Highest Respect. My maternal grandfather had given me to thus Gaddi at my age of 19 months old age due to all hopes lost to save my life during to cerebral malaria n I was unconscious for more than 24 hours in Sakhigopal. 🕉🙏🕉I'm 72 years now.
Thank you Bijou Das Sir for sharing your amazing experience of your life. This is very much inspiring. Bad news is that Baba who is explaining about the Gadi Brahma is no more with us. He passed away last month.
ଆହୁରି ଅନେକ ତଥ୍ୟ ରହିଛି ଆପଣ ସଂଗ୍ରହ କଲେ ଓଡ଼ିଶାର ଭକ୍ତ ବୃନ୍ଦ ଜାଣନ୍ତେ
ଜୟ ଜଗନ୍ନାଥ, ବିଜୟ ବାବୁ । ପରାମର୍ଶ ପାଇଁ ଧନ୍ୟବାଦ । ଆପଣ ଟିକିଏ ସହଯୋଗ କଲେ ଭଲ ହୁଅନ୍ତା । 9078083408 ରେ କଲ କରି କହିପାରିବେ ।
🚩ଜୟ ଜଗନ୍ନାଥ ହରୀବୋଲ 🪔🌺🙏🙏🙏
🙏🙏🙏ଓଁ ଶ୍ରୀ ପୁର୍ଣ୍ଣ ବ୍ରହ୍ମ ସରଣ 🙏🙏🙏
🙏🙏🏵️ଜୟେ ପଞ୍ଚସଖା 🏵️🙏🙏
ଜୟ ଗାଦିବ୍ରହ୍ମ ।
ବହୁତ ବହୁତ ଧନ୍ୟବାଦ
ଆପଣଙ୍କୁ ମଧ୍ୟ ଧନ୍ୟବାଦ । ଜୟ ଗାଦିବ୍ରହ୍ମ ।
Guruji nku koti koti pranam Jay guru deba
ଜୟ ଜଗନ୍ନାଥ । ଜୟ ଗୁରୁଦେବ ।
Bhala lagila video. Dhanyabad. Jay Jagannath. 🙏
ଧନ୍ୟବାଦ । ଜୟ ଜଗନ୍ନାଥ । ଏମିତି ଭିଡିଓ ଗୁଡିକୁ ଦେଖନ୍ତୁ । ଭଲ ଲାଗିଲେ ଲାଇକ ଓ ସେଆର କରିବାକୁ ଅନୁରୋଧ ।
Jai jagannath
ଜୟ ଜଗନ୍ନାଥ । ଜୟ ପଞ୍ଚସଖା ।
Jay Gadibrahma🙏🙏
ଜୟ ଗାଦିବ୍ରହ୍ମ ।
Jay Jagannath
ଜୟ ଜଗନ୍ନାଥ ।
Jai mahakal
Jay Jagannath.
1:05 i belongto that area very educative. Video
ଧନ୍ୟବାଦ । ଜୟ ଜଗନ୍ନାଥ ।
Jaygadibrahma
ଜୟ ଗାଦିବ୍ରହ୍ମ ।
Highest Respect. My maternal grandfather had given me to thus Gaddi at my age of 19 months old age due to all hopes lost to save my life during to cerebral malaria n I was unconscious for more than 24 hours in Sakhigopal.
🕉🙏🕉I'm 72 years now.
Thank you Bijou Das Sir for sharing your amazing experience of your life. This is very much inspiring. Bad news is that Baba who is explaining about the Gadi Brahma is no more with us. He passed away last month.
,🙏🙏🙏🙏🙏🌹🌹🌹🌹🌹🌹jay Jagannath
Benupadamatha ku jibaku hele keun thu jibaku heba address dele bhala huanta
ପୁରୀ ଜିଲ୍ଲାର ଡେଲାଙ୍ଗ ରୁ କଣାସ ରାସ୍ତାରେ କାହାକୁବି ପଚାରି ପହଞ୍ଚି ପାରିବେ । ଜୟ ଗାଦିବ୍ରହ୍ମ ।
@@jibanapatha7253 Right
Jay Jagannath.
Jay Jagannath Jay pancha Sakha sarana benubaba ku pranam please Adress kuhantu Darshan karibu..
ଜୟ ଜଗନ୍ନାଥ । ଏହି ବାବା ଶରୀର ତ୍ୟାଗ କରିସାରିଲେଣି । ଅନ୍ୟ ବାବା ମାନଙ୍କୁ ପାଇପାରିବେ। ପୁରୀ ଜିଲ୍ଲାର ଡେଲାଙ୍ଗ ପହଞ୍ଚି ବେଣୁପଡା ମଠର ଠିକଣା କାହାକୁ ବି ପଚାରି ବୁଝି ପାରିବେ ।
ଆପଣ ସମ୍ପୂର୍ଣ FUlladress କହୁ ନାହାନ୍ତି ple
ବେନୂପଡା ମଠ ଟି ପୁରୀ ଜିଲ୍ଲାର ଡେଲାଙ୍ଗ ନିକଟବର୍ତ୍ତୀ । ଡେଲାଙ୍ଗରେ କାହାରିକୁ ପଚାରି ପହଞ୍ଚି ପାରିବେ ।
🙏🙏🙏🙏🙏
It is very near to kanas road railway station, delang
ଧନ୍ୟବାଦ । କିନ୍ତୁ ଏହି ବାବା ଏବେ ଶରୀର ତ୍ୟାଗ କରିସାରିଲେଣି ।
Aajaku 11 Dina hela benupada gadi ra mahanta sri sri dasarathi moharaj deha tyaga kaleni .Jay Jagannath
ଏହା ଏକ ଦୁଃଖଦ ସମ୍ବାଦ । ଜଣାଇଥିବାରୁ ଧନ୍ୟବାଦ । ନମସ୍କାର । ଜୟ ଜଗନ୍ନାଥ ।