Atuta Bandhana | Ep-116 | 27th Sept 2024 | Watch Full Episode Now On Tarang Plus

Поделиться
HTML-код
  • Опубликовано: 27 сен 2024
  • ଦେଖନ୍ତୁ "ଅତୁଟ ବନ୍ଧନ" ସୋମବାର ରୁ ଶନିବାର ରାତି 7ଟା 30ରେ କେବଳ ତରଙ୍ଗ TV ରେ
    Full Episode ଦେଖିବା ପାଇଁ Subscribe କରନ୍ତୁ ତରଙ୍ଗ ପ୍ଲସ App...
    Android TV ଏବଂ Fire TV ରେ ମଧ୍ୟ ଉପଲବ୍ଧ...
    #AtutaBandhana #EpisodicHighlights #TarangTv #TarangPlus #odiabestscene
    ►Join Tarang TV Premium to watch Srimandira full episode
    / @tarangtvodisha
    ►SUBSCRIBE to #TarangTV Channel for more Odia Mega Serial, Odia Reality Show, and Odia Devotional Show on every day: ► goo.gl/QgkQLb
    ►Like us on Facebook
    / tarangtv
    ►Follow us on Twitter
    / tvtarang
    ►Follow us on Instagram
    / tarangtv
    ►Tune your Favourite Show Anywhere Anytime only on TarangPlus
    Download The App NOW► onelink.to/b7xcpw
    Visit Our Website► bit.ly/TarangPl...
    Visit our TarangTV website for further details: www.tarangtv.in

Комментарии • 44

  • @ODIA_JHIA_PUJA_9692
    @ODIA_JHIA_PUJA_9692 10 часов назад +52

    ଆରେ ବାଃ ବାଃ 👏👏 ଏ ଦୁଇ ଜଣ ଏବେ ଅଳତା ଥାଳି ରେ ଗୋଡ଼ ରଖିଦେଲେ😊 ବିଧି ର ନିୟମ ମୁରଲୀ ଆଉ ତ୍ରିଷ୍ଣା ହିଁ ପାଳନ କଲେ❤🎉🎉... କାହାକୁ ଆଜିର ଏଇ ସିନ୍ ଟା ଭଲ ଲାଗିଲା ଲାଇକ୍ କର👍👍👍

  • @Chandan_123-s9d
    @Chandan_123-s9d 10 часов назад +37

    ମୁରଲି ତ୍ରିଶ୍ନା❤🎉 ବେଷ୍ଟ ଯୋଡ଼ି ✔️😍💕✨👍🏻👏🏻😅😊 ମୁରଲି ସବୁ ହିରୋ ଠାରୁ ବେଷ୍ଟ kn pai ନା ମୁରଲି କମ୍ ବୟସ ର hendsome😊🎉❤ ପିଲା ଟେ 🔥❤️

  • @ODIA_JHIA_PUJA_9692
    @ODIA_JHIA_PUJA_9692 10 часов назад +17

    ଆଜିର episode କିଏ ଦେଖିଛ ଆଉ କେମିତି ହେଇଛି କୁହରେ ... ଲାଗୁଛି ବହୁତ୍ ବଢିଆ ହେଇଥିବ ଆଜିର ଏଇ episode ଟେ ❤️❤️🔥

  • @JyotibeheraM
    @JyotibeheraM 9 часов назад +15

    ଆଜିର episode ଟା ଜବରଦସ୍ତ ହେଇଛି 👍👍 ଦୁଇ ଜଣଙ୍କୁ ଏକାଠି ଦେଖି ଭଲ ଲାଗିଲା ମୁରଲୀ ତ୍ରିଷ୍ଣା କୁ କିଏ କିଏ ଭଲ ପାଏ କାହାର ଏହି serial ଟା ପ୍ରିୟ

  • @tapaswimajhi4547
    @tapaswimajhi4547 10 часов назад +10

    Murali & trishna acting supper 👍👍❣️❣️

  • @DHANA339
    @DHANA339 10 часов назад +14

    କେଉଁମାନେ ପୁଅ ପିଲା ହେଇକି ବି ମୋ ଭଳି Serial ଦେଖିବାକୁ ପାଗଳ..👍🏻😅

  • @ODIA_JHIA_PUJA_9692
    @ODIA_JHIA_PUJA_9692 10 часов назад +19

    ମୁରଲୀ❤ତ୍ରିଷ୍ଣା ଙ୍କ ଭଲ ପାଇବାକୁ ସେ ରକି ବୋଦା ଆଉ ସେ ରୁବି ବୋଦି ର ନଜର ଲାଗି ଯାଇଛି😂.. ହେଲେ ଶେଷରେ ଆମ ମୁରଲୀ ଆଉ ତ୍ରିଷ୍ଣା ଏକାଠି ହିଁ ହେଇଯିବେ👍👍

    • @Jayshreesahoo123
      @Jayshreesahoo123 9 часов назад +2

      ହଁ puja sis ରୁବି ବୋଦି Trishna ଙ୍କୁ ଦେଖି ସହି ପାରୁନି😡 ସେଥିପାଇଁ ବା Trishna ବନେଇ ଥିବା ଲଡୁ ସବୁ ନଷ୍ଟ କରିଦେଲା ଯେମିତି Trishna ସମସ୍ତଙ୍କ ଆଗରେ ଅପମାନିତ ହେବେ

    • @ODIA_JHIA_PUJA_9692
      @ODIA_JHIA_PUJA_9692 9 часов назад +3

      କଣ ନଷ୍ଟ କରିଦେଲା ସେ ରୁବି 😡😡...ହେଲେ ସେ ତା କାମରେ ସଫଳ ନ ହଉ ଆଉ ମୁରଲୀ କିଛି ଗୋଟେ କରି ପୁଣି ତ୍ରିଷ୍ଣା କୁ help କରନ୍ତା କି😌 !

    • @Jayshreesahoo123
      @Jayshreesahoo123 9 часов назад +1

      @@ODIA_JHIA_PUJA_9692 ହଁ sis ଲାଗୁଛି Murli ହିଁ ଏବେ କିଛି ଗୋଟେ କରିବେ କାରଣ ସେ trishna ଙ୍କ ନାଁ ଖରାପ ହେବାକୁ କେବେବି ଦେବେନି 👍👍👍

  • @AnitaraniMohanty-oq8pi
    @AnitaraniMohanty-oq8pi 8 часов назад +5

    Kajal❤️Trishna❤️ଦୁଇ ଭଉଣୀ ପରି 💕ଦିଶୁଛନ୍ତି &V👌beautiful🤩🤩🤩👍👍🌺🌺🌺

  • @Meenakhimeher3456
    @Meenakhimeher3456 9 часов назад +7

    Aji ra episode bahut vala lagila muroli au trishna siv au parboti rupore bahut vala laguthile my favorite jodi ku kahar nojor nai lagu ❤❤❤❤❤❤❤❤

  • @sangitabiswal6503
    @sangitabiswal6503 10 часов назад +9

    Super 👌😍😍😍😍😍😍 fantastic 👍👍👍🤞🤞🤞🤞🤞🤞😍😍

  • @Meenakhimeher3456
    @Meenakhimeher3456 9 часов назад +6

    Muroli au trishna beautiful Jodi ❤❤❤❤❤❤❤

  • @DHANA339
    @DHANA339 10 часов назад +15

    ମୂରଲୀ ବହୁତ୍ Handsome..😊 କେଉଁ ଝିଅ ମାନେ Single ରହି ମୂରଲୀ ଭଳି Handsome ପୁଅ ଖୋଜୁଛନ୍ତି..👍🏻👍🏻

    • @BramhasibaRath
      @BramhasibaRath 10 часов назад

      Vai ..Tamara kichhi kama nahin ta...tame hin khoja better haba...

    • @DHANA339
      @DHANA339 8 часов назад

      @@BramhasibaRath ମୁଁ କଣ ଝିଅ by the way ତମେ ବୋଧେ ମୋ Comment ଟିକୁ ଠିକ୍ ଭାବରେ ପଢ଼ି ପାରିଲନି ଭାଇ..😅 Study ଟିକେ କମ୍ କରୁଛ ଜଣା ପଡୁଛି..😂

    • @BramhasibaRath
      @BramhasibaRath 7 часов назад

      @@DHANA339 naa mah... study Kam nuhen ...
      Mu bhai nuhen bro..mu vouni

    • @DHANA339
      @DHANA339 7 часов назад

      @@BramhasibaRath Ohh 😅

    • @ruchishreesahu9206
      @ruchishreesahu9206 3 часа назад

      ​@@DHANA339ବ୍ରୋ ମତେ ମୁରଲି ହିରୋ ପାଇଁ ସେଟ୍ଟିଙ୍ଗ କରେଇ ଦିଅ ପ୍ଲିଜ଼ ମୁଁ ମୁରଲି ହିରୋ ଙ୍କୁ ବହୁତ ଭଲ ପାଏ ଆଉ ମୁଁ single ଅଛି ପା ଟିକେ insta ରେ କଥା ହୁଅ ସତ୍ୟଜିତ ଙ୍କ ସହିତ ଆଉ ମୁଁ ସତ୍ୟଜିତ ଙ୍କୁ ବହୁତ ଭଲ ପାଏ କେବେ ଧୋକା ଦେବିନି ସତରେ promise କରୁଛି ତୁମକୁ ପ୍ଲିଜ଼ ବ୍ରୋ ହେଲ୍ପ ମି 🙏🙏🙏🙏🙏🙏🙏🙏😢😢

  • @StylishgirllizaL
    @StylishgirllizaL 9 часов назад +8

    ଆଜିର ର episode ta ଭଲ ଲାଗିଲା ❤ morning ର promo ଦେଖି ବା ପାଇଁ excited ଅଛି 🤔🤔

  • @mamatasahoo2174
    @mamatasahoo2174 8 часов назад +4

    My favorite Jodi murali au trishna ❤❤❤❤❤❤❤❤👌👌❤️❤️❤️❤️❤️❤️

  • @Susir-y2c
    @Susir-y2c 10 часов назад +9

    Nice❤❤❤❤❤❤❤❤

  • @mojeshmahali3351
    @mojeshmahali3351 8 часов назад +4

    Murli au Trishna beautiful jodi

  • @sipi216
    @sipi216 8 часов назад +4

    Nice seen trishna di 🧡 murli bhai cute jodi ❤

  • @babulbisoyi
    @babulbisoyi 10 часов назад +7

    First comment

  • @pritisahoo7278
    @pritisahoo7278 9 часов назад +3

    Trishna ra ranga tk kala 😂

  • @jujupradhan1963
    @jujupradhan1963 9 часов назад +2

    Sathire serial re bi amiti heethila😊

  • @tulashinaik-wn1xj
    @tulashinaik-wn1xj 9 часов назад +4

    😊😊😊😊😊😊😊😊

  • @alexdon1238
    @alexdon1238 10 часов назад +3

    Full episode please diantu

  • @alexdon1238
    @alexdon1238 10 часов назад +3

    Full episode please diantu

  • @suchitraparida8259
    @suchitraparida8259 10 часов назад +5

    ♥️♥️♥️

  • @Prasantmaniexpress6372
    @Prasantmaniexpress6372 9 часов назад +2

  • @SumantPatra-cv1rg
    @SumantPatra-cv1rg 7 часов назад +1

    ❤❤❤❤❤❤❤❤❤❤lmissu❤❤❤❤❤❤❤❤

  • @GaneshPatra-ql2cl
    @GaneshPatra-ql2cl 7 часов назад +2

    Nice ❤❤❤❤❤❤❤❤❤