ସଂପୁର ଗଣେଶ ପୂଜା ଭସାଣୀ

Поделиться
HTML-код
  • Опубликовано: 20 сен 2024
  • ସଂପୁର ଗଣେଶ ପୂଜା ଭସାଣୀ#sampur Ganesha Puja Bhasani ‎@Mogansampurkhabar1 #djremix#odisha#dj#viralvideo
    ଜୟ ଜଗନ୍ନାଥ ।
    ଆପଣ ସମସ୍ତଙ୍କୁ ନମସ୍କାର ଏବଂ ଆପଣ ସମସ୍ତଙ୍କୁ (ମୋ ଗାଁ ସଂପୁର ଖବର )youtube channel କୁ ସ୍ଵାଗତ।
    ଆପଣ ମାନେ ଏହି channel ରେ ସଂପୁର ଗାଁ ର ଐତିହ୍ୟ , ସଂସ୍କୃତି, ପରମ୍ପରା, ଲୋକ କଳା, ସାହିତ୍ୟ, ଗାଁ ର ଚଳଣି ଓ ସଂପୁର ଗାଁ ର ସୁନ୍ଦର ପ୍ରାକୃତିକ ପରିବେଶରେ ସଂପର୍କ ରେ ଜାଣି ପାରିବେ । ଏହି channel ରେ ସଂପୁର ଗାଁ ର ପ୍ରତ୍ୟେକ ଜାନି ଯାତ୍ରା ର ଖବର ଆପଣ ମାନେ ପାଇପାରିବେ ।
    Jay Jagannath.
    Hello everyone and welcome to my youtube channel.
    You can learn about the history, culture, tradition, folk art, literature, village activities and the beautiful natural environment of Sampur village in this channel. In this channel you can find the news of every Jani Yatra of Sampur village.
    ଆପଣ ମାନଙ୍କ ସାହାଯ୍ୟ ଓ ସହଯୋଗରେ ଏହି channel ଆଗକୁ ବଢ଼ିପାରିବ ।
    ତେଣୁ ଆପଣମାନଙ୍କୁ ଏତିକି ଅନୁରୋଧ ଏହି channel ସହିତ ଯୋଡି ହୋଇ ରହନ୍ତୁ ଓ ଏହି youtube channel କୁ Like, subscribe, comment, and share ବହୁଳ ମାତ୍ରା ରେ କରନ୍ତୁ ।
    ଧନ୍ୟବାଦ ।💥
    This channel can grow with your help and support.
    So please stay connected with this channel and like, subscribe, comment, and share this youtube channel a lot.
    Thank you.💥
    #ସଂପୁର ଗାଁ ଗଣେଶ ପୂଜା ଭସାଣୀ#Sampur Ganesha Puja Bhasani#odia‪@Mogansampurkhabar1‬ #djremix #viralvideos #sampur#entertainment

Комментарии •