Veteran BJD MLA Pradeep Maharathy's Life In A Nutshell

Поделиться
HTML-код
  • Опубликовано: 7 фев 2025
  • Veteran BJD MLA Pradeep Maharathy's Life In A Nutshell
    OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
    Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
    Stay tuned for all the breaking news !
    Visit Our Website: khabar.odishat...
    Android App: bit.ly/OTVAndroidApp
    iOS App: bit.ly/OTViOSApp
    Watch Live: live.odishatv.in/
    RUclips: goo.gl/Ehz6OP
    Facebook: / otvnews
    OTV English Facebook : / otvenglish
    Telegram @otvtelegram @otvkhabar
    Twitter: / otvnews
    Instagram: / otvnews #SmrutiReMaharathy #OdishaTV

Комментарии • 176

  • @manoranjanpatro2765
    @manoranjanpatro2765 4 года назад +10

    Bhabani bhai ur presentation is outstanding... after seeing this video most of the people's eye get filled with tears.because of Bhabani bhai's. Script....I hv no words to praise you for this kind of videos...

  • @gyanaranjan9700
    @gyanaranjan9700 4 года назад +10

    Dear Otv Editor Bhawani Babu!!
    Thanks fr the nice voice.

  • @arttaranjanjena4695
    @arttaranjanjena4695 4 года назад +12

    Bhabani sir your voice and presentation is very outstanding ....

  • @rakeshpradhan386
    @rakeshpradhan386 4 года назад +47

    ବଞ୍ଚିଥିବା ବେଳେ ଗୁଣ୍ଡା କହୁଥିଲେ ମରିଲା ପରେ ସିକନ୍ଦର ।ବା ବାଃ ରେ ଦୁନିଆ

  • @Vlog-yk6zh
    @Vlog-yk6zh 4 года назад +4

    ସରିନାହିଁ ରାଜନୀତି ହାରିଗଲେ ମହାରଥୀ🙏🙏🙏🙏 Miss you sir

  • @saransha5937
    @saransha5937 4 года назад +3

    Thnks otv really imotional...

  • @sony7883
    @sony7883 4 года назад +4

    Bhabani sir ur presentation really heart touching 🙏❤️RIP maharathi...sahe ghoda ku sahe hati aka ladhiba maha rathi

  • @millankumar2196
    @millankumar2196 4 года назад +1

    Bhabani bhai ur voice and prsentiion is very good..

  • @snigdhabai7337
    @snigdhabai7337 4 года назад +1

    Bhabani...sir such a beautiful description.....best script ..of otv on this... above news

  • @dibyadas3274
    @dibyadas3274 4 года назад +5

    Really very emotional speech

  • @aeitajeevan513
    @aeitajeevan513 4 года назад +1

    Otv i love you so much

  • @Sameer-te1yt
    @Sameer-te1yt 4 года назад +1

    Solid presentation ...

  • @brijeshnayak8295
    @brijeshnayak8295 4 года назад +1

    ପ୍ରଦୀପ ମହାରଥୀ ଙ୍କ ମୃତ୍ୟୁ କୁ ନେଇ ...........
    ସାମାଜିକ ଗଣମାଧ୍ୟମରେ କେତେକ ଲେଖିଛନ୍ତି ସେ ଜଣେ ବିଶିଷ୍ଟ ରାଜନେତା ବା ରାଜନୀତିଜ୍ଞ ଥିଲେ । ଏହା ସମ୍ପୂର୍ଣ୍ଣ ଭୁଲ। ବିଜେଡି ଦଳରେ କେହି ବି ରାଜନୀତିଜ୍ଞ ନାହାନ୍ତି । ଏକଥା ତକ୍ତାଳୀନ ମନ୍ତ୍ରୀ ତଥା ବର୍ତ୍ତମାନର ବାଚସ୍ପତି ଅତୀତରେ ସ୍ପଷ୍ଟକରିଥିଲେ । ଅନେକ ମନ୍ତ୍ରୀ ଅମଲା ଙ୍କୁ ଡରି କରନ୍ତି ।ବିଧାୟକ ମାନେ ଜିଲ୍ଲାପାଳ ଙ୍କ ନିକଟରେ ନିଜକୁ ଅସହାୟ ମ ଏ କରନ୍ତି । ଏକ ମୁଷ୍ଟିମେୟ ଅମଲା ଗୋଷ୍ଟି ସରକାର ଓ ବିଜେଡି ଦଲକୁ ଚଳାନ୍ତି । ପ୍ରଦୀପ ମହାରଥୀ ଙ୍କ ଗୁଣ୍ଡାଗିରି , ହତ୍ୟା କାଣ୍ଡ , ଦାଦାଗିରି ଯୋଗୁଁ ପିପିଲି ଓ ଦେଲାଙ୍ଗ ଅଂଚଳରେ ବହୁ ପରିବାର ବରବାଦ ହୋଇଛନ୍ତି। ସେ ଜଣେ ଭଲ ଲୋକ ବୋଲି ବାରମ୍ବାର ଜିତି ନାହାନ୍ତି । ବଂର ଜଘନ୍ୟ ଗୁଣ୍ଡାଗିରି, ମାରପିଟ, ହତ୍ୟା, bombing, ଲୋକଙ୍କୁ ଭୟଭୀତ କରାଇ ଜିତିଛନ୍ତି । ମୁଁ ଡେଲାଙ୍ଗ ଅଂଚଳର ପିଲାଭାବେ ନିଜେ ଦେଖିଛି । ବାହାରେ ଦେଲାଙ୍ଗ ଅଂଚଳ ର ପରିଚୟ ହେଲା ଭୟ , ହତ୍ୟାକାଣ୍ଡ ,ଦାଦାଗିରି, ଗୁଣ୍ଡାଗର୍ଦ୍ଧିର ଅଞ୍ଚଳ ବୋଲି ସମସ୍ତେ ଜାଣନ୍ତି ।ଗାନ୍ଧୀ ସେହି ଅଂଚଳରେ ସାତ ଦିନ ରହିଥିଲେ , ସେଥିପାଇଁ ପ୍ରସିଦ୍ଧ ନୁହେଁ ।ମହାରଥୀ ଯୋଗୁଁ ସେହି ଅଂଚଳ ସଦାବେଳେ ଏହି ଦୁର୍ନାମ ର ଆଖ୍ୟା ପାଇଛି । ବେବିନା ଦୁଷ୍କର୍ମ ଓ ମୃତ୍ୟୁରେ ମହାରଥୀଙ୍କର ବିବାଦପୂର୍ଣ ଭୂମିକା ଏବଂ ମନ୍ତବ୍ୟ, ଅପରାଧୀଙ୍କୁ ସୁରକ୍ଷା ଦେବାରେ ତାଙ୍କ ଭୂମିକା , ନିର୍ବାଚନ ସମୟରେ ଜଣେ କାର୍ଯ୍ୟରତ ମାଜିଷ୍ଟ୍ରେଟଙ୍କୁ ମରଣାତ୍ମକ ଆକ୍ରମଣ ଇତ୍ୟାଦି ତାଙ୍କ ଚରିତ୍ରର ବୌଷ୍ଟଷ୍ୟ । କେତକ ଲେଖିଛନ୍ତି , ଏବେ ଡେଲାଙ୍ଗ ଅଂଚଳରେ ଶାନ୍ତି ଫେରିବ। ଏହା ଅବଶ୍ୟ ଭବିଷ୍ୟତ କହିବ । କାରଣ ବିଜେଡି ଶାସନର କୁସ୍ଚିତ ଚେହେରା ରାଜ୍ୟର ସବୁ ଅଂଚଳରେ ଭରିପୁର ରହିଛି ।
    ଗଣମାଧ୍ୟମ ରେ ପ୍ରଦୀପ ମହାରଥୀଙ୍କର ଯେପରି ପ୍ରଚାର ପ୍ରସାର କରାଗଲା , ରାଜ୍ୟରେ ବିଶିଷ୍ଟ ଗାନ୍ଧିବାଦୀ ତଥା ସ୍ବାଧୀନତା ସଂଗ୍ରାମୀ ଓ ପୂର୍ବତ ନ ସାଂସଦ ଭବାନୀ ପଟ୍ଟନାୟକ, ବିଶିଷ୍ଟ ନୀତିବାଦୀ ରାଜନୈତିଜ୍ଞ ଭାଗବତ ମହାନ୍ତି ଙ୍କ ମୃତ୍ୟୁ ରେ ସେପରି ଦେଖାଯାଇନଥିଲା । ମିଡ଼ିଆର ଏହି ଚରିତ୍ର ପାଇଁ ରାଜ୍ୟରେ ନବୀନ ପଟ୍ଟନାୟକଙ୍କ ଭଳି ଲୋକ 20ବର୍ଷ ଧରି ମୁଖ୍ୟମନ୍ତ୍ରୀ ଅଛନ୍ତି ।
    ମହାରଥୀଙ୍କ ମୃତ୍ୟୁ ଏକ ବାସ୍ତବ ସତ୍ୟ ଲୋକଲୋଚନକୁ ଆଣିଛି ସରକାର ଙ୍କର ଅସଲ ଚେହେରା ପଦାରେ ପକାଇଛି । ତାହା ହେଲା କୋଭିଡ ନିୟମ ସରକାରୀ କଳ ଓ ଦଳ ପାଇଁ ଗୋଟିଏ ପ୍ରକାର ।ସାଧାରଣ ଲୋକଙ୍କ ପାଇଁ ଆଉ ଏକ ପ୍ରକାର । କରନା ସଂକ୍ରମଣ କୁ ରୋକିବା ପାଇଁ ରାଜ୍ୟ ସରକାର କୋଭିଡ ଗାଇଡ଼ଳାଇନ କରିଛନ୍ତି । ମୁଖ୍ୟମନ୍ତ୍ରୀ ନିଜେ ମାକ୍ସ ପିନ୍ଧିବା , ସାମାଜିକ ଦୂରତା ରଖିବା , କୋଡିଏ ରୁ ଅଧିକ ଲୋକ ସମାଗମ ନହେବା ଇତ୍ୟାଦି କଡାକଡି ପାଳନ କରିବାକୁ ନିବେଦନ କରିବା ଏବଂ ଏହାକୁ କାର୍ଯ୍ୟକାରୀ କରିବାକୁ ପ୍ରଶାସନକୁ କଡା ନିର୍ଦ୍ଧେଶ ଦେଇଛନ୍ତି । ଏହି ଆଧାରରେ କୋଭିଡ ନିୟମ ଉଲଂଘନ ନେଇ ପୋଲିସ ଅନେକ ଲୋକଙ୍କୁ ଗିରଫ କରିଛି , ଅନେକ ରାଜନେତା , ସାମାଜିକ କର୍ମୀଙ୍କ ନାମରେ ପୋଲିସ ମାମଲା ରୁଜୁ କରିଛି , ଫାଇନ ଆଦାୟ କରିଛି । କିନ୍ତୁ କୋଭିଡ ସଂକ୍ରମିତ ରୋଗୀଙ୍କୁ ନାଛୁଇଁବା, କୋଭିଡ ରେ ମୃତ୍ୟୁ ବରଣ କରିଥିବା dead body କୁ ପରିବାରକୁ ନଦେବା , ସରକାର ଶବ ସତ୍କାର କରିବା ଇତ୍ୟାଦି ନିୟମ କରାଯାଇଛି । କିନ୍ତୁ ଦୁର୍ଭାଗ୍ୟ , ମହାରଥୀଙ୍କ ଶବ ଶୋଭାଯାତ୍ରା , ଶବଦାହ ରେ ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ସମସ୍ତ ନୀତି ନିୟମ ଉଲଂଘନ କରାଗଲା । କିନ୍ତୁ ପ୍ରଶାସନର ନୀରବତା , କୋଭିଡ଼ ନିୟମ ଉଲଙ୍ଘନକାରୀକୁ ସମର୍ଥନ ଓ ସହଯୋଗ ସୁଚାଇଦେଲା , ଏ ସରକାରର କୋଭିଡ ମୁକାବିଲା ରଣନୀତି କେତେ ମିଥ୍ୟା ଓ ପ୍ରହସନ । ସରକାରୀ ଲୋକାହିଁ କୋଭିଡ ରୋଗଠାରୁ ଆହୁରି ଭୟଙ୍କର ।

  • @surajsubudhi6137
    @surajsubudhi6137 4 года назад +1

    Bhabani sir voice is very good

  • @sujitdash4364
    @sujitdash4364 4 года назад

    Very nice presentation 🙏

  • @samaybehera9877
    @samaybehera9877 4 года назад +2

    Really heart'touching speeche

  • @bhupendra5581
    @bhupendra5581 4 года назад +3

    Miss you sir🙏🙏🙏🙏

  • @education.stipseducationti8254
    @education.stipseducationti8254 4 года назад

    Otv bhavi bani best News reporter

  • @roshanjha9289
    @roshanjha9289 4 года назад +10

    Very good that a Bad politician and gunda is died.

  • @s.slipsa2051
    @s.slipsa2051 4 года назад

    Thick hoichi

  • @kshyamanidhirout6199
    @kshyamanidhirout6199 4 года назад

    Nice presentation

  • @amardas3119
    @amardas3119 4 года назад +1

    Great Maharathi

  • @RKD826
    @RKD826 4 года назад

    Very sweet voice Bhawani ji ..

  • @Desitokavlog1998
    @Desitokavlog1998 4 года назад

    Apanaknu pakharu dekhibaku bahutt icha thila ..apanka ..bhasan motea bahutt pasand thila sir ..best .. politician ..for my look ..bahut kichii sikhichii sirr

  • @basudevbehera2209
    @basudevbehera2209 4 года назад +1

    Salaam sikander 🙏

  • @Swain77779
    @Swain77779 4 года назад +4

    Pradeep mahaarathi Amar rahe🙏🙏🙏🙏🙏🙏🙏💐💐💐💐💐💐💐

  • @kailashlenka517
    @kailashlenka517 4 года назад

    Good job

  • @Somnathdas-k8s
    @Somnathdas-k8s 10 месяцев назад

    Pradip maharathi not only a gunda mla but also a great galua like lalu prasad of bihar

  • @chinmayakumarmahanty2039
    @chinmayakumarmahanty2039 4 года назад

    Excellent bhabani sir...
    I love you too..

  • @mikunswainmikun2539
    @mikunswainmikun2539 4 года назад

    Jay jagannath 🙏🙏

  • @gatikrushnasarangi8062
    @gatikrushnasarangi8062 4 года назад +3

    🙏🙏🙏🙏

  • @kishorekhatua4084
    @kishorekhatua4084 4 года назад +1

    Think you

  • @gitanjalirana4379
    @gitanjalirana4379 Год назад

    Ok.sir

  • @prakashbehera7093
    @prakashbehera7093 2 года назад

    Bhavani Maharashtra best' Tv news

  • @SaliniMishra-p5c
    @SaliniMishra-p5c 11 месяцев назад

    🙏🌻

  • @chandansahoo8102
    @chandansahoo8102 4 года назад

    Mu bhagwan nku prathana karuchi
    Aapana nka aatmara sadgati heu
    Mu aapananku Salam karuchi
    Jay hind

  • @rabinarayanbehera7073
    @rabinarayanbehera7073 4 года назад

    Jay jagannath

  • @Odia_Toka_Anand
    @Odia_Toka_Anand 4 года назад +1

    ବଞ୍ଚି ଥିବା ବେଳେ ତ କେବେ ଏମିତି କହିଲ ନି,ଆଉ ମରିଗଲା ପରେ କହିଲେ କିଏ ଶୁଣିବ,

    • @durgamohapatra6930
      @durgamohapatra6930 4 года назад

      It's a tribute my dear .keep ur mind in right place don't put here and ....

  • @ranjankumarsahoo6326
    @ranjankumarsahoo6326 4 года назад +3

    100 ghoda re 100 rathi.....eka ladhiba maharathi ....ehi dialogue
    miss kariba sara odissa

  • @DushmantaDash
    @DushmantaDash 11 месяцев назад

    Satare dada missu

  • @satyaprakashpadhi6478
    @satyaprakashpadhi6478 4 года назад +15

    O tv tela Mari bare dhurandhara.. Han gote maha papi paine Hazare 10 koti loka gale Nihal hei gala.. sateki 1koti loka chali gale papi maduaa Pradeep ku Swarg re mantri pada Mili jiba.. o tv tu jaha kahuchu dalari kama paine thik .tela Mari ba paine thik.. kintu maha papi jaichi bhaut bhala.. ahuri kete ta jiba darkar prabhu jaganatha achhanti.. otv sambadika bebina katha kahunu..

    • @mysarthakcreations
      @mysarthakcreations 4 года назад +1

      Right

    • @mrreddyvai9235
      @mrreddyvai9235 4 года назад +1

      Right bdw covid niyama kuade gola ate sabu gaholi karuchanti aeta jadi gote garibo loka hoithanta ate gaholi karithante ki sola chuibi nathante taku that is garibo loka nka gandi mara money power 😃😃😃

    • @durgamohapatra6930
      @durgamohapatra6930 4 года назад +1

      ତେଲ ନୁହେଁ ମୋ ଭାଇ ଏହାକୁ କୁହନ୍ତି ବିଗତ ଆତ୍ମାର ଶ୍ରଦ୍ଧାଞ୍ଜଳି ।ଆଜି ର ଏ ବିଦାୟ କୁ ଓ tv ରାଜନୀତିର ଉର୍ଦ୍ଧରେ ଶ୍ରଦ୍ଧାଞ୍ଜଳି ଦେଇ ନିଜକୁ ଆହୁରି ଆଗକୁ ନେଇ ଗଢି ତୋ ଲି ଛି ।ବହୁତ୍ ଚମତ୍କାର ଚିନ୍ତା ଧାରା ସାମ୍ବାଦିକତା ର।

  • @bijaykumarbehera9848
    @bijaykumarbehera9848 4 года назад +1

    I miss you sir 😭😭🙏🙏🙏

  • @abhimanyuabhimanyupanda7066
    @abhimanyuabhimanyupanda7066 4 года назад

    Omm shanti

  • @tapanpal3212
    @tapanpal3212 4 года назад +1

    Miss u sir 🙏🙏🙏🙏😭

  • @bulubaral1704
    @bulubaral1704 4 года назад

    Jay Jagannath

  • @susildehury9674
    @susildehury9674 4 года назад

    iam incongrss but se i love maharathi

  • @jagannathdhar5552
    @jagannathdhar5552 4 года назад +2

    😭😭😭😭RIP SIR 🙏🙏it’s rule of nature ❤️

  • @subhasahu450
    @subhasahu450 4 года назад +1

    Salute Brave 🙏🙏🙏🙏🙏

  • @aloksahoo2776
    @aloksahoo2776 4 года назад

    Really

  • @kishorbehera5512
    @kishorbehera5512 4 года назад +1

    I love you sir I miss you sir 😥😥😥

  • @tapanbaliarsingh9127
    @tapanbaliarsingh9127 4 года назад +1

    RIP so sad moment natu Bhai Amar rahe

  • @sandeepbehera2199
    @sandeepbehera2199 4 года назад

    Good

  • @laxmidharabiswal2340
    @laxmidharabiswal2340 4 года назад

    ଆଉ ସୁଵିଭ ନାହିଁ 100 ଘୋଡା କୁ 100 ହାତୀ ଏକା ଲଢ଼ିବ ମହାରଥୀ

    • @sdash6242
      @sdash6242 4 года назад

      why torture poor animals.. the real beast has died

  • @amitrana5619
    @amitrana5619 4 года назад

    Reply We Miss lots of you Sir...

  • @udaybhanuroutray6430
    @udaybhanuroutray6430 4 года назад

    Sikannadar ?????

  • @rakeshbaral8837
    @rakeshbaral8837 4 года назад

    Salam

  • @bijaydas4355
    @bijaydas4355 2 года назад

    Miss you sir 😭😭😭

  • @jasminejayasingh4236
    @jasminejayasingh4236 4 года назад +4

    Kuade gala tama covid -19 ra katakana oo e neta mantri ta yaanka pain alaga bhagawan tame saha vharasa😑😑

  • @odiavlogersivani9424
    @odiavlogersivani9424 4 года назад +14

    Bebina ebe bi kanduchi

    • @Santa9339
      @Santa9339 4 года назад

      Bebina kiye

    • @Bubul9191
      @Bubul9191 4 года назад +1

      Kouthi kanduchi

    • @kiranreddy1220
      @kiranreddy1220 4 года назад +2

      @Rupa behera tahele gujurat ro Simran aji bhi kanduchi modi morila taku nyiya meliba

    • @Santa9339
      @Santa9339 4 года назад

      @Rupa behera ohoo.. mu janichi se case ta 🙁😓.. Tame se jhia name Bebina.. Bhagaban ta atma ku shanti diantu..

  • @kumaramit4065
    @kumaramit4065 4 года назад

    I miss u sir

  • @chintusingh4683
    @chintusingh4683 4 года назад

    Mu aji kanduchi mote bahut sahajaya karichanti mo Bhai au nahanti. 😚😚😚😚😚

  • @gudubhaiya6953
    @gudubhaiya6953 2 года назад

    salam choro

  • @litanpatra9503
    @litanpatra9503 4 года назад +1

    Ram 🙏

  • @techs5564
    @techs5564 4 года назад +4

    police ya doctor heithile ppe kit re gudeiki fopada heithanta

    • @daku7689
      @daku7689 4 года назад

      Exactly ye neta ta sethi pain 7 khun maaf emanka pain

    • @techs5564
      @techs5564 4 года назад

      @@daku7689 that's why God's grace, mercy and wrath. Nothing is in between. corona nuhen kalaki!

  • @priyabratamohanty4391
    @priyabratamohanty4391 4 года назад +2

    Rip🙏🙏🙏

  • @chandrasekharsahoo8760
    @chandrasekharsahoo8760 4 года назад +2

    ଭବାନୀ ବାବୁ ଟିକେ ବେଶୀ ପ୍ରଂଶସା ହେଇଗଲା...
    ଆପଣ bjd ରେ ମିଶିବେ ନା କଣ ?

  • @munaswainbudhia9396
    @munaswainbudhia9396 4 года назад

    Sir apana nk kahiba dhanga ku sata koti pranam, akhiru luha asigala sir

  • @rinkyswain8677
    @rinkyswain8677 4 года назад +1

    🙏🙏😭😭🙏🙏😭😭🙏🙏😭😭🙏🙏

  • @gyanaranjanroutray6710
    @gyanaranjanroutray6710 4 года назад +5

    ମହାରଥୀ ଙ୍କ ଉଦ୍ଦେଶ୍ଯ ରେ ତାଙ୍କୁ ଶେଷ ସମ୍ମାନ ଜଣାଇବାକୁ ଜାଇ ତାଙ୍କ ଉଦ୍ଦେଶ୍ଯରେ ଗୋଟିଏ ଦିନ ଓଡ଼ିଶା ରେ ରାଜକୀୟ ଶୋକ ଡିକ୍ଲାର କରିଥିେଲେ ଭଲ ହୋଇଥାନ୍ତା

    • @prasantkishorenanda2981
      @prasantkishorenanda2981 4 года назад +3

      Kain kahilani ta bebina ku tk nya milu boli au rajya loka soka palibe puni ei lika ta pain sabu paisa ra kamal

    • @mysarthakcreations
      @mysarthakcreations 4 года назад +2

      Bala p lokata thela bala chhodithanta

    • @mysarthakcreations
      @mysarthakcreations 4 года назад +3

      MC marigala pare samaste chhodi huanti se mc jetiki ku-karma karichi kahariku dekha jauni

    • @mysarthakcreations
      @mysarthakcreations 4 года назад +2

      Lajjya lajjya

  • @priyankapriyanka6945
    @priyankapriyanka6945 4 года назад

    Odisha basi ,aame samaste dukhit , kotpad basi

  • @sangitadas1464
    @sangitadas1464 4 года назад +1

    Abhalia papi vala heichi jetebele bebina case re amiti ta kahina thila . Se gote chora

  • @biswaranjanmishra6474
    @biswaranjanmishra6474 4 года назад

    Bhagya bhala subas Bose kahina

  • @mukeshbehera4511
    @mukeshbehera4511 4 года назад +4

    Media wala jemiti highlight karucha jemiti Jane freedom fighter nka death hei jaichi. Faltu news au kichi news nahi tama pakhare.....

  • @maheswarnahak6371
    @maheswarnahak6371 3 года назад

    Akhiru Luha bahari asuchi jetethara dekhile

  • @sdash6242
    @sdash6242 4 года назад

    Finally Bebina Behera's soul will get some justice. This rapist protector is definitely going to hell.

  • @satyaprakashpadhi6478
    @satyaprakashpadhi6478 4 года назад +8

    Sikandra ra Bala ye.. sala maduaa matali .. abhadra loka nuhen poka te,

  • @sunilkumarsahu0276
    @sunilkumarsahu0276 4 года назад

    God bless him....,,,hey god .

  • @sumitrapradhan8351
    @sumitrapradhan8351 4 года назад

    Return if possible

  • @shisirkumarmahabhoi2982
    @shisirkumarmahabhoi2982 4 года назад

    👍

  • @sunilsahoo4313
    @sunilsahoo4313 4 года назад +1

    😭😭😭😭

  • @santoshreddy1626
    @santoshreddy1626 4 года назад +2

    RIP 🙏🙏🙏😭😭😭

  • @schordingerscat25
    @schordingerscat25 4 года назад +2

    Mada pee pee bhitare organ sabu kharab...covid ru Sethi pain thik helani

  • @bhagirathibehera9630
    @bhagirathibehera9630 4 года назад

    My deepest condolences

  • @Team_robocraft
    @Team_robocraft 3 месяца назад

    salam sikandar munda jaha bhabe tunda bhi taha kahe

  • @amardas3119
    @amardas3119 4 года назад

    Jay jagganath

  • @mirjamudassir207
    @mirjamudassir207 4 года назад

    We r missed her Pipili public ...😪😪😪😪

    • @santoshmallik555
      @santoshmallik555 4 года назад

      Sir a video dekhi mu kandi pakeili.aaji janili otv rajaniti Ku support kare ni.barng satya Ku samna Ku aane

  • @biswaranjanpanda7140
    @biswaranjanpanda7140 4 года назад

    Sata ku micha au micha ku sata kahibare news bala parangama

  • @anuphansdah4716
    @anuphansdah4716 5 месяцев назад

    Pipili Gang-rape case kuu eia dobeithila...

  • @sitaramsahoo811
    @sitaramsahoo811 4 года назад +1

    news channel ବାଲା କାନ୍ଦିବେନି କେମିତି? ବିନା ପରିଶ୍ରମରେ content ଆସିବା ବନ୍ଦ ହେଇଗଲା। 😝

  • @ashish.130.
    @ashish.130. 4 года назад

    Mana ku chunuchi Bhabani bhai tuma katha

  • @rakesh7586
    @rakesh7586 4 года назад

    😥😥

  • @snigdhaswain8836
    @snigdhaswain8836 4 года назад +1

    Chora au gunda ra anta hela

  • @chitrapratimanayak8311
    @chitrapratimanayak8311 4 года назад +1

    Verry sad news 😭😭😭😭

  • @aminaNayak-l6d
    @aminaNayak-l6d 4 месяца назад

    PradeepBhaeiAmararahe

  • @bikrammahapatra2864
    @bikrammahapatra2864 4 года назад

    Well script

  • @chittaranjansethy7755
    @chittaranjansethy7755 4 года назад

    Realy sad news , mu kebe real dekhini but mu tanku bahut vala paye tanka nature bkz manaku jaha ase kahi deanti kebe kahaku darantni .so sad

  • @priyadarshinirout2332
    @priyadarshinirout2332 4 года назад +1

    Murtu ku kehi jitiparibeni

  • @anshumanbiswal9958
    @anshumanbiswal9958 4 года назад

    Sir. I miss u 😭😭😭

  • @chandanswain9952
    @chandanswain9952 2 года назад

    😥😥😥😥😥😥😥😥😥😥

  • @ghasiramsahu8143
    @ghasiramsahu8143 4 года назад

    Rip sir