ସର୍‌କାରୀ ସ୍କୁଲ ବନାମ୍‌ ବେସର୍‌କାରୀ ସ୍କୁଲ/

Поделиться
HTML-код
  • Опубликовано: 10 окт 2024
  • ସର୍‌କାରୀ ସ୍କୁଲ ବନାମ୍‌ ବେସର୍‌କାରୀ ସ୍କୁଲ/‎@koshalaprabaha2399

Комментарии • 16

  • @radhakantamahapatra5424
    @radhakantamahapatra5424 День назад +2

    ବହୁତ ସୁନ୍ଦର ବିଷୟ ଓ ତା ଉପରେ ଆଲୋଚନା ।
    ଆଶା କରାଯାଉ ଏହାର ପ୍ରଭାବ ଶିକ୍ଷକ ଓ ଅଭିଭାବକ ଉଭୟେ ନିଜ ନିଜ କର୍ତ୍ତବ୍ୟ ନିଶ୍ଚୟ ଠିକ୍ ଭାବରେ କରିବେ ଏବଂ ଏକ ସୁସ୍ଥ ସମାଜ ଗଠନ ଦିଗରେ ସହାୟକ ହେବେ l
    ଆପଣ ମାନଙ୍କ ଏପରି ଏକ ପ୍ରୟାସ ପାଇଁ ସମସ୍ତଙ୍କୁ କୃତଜ୍ଞତା ଓ ଧନ୍ୟବାଦ 🙏

  • @SitaramPanigahi
    @SitaramPanigahi День назад

    Kosal prabah very good 👍

  • @acharya.jayakumar
    @acharya.jayakumar День назад

    Good

  • @amulyapadhan
    @amulyapadhan 12 часов назад

    if pre primary is attached to Government Schools,things will improve,Nice Discussion

  • @TapanRohidas-jf4sm
    @TapanRohidas-jf4sm День назад +2

    One nation One education

  • @amulyapadhan
    @amulyapadhan 12 часов назад

    Pre Primary is for privileged ones

  • @acharya.jayakumar
    @acharya.jayakumar День назад +2

    ମଧ୍ଯାହ୍ନ ଭୋଜନ ଆସିଲା ଶିକ୍ଷକ ସଂଖ୍ଯା କମିଲା ଏହାହିଁ ସରକାରୀ ବିଦ୍ଯାଳୟରୁ ମୁହଁ ଫେରାଇବାର ମୁଖ୍ଯ କାରଣ ।

  • @anpproduction9855
    @anpproduction9855 День назад +1

    ଯାହା ଜଣା ପଡୁଛି-ବର୍ତ୍ତମାନ ସରକାରୀ ବିଦ୍ୟାଳୟ ର ଶିକ୍ଷକ ନିଯୁକ୍ତି ବ୍ଯବସ୍ଥା ଉପରେ ସରକାର ଙ୍କ ଯାହା ନୀତି ନିୟମ ରହିଛି, ସେଥିରେ ଅନେକ ତୃଟି ରହିଛି । ଯାହା ଫଳରେ ଜ୍ଞାନୀ ଗୁଣି ଆଉ ଯୋଗ୍ୟତା ରଖୁଥିବା ଅତି କମ ସଂଖ୍ୟକ ଶିକ୍ଷକ ସରକାରୀ ବିଦ୍ୟାଳୟ ଗୁଡିକରେ ନିଯୁକ୍ତି ପାଇ ପାରୁଛନ୍ତି । ପରିଣାମ ସ୍ବରୂପ ସରକାରୀ ବିଦ୍ୟାଳୟ ଗୁଡିକରେ ଶିକ୍ଷା ର ମାନ ଅତି ନିମ୍ନ ସ୍ତର କୁ ଖସି ଆସିଛି ଏବଂ ଏହି ବିଷୟ ସରକାରୀ ବିଦ୍ୟାଳୟ ରେ ଚାକିରୀ କରୁଥିବା ଶିକ୍ଷକ ଗଣ ମଧ୍ୟ ଖୁବ ଭଲ ଭାବରେ ଜାଣନ୍ତି । ଅପରପକ୍ଷରେ ଘରୋଇ ବିଦ୍ୟାଳୟ ଗୁଡିକରେ ନାମକୁ ମାତ୍ର ଦରମା ରେ କାମ କରୁଥିବା ଶିକ୍ଷକ ଗଣ ସରକାରୀ ବିଦ୍ୟାଳୟ ରେ ଚାକିରୀ କରୁଥିବା ଅଧିକାଂଶ ଶିକ୍ଷକ ତୁଳନାରେ ଉଚ୍ଚ ମାନର ଶିକ୍ଷା ପ୍ରଦାନ କରୁଥିବା ଦେଖାଯାଉଛି । ଯାହା ଫଳରେ ସରକାରୀ ବିଦ୍ୟାଳୟ ରେ ଚାକିରୀ କରୁଥିବା ଶିକ୍ଷକ ମଧ୍ୟ ନିଜ ପିଲା ଙ୍କୁ ନିଜେ ଚାକିରୀ କରୁଥିବା ବିଦ୍ୟାଳୟ ରେ ପାଠ ନ ପଢାଇ ଘରୋଇ ବିଦ୍ୟାଳୟ କୁ ପଠାଇ ଥାଏ ।
    କାର୍ତ୍ତିକେଶ୍ବର ସାହୁ

    • @anpproduction9855
      @anpproduction9855 День назад

      ଯେନ ମାଷ୍ଟର୍ ଶିକ୍ଷିତ୍ ନାଇଁ ଥିବା, ସେଏନ ଛାତ୍ର ଛାତ୍ରୀ ର୍ ରିଜଲ୍ଟ ଠିକ୍ ଆଏବା କାଏଁ---?
      କାର୍ତ୍ତିକେଶ୍ବର ସାହୁ

  • @rajuMahakur-p4z
    @rajuMahakur-p4z День назад

    Paisa kenu

  • @sushantamohanty3168
    @sushantamohanty3168 День назад

    Alochana ra bisaya anujai discussion hoi parila Mahindra tana otara vitare time gala...

  • @chudamaniparua6333
    @chudamaniparua6333 21 час назад

    ବାସି କାଦୋ କେ ଅଗଲିଲା ପଲ୍ହା କେତେ ଅଧିକ ଉତ୍ପାଦନ ହେତା

  • @mr.diptiprakashdas9452
    @mr.diptiprakashdas9452 12 часов назад

    ଯେ ବିରୋଧ କରୁଛନ୍ ସରକାରୀ ବିଦ୍ୟାଳୟ ରେ ସେ ନିଜେ ପଢ଼ିଛନ୍ କି ତାଙ୍କର ସମିଆରେ ବେସରକାରୀ ବିଦ୍ୟାଳୟ ଥିଲା ? ବେସରକାରୀ ବିଦ୍ୟାଳୟ କେ ମଞ୍ଜୁରୀ ଦେଇକରି ସରକାର୍ ଭୁଲ୍ ନିଷ୍ପତ୍ତି ନେଇଛନ୍ ।

  • @ssrworld143
    @ssrworld143 53 минуты назад

    Teacher per class hebar katha...
    Ratio ansare thik ne hebar...
    Tapre Primary Teacher r contractual niyukti bahut pariman re path padha k affect karuchhe..
    Sarkar seriously Primary School aau Teacher k dekhbar katha..
    Kn kari baile "Nihi ta Mul aai, Nihi Barkas nehele baki ta jna kale b bhusdiba."