ଝିଅ ମାନଙ୍କ ଅଶ୍ଳୀଳ ଭିଡିଓ କେମିତି ହେଉଛି ଭାଇରାଲ😢

Поделиться
HTML-код
  • Опубликовано: 30 сен 2024

Комментарии • 668

  • @gouttamdas2608
    @gouttamdas2608 2 года назад +6

    ଭଉଣୀ ସୁନ୍ଦର କଥା କହିଥିବାରୁ ତମକୁ ହୃଦୟ ରୁ like କରୁଚି 👌❤❤❤

  • @niranjanmudei769
    @niranjanmudei769 3 года назад +1

    ବାହାଘର ପୂର୍ବରୁ ଭଲ ପାଉଛ କାହିଁକି । ଖରାପ କାମ କରୁଛ କାହିଁକି ? ବାପା ମା ଜନ୍ମ ଦେଇଛନ୍ତି ମାନେ ବାହା ଦେବେ । ବାହାଘର ପୁର୍ବରୁ ଏତେ ଉଚ୍ଛନ କାହିଁକି ? ତମେ ସବୁ ଜାଣିଛ ବାହାଘର ପୂର୍ବରୁ ଏହି କାମ କରିବା ପାପ । ତାହାହେଲେ ପାପ କାମ କରୁଛ କାହିଁକି ?

  • @binodbehera3081
    @binodbehera3081 3 года назад +40

    Bf ଅଶିଲ ଫଟୋ ମାଗୁଛି,, ସେଇ bf ଜାଣିବା ଦରକାର ,, ଆମେ ନିଜ ଭଉଣୀ କୁ ଯେମିତି ଦେଖୁଚୁ ,ସେମିତି ପର ଝିଅ କୁ ଦେଖିବା ଦରକାର ,,, plz ଭାଇ ଭଉଣୀ ମାନେ ଏମିତି କିଛି ଭୁଲ କରନି

  • @chittaranjanmahali6864
    @chittaranjanmahali6864 3 года назад +39

    ଭଲ ପାଇବା ଦେହ ର ମିଲନ କୁ କୁହାଯାଏନି.... ଭଲ ପାଇବା ମନ ର ମିଳନ କୁ କୁହାଯାଏ।

  • @sanjayminz5914
    @sanjayminz5914 3 года назад +7

    ବହୁତ ସୁନ୍ଦର କଥା କହିଛ ମାଡମ God bless you ❤️❤️❤️❤️

  • @dhaneswarajena4539
    @dhaneswarajena4539 3 года назад +7

    ଧନ୍ୟବାଦ୍ ଦିଦି ବଢିଆ ସୁନ୍ଦର ପଦେ କହିଲ କିନ୍ତୁ ଝିଅ ମାନେ ବୁଝିବା ଦରକାର 🙏🙏🙏 ଜୟ ଜଗନ୍ନାଥ 🙏

  • @bibhutibaral4858
    @bibhutibaral4858 3 года назад +10

    ଖାଲି ପୁଅକୁ ଦୋଷ ଦେଲ
    ଆଉ ଯେଉଁ ଝିଅ ଟିଏ ପୁଅକୁ ଠକି ଦିଏ

  • @himanshubehera3796
    @himanshubehera3796 3 года назад +4

    ଠିକ କହିଲ ଭଉଣୀ କିନ୍ତୁ ଝିଅ ମାନେ କଣପାଇଁ
    ଏମିତି କରନ୍ତି ଆଜି ମୋତେ ଭଲ ପାଇବା ବାହାନା କରନ୍ତି କାଲି
    ଆଉ କାହା କୁ ଭଲ ପାଇବାର ବାହାନା କରନ୍ତି
    କୁହ ଧୋକା ଦିଅନ୍ତି କଣପାଇଁ ଝିଅମାନେ
    ଝିଅ ମାନେ କେବଳ ଛଳନା କରନ୍ତି
    ଭଲ ପାଇବାର ଟଙ୍କା ପାଇଁ ସ୍ୱାର୍ଥପାଇଁ

  • @blessonkumar8352
    @blessonkumar8352 2 года назад +2

    ମୁଁ ସତ୍ୟ ରେ ଭଲ ପାଇ love marriage ହେଲି କିନ୍ତୁ ଧକା ଦେଇନାହିଁ,

  • @alekhsahoo2153
    @alekhsahoo2153 3 года назад +13

    ଯଦି ଗୋଟିଏ ଝିଅ ଜଣକୁ ଭଲପାଇ ଅନ୍ୟ ଜଣକୁ ଦୈହିକ ସଂପର୍କ ରଖିବ ତାହାହେଲେ ପ୍ରେମିକ ପ୍ରର୍ବର କଣ କରିବ ତାର ଉତ୍ତର ଦେବେ

    • @madhusmitamohantyofficial4725
      @madhusmitamohantyofficial4725  3 года назад +2

      Gote pua jadi seiya kare gote jhia kn karibe kahiparibe ki 🥰

    • @trinathsahoo3056
      @trinathsahoo3056 3 года назад

      Acha jaha kahile satya but mote kahibe ki jete bele gote swami kichi na kariki bi Jane stri Katha re police paribara Ra samasta nku court chalana Kari paruchi se jinisa gote stri khetra re kahinki nuhain

    • @trinathsahoo3056
      @trinathsahoo3056 3 года назад +1

      But jetebele gote stri bhul kare auu Swami ghara loke police re FIR karanty Sethi jhia ghara Loko nku kahinki court chalana Kara jayeni

    • @madhusmitamohantyofficial4725
      @madhusmitamohantyofficial4725  3 года назад +5

      @@trinathsahoo3056 tame kn kahucha bhai video viral ta thik katha ? Au mu bhul katha kahi deli.se viral video jebe nija bhauni saha heba sebe janipariba ei sabu hele kemiti lage.kahara kou problem seita ethi kahile kn heba seita bektigata katha tanka family ra.au jadi laguchi mu bhul katha kahuchi it's ok 👍mu bhul

  • @dharmapadasethi6866
    @dharmapadasethi6866 3 года назад +1

    କୋଉ ଭଉଣୀ ମାନେ କରାଟେ ଏବଂ ଫାଇଟ୍ ଶୀଖିଛ ।ଦୟାକରି ରିପ୍ଲାଏ ଦେବେ।ଦେଖିବା ଆମର କୋଉ ଭଉଣୀ ମାନେ ଝାନ୍ସୀ ରାଣୀ ଲକ୍ଷ୍ମୀବାଇ।ଧନ୍ୟବାଦ

  • @ashokkumarjena6222
    @ashokkumarjena6222 3 года назад +6

    ଆଛା ଦିଦି ତୁମେ ତ ଏତେ କଥା କହୁଚ ଆଦିତ୍ୟ ଦାସ ଆଉ ସୌମ୍ୟ case re କାହାକୁ ବିଶ୍ୱାସ କରିବା

  • @mangalmarndi5346
    @mangalmarndi5346 3 года назад +2

    ଅଶ୍ଳୀଳ,ଭିଡିଓ ଲାଗି ଝିଅ ମାନଙ୍କର ମଧ୍ୟ ବହୁତ ଖୁସି ଯେ,

  • @arendrakumar3291
    @arendrakumar3291 3 года назад +10

    ଖୁବ୍ ସୁନ୍ଦର କଥା କହିଲେ ଏକଥା ସବୁ ଝିଅମାନେ ବୁଝିବା ଦରକାର ।

  • @sameerofficial8376
    @sameerofficial8376 2 года назад +1

    ଭଲ ପାଇବାର ମାନେ ନୁହେଁ ଖାଲି ଖରପ pic ଆଉ ବିଡ଼ିଓ ଦିଅ ଭଲ ପାଇବା ଦୁଇଟି ମନ ଆଉ ହୂଦୟ ରୁ ଆରମ୍ବ ପ୍ରକୁତ ତ ଭଲ ଯିଏ ପାଏ ନା ସେ କେବେ ଏମିତି କୁହେନି ମୋତେ ଆକୁ ଦେଖା ତାକୁ ଦେଖା ବୋଲି ଭଲ ସେଇ ମଣିଷ କୁ ଭଲ ପାଅ ଯିଏ ତମ ଦେହ କୁ ନୁହେଁ ତମ ହୂଦୟ କୁ ଚିନି ପାରୁଥିବ ବୁଝି ପାରୁଥିବ ଯିଏ ତମକୁ ବିଶ୍ୱାସ କରୁଛି ନା ବନ୍ଧୁ କେବେ ତାର ବିଶ୍ୱାସ ଭାଙ୍ଗନି

  • @sabotagemalikmalik1805
    @sabotagemalikmalik1805 3 года назад +7

    Jau mane Nijara Bapa Maa nkara 20 barsha dhari bhalpaiba chhadibaku redy semaane kahar nuhanti boys and girls no love only attraction sex than viral

  • @k.bidika5730
    @k.bidika5730 3 года назад +20

    ଆପଣ ଯାହା କହୁଛନ୍ତି ସବୁ ଠିକ୍ କଥା ଂ🙏

  • @dipakebehera4445
    @dipakebehera4445 3 года назад +2

    ଭଉଣୀ ଠିକ୍ କହିଲ ଯଏ ଯୋଉ ଝିଅ ବେଇମାନୀ ଝିଅ ତାଙ୍କ ପାଇଁ ଯାହାର ବାପା ମାଆ କ ଗୋଟେ ପୁଅ ମେରୁଛ ସେ ପୁଅ ର ମୁଁଲ କଣ କିଛି ନାହିଁ 😭😭😭😭😭

  • @subashchandrapanda9711
    @subashchandrapanda9711 3 года назад +1

    ଆତ୍ମା କୁ ବାଧେ ନାହିଁ, ମନକୁ ବାଧେ

  • @everythingishere4042
    @everythingishere4042 3 года назад +2

    ଅମଣିଷ ମାନେ ହିଁ ଏମିତି କରନ୍ତି । ଯେଉଁ ମାନେ ଭଲ ପାଇବାର ମୂଲ୍ୟ ଜାଣି ନଥାନ୍ତି ସେମାନେ ହିଁ ଏମିତି କରନ୍ତି ।😭🙏😭

  • @h.r.spanpatriafromodisha7049
    @h.r.spanpatriafromodisha7049 3 года назад +4

    କଣ ଆଉ କରାଯିବ ଝିଅ ମାନଙ୍କୁ ଯଦି ଥରେ ଅଧେ ବାଇକ୍ ରେ ବୁଲେଇ ଦେଲା ପୁଅ ତାହାହେଲେ ତ ଆରମ୍ଭ ହେଇଯାଉଛି ଖେଳ ଆଉ

  • @mishrabulu6076
    @mishrabulu6076 3 года назад +4

    Sister tuma right khai cha tuma video ru kichi sikhi baku mila sister jay jaganath🙏🙏🙏

  • @munapati8794
    @munapati8794 3 года назад +2

    Jhia dhokaa dele emiti hue aau pua beimaan hele emiti hue

  • @sushreesangitamohanty256
    @sushreesangitamohanty256 3 года назад +10

    True line dii🙏girls mana nka ra setyki biswasa heijaithaee ta tanka bf jaha bi kuhanty se karydianty but tanka biswasa sahit khelanty tanka bf...mu ta gob nku pray kare kii jady bii kau boy amity kru6y ta tanka sister sahit semity hauu see bii feel kryba kete hurt huee girls nku amity hele tanka sahit

    • @M4Sucess
      @M4Sucess 3 года назад +1

      Nku aeithi Biswas nahin
      Freedom & Independent life ku enjoy kara karana Upar Bala Jetiki Fula ku Setiki Mali gadihi sarichanti ame a Sabu jaha bhubuche sabu bhranta dharana
      Jiye jaha pwin janma neichi se tanku hin miliba aimiti aslila kama karile kebala loka ninda😭

    • @M4Sucess
      @M4Sucess 3 года назад +1

      Nai Didi amiti bi kahaku biswas karantuni karana 2goda prani

    • @sushreesangitamohanty256
      @sushreesangitamohanty256 3 года назад +1

      @@M4Sucess right

    • @M4Sucess
      @M4Sucess 3 года назад

      @@sushreesangitamohanty256 Yes sister

  • @amitcreation1004
    @amitcreation1004 3 года назад

    Right bhauni

  • @papunanayak2572
    @papunanayak2572 3 года назад +1

    ଦିଦି ଆପଣଙ୍କ ପରି ଝିଅ ସବୁ ଭାଈ ମାନଙ୍କୁ ମିଳୁ ଆପଣଙ୍କ ଭାବନା ବହୁତ୍ ଭଲ ଆଇ ଲଭ୍ ୟୁ ଦିଦି

  • @smrutiranjansamanta693
    @smrutiranjansamanta693 3 года назад +1

    ପ୍ରେମର ଅନ୍ୟ ନାମ ବିଶ୍ୱାସ, କିନ୍ତୁ ଏ ବିଶ୍ୱାସ ଯେବେ କାମନା ର ରୂପ ନିଏ ସେତେବେଳେ ସମ୍ପର୍କ ନାର୍କାଗାମି ହୁଏ।

  • @46manojsutar75
    @46manojsutar75 3 года назад +1

    ଆଜ୍ଞା ମୋ ସାଙ୍ଗ ଜଣେ ମରିଗଲା ଗୋଟେ ଝିଅ ପାଇଁ ଆଉ ଯେତେ ବେଳେ ଝିଅ ଗୋଟେ ପୁଅ କୁ ମାରି ଦିଏ ସେତେ ବେଳେ କଣ କହିବେ ଗୋଟେ ନିଉ ଭିଡିଓ ବନେଇକି ଯେ ସେ ପୁଅ ଙ୍କୁ କଣ ଆଉ ଝିଅ ମିଳି ନଥାନ୍ତେ। ଆପଣ ଖାଲି ନିଜର subscriber ବଢେଇବାକୁ କାମ କରନ୍ତି। ଥରେ virtual life chaadi reality ku jaantu

    • @madhusmitamohantyofficial4725
      @madhusmitamohantyofficial4725  3 года назад

      Mu jaha kahile seita jadi nija bhauni upare ghate setabele janiparibe kemiti lage gote jhia ra video viral hele.tuma sanga atama hatya kale.seita kete dur thik.tanka bapa maa nk bhala paiba kichi na thila.tanka bapa maa nk paine kn karichanti kahiparibe.gote jhia prema re dhoka khai nija ku ses kariba kete dur thik seita bujhiparuthibe.mu subscribe paine nuhe real upare story post kare.jouta aji kali besi ghatuchi.krushna bi Radha ku bhala pauthile.tanka Baha heiparinathile.kintu dunia tanku Kaine Puja karuchanti.se bi Radha ku badnam kariparithante.bhala paibara mane nuhe paiba.jaha ku dine ete bhala pauthila se na milile ki dhoka dele ta video ku viral kari deba.sabu prema bhagya re na thae.bhabuchi Mo katha ku bujhiparuthibe.video viral pare kete jhia atma hatya karuchanti kebe khabara niantu janiparibe 🙏🙏

  • @kishorswain5316
    @kishorswain5316 Год назад

    ଅତି ସୁନ୍ଦର ଉପଦେସ ଦଉଛନ୍ତି ଭଉଣୀ,ଆପଣକୁଂ ହ୍ରୁଦୟରୁ ସଲାମ୍

  • @rnediting1899
    @rnediting1899 3 года назад +1

    ବହୁତ ଭଲ ଲାଗିଲା,,, ଝିଅ ମାନେ ବୁଝିବା ଦରକାର

  • @jitendranayak2005
    @jitendranayak2005 3 года назад +17

    Right thing madam.
    Really this is happening everyday and every where.
    Today there are nothing any value of love.
    Love is going entertainment in today generation.

  • @deepakcreation5696
    @deepakcreation5696 Год назад

    " ଝିଅ ମାନେ ସରଳ " ଏଇଟା ସମ୍ପୂର୍ଣ୍ଣ ଭାବେ ଭୁଲ

  • @loverboyprasant9147
    @loverboyprasant9147 3 года назад +1

    ଏମିତି ୧୦୦ ଜଣ କହିଛନ୍ତି ଝିଅ ମାନେ ଏ ସବୁ କିଛି ସୁଣନ୍ତିନି ଶୁଣୁଥିଲେ ଆଜି ଯାଏ ଫଟୋ vairal ହେଇ ନଥାନ୍ତା

  • @nirvayakumarswain6454
    @nirvayakumarswain6454 Год назад

    ଆଜି କା ତାରିଖରେ ବହୁ ଝିଅ ମାନେ ଭଲ ପାଇବାର ବାହାନା କରି ଭଲ ଫାଇଦା ନିଅନ୍ତି ପିଅ ମାନଙ୍କ ଠାରୁ
    ଗୋଟିଏ କଥା କହୁଚି ଦେହକୁ ନେବେନି ଆଜ୍ଞା
    ଗୋଟିଏ ପ୍ରେମିକର ପ୍ରେମିକା ଗୋଟିଏ
    କିନ୍ତୁ
    ଗୋଟିଏ ପ୍ରେମିକାର
    ପ୍ରେମିକ ଅନେକେ ( ମନେ ଏକେ ରୁ ଅଧିକ)

  • @itsyourchannel...1725
    @itsyourchannel...1725 3 года назад +3

    ଫଟୋ ଦେବା ପୂର୍ବରୁ ଥରେ ଚିନ୍ତା କରନ୍ତୁ ଠିକ ନା ଭୁଲ

  • @dhaneswarajena4539
    @dhaneswarajena4539 3 года назад

    Dear ଦିଦି ପ୍ରଣାମ ମର କିଛି ପଚାରି ବାର ଥିଲା ମର ଜଣେ ଝିଅ ସହିତ 10 ବର୍ଷ ସଂପର୍କ ଥିଲା କିନ୍ତୁ ହଠାତ୍ ବଦ ଲି ଗଲା ଆଉ marriage heigalaଏବେ କିନ୍ତୁ କହୁଛି ମୁ ତୁମକୁ ଭୁଲି ପାରିବିନି କଉ ପରିଶ୍ଟିତି ବଦଳି ଗଲି ଜାଣି ନି ଏବେ ମୁ କଣ କରିବି ଜାଣି ପାରୁନି ମୁ ଆଗ ରୁ ଯେତି କି ପ୍ରେମ ଥିଲା ଏବେବି ସେମିତି ଅଛି

  • @mikhaelkatimajhi8573
    @mikhaelkatimajhi8573 2 года назад

    ଆଜି କାଲି ପୁଅ ଖାଲି ନୁେହଁ ଦିଦି ଝିଅ ମାନେ ବି କାହିଁକି ନା ପୁଅ ଝିଅ ସମାନ ହୁଅନ୍ତି କାରଣ ଝିଅ ମାନେ ହୋଉ କି ପୁଅ ହୋଉ ବାହା େହବାକୁ କଥା ଦଇ କି େସମାନଙ୍କ ସହିତ ଏଞ୍ଜୟ କରି ଅନ୍ୟ ଜଣକୁ ବାହା ହୁଅନ୍ତି ଆଉ ଝିଅ ତ ପୁଅ ର ଫୋଟ ଭାଇରାଲ କରି ଦେଉଚି ନ ହେଲେ ପୁଅ ଛାଡ଼ୁଅଛି ସେଥିରୁ ପୁଅ କୁ କି ଝିଅ କୁ କୁହ ନାହି ଝିଅ ପୁଅ ସମାନ ମୁ ସମସ୍ତଙ୍କୁ ମୋର ଲେଖିବାରେ ଭୁଲ୍ ଥିଲେ କ୍ଷମା କରିବ ସୋରି ଶେଷ କଥା ମୋ ଲାଇବ୍ ସେହିପରି ନମସ୍କାର

  • @bismitabismita1791
    @bismitabismita1791 3 года назад +4

    good morning dii bhala katha te kahila bahute jhia sabdhan haijebe

  • @jalandharnaik400
    @jalandharnaik400 Год назад

    ସରଳ ଝିଅ ମାନଂକ ପ୍ରତି ଏମିତି ବି ହେଉଛି

  • @santoshpolai7185
    @santoshpolai7185 2 года назад +2

    Perfect lines mam. I am your big fan

  • @nayaksarojkumar08
    @nayaksarojkumar08 2 года назад

    ଠିକ୍ କହୁଛ ଭଉଣୀ
    ହେଲେ ସମ୍ପର୍କ ଦୁଇ ଜଣଙ୍କ ବୁଝାମଣା ରେ ହୋଇଥାଏ । ଆଉ ବିଶ୍ଵାସରେ ଭଲ ପାଇବା ବଢ଼ିଥାଏ । ସମସ୍ତେ ଏହି କଥା ଜାଣିବା ଦରକାର ।

  • @Nilamani955
    @Nilamani955 3 года назад

    ଝିଅ ମାନେ କଣ ପାଇଁ ଦେଉଛନ୍ତି ସେ ଫୋଟ
    ଫୋଟ ଦେଲେ ତ ହଇରାଣ ହେବେ

  • @abhishekjaga364
    @abhishekjaga364 Год назад

    ଭଲ ପାଇବା ରେ ପବିତ୍ର ରହିଲେ ଭଗବାନ ସାଥ ଦେବେ

  • @Angelvarsha1234
    @Angelvarsha1234 3 года назад +2

    Se sabu attraction thaA ...sei attraction sarigala pare sabu biswas b bhangi jaA ........

  • @umakantasahoo3875
    @umakantasahoo3875 3 года назад +2

    ଭଲ ପାଅ ଠିକ କିନ୍ତୁ ଭଲ ପାଇ କାହାର ବିଶ୍ଵାସ ସହ ଖେଳନି । ଆଉ ଯୋଉମାନେ ପ୍ରେମିକର ଇମୋସନାଲ କଥାରେ ଏଇଭଳି ଫଟୋ ଭିଡିଓ ସବୁ ଦେଉଛନ୍ତି ସେମାନେ ବି କିଛି ମାତ୍ରାରେ ଅଶ୍ଳୀଳତା ପ୍ରୋତ୍ସାହନ ଦେଉଛନ୍ତି । କାରଣ ଯେତବେଳେ ଏ ସବୁ viral ହଉଚି କେବଳ ତମର ଆଉ ତମ ପରିବାରର କ୍ଷତି ହଉଚି ଆଉ କାହାର ନୁହେଁ । ଏଇ ଭିଡିଓରେ ବହୁତ ସୁନ୍ଦର ବାର୍ତ୍ତା ଅଛି । ଦୟାକରି କାହାର ଇଜ୍ଜତ ସହ ଖେଳନ୍ତୁନି🙏। ଜୟ ଜଗନ୍ନାଥ 🙏🙏🙏

  • @rabinarayanabehera8727
    @rabinarayanabehera8727 Год назад

    Best 👍👍👍👍👍👍👍👍👍👍👍 top 💯💯💯💯💯💯💯👍👍👌👌👍👌👍👌👍👌👍👌👍👌👍👍👍👌 Happy 🥰🥰🥰🥰🥰 Happy 🎁🎁🎈🎁 Na mamber Rabi Narayan behera

  • @sunitamallick6374
    @sunitamallick6374 3 года назад +2

    nikali nija husband bhi nijara heiparena .ajika date re prema ra mane kebela sex.living relation,icha hele marriage karibe nahele nija nija ra rasta alaga.

  • @gouttammalick3985
    @gouttammalick3985 3 года назад +3

    95%ଭୁଲ. କେବେ ଜଣଙ୍କୁ ଦୋଷ ଦେବେନି

    • @sibadon165
      @sibadon165 3 года назад

      Kn kebala gote pua he ta ku photo maguchhi kou jhia maguna hanti photo

  • @kailashbarik9720
    @kailashbarik9720 3 года назад

    ତୁମେ ସଂସ୍ଥା ବନ୍ଦ କରିବ ଲାଗୁଚି 😁😁

  • @ManasSanatani
    @ManasSanatani 3 года назад +3

    🕉️ ଜୟ ଜଗନ୍ନାଥ 🙏

  • @kartikameher2640
    @kartikameher2640 3 года назад

    ବିଶ୍ବାସ ର ଅର୍ଥ ଭଲ ପାଇବା

  • @sunitamallick3382
    @sunitamallick3382 3 года назад +4

    I love you dii for the wonderful wards 😇❤️😇

  • @bijayaroy9097
    @bijayaroy9097 Год назад

    ସୁନ୍ଦର କଥା ମାମ୍ 👌

  • @sudhansusekharsahu7965
    @sudhansusekharsahu7965 3 года назад +1

    ଭଲ କଥାଟି।

  • @jamunapurty4760
    @jamunapurty4760 2 года назад +1

    ❤️❤️❤️👍👍👍👍 super

  • @lovestatus9128
    @lovestatus9128 3 года назад +1

    Good motivational.... Samasta girl apanaka bhali bichar kariba nihati darkar

  • @chakradharabehera9293
    @chakradharabehera9293 3 года назад

    Real pura madam mu bahut dinnu apana nko vedio paunathili tik tok close dinu.....

  • @sanunayak296
    @sanunayak296 3 года назад

    ଏଇ ଝିଅ ମାନକ ପାଇଁ ଆମେ ପୁଅ ମାନେ ଖରାପ୍
    ଏମିତି କରିବା ଉଚିତ୍ କାହିଁକି ନା ଝିଅ ମାନେ ଭଲ ପାଇବେ ତାପରେ ଧକା ଦେବେ ଆମେ ପୁଅ ମାନେ କଣ ଖେଳନା ଜେତେ ବେଳେ ଇଛା ହେବ
    ଆମକୁ ବେବହାର କରିବ ତାପରେ ରଖିଦେବା
    ଏମିତି ଜେଉଁ ଭାଇମାନେ କରୁଚ ମୁଁ କହୁଛି ଭଲ କରୁଚ Unemployed girl

  • @BadBoy-wb7cx
    @BadBoy-wb7cx 3 года назад +1

    You are right bro

  • @pujakar1960
    @pujakar1960 3 года назад +2

    Thik katha didi amiti sabu bele hauchi tike jadi jhia ta kichhi kahidia tahele pua kahiba mu to video bhairal karidebi athara

  • @giridharibehera5442
    @giridharibehera5442 3 года назад

    ଏଇଟା ଠିକ ଯେ ସମୟ ସହ ତାଳ ଦେଇ ଚାଲିଛି ଆଜିର ଦୁନିଆଁ... So କିଛି କିଛି ଝିଅ ଆଉ କିଛି କିଛି ପୁଅ କୁ ବି ଭଲ ଲାଗେନି କିନ୍ତୁ କିଛି କିଛି ଭିତରେ ଆଜିର 1% ଅଛନ୍ତି ମାଡାମ ଦିହ କୁ ନେବେ ନି... ଆପଣଙ୍କ କଥାରେ ମୁଁ ପୁରା ଏକମତ ଅନେକ ସମୟ ପରେ 1% ବି 99% ରେ ମିଶିଯାନ୍ତି... ଆଗକୁ ମାଳିକା, ଖାଦ୍ୟ ପେୟ, ଚାଲି ଚଳନ, ସଂସ୍କୃତି ସବୁ ଯେମିତି କଳୁଷିତ ହେବାକୁ ଯାଉଛି କେହି ବି ବାଦ ପଡିବେନି ଏ ସେଦିନର ପରିଚିତ ସମାଜ ଟା ସାଧୁ ସନ୍ତ ବାବା ସବୁଥିରେ କଳୁଷିତ, ଇର୍ଷା, ଲୋଭ ମୋହ ମାୟା ବିଳାସ ବ୍ୟସନ ନିତ୍ୟ ନାଇମିତ୍ୟ ନିଜ ମନକୁ ବୁଝେଇବା ଭଳି ଆମେ ଉଭୟ ନିଜ ନିଜର ଭେଳା ମଝି ନଈ ରେ ଭସେଇ ବୁଡେଇ ସମାଜ ତରୀ ରେ ଛାଡିଦେଉଛେ.... ଆପଣଙ୍କ ଭଳିଆ ଭାଇ ଭଉଣୀ ବି ଏଥିରୁ ବାଦ ପଡୁନି

  • @kumarbeheramangu6415
    @kumarbeheramangu6415 3 года назад

    ପୁରା ସତ କଥା

  • @sd4565
    @sd4565 3 года назад

    supoooooooooooooooooooooooooooooooooooooooooooooooooooooooooooooooor didi 👍👍👍

  • @susantakumardas560
    @susantakumardas560 3 года назад

    jhia mane sabu sati nuha. jiye bhala jhia heithiba seye ta direct marriage Kariba boy friend Kan Pai rakhiba

  • @miliparida699
    @miliparida699 3 года назад +1

    Thanks didi samastanku janeai thibaru 🙏love you didi😍😍😍😍

    • @biranchisidar3521
      @biranchisidar3521 2 года назад

      ତୁମେ ଠିକ କଥା କହିଛ ଏହା ପୁଅ ଏବଂ ଝିଅ ଦୁହେଁ ମନେ ରଖିଥିବା କଥା ।

  • @indiast4551
    @indiast4551 3 года назад

    Hii ...aaji Kaali ro jhiyo sobu dhoka dauchonti sathi pain ataa bholo paieba ro pormano pain photo mogaa Jai..... Tuma v tk chinta Koro....madom...dahoku naboni.,.. sorry.,

  • @bhajaramswainswainbhajram934
    @bhajaramswainswainbhajram934 3 года назад

    ସତ, କହିଲ ଦିଦି

  • @bhujuramhansdah9071
    @bhujuramhansdah9071 3 года назад

    Madam... Sex prema nuha.. Kichhi asha n rokhi anya ku bholo paiba... That is real Love

  • @nilusahoo9234
    @nilusahoo9234 3 года назад +2

    ଠିକ୍ କଥା ଦିଦି

  • @himanshusekharswain679
    @himanshusekharswain679 3 года назад

    Thik kahila

  • @ଵିଜୁଵନିତାବସନ୍ତ

    I love you

  • @rubinapuja9423
    @rubinapuja9423 3 года назад +2

    Ajikali world re amiti hin heuchhi so single life hin best

  • @santoshgouda9480
    @santoshgouda9480 3 года назад +1

    Thee

  • @prabhakarpanigrahi169
    @prabhakarpanigrahi169 3 года назад +1

    ଯୋ ପୁଅ ମାନେ ଏପରି କରନ୍ତି ତା ମା ବେଶ୍ୟା ହୋଇ ଥିବ,ଭଉଣି ମାନ କୁ ଅନୁରୋଧ ହୃଦୟ ଦେଖି ଭଲ ପାଅ ପଇସା ଦେଖି ନୁହଁ।

  • @snehasishjena5727
    @snehasishjena5727 3 года назад

    ଝିଅ ମାନେ ମଧ୍ୟ ପୁଅମାନଙ୍କ ଠାରୁ କିଛି କମ୍ ନୁହନ୍ତି ।ସେମାନେ ଗାଈର ଗୋବର କି ?

  • @rajubabu5574
    @rajubabu5574 2 года назад

    Mam,, apanka,,ro,, video,,besi,,Dino ru,,khoju,,thili,, thanks,,mam

  • @bobby7362
    @bobby7362 3 года назад +1

    Right dii
    Good morning dii
    🙏🙏🙏🙏🙏🙏🙏

  • @rajeshbehera1871
    @rajeshbehera1871 3 года назад

    ......Really, ajira ghia pilaa nijaku over smart and pua nka saha saman vabu thibaru marau chhanti.....ghia pilaa sabu bele ghia vali rahile hela.....BOMBASTIC words semananka pain a big bomb.....

  • @tusharpinkyofficial8366
    @tusharpinkyofficial8366 2 года назад

    Beautiful vlog like99 newfriend stayconnected

  • @krushnarajhans961
    @krushnarajhans961 3 года назад

    Right bhauja ❤️❤️❤️

  • @shradhakartechnical
    @shradhakartechnical Год назад

    Ghodagehi to jagun

  • @SethiBikashkumar
    @SethiBikashkumar 2 месяца назад

    Tama video alaga sabu mahila thu bhala

  • @monalisamallik9188
    @monalisamallik9188 2 года назад

    Right katha didi👌👌👌👌🥰🥰🥰❤️❤️ God bless you ❤️ love u too

  • @skspri
    @skspri 3 года назад

    ଅପ୍ରିୟ ସତ କଥା ଟୀଏ କହିଲେ ମ୍ୟାଡାମ୍। ଖୁବ୍ ସୁନ୍ଦର ଭିଡିଓ 👌

  • @simapradhan2
    @simapradhan2 3 года назад

    ତୁମେ ଠିକ ଉପଦେଶ ଦେଇଛ ସବୁ ଝିଅ ଏଇକଥା ବିଝିବା ଦରକାର

  • @desikalakar7479
    @desikalakar7479 3 года назад

    Love is life
    Love sahita kheliba nahin plz 🙏🙏🙏🙏🙏🙏

  • @KaibalyaSahu-i5r
    @KaibalyaSahu-i5r 2 дня назад

    Good medam

  • @kunabehera1984
    @kunabehera1984 3 года назад

    ବହୁତଭଲଭିଡିଓ

  • @manasguide3420
    @manasguide3420 3 года назад

    Sabubele pua kharap nuhanti.kichhi matra re jhia mananka bhul rahuchhi

  • @trinathsahoo3056
    @trinathsahoo3056 3 года назад

    Jhia mane kn kichi jananty se ba Tula re khira pianty hele ghara bhangiba bhaut Bhala re Jana auu Acf somyaranjan death re se jhia bidya Bharati PURA niriha se kn kichi jane

  • @RahulRahul-ty4ut
    @RahulRahul-ty4ut 3 года назад

    Didi mu mo gote friend ku ai bisayare bujheili se mo katha sunila ni kahila mo saha amiti haba ni ..... But abe ta saha amiti hela .. 😭 Tama video dekhi se change hela didi.. thank you

  • @jitugunu3508
    @jitugunu3508 3 года назад +1

    100% Right didi

  • @Surendra0707
    @Surendra0707 2 года назад

    Excellent topic Madam you are absolutely right

  • @sonalisamal7676
    @sonalisamal7676 3 года назад

    Didi tume jaha kahicha pura thiki katha....jhia mane a sabu khetrare sabadhana rahiba nihati jaruri...

  • @jotirmayeeatra5585
    @jotirmayeeatra5585 3 года назад +1

    Jhia mane semit hele phaida uthiba darkar

  • @umeshjena1881
    @umeshjena1881 3 года назад +2

    Bhauni jaha sabu kahila really satakathaa. Pua maane jhiankar sarala Taara phaida uthaanti. Jeon maanaka ra mean mind semaane emiti karanti.

  • @srajendra7660
    @srajendra7660 3 года назад

    Thik ta kahile apana, hele aji kali ra jhia mane aau ate sarala nuhanti. Na sabu pua kharap na sabu jhia.Emiti anek jhia achhanti jeunamne anek puanka life , career , savings aau aau family ku nasta karideuchhanti.Emiti anek ghatana dekhuchhu , se jhia ta baha hei Anya saha khushi re rahijauchhi matra se pua na nija life, na career, na family kichhi b gadhi parinahanti. (aji kali news re dekhuthibe ACF nka story.)

  • @pradipdash5600
    @pradipdash5600 3 года назад

    Tuma pudi ra darsana kara

  • @rabinarayanabehera8727
    @rabinarayanabehera8727 Год назад

    💐💐💐💐💐💐💐💐💐💐💐🌠🌠🌠🌠🌠🌠🌌🌌🌌🌌🌌🌌💥💥💥🌟🌟🌟🌟🌟🌟

  • @pradiptakumarpatra4007
    @pradiptakumarpatra4007 2 года назад

    Didi aji Kali dunira jete bhal Katha kahila ki video post Karila jia bhujhi paribani ta pai jete video post karila Kichi mulya nai