ଵୃଦ୍ଧାଶ୍ରମ || Brudhasrama || Kaka Comedy || Girija Comedy || Odia Comedy
HTML-код
- Опубликовано: 20 сен 2024
- ଭିଡ଼ିଓ ଟି କେବଳ ମନୋରଞ୍ଜନ ପାଇଁ ପ୍ରସ୍ତୁତ ଦୟାକରି କେହି ଦେହକୁ ନେବେନି 🙏ଯଦି ଭିଡ଼ିଓ ଭଲ ଲାଗେ ତାହାଲେ Share & Subscribe କରିବେ 🙏
Concept 👉 Soumya
Artist👉 Girija Comedy Village Team♥️
DOP👉 Hapu Photography
Screen Play👉 Girija Panda
Direction👉 Phukul
#girijacomedy #kakacomedy
#odiacomedy
#odianewcomedy
#karunabudhacomedy
#newodiacomedyvideo
My Second Chanal 👉
@KAKA PRODUCTION
Copyright Disclaimer Under Section 107 of the
Copyright Act 1976, allowance is made for "fair use"
for purposes such as criticism, comment, news re
porting, teaching, scholarship, and research. Fair use
is a use permitted by copyright statute that might
otherwise be infringing. Non-profit, educational or
personal use tips the balance in favor of fair use.
-------------------------------------------------------------------------------
Mr Girija Comedy Official 👉
Insta-www.instagram.... - Приколы
ଯଉ ମାନେ COMMENT ଆଉ MESSGE ପଢୁଛ ପ୍ରଭୁ ତମକୁ ଖୁସିରେ ରଖତୁ କାଳିଆ ଠାକୁରକୁ ଗୁହାରି କରୁଛି ପିତା ମାତା ଭାଇ ଭଉଣୀ ସମସ୍ତେ ଖୁସିରେ ରୁହତୁ 🥰🥰
🙏🙏 ଜୟ ଜଗନ୍ନାଥ 🙏🙏
ruclips.net/video/xVNRmYnLj5M/видео.html
ଜୟ ଜଗନ୍ନାଥ 🚩
ସତରେ ଗିରିଜା ଭାଇ ଶେଷ ରେ ଗୋଟେ ଭଲ ଶିକ୍ଷା ଦେଲ ହୃଦୟ ରୁ dhnayabad 🙏🏻ତୁମେ dirghrayu ହୁଅ
ଆଶା କରୁଛି ଭିଡ଼ିଓ ଟି ଭଲ ଲାଗିବ Share, Like & Subscribe କରିବେ, ଜୟ ଜଗନ୍ନାଥ 🙏♥️
U r genius bhai
Really Interesting Story, ଯୋଉମାନେ ନିଜ ବାପା ମା ଙ୍କୁ ହଇରାଣ କରୁଛନ୍ତି ପ୍ଲିଜ୍ କେବେ ବି ଏମିତି କରନ୍ତୁନି 🙏🙏🙏🙏🙏
Bahut badhia
Tq Meri Bhai♥️
Bhai big fan❤☺
@@GirijaComedy
54
@@GirijaComedy Babulu
ଆମ କା କା ଙ୍କ ପାଇଁ ଗୋଟେ ଲାଇକ ହଉ 😍🥰😍🥰
କିଛି ଆବଶ୍ୟକ ତା ନାହିଁ ତମେ କାକା ନୁହଁ 🤣
କାକା ତୁମର voice କ୍ୱାଲିଟି ତା ଟିକେ change କର voice ତା ଖରାପ ଆସୁଛି
Sure Bhai 👍
😍😍
@@MrAshok07655 ....
କାକା ଆମ ମାନଙ୍କୁ ହସେଇ ଥିବାରୁ ଗୋଟିଏ ଲାଇକ୍ ହେଇ ଜାଉ 🥰🥰🥰🥰🥰
ଆଜି କାଲି ପୁଅ ବୋହୂ ମାନେ ବାପା ମା ଙ୍କ ସହ ଏମିତି କରୁଛନ୍ତି
ଭିଡିଓ ଦେଖିଲା ପରେ କିଛି ଲୋକ ବଦଳି ଗଲେ ଭଲ ହୁଅନ୍ତା
Jay Jagannath kaka ❤ God bless you with your health
ଶଶାଙ୍କ ର ବେଲ ପଡିବା ବେଳର ଡାଇଲଗ ଏବଂ ଗିରିଜା ର ଚିଠି ନେବା ବହୁତ ବଢିଆ
Mu bahut sad thili hele a video dekhiki mu aau sambhali parilini hashideli 😂😂😂😂😂😂😂😂
Hello mam apana single achhanti ki kharap bhabibeni tike kahibe ।mu bi single achhi so pachari deli please don't mind
କଣ କରିବା ଏତ ବୟସର ଦୋଷ 😢💙🥰😘😘 ଏକା ଏକା ଯୌବନ ଭଲ ଲାଗୁନି ଜୀବନ ସାଥୀ ଟିଏ ଖୋଜୁଛି 🤔🤔😢
କମେଡି ଟି ବହୁତ ସୁନ୍ଦର ହେଇଛି ଏବଂ ଏହା ଦ୍ବାରା ବହୁତ କିଛି ମୂଲ୍ୟବାନ ବାର୍ତ୍ତା ମଧ୍ୟ ଏଇ ଯୁବ ସମାଜ ପାଇଁ ଅଛି।
ଆଶା କରୁଛି ଯେଉଁ ପୁଅ ବୋଉ ମାନେ ଏମିତି କରୁଛ ଏହି video 📸 ଟି କୁ ଦେଖି ନିଜ ଭିତରେ କିଛି ପରିବର୍ତ୍ତନ ଆସୁ।
ଆପଣ ଏଇ ଯେଉଁ ପାପ କରୁଛନ୍ତି ବାପା ମା ଙ୍କୁ ତାଙ୍କ ନିଜ ଘରୁ ବାହାର କରିଦେଇ, ତାହାର ପ୍ରାୟଶ୍ଚିତ ମଧ୍ୟ ନାହିଁ, ଜୀବନ ଥିବା ପର୍ଯ୍ୟନ୍ତ ଭୋଗୁଥିବେ।
ଆଉ ସମସ୍ତ ବାପା ମା ମାନଙ୍କୁ ଅନୁରୋଧ ନିଜ ପିଲାମାନଙ୍କୁ ଛୋଟ ବେଳୁ ଉଚିତ୍ ସଂସ୍କାର ଦିଅନ୍ତୁ।
ଧନ୍ୟବାଦ୍।
#nirupendracreations
କାକା ପୂରା ଦେଶୀ କମେଡି ଆମର, ଖାଲି ଖୁଡି କେବେ ପରଦାକୁ ଆସିବେ ବାକି ରହିଲା🙏🙏
Best of comdey ମୋର ଗୋଟିଏ କଥା ଯେମିତି ଆଜି କାଲି ପୁଅ ଝିଅ ତାରେ ନାରେ ହେଉଛନ୍ତି ପୂର୍ବପୁରୁଷ ସେଇ ପୁଅ ଝିଅ ବୁଢା ବୁଢ଼ୀ ତାରେ ନାରେ କରେଇ ବେ ମତେ କମେଡି ବହୁତ ଭଲ ଲାଗିଲା next generation ଜନ ହିତେ ଜାରି
Kaka bhai ku gote like heu❤❤😂
Bahut super kaka
Ajji kali jaha chalichi taha hi karicha kaka
Maa pain gote like koro
ନିରାଟ ସତ୍ୟତା ଘଟଣା
Very nice kaka
ସତରେ ଭାଇ ମୁଁ ବହୁତ୍ ବହୁତ୍ ବହୁତ୍ ବହୁତ୍ ହସିଲି ତମ video ଦେଖିକି Ekdum mst comedy ଟେ କରିଛ ଏମିତି ସବୁବେଳେ ଆମକୁ ହସାଉ ଥାଅ comedy ମାଧ୍ୟମରେ 🤣😂🤣😂🤣😂🤣😂🤣😂😂🤣🤣😂🤣😂😂🤣🤣 ଭଗବାନ୍ ତମ ସମସ୍ତଙ୍କର ମଙ୍ଗଳ କରନ୍ତୁ 😊😊😊😊😊😊............... 🤪
ଭିଡ଼ିଓ ଟି start ହେଲାପରେ ଭିଡ଼ିଓ କୁ Skip କରିବା କୁ ଇଚ୍ଛାଓଉନି.. 🙏🙏❤️❤️❤️ ପ୍ଲିଜ଼ ଭାଇ ଗୁଟେ heart❤️ ଦେଇଦିଅ.... 👌
Kaka tamara chadhi dekha jauthil
Kaka is the best 🎉🎉🎉❤❤❤
Kaka comedy dekhiki bahuta khusi lage ❤
Super comedy 🤣
ଭାଇ ତମର ଆଉ ଅଜା ଙ୍କ ଅଭିନୟ ବହୁତ ଭଲ ଲଗିଲା ❤️ 🥰
Clamex bhal thila...
Super comedy 👍
Osm
ଭିଡିଓ ବହୁତ୍ ବଢିଆ ହେଇଛି ❤️❤️❤️❤️
ପୁରା ବାଛି ବାଛି ଭିଡିଓ କରିଛ,,👌👌👌👌
Kaka is the best actor 🙏🙏🙏 love you bro
Mind blowing kaka comedy
ଭାଇ Sound effect problem ହଉଚି 😪😪
Jou bhai jhia role karichanti bohut bhala heichi 🤣🤣
Girija Bhai Asha thu Bahut Bhala heichi video..... Love You So much Brother 🥰🥰💖💖💖😍
Wawwwwwwww our vlg hero mst kaka 😍😍😍😍😍😍😍😍
Are Bhai maja asi gala pura alga prakar comedy
Mo ଭାଇ gote like ❤❤❤❤
Bahutu badhia heichi
Nice karona bhai🥰🥰🥰👌👌
Super laguchi bhai kichi sikhibar achi bhai amiti video ahuri kara
Super 💔💚💜💙💙❤😘😘😘😚
ବନ୍ତ ଟୋକା ଆମରି କାକା ❤️❤️❤️❤️❤️
ଭାଇ କି କମେଡି ରେ ଫୁଲ୍ ମଜା🤣🤣🤣
ନାରଣ ବୁଢା ହା ହା ହା
Kaka is best 👍conspect and story line unique......
ଗିରିଜା ଭାଇ ସୁନ୍ଦର ଅଭିନୟ ସମସ୍ତ ଭାଇମାନଙ୍କ ସୁପର କମେଡି
Satare bahut kichi si khyaa achi
👌👌👌👌👌sundar comdey sahita bahut sikhyaa mililaa
Jay jaganatha 🙏🙏🙏
Kaka youare great
Bhai tama sabu video super
Zabardast tuneing Old is Gold tuneing
Outstanding comedy video Kaka🙏❤🙏
Bahut badhiya comedy
So super comedi video super ❤💕💕❤😋😋😋😋💕❤💕
U r talanted kaka...n ur co-artist also
I m proud of u kaka for this type of video. .
Pride of bhadrak 👌❤A great massage to society
Ka
Pata Pata
@@hemantasahu8358 kn kahile bhai bujhihelani
ଯେତିକି ହସ ଲାଗୁଚି ସେତିକି କାନ୍ଦ ବି ଲାଗୁଚି mst concept 🙏🙏🙏🙏
Super se uper
Kaka Bhai boutha bhalo Ehichi video 👍👍👍👍
Satare giriana, bahut hasaila,tikey comedy re bahut kichi sikhya thila, comedy v hau social msg v
Great act
❤️❤️❤️❤️
ଆଉ ଟିକେ sad ହେଇଥାନ୍ତା ଯଦି ଭଲ ଲାଗିଥାନ୍ତା
Waoo bhaii... consept. Supab..aau bahut. Bahut. Bhala lagila..👍👍😜😜
🔥🔥🔥🔥🔥
ଏମିତିକା ଘଟଣା ଆମ ଏ ସମାଜରେ ଘଟୁଛି । ଏ ଭିଡ଼ିଓ ଦେଖିଲା ପରେ ବହୁତ୍ ହସ ଲାଗିଲା ଓ ଦୁଃଖ ବି ଲାଗିଲା ।
ମୁଁ request କରୁଛି ପୁଅ ବହୁ ମାନେ ଏମିତିକା ଅତ୍ୟାଚାର କରନ୍ତୁ ନାହିଁ ।🙏🏻🙏🏻🙏🏻 ସର୍ବ ପ୍ରଥମେ ପିତା ମାତା 🙏🏻🙏🏻🙏🏻 ଜୟ ଜଗନ୍ନାଥ 🙏🏻🙏🏻
Aaji ka real story
A vedeo re kichhi sikhiba katha achhi bahuta vala lagila sabubele ahi vali kichhi sikhiba vedeo kara god bless your teem
Pura alaga prakara comedy.....
Mind blowing
ଗୋଟେ ମଣିଷ ପାଇଁ ଯେତିକି ଏଣ୍ଟରଟେନମେଣ୍ଟ ଦରକାର ସବୁ ଗିରିଜା comedy ରେ ଅଛି. ଏଇଠି ଅଭିନୟ କରି ଥିବା ସମସ୍ତ କଳାକାରମାନେ ସମସ୍ତେ ବହୁତ bhla କରି chhanti .ଆଉ ଶେଷ ରେ ଯେଉଁ କଥା ଟି କହିଲେ ସେଇଟା ସମସ୍ତେ bhuji ନିଜ ବୁଢ଼ା ବାପା ମା ଙ୍କୁ ପାଖରେ ରଖିବା ଭଲ ପାଇବା ତାଙ୍କୁ ଟିକେବି ଦୁଖଃ debani.hele ame ଆମ ପରିବାର ଏମିତି hasa ଖୁସିରେ bhari rahiba. ଧନ୍ୟ ବାଦ.
Bahut sundar ❤️
Aji mu hasi hasi pani bahari padichi ...........................................................................akhiru
Bhala comedy,
😀😃🤩😜😄😃😆
Kaka is best actor
God bless you girija
So Beautiful ❤❤❤❤❤
Bohot badhiya comedy.. Girija Bhai
nice girija bhai ,madichala
Wow👍👍👍👍👍😀😀😀😀
Nice comedy auu shikha ba katha bi thila nice kaka
nice bhai
Hello madam apana single achhanti ki kharap bhabibeni tike kahibe 🥰
Akash and sashank juade gala khela kala 🥰🥰
Tama video re bro sabu kichi achi mane tadka comedy's and everything
Wow nice v Beutyfull v agakubi bhagaban karantu apana bahut cmdy sundar v bheti deontu.. 🤘🏻
🙄🤭🤭masth girija bhai
Girja bhai best comedy video
Bahut sundar... 😍👌👌Nice massage ❤️❤️
Kaka comedy ta bhala haiche
❤❤❤❤kaka ❤❤❤❤
ବହୁତ ଭଲ ଲାଗୁଛି
Bhai message bahut ucha manara
ବହୁତ ସୁନ୍ଦର ହେଇଛି ଭାଈ
Girija bhai bahut bhala video agaku ahuri bhala video kariba
Heart touching story comedy 😭😭😭😭akhire luha asigala
ହସି ହସି ଗଡିଗଲି🤣
Super brother 🥰🥰🥰🥰🥰
Bhai intrested video 👌
Badhiya heichi Kaka
Nice message for today's society
👍👍👍
ଓଡ଼ିଆ ସିନେମା ଠୁ ତ କାକା କମେଡି ଭଲ
Good job bro
Kaka super comedy hero