9

Поделиться
HTML-код
  • Опубликовано: 28 дек 2024

Комментарии • 5

  • @Mayankwithflower
    @Mayankwithflower Год назад

    Nice video

  • @LOKANATAK
    @LOKANATAK 3 месяца назад

    ଭାଈ , video ବହୁତ ପୁରୁଣା ଲାଗୁଛି, ନାଟକ 20 ବର୍ଷ ତଳର ବୋଧେ, light sound ଷ୍ଟେଜ ରୁ ଧରା ପଡୁଛି

    • @mayankstudiokullada9081
      @mayankstudiokullada9081  3 месяца назад

      Hnm puruna natak

    • @LOKANATAK
      @LOKANATAK 3 месяца назад

      @@mayankstudiokullada9081 ସେ ସମୟର ନାଟକ ବହୁତ ଭଲ ଥିଲା, କମ ଖର୍ଚ୍ଚ ରେ ଲୋକ ମାନେ ବହୁତ ଆଗ୍ରହର ସହ ନାଟକ ପରିବେଷଣ କରୁଥିଲେ, ଦର୍ଶକ ମାନେ ମଧ୍ଯ ଉପଭୋଗ କରୁଥିଲେ । ସମୟ ବଦଳିଛି, ପରିପାଟୀ ବଦଳିଛି, ନାଟକ ହେଉଛି ସତ କିନ୍ତୁ ସେ ନାଟୁଆ ମାନବୃତି ଆଉ କାହାର ନାହିଁ, କେବଳ ଯନ୍ତ୍ରବତ ସବୁ ଚାଲିଛି, ଯିଏ ନବେ ଦଶକ ର ନାଟକ ଦେଖିଛି, ଆଜି ର ନାଟକ ସେ ଦେଖିଲେ ନିଶ୍ଚୟ ଆଖିରୁ ଲୁହ ଝରେଇବ। କହିବାକୁ ଗଲେ ଆମ ଆଖଡଡା ଘର ସବୁ ଭାଙ୍ଗି ଭାଙ୍ଗି ଯାଉଛି। ତଥାପି ନାଟକ ବଞ୍ଚିଛି, ଏହା ଗୋଟେ ବଡ଼ ଉପଲବ୍ଧି।
      ଜୟ କଳା, ଜୟ ଗଞ୍ଜାମ କଳାକାର