Mu b same kahe apna jaha kahile thik katha bhagaban sabu kichi ama dauchanti ame tanku kn deiparibe mate thik lageni bhagaban nku bhoga lageiba kaikina nija ku kharap lage bhagaban Jala re santustha bhakti kale bhagaban sabu bele Tama pakha pakhe achanti 🙏
Mahapravu nku bhaba re rakhi nija karma kariba Uchit, se sabu dekhuchanti, samastanka puja thakuranka prati bhina heithae, emiti bhakti re dara rahile, se bhakti asakti purna hoijae, mo anusare bhakti niskama heba uchit....seta bhakta manare ape ape asijae❤...taku only feel kariheba....om tat sat, jay Jagganath ❤❤🙏🙏
Thik kahile... e thaka iskon ବାଲା nije nije gote niyam aw alga sanstha tiari karileni... Bhagwan heuchanti ଭାବର ଠାକୁର...jouthi ଅଭାବ heijae sethu se dureijaanti
Apana nka video bahut vala lagila mu vabuthili ai janma ashtami tharu anthua gopala nku puja karithanti kintu mu emiti niti niyama palana kari paribini mu student mu ethara nama japa karibi again tq.....😊🙏
I think aeta Sabu mano bhabana karana bhagvan nko murty ku ame shop ru Ani gharku nei asile se bani janti god but shop re things hoiki thae so there is no rules for same person Ame normal Puja Kari pariba the god is the creator of us what extra thing they want from us only pray from heart
Hare Krishna prabhuji Dandabat pranam prabhuji mu ghare Radha Krishna nka murti rakhi ouja karuchhi but mu 3 time prasad kariparuni kichhi asubidha hebaki prabhu
Hare Krishna hare Krishna Krishna Krishna hare hare hare ram hare ram ram ram hare hare 🙏🙏🙏 Thank you sir 🙏🙏 ja hau apana thik marga dekheile mana hauthila anthhua gopalanku rakhibi boli kintu mu tankara niti niyama janinathili kintu mu ta bahare rahuchi niti niyama mani chaliba muskil heithanta thik achhi sir mu maha mantra hin japibi 🙏🙏🙏🙏🙏
🙏.. How one Service holder person can serve lunch in Daytime when she /he remains absent at home.. due to office work.. No other person stays at home.. Jay Srikrishna🙏🙏🌹
ଭଗବାନ ସବୁଠି ବିଦ୍ୟମାନ। ସବୁ ଜିନିଷ ତାଙ୍କର। ତାଙ୍କୁ ଆମେ କଣ ବା ପ୍ରସାଦ ଲଗାଇପା ରିବା। କେବଳ ଭକ୍ତି ହିଁ ତାଙ୍କ ପାଇଁ ଯଥେଷ୍ଟ। ଟିକେ ଶ୍ରଦ୍ଧା ଭକ୍ତି, ଭାବରେ ଖାଲି ଜଳ ରେ ସେ ସନ୍ତୁଷ୍ଟ। ଏହା ମୋର ମତ। ମୁଁ ଏମିତି ବିଶ୍ୱାସ କରେ। ଭଗବାନ ଙ୍କ କୃପାରୁ ମୁଁ ବହୁତ୍ ଭଲରେ ଅଛି
Mu b same kahe apna jaha kahile thik katha bhagaban sabu kichi ama dauchanti ame tanku kn deiparibe mate thik lageni bhagaban nku bhoga lageiba kaikina nija ku kharap lage bhagaban Jala re santustha bhakti kale bhagaban sabu bele Tama pakha pakhe achanti 🙏
ଆଜ୍ଞା ମୋ ମତରେ ଭଗବାନ ସର୍ବତ୍ର ଏବଂ ସର୍ବ ରୂପେ ବିଦ୍ୟମାନ ତାପରେ। ସେ ଭାବର ଠାକୁର। ତେଣୁ। ଯିଏ ଯେଉଁ ରୂପରେ ଯେଉଁ। ଭାବ ରେ ଶ୍ରଦ୍ଧାରେ ବା ଭକ୍ତିରେ ରଖିଲା ଦୋଷ କାହିଁକି। ଠାକୁର ରାଗି ବେ କାହିଁକି
ହରେକୃଷ୍ଣ ପ୍ରଭୂଜି ଦଣ୍ଡବତ ପ୍ରଣାମ। ବହୁତ୍ ଭଲ ଲାଗିଲା।
ହରେ କୃଷ୍ଣ ପ୍ରଭୁଜୀ ପ୍ରଣାମ 🙏🙏🙏🌹🌹ଧନ୍ୟବାଦ. ଶ୍ରୀ ଲ ପ୍ରଭୁପାଦ ଗୁରୁଦେବ କି ଜୟ.
ଯେ ମୋତେ ଯେତେ ଭାବେ ଭଜେ,ହରି ତା ହୁର୍ଦ୍ଦୟ ନ ତେଜେ। ସ୍ନେହ ରଜୁରେ ତା ଚରଣ, ହୃଦରେ କରଇ ବନ୍ଧନ।ଚିତେ ଚିନ୍ତିଲେ କ୍ଷଣ ମାତ୍ର, ହରଇ ଅଶେଷ ଦୂରିତ। ସେ ହରି ପାଦ ହୃଦେ ଧରି,ଭକତ ହରି ବଶ କରି।
ଠିକ୍ କହିଲେ ବନ୍ଧୁ 😊
ଦେଖନ୍ତୁ ଆଜ୍ଞା, ଆପଣ ମିଛରେ ଲୋକମାନଙ୍କୁ ଭୟଭୀତ କରୁଛନ୍ତି,ସେମିତି କିଛିନାହିଁ,ଯିଏ ଯେମିତି ଭାବରେ ପୂଜା କରିପାରିବ,ପ୍ରଭୁ ସେମିତି ଭାବରେ ଗ୍ରହଣ କରିବେ, କାହାଉପରେବି କ୍ରୋଧ କରିବେନି, କି ଅଭିଶାପ ମଧ୍ୟ ଦେବେନି, (ଜୟ ଜଗନ୍ନାଥ)
I agree.. I hv not gone through the entire video but got a glimpse that this video is not going in a good way.. ଭକ୍ତି ପାଇଁ ଭାବ ଦରକାର, ଭୋଗ ନୁହେଁ
Thik katha
TQ Bhai mu bhaya bita hai thili
ଧନ୍ୟବାଦ୍ । ଆପଣଙ୍କ ଭଳି କିଛି ବଡ ହିନ୍ଦୁ ମାର୍ଗ ଦର୍ଶକ ମାନଙ୍କ ପାଇଁ ମୋତେ ସନାତନୀ ନିରାକାର ଉପାସନା ଭଲ ଲାଗିଲା। ବର୍ତ୍ତମାନ ଦୟାକରି କୁହନ୍ତୁ ଘରେ ମୋ ସ୍ତ୍ରୀ ପୂଜା କରୁଥିବା ଗୋପାଳ ମୂର୍ତ୍ତିଙ୍କୁ କଣ କରିବି କାରଣ ଆପଣ କହିଲା ଭଳି ନୀତି ନିୟମ ଆଦୌ କରି ହେଉନି।
Same question
Bhagwan shraddha re pujile bhakta ra.
@@CreaterDivaofcsharda mane nuhan je non-veg offer kariba . So chill . Rule regulation boli kichi achi
ମୋ ମତରେ ପ୍ରଭୁ ଙ୍କୁ ଯଦି ଘରେ ରଖି ନିଜେ କିମ୍ବା ପରିବାର ଉପରେ କ୍ଷତି ହୁଏ ତାହାହେଲେ ପ୍ରଭୁଙ୍କ ପ୍ରତି ଘୃଣା ଭାବ ହେବ, ଓ ଘରେ କେହି ଠାକୁର ପୂଜା ପାଠ କରିବେ ନାହିଁ, ଏ ଜୀବନ ପ୍ରଭୁ ଙ୍କର ସବୁ ଏ ସଂସାର ତାଙ୍କରି ଦ୍ୱାରା ପରିଚରିତ 🙏ଜୟ ଶ୍ରୀକୃଷ୍ଣ
ଜୟ ଶ୍ରୀ ରାଧେ, ଆଜ୍ଞା ଏ ପ୍ରଭୁଙ୍କ ଦାସ ମଧ୍ୟ ପ୍ରଭୁ ଙ୍କ ଆଣ୍ଠୁଆ ଗୋପାଳ ମୂର୍ତ୍ତି କୁ ଘରେ ରଖିଛି ନିଜ ପୁଅ ଭାବରେ। କିନ୍ତୁ ଏ ଭୃତ୍ୟ କେବଳ ସକାଳେ ତାକୁ ନୈବେଦ୍ୟ ଦିଏ। ଆଉ ଏମିତି ତାର ଜନ୍ମ ଦିନ କିମ୍ବା ସଂକ୍ରାନ୍ତି ଏକାଦଶୀ ରେ ତାକୁ କିଛି ପିଠା କ୍ଷୀରି ର ନୈବେଦ୍ୟ ଦିଏ। କିନ୍ତୁ ଏ ଭୃତ୍ୟ ଦିପହରେ ରେ କିଛି ଦେଇ ପାରେନା। ଆଜ୍ଞା ଏ ଭୃତ୍ୟ school ରେ teacher ଅଛି। ତେଣୁ ଏ ଭୃତ୍ୟ school ଯାଇ afternoon ରେ ଆସେ। ତେଣୁ ହେ ମୋର ଶୁଭଚିନ୍ତକ ପ୍ରାଜ୍ଞ ପୁରୁଷ ଆପଣ କୁହନ୍ତୁ ଏ ଭୃତ୍ୟ କିପରି ପ୍ରଭୁଙ୍କ ସେବା କରିବ।
ଏ ଭୃତ୍ୟ ତାର ପରିବାର କୁ କିଛି ଦାଇତ୍ୱ ଦେବାକୁ ଚାହେଁ ନା। କାରଣ ସେମାନଙ୍କ ଭାବ ଟିକେ ଅଲଗା।
ଆପଣ କୃପା କରି କୁହନ୍ତୁ ଏ ଦାସ କଣ କରିବ।
ଜୟ ଜଗନ୍ନାଥ
ଆମ ମତରେ ଆପଣ ସନ୍ଦ୍ୟା ବା ରାତିରେ ପ୍ରସାଦ ଲଗାନ୍ତୁ ଜୟ ଶ୍ରୀ ରାଧେ🙏
Apana kichhi nadeiparile milk daily ratire au dinare rakhideijantu thakura nka pakhare.sabu thu subidha upay.
ବିଶ୍ବାସେ ମିଳଇ କୃଷ୍ଣ ତର୍କେ ନ ମିଳେ କେହି ଜୟ ଶ୍ରୀ କୃଷ୍ଣ ନମଃ
Raadhe raadhe shyam hare Krishna 🙌👣🙌🙏🚩🙏....
ଗୁରୁଜୀ ପ୍ରଣାମ 🙏 ଅତ୍ର ତତ୍ର ସବତ୍ର ବିଦ୍ୟବାନ ପ୍ରଭୁ ରହିଛନ୍ତି । ତୁମ ମନରେ କଳ୍ପନା ରେ ଯଦି ପ୍ରଭୁ ଅଛନ୍ତି ତେବେ ତୁମ ସହିତ ସେ ଅଛନ୍ତି । ତୁମ ସହ ଅଛନ୍ତି ମାନେ ଘରେ ବି ଅଛନ୍ତି । ଯେଉଁ ପ୍ରଭୁ ଭକ୍ତ ପାଇଁ ଗଧ ପାଦ ଧରନ୍ତି ତାଙ୍କର କେଉଁ ଥିରେ ବି ବଡିମା ନ ଥାଏ । ସେ ପତ୍ର, ପୁଷ୍ପ,ଫଳ ଆଉ ନୟନ ଜଳରେ ସନ୍ତୁଷ୍ଟ ତାଙ୍କୁ ଅଧିକ କିଛି ଆବଶ୍ୟକ ନାହିଁ । ସେ ରାବଣ ର ବି ପ୍ରଭୁ ସେ ସାଧୁ ଙ୍କ ର ବି ପ୍ରଭୁ । ସେ ଯଦି ଭାବରେ ବନ୍ଧା ତାଙ୍କୁ ଭାବ ରେ ଜଣେ ଭକ୍ତ ରଖି ପାରିବ । ଭକ୍ତ ପାନ ଖଣ୍ଡେ ବି ତାଙ୍କ ବିନା ଦେଇ ପାରେନି ତାକୁ କଣ ଦରକାର ସେ ଯୋଗାଡ କରନ୍ତି ଭକ୍ତ କୁ କିଛି ଦରକାର ପଡ଼େନି ତାଙ୍କ ପାଇଁ ଶୁଦ୍ଧ ପବିତ୍ର ରେ ଯୋଗାଡ କରିବା । ଯିଏ ବେଶ୍ୟା ବାଡି ରୁ ଫେରିବା ବଳରାମ ଦାସ ରଥରେ ବିରାଜ ମାନ ହୋଇ ପାରନ୍ତି ଏଥିରୁ ଜାଣି ପାରିବେ କେବଳ ଭାବ ଭକ୍ତି ଥିଲେ ସେ ସବୁଠି ରହି ପାରିବେ
Badhia katha🙏🙏
Mahapravu nku bhaba re rakhi nija karma kariba Uchit, se sabu dekhuchanti, samastanka puja thakuranka prati bhina heithae, emiti bhakti re dara rahile, se bhakti asakti purna hoijae, mo anusare bhakti niskama heba uchit....seta bhakta manare ape ape asijae❤...taku only feel kariheba....om tat sat, jay Jagganath ❤❤🙏🙏
ହରେ କୃଷ୍ଣ ❤ ହରିବୋଲ 😊ଧନ୍ୟବାଦ ଗୁରୁଜି ଆପଣ ଙ୍କର ଉପଦେଶ ନିଶ୍ଚିତ ଆଗାମୀ ଦିନରେ ପ୍ରେରଣା ଯୋଗାଇବ ❤
ସେ ଜଗନ୍ନାଥ ସେ ଶ୍ରୀ କୃଷ୍ଣ ସେ ଶ୍ରୀରାମ ଆହୁରି ଅନେକ ରୂପ ତା ଭିତରୁ ଆଣ୍ଠୁଆ ଗୋପାଳ ଭଗବାନ ଙ୍କ ଅବତାର ଗୋଟିଏ..... ଭାବଭକ୍ତି ରେ ଯିଏ ପୂଜେ ସେ ଭଗବାନ ଙ୍କୁ ପାଏ..... ଆପଣ ଗୋଟେ ଫୁଲ ପ୍ୟାରସେ god ଙ୍କୁ ଦିଅନ୍ତୁ ସେ କୋଉ ପଞ୍ଚ ମିଷ୍ଟି ଖୋଜିବେନି..... ଆପଣ କହିବାଟା ଆମ ମୋତି ଭ୍ରମ..... ଜୟ ଶ୍ରୀକ୍ରିଷ୍ଣ🙏
Prabhuji mu bi anthua gopal rakhichi kintu jaha paruchi karuchi sabu kichi kariparuni...
ଯାହାର ମନ ଯେଡ଼େ ତାହାର ପ୍ରଭୁ ସେତେ
Jay radh krishna guruji🙏🙏🙏🙏
ସାରା ସଂସାରକୁ ପାଲୁଛି ଯିଏ ତାକୁ ଦେବାକୁ କେ ଅଛି ସଂସାରେ ଭକତି ଡୋରୀରେ ବାନ୍ଧି ପାରିଲେ, ଯାହା ଦେଲେ ଭୋଗ ପାଇବ ସିଏ ।
ଏକଦମ ଠିକ 💪💪💪💪💪
Hare krishna prabhu ji
So true.
🙏
ସେମିତି କିଛି ନିୟମ ନାହିଁ ଭକ୍ତି ରେ ପୂଜିଲେ ସବୁ ବେଳେ ଭଲ ଆପଣ ଭୁଲ କହୁଛନ୍ତି ଆଉ ଲୋକ କୁଁ ଡରୁଛନ୍ତି ପୂଜା କରିବା ଘରେ ରଖିବା କିଛି ଭି ଭୁଲ ନାହିଁ ଠାକୁର ସଦା ସର୍ବଦା ଭକ୍ତ ଙ୍କ ପାଇଁ ମଙ୍ଗଳ ମୟ
Jai srikrishna ❤❤
Hare Krishna dandavat pranam 🙏🙏🙏🙏🙏
Jai Shree Krishna 🙏🙏🙏🙏💐
Very nice 👌
ଭଗବାନ ଭକ୍ତମାନଙ୍କ କଲ୍ୟାଣ ପାଇଁ
କୃତ୍ରୀମ ଅଥଚ ସାତ୍ତ୍ୱିକ କ୍ରୋଧ ପ୍ରକାଶ
କରନ୍ତି ବୋଲି ମୁଁ ଭାବୁଛି।ସାତ୍ବିକକ୍ରୋଧରେ ଦୋଷ ପାଇଁ
କଠୋର ଦଣ୍ଡ ପରିବର୍ତ୍ତେ ଶିକ୍ଷା
ମିଳିଥାଏ। ଭୂଲ ଥିଲେ ଜଣାଇବାକୁ
ଅନୁରୋଧ ।ଏହା ମୋର ଵ୍ୟକ୍ତିଗତ
ଵିଚାର।
ଏହା ପ୍ରେମଲତା ଙ୍କ ପାଇଁ ଉଦ୍ଦିଷ୍ଟ ।
ଦୋଷ ପାଇଁ
Sir apana jou number dei achanti se number lagu nahi 😢
ସେ ଖାଲି ମୂର୍ତ୍ତି ନୁହନ୍ତି, ସେ ସର୍ବାନ୍ତର୍ଯ୍ୟାମୀ, ସର୍ବତ୍ର ବିଦ୍ୟମାନ, କିଏ କୁଆଡେ ଗଲେ ଦୀର୍ଘ ସମୟ ପାଇଁ ସେ ଯେ ବିନା ପୂଜାରେ ପଡି ରହିବେ ଆମଘରେ ମାନେ ନାହିଁ, ସାରା ସଂସାର ପଡିଛି ଯେଉଁଠି ହେଲେ ପୂଜା ପାଇଯିବେ, ରଖିଲେ କ୍ଷତି କଣ, ଭାବରେ କେବଳ ପତ୍ର ଫୁଲ ଫଳ ଜଳ ହିଁ ତାଙ୍କର କାମ୍ୟ, ଲକ୍ଷ୍ମୀ ଯାହାର ପରିଚାରୀକା, ସେ ରାଜ ରାଜେଶ୍ୱରଙ୍କୁ ଆମେ ଅବା କି ଖାଦ୍ୟ ଦେଇ ପାରିବା, ତେଣୁ ଆମେ ଭୋଗ ଦେଉନା କେବଳ ସକାଳ ଫଳ, ମିଠା, ପିଠା ଯାହା ମିଳେ ଦେଇଥାଉ
Thik kahile... e thaka iskon ବାଲା nije nije gote niyam aw alga sanstha tiari karileni...
Bhagwan heuchanti ଭାବର ଠାକୁର...jouthi ଅଭାବ heijae sethu se dureijaanti
Right
ନିଜର ଭାବ ଅନୁସାରେ ପୂଜା କରନ୍ତୁ ନ ଚେତ ରୁଟିନ ବଧ ଜୀବନ ବନ୍ଧନ ରେ ପଡିଯିବେ ଏହା ସବୁ ମନ ଭୁଲଣିଆ ଗପ. ମୁଁ ମୋର ଅନୁଭବ କହୁଛି
Absolutely right 👍
Absulutely right
Yes mu bi kare
Apna main topic ru hatijaichhanti, apana process kuhantu, kemit puja karajaye kuhantu
Bahut badhia Katha kahile kali jugare nama sara puja patha homa a sabu mana stria rahiba pai
Apana nka video bahut vala lagila mu vabuthili ai janma ashtami tharu anthua gopala nku puja karithanti kintu mu emiti niti niyama palana kari paribini mu student mu ethara nama japa karibi again tq.....😊🙏
Good suggestion❤
Hare krusna hare Krishna Krishna Krishna hare hare hare krusna hare krusna krusna hare hare🙏🏻
Jay Sree Krishan 🙏
Radhe radhe 👏
ହରେକୃଷ୍ଣ ପ୍ରଭୁଜୀ ପ୍ରଣାମ 🙏🌷 ଧନ୍ୟବାଦ୍। ମୁଁ ଘରେ ରଖିଛି ଆଣ୍ଠୁଆ ଗୋପାଳ।
Right Analysis
Harekrishna ❤
Video bahut bhala lagila, dhanyabad. Hare Krishna 🙏🙏
Jay jay jay jagannath 😘🙏🙏🙏🙏🙏😘
ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ 🙏 ପ୍ରଵୁଜି ପ୍ରଣାମ🙏🙏🙏🙏🙏 ପ୍ରଭୁଜୀ ଆମର ଆଣ୍ଠୁଆ ଗୋପାଲ ଅଛନ୍ତି🙏🙏🙏ସବୁ ନୀତି ନିୟମ ପାଳନ କରେ🙏🙏🙏
Prabhu ଜି ରାଧା କୃଷ୍ଣ ଯୁଗଳ ମୂର୍ତ୍ତି ଘରେ ରଖି ପୂଜା କରି ପାରିବା। କି ❤
ପ୍ଲିଜ କୁହନ୍ତୁ ତାର
Niti ନୀୟ ମ କୁହ ନ୍ତୃ ❤
Hare Krishna prabhuji 🙏 dhanyawad
Hare krishna❤
ରାଧେ ରାଧେ 🙏 ❤
Hare Krishna prabhuji 🙏
This video is very informative one ........
I think aeta Sabu mano bhabana karana bhagvan nko murty ku ame shop ru Ani gharku nei asile se bani janti god but shop re things hoiki thae so there is no rules for same person
Ame normal Puja Kari pariba the god is the creator of us what extra thing they want from us only pray from heart
Prauj hare Krishna 🙏🏾🙏🏾
Hare Krishna 🙏🙏
Harekrishna prabhu dandabat pranam 🙏🙏 prabhu saligrama rakhiba bhal ki nuhe dayakari kahibe 🙏🙏🙏🌺🌺
Prabhu saligrama rakhiba baoshnaba nka dwara swikruta ki nahi kahantu
ଏହା ସତ୍ୟ ଯେ ମୂର୍ତ୍ତି ପୂଜା ପାଇଁ ସ୍ବତନ୍ତ୍ର ନିୟମ ଅଛି ।ଏହାକୁ ମାନିବା ଦରକାର।
ଆମେ ନିତି ନିୟମ ରେ ପୂଜା କରୁଛୁ ତ କିଛି ଅସୁବିଧା ନାହିଁ ସବୁ କାମ୍ ଆମର୍ ହେଉଛେ Jay shree Krishna radhe radhe 🙏
Hare Krishna prabhuji pranam mu ghare asnttha gopal bhagabanku rakhichi sabu sunila pare mo antara prabhuji nku mora bhrumista prathama 🙏🏻
HAre Krishna guru dev jee 🙏🙏🙏🙏🙏🙏🙏🙏🙏🙏🙏🙏🙏🙏
ଭଲ ଲାଗିଲ ଆପଣଙ୍କ କଥା
Hare Krishna dandabat pranam Pravuji,
HAREKRISHNA 🙏 🙏
🙏🙏आपका अशेष धन्यवाद...
Pranam prabhuji ama ghare achanti anthya gapal ame k n karibi daya kari kichi kuhantu hare krishna haribal,🙏🙏🙏
ଗୁରୁଜୀ ପ୍ରଣାମ l ଉପଦେଶ ପାଇଁ ଧନ୍ୟବାଦ l
Radhe Radhe
Hare krishna dandavat pranam prabhuji
ମୋ ଭଉଣୀ ତା ପିଲା ବେଳେ ରଖିଥିଲା ପ୍ରଭୁ ଙ୍କର ନୀତି ନିର୍ଘଣ୍ଟ ଆପଣ କହିଥିବା ମୁତାବକ ହେଇ ପାରୁନି କଣ କରାଇଯାଇପରିବ କୃପାୟ କରି କୁହନ୍ତୁ।ପ୍ରଭୁ ଙ୍କୁ କାଉଥି ମନ୍ଦିର ରେ ସ୍ଥାନ ଦେଲେ ଠିକ୍ ହେବ କି ନା ବିସର୍ଜନ କରିବାକୁ ପଡ଼ିବ ।କାରଣ ଘରେ ବି ସେମିତି ଲୋକ ନାହାନ୍ତି ପ୍ରଭୁ ଙ୍କ ର ଯଥା ନୀତି କରିବାକୁ
Bisarjan karantu nahi jahara sradha thiba tsnku deidiantu
Hare krishna hare krishna 🙏🙏
Jay Jagannath 🙏
Very good
Hare krishan 🙏🙏🙏
Radhe radhe Prabhu ji 🙇♀️
ଆପଣ ବେକାର ରେ ଭକ୍ତ ମାନଙ୍କୁ ଦରାଉଛନ୍ତି। ଯିଏ ଭକ୍ତି ଭାବ ରେ ଭଗବାନଙ୍କୁ ପୂଜା କରେ ତାହାର ଭଗବାନ କିଛି ବି ଖରାପ କ୍କରନ୍ତି ନାହିଁ।
Seta tho chinta Dhara. Sastra boli kichi achi na.
Pranama Jay Shree Jagannatha Ati Sundara
ଯଥା ଦେହୀ ତଥା ଦେବତା।
ଭଗବାନ ଜଗତର ପିତା କେବେ ସେ ଜଗତରେ ତାଙ୍କର ପୁତ୍ର ମାନଙ୍କୁ ଦୁଃଖ ଦେବେ ନାହିଁଁ।
ଜୀବ ବା ପ୍ରାଣୀ ତାର କର୍ମ ଦ୍ଵାରା ଦୁଃଖ ସୁଖ ଆଦିକୁ ଭୋଗକରେ।
ଭାବ ଭକ୍ତି ଶ୍ରଦ୍ଧା ସହିତ ଭଗବାନଙ୍କର ଯେ କୌଣସି ମୂର୍ତ୍ତି ସ୍ଵରୂପକୁ ନିଜର ମନ ପ୍ରାଣ ଦେଇ ନିଜର ଯଥା ଶକ୍ତି ସହିତ ଆରାଧନା କଲେ ଭଗବାନ ଆଶୀର୍ବାଦ କରିଥାନ୍ତି।
ଯେପରି ବିଦୁରର ଶାଗଭଜା, ସୁଦାମାର ଖୁଦଭଜା,ସବରୀର ଅଇଁଠା ଫଳ,ଆଦି ବହୁତ ଉଦାହରଣ ପୁରାଣ ଶାସ୍ତ୍ର ମାନଙ୍କରେ ଚର୍ଚ୍ଚା କରାଯାଇଛି।
ହରେ କ୍ରୀଷ୍ଣା ପ୍ରଭୁଜୀ 🙏
Hare Krishna prabhuji Dandabat pranam prabhuji mu ghare Radha Krishna nka murti rakhi ouja karuchhi but mu 3 time prasad kariparuni kichhi asubidha hebaki prabhu
Jay shree krishna 🙏🏻 Guruji🙏
Thank you prabhuji
Hare Krishna hare Krishna Krishna Krishna hare hare hare ram hare ram ram ram hare hare 🙏🙏🙏 Thank you sir 🙏🙏 ja hau apana thik marga dekheile mana hauthila anthhua gopalanku rakhibi boli kintu mu tankara niti niyama janinathili kintu mu ta bahare rahuchi niti niyama mani chaliba muskil heithanta thik achhi sir mu maha mantra hin japibi 🙏🙏🙏🙏🙏
ସାର୍ ଆପଣଙ୍କ କଥାରେ ମୁଁ ଜମାରୁ ଏକମତ ହେବନାହିଁ।
Thank you so much gurujiii
ମନ ଜାଣି ଗୋପାଳ ପ୍ରଭୁ ପୁଣ୍ୟ ପ୍ରଦାନ କରନ୍ତି
❤Hare krishna❤
ହରେକୃଷ୍ଣ 🙏🌹🙏
Bhagwan shri Krishna kebala manusyanka pakharu vala paiba chanhty
Hare krishna prji Dandvat pranam...
Anthua gopala dry fruit kemiti khaibe....se pa chhota pila....milk...malai...butter....fruit juice e sabu dia huye anthua gopalnku.
Mo golu non-veg bina sabu khae, mo saha bule, sue ratire sabu kare, pakhare soi ki ghungudi b mare.
Sampark bada katha means bhaba
Radhe Radhe Jay shree Krishna
ପ୍ରଥମ କଥା ଆଣ୍ଠୁଆ ଗୋପାଳ ଙ୍କ ର ପୂଜା ପଦ୍ଧତି ବଲ୍ଲଭାଚାଯ୍ୟ ଆରମ୍ଭ କରନ୍ତି, କିନ୍ତୁ ଆପଣଙ୍କ ସମ୍ପଦ୍ରାୟ ର ସେହି ନିୟମ ଗୁଡାକ ମାନୁଛନ୍ତି କି ? ଅନ୍ୟ କୁ କିପରି କହୁଛନ୍ତି।
Gayatri Rana. Hare krishna
ଓମ୍ ନମଃ ଭଗବତେ ବାସୁଦେବାୟ ଗୁରୁଜୀ ପ୍ରଣାମ ❤🌺🌹🪔🪔🪔🪔🪔🍎🍎🍊🍊🍓🍓🍏🍏🍋🍋🍍🍍🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻
Prabhuji apanamane jadi iskonre anthuagopala bikri karibaku birodha kale bhala huanta.harekrishna🙏🙏
Radha Radha 🙏🙏🙏🙏
Dhanyawad Prabhu ji
Hare krishna prabhuji
Hare Krishna…
Sir, is it documented in any Veda or Grantha, how to perform the Seva?
ପ୍ରଣାମ ପ୍ରଭୁ ଜୀ ବହୁତ ଭଲ ଲାଗିଲା।🌹🙏🏻🌹🙌
Hare krushna gurujii 🙌🏻😔🙏
🙏.. How one Service holder person can serve lunch in Daytime when she /he remains absent at home.. due to office work.. No other person stays at home.. Jay Srikrishna🙏🙏🌹
କିଛି କଥା ଯାଏଁ ଠିକ୍ କିନ୍ତୁ ସମ୍ପୂର୍ଣ୍ଣ ନୁହେଁ। ଯେପରିକି ଆମେ ଜଥାଯଥ ସମ୍ମାନ ଦେବା। କିନ୍ତୁ ଜଣେ ଶ୍ରଦ୍ଧାରେ ପ୍ରତୀକ ରଖିଲେ କ୍ଷତି ହେବା ନହେବା କଥା ହିଁ ଆଧ୍ୟାତ୍ମିକତା ବାକ୍ୟ ନୁହେଁ। ଏମିତି ଭୟଭୀତ କଥା କହିବା ଦ୍ବାରା ଆମର ନିମ୍ନଗାମୀ ହେଉଛି। ଇସ୍କନର ସବୁ ଗୋଳମାଳିଆ କାମ।
Eta sastra bidhi . ISKCON nuhan . Ask any Brahman who have read scripture.
ଠାକୁରଙ୍କ ପ୍ରତି ଶ୍ରଦ୍ଧା ଥିଲେ କିଛି ଅସୁବିଧା ନାହିଁ ।
Nija mata pita nka ra setiki seba kale bhala purnya miliba
Thanks