BJD targets BJP on Cyclone Dana zero casualty claim || Kalinga TV

Поделиться
HTML-код
  • Опубликовано: 26 окт 2024

Комментарии • 88

  • @Belalsenkanhar-c7b
    @Belalsenkanhar-c7b 17 часов назад +7

    ବିପଦ ସମୟରେ ବିରୋଧ ନୁହେଁ ସମସ୍ତେ ମିଳି ସହଯୋଗ କରିବା, ଏଠି ଡ୍ରାମା କରନ୍ତୁ ନାହିଁ

  • @muodia2002
    @muodia2002 20 часов назад +21

    ଔଷଧ ରାଗରେ ତାଟିଆ କାମୁଅନି ରେଖା ନନି

  • @arabindajena3575
    @arabindajena3575 18 часов назад +3

    ୯୯ ସୋତ ମସିହା ବତ୍ୟାରେ ଲଖ୍ୟ ଲଖ୍ୟ ଲୋକ‌ ମରିଗଲେ ସେତେବେ ବିଯେପି ବିଜେଡିକୁ କିଛି କହିନଥିଲା ମୋ ପାଇଁ ନବିନବାବୁ ଭଲ ମୋହନବାବୁ ବି ଭଲ ଜୟଜଗନ୍ନାଥ

    • @balaramraul5981
      @balaramraul5981 5 часов назад

      99 ମସିହାରେ କାଂଗ୍ରେସ ସରକାର ଥିଲା
      Bjd କୁ bjp କଣ ପାଇଁ କିଛି କହିବ 😂😂😂😂

  • @rabiprusty596
    @rabiprusty596 17 часов назад +6

    ନବିନ ସରକାର ଠୁ ଅଧୀକ କରିଛନ୍ତି ମୋହନ ସରକାର

  • @Indianarmy143
    @Indianarmy143 16 часов назад +1

    ଆଗରୁ ଯେତେ ବାତ୍ୟା ହୋଇଛି ତୁମେ ଚାଷୀଙ୍କୁ ଓ ଲୋକଙ୍କୁ କେତେ ସହଯୋଗ କରିଛ ଆମେ ଜାଣିଛୁ ଖାଲି ଭୂୟାଁ ବୁଲା

  • @babajiparida
    @babajiparida 17 часов назад +1

    ପ୍ରକୃତ କଥାଟା ଏହା, ପରାଜୟ କୁ ହଜମ କରି ପାରୁନାହାନ୍ତି

  • @pradeepjena3595
    @pradeepjena3595 18 часов назад +2

    ବହୁତ୍ ଦୁଖଃର ବିଷୟ କିଛି ଅନ୍ଧ ଭକ୍ତ ଙ୍କୁ ଲଜ୍ଜା ନାହିଁ ଖାଲି ମିଛ କଥା କହି ଗରିବ ମାନଙ୍କୁ ପରିହାସ କରୁଛନ୍ତି ମହାପ୍ରଭୁ ତାଙ୍କୁ କ୍ଷମା କରିବେ ନହିଁ କାରଣ କୌଣସି ଜାଗାରେ ଠିକ୍ ଭାବେ ଗୋଟେ ଟାଇମ଼ ଖାଇବାକୁ ଦେଇପାରିଲେ ନାହିଁ ଗରିବ ମାନେ ଏତେ ହିନସ୍ତା କହିଲେ ନ ସରେ

    • @kalingaranjan2074
      @kalingaranjan2074 17 часов назад

      ସାଇକ୍ଲୋନ୍ ବିପର୍ଯ୍ୟୟ ପରିଚାଳନା, ଯାହା ପୂର୍ବ ସରକାର ଦ୍ୱାରା ଧାର୍ଯ୍ୟ ହୋଇଥିଲା ଏବଂ ଯାହା ୟୁନାଇଟେଡ୍ ନେସନ୍ ବା ମିଳିତ ଜାତିସଂଘ ଦ୍ୱାରା ସ୍ୱୀକୃତିପ୍ରାପ୍ତ ଏକ ମାନଦଣ୍ଡ ବ୍ୟବସ୍ଥା | କିନ୍ତୁ ଲାଗୁଛି ,ବର୍ତ୍ତମାନର ବିଜେପି ସରକାର ଏହାକୁ କେବଳ ପରିଚାଳନା କରିବାରେ ସେମାନଙ୍କର ଅକ୍ଷମତା ଦେଖାଉଛନ୍ତି |

  • @AsokKumar-s4z
    @AsokKumar-s4z 20 часов назад +4

    Lekha shree is rented spokes man of and her statement is habitual. Don't tell lie.

  • @kalpatarurout3073
    @kalpatarurout3073 18 часов назад +3

    Jay Nabin Patnaik

    • @kalingaranjan2074
      @kalingaranjan2074 17 часов назад

      ସାଇକ୍ଲୋନ୍ ବିପର୍ଯ୍ୟୟ ପରିଚାଳନା, ଯାହା ପୂର୍ବ ସରକାର ଦ୍ୱାରା ଧାର୍ଯ୍ୟ ହୋଇଥିଲା ଏବଂ ଯାହା ୟୁନାଇଟେଡ୍ ନେସନ୍ ବା ମିଳିତ ଜାତିସଂଘ ଦ୍ୱାରା ସ୍ୱୀକୃତିପ୍ରାପ୍ତ ଏକ ମାନଦଣ୍ଡ ବ୍ୟବସ୍ଥା | କିନ୍ତୁ ଲାଗୁଛି ,ବର୍ତ୍ତମାନର ବିଜେପି ସରକାର ଏହାକୁ କେବଳ ପରିଚାଳନା କରିବାରେ ସେମାନଙ୍କର ଅକ୍ଷମତା ଦେଖାଉଛନ୍ତି |

  • @pravatakumarsethi6368
    @pravatakumarsethi6368 17 часов назад +1

    ଆଲୋ ମାଆ ତୁ ଦଳରେ ଠିକ୍ ଭାବରେ ରହି ପାରିବୁନି ।

  • @kalingaranjan2074
    @kalingaranjan2074 17 часов назад +1

    ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥା ପୂର୍ବରୁ ଅଛି ତେଣୁ ବର୍ତ୍ତମାନର ବିଜେପି ସରକାର ପାଇଁ କିଛି କରିବାର ନାହିଁ ବରଂ ଏହାକୁ କେବଳ ପରିଚାଳନା କରିବା ହେଉଛି ବର୍ତ୍ତମାନର ସରକାରଙ୍କ ଏକମାତ୍ର କାମ। କିନ୍ତୁ ଲାଗୁଛି ଯେ ସେମାନେ ସେମାନଙ୍କର ଅକ୍ଷମତା ଦେଖାଉଛନ୍ତି |

    • @kalingaranjan2074
      @kalingaranjan2074 17 часов назад +1

      ସାଇକ୍ଲୋନ୍ ବିପର୍ଯ୍ୟୟ ପରିଚାଳନା, ଯାହା ପୂର୍ବ ସରକାର ଦ୍ୱାରା ଧାର୍ଯ୍ୟ ହୋଇଥିଲା ଏବଂ ଯାହା ୟୁନାଇଟେଡ୍ ନେସନ୍ ବା ମିଳିତ ଜାତିସଂଘ ଦ୍ୱାରା ସ୍ୱୀକୃତିପ୍ରାପ୍ତ ଏକ ମାନଦଣ୍ଡ ବ୍ୟବସ୍ଥା | କିନ୍ତୁ ଲାଗୁଛି ,ବର୍ତ୍ତମାନର ବିଜେପି ସରକାର ଏହାକୁ କେବଳ ପରିଚାଳନା କରିବାରେ ସେମାନଙ୍କର ଅକ୍ଷମତା ଦେଖାଉଛନ୍ତି |

    • @MadhavKumardas-g1m
      @MadhavKumardas-g1m 17 часов назад

      Tu nijhe jahiki kore

  • @pratapjena1193
    @pratapjena1193 20 часов назад +5

    ବ୍ୟଲଜା ସରମ ହୀନ ନେଷତ୍ରୀ କଣ କହୁଛି , ଆଉ କଣ ହେବ ଲୋକମାନେ ଠିକ୍ ରେ ଅଛନ୍ତି, ଏତେ ବଡ ଘଟଣା ରେ ଅଳ୍ପଵହୁତ କିଛି ହେବ

  • @samirnayak3768
    @samirnayak3768 18 часов назад +2

    ଏହା ଆଗରୁ ଜଣାଥିଲା, ବିରୋଧିଦଳ ନିଶ୍ଚିତ ସମାଲୋଚନା କରିବାକୁ ଆସିବ. କିନ୍ତୁ ଡେରିକରିଦେଲା ସକାଳୁ ସକାଳୁ ଏହା ନକରି. ଅନ୍ୟକେହି କିଛି କଲେ ବିରୋଧୀଙ୍କ ମନକୁ ଯିବନି କେବଳ ଯାହା ନବୀନ କରିଥିଲା ତାହା ଯେତେ ଭୁଲହେଲେ ବି ଠିକ.

  • @Niranjan-e4k
    @Niranjan-e4k 18 часов назад +2

    Tu kete janaku help karichu kaha 😅😅

  • @FAKIRJENA-du2zs
    @FAKIRJENA-du2zs 15 часов назад

    Breking news ! ଆରେ ନାକରେ ଭାଷଣ ମାରୁଥିବା ଠକ ନବିନ କୁ ବେଳ ଥାଇ ଧରି ନପାରିଲେ ବିଜେପି ନିଜେ ନିର୍ବାଚନ ଆଗରୁ ବୁଡିଯିବା ଥୟ

  • @KartikJena-we5oj
    @KartikJena-we5oj 16 часов назад

    ଯେମିତ ରିଲିଫ ସାମଗ୍ରୀ ନେଇ ବ୍ୟକ୍ତି ଗତ ମାଲିକାନାରେ ରଖି ହଡ଼ପ କରି ବାକୁ ଯାଉଛ ସାଧାରଣ ଲୋକ ଯେଉଁମାନେ ବାତ୍ୟା ରେ କ୍ଷେତି ହେଇଛି ସେମାନଙ୍କୁ ନଦେବା ବଡ ଦୁଃଖ ଘଟଣା ତୁମ ସରକାର ଅଛି ତୁମର ମାନେ ରଖିବା ଉଚିତ୍ ତୁମ ପ୍ରଧାନ ମନ୍ତ୍ରୀ ଗୃହ ମନ୍ତ୍ରୀ ବର୍ ବର୍ ବହୁବାର କହିଛନ୍ତି ବାତ୍ୟା ପରିଚାଳନା ଶିଖିବାର ଅଛିଟ ଓଡ଼ିଶା ର ନବୀନ ବାବୁଙ୍କ ଠାରୁ ଶିଖ ଏଇ କଥା ତିକୁ ଓଡ଼ିଶା ବି ଜେ ପି ଜାଣିଛି ଜାଣିବାପରେ ଗାଆଲୁ ମାରିବା ରିଲିଫ ଧାମରା ରୁ ହଡ଼ପ କରିବା ଲଜ୍ଜ୍ୟା ଛଡା ଆଉ କଣ ହେଇପାରେ।ଲୋକ ସବୁ ଜାଣି ଲେଣୀ ଆଉ ବେଶୀଦିନ ନୁହେଁ।ସାବଧାନ

  • @amarendrapalai3238
    @amarendrapalai3238 15 часов назад

    ବିଜେପି ନେତା ମନ୍ତ୍ରୀ ମାନେ ଭଲ ରାଜନୀତି କରିଛନ୍ତି। କୈାଣସି ସମୟରେ ପଞ୍ଚାୟତ ର ଲୋକପ୍ରତିନିଧିଙ୍କ ସହିତ ସହଯୋଗ ଲୋଡିନାହାନତି କି ବିଶୋସ କୁ ନେଇ ନାହାନ୍ତି।

  • @nikunjabihariparida1038
    @nikunjabihariparida1038 15 часов назад

    ଯାତ୍ରାପାଟି ର କାମ କଣ.. ଯାତ୍ରା ପେଣ୍ଡାଲ. (ମୁଖିଆ )

  • @pradiptamishra1441
    @pradiptamishra1441 11 часов назад

    Love you Naveen sir ❤️ 🙏

  • @madhusudanmalik5334
    @madhusudanmalik5334 20 часов назад +2

    Rekha adhika gopuchhanti

  • @bipinkumardas9505
    @bipinkumardas9505 15 часов назад

    ଲେଖାଶ୍ରୀ ମାଡାମ ଏପରି କହିବା ବନ୍ଦ କରନ୍ତୁ
    ନିଜର ସନମାନ ରଖନ୍ତୁ.

  • @buluCretion
    @buluCretion 18 часов назад

    Very nice 👍👍👍

  • @PardipkumarNayak
    @PardipkumarNayak 19 часов назад +2

    Lekha nani jete bhokiba
    Sete hariba tume jane adhyapika tumaku laja lagiba katha

  • @utsabmallik1662
    @utsabmallik1662 18 часов назад +1

    Jay mohan sir jay b j p

  • @manjubaladhir4219
    @manjubaladhir4219 16 часов назад

    ଲେଖା ଶ୍ରୀ କିଏକି

  • @pranakrushnabehera1672
    @pranakrushnabehera1672 13 часов назад

    ଲେଖା ମାଡାମ୍ , ତୁମ ଦୋମୁହା ନିତ ଵନ୍ଦ କରନ୍ତୁ ।

  • @abhayaswain6986
    @abhayaswain6986 17 часов назад

    ଲେଖା ମତାମ ଠିକ୍ ନୁହଁ

  • @dayanidhl1067
    @dayanidhl1067 17 часов назад

    ବାତ୍ୟା ପ୍ରତିବର୍ଷ ପାର୍ବପର୍ବାଣି ଭଲି ଆସିବ, ସରକାର ଵିଧି ମୁତାବକ ମୁକାବିଲା କରିବ |ଏଥିରେ ତୁ ତୁ ମେଁ ମେଁ ଏକ କୁକୁର ପ୍ରକୃତି

  • @bipinkumardas9505
    @bipinkumardas9505 15 часов назад

    ମାଡାମ କମେଣ୍ଟ dekhantu🙏

  • @sadhudas2758
    @sadhudas2758 18 часов назад

    ବିଜେପି କଣ ସେଲିବ୍ରେସନ୍ କରିବ ବାତ୍ଯା ସଫଳ ମୁକାବିଲା ପାଇଁ

    • @kalingaranjan2074
      @kalingaranjan2074 17 часов назад

      ସାଇକ୍ଲୋନ୍ ବିପର୍ଯ୍ୟୟ ପରିଚାଳନା, ଯାହା ପୂର୍ବ ସରକାର ଦ୍ୱାରା ଧାର୍ଯ୍ୟ ହୋଇଥିଲା ଏବଂ ଯାହା ୟୁନାଇଟେଡ୍ ନେସନ୍ ବା ମିଳିତ ଜାତିସଂଘ ଦ୍ୱାରା ସ୍ୱୀକୃତିପ୍ରାପ୍ତ ଏକ ମାନଦଣ୍ଡ ବ୍ୟବସ୍ଥା | କିନ୍ତୁ ଲାଗୁଛି ,ବର୍ତ୍ତମାନର ବିଜେପି ସରକାର ଏହାକୁ କେବଳ ପରିଚାଳନା କରିବାରେ ସେମାନଙ୍କର ଅକ୍ଷମତା ଦେଖାଉଛନ୍ତି |

  • @birendranaik6418
    @birendranaik6418 18 часов назад

    Rekha Nani agharu kana karuthile

  • @lakshmanachhuria9379
    @lakshmanachhuria9379 19 часов назад

    Gata batya re Gajapati re kana hoithila?Swetapatra jari karajaithila ki?Jete commission basa jaithila tahara report sarvajanina kara jaithila ki?

  • @sanjaykumarpatra465
    @sanjaykumarpatra465 18 часов назад

    B.j.p Bala kariba

  • @gopalkrishnapattnaik5313
    @gopalkrishnapattnaik5313 16 часов назад

    Are those natural deaths ??

  • @bbsenapati2245
    @bbsenapati2245 19 часов назад

    Death case ra report upre Govt answer deba darkar

  • @SudamSethi-ct3nn
    @SudamSethi-ct3nn 17 часов назад

    Beter management than BJD.

  • @nareshkumarswain769
    @nareshkumarswain769 20 часов назад +3

    A PAGALA HAUCHI AKU MENTALA HASPITAL NIA JAU

  • @karunaistudyjk5205
    @karunaistudyjk5205 14 часов назад

    Rekhasri madam amanis

  • @moheshMohesh-fe4vd
    @moheshMohesh-fe4vd 18 часов назад +1

    BJP BJP BJP BJP BJP BJP BJP BJP BJP BJP

  • @sanjaynaik8460
    @sanjaynaik8460 18 часов назад

    BJD au sahi paruni pagalo heijaichi

  • @Prakash-sw3kn
    @Prakash-sw3kn 19 часов назад +1

    Tu kia kie

  • @Devotional05
    @Devotional05 17 часов назад

    Nandi ghos thik ground report daichi.amane ac room re basi news kahuchanti

  • @karunaistudyjk5205
    @karunaistudyjk5205 14 часов назад

    Titire batyare 78.marithile..funye.re 43. Rekha.kouthi thelu

  • @ashoknanda1170
    @ashoknanda1170 19 часов назад

    Batya ku nei Rajaniti karani
    Asubdha re thiba Laka nku
    Pakhaku Jai Help Kara

  • @kalpatarubiswal5265
    @kalpatarubiswal5265 19 часов назад

    Kahinki khali sabu bele raru raru hau cha lekha didi

  • @bhabanemallick1801
    @bhabanemallick1801 17 часов назад

    Tame. Bi. Kuha. Pandian. Pachhare. Kete. Tanka. Kharcha. Karicha. Tahara. White. Paper. Dia

  • @SUBASINIBHADRA-yn1ii
    @SUBASINIBHADRA-yn1ii 16 часов назад

    BJD ra a prasna bhitihina, evacuation jadi darakar nathila tahele athiru pramanita heuchhi je 24 Barsha re bjd sarakara kichhi development karini. Lekhashri madam Jane sikhita loka hoi murkha boli praman deuchhanti. Tankara metrology padhiba darkar.

  • @sadanandapradhan8954
    @sadanandapradhan8954 19 часов назад

    Lekha Jane jhabedi netry

  • @shaikhsallauddin2788
    @shaikhsallauddin2788 12 часов назад

    Tautar ସରକାର ମିଛ ସରକାର

  • @user-my2xy2go7g
    @user-my2xy2go7g 16 часов назад

    Pandin pakhaku palei ja Elina dhaba ku

  • @ajaykumarswain28
    @ajaykumarswain28 17 часов назад

    BJP No 1

  • @ArupamaBiswal-f7k
    @ArupamaBiswal-f7k 15 часов назад

    Lekha Chindichi.

  • @moheshMohesh-fe4vd
    @moheshMohesh-fe4vd 18 часов назад

    BJP good night 🌹🌹 Happy

  • @manasmuduli1153
    @manasmuduli1153 18 часов назад

    Tam jibanara mal habani

  • @PradeeptaKumarNayak-e6t
    @PradeeptaKumarNayak-e6t 16 часов назад

    Tame raja niti Kara nahi

  • @PradiptaAcharya-s4l
    @PradiptaAcharya-s4l 17 часов назад

    Durbalia batyata,khasigala BJP sarakar,tike dramabaji karichhanti,Relief parichalana pura failure.

  • @DrDhirendraMohanty
    @DrDhirendraMohanty 18 часов назад +1

    ଲେଖାଶ୍ରୀ ମାଡାମ ଓଡିଶା ପାଇଁ ଗର୍ବ, ଦକ୍ଷତା ଅଛି ସେଥିପାଇଁ ଉଚିତିକଥା କହୁଛନ୍ତି, ଧନ୍ୟବାଦ

  • @sashibhusanmahanta617
    @sashibhusanmahanta617 18 часов назад

    Lekhasree has no common sence speaking.

  • @bijayswain4460
    @bijayswain4460 18 часов назад

    BJD 24 Barsa kal odishaku khol karuchi ta au sahiparuni.Batyaku Naveen Babu jauthile na officer Mane jauthile se katha lejhashree madam tk kahibeki.sykhilare BJP ru asi BJD re misi bilibilee Kan milib

  • @relaxyourmind1789
    @relaxyourmind1789 16 часов назад

    rajya sarakar michua

  • @hirachandmunda7541
    @hirachandmunda7541 19 часов назад

    lekhesri kn khechinti kn drem😅

  • @BinayVlog-zk1mb
    @BinayVlog-zk1mb 19 часов назад

    Hare ki Munda kharap hoi Jai chi BJP good 😅

  • @vickysahu455
    @vickysahu455 17 часов назад

    Au bjd jitibani

  • @AlokBhoi-j8j
    @AlokBhoi-j8j 12 часов назад

    Bhata 3000 deleni bjp sarkar Tautar

  • @SUBASINIBHADRA-yn1ii
    @SUBASINIBHADRA-yn1ii 16 часов назад

    Lekhashri madam BJP ra mukhapatra thila bele tankara bhasare salinata ki bignyata rahunathila Abe BJD ku asi bi sei prakruti dekhauchhanti . sarakara birudhare asalina abantara ajukti bhitihina katha kahiba tankara avyasa

  • @RajMalhotra-r3e
    @RajMalhotra-r3e 4 часа назад

    Bjp bala kariba

  • @SukantaSahoo-t9y
    @SukantaSahoo-t9y 17 часов назад

    Madam bahut rajaniti karuchanti,Tumara ghare kichi kama nahi ki,bahut bhasan maruchanti

  • @SukruBiswal-y4c
    @SukruBiswal-y4c 16 часов назад

    Lekha sri mad

  • @PrasantaSwain-be5ik
    @PrasantaSwain-be5ik 17 часов назад

    Bjd sabu opadu thila

  • @Devotional05
    @Devotional05 17 часов назад

    Kalinga news balanku kan dekha jauni kichi ki .na tame bjp thu paisa khai ta pata katha kahucha.

  • @lokeshbhuegamer3769
    @lokeshbhuegamer3769 18 часов назад

    Kukuri.bhalia.bhoku.chi

  • @ramakantamohanty6558
    @ramakantamohanty6558 17 часов назад

    Tu michei no -1 . Chandrabindu cassette ta bajeila

  • @anandmallick8715
    @anandmallick8715 13 часов назад

    Pagri hei glni

  • @samirparida9685
    @samirparida9685 16 часов назад

    Tauter Sarkar

  • @chandrasekharnayak1815
    @chandrasekharnayak1815 14 часов назад

    😂

  • @pradeepjena3595
    @pradeepjena3595 18 часов назад

    ପ୍ରଥମ ବାତ୍ୟା ବିଜେପି ସରକାର ଏକଦମ୍ ଫ୍ଲପ ହେଲା ଲୋକଙ୍କୁ କୌଣସି ଜାଗାରେ ଲୋକଙ୍କୁ ଗୋଟେ ଟାଇମ଼ ଠିକ୍ ଭାବେ ଖାଇବାକୁ ଦେଇପାରିଲେ ନାହିଁ

  • @sanjaysahu452
    @sanjaysahu452 17 часов назад

    BJD ra kichhi kama Nehi ki