ବରଗଡ଼ ଜିଲ୍ଲା ଶିକ୍ଷା ବିଭାଗରେ ହେଉଛି କ'ଣ ପ୍ରିନ୍ସିପଲ୍ ସେକ୍ରେଟରିଙ୍କ ଛତ୍ରଛାୟାରେ ଦୁର୍ନୀତି

Поделиться
HTML-код
  • Опубликовано: 7 окт 2024
  • ବରଗଡ଼ ଜିଲ୍ଲା ଶିକ୍ଷା ବିଭାଗରେ ହେଉଛି କ'ଣ ପ୍ରିନ୍ସିପଲ୍ ସେକ୍ରେଟରିଙ୍କ ଛତ୍ରଛାୟାରେ ଦୁର୍ନୀତି!?
    ‪@janagrah‬ #janagrah #bargarh #odisha #bjd #education #educational #corruption #bjp #mla #latest #today #todaynews #breakingnews #bigbreaking #mlacandidates #mpcandidate

Комментарии • 7

  • @dbagjadav1234
    @dbagjadav1234 6 месяцев назад +2

    ଇ ଆଗ୍ୟା ବରଗଡ଼ ଜିଲ୍ଲା ଶିକ୍ଷା ବିଭାଗର ଦାୟିତ୍ବ ନେଲା ଦିନୁ ବହୁତ୍ ଟେ ଦୁର୍ନୀତି ହେଉଛି।

  • @rashirajeshwari5583
    @rashirajeshwari5583 6 месяцев назад +2

    Thanks for revealing everything in front of janata

  • @subhankarpattnayak2315
    @subhankarpattnayak2315 6 месяцев назад +1

    समाचार की जानकारी के लिए जना ग्रह को बहुत-बहुत धन्यवाद और शुभकामनाए।

  • @fhdsgify
    @fhdsgify 6 месяцев назад +1

    Thank you dada

  • @chittaranjan5694
    @chittaranjan5694 6 месяцев назад +2

    ଅମୁଲ୍ୟ ଭୋଇ ନିଜ ବିଦ୍ୟାଳୟ କୁ ନ ଯାଇ ଡି ଇ ଓ ଅଫିସ କୁ ଯିବା ମାନେ ବୁଝନ୍ତୁ ଭିତରିଆ କିଛି ଅଛି । ଅମୁଲ୍ୟ ଚାକିରୀ ପାଇବା ଦିନ ଠାରୁ ଏପରି ଦଳାଳୀ କରୁ ଥିବା ଶୁଣି ବାକୁ ମିଳେ । ଆପଣ ଖୋଲତାଡ଼ କଲେ ଆହୁରି ଅନେକ କଥା ଜାଣି ପାରିବେ ।ସେ ଡି ପି ସି ଅଫିସ ରେ ମଧ୍ୟ ଏପରି ଦଳାଳୀ କରୁ ଥିବା କଥା ଶୁଣାଯାଏ । ଆଉ ଗୋଟିଏ କଥା .. କଣ ଏହି ବ୍ୟକ୍ତି ଜଣକ ଓକିଲାତି ପଢି ଛନ୍ତି କି ? ପୁଣି ଉଦ୍ଧବ ମହାନନ୍ଦ ମଧ୍ୟ ଡି ପି ସି ଅଫିସ ରେ କିଛି ବର୍ଷ ପୂର୍ବେ ଏପରି କାମ କରି ଉପୁରୀ ..... ଶୁଣି ବାକୁ ମିଳେ ।
    ଜନାଗ୍ରହ କୁ ଅଶେଷ ଧନ୍ୟବାଦ ଯେ ବିଳମ୍ବ ରେ ହେଲେ ମଧ୍ୟ ସତ୍ୟତା ର ପର୍ଦ୍ଦା ଫାସ କରି ଛନ୍ତି

  • @SmitaDas-eu2jz
    @SmitaDas-eu2jz 6 месяцев назад +1

    Ohhh... Bharat desra sabnu bad durniti te dhar pakdi delaho.... manbaku padba.

  • @BinodBihariSahu-kb3hh
    @BinodBihariSahu-kb3hh 6 месяцев назад

    ଜିରା ରୁ ଶିରା କଢ଼ା