri.🖕🖕🖕🖕🖕🖕🖕🖕🖕🖕🖕🖕🖕

  • @madhusmitamohanty8320
    @madhusmitamohanty8320 2 года назад +5

    ଖାଲି ପ୍ରହସନ ଆଉ କିଛି ନୁହେଁ

  • @NirmalNirmal-ur3rm
    @NirmalNirmal-ur3rm 2 года назад +13

    ନବୀନ ବାବୁ ମାଛ ଭଜା ଖାଇଦେଲେ ଆଉ ପଖାଳ ପାଣ୍ଡିଆ ଖାଇବ.

  • @royalstudent78
    @royalstudent78 6 месяцев назад

    Jay Jagannath🙏❤️💕🌼🥰

  • @ManasiBhoi-zq2do
    @ManasiBhoi-zq2do Месяц назад

    ❤❤❤❤nabini

  • @rasmitanayak7415
    @rasmitanayak7415 2 года назад +12

    ନବୀନ ବାବୁ କହୁଛ ପଖାଳ ପସନ୍ଦ ପଖାଳ ଖାଉନ ଆଳୁ ମାଛ ଖାଉଛ

  • @biwajitviswajeet
    @biwajitviswajeet 2 года назад +41

    ଏଟା ଓଡ଼ିଆ ଙ୍କୁ ସମ୍ମାନ ନା ଅପମାନ

    • @aswiniariyan7177
      @aswiniariyan7177 2 года назад +1

      Ta icha hele se khaila ki na khaila pakhala dibasa re odisha basi ku sanman o samarthan kala au kan pakhala khai khaila Kan hagila se v chek kariba na kan

    • @swetalinpradhan7687
      @swetalinpradhan7687 2 года назад

      Tanka ichha se pakhala khaibe ki na khaibe

    • @gymdelta9060
      @gymdelta9060 2 года назад +1

      Jadi khaibara nahin tahele video kahinki karuthila.loka nku bhokua banauchi ki?

    • @aswiniariyan7177
      @aswiniariyan7177 2 года назад

      @@gymdelta9060 bodhe loka khusi heba odia ka pakhala dibasa boli sabu khali nija khsi dekhile heba loka ka khusi dekhiba katha

    • @gymdelta9060
      @gymdelta9060 2 года назад

      Ame odia mane sabu khusire hin khau,kie kan dukhare pakhala khae.?
      Pakhala hauchi ama odia manankara mukhya khadya,ta chada se kete ama odia manankara khusi chahunchi janichu ame.

  • @jaysrirambulurakhal
    @jaysrirambulurakhal 8 месяцев назад

    ଜୟ ଶ୍ରୀ ରାମକୃଷ୍ଣ ଗୋପାଳ ଜୟ 🙏💘🌹🥀🌷🌺🎉🇮🇳🚩🚩🚩🚩🚩

  • @muktiranjanpatra4538
    @muktiranjanpatra4538 Год назад

    Navin Babu patanik sir PAKHALA Kahantu

  • @rptcreation729
    @rptcreation729 2 года назад +12

    Ki bala katha
    Sie ta parre khaithibe
    Aithi bi politics...😡

    • @chandansahu5658
      @chandansahu5658 2 года назад

      Sabas

    • @bibhumusictv691
      @bibhumusictv691 2 года назад

      @@chandansahu5658 subscribe

    • @anitadas6902
      @anitadas6902 2 года назад

      Pare khaile Kn lavo ... Kie dekhiba
      📷 ago re khai thile
      Anek loka khusi hei thante
      🙏🙏🙏🙏bhul kahi thile sorry..

  • @jyotirmayjena1869
    @jyotirmayjena1869 2 года назад +15

    New Drama Name- Pakhala Dibasa
    Actor- Nabin Pattnaik
    Director/Camera - V K Pandian ( Tamil Nadu)

    • @NautankiGugul
      @NautankiGugul 2 года назад

      😂😂😂

    • @adityamallick7881
      @adityamallick7881 2 года назад +1

      ଆଜ୍ଞା ପ୍ରଯୋଜକ ବବି ଦାସ ଙ୍କ କଥା କହିଲେନି.....😂😂😂👍👍👍👍

  • @gobindajena5973
    @gobindajena5973 2 года назад

    So buti full

  • @prasadmajhi5559
    @prasadmajhi5559 2 года назад +1

    🌅 ଜୟ ଜଗନ୍ନାଥ 💩 ଜୟ ନବୀନ ବାବୁ ନଂ 1.ଓଡ଼ିଶା ର ମଉଡ଼ ମଣି 🗽

  • @skjena_civileng
    @skjena_civileng 2 года назад +21

    Panda mam request to you, please don't show such types of meaningless news; It impart your Channel's reputation; This news is really Valueless; Kind take more initiate for World wide news... 🙏

    • @makeoverbyelina131
      @makeoverbyelina131 2 года назад +2

      Exactly

    • @techyprabhu1651
      @techyprabhu1651 2 года назад +2

      Tankara views darkar reputation nuhen

    • @tapaskumarmahanta118
      @tapaskumarmahanta118 2 года назад +1

      Exactly ... is this a news..? What about development..what about job ... What about education..... what about odisha economy .... Unnecessary show up and nothing....

    • @kishorpatnaik6529
      @kishorpatnaik6529 2 года назад

      Completely I do agree.

  • @mrsamir1569
    @mrsamir1569 2 года назад +52

    ଆମ ଓଡ଼ିଶା ର ପଖାଳ କୁ ଯିଏ ସମ୍ମାନ ଦବା ଜାଣିନି ସେ କି ମୁଖ୍ୟମନ୍ତ୍ରୀ ? ବହୁତ ଖରାପ ଲାଗୁଛି -

  • @RoniDigalRoniDigal
    @RoniDigalRoniDigal Месяц назад

    ❤❤❤

  • @ashamanisingh2527
    @ashamanisingh2527 5 дней назад

    Great cm

  • @mkmanasi2326
    @mkmanasi2326 2 года назад +7

    ପଖାଳ ଖାଇଲେ କାଳେ ଥଣ୍ଡା ହବ ସେଥି ପାଇଁ ଖାଇଲେନି 🤭

  • @jagadishkhandual1063
    @jagadishkhandual1063 2 года назад +5

    ଆଉ ଆନ୍ଧ୍ର ର ରୋହି ମାଛ କୁଆଡେ ଗଲା..☺️☺️

  • @santoshkhushiexpressratnak7215
    @santoshkhushiexpressratnak7215 4 месяца назад +1

    ❤❤❤❤❤❤

  • @lalubari3529
    @lalubari3529 2 года назад +3

    Naveen Patnaik sir congratulations 👏👏👏

  • @MILAWATIVLOG
    @MILAWATIVLOG 2 года назад +7

    We want kejriwal AAP here in odisha ✌

    • @ubhapatnaik634
      @ubhapatnaik634 2 года назад

      Never.Nabin is best.

    • @sambalpurifacts5045
      @sambalpurifacts5045 2 года назад

      ତମକୁ କଣ 10ବର୍ଷ ରେ ନୂଆ ବିକି ବାର ଅଛି.

    • @sambalpurifacts5045
      @sambalpurifacts5045 2 года назад

      ଆଜୀବନ mask ଲଗାଇ କରି ବୁଲି ବାର ଅଛି କି.

    • @mamatakanhar504
      @mamatakanhar504 2 года назад

      Right 👍🏻
      kejirwal 🙏

  • @muktiranjanpatra4538
    @muktiranjanpatra4538 Год назад

    Thank you Odissa cm Navin Babu patanik sir ji Pakhala khantu

  • @rajend-is1ed
    @rajend-is1ed 26 дней назад

  • @bidyuttrushnananda2102
    @bidyuttrushnananda2102 2 года назад +3

    Wah wah!!! Ki dekhila aaji netra, left hand re pakhala chhuan 😂😂😂😂

  • @niranjansahoo1244
    @niranjansahoo1244 2 года назад +12

    ଜୟ ଜଗନ୍ନାଥ। ଓମ୍ ନମ୍ଃ ଶିବାୟ। ଯଦି ନ ଖାଇ ନାହାନ୍ତି କ'ଣ ଅସୁବିଧା ହେଲା।ଶରୀର ଅସୁସ୍ଥ ଥିବ। କ'ଣ ଅସୁବିଧା ହେଲା

  • @muktiranjanpatra4538
    @muktiranjanpatra4538 Год назад

    My favourite Basi PAKHALA

  • @muktiranjanpatra4538
    @muktiranjanpatra4538 2 года назад +1

    Jai ho odissa jai ho India

  • @BGLOVERBOY7788
    @BGLOVERBOY7788 2 года назад +6

    ଓଡ଼ିଆ ପୁଅ ପଖାଳ ର ମଜା ଜାଣିଛନ୍ତି ନବୀନ Sir ପଖାଳ ମଜା କୋଉଠୁ ପାଇବେ

  • @BibhutiSahoo05
    @BibhutiSahoo05 Год назад +17

    Pride of Odisha 🇮🇳🙏🏻

  • @manassarangi8243
    @manassarangi8243 2 года назад +2

    ନବୀନ ବାବୁ ଆଜି ପଖାଳ ଠାରୁ ଚାଖଣା ର ମଜା ନେଉଛନ୍ତି (ମାଛ )

  • @subaruchandrarath2428
    @subaruchandrarath2428 2 года назад

    KHAILE DAHI PAKHALA MANA HUYE NIRMALA 👍

  • @dharmendrasahoo2301
    @dharmendrasahoo2301 2 года назад +7

    ଧନ୍ୟବାଦ ମୁଖ୍ୟମନ୍ତ୍ରୀ ମୋହଦେୟ ଙ୍କୁ, ନିଜ ରାଜ୍ୟର ସଂସ୍କୃତି ଆଉ ପରମ୍ପରା କୁ ବଜାୟ ରଖିଛନ୍ତି

  • @rabindrakumarbehera5507
    @rabindrakumarbehera5507 2 года назад +6

    Very nice

  • @anilkumar_4980
    @anilkumar_4980 2 года назад

    How cute.Pakhala mora pasanda.

  • @user-vc9bh4eg1p
    @user-vc9bh4eg1p 4 месяца назад

    Really i miss you 🎉🎉🎉🎉🎉🎉😢

  • @abyaktakumarrout9084
    @abyaktakumarrout9084 Год назад +3

    ଜୟ ଜଗନ୍ନାଥ 🙏 ଆମ ଓଡ଼ିଶା ଓଡ଼ିଆ ଙ୍କ ପାଇଁ କେତେ ଗୈାରବ ର କଥ ଆମ ପଖାଳ 😀😀😀😀😀

  • @RD123.........
    @RD123......... 2 года назад +29

    ନବୀନ ବାବୁ ଯେମିତିhelicopter ରେ ବାତ୍ୟା ପରିଦର୍ଶନ ରେ ନ ଯାଇ additing କରି ଛାଡିଥିଲେ ଠିକ ସେହିପରି ଭାତ ନ ଖାଇ ଖାଲି photo ଉଠାଇ ଛାଡିଥିଲେ ଓଡ଼ିଆକୁ ଏମିତି ବୋକା କରି ଅନ୍ୟ ଯୋଜନାକୁ hijack କରି ନିଜେ କରିଛନ୍ତି ବୋଲି ପ୍ରଚାର କରୁଛନ୍ତି

    • @ananyapradhan4098
      @ananyapradhan4098 2 года назад

      😂😂😂

    • @sibareddy7201
      @sibareddy7201 2 года назад

      ତମଘରେ ଗେହୁଁଛନ୍ତି

    • @sibareddy7201
      @sibareddy7201 2 года назад

      @@ananyapradhan4098 ବାଣ୍ଡ ଛୋଡୁଚୁ