Jay maa manikeswari kalahandi ista devi mor maa jagat janani go kalahandi basinda ke tor chhatar dhapi kari rakhithibu go mor maa🙏🙏🙏🌺🌺🌺🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
Sabu thanu bhal amar karunda mandal au se nar esta debi maa karuna mayee maa Manikeswari ❤maa manikya dabi jahar Karu na ne Kalahandi pura hasi khale kina acha
धन्यवाद मां मानेकेवश्वरी मां आप के भरोसे ही बैठी हु मां कृपा निधि कृपा मयी मां मुझ पर कृपा करो मां कोई मुझ पर ना हसे मां मेरी विनती सुन लो मां सब आप को मानते हैं मां मैं भी आप के ऊपर अपनी जिंदगी की ये डोरी आपके भरोसे रखी हुं मां आप को कोटि कोटि प्रणाम मां🙏🙏🙏🙏🌺🌺🌺🌺मां मेरी मनोकामना पूरी करने के लिए धन्यवाद मां मां मुझ पर कृपा करो मां धन्यवाद मां कृपा मेरे ऊपर बनाए रखना आपकी जय मां मांनकेव्श्ररी मां🙏🙏🙏🙏जय मां महामाया मां🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌹🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌹🌹🌹🌺🌺🌺🌺🌺🌺🌺🌺🌺🌺🌺🌺🌺
The hidden history behind maa 🙏 Manikeswari,s chhatar yatra has very well been brought forward by Bianchi Mund Bhai's brilliant composition ... unique f it's kind dismissing d decades long dialogues n depiction about Kalahandi as it used to be known to the outer world in d early eighty,s .. Truth now got revealed ..Kalahandi has never ever been a land f poverty or hunger fr centuries by d Grace f Maa 🙏 Manikeswari.the undisputed deity of d district ... This .. gahana .. A perfect piece f powerful presentation blooming with all it's brilliance ..shall certainly travel far n wide with it's shining touch f sprinkled spirituality... Jai MAA Manikeswari ..
ଜୁହାର 🙏 ଗୋ ମାଁ ମାଣିକେଶ୍ବରୀ ତର ଛତର ଘୁଡ଼ାଇ ରଖି ଥିବୁ ମା ତର ପାଶେ ଏତକି ଗୁହାରି କର୍ମୀ ଗୋ ମା
Jai କୋଶଲ 💪🚩
ଜୟ ଜୟ ମାଁ କାରୁଣ୍ଡ ମହା କାନ୍ତାର ଦକ୍ଷିଣ କୋଶଳ ଆଟବିକ ତ୍ରିକଳିଙ୍ଗ କମଳ ମଣ୍ଡଳ ଇନ୍ଦ୍ରବନ ଯୁଗସାଇପାଟଣା ଥୁଆମୂଳ ରାମପୁର ଭବାନୀପାଟଣା କଳାହାଣ୍ଡି ବାସିନୀ ଇଷ୍ଟଦେବୀ ମାଣିକ୍ୟ ଦେବୀ ମାଣିକେଶ୍ୱରୀ ମାଁ ଗୋ 🙏🙏🙏🙏
ମୁଁ ସକାଳ ସକାଳ ସବୁ ଦିନେ ଏ ଭଜନଶୁଣେ Jaya maa manikeswari Kalahandi Esta Devi go
ଜୟ ମାଁ ମାନିକେଶ୍ଵରୀ
Maa go 🙏 ❤️
ବିରଞ୍ଚି ସାର୍ ଙ୍କୁ ବହୁତ ବହୁତ ଧନ୍ୟବାଦ । ଆପଣ କଳାହାଣ୍ଡି ର ଅଧିଷ୍ଠାତ୍ରୀ ଦେବୀ ମା ମାଣିକେଶ୍ଵରୀଙ୍କ ବିଷୟରେ ଆପଣଙ୍କର ଲେଖା ବହୁତ ଉଚ୍ଚକୋଟୀର ଆଉ ହୃଦୟସ୍ପର୍ଶୀ ହୋଇପାରିଛି । ଶ୍ରୀଚରଣ ମହାନ୍ତି ଏବଂ ତାଙ୍କ ସାଥୀଙ୍କୁ ମଧ୍ୟ ବହୁତ ଧନ୍ୟବାଦ , ଆପଣମାନଙ୍କ ର ସୁମଧୁର କଣ୍ଠସ୍ବର ରେ ସମସ୍ତ କଳାହାଣ୍ଡିବାସୀ ତଥା ଓଡ଼ିଶାର ଅଗଣିତ ଶ୍ରୋତା ମାନଙ୍କର ହୃଦୟ କୁ ଏମିତି ସବୁବେଳେ ଜୟ କରନ୍ତୁ । ଆପଣ ମାନଙ୍କୁ ସହୃଦୟତାର ସହ ପ୍ରଣାମ । 🙏🙏🙏🙏🙏
ଏକ ତଥ୍ୟ ଓ ତତ୍ତ୍ବପୂର୍ଣ୍ଣ ବିଷୟ କୁ ନେଇ ପ୍ରସ୍ତୁତ ମା ମାଣିକେଶ୍ବରୀଙ୍କ ଗାହାଣି । ଅନେକ ଜିଜ୍ଞାସା ଦୂର ହେଲା । ସାଂଗିତିକତା ସହ ସରଳ ଏବଂ ମନୋଜ୍ଞ ପଦାବଳୀର ସମ୍ଭାର । ଅପୂର୍ବ ସ୍ବର ସଂଯୋଜନା ସହ ସୁନ୍ଦର ପରିଯୋଜନା । ହୃଦୟକୁ ସ୍ପର୍ଶ କରିଗଲା । ବିରଞ୍ଚି ଆଜ୍ଞା ଙ୍କୁ ଅନେକ ଅନେକ ସାଧୁବାଦ । ସଂପୂର୍ଣ୍ଣ ଦଳକୁ ଅଶେଷ ଶୁଭେଚ୍ଛା । ଜୟ ମା ମାଣିକେଶ୍ବରୀ ,🙏🙏
ବହୁତ ସୁନ୍ଦର ଲେଖା ବିରଞ୍ଚି ଭାଇ ଆଜି ପର୍ଯନ୍ତ ମା ଙ୍କ ଗାହାଣି ଲେଖା ହେଇନଥିଲା ବହୁତ ସୁନ୍ଦର ଓ ମନଛୁଆଁ ହେଇଛି, ଜୟ ମା ମାଣିକେଶ୍ବରୀ 🙏🙏🙏
ଧନ୍ୟବାଦ, ଜୟ ମାଁ ମାଣିକେଶ୍ଵରୀ ,
Jai maa manikeswari
@@SSMusic104p BB
Jay maa manikeswari🙏🙏🙏🌺🌺🌺
ବହୁତ ସୁନ୍ଦର ହେଇଛି ଜୟ ଜୟ maa ମାଣିକେଶ୍ଵରୀ
Jaya maa Manikeswariବହୁତ ଵହୁତ ଭଳ ହୋଇଛି Biranci Da sikhita loko da
Maa manikeswari jay samasta nka dukha dura khara, bahut sundar lagila geeta
ବିରଞ୍ଚି ସାର୍ ଙ୍କୁ ମୋର୍ ପ୍ରଣାମ 🙏🙏।ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ସାର୍ ଆପଣଙ୍କ ଉଦ୍ୟମରେ କଳାହାଣ୍ଡି ର୍ ଇତିହାସ କୁ କିଞ୍ଚିତ ହେଲେବି ମାଁ ମାଣିକେଶ୍ୱରୀଙ୍କର ମହାନ ପର୍ବ ଓ ମହିମା ବିଷୟରେ ଜାଣିବାକୁ ମିଳିଲା ।ଏବଂ SS music youtube channel କୁ ଧନ୍ୟବାଦ। ଜୟ ମାଁ ମାଣିକେଶ୍ୱରୀ ।
🙏Juhar maa go Manikeswri ,sabubele amar guhari sunu thibu .Bahut Sundar heichi song....
ଧନ୍ୟବାଦ
ବହୁତ ସୁନ୍ଦର
ହେଇଚେ
ଜୟମା ମାଣିକେଶ୍ବରୀ ତୋର
ଛତର ତଳେ ଢାକି ରଖିଥିବୁ ଗୋ ମାଆ
Jai maa manikeswari 🙏🏻🙏🏻🌺🌺
ଜଏ ମାଁ ମାଣିକେଶ୍ଵରୀ 🙏🙏🙏
ଜଏ କଳାହାଣ୍ଡି ❤️❤️❤️❤️❤️।
ଧନ୍ୟବାଦ ଆଜ୍ଞା, ଜୟ ମାଁ ମାଣିକେଶ୍ୱରୀ
ହେ ମାଁ ମାଣିକ୍ୟ ଦେବୀ ମାଁ ମାଣିକେଶ୍ଵରୀ ସଦାସର୍ବଦା ତମର ଆଶୀର୍ବାଦ ମୋର ସ ପରିବାର ପ୍ରତି ଥାଉ ଗୋ ମାଁ
Bhout bhadia heai6i dada🙏🏻👌🏻👏
ଜୟ ମାଁ ମାଣିକେଶ୍ବରୀ ବହୁତ୍ ସୁନ୍ଦର୍ ହେଇଛି ଗୀତ ବହୁତ୍ ଖୁସି ଲାଗିଲା ଶାନ୍ତି ଅନୁଭବ ହେଲା 💐
ଧନ୍ୟବାଦ ଆଜ୍ଞା, ଜୟ ମାଁ ମାଣିକେଶ୍ଵରୀ
🙏ମାଁ ଗୋ ମାଣିକେଶ୍ଵରୀ ତୋର ଛତର୍ ଢାପି ରଖି ଥିବୁ ଗୋ ମାଁ🙏🙏
ଜୟ ମାଁ ମାଣିକେଶ୍ବରୀ କଳାହାଣ୍ଡି ଇସ୍ତଦେଵୀ
ଜୟ ମାଁ ରାମେଶ୍ୱରୀ
ଜୟ ମାଁ ଡୁକୁରୀ
ଜୟ ମାଁ ଲଙ୍କେସ୍ଵରି
ବହୁତ ସୁନ୍ଦର ରଚନା, ଗାୟନ ଶୈଳୀ ବି ସୁନ୍ଦର ହୋଇଛି । ଜୟ ମା ମାଣିକେଶ୍ୱରୀ
ବହୁତ ସୁନ୍ଦର ରଚନା
ଜୟ ମା ମାଣିକେଶ୍ଵରୀ
Maamakeswari
🙏🙏💐ଜୟ ମାଆ ମାଣିକେଶ୍ଵରୀ🙏ଜୟ କଳାହାଣ୍ଡି💐ବିରଞ୍ଚି ଭାଇ 🙏ବହୁତ୍ ବହୁତ୍ ଅଭିନନ୍ଦନ ଏଇ ସୁନ୍ଦର୍ ଲେଖା ,ମାଆ ମାଣିକେଶ୍ଵରୀ🙏 ଙ୍କ ବିଷୟରେ 🙏ଲୋକପ୍ରିୟତା ବୃଦ୍ଧି ପାଉ 💕
Jay maa manikeswari kalahandi ista devi mor maa jagat janani go kalahandi basinda ke tor chhatar dhapi kari rakhithibu go mor maa🙏🙏🙏🌺🌺🌺🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
କଳାହାଣ୍ଡି ଗଡର ଅଧିଶ୍ୱରି ମାଁ ମାଣିକେଶ୍ବରୀ ଙ୍କ ବର୍ଣ୍ଣନା ବହୁତ୍ ସୁନ୍ଦର ହେଇଛି sir 🙏🙏🙏
ସର୍ବମଙ୍ଗଳ ମାଙ୍ଗଲ୍ୟେ ଶିବେ ସର୍ବର୍ଥ ସାଧିକେ
ଶରଣ୍ୟେ ତ୍ରୟମ୍ବକେ ଗୌରୀ ନାରାୟଣୀ
ନମୋସ୍ତୁତେ
ଜୟ ମା ଚ୍ଛିନ୍ନମସ୍ତା ମା ମାଣିକେଶ୍ଵରୀ
ଜୟ ମା ଦକ୍ଷିଣକାଳୀ ମା ସ୍ତମ୍ଭେଶ୍ୱରୀ
ତ୍ରାହି ମାଂ ମାତ ତ୍ରାହି ମାଂ ମାତ ତ୍ରାହି ମାଂ ଭବସାଗରଂ
❤❤❤❤❤❤❤
Jai MAA Manikeswari 🙏
Bahut val haichhe Guruji 🙏
Bahut shanti laguchhe gahani ❤️
କଳାହାଣ୍ଡି ଗଡର ଅଧିଶ୍ଵରି ମାଁ ମାଣିକେଶ୍ବରୀ ଙ୍କ ବହୁତ୍ ସୁନ୍ଦର ଭଜନ❤❤❤
Ja y Maa Manikeswari Maa Shingha bahini Maa Aadishakti........ 🐅🐅🐅🐅🐅🐅🐅🐅🙏🙏🙏🙏🙏🙏🙏🙏🌺🌺🌺🌺🌺🌺🌺🌺🌹🌹🌹🌹🌹🌹🌹🌹🌷🌷🌷🌷🌷🌷🌷🌷🌿🌿🌿🌿🌿🌿🌿🌿🐚🐚🐚🐚🐚🐚🐚🐚❤❤❤❤❤❤❤❤
Jai maa manikswari 🙏🙏🙏 Shri Charan sir thank you ❤
Jai maa manikswari 🙏
Manikeswari nkara abirbhaba gahani madhya bahara karantu
ବହୁତ୍ ସୁନ୍ଦର କଳାହାଣ୍ଡି ର ସଂରଚନା କୁ ନେଇ ଲେଖା 🙏 ଓ ଗୁରୁ ଙ୍କ ଲେଖା ସବୁ ବେଳେ ଉଚ୍ଚ କୋଟିର ଥାଏ 🙏🙏
❤❤❤ଓଁ ସର୍ବମଙ୍ଗଳ ମାଂଗଲ୍ୟେ ଶିବେ ସର୍ବାର୍ଥ ସାଧିକେ
ଶରଣ୍ୟେ ତ୍ରୟମ୍ବକେ ଗୌରୀ ନାରାୟଣୀ ନମସ୍ତୁତେ❤
ନମସ୍ତେ ମା ମାଣିକେଶ୍ଵରୀ
ନମସ୍ତେ ମା ଛିନ୍ନମସ୍ତା ❤❤❤
Jai maa ista devi manikswari maa Singha bahini🙏🙏🙏
Maa manikeswari maa koti just🌺🌺🌺🌺🌺🌺🌺
ବହୁତ ସୁନ୍ଦର ଭାବରେ ଗୀତଟି କମ୍ପୋଜ କରାଯାଇଛି। ସୁନ୍ଦର ଲାଗୁଛି।
Jay Maa Manikeswari 🙏🏻🙏🏻
Jay Kalahandi 🙏🏻🙏🏻
ଜୟ ମାଁ ମାଣିକେଶ୍ୱରୀ ଇଷ୍ଟଦେବୀ ତୋର୍ ଆଶୀର୍ବାଦ ଥାଉ ଗୋ 🙏
Jay Maa Manikswari 🙏🏻🙏🏻🙏🏻🌺🌺🌺🥥🪔🪔🪔
Jai manikeswari
🙏🏻🙏🏻🙏🏻🙏🏻
Jia v maa manikeswari r e bhajan sabu din sunbe tankar Dukh dur hi jiba
🙏🏻🙏🏻🙏🏻
Bahut Badhiya hei6e...🙏🙏🙏Jay Maa Manikeswari 🙏🙏🙏
Sabu thanu bhal amar karunda mandal au se nar esta debi maa karuna mayee maa
Manikeswari ❤maa manikya dabi jahar Karu na ne
Kalahandi pura hasi khale kina acha
thanks
Bahut sundar maa nkara kahani.. Jay maa manikeswari....
ଧନ୍ୟବାଦ ଆଜ୍ଞା, ଜୟ ମାଁ ମାଣିକେଶ୍ୱରୀ
धन्यवाद मां मानेकेवश्वरी मां आप के भरोसे ही बैठी हु मां कृपा निधि कृपा मयी मां मुझ पर कृपा करो मां कोई मुझ पर ना हसे मां मेरी विनती सुन लो मां सब आप को मानते हैं मां मैं भी आप के ऊपर अपनी जिंदगी की ये डोरी आपके भरोसे रखी हुं मां आप को कोटि कोटि प्रणाम मां🙏🙏🙏🙏🌺🌺🌺🌺मां मेरी मनोकामना पूरी करने के लिए धन्यवाद मां मां मुझ पर कृपा करो मां धन्यवाद मां कृपा मेरे ऊपर बनाए रखना आपकी जय मां मांनकेव्श्ररी मां🙏🙏🙏🙏जय मां महामाया मां🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌹🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌹🌹🌹🌺🌺🌺🌺🌺🌺🌺🌺🌺🌺🌺🌺🌺
Jaya maa manikeswari Kalahandi Esta Devi go Great Bhajan
ବହୁତ୍ ସୁନ୍ଦର୍
ଜୟ ମା ମାଣିକେଶ୍ଵରୀ .....
Jay Maa Manikeswari 🙏🙏🙏🙏🙏🙏🙏🙏🙏🙏🙏🌺🌺🌺🌺🌺🌺🌺🌺
Jai maa Manikeswari 🙏❤️🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
ଜୟ ମାଁ ମାଣିକେଶ୍ୱରୀ ଜୟ
ବହୁତ ଭଲ ହୋଇଛି ଟକେ ଛୋଟ ହେଲା 30ମି କି45 ହେବାର ଥିଲା
ଜୟ ମା ମାଣିକେଶ୍ବରୀ କଳାହାଣ୍ଡି ଇଷ୍ଟଦେବୀ
Bahuta vala laguchhi maa.nka gahani katha manachhua hoechhi jaya maa manikeswari
thanks
ଖୁବ୍ ସୁନ୍ଦର ଗାୟନ ଶ୍ରୀଚରଣ ଭାଇ ଓ ସାହୁ ଭାଇ।
ଜୟ ମା ମାଣିକେଶ୍ଵରୀ🙏
Excellent composition and melodious music... Jai Maa Manikeswari
ଧନ୍ୟବାଦ ଆଜ୍ଞା , ଜୟ ମାଁ ମାଣିକେଶ୍ଵରୀ
ବହୁତ୍ ଭଲ ହେଇଛି ଦାଦା ଜୟ ମା ମାଣିକେଶ୍ଵରୀ 🙏🙏🙏
ଜୟ ମାଁ ମାଣିକେଶ୍ୱରୀ 🙏
ବହୁତ ସୁନ୍ଦର ହେଇଛି ମାଁ ମାଣିକେଶ୍ୱରୀଙ୍କୁ ସମର୍ପିତ ଏହି ପ୍ରଥମ ଗାହାଣୀ ଭଜନ । ଆମ କଳାହାଣ୍ଡି ନିୟୁଜ ଅଫିସିଆଲ୍ ଫେସବୁକ୍ ପେଜ୍ ରେ ଏହି ଲିଙ୍କ କୁ ସେୟାର୍ କରୁଛୁ । ସମସ୍ତ କଳାହାଣ୍ଡି ବାସୀ ତଥା ମାଁ ମାଣିକେଶ୍ୱରୀଙ୍କ ଭକ୍ତଙ୍କୁ ଏହି ଭଜନ ଶୁଣାଇବାରେ ଏକ ଚେଷ୍ଟା କରୁଛୁ ।
ଜୟ ମାଁ ମାଣିକେଶ୍ୱରୀ , ନିହାତି ଆଜ୍ଞା ଆପଣ link share କରନ୍ତୁ ।
ଜୟ ମା କାରୁଣ୍ଡାଧିବାଶିନୀ ମା ମାଣିକେଶ୍ଵରୀ
Juhar go maa manikeswari 🙏❤️🙏
It was my dream to make/ have a Gahani since 2000 . Now very happy to listen this. Thanks Biranchi Bhai & team for this soulful presentation.
ଧନ୍ୟବାଦ ଆଜ୍ଞା, ଆପଣଙ୍କ ଭଲ ପାଇବା ଆମ ଉପରେ ଏମିତି ଥାଉ ।
ଜୟ ମାଁ ମାଣିକେଶ୍ୱରୀ
Thanku so much sir
Jai maasamalei MAA 🙏🌺🌺🌺🌺🌺🌺🙏 jai aadivashi johara 🙏🏹🏹🏹👌❤️❤️❤️👌
ଜୟ ମାତା ଦି🙇🧡🚩
Jaya maa manikeswari Kalahandi Esta Devi କଳାହାଣ୍ଡି ରେ ଫାଷ୍ଟ ଟାଇମ୍ ଏ ଭଜନ ଏଣୁ ସମସ୍ତଗର୍ବିତ
ଜୟ ମାଁ ମାନିକେଶ୍ଵରୀ
Bahut sundar bhajan jai maa manikeswari ❤
ଜୟ ମା ମାଣିକେଶ୍ଵରୀ । ସୁମଧୁର ଗାୟନ ସହ ମନଛୁଆଁ ଉପସ୍ଥାପନା ।
ଜୟ ମା ମାଣିକେଶ୍ୱରୀ ।
Kalahandi Estadevi Maa Manikeswari samastankara mangala karantu😍Jay maa Manikeswari 🙏
ଧନ୍ୟବାଦ ଆଜ୍ଞା, ଜୟ ମାଁ ମାଣିକେଶ୍ୱରୀ
Thanaks
Thank..u a soothing experience....good jobb...
ଜୟ ମା ମାଣିକେଶ୍ଵରୀ 🙏🙇🌺
ମାଁ ❤🙏
Jay jagannath tuma srusti kahaku dakibi prabhu maarupaore ki lila bahut sundar
Mor maa go manikeswari sabke khudhi re rakh go🙏🙏🙏
Bahut bahut Danyabad aapan ku Maa Manikeswari❤
Bahut sundar Jai maa manikeswari 🙏🏻 jai Kalahandi
ଧନ୍ୟବାଦ ଆଜ୍ଞା, ଜୟ ମାଁ ମାଣିକେଶ୍ୱରୀ
ବହୁତ ଭଲ ହେଇଛେ ସଙ୍ଗ.. ମା ମାଣିକେଶ୍ବରୀ ଆପଣଙ୍କୁ ଆଶୀର୍ବାଦ କରନ୍ତୁ..
ଜୟ ମା
The hidden history behind maa 🙏 Manikeswari,s chhatar yatra has very well been brought forward by Bianchi Mund Bhai's brilliant composition ... unique f it's kind dismissing d decades long dialogues n depiction about Kalahandi as it used to be known to the outer world in d early eighty,s ..
Truth now got revealed ..Kalahandi has never ever been a land f poverty or hunger fr centuries by d Grace f Maa 🙏 Manikeswari.the undisputed deity of d district ...
This .. gahana .. A perfect piece f powerful presentation blooming with all it's brilliance ..shall certainly travel far n wide with it's shining touch f sprinkled spirituality...
Jai MAA Manikeswari ..
Really beoutiful song jai maa manikeswari 🙏❤️
Biranchi Bhai Au Sreecharan Bhai Tumarlekha Tuma Kanthare Manka Mahinmasuni Mar Manakarna pabitra Heigala Jay Maa Manike Swari
Jay maa manekeswari. 🌺🌺🌺🌺🌺🙏🙏🙏🙏🙏. Jay kalahandi.
ମା ମାଣିକେଶ୍ବରୀ ର କୃପା ସବୁ ଲୋକଙ୍କ ପାଖରେ ଥାଉ ଜୟ କରୁଣ୍ଡ ର ଦେବୀ ମା ମାଣିକେଶ୍ଵରୀ
bahut sundar heichhe
jay maa manikeswari🙏
ଧନ୍ୟବାଦ , ଜୟ ମାଁ ମାଣିକେଶ୍ଵରୀ
Bhai taama name nilu ki??
@@ramcreation8591 hmm
@@nilunilamani6588 my name also🤩💖
Beautiful song jay ma manikeswari
Jaya maa manikeshwari 🙏🙏🙏🙏🙏Jay Kalahandi 🚩
Jai maa manikeswari ❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤jai maa manikeswari ❤❤❤❤❤❤❤❤❤❤
Jai maa manikeswari 🙏 nyc song
Nice Song Jay Maa Manikeswari 🙏🏻🙏🏻🙏🏻
Ji ma manikesari dikakastadurakaramaa🙏🙏🙏🙏🙏🙏🙏🙏🙏🙏
ଜୟ ମା ମାଣିକେଶ୍ଵରୀ।
ଲେଖା ଓ ଗାୟୀକି ବହୁତ୍ ଭଲ ଲାଗିଲା।
thanks
Jaya maa gangadi duarseni banjari mauli bastaren rakam vima bir dangarbudha jehna lahriaa gabdasuni bublen sundari samalei maa🙏🙏🚩🚩
Jai maa manikeswri. I love Kalahandi
ଜୟ ମା ମାଣିକେଶ୍ଵରୀ
Jaya maa manikesuwari🙏🙏💗🙏🙏sabhi ke wisheses puri ho🙏💗🙏
ମନ ଛୂଆ ହୋଇ ଛି
ଜୟ ମା ମାଣିକେଶ୍ଵରୀ
Thank you for your support
Lovable maa nka story...thanks musical team
ଜୟ ମା ମାଣୀକେଶ୍ୱରୀ🙏🏻🚩
Jaya maa maanikeswari subha sakala
ଜୟ ମା ମାଣିକେଶ୍ଵରୀ 🙏
ମା ଙ୍କ ଗାଥା ଶୁଣି ମନ ଟା ପବିତ୍ର ହେଇ ଗଲା 🙏ଧନ୍ୟବାଦ SS Music ର ସମସ୍ତ ଭାଇ/ଭଉଣୀ ମାନଙ୍କୁ 🙏
ଦାଦା ମା ମାଣିକେଶ୍ଵରୀ ଙ୍କ ରୂପ ବିଷୟ ଗୋଟେ ଭଜନ ଟିଏ ଭିଡିଓ ବନାନ୍ତୁ
ଧନ୍ୟବାଦ ଭାଇ
Jaya maa manikeswari ati sunder Bhanan
Jai maa manikeswari 🙏
ଧନ୍ୟବାଦ ଆଜ୍ଞା , ଜୟ ମାଁ ମାଣିକେଶ୍ଵରୀ
Thanks sir
Really Beautiful Song With Beautiful Composition..... Jai Maa Manikeswari
ଧନ୍ୟବାଦ ଜୟ ମାଁ ମାଣିକେଶ୍ଵରୀ
Outstanding composition sir...#jai Maa maanikeswari.....
ବହୁତ ସୁନ୍ଦର ଭାବେ ଉପସ୍ଥାପନା କରି ଥିବାରୁ 🙏
ଜୟ ମା ମାଣିକେଶ୍ୱରୀ 🙏🏼🙏🏼
MAA manikeswari koti koti jauhar maa