AMERICA RA SUNDAY MARKET - Vegetable Price?? || Odia Vlogger Ritu in USA🔥

Поделиться
HTML-код
  • Опубликовано: 29 сен 2019
  • Also Watch-
    America Village Video Famer Life Style- • AMERICA RA VILLAGE Lif...
    America Farmhouse Video- • AMERICA RA Fresh Veget...
    America College Inside Video- • Inside Video of Americ...
    Odia Beauty & Lifestyle Channel Link- / @odiabeautylifestyle
    LIKE | COMMENT | SHARE | SUBSCRIBE||
    Enjoy and stay connected with us!!
    📩RUclips channel link:- / odiapkvideo
    #OdiaVloggerRituinUSA
    Note:- All content used is copyright to OdiaPk ,use or commercial display or editing Of the content without proper credit will lead to legal issues against you.

Комментарии • 3,2 тыс.

  • @OdiaPk
    @OdiaPk  4 года назад +163

    ଆମେରିକାର ଗାଁ କେମିତି ଥାଏ ?
    ଭିଡିଓ ଦେଖିଲେ ହିଁ ବିଶ୍ୱାସ କରିବେ 😲👉 ruclips.net/video/t7-1XBDFpPU/видео.html

    • @purusottamnayak2365
      @purusottamnayak2365 4 года назад +2

      Mem your no plz

    • @bhubanbarik283
      @bhubanbarik283 4 года назад +2

      ଆପଣ ବହୁତ ଲକି

    • @papachoudhary5482
      @papachoudhary5482 4 года назад +1

      Beautiful vdo
      Thanks! Madam

    • @abhisekbarik1528
      @abhisekbarik1528 4 года назад

      Mam apana kn america re rahuchanti...

    • @abhisekbarik1528
      @abhisekbarik1528 4 года назад

      Bides re rahi madhya apana bahut sundara bhabe odia bhasa ku sanman dauchanti mane aapna prakuta re jane odia ghara jhia ....

  • @YunusArts
    @YunusArts 3 года назад +50

    ଓଡ଼ିଆ ଭାଷା ରେ କହିଥିବା ରୁ ବହୁତ ବହୁତ ଧନ୍ୟବାଦ 🙏👍👍❤️❤️❤️❤️❤️❤️❤️

    • @AllhaSuarwala
      @AllhaSuarwala 2 года назад

      କ'ଣ ହିନ୍ଦୀରେ କହିଥାନ୍ତେ?
      ଓଡ଼ିଆ ଲୋକଟି ତ ଓଡ଼ିଆ ବୋଲିବ ନା

  • @francisdigidigi1240
    @francisdigidigi1240 4 года назад +272

    ଆପଣ ଓଡ଼ିଆ ଭାଷାରେ କହିଲେ ସେକଥା ଆମକୁ ସବୁଠୁ ଭଲ ଲାଗିଲା ବହୁତ ଓଡ଼ିଆ ଦେଶ ବାସି ଅଛନ୍ତି ଯେ ସେମାନେ ଦେଶ ବାହାର କୁ ଗଲେ ନିଜ ଭାଷା ରେ କଥା କୁହନ୍ତି ନାହିଁ .....ପ୍ରିୟ ଭଉଣୀ ଆପଣଂକୁ ହୃଦୟ ଭରା ଧନ୍ୟବାଦ

  • @papumallick8582
    @papumallick8582 4 года назад +15

    ଆମେରିକା ହାଟରେ ବହୁତ କିଛି ମିଳୁଥିବା ରୁ ବହୁତ ବହୁତ ଧନ୍ୟବାଦ ଭଉଣୀ ।ଆମେରିକା ରେ ଥାଇବି ଓଡ଼ିଶା ର ମାଣବସା କଥା ଚିନ୍ତା କରିଛନ୍ତି ।

  • @biswajitpatra7298
    @biswajitpatra7298 3 года назад +51

    ଆମ ଦେଶ ଛାଡି ଆମେ କୁଆଡେ ଯିବୁନି। ଯାହା ନାହିଁ ଭାରତେ ତାହା ନାହିଁ ଜଗତେ 👍

  • @sksoleman9789
    @sksoleman9789 4 года назад +476

    ଭଲ ଲାଗିଲା ଭଉଣୀ ଓଡ଼ିଆ ରେ କହିଲେ ଏମିତି ଆହୁରି ଭଲ ଭଲ video କରନ୍ତୁ

  • @BLOGGERAlok
    @BLOGGERAlok 4 года назад +362

    ଯାହା ନାହିଁ ଭାରତେ ତାହା ନାହିଁ ଜଗତେ...

  • @rupak_gaming182
    @rupak_gaming182 3 года назад +25

    ଦିଦି ଯାହୁ ଆମେରିକା ସିନା ଯାଇନେ
    ଆପୋଣ ଦେଖେଇଦେଲ୍ ଲେ ବୋହୁତ ଭଲ ଲାଗିଲା ଭିଡ଼ିଓ ଟି

  • @apahanchailaka9479
    @apahanchailaka9479 3 года назад

    ବହୁତ ବଢିଆ, ଜାଣିବାକୁ ମିଳିଲା
    Show different countries as u can
    This is very very enjoyable and mind blowing

  • @santoshmajhi8186
    @santoshmajhi8186 4 года назад +167

    TQ ଦିଦି ଆପଣ ଆମେରିକାରେ ତାଇଵି ଆମ ଓଡିଶା culture ଭୁଲିନାହାନ୍ତି ସେତିଫାଇଁ ବହୁତ୍ ବହୁତ୍ ଧନ୍ୟବାଦ TQ

  • @indrajeetsial3412
    @indrajeetsial3412 4 года назад +62

    ଆମେ ଓଡ଼ିଆ ଭାରୀ ବଢିଆ, ଆପଣ ଓଡ଼ିଆ ଭାଷା ରେ କହିଥିବାରୁ ଆପଣଙ୍କୁ ବହୁତ ଧନ୍ୟବାଦ 🙏🙏🙏❤❤👍

    • @AllhaSuarwala
      @AllhaSuarwala 2 года назад

      କ'ଣ ହିନ୍ଦୀରେ କହିଥାନ୍ତେ କି ?

  • @keshorimohankalar278
    @keshorimohankalar278 4 года назад +41

    Thank you sister ଆପଣ ଆମେରିକାରେ ରହି ଆମକୁ ଆମେରିକାର ସୁଚନା ଦେଈ ଥିବା ରୁ ବହୁତ ବହୁତ ଧନ୍ଯବାଦ ା

  • @BKMVODIA
    @BKMVODIA Год назад

    Super di 🥰🥰🥰 ଅତି ସୁନ୍ଦର ଭିଡିଓ !!

  • @omdurgatinasininamha6805
    @omdurgatinasininamha6805 4 года назад +174

    ଓଡିଆରେ କହିଲେ ବହୁତ୍ ଭଲ ଲାଗିଲା👌👌

    • @swaraj2021
      @swaraj2021 4 года назад +2

      Odia loka nka pain video banauchanti aau kn English re kahi thante

    • @sambhusahoo1634
      @sambhusahoo1634 4 года назад

      @@swaraj2021 5trr444

    • @srb909
      @srb909 4 года назад

      @@swaraj2021 kahinkina bhai gote gote futania Hindi re kahanti....jouta ki bahut real odia loka pasand karantini....mun ta ghruna kare

    • @gajarajmeher1603
      @gajarajmeher1603 3 года назад

      @@srb909
      Mahapurush ghruna karantini .
      Kahaku b.

    • @srb909
      @srb909 3 года назад

      @@gajarajmeher1603 ମହାପୁରୁଷ ଙ୍କ ର ବି ଘୃଣା କରିବାର ଅଧିକାର ଅଛି।
      I believe in democracy

  • @dr.debaprasadpatra4098
    @dr.debaprasadpatra4098 4 года назад +1

    *2:7mint ରେ ସେ କଣ କହିଲା ଲଗେଛି ପାଲା 👈👈**4:36**mints କହିଲେ 150 dollar ମାନେ india price Rs.11.200 rupees 👈👈ସେଇଟା ହେଲା 1.5 dollar ମାନେ India price Rs. 112 rupees.. so super 👌👌*

  • @dasharathkallar
    @dasharathkallar 4 года назад

    ବହୁତ ସୁନ୍ଦର ଲାଗିଲା ଓଡ଼ିଆ ଭାଷାରେ ସୁଚନାଦେଇଥିବାରୁ ବିଡ଼ିଓ ଭଲ ଲାଗିଲା ଧନ୍ୟବାଦ୍

  • @akshayakumarsahoo1821
    @akshayakumarsahoo1821 4 года назад +70

    ଓଡ଼ିଆ ଭାଷାରେ କହିଥିବା ରୁ ଧନ୍ୟବାଦ

    • @AllhaSuarwala
      @AllhaSuarwala Год назад +1

      ଆପଣ ଥିଲେ କ'ଣ? ହିନ୍ଦୀରେ କହି ଥାଆନ୍ତେ?

  • @23sumu
    @23sumu 4 года назад +90

    USA is a devloped country not developing like ours. So 100 rupees not a high price there. It is similar to our 10 rupees. Coz their lifestyle level is so high than our country.

  • @deviprasadhota849
    @deviprasadhota849 3 года назад +2

    You people are lucky that you are getting fresh vegetables even we not getting in Our area. God bless & take care.

  • @rasmiranjanpatra281
    @rasmiranjanpatra281 4 года назад

    Thanks to you sis for ମାତୃ ଭାଷାର ପରିଚୟ ଦେବା ପାଇଁ ,

  • @dstech1864
    @dstech1864 4 года назад +121

    ସବୁ ସମାନ ସେଠି ଦରମା ବୀ ସେମିତି ଦିଅନ୍ତି।

  • @adityamallick8348
    @adityamallick8348 4 года назад +34

    ସବୁ ମିଳୁଛି,,,, ମାନେ ଭାରତୀୟ ସଂସ୍କୃତି ଆଜି ସବୁ ଆଡକୁ ବ୍ୟାପିବା ସହ ଆମେରିକା ର ବ୍ୟାପକ ମାର୍କେଟ ଆପଣ ବୁଲି ଦେଖାଇଲେ,,, ଧନ୍ୟବାଦ।।। ଜୟ ଜଗନ୍ନାଥ।।।ଜୟ ହିନ୍ଦ୍।।।

  • @Nckcreativezone
    @Nckcreativezone 2 года назад

    ଭିଡିଓ ଦେଖି ବୋହୁତ ଖୁସୀ ଲାଗିଲା ଦିଦି।🙏🙏🙏

  • @sisirkumarpanda9973
    @sisirkumarpanda9973 4 года назад +2

    ଆମେରିକ ବଜାରର ଦରଦାମ ବିଷୟରେ ସୂଚନା ଦେଇଥିବାରୁ ଖୁସି ଲାଗିଲା । ଧନ୍ଯବାଦ

  • @artwithamit7009
    @artwithamit7009 4 года назад +55

    ବହୁତ ବଢିଆ mam. ବେଶୀ ଭଲ ଲାଗିଲା USA ରେ ମାଣବସା କଥା ଟା।

  • @rajmusic7997
    @rajmusic7997 4 года назад +68

    ଭଲ ଲାଗିଲା ଭଉଣି ଓଡିଆରେ କହିଲ ।।।।।।।।

  • @jagannathsahu5433
    @jagannathsahu5433 4 года назад

    ବହୁତ ବଢ଼ିଆ ଲାଗିଲା ଭୋଉଣି ଏମିତି ଭଲ ସତ ଭିଡ଼ିଓ ସୁ ଟ କର ❤️ I love my india

  • @indianmarblecompanyrourkel9322
    @indianmarblecompanyrourkel9322 2 года назад

    ସୁନ୍ଦର, ଓଡ଼ିଆ ରେ କହୁଥୂବାରୁ ଭଲ ଲାଗୁଛି,ଧନ୍ୟବାଦ।

  • @jyotishankarmajhee9889
    @jyotishankarmajhee9889 4 года назад +30

    ଆରେ ଆରେ ଏ ଆମେରିକା ବାଲେ ବି କଳମ ଶାଗ ଖାଉଛନ୍ତି, ବହୁତ ବଡିଆ ,,,,, ଆମେରିକା ବାଲାଙ୍କୁ କହିବେ କଳମ ଶାଗ ସହ ମୁଗ ପକେଇ ଖାଇବେ ବହୁତ ଭଲ ଲାଗିବ

  • @truptimohanty4396
    @truptimohanty4396 4 года назад +22

    Rly nice to see odia vegetables in America

  • @itishreesahoo6201
    @itishreesahoo6201 3 года назад

    ବହୁତ ଭଲ ଲାଗିଲା ଦିଦି। ତୁମେ ଏତେ ସୁନ୍ଦର ଭାବରେ କହିଛ ଆଉ ସବୁ ବୁଝେଇଛ। ଆଉ ଆମେରିକା ରେ ଆମ ଓଡ଼ିଶା ର ସବୁ ପରିବା ଦେଖିକି ବହୁତ ଖୁସି ଲାଗିଲା

  • @dillipkumarbarik2282
    @dillipkumarbarik2282 3 года назад +3

    Mom, we are very happy for watching marketing of America and we could not believe that all things are getting available in that place. It's amazing

  • @manojswain8712
    @manojswain8712 4 года назад +6

    ଆପଣ ହାଟ ବିଷୟ ରେ କହିଲେ ଏବଂ ଦେଖେଇଲେ ମଧ୍ୟ, ଭାରି ଖୁସି ଲାଗିଲା । ଆପଣଙ୍କୁ ଦେଖି ଇଛା ହଉଛି ବୁଲି ଯିବା ପାଇଁ ।

  • @sarambotv8257
    @sarambotv8257 4 года назад +34

    Jai jagannath. ଖୁସି ଲାଗିଲା ବହୁତ ଭଲ ଜିନିଷ ଦେଖିବା ସହିତ ଜାଣି ପାରିଲୁ. ମନରେ ବି ପ୍ରଶ୍ନ ଆସୁ ଥିଲା ଆମେରିକା ହାଟ କିପରି.

    • @priyacharandas653
      @priyacharandas653 5 месяцев назад

      ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ ରାମ ଜୟ ସୀତା ରାମ ଜୟ ଶ୍ରୀ କୃଷ୍ଣ

  • @akbarik6025
    @akbarik6025 3 года назад

    ବହୁତ ବହୁତ ଧନ୍ୟବାଦ ଦିଦି ତୁମ ପ୍ରୟାସ ପାଇଁ ଆମେରିକା...

  • @santoshchaudhuri91
    @santoshchaudhuri91 4 года назад +1

    Madam If you visit North East example Sikkim, Darjeeling, Kalimpong you will get Apricots, plums, peaches, avocado also..

  • @saradaprasannabehera4797
    @saradaprasannabehera4797 4 года назад +8

    ବହୁତ ଧନ୍ୟବାଦ। ଆପଣ ଆମକୁ ଏତେ ପ୍ରାଞ୍ଜଳ ଭାବରେ ବୁଝାଇଲେ। ଓଡ଼ିଶାର ପରିବା ଆମେରିକାରେ ପାଇବା ଏକ ବଡ଼ କଥା। ହଳଦୀ ପତ୍ରଟା ମୋ ପାଇଁ ପ୍ରାଧାନ୍ୟ। ଅସେଷ ଧନ୍ୟବାଦ ଏହି ବ୍ଲଗ୍ ପାଇଁ।

  • @gourangbehera7225
    @gourangbehera7225 4 года назад +3

    I saw the entire video, it was awesome to know these things, you are doing a great job thank you, keep it up, and one thing to say from heart that i am proud that you are a Odia girl, and now a days many the girls of odisha are not following their culture in the name of feminism and freedom, but even if you are staying out of country, you have not forgotten your culture and values, thank you so much and really happy for this

  • @malayakumarbal1130
    @malayakumarbal1130 3 года назад

    ଉପସ୍ଥାପନା ବହୁତ ଭଲ ଲାଗିଲା, ବହୁତ ବହୁତ ଧନ୍ୟବାଦ

  • @sanjaypradhan3917
    @sanjaypradhan3917 4 года назад +1

    ଏକ ଡଲାର ଭାରତୀୟ ମୁଦ୍ରାରେ କେତେ ଟଙ୍କା ତାହା ପ୍ରଥମେ ଜଣାଇଥିଲେ ଭଲ ହୋଇଥାନ୍ତା କାରଣ ନଜାଣିଥିବା ଲୋକେ ଅତି ସହଜରେ ଜାଣି ପାରିଥାନ୍ତେ ଏକ ଡଲାର କେତେ ଟଙ୍କା।କିନ୍ତୁ video ଟି ଅତି ସୁନ୍ଦର ଲାଗିଲା।ଧନ୍ୟବାଦ ଭଉଣୀ

    • @boogiewoogie4984
      @boogiewoogie4984 3 года назад

      Google re check karuna !!! Chaamucha re sabu khuaaideba darkar ki ??

  • @unknownguy..
    @unknownguy.. 4 года назад +4

    Odisha ra pariba America re
    Proud of you Ma'am
    Thanks for showing us

    • @amarendrasethi6729
      @amarendrasethi6729 4 года назад

      Chiranjeeb Das bhai odishara pariba nunha india ra pariba kuha

  • @OdiaBeautyLifestyle
    @OdiaBeautyLifestyle 4 года назад +12

    Thank you somuch Saranga..it’s really meant a lot for me to do this video in ur channel..Exicted to work with u in future..🙏🏻🙏🏻🙏🏻

  • @saratranjanbehera6661
    @saratranjanbehera6661 4 года назад

    ରିତୁ ଦିଦି,
    ପୁରା ଓଡ଼ିଆ ରେ ଭିଡ଼ିଓ କରନ୍ତୁ...
    ଯେଉ ଓଡ଼ିଆ ମାନେ ବମ୍ବେ ରେ ରହନ୍ତି ଓ ନାଁ କମେଇଲେଣି ସେମାନେ ଯେତେବେଳେ ସାକ୍ଷାତ କାର ଦିଅନ୍ତି... tv show ରେ କେବଳ ହିନ୍ଦୀ ଓ ଇଂଲିଶ ରେ bite ଦିଅନ୍ତି....... ଓ ବଡ educated ଲୋକ ବୋଲି ପରିଚୟ ଦିଅନ୍ତି..
    ସେମାନଙ୍କ ପାଇଁ ଆପଣ ଉଦାହରଣ ...
    ସେମାନଙ୍କୁ ଲଜ୍ୟା ଲାଗିବା କଥା....
    ଭଗବାନ ଆପଣଙ୍କ ମଙ୍ଗଳ କରନ୍ତୁ

  • @pintubhoi5929
    @pintubhoi5929 2 года назад +2

    Many many thanks,
    for your information about the different types vegetables available at rural markets and it's cost in America. It is really very interesting.

  • @baby2272
    @baby2272 4 года назад +6

    Bahut badhia lagila Ritu. Us re jetiki vegetables miluchi odisha bahare b setiki miluni. Haladi patra saru patra kakharu saga .... ..

  • @theprideofodisha
    @theprideofodisha 4 года назад +3

    Great, i used to see all the videos from Odia Pk... loved this channel from day 1

    • @OdiaPk
      @OdiaPk  4 года назад +1

      thank Q for your lovely comment

    • @theprideofodisha
      @theprideofodisha 4 года назад

      @@OdiaPk thanks, i love the way sriram grills all the ollywood actors n actress... he is so sweet, i am a great fan of sriram... he is so sober and takes great interview of actresses so politely

  • @odiamusic2696
    @odiamusic2696 2 года назад

    ଅତି ସୁନ୍ଦର 😍

  • @kelucharanpanda8399
    @kelucharanpanda8399 3 года назад

    What a wonderful market ! Where every Odisha's vegetables are available .

  • @pramodmishra2037
    @pramodmishra2037 4 года назад +4

    Emiti odia nka paeen aji Odisha garbita....Thanks for sharing so beautiful pictures of America.

  • @bhabanisankarrout4480
    @bhabanisankarrout4480 4 года назад +3

    ବହୁତ ସୁନ୍ଦର ହୋଇଛି ଦିଦି ଆପଣଙ୍କ ଓଡିଆ ଵୋଲି ମୋତେ ବହୁତ ଗର୍ବ ଅନୁଭବ କରୁଛି

  • @kingstarediting1160
    @kingstarediting1160 4 года назад +1

    Thank you mam ,your smile is very qute and you also .your representation news of America vegetable market will be very popular I think.

  • @stmproduction7634
    @stmproduction7634 3 года назад

    ବହୁତ ଭଲ ଲାଗିଲା ଭିଡିଓ ଟା ଅପା ଏମିତି ନୁଆଁ ନୁଆଁ ସବୁ ଭିଡିଓ କରନ୍ତୁ ଆଗକୁ........

  • @santoshkumarpradhni1273
    @santoshkumarpradhni1273 4 года назад +43

    ସବୁଠୁ ଭଲ ଲାଗିଲା USA ର ମାଣ ବସା ଗୁରୁବାର କଥା, tq mam

  • @sushantakumarmalik5245
    @sushantakumarmalik5245 4 года назад +5

    Thanks sister to sharing the knowledge of vegetable market in America

  • @bansidharswain8207
    @bansidharswain8207 3 года назад

    Very amazing video. I am very much happy to know that every vegetable and green leaves r available in American market. Tq very much.

  • @dibakarmadhual724
    @dibakarmadhual724 3 года назад +3

    Many many thanks madam, Really it is informative,

  • @amritbijyalaxmi101
    @amritbijyalaxmi101 4 года назад +4

    Congratulations dii tm new channel pani
    Best of lock

  • @kishorbehera2441
    @kishorbehera2441 4 года назад +14

    Video ଟି ନିଶ୍ଚିତ ଭାବେ ମନଛୁଆଁ ହୋଇଛି।
    Madem ଗୋଟେ ଅନୁରୋଧ ସେଠାରେ କିଭଳି ପର୍ବପର୍ବାଣି ପାଳନ କରନ୍ତି videoଟେ କରନ୍ତୄ।

  • @anupacharya9408
    @anupacharya9408 3 года назад +2

    Good information shared. Thank you.

  • @parmodsahoo6179
    @parmodsahoo6179 3 года назад +4

    Many many thanks,
    for your information about the different types vegetables available at rural markets and it's cost in America. It is really very interesting.
    Pramod, korua, kendrapara, Odisha.

  • @puspakkumar6234
    @puspakkumar6234 4 года назад +3

    Hi dear, all this fruits, vegetables and plums already available in Pune, Maharashtra

  • @ommsomcreation1349
    @ommsomcreation1349 4 года назад +5

    Are money ratio is same.. There is low cost from india.. 1 dollar =70 rupees in india.. Bharata re ta cost adhika. Amerika tharu..

  • @TNMNatyasansad
    @TNMNatyasansad 3 года назад +1

    ଯାତ୍ରା ଶ୍ରୀ ଜୟ ଖଣ୍ଡୁଆଳ ବାବା ଭରସା ତ୍ରିନାଥ ମାଝୀ ନାଟ୍ୟ ସଂସଦ ର ବହୁତ ଧନ୍ୟବାଦ ଭଲ ଲାଗିଲା ଭ‌ଉଣୀ ଓଡ଼ିଆ ରେ କହିଲେ ଏମିତି ଆହୁରି ଭଲ ଭଲ video କରନ୍ତୁ

  • @tanmayabehera877
    @tanmayabehera877 2 года назад

    ଜୟ ଜଗନ୍ନାଥ 🙏 ବହୁତ ସୁନ୍ଦର ଲାଗୁଚି ମାର୍କେଟ

  • @saubhagyalaxmisingh9253
    @saubhagyalaxmisingh9253 4 года назад +6

    Now u r doing it more professionally! keep it up!

  • @prasannapinku
    @prasannapinku 4 года назад +3

    Thank you for your valuable sharing about USA. ଆହୁରି ଭଲ ଲାଗିଲା ଓଡିଆରେ କହିଥିବାରୁ

  • @sarbeswarnath2677
    @sarbeswarnath2677 3 года назад

    Thank u didi for giving us information about American Sunday market price . good job, keep it up 👍👍👍

  • @pradipkumarsahoo7818
    @pradipkumarsahoo7818 3 месяца назад

    ବହୁତ ସୁନ୍ଦର ହେଇଛି

  • @sudhirkumarbehera65
    @sudhirkumarbehera65 4 года назад +6

    LIFE STYLE IN AMERICA IS GOOD ,THE VEGETABLE TALK THIS !

  • @mpadhi180
    @mpadhi180 4 года назад +4

    It's informative dear Sister ! God bless you.

  • @sukalyansingh9307
    @sukalyansingh9307 Год назад

    Thank you Madam for sharing odia vlogs from America...Very happy to see beautiful market places....please keep posting this type of videos...we r watching from India....God bless you and your family abundantly

  • @susantanayak8152
    @susantanayak8152 3 года назад

    Outstanding video ritu diii...
    Viral hela ei video.
    Gift page re share haba eita...

  • @swagatikarana725
    @swagatikarana725 4 года назад +4

    Diiii tame bahut agaku jao......god bless u. N keep smiling always 😀😀😀😀😀

  • @ranjannayak6216
    @ranjannayak6216 4 года назад +20

    odia re kahile bhala lagila . like u

    • @ujalghosh6134
      @ujalghosh6134 4 года назад

      Mam. I think this is china bejing no usa

  • @user-tk1gl1nq4k
    @user-tk1gl1nq4k 2 года назад

    ଅତ୍ୟନ୍ତ ସୁନ୍ଦର ଉପସ୍ଥାପନା।

  • @lokanathmaharana8842
    @lokanathmaharana8842 4 года назад

    ମନ ଖୁଶି ହେଇଗଲା ଦେଖିକି ଓ ଓଡ଼ିଆ ଭାଷା ଶୁଣି ଜୟ ଜଗନ୍ନାଥ

  • @pratikjena3626
    @pratikjena3626 4 года назад +18

    Didi, we know living cost as per their currency.

  • @deepakjena8673
    @deepakjena8673 4 года назад +3

    Mam sabuthu besi Bhala lagila jemitiki.... Chingudi fingudi... Popcorn fopcorn.... Chicken Dicken.... Really bahut Bhala lagila. Khanti Odia re...amiti sabubele nua nua video upload karantu, khanti Odia re

  • @kulamanikanharkulamanikanh3468
    @kulamanikanharkulamanikanh3468 4 года назад

    Dhanybad ki apan us re Thai amaku sabu dekhele. real y thank you so much

  • @runuchand8214
    @runuchand8214 4 года назад

    ଦିଦି ଆମ ଓଡ଼ିଆ ଭାଷା ହିଁ ସବୁଠାରୁ ବଢିଆ ବହୁତ୍ ସୁନ୍ଦର୍ 👌 👌 👌

  • @swetapadmanayak3767
    @swetapadmanayak3767 4 года назад +3

    Bahut vala lagila.... 👍

  • @Sahupriyanka88
    @Sahupriyanka88 4 года назад +13

    Madam if the vegetables are cost u are getting more salary 🤭 or else how wld u will survive in US🤣

  • @biswabhusanrath2814
    @biswabhusanrath2814 4 года назад

    Wow! How wonderful is America's Sunday Market. Thank you miss, for the nice video. Please, send such wonderful videos of foreign countries. JAY JAGANNATH.

  • @ramakantadash9492
    @ramakantadash9492 3 года назад

    ଭଲ ଲାଗିଲା। ଭୁଵନେଶ୍ୱର ଗାନ୍ଧୀ ହାଟ ପରି ଲାଗୁଛି।

  • @livewithnik
    @livewithnik 4 года назад +5

    Congratulations for ur new channel.

  • @sundarmohan9726
    @sundarmohan9726 4 года назад +3

    Talking with Smiling wao.... ..i m in love thanks for video

  • @sibanisankarmahapatra6018
    @sibanisankarmahapatra6018 3 года назад

    Wow ,sabu ta miluchi.fantastic Ritu bhauni.

  • @pratapbhoi3054
    @pratapbhoi3054 3 года назад +1

    Thank you I am very very happy due to your America market visiting. Wonderful.

  • @priyadarshinigopa9647
    @priyadarshinigopa9647 4 года назад +11

    Everything is available in Bangalore dear, I mean haladi patra, poi saga n mostly all . N it's in dollars over there, so comparing with Indian rupee s lil funny😊

  • @sushilkumarpradhan361
    @sushilkumarpradhan361 4 года назад +31

    Apana America thaerki b odia re vedio kahila vala lagila, hele athi odisa re thaerki futani mariba pain kete jana vedio re khali hindi cobouchanti. Mam semane apanka thu prakurta gyana neba darkar.

  • @rabindra56633
    @rabindra56633 4 года назад +2

    ଓଡ଼ିଆ ଭାରି ବଢିଆ 🤩🤩

  • @GUDDU8779
    @GUDDU8779 2 года назад

    ଓଡ଼ିଆ ଆଖିରେ ଆମେରିକା ।ଏଇ ଦୃଷ୍ଟିଭଙ୍ଗୀରେ ବିଶ୍ଳେଷଣ କରୁଥିବାରୁ ଧନ୍ୟବାଦ

  • @krupamallick6528
    @krupamallick6528 4 года назад +3

    Odia re kahuthiba ru thnks...but your hair style is fantastic👍

  • @tilottamaandsrishti2985
    @tilottamaandsrishti2985 4 года назад +5

    Waoo biswash heuni ki Amerikà re bi amiti saga miluthiba kintu ja hau pariba hata dekhi ki bhala lagila

  • @tusarmahananda8207
    @tusarmahananda8207 4 года назад

    ଭଲ ଲାଗିଲା ଓଡ଼ିଆ କଥା ଶୁଣିକି

  • @dibyanjalisuna4925
    @dibyanjalisuna4925 3 года назад

    Thanks Didi ete badhia video baneiba pain

  • @usatbhoi6435
    @usatbhoi6435 4 года назад +12

    USA re 1.5 dollars ra value kichi nuhe sister...usa and Odisha ra currency ku compare kara nahi...that's own place

  • @bhabanisankarparida2953
    @bhabanisankarparida2953 4 года назад +6

    ଧନ୍ୟବାଦ୍ ମୋ ଓଡ଼ିଆ ଭଉଣୀ

  • @mohanasahoo4020
    @mohanasahoo4020 4 года назад

    Didi America ra hata dekhi mote bohut khusi lagila aahuri mandhya khusilagilaki aapana America re Oriya re katha heuchanti bohut khusi lagila a video dekhi OK I am waiting for your next video

  • @rathanakarsahoo7998
    @rathanakarsahoo7998 2 года назад

    Thanks your showing America vegetable market &value.