Controversy Over District-Level Appointment Of Teachers In Education Minister's Constituency

Поделиться
HTML-код
  • Опубликовано: 21 ноя 2024

Комментарии • 340

  • @kpd8420
    @kpd8420 Месяц назад +59

    କ୍ଷମା କରିବେ ଭାଇ..ମୁ କିନ୍ତୁ ଚାକିରୀ ପଛରେ ଧାଇଁବି ନାହିଁ ମୋ ଘର କୋରାପୁଟ ର ଏକ ଗାଁଆଳି ଜାଗାରେ MBA ଏଇ ବର୍ଷ ଶେଷ କରିଛି l ଆଜି ଚାଷରେ ମୋ ଇନକମ 5ମାସରେ 6ଲକ୍ଷ ରୁ ଅଧିକ l ମୋତେ ଚାକିରୀ ନାହିଁ ଚାଷ ଦରକାର l ଜୟ କିଷାନ 🙏

    • @uttpantakriofficial9989
      @uttpantakriofficial9989 Месяц назад +11

      ଜାଣି କି ଖୁସି ଲାଗିଲା ତମେ କୋରାପୁଟ ଜିଲ୍ଲା ର ବୋଲି ।ଓ ଅଧିକ ଖୁସି ଲାଗିଲା MBA ପଠା ପରେ କୃଷି କାର୍ଯ୍ୟ କରି ଭଲ ରୋଜଗାର କରୁଛ । very Good । ଆପଣ ଜାଣି ରଖିବା ଉଚିତ ଅଭିଭକ୍ତ କୋରାପୁଟ ଜିଲ୍ଲା ଗୋଟେ ଆଦିବାସୀ ଅନୁନ୍ନତ ଜିଲ୍ଲା ଅଟେ । ଶିକ୍ଷା ,ସ୍ୱାସ୍ଥ୍ୟ କ୍ଷେତ୍ର ରେଆମେ ସବୁଠୁ ପଛୁଆ ଅଟୁ । ଆମର ପିଲା Costal ପିଲା ଙ୍କ ଠାରୁ ସମକକ୍ଷ ହୋଇ ପାରିବେ ନାହିଁ । ଭାଷା ଗତ ସମସ୍ୟା ଶିକ୍ଷା କ୍ଷେତ୍ରରେ ଅଗ୍ରଗତି ନ କରିବା ଏହାର ମୁଖ୍ୟ କାରଣ । ତେଣୁ ଜିଲ୍ଲା ଭିତ୍ତିକ ନିଯୁକ୍ତି ର ଆବଶ୍ୟକତା ରହିଛି ।
      ଏଣୁ ଆପଣ ନିଜ ପାଇଁ ନ ହେଲେ ମଧ୍ୟ ଜିଲ୍ଲା ର ଶିକ୍ଷିତ ବେକାର ଯୁବକ ଯୁବତୀ ଙ୍କ ପାଇଁ ସ୍ୱର ଉତ୍ତୋଳନ କଲେ ଆମେ ଖୁସି ହେବୁ ।

    • @ramakantamahanta8136
      @ramakantamahanta8136 Месяц назад +2

      Bhala katha tie kahile agyan ,hele samastanka ra ta chasa jami setiki pariman re nai kemiti chasa karibe agyan
      Sethipain ta eie samasya

    • @southmovies2655
      @southmovies2655 Месяц назад +1

      Ri8 bro

    • @entertainment3015
      @entertainment3015 Месяц назад +1

      Bhal karichu bhai.ei mankada sarkar kichi karibani

    • @basantasingh8509
      @basantasingh8509 Месяц назад +3

      MBA ବାଲାର ନୁହଁ ଏଠି ଚାଷୀ ମୁଲିଆ ପୁଅ ଝିଅ ର କଥା GroupA/B ନୁହଁ ଏଠି Group C/D ର କଥା ଉଠୁଛି

  • @rabindrarathor1013
    @rabindrarathor1013 Месяц назад +5

    ବହୁତ ସୁନ୍ଦର ପଦକ୍ଷେପ ନେଇ ଛନ୍ତ। ବଡ଼ ଆନ୍ଦୋଳନ ଦରକାର ।

  • @akshaygolari1348
    @akshaygolari1348 Месяц назад +5

    ସବୁ department ro group C and group D ର post's district wise ହେଉ

  • @kiranoram9074
    @kiranoram9074 Месяц назад +4

    ବହୁତ ସୁନ୍ଦର ଭଲ ଏ ସବୁ ହେବା ଆବସ୍ୟକ

  • @ujalpatel3597
    @ujalpatel3597 Месяц назад +3

    C,D catagory Post should be within the district level.Its a right path of movement.🎉 Thanks to the southern districts people

  • @johnsanjaymunda5704
    @johnsanjaymunda5704 Месяц назад +3

    District cadre hele badhiya heba

  • @surajjhodia8247
    @surajjhodia8247 Месяц назад +63

    ରାୟଗଡ଼ା ଜିଲ୍ଲାର ପିଲା ମାନ ଶିକ୍ଷିତ ହୋଇ ସବୁ କେରଳ ତାମିଲନାଡୁ ସୁରଟ ଇତ୍ୟାଦି ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛୁ,ସେଥି ମଧ୍ୟରୁ ମୁଁ ବି ଗୋଟିଏ।

    • @moheshwarsabar744
      @moheshwarsabar744 Месяц назад +2

      Mee also Rayagada 🙌🙌🙌

    • @intrestingfact8485
      @intrestingfact8485 Месяц назад +3

      Bhai aame sobu baharoku jaiki tamil , malayalam ,Hindi sikhuche na nae, Auu se nua master jodi Odia kohila ki Asubidha seithire ni .

    • @Cg67267
      @Cg67267 Месяц назад +3

      Cuttack people are appointing in Rayagada hilly areas ,they attend school three days in whole week , what progress is going to visible in students ??0% outcome , even it is not mistake of teachers , their families in Cuttack , how can they manage family and job ???
      In most of the states recruitment on the basis of district wise even in Andhra Pradesh, why not in odisha ?

    • @myenvironment5916
      @myenvironment5916 Месяц назад

      Sethire madhya asubidha heuchhi jadi semananku tame khaibaku deba baharaku jibe nahin​@@intrestingfact8485

    • @Kishan-vi6yj
      @Kishan-vi6yj Месяц назад

      Thik kotha bhai😢

  • @dhaneswarsahu7531
    @dhaneswarsahu7531 Месяц назад +4

    ସମସ୍ତ ଚାକିରି ଜିଲ୍ଲା ଭିତ୍ତିକ ହେଉ

  • @NIRANJANDEHURY-o9e
    @NIRANJANDEHURY-o9e Месяц назад +18

    ସୁପର ହିଟ୍ ମୁଁ ତମର ସୁନ୍ଦର କାରୁକାର୍ଯ୍ୟରେ ଶୋଭିତ

  • @msnabarangpuriatv
    @msnabarangpuriatv Месяц назад +35

    ବହୁତ ସୁନ୍ଦର ପ୍ରୟାସ ଜାରି ରଖନ୍ତୁ ।

  • @tribhubangopal
    @tribhubangopal Месяц назад +15

    Good step .....NEP 2020 emphasizes primary education should be given in local language.

  • @PRAKASHBISOI2003
    @PRAKASHBISOI2003 Месяц назад +6

    Good 👍👍👍 sabu Jagare semiti kara 🎉

  • @suredra1350
    @suredra1350 Месяц назад +11

    ଜିଲ୍ଲା ଭିତ୍ତିକ ନିଯୁକ୍ତି ଦିଆଯାଉ

  • @mastermind-1989
    @mastermind-1989 Месяц назад +2

    ଆଜି ପର୍ଯ୍ୟନ୍ତ ବୁଝୁଥିଲେ.... ଏବେ ତୁମେ ମାନେ ବୁଝେଇବ.....

  • @sibarjunmistry5287
    @sibarjunmistry5287 Месяц назад +20

    Group c,d ଜିଲ୍ଲା ଭିତ୍ତିକ ନିଯୁକ୍ତି ହେଉ

    • @Lulu_Mamali_Lifestyle
      @Lulu_Mamali_Lifestyle Месяц назад +1

      Jila nuhe village level re haba darkar

    • @mindfreshdilkhush8575
      @mindfreshdilkhush8575 Месяц назад +1

      Na na group A ,B bi nia Doctor Engineers bi village bhitika nijukti pantu😂😂😂😂

    • @devmandal9714
      @devmandal9714 Месяц назад

      Bhakua
      Balo bujhuchho​@@Lulu_Mamali_Lifestyle

    • @NilakanthaSatpathy-gu2er
      @NilakanthaSatpathy-gu2er Месяц назад

      ​@@mindfreshdilkhush8575
      ଅସୁବିଧା କିଛି ନାହିଁ
      ଶଳେ ଅଫିସର ମାନେ ତ କୋରାପୁଟ ରୁ ଆସି ଥିବା under matric ମନ୍ତ୍ରୀ ଙ୍କ ଅଧିନ ରେ ଚାକିରୀ କରୁଛନ୍ତି !

    • @UditHial
      @UditHial Месяц назад

      Tar gadi fatuchhi ki​@@mindfreshdilkhush8575

  • @liveforever6998
    @liveforever6998 Месяц назад +12

    ମାଡି ଚାଲ .. ଜିଲ୍ଲା ପିଲାଙ୍କୁ ଜିଲ୍ଲା ରେ ଚାକିରୀ ଦିଅ ।

    • @alok5549
      @alok5549 Месяц назад +2

      Hm tu padh au to jila re collector ha😅😅😅😅

  • @DambaruBag-w9f
    @DambaruBag-w9f Месяц назад +7

    Good step .

  • @sambitmandal6767
    @sambitmandal6767 Месяц назад +36

    ଦୀର୍ଘ ୨୦ ଦିନ ହେଲାଣି.... ପ୍ରଶାସନ କିଛି କରି ପାରୁନାହାନ୍ତି। ଆରେ କିଛି ତ ଗୋଟେ ସମାଧାନ କର। ପୋଷ୍ଟିଂ ପାଇଥିବା ଭାଇ ଭଉଣୀ କୁ କାଢ଼ି ଦିଅ, ନତୁବା ଆଦରଣୀୟ ସହ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦିଅ... ଧିକ୍ ରେ BJP ସରକାର ଛି...

    • @as123ooh
      @as123ooh Месяц назад +1

      Tume solution ta kuha ta , blame kariba bahut sahaja.
      District wise posting dele , eastern odisha ru bahut bhala pila mark aadhika rakhi Pai thibe. Tanku ebe Puni kau District re appointment debe

    • @kbjay3252
      @kbjay3252 Месяц назад

      Ta gandi kehi maruni

    • @kirankumarsahu988
      @kirankumarsahu988 Месяц назад

      Appointment na deiki merit re katantu kintu district wise posting diajaau​@@as123ooh

    • @ashokmahananda3660
      @ashokmahananda3660 Месяц назад

      Jaha ହେଉଛି bhla ହେଉଛି

    • @ashokmahananda3660
      @ashokmahananda3660 Месяц назад

      Full supporting

  • @carpediem3038
    @carpediem3038 Месяц назад +3

    Andolan jordar houni.......na hele action nia jantani.....

  • @Uchiha_Itachi_10_10
    @Uchiha_Itachi_10_10 Месяц назад +1

    High school Teacher manaka pain bhi emiti protest Kara na tanka language bujhi jauchi

  • @surendrapujari9002
    @surendrapujari9002 Месяц назад +25

    ସାକ୍ଷର ହେଲେ କ'ଣ ହେବ। ସାକ୍ଷର ହେବୁ କ'ଣ ପାଇଁ ଆମ ପିଲା ପାଠ ପଡି କି ଦାଦନ ଯିବେ ଆଉ ମାଁ ବାପା କ'ଣ ଖାଇ ବେ କେତେ ଆଶାବରଶା କରି ପାଠ ପଠାଇଛନ୍ତି ସାମାନ୍ୟ ପିଅନ ଚାକିରି କରି କି ବି ଆମ ପୁଅ ଝିଅ ଆମକୁ ସାହାଯ୍ୟ କରିବେ ବୋଲି କି। ତାହା ତ ନିରାସ କରୁଛନ୍ତି ସରକାର ତେଣୁ ଅବିବାହକ ମାନେ ନିଷ୍ପି ନେଇଛନ୍ତି ଯେତେ ଦିନ ପର୍ଯ୍ୟନ୍ତ ଆମ ଅଞ୍ଚଳର ଲୋକ ଚାକିରି ନ ମିଲେ ସେତେ ଦିନ ପର୍ଯ୍ୟନ୍ତ ସ୍କୁଲରେ ପିଲାଙ୍କୁ ଚଡା ଯିବ ନାହିଁ

    • @uday049
      @uday049 Месяц назад +3

      ଧନ୍ଯ ତୁମ ଚିନ୍ତା ଧାରା!

    • @tempamajhi8574
      @tempamajhi8574 Месяц назад

      Balo khaibo

    • @debasishsahoo7415
      @debasishsahoo7415 Месяц назад +1

      Aare bhai tamara bekari samasya dura heba darakare naa tama pilanku quality teaching darakare

    • @Murmu1318
      @Murmu1318 Месяц назад

      Tuma pila mane hin murkha hebe

    • @khaladiherel404
      @khaladiherel404 Месяц назад +4

      ଆପଣଙ୍କ ଲେଖା ରୁ ହିଁ ଜଣା ପଡ଼ୁଛି 😂😂 ଆପଣଙ୍କ ଲେଖା ପଢ଼ା କେତେ!!😂😂 ଏମିତି ଲେଖା ଲେଖି କଲେ ପିଅନ ଚାକିରୀ ବି ମିଳିବ ନି

  • @NarayanGond-gz3bn
    @NarayanGond-gz3bn Месяц назад +3

    ନିତ୍ୟାନନ୍ଦ ଗଣ୍ଡ ଓଡ଼ିଶାର ଶିକ୍ଷା ମନ୍ତ୍ରୀ ଯେତେବେଳ ବିରୋଧୀ ଦଳରେ ଥିଲେ ସେତେବେଳେ ବିରୋଧ କରୁଥିଲେ କିନ୍ତୁ ବର୍ତ୍ତମାନ କିଛି କରିବାକୁ ଶକ୍ତି ଯୋଗ୍ୟ ନାହିଁ ଆଗରୁ ଡିଆଁ ମାରୁଥିଲା ଏବେ କିଛି ନାହିଁ

  • @sarthak32761
    @sarthak32761 Месяц назад +20

    ଶେଷରେ ଛୋଟ ପିଲମାନଙ୍କୁ ମଧ୍ୟ ନେଇ ରାଜନୀତି କଲ ।

    • @rashmitanayak8607
      @rashmitanayak8607 Месяц назад +10

      ଏଟା ରାଜନୀତି ନୁହେଁ ନିଜର ହକ୍ ପାଇଁ ଲଢେଇ

    • @sgopalmedia9937
      @sgopalmedia9937 Месяц назад +1

      Kmt rajaniti hla

    • @khadusiaaa6435
      @khadusiaaa6435 Месяц назад +4

      Aeita kou angle ru tamaku rajaniti lagila...... Salute to Nabarangpur and koraput district.....

    • @ChampaBhatra-j7l
      @ChampaBhatra-j7l Месяц назад +9

      ଆରେ ବନ୍ଧୁ ତମ ଚିନ୍ତାଧାରା ହିଁ ରାଜନୀତି, ଏହା ନିଜର ଅଧିକାର ପାଇଁ ଲଡ଼େଇ

    • @anantalifestyle.4577
      @anantalifestyle.4577 Месяц назад

      ​@@rashmitanayak8607💯 Percent thik

  • @sebitanjalinaik6272
    @sebitanjalinaik6272 Месяц назад +2

    Jillabhitika nijukti heba katha

  • @koraputheavenofodisha9851
    @koraputheavenofodisha9851 Месяц назад +1

    Zilla bhitika nijukti karajau

  • @arucharanpradhan5502
    @arucharanpradhan5502 Месяц назад +5

    ସେ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଭାଗ୍ୟବାନ ଓ ଭାଗ୍ଯବତୀ। ବିନା ପରିଶ୍ରମରେ ଦରମା ପାଉଛନ୍ତି।ପିଲେ ଗାଁ ଦାଣ୍ଡରେ ବୁଲନ୍ତୁ। ପିତା ମାତା ମାନେ ନିଜ ପିଲାମାନଙ୍କ ବିଷୟ ବୁଝନ୍ତୁ।

    • @NilakanthaSatpathy-gu2er
      @NilakanthaSatpathy-gu2er Месяц назад

      ସରକାର ଅଯଥା ହଇରାଣ କରୁଛି,
      ଘରେ ଥାଇ ଦରମା ଦେଇ ଦେଲେ ଅସୁବିଧା କ'ଣ ?

  • @shibajidalai2014
    @shibajidalai2014 Месяц назад +1

    It's also true that group C D Job should be district wise.... If PEO, JA... then why not JTS

  • @subratpadhy4771
    @subratpadhy4771 Месяц назад +2

    Ama jilla ku hele jadi kan kama pain asiba badeiki patheidabu......bujhila......e ki hina manasikata...

  • @pradeepsahu1304
    @pradeepsahu1304 Месяц назад +9

    ଜିଲ୍ଲା ଭିତିକ ନିଯୁକ୍ତି ଦେବା ଦରକାର

  • @jarurmilbapilasahu2953
    @jarurmilbapilasahu2953 Месяц назад

    Bahut badhiya

  • @sunilmm3744
    @sunilmm3744 Месяц назад +8

    PEO and JA v nijo district pilanku nei thhila semiti eita v nija district pilanku niantu

  • @santanu6017
    @santanu6017 Месяц назад

    Good decision, it's right....👍👍👍

  • @DilipBhoi-t4d
    @DilipBhoi-t4d Месяц назад +1

    Sundar padakhepa

  • @Dhanush-ww5lk
    @Dhanush-ww5lk Месяц назад +1

    ଯଦି ଅନ୍ୟ ଜିଲ୍ଲା ର ଶିକ୍ଷକ ଆସୁଛନ୍ତି ତା ହେଲେ ଆଞ୍ଚଳିକ ଭାଷା ର ତାଲିମ ଶିକ୍ଷକ ମାନଙ୍କୁ ଦେବା ପାଇଁ ସରକାର ଙ୍କୁ ଦାବି କର। ଚାକିରି ଖଣ୍ଡେ ପାଇବା କମ କଥା ନୁହେଁ। ଲୋକ ଗୁଡା ଛୁଆଙ୍କୁ ତ ଅଶିକ୍ଷିତ କରିବେ ତା ଉପରେ ବିଚରା ନୂଆଁ କରି ଚାକିରି ପାଇଥିବା ଲୋକଙ୍କୁ ହନ୍ତସନ୍ତ କରିବେ।

    • @NilakanthaSatpathy-gu2er
      @NilakanthaSatpathy-gu2er Месяц назад

      ରାଜ୍ୟ ଗଠନ ର ୮୮ ବର୍ଷ ହେଲାଣି, ପ୍ରାଇମେରୀ ରୁ କଲେଜ ସବୁଠି କଟକିଆ ମାଷ୍ଟର ! ତଥାପି ଏ ଅଞ୍ଚଳର ପିଲା JT ପାଇଁ ଯୋଗ୍ୟ ହେଲେ ନାହିଁ କାହିଁକି ??
      ବହୁତ ହୋଇ ଗଲା, ଆଉ ଦରକାର ନାହିଁ କଟକିଆ ମାଷ୍ଟର

  • @prabhudas6641
    @prabhudas6641 Месяц назад +22

    ସ୍କୁଲ ନ ଯାଇ ଘର ଲୋକଙ୍କୁ ସାହାଯ୍ୟ କରନ୍ତୁ ପିଲା .. ପାଠ ପଢିଲେ ବି ତ ଚାକିରୀ ନାହିଁ .. ଘରେ ରହି ଲେବର କାର୍ଯ୍ୟ କରନ୍ତୁ ସଫଳତା ମିଳିବ .. ଅନ୍ୟ ଜିଲ୍ଲାରୁ ଆସି ଯେଉଁ ପିଲା ଚାକିରି କରିବ ସେ ତାଙ୍କ ଜିଲ୍ଲାର ପିଲାଙ୍କୁ ଆଣୁ ଆଉ ପଢ଼ାଉ ଆମ ଜିଲ୍ଲା ପିଲା ମୁର୍ଖ ହେଲେ ବି ନିଜେ ବଞ୍ଚିବା ଶିଖିଯିବ .... ଲେବର କାମ କରି ..

    • @Dhanush-ww5lk
      @Dhanush-ww5lk Месяц назад

      ବାଃ କି ବୁଦ୍ଧି ତୁମର।

  • @hemsagarmeher7583
    @hemsagarmeher7583 Месяц назад +4

    ଜିଲ୍ଲା ଭିତ୍ତିକ ନିଯୁକ୍ତି ହେଉ

  • @Economics365
    @Economics365 Месяц назад +2

    Their demand should be fulfilled in school level at least

  • @VidyaWorldString
    @VidyaWorldString Месяц назад

    Nice step.........

  • @its_master_soumya
    @its_master_soumya Месяц назад

    Right step

  • @ajcreation5328
    @ajcreation5328 Месяц назад +1

    ଆହୁରି ସଚେତନତା ଦରକାର...
    . ଶ୍ରେଣୀ ଅନୁସାରେ ଶିକ୍ଷକ...ର ଦାବି ରହିବା ଦରକାର 🙏🙏🙏🙏🙏

  • @dhanurjayaharijan44
    @dhanurjayaharijan44 Месяц назад +3

    ଏମିତି ସବୁ ଅର୍ଥାତ କୋରାପୁଟ, ନବରଙ୍ଗପୁର, ମାଲକାନଗିରି ଓ ରାୟଗଡ଼ାରେ ମଧ୍ଯ ହେବ।ଦରକର

  • @arupkumardash3656
    @arupkumardash3656 Месяц назад +2

    ନିହାତି ଆବଶ୍ୟକ।

  • @sanatkumbhar5982
    @sanatkumbhar5982 Месяц назад +1

    Good step ....keep it up

  • @RAHULkumar-im9sv
    @RAHULkumar-im9sv Месяц назад +2

    ସାର୍ ମାଡମ ବ୍ୟସ୍ତ ହେବାର କିଛିନାହିଁ,ବସି ବସି ଦରମା ନିଅ।ଏ ମୂର୍ଖ ଲୋକ ଙ୍କ ଛୁଆ ପାଠ ନ ପଢ଼ିଲେ ମୂର୍ଖ ହେବେ ।ଆପଣ ମାନଙ୍କର କିଛି ଅସୁବିଧା ହେବନି 😅😅।

    • @devmandal9714
      @devmandal9714 Месяц назад +2

      Tome Bando costal belt Ra pilamanankrara golu dosa Kebe jibo Nahi
      Sala mane corruption re ete mati gole J nijo District re toh paaunahanti
      Target karuchhanti KBK district Ku
      Tome mane chhoto belu aasi KBK re patha padhuno
      KBK district re rahi competitive pain prepare houno dekhiba kete gandi re Dom aachhi
      Tome chhoto belu paithiba environment aau KBK district ra pila manankara environment vitore bahoot farak achhi
      Prathome Taha buhjo tapore Katha kuho

    • @RAHULkumar-im9sv
      @RAHULkumar-im9sv Месяц назад

      @@devmandal9714 ତମେ କେଉଁ ଭଳି ଶିକ୍ଷିତ ଲୋକ ,ତମ ଭାଷା ଜ୍ଞାନ ରୁ ଜଣାପଡୁଛି। ସେଥିପାଇଁ ତମର ଏହି ଅବସ୍ଥା। ପାଠ ପଢ଼ ପାଠ। କଠିନ ପରିଶ୍ରମ ହିଁ ସଫଳତା ର ଚାବିକାଠି ।costal,backward ଏ ସବୁ ଫାଲତୁ କଥା।ଏବେ ବହୁତ୍ ପଛୁଆ ଅଂଚଳ ପିଲା ମେଡିକାଲ୍ ପଢ଼ିଲେନି।ତମେ କେଉଁ ଦୁନିଆ ରେ ଅଛ।

  • @lalitramgond6991
    @lalitramgond6991 Месяц назад +5

    Veey good decession

  • @KrushnaKhilla-gi8bt
    @KrushnaKhilla-gi8bt Месяц назад

    Good morning Bhai Mana

  • @anantalifestyle.4577
    @anantalifestyle.4577 Месяц назад +11

    District wise selection Karibaku padiba nahele ehara parinam bhyankar heba....Amaro Chakri sabu Costal district pilamane kahichanti...Semane question likh kari cheeting Kari chakri sabu hatauchanti...

    • @sagardasdassagar3410
      @sagardasdassagar3410 Месяц назад

      ଆପଣଙ୍କ ଅଞ୍ଚଳର ଲୋକ ମାନେ ମଧ୍ୟ ଏପଟେ ଚାକିରି ପାଉଛନ୍ତି।

  • @sudarsanlenka39
    @sudarsanlenka39 Месяц назад

    Need to appointment local educated teacher for better verbal communication

  • @Odishamanoranjan4321
    @Odishamanoranjan4321 Месяц назад +1

    Very good

  • @biswanathpadhan8534
    @biswanathpadhan8534 Месяц назад +1

    Very good 👍

  • @SantoshMiniaka
    @SantoshMiniaka Месяц назад +6

    ବହୁତ ବଢିଆ ପଦକ୍ଷେପ। ନିଜ ଭାଷା ନିଜ ପରିଚୟ।

    • @purnachandrabiswal1159
      @purnachandrabiswal1159 Месяц назад

      ନିଜ ଭାଷା ଓଡ଼ିଆ ନିଜେ ପରିଚିତ ହୁଅ. ଆଚଳିକରେ ପ୍ରକାଶ କର ନାହିଁ

  • @DileswarSahu-w3z
    @DileswarSahu-w3z Месяц назад +1

    Good desion

  • @SureshF719
    @SureshF719 Месяц назад +2

    It is better to close the schools in undivided Koraput as the government is in no mood to provide employment on district basis. What is the use of there is no employment.

  • @ilabatimajhi8780
    @ilabatimajhi8780 Месяц назад +1

    Chakiri pain pilanku patha padhaucha ki sabu pila padha padhi chakiri karuchhanti ki ?

  • @Kumarhemantabehera
    @Kumarhemantabehera Месяц назад +1

    Right

  • @mohanbehera003
    @mohanbehera003 Месяц назад

    GD job, district wise haba darkar ....jadi na haba taha hele jie jauthi paichhi sabudina pai seithi rahiba darkar....

  • @mithulamajhi3483
    @mithulamajhi3483 Месяц назад +1

    Good

  • @BalarambhatraBalaram-wc5tp
    @BalarambhatraBalaram-wc5tp Месяц назад

    Right sir

  • @niteshnaik5514
    @niteshnaik5514 Месяц назад +2

    Teacher district cader karajau

  • @bodhankathar9715
    @bodhankathar9715 Месяц назад

    Very Good Step

  • @cosmic.ray1234
    @cosmic.ray1234 29 дней назад

    କି ପ୍ରକାର ପ୍ରହସନ ଭାଇ ପିଲା ମାନଙ୍କ ଶିକ୍ଷ୍ୟା କୁ ବନ୍ଦ କରୁଛନ୍ତି ଏଇ ନେତା ମାନେ। ଭାଇ ଯିଏ ପରୀକ୍ଷା ରେ ଭଲ କରିବ ଚାକିରି ତାହାର ହବ

  • @gobindamanatya3307
    @gobindamanatya3307 Месяц назад

    Right 👍

  • @doraemontrolls8935
    @doraemontrolls8935 Месяц назад

    Good step 👍👍

  • @JBYadaba
    @JBYadaba Месяц назад

    Nice

  • @dinabandhusahoo790
    @dinabandhusahoo790 Месяц назад +1

    ପିଲା ମାନଙ୍କୁ ହଇରାଣ କରୁଛ

  • @royalcreation8845
    @royalcreation8845 Месяц назад +1

    ମୂର୍ଖତାର ପରିଚୟ
    ନିଜ ପିଲାଙ୍କ ଭବିଷ୍ୟ ନିଜ ହାତେ ଖରାପ କରୁଛନ୍ତି।
    ନିଜ area ଶିକ୍ଷକ ରହିଲେ ସେ କୋହଳ କରିବ ତ ପିଲା ପାଠ କଣ ପଢ଼ିବେ

    • @NilakanthaSatpathy-gu2er
      @NilakanthaSatpathy-gu2er Месяц назад +1

      ନିଜ area ର ଶିକ୍ଷକ ରହିଲେ ଯଦି କୋଳାହଳ କରୁଛନ୍ତି, ତାହେଲେ କଟକ ରେ କୋରାପୁଟ ପିଲା ଙ୍କୁ ଦିଆଯାଉ ନାହିଁ କାହିଁକି ?
      ଯେଉଁ ଜିଲ୍ଲା ରେ ଯେତେ ଖାଲି ପୋଷ୍ଟ ସେଇ ଜିଲ୍ଲା ରୁ ସେତିକି selection କରି ଅନ୍ୟ ଜିଲ୍ଲା ରେ ନିଯୁକ୍ତି ଦିଆଯାଉ ।

    • @ujalpatel3597
      @ujalpatel3597 Месяц назад +1

      Teachers ପାଇଁ ପଣ୍ଡିତ ଦରକାର ନାହିଁ, ଦୃଢ଼ ଇଚ୍ଛା ଶକ୍ତି dedication ଓ ମାତୃଭୂମି ପ୍ରତି ମମତା ଥିବା ଦରକାର । ଏପରି କି ସେହି ଅଞ୍ଚଳର ପାଣି, ପବନ,ପିଲାଙ୍କୁ ମଧ୍ୟ। ସାବତ ମାଆର କଉଠୁ ଆସିବ ବାଛଲ୍ୟ ପ୍ରେମ? କେବଳ ପ୍ରତାରଣା ଚାଲିଛି?

    • @royalcreation8845
      @royalcreation8845 Месяц назад

      @@ujalpatel3597 ଯଦି ଏତେ ଜିନିଷ ଦୃଢ଼ ଇଚ୍ଛା ଶକ୍ତି , dedication ଥିବା ଦରକାର ତାହେଲେ ଯେଉଁଠି ଚାକିରୀ ମିଳିଛି ସେଠି ଚାକିରୀ କରୁନ। ଏତେ ରଙ୍ଗ କଣ ପାଇଁ କାଢ଼ୁଛ ସବୁ କାରଣ ତମକୁ ବି ଜଣା ତମ area ରେ ପଢେଇଲେ କି ନ ପଢେଇଲେ କେହି କିଛି କହିବେନି ହେଲେ ଅନ୍ୟ area ରେ ସେମିତି କଲେ ଲୋକେ ପିଟିବେ।

  • @goatlifestyle2048
    @goatlifestyle2048 Месяц назад +1

    Tume sabu job tuma nijja district re hin kara auu alaga district ku jama jibani

  • @dhanuramgond9662
    @dhanuramgond9662 Месяц назад +3

    Good decision ❤

  • @imperfectlyperfectme9522
    @imperfectlyperfectme9522 Месяц назад

    Thik katha kintu qualification v thiba katha, jaha teacher heba pain darkar +2/+3 pass heiki ta teacher banibe ni na

  • @ganeshsahu1806
    @ganeshsahu1806 Месяц назад

    ଆଉ କେତେଦିନ ଗଲେ ନୁଆ ରାଜ୍ଯ ଦରକାର ବୋଲିକହିବେ

  • @sibaramsahu8873
    @sibaramsahu8873 Месяц назад +3

    Meritorious Teacher କାନ୍ଥ ବାଡ଼ କୁ ପଢେଇଲେ ଅ ଆ

  • @MasterSujit-js6vh
    @MasterSujit-js6vh Месяц назад

    ଜିଲ୍ଲା ଭିତ୍ତିକ ନିଯୁକ୍ତି ହେଲେ ସେହିଭଳି ମହାିଦ୍ୟାଳୟ, ବିଶ୍ଵବିଦ୍ୟାଳୟ ରେ ଜିଲ୍ଲା ଭିତ୍ତିକ ନାମଲେଖା ହଉ

  • @madhu-s7x
    @madhu-s7x Месяц назад

    Are future demand rohibona....

  • @BasuBabu143
    @BasuBabu143 Месяц назад

    Good Decision ❤

  • @sagarmondal7897
    @sagarmondal7897 Месяц назад

    Good dission

  • @itismitanayak805
    @itismitanayak805 Месяц назад +1

    ଯଦି ଜିଲ୍ଲା ଭିତ୍ତିକ ନିଯୁକ୍ତି ହେବା ପାଇଁ ଏତେ ଆନ୍ଦୋଳନ, ତାହାଲେ ଜିଲ୍ଲା ଭିତ୍ତିକ ସ୍କୁଲ୍ କଲେଜ୍ university ରେ ପିଲା ପାଠ ପଢନ୍ତୁ।

    • @NilakanthaSatpathy-gu2er
      @NilakanthaSatpathy-gu2er Месяц назад

      ଆଉ ଡେରି କାହିଁକି, ଆରମ୍ଭ କର

    • @itismitanayak805
      @itismitanayak805 Месяц назад

      @@NilakanthaSatpathy-gu2er ବେକାର ଆନ୍ଦୋଳନ ରେ ନ ପଶି ଯଦି ମୁଁ ପାଠ ପଢିବି, ତାହାଲେ ଚାକିରି ପାଇକି ବସିବି। ଫାଲତୁ ଧନ୍ଦା ଚଲେଇଛନ୍ତି । ଯୋଗ୍ୟତା ନାଇ ବୋଲି ଅଯଥା ଆନ୍ଦୋଳନ, ପ୍ରତିରୋଧ। ନହେଲେ କୋରାପୁଟ ରାୟଗଡ଼ା ର ଭଲ ପ୍ରତିଭାବାନ ପିଲା ଦେଶ ବିଦେଶ ରେ ନା କଲେଣି

    • @NilakanthaSatpathy-gu2er
      @NilakanthaSatpathy-gu2er Месяц назад

      @@itismitanayak805
      ଏଇଟା କିଭଳି ପ୍ରତିଭା ?
      ୧୧୦୦୦ ଟଙ୍କିଆ ଚାକିରୀ ଖଣ୍ଡେ ପାଇଁ ଘର, ପରିବାର, ବୃଦ୍ଧ ବାପ ମା ଙ୍କୁ ଛାଡି ୯୦୦ କିମି ଦୂର ରେ ଚାକିରୀ ?

    • @itismitanayak805
      @itismitanayak805 Месяц назад

      @@NilakanthaSatpathy-gu2er sethipai eta apply karibara hi nathila... Starting ru hi mention thila 11000 tanka boli... Mu sethipai apply kali hi nai... Jahara nihati darkar semane sabu paiki khusi govt chakiri ..

    • @itismitanayak805
      @itismitanayak805 Месяц назад +1

      @@NilakanthaSatpathy-gu2er ଆଉ ଗୋଟେ କଥା sir, kharap ଭାବିବେନି। ଯାହାର ପ୍ରତିଭା ଥିବ ସେ କେବେ ବି ଖାଲି ହାତ ରେ ବସିବନି ଘରେ। ବାପା ମା ଙ୍କୁ ପୋଷି ପାରିବ ସେ govt ଚାକିରି ହଉ କି ପ୍ରାଇଭେଟ୍, tuition kariki ହଉ।

  • @concordrajpushpa
    @concordrajpushpa Месяц назад

    Jie qualify kariba sie chakiri paiba

  • @jpbindas9546
    @jpbindas9546 Месяц назад +1

    Baas emiti chalu e pila mane bada hei ghara vittika nijukti magibe😂

  • @Tikemaja
    @Tikemaja Месяц назад +9

    କୋରାପୁଟିଆ ଭାଇମାନେ ମନଦେଇ ପାଠ ପଢ଼ ଏବଂ ମନପସନ୍ଦର ଚାକିରୀ କର...... ପାଠ ନପଢି ଚାକିରୀ କହିଲେ କୋଉଠୁ ମିଳିବ....... ଆମେ ସମସ୍ତେ ଓଡିଶା ବାସି.....

    • @sgopalmedia9937
      @sgopalmedia9937 Месяц назад +4

      @@Tikemaja ଆମେ ବି ଓଡ଼ିଶା ବାସି କିନ୍ତୁ ତମର ଭଳିଆ ସୁବିଧା ସୁଯୋଗ ମିଳିବା କଥା କି ନାହିଁ,
      ଭାଇ ତମେ ମନଦେଇ ପାଠ ପଢି ତମ ଜିଲ୍ଲା ରେ ଚାକିରି କର ଭାଇ

    • @sambramurmu2002
      @sambramurmu2002 Месяц назад

      Are bhai tome kou volia education pau chho j .. ame MAYURBHANJ IA hele ame tome education pau chho ame v same kn au education re defferent rohila@@sgopalmedia9937

    • @sgopalmedia9937
      @sgopalmedia9937 Месяц назад

      @@gopalmali6587 ହଁ ଭାଇ ମୁ ବି ଜଣେ koraputia

    • @sambramurmu2002
      @sambramurmu2002 Месяц назад

      @@gopalmali6587 bro koraput district tharu MAYURBHANJ district kete bodo tu Jani pari thhibu kintu only 1 university (north Orissa university).. tomo volia to onyo district re study kori ba pain Mona kora hae ni

    • @ramraymajhi9036
      @ramraymajhi9036 Месяц назад +1

      ​@@sambramurmu2002right bro

  • @ullashkumar1544
    @ullashkumar1544 Месяц назад

    Right 👍 ame mane graduation kari ghare bekari hoiki rahuchu but ajikali pilamane 10th padhi school re teacher achanty...a sabu kemiti possible heuchi kichi bujhi heuni ...🤔

  • @gudduodisha3785
    @gudduodisha3785 Месяц назад

    Bhala madichala bhai

  • @somethingnew447
    @somethingnew447 Месяц назад

    Sunibaku miluchi Jajpur district ru Junior Teacher re 20000 ru 8000+ candidate selection heichanti.Seivitaru puni 14000 join kariche.Hele 14000 ru 8000 khali Jajpur district ru .Emti kale emti hin heba

  • @OdiyaLove
    @OdiyaLove Месяц назад +3

    ଆଗରେ ପିଲା ଥିଲେ ଶିକ୍ଷକ ନଥିଲେ ଏବେ ଶିଖକ ହେଲେ ପିଲା ନାହି👍

    • @jindharcredit3363
      @jindharcredit3363 Месяц назад

      ତମର ଓଡ଼ିଆ ଲେଖା ଠିକ୍ ନାହିଁ 😅ଅଘରେ ନାହିଁ ଆଗରେ
      ଶିଖକ ନାହିଁ ଶିକ୍ଷକ👍🏻

  • @humanity3.041
    @humanity3.041 Месяц назад +1

    Great decision by undivided koraput ❤

  • @simanchalaswain5809
    @simanchalaswain5809 Месяц назад +1

    Mantry hebaku hele Sikhyak, Dikhya,Gyana,Darkar!
    Gana Sikhyak mantry nija Zila ku Sambhali parileni! Odisha ku Kemiti Sambhali be?tenukari Sighra Resin deye deba Bhala,

  • @tulasi169
    @tulasi169 Месяц назад

    Group C and group D sabu district level heu👍

  • @samanbhatra2883
    @samanbhatra2883 Месяц назад

    Jay Adibasi

  • @CHATGPT248
    @CHATGPT248 Месяц назад

    Jaha hele b kichi ta ta problem rahuchi...mu b selected nija zilla re heithile b nija zilla re paithanti...kete ta interior school achi jeuthi semanku bujheibaku hele tanka life saha relate karibaku padiba seta jane town ra teacher j kbe gan dekhi nathiba kari paribani...mu bhabuchi ethi 30% something nija district aau baki anya dist pila pakeiparile bhala huanta nahele zone karidianta 7-8 ta sei hisbre post kari exam kara gale bhal huanta...nija akhapakha zilla re pila b paibe aau pila nka b unnati heba....emiti re ta pila b apadha rahibe aau mana matantara heba ...zilla zillz bhitre kali kajia start heba jadi EMITI hue...kintu mu janichi govt kichi chesta b kariba nahin...emane lokanka satru.

  • @LJEnvironment
    @LJEnvironment Месяц назад +3

    Doctor v nijar district ra rakha

  • @KumudiniPutel
    @KumudiniPutel Месяц назад

    ଚାକିରି ନାହିଁ ତ ପାଠ ପଢିବେ କାହିଁ ପାଇଁ,

  • @Manjumanju-zq1iq
    @Manjumanju-zq1iq Месяц назад +1

    Bodiaaa heiiichii

  • @sujitkmarandi4624
    @sujitkmarandi4624 Месяц назад

    6-10th MIL(O) bahi padhi baku padiba, sethire local language re lekha heina thae..

  • @nilambarsahu9643
    @nilambarsahu9643 Месяц назад +1

    Good step

  • @santoshmajhi9415
    @santoshmajhi9415 Месяц назад

    ସ୍କୁଲ ନଯାଇ ମୁର୍ଖ ହୋଇଯାଆ ସରକାର ର କିଛି କ୍ଷତି ନାହିଁ

  • @lilibag4957
    @lilibag4957 Месяц назад

    District selection hau

  • @gobindakisan9249
    @gobindakisan9249 Месяц назад

    BJP ku vote dei bhul heigala

  • @dhanumunda7630
    @dhanumunda7630 Месяц назад

    Karaput re education department band karajau

  • @kshirodrakampa4053
    @kshirodrakampa4053 Месяц назад

    Gp ଭିର୍ତିକ ନିଯୁକ୍ତି ହେବ

  • @labapodiami4809
    @labapodiami4809 Месяц назад

    Bol kol bhai mane😮😮

  • @bidyadharkishan3983
    @bidyadharkishan3983 Месяц назад +1

    ପାଠ କଣ ତମ ଭାଷା ରେ ଅଛି କି

    • @harirambhatra8608
      @harirambhatra8608 Месяц назад +1

      Tu kn murkha ta na kana jani parunu 4ta District re Strike chalichi.Tu murkha
      Tome sabu kini ki certificate aaniba cbt deba Paesa re chakiri kariba paesa re corruption kariba sabu tire aama pila eti toma lagi Kerala jiba aarami kulangara