Thanks To Rama Chandra Journalist And Janikesh Babu,For the Beautiful Analysis About Odisha Development And Our So Called Administration . Thanks BADA KHABAR 🎉🎉🎉
Congratulation Guruji Chief Minister. Bureaucrats are civil servants. They should render service to the people with heart n soul or they should quit their job.
Mohan babu nka pachhare sara odisha chhida heichi ! aapana officer mananku sabad karantu ! pradhanmantri kahithile anta vangi ba katha! kanhi hauni aapana action niantu ! na odisha kana bharata bahare? Odisha ra loka mane janantu! aame chalaibu desa aamari! 😮aamari na re aame nauri! 🙏🙏🙏🙏
ଅତି ସୁନ୍ଦର୍ କଥା ଜୟ ଶ୍ରୀ ରାମ
ଧନ୍ୟବାଦ
ମୋହନ ସରକାର ଧନ୍ୟବାଦ
ଅତି ସୁନ୍ଦର କଥା କହି ଛନ୍ତି ଆପଣ 🙏
Good mohan ji ❤❤❤🎉
ସମାଲୋଚନା ଅତି ଉତ୍ତମ
କେତେ ସୁନ୍ଦର କଥା ସତରେ।
ଅଫିସରମାନେ ସୁଧୁରି ଯାଅରେ।।
ଜିଲ୍ଲା, ରାଜ୍ୟ ଛାଆଁକୁ ବଦଳିଯିବ।
ଜନତା ତୁମକୁ ପୂଜା କରିବ।
ମାନ୍ୟବର ମୋହନଙ୍କ କଥା ଟିକେ ମାନ।
ଛାଆଁକୁ ବଢିବ ତୁମ ସମ୍ମାନ ମାନ।।
ଜୟ ଜଗନ୍ନାଥ!!!
Mohan majhi c m has taken the right decision to know the thakas siting at the back..😅😅😅
Nice policy Sir.
ଆମ୍ଭ କୁ ଯେତେ ମାଠିବୁ ମାଆଠ ଆମ୍ଭେ ମାନେ ସେହି ଦର ପୋଡ଼ା କାଠ. 😂😂😂😂
Qqqq1qqq111qq11qqq111qq1qqqq11q1qqqqq1qqqqqqqqqqq1qqqqqqqqqqqqqqqqqqq
Bahut sundar CM 🎉🎉🎉
Thik katha bhai
ଧନ୍ୟବାଦ ମୋହନ ମାଝୀ ସରକାର । ଲୋକ ପ୍ରଗତି ତିରେ ଓଡ଼ିଶା ପ୍ରଗତି ଅଟେ।
ମାନ୍ୟବର ମୁଖ୍ୟମନ୍ତୀ ମୋହନ ମାଝିଙ୍କ ବକ୍ତବ୍ୟ ଶୁଣିସାରିବା ପରେ କେବଳ ଏତିକି କହିବି - ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ଶତ ଶତ ନମନ. 🙏🙏🙏🙏🙏
VERY VERY GOOD JOB CM SIR
ଓଡିଶା କୁ ଏହି ଭଳି ଜଣେ ମୁଖ୍ୟ ମନ୍ତ୍ରୀଙ୍କର ଆବଶ୍ୟକତା ଥିଲା ଯାହା ଓଡିଶା ପାଇଛି
ମୋହନ sir office ମାନଙ୍କୁ ଠିକ୍ ବାର୍ତ୍ତା ଦେଇଛନ୍ତି ମାନି ଚାଲିବା ଦରକାର୍
Thanku you sir
ଏତେ ସୁନ୍ଦର କଥା ମନ ଖୁସି ହୋଇଗଲା ଅଧିକାରୀ ମାନେ ବଦଳି ଯାଅ ଭଲ ହେବ ❤❤🎉🎉
Veriveri Thanks
Very nice 👍 Sir.
Jay jagannath 🙏🙏🙏
Good...
ଅଫିସର କର୍ମଚାରୀ ଯଥାଶୀଘ୍ର ସେମାନଙ୍କର ଆଚରଣ
ଉଚ୍ଚାରଣ ପରିବର୍ତ୍ତିତ ପରିସ୍ଥିତି ସହିତ ସମ୍ପର୍କ ରଖି ବଦଳାଇବାକୁ ଚେଷ୍ଟା କରନ୍ତୁ।
Thank u sir
ହର ହର ମୋଦୀ , ଘର ଘର ମୋହନ
Good
Officer ମାନେ change ହେଇଯାନ୍ତୁ ନଚେତ ଭୋଗିବାକୁ ପଡିବ..
All the best mohan sir God please
Jay jagannath 🙏🙏🙏🙏🙏🙏 jay mohan🙏🙏🙏🙏🙏
Pranam CM SIR ZINDABAD
ସେ ଅଧିକାରି ମାନଙ୍କର ଲିଷ୍ଟ କରାଯାଉ ସେମାନଙ୍କୁ ପ୍ରଶିକ୍ଷଣ ଦିଆଯାଉ
👍👍👌👌😂😂😂😂😂
ମୂଖ୍ୟମନ୍ତ୍ରୀ ମହାଶୟ ଧନ୍ୟବାଦ୍, ପୂର୍ବତନ ସରକାର ୨୪ ବର୍ଷ ସମୟ ଭିତରେ ଅଧିକାରୀମାନେ କିଛି ସଂସ୍କାର ଶିଖି ନାହାନ୍ତି।
କିଏ କହିଲା ଶିଖି ନାହାଁନ୍ତି, ଲାଞ୍ଚ (ଉତ୍କୋଚ) ନେବା ପାଇଁ ମାହିର ଅଭିଜ୍ଞତା. 🤗🤗🤗🤪🤪😂😂😂
ହ ସେତେବେଳ କେମିତି ପକେଟ ଫୁଳ କରୁଥିଲେ ।
ହର ହର ମୋଦୀ
Exactly correct honourable cm sir.
ଏ ଭଳି ଶାସନ ଦରକାର ଥିଲା. ଛଦ୍ମ ବେଶରେ ତହସିଲ, ବ୍ଲକ ଅଫିସ କୁ ଭଲ ଅଫିସରଙ୍କୁ ପଠାନ୍ତୁ. ମୁଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ
Jay Mohan sir
Jay sriram
Thank you, your presentation is brilliant, good, go ahead
ମୋହନ ମାଝୀଙ୍କୁ ଜେଉଁମାନେ ଭାବୁଥିଲେ ଜଣେ ନରମପଞ୍ଛି ମୁଖ୍ୟମନ୍ତ୍ରୀ ମାତ୍ର ନିଜ ମୁଁହରୁ ଭାଷଣରେ କହିଥିଲେ ଜାହା ଜିଏ ବିହେଉ କଲେକ୍ଟର ଠାରୁ ଅଧିକ ଭାରାପ୍ରIପ୍ତ ଅଫିସର ମାନେ ନିଶ୍ଚିତ ବୁଝୀ ଥିବେ ଭଲ ଭାବରେ ମୋହନ ଚ଼ରଣ ମାଝୀ ମୁଖ୍ୟମନ୍ତ୍ରୀ ଓଡିଶା ଠିକ୍ ଠାକ୍ ଧାରଣା ଅଫିସର ମାନଙ୍କୁ🎉
ଆପଣଙ୍କ ଆଲୋଚନା ପାଇଁ ଧନ୍ୟବାଦ।
ସେବକ ମାନେ ଯେତେବେଳେ ନିଜକୁ ସେବକ ଭାବେ ଭାବିବେ ଏବଂ କାର୍ଯ୍ୟ କରିବେ ଏବଂ ପୁରୁଣା ଅଭ୍ୟାସ ଛାଡ଼ିବେ ସେତେବେଳେ ଶାସନ ପ୍ରଣାଳୀ ଠିକ୍ ହେଇଯିବ l ଚାକର ହେଇ ନିଜକୁ ମାଲିକ ବୋଲି ଭାବିବା ମୂର୍ଖାମି, ଜୟ ଜଗନ୍ନାଥ
Ati sundar katha kahuthile lokamane bujha ntu
ନବିନବାବୁ କେବଳ ଧବିମାନଙ୍କୁ ବଡ଼ଲୋକ କରିଛନ୍ତି କିନ୍ତୁ ଗରିବ ମାନଙ୍କୁ ନୁହେଁ ନବନିବାକୁ ଗରିବମାନଙ୍କୁ ଘୃଣା କରନ୍ତି ଆମେ ଓଡ଼ିଶା ବାଶି ଠିକ୍ ଠିକି ବୁଝି ପାରିଥିଲୁ ତେଣୁ ସରକାରୁ ହଟାଇବାକୁ ବାଧ୍ୟ ହେଲୁ ଜୟ ଶ୍ରୀ ରାମ ଜୟ ବିଜେପି ଜିନ୍ଦାବାଦ 🎉🎉🎉🎉❤😂😂🙏🙏🙏🙏🙏🇳🇵🇳🇵🪔🏯🚩
ସାଲୁଟ ମୋହନ ସାର 🙏
Good analysis
Thanks To Rama Chandra Journalist And Janikesh Babu,For the Beautiful Analysis About Odisha Development And Our So Called Administration . Thanks BADA KHABAR 🎉🎉🎉
A missions of good governance to start in this new govt .......... that's all salutable
ଏ ପଦ କ୍ଷେପ ନେଇଛନ୍ତି ମୋହନସର କାର ଓ ଚି ତ ପଦକ୍ଷେ ପ. ଜୟ ଶ୍ରୀ ରାମ
Balo dhona bjd
The future of the state is going to be very bright
Jyho jaga mahn
Nicely Analysed By RamaChandra, Journalist,BADA KHABAR.
ବହୁଦିନ ପର୍ଯ୍ୟନ୍ତ ଏମାନେ ଏକ ସ୍ଥାନରେ ରହି ବାଟମାରଣା ସୁବିଧା ଶିଖି ଅଛନ୍ତି। ଏହାକୁ ସରକାର ତୁରନ୍ତ ସିଧାସଳଖ ହୃଦୟଙ୍ଗମ ସହ କାର୍ଯ୍ୟ ନିର୍ବାହ କରିବା ଆବଶ୍ୟକ।ଡବଲ ଇଞ୍ଜିନ କାର୍ଯ୍ୟ ନିର୍ବାହ ଆବଶ୍ୟକ।
ଯେହେତୁ ନବୀନ ବାବୁ ନବୀନ ନିବାସ ର ମୋଗଲ ସମ୍ରାଟ ପରି ମସ୍ତି କରୁଥିଲେ ଏବଂ ପାଣ୍ଡିଆନ ସବୁ କରୁଥିଲା ତେଣୁ ଅଫିସର ଗଣ ମନମାନି କରୁଥିଲେ।ଏହା ଏ ଯାଏଁ ସେମାନେ ଙ୍କୁ ପଙ୍ଗୁ କରି ରଖିଛି।
ବାବୁ ମାନେ ଆମେ ସର୍ବେ ସର୍ବା ବୋଲି ଭାବୁ ଛନ୍ତି
ଅନ୍ୟ ରାଜ୍ୟମାନଙ୍କରେ IAS IPS IFS ଅବସ୍ଥାପିତ ଅଧିକାରୀ ମାନଙ୍କୁ ଆଣି ଏମାନଙ୍କୁ ବଦଳି କରିବା ବ୍ୟବସ୍ଥା କରାଯିବା ଆବଶ୍ୟକ ତାପରେ କାର୍ଯ୍ୟ ନିର୍ବାହ କରିବା ନିହାତି ଜରୁରୀ। ବତି ପେଲା ଶାସନ ଦମନ କରି ହୋଇପାରିବ। ଚୁଗୁଲୀଆ ମାନଂକୁ ତଦନ୍ତ ଆବଶ୍ୟକ।
24ବର୍ଷ ରେ କୌଣସି ସରକାରୀ କର୍ମଚାରୀ ଅଦଳ ବଦଳ ହୋଇନାହାନ୍ତି । କିନ୍ତୁ ଏବେ ଠିକ ହୋଇଛି ।
Good Our CM
Good samikhyaa
Good governance
Mohan.babu.is.the.No.1
CM is good person 👌
yes ❤
ମୋହନ ମାଝୀ ଙ୍କୁ ସାଧୁବାଦ 👍, କିନ୍ତୁ ଅଧିକାରୀ ଙ୍କ ଅହଙ୍ଗ ଭାବ ଝାଡ଼ି ପାରୁନାହାନ୍ତି ଏମାନେ ସବୁ ପାଣ୍ଡିଆନ ଚାଲା , ସାଧାରଣ ଲୋକଙ୍କୁ ଅଫିସ ମାନଙ୍କ ରେ ଏବେବି ହଇରାଣ କରାଯାଉଛି, ମୋହନ ମାଝୀ ଙ୍କୁ ଅନୁରୋଧ ଅସାଧୁ ଅଧିକାରୀଙ୍କୁ କୋଠର ଦଣ୍ଡ ଦିଅନ୍ତୁ ,
❤❤
Mohan sir good CM of odisha ❤❤❤❤❤❤
🙏🇮🇳💐👍
ମାେ ମତରେ ଛାଟ୍ ନୁହେଁ ବରଂ ସ୍ଵାଧୀନତା ଦିଆଗଲା ଯେପରି କଲେକ୍ଟର ଓ ସପି ହେଉଛନ୍ତି ସରକାର ସେ ଜିଲ୍ଲାର କିନ୍ତୁ ଜଣେ ସଚିବ ଏମାନଙ୍କୁ ଚଳାଉ ଥିଲେ ପୂର୍ବ ସରକାର ରେ।
Raighti sir
Super cm sir
They should behavegood to public affairs
Jai shree ram 🎉
Good business,
Mohanbabu nku dhanabada timeasichi karntu amiti sabu dina samantanka pakhare rahibe
cm haba ta mohan majhi pari haba darkar
ସୁଧୁରି ଯାଓ ନଚେତ ଇଏ ମୋଦି ଏଵଂ ମୋହନ ମାଝି ଆଉ ବିଜେପି ଏ ସବୁ ସାଈଲେନସ କିଲର
Pandiyan anugata should be given VRS.And kick out form service.
🖋️🙏🎉ଆଇ. ଏ. ଏସ୍. ଟାଏ ହୋଇଗଲେ ଭବନ୍ତି ଯେ, ଆମେ ସର୍ବଜ୍ଞ ହୋଇଗଲୁ. ଆମ ଭଳି ହାତୀ ଙ୍କୁ ଛାଟ ନାହିଁ । କିନ୍ତୁ ମନେ ରଖନ୍ତୁ ଅଙ୍କୁଶ ଅଛି । ପାଗଳ ହେଲେ ଚିଡ଼ିଆ ଖାନା ଅଛି ।
ଧନ୍ୟବାଦ ମହାଭାଗ 🎉ମୋର ହାର୍ଦିକ ପ୍ରଣାମ ସହ ଅନ୍ତରରୁ ଗଭୀର ତ୍ତମ ଭକ୍ତି ଭରା କୃତଜ୍ଞତା ଜ୍ଞାପନ କରୁଛି @@@@ଏଭଳି ସର୍ବୋତ୍ତମ ଅତି ଉତ୍ତମ ମାନସିକତାର ବିଗତ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରୁ କେହି ଦୃଷ୍ଟି ଗୋଚର ହେଉ ନାହାନ୍ତି,, ନା ପଛକୁ ନା ଆଗକୁ ଭାରତ ନ ହେଉ, ଅନ୍ତତଃ ଓଡିଶା ରେ କେହି ବି ହୋଇ ପାରିବେ ନାହିଁ,, ସାରଙ୍କୁ ପ୍ରଣାମ, ଅସଲ କଥା ଦାଣ୍ଡରୁ ଗଡି ହାତରେ ପଡ଼ିଲାଣି,, ଏଇ କଥା "ମୁଖ୍ୟ ମନ୍ତ୍ରୀ ବିଧାନ ସଭାକୁ ଆସନ୍ତି ନାହିଁ, ତେଣୁ ସେମାନେ ଭାବନ୍ତି ମୁଖ୍ୟ ମନ୍ତ୍ରୀ ଶୂନ୍ୟ ଉତତ୍କଳ ମାତାକୁ ଵିଵସନ କରିବାକୁ,,ବିନାଶ କାଳେ ବିପରୀତ ବୁଦ୍ଧି ମଦ ଭଲ ତ ମାଲିକ ଭଲ 🎉🎉🎉🎉🎉😢🎉
Very good initiative indirectly n secretly monitored by BJP from centre.
ତାଙ୍କର ପଇସା ଦରକାର ସେ କାହିଁକି ସେବା କରିବେ
Pandu chala mane sudhuri jantu ...🎉
Best' CM mohan sir
Dictatorship shasana chalithila.🎉
Ksyamata r sad byabahar kariba darKar. 20:46
Swagata jyogya padakshyepa .
Congratulation Guruji Chief Minister. Bureaucrats are civil servants. They should render service to the people with heart n soul or they should quit their job.
Janaki sir nakar mantabya thik thanks sir
Mohan babu nka pachhare sara odisha chhida heichi ! aapana officer mananku sabad karantu ! pradhanmantri kahithile anta vangi ba katha! kanhi hauni aapana action niantu ! na odisha kana bharata bahare? Odisha ra loka mane janantu! aame chalaibu desa aamari! 😮aamari na re aame nauri! 🙏🙏🙏🙏
Great job mohan sarkar 🙏🙏🙏
KETE SUNDAR CM MILICHHI ODISHAKU
Apana nku bahut bahut dhanyabad
Absolute truth 👌👌
କମ କିଛି ଜାଣିପାରୁନା
କେମିତି କରିବ ଖାଲି ବିଜେଡି ଦୋଷ ଦେଲେ ଲାଭ କମ
Bhasan ta sunilu kama kebe dekhajau.jay jagannath.
ଯେଉଁମାନେ ପଳାଇ ଯାଉଥିଲେ ସେମାନେ ହେଲେ BJD ର ଚା ମ ଚା ଓ ଦଲାଲ, ଆରେ ଭଲ ମୁକ୍ଷ ମନ୍ତ୍ରୀ ଅଛନ୍ତି ତାଙ୍କ ସହିତ ମିଶି କାମ କରନ୍ତୁ, ଆଉ ଦଲାଲି ଛାଡି ଦିଅନ୍ତୁ
Thik heiche
Super , Excellent CM,A role model.
Yes,the officers were very corrupt and powerful during BJD rule.
But now we have people 's CM
ଭଲ
Badhia mukhyama try
E celent discussion
Thank you sir namaste
Why so many restrictions for a public entry into secretariat to put forth his grievances.
Jatni IIC corrupted.
Why those old Officers are continuing till now .......why Old seat is not continuing by new officer.
୧୦୦ ଦିନ ବିତିଗଲା।ହେଲେ ବାବୁ ମାନଙ୍କର ମନୋଭାବ ଓ କାର୍ଯ୍ୟଶୈଳୀ ଯଥା ପୂର୍ବଂ ତଥା ପରଂ ହୋଇ ରହିଛି। ସେମାନେ ଲୋକଙ୍କ ସେବକ ବୋଲି ଭାବି କର୍ତ୍ତବ୍ୟ ତୁଲାଇବା ପରିବର୍ତ୍ତେ ଲୋକଙ୍କ ହାକିମ ଭଳି ଆଚରଣ ପ୍ରଦର୍ଶନ କରିବା ସହ ନିଜେ ନିଜେ ସର୍ବେସର୍ବା ପରି କାର୍ଯ୍ୟ କରୁଛନ୍ତି।କୋହଳ ଅନୁଶାସନ ଯୋଗୁଁ ଏପରି ଘଟୁଛି।ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ବାବୁ ଭାଷଣରେ ଯାହା ସବୁ ବାବୁ ମାନଙ୍କୁ ପରାମର୍ଶ ଦେଉଛନ୍ତି ତାହା କାର୍ଯ୍ୟରେ ପରିଣତ କରି ଦେଖାନ୍ତୁ
Very nice sir🙏🙏🙏