ନୂଆ ଘର ପାଇଁ ଶୁଭ କେମିତି ଓ କେଉଁଠି ଦିଆଯାଏ#vastushastra #vastu #bastukatha #vastutips UMESH MOHARANA( ବାସ୍ତୁବିତ ) D. P. O. From Divine V. S - M.P. BASTU KATHA -9337286652
Moharana sir subha debar stan bisayare kahile nagara abastiti anusare samourna ulta naga debata nka jathara re subha deba satra samaya boli pustak re barnita achhi
Sir ama ghara chata padila pare jene loka case kala kana sir ghare bastu dosa rahegala ki apana tike kahebeki sir mu apanaka video bahuta dekheche sir tike ans dele bhala huanta sir apanaka a video bahuta dinara jadi comments apna chack karanti ta hele kahebe
ବହୁତ୍ ସୁନ୍ଦର୍ ଭାବରେ ବୁଝେଇ ଲେ ଧନ୍ୟବାଦ
ସାର ବହୁତ ଶିଖିବାର ଜିନିଷ ଜଣାଇଥିବାରୁ ଆପଣଙ୍କୁ ବହୁତ ଧନ୍ୟବାଦ।
ଆଜ୍ଞା କୁମ୍ଭ ରାଶି ର କେଉଁ ମାସ ରେ ଗୃହ ଆରମ୍ଭ କଲେ ଶୁଭ ଅଟେସାର ଉତ୍ତର ଦେବେ
ସାର ଭାଦ୍ରବ ମାସରେ ଘର ଆରମ୍ଭକଲେ ଶୁଭ ନା ଅଶୁଭ
Bahut sundar bhabare bujhauchhanti 🙏🙏🙏 Jay jagannath
Right Sir. Very nice.waiting for your next video 🙏🏼🙏🏼
Jay shree jagannath
ସାର୍ ନମସ୍କାର ଆପଣ ଗ୍ରାମାଞ୍ଚଳ କୁ ବସ୍ତୁଡୋସ ସୁଧାରିବା ପାଇଁ ଯାଉଛନ୍ତି କି ଯଦି ଯାଉଛନ୍ତି ଆପଣଙ୍କ ଖର୍ଚ୍ଚ କେତେ ପଡ଼ିବ ଦୟା କରିଜଣେଇବେ ମୋର ବହୁତ ବଡ ଭୁଲ ହୋଇଛି
ସାର ଯେଉଁ ଇଷ୍ଟ ୱେଷ୍ଟ କହୁଛନ୍ତି ସେହି ଦିଗରେ ଯେକୌଣସି ସ୍ଥାନରେ ଶୁଭ ଦିଆ ଯାଇ ପାରିବକି
ନା ରାଶି ଅନୁସାରେ
ମହାରଣା ସାର ନମସ୍କାର, ମୁଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଜଣାଉଛି। ଆପଣ ସଠିକ ଭାବରେ ବାସ୍ତୁ ବିଷୟରେ ଆଲୋଚନା କରି ଜନ ସମାଜକୁ ଜଣାଉଛନ୍ତି। ମୋର ଆପଣଙ୍କ ଠାରୁ ବୁଝିବାକୁ ଚାହୁଁଚି ; ଘରର ବେଡ ରୁମର ମୁଖ୍ୟ ଦ୍ଵାର କେଉଁ ପଟକୁ (ବାମକୁ ନା ଡାହାଣକୁ ନା ଉଭୟ ପଟକୁ) ରଖିଲେ ଭଲ ହେବ ଦୟାକରି କହିବେ।
Sir pranam Excellent 🎉
ଏ ମହାଶୟ You tube କରିଛନ୍ତି କେବଳ ପଇସା ରୋଜଗାର କରିବା ପାଇଁ । କାହାରି ଗୋଟେ ପ୍ରଶ୍ନର ବି ଉତ୍ତର ଦେଉ ନାହାଁନ୍ତି ।
Super
❤❤❤❤❤Bishnu
Jai Jagannath 🙏
I know meny thing about bastu. Thank you sir.
Umesh moharana is very good bastu bid.I request to come Dhenkanal.
ଶୁଭଦେବା,ଦେବା,କେତେଦିନ,ଭିତରେ,ଘରକଲେ,ଭଲ
Nice sir
ମହାଶୟ ଜଦି୪୦-୪୫ଵର୍ଷିର ପୁରୁଣା ଆଜଵେଷ୍ଟ ଘର କୁ ଛାତ କରି ମଡେଲିଙ୍ଗ କରାଯାଏ ତେଵେ କାହା ପ୍ରତି ଦୃଷ୍ଟି ଦେବା ଦରକାର। ଦୟାକରି ଜଣାଇବେ।
Thank you sir..
Radhe Radhe 🙏 Jay Jagannath 🙏 Jay Gopal 🙏 bahut Sundra
Bahuta sundar
Sir plz tk kuhantu chata upare thkura ghara kari heba ki nahin
ଖାଲି ଦିଗ ନୁହେଁ । ନିର୍ଦ୍ଦିଷ୍ଟ ସ୍ଥାନ ନିରୂପଣ କରିବାର ଆବଶ୍ୟକତା ରହିଛି ।
Sir tumko good morning
Sir
Sir odia Hindi video re sunilu margasira pausa maghare dakhina re subha dia jae ta Hale kaha Katha thik bujhibu
Right but jyotish saha asta Naga ku dekhi ba ku padi ba
ସାର୍ ସୂର୍ଯ୍ୟ ଡିଆଁ ଘର କଣ ? ପୂର୍ବ ଦିଗ କୁ ସବୁ room ର face ରହିଲେ କିଛି ଖରାପ କି ?
Sir jau jagare subha dia jaa seithi hin ghara hebo ki,jadi ghara subha dela jagare heuni ,ghara bahare heuchi tk
ସାର୍ ପୂର୍ବ ଦିଗ କଉ ପାଖରେ ଦିଆଯିବ.
Tq.sir
Thank you so much 👍 sir
ନାଗ କୁଣ୍ଡଳୀ କୁ ବାସ୍ତୁ ଦୃଷ୍ଟି କହୁଛନ୍ତି .ଘର ର 4ବାହୁରେ ନାଗ ର ଚଳନ ଏବଂ 4ବାହୁ ଭିତରେ ବାସ୍ତୁ ପୁରୁଷ ଙ୍କ ଶରୀର ର ସରଞ୍ଚନା. ଯଦି କହୁଛନ୍ତି ଭଲରେ ସବୁ ବୁଝେଇ କୁହନ୍ତୁ... 🙏
ଭୁମିପୂଜାର କେତେ ଦିନ ପର୍ଯ୍ୟନ୍ତ ଘର କରାଯାଇ ପାରିବ.
Sir paisa thile kn jaga kinihaba na ta pain kn karibaku padiba
Jay Jagannath Swami🙏🙏🙏🙏🙏
Sir ମାର୍ଗଶିର ମାସରେ ଘର ଶୁଭ ଦେଲେ ଭଲତ
ମାଘ ମାସରେ ଘର ସୁଭ ଦେବାକୁ ଚାହୁଁଛି ଦୟାକରି ତାରିଖ ଟିକେ ବାହାର କରି ଦିଅନ୍ତୁ
Sir keun rasi pain kebe ghara nirmana bhala ra gote video post karantu
Kou month re ghara arambha hue
ସତ କଥା sir ବହୁତ ସୁନ୍ଦର କଥା କହୁଛ ତି
Sir namaskar.sir east north zone re gadhua pani and nala pani jiba katha ki nuhe dayakari janeile bahut bhala huanta
sir 100% right sir
Sir bahut bahut dhanyabad
Sir kindly kahibe bapa ghara upare ghara Kariba thik hebaki mora o mo babanka rasi same bicha rasi
Niyo kou digo re khalajaye
Thank you🙏
Sir gud eveng amara Kanua jaga boli jani ପାରିଲିନି ଭୁଲ ରେ east north jagare na kariki north corner re kari deichi kn prob haba ki
ଏହା କେଉଁ ପୁସ୍ତକରେ ବର୍ଣ୍ଣନା କରାଯାଇଅଛି ଦୟାକରି କହିବା ହେବେ? ଏବଂ ଐଶ।ନ୍ୟ କୋଣରେ କାହିଁକି ଶୁଭ ଦିଆଯିବ ନାହିଁ ତାହା ମଧ୍ୟ ଦୟ।ପୂର୍ବକ ଉତ୍ତର ଦିଅନ୍ତୁ।
ସାର ମୁ 1 ତାରିକ ଶୁକ୍ରବାର ଦିନ ଘର ଆରମ୍ଭ କରିବି ଶୁଭ କି ନାଇଁ ସାର ଟିକେକୁହ
Sir 🙏
Aame Vada ghare rahuchu, aama pani kichi kuhantu, kemiti aame Santi re rahiparibu
Naga gana kari deba. Bastu purusa. Kn
Bisyakarma.nkar. Kebal adhikar. Subhadeba brahmnanuhe
ଜୟ ଜଗନ୍ନାଥ ସାର୍ 🙏
ସାର୍ ଯୋଗିନୀ ର ଅବସ୍ଥିତି ଉପରେ ଗୋଟେ ଭିଡିଓ ବନାନ୍ତୁ please
ଯେମିତିକି କେଉଁ ମାସରେ ଯୋଗିନୀ କେଉଁ ଦିଗ ଆଡେ ମୁଁହ କରିକି ରୁହନ୍ତି
Sir🙏mo gharara south west re septic tank o master bedroom ku lagi se digare toile madhya achhi, dayakari kichhi pratikar byabashta janantu
Sir Jay jagannath
Thanks sir.
Sir garbha subha kana
बस्तु भी अंधा बिश्वास कल्पना करी सूत्र प्रस्तुत करिचंटी
🙏 Sir ଦୟାକରି ଉତ୍ତର ଦେବେ
18 ଅଗଷ୍ଟ 2023 ଶୁକ୍ରବାର ଓଡ଼ିଆ ରେ କୋଉ ମାସ ପଡୁଛି ?
Sir Namoskar mu nua Gharo tiari karibi Margosiro masore kau Digore subho diahebo?Daya Kari kahibe
Bahut sundar advice sir.
Sir ଆମର ଘର ଅନୁଗୋଳ ଜିଲ୍ଲା ରେ ମୁଁ ଆମ ପାଖ ଜ୍ୟୋତିଷ ଙ୍କୁ ନୂଆଁ ଘର ପାଇଁ ଶୁଭ ଦିନ ପଚାରିବାକୁ ଯାଇଥିଲି ସେ ଆଜି ତା -୨୨-୦୬-୨୦୨୩ ତାରିଖ ଦେଲେ ଏବଂ ଆଜି ଜମି ରେ ପୂଜା କଲୁ।କିନ୍ତୁ ଗୃହ କାର୍ଯ୍ୟ ବାହୁଡା଼ ଯାତ୍ରା ଠୁ ଆରମ୍ଭ କରିବି। Sir ଆମେ ଜ୍ୟୋତିଷ ଦେଇଥିବା layout କୁ ପରିବର୍ତ୍ତନ କରିବାକୁ ଚାହୁଁଛୁ ଉତ୍ତର ଆଉ ପୂର୍ବ ଦିଗ କୁ କମେଇବାକୁ ଚାହୁଁଛୁ କମେଇ ହେବ କି?? କେବଳ ପୂର୍ବ ଆଉ ଉତ୍ତର ଦିଗକୁ କମେଇବାକୁ ଚାହୁଁଛୁ। ଜ୍ୟୋତିଷ ଦେଇଥିବା layout ଅନୁସାରେ ଅଧିକ ବଡ଼ ଘର ହେଇ ଯାଉଛି ତେଣୁ କମେଇବାକୁ ଚାହୁଁଛୁ। Plz sir ନିଶ୍ଚୟ ମୋ ପ୍ରଶ୍ନ ର ଉତ୍ତର ଦେବେ ବୋଲି ଆଶା କରୁଛି 🙏😊 jay Jagannath 🙏
ନମସ୍କାର ସାର୍ ,ମୁଁ ଆପଣଙ୍କ ୟୁଟୁଭ୍ ଚାନାଲ୍ ର ଜଣେ ନିୟମିତ ପାଠକ ।
ମୁଁ ନଭେମ୍ବର ମାସ ,ଶୁକ୍ଳପକ୍ଷ ,ଦ୍ୱାଦଶ
ତିଥିରେ ଗୃହ ଶୁଭ ଦେବାପାଇଁ ଚାହୁଁଛି ।ତେଣୁ ଘରର ଶୁଭଦେବା ପୂର୍ବରୁ ,ଶୁଭାଶୁଭ ସକାଶେ ,ଆପଣଙ୍କୁ ଡାକିଲେ ,ସମୟ ବାହାରକରି ଆପଣ ଆସି ପାରିବେକି ?ଆପଣଙ୍କ ଠିକଣା-
ତ ମତେ ଜଣା ନାହିଁ ,ତେଣୁ ଯୋଗା ଯୋଗପାଇଁ ଫୋନ୍ ନଂ ଟି ପାଇଲେ ଖୁସି ହୁଅନ୍ତି ।
ମୋର ଠିକଣା ହେଲା -
At/Po-Kendrikela .
Via-Bonaigarh .
Dist-Sundargarh .
Pin-770038 .
Baishakh maso re ghara subha doba pain chahunchi, please tk tarikh samay dino baharo kori ଦିଅନ୍ତୁ🙏🙏🙏🙏
Gruho probesh upore gote topic korontu sir
sir mu ghara auu shop eka sangare karibi kemiti kale thik haba
Right
SIR ଦଖିଣ ଦିଗରେ ଝରକା ରୁହେ କି ନାହିଁ
Master bedroom point keuthi
Pranam sir Ghare bastu dhos achhi ki nahi kemti janiba.
Sir naga debata nka pithi re dele para kon shubha heitha a.
Margashira masa re to naga debata dakhina re thanti tebe kouthi dele shubha
Thank you sir valuable information
ମହାଶୟ ନମସ୍କାର,ପାଞ୍ଜି ଅନୁଯାୟୀ ଗୃହ ଆରମ୍ଭ ଦେଟ ଦିନ ଶୁଭ ଦିଆଯାଏ ନା ଅନ୍ୟ କୋଉ ଦିନ ଶୁଭ ଦିଆଯାଏ,ଦ୍ଵିତୀୟ ରେ ପାଞ୍ଜି ଅନୁଯାୟୀ ଗ୍ରହ ଆରମ୍ଭ ର ଅର୍ଥ କଣ କହିବେ କି
Good morning sir, Room vitare taajaa keun digare rahiba uchit .
Moharana sir subha debar stan bisayare kahile nagara abastiti anusare samourna ulta naga debata nka jathara re subha deba satra samaya boli pustak re barnita achhi
I know that sir.u r right 👍 sir.
Dakshina diga re ghara kala kanhiki dehA kharap hua
🙏🙏🙏
Sir sidighara tike dakhinaku badheile kan heba
Things sir
Sir apana gramanchala ku visit re jaunahnanti plz sir reply diantu
ମହାଶୟ ନମସ୍କାର। ମୁଁ ଆପଣଙ୍କ RUclips ର ଜଣେ ନିୟମିତ ପାଠକ/ ଶ୍ରୋତା। 7:12 ଯେମିତି ଆପଣ ଘର ର ଶୁଭ ଦେବା କଥା ବର୍ଣ୍ଣନା କଲେ ବହୁତ ଭଲ ଲାଗିଲା। ସେହିଭଳି ଗୃହ ପ୍ରବେଶ ପୂଜା ବିଷୟରେ କହିଲେ ଭଲ ହୁଅନ୍ତା। ଦୟାକରି କହିବେ କି ?
Sir,namaskar vastu anusare keon masare keon digare bhumi subhadiajiba janili.Dout clear heli many many thanks to you
Sir musalman o kirastani nku tike bujhai diantu tankard sabu olata
ସାର୍, ମୁଁ ଉତ୍ତର ପୂର୍ବ ରେ ବୈଶାଖ ମାସରେ ଶୁଭ ପକେଇ ଥିଲି କିଛି ଅସୁବିଧା ଅଛି କି, ସାର୍ plz ଉତ୍ତରଟି ଜାଣନ୍ତୁ
Sir ama ghara chata padila pare jene loka case kala kana sir ghare bastu dosa rahegala ki apana tike kahebeki sir mu apanaka video bahuta dekheche sir tike ans dele bhala huanta sir apanaka a video bahuta dinara jadi comments apna chack karanti ta hele kahebe
Uttara diga ra kou kona re sir
Sir ghara ra suta kete / kete kale subha phala mile
Amara falguna masa re purba digare subha diajaithila kan heba ki sir🙏
Sir ନମସ୍କାର ଆପଣଙ୍କ ଫୋନ୍ ନମ୍ୱର୍ ଦେଲେ ମୁଁ ଆପଣଙ୍କ ସହିତ ଯୋଗାଯୋଗ କରିବି ।
Sir amara bahut bastu problem achi , develop ki hi heuni , ame apanaka pakhare kn kale pahanchi paribu , au amara develop kemiti heba tike kahibe.
Dayakari calle
Dhakhina paschima Kona uttama
Besh Kari Tula rasi
Thank you Sir
ଆପଣଙ୍କ ଫୋନ୍ number ଦିଅନ୍ତୁ
ମହାଶୟ ନମସ୍କାର। ଆପଣଙ୍କ ମୋବାଇଲ ନମ୍ବର ଓ ଠିକଣା ଦେବେ କି?
Please calle
Ph no pathhntu
Sir apananka phone no tk debe