କେବେ ସୁଦ୍ଧା ରାସନ କାର୍ଡ ଦିଆଯିବ? || When Govt Will Provide New Ration Card? || Kanak News Digital

Поделиться
HTML-код
  • Опубликовано: 23 ноя 2024

Комментарии • 386

  • @subashbarik377
    @subashbarik377 2 месяца назад +112

    ବିଜେପି ବାଲା ତମେ କି ବାଳ ରାଜନୀତି କରୁଛ ବେ, କେତେବେଳେ ରାସନକାର୍ଡ ଆଉ କେତେବେଳେ ପାନକାର୍ଡ ତ ଆଉ କେତେବେଳେ ଭୋଟର କାର୍ଡ ଆଉ କେତେବେଳେ ekyc କୁ ନେଇ ରାଜନୀତି କରୁଛ ବେ, ଧିକ ତମ ବାଳ ରାଜନୀତି ଖାଲି ଗରିବ ମାନକୁ ହନ୍ତସନ୍ତ କରିବା କଥା

    • @India-police
      @India-police 2 месяца назад +3

      R8 kahila bhai❤

    • @Vlogs07796
      @Vlogs07796 2 месяца назад +6

      tame kn bujhiba aare kyc kete labha jaha ghara jane marijaichi se bi rice pauchi jaha nahi ta nhi

    • @snigdharanisahoo962
      @snigdharanisahoo962 2 месяца назад

      Right

    • @Ariyanjewellery
      @Ariyanjewellery 2 месяца назад +2

      ତାହେଲେ କଣ ପ୍ରତି ବର୍ଷ e KYC କରିବ ନା କଣ

    • @rahulsamantaray5503
      @rahulsamantaray5503 2 месяца назад

      Rice Kain paiba jadi tanka nare Diller complain Kariba jadi se kain paibe ​@@Vlogs07796

  • @mrutyunjayaacharya
    @mrutyunjayaacharya 2 месяца назад +53

    ତମ ସରକାର ଭାଙ୍ଗି ଯାଉ

  • @trilochanmeher-rx1ng
    @trilochanmeher-rx1ng 2 месяца назад +42

    ଯୋଗାଣ ମନ୍ତ୍ରୀ କିଏ କି ଆଉ ଉତ୍ତର ଦଉଛି କିଏ

    • @DRx_legend_7
      @DRx_legend_7 2 месяца назад

      Sia sala ta alu anuchi train re Punjab ru train pahanchile ans daba

  • @binodinimirdha7081
    @binodinimirdha7081 2 месяца назад +19

    Sir ରାସନ୍ କାର୍ଡ ନୂଆ ହେବ କି ନାଇ
    ଅଲଗା କରି ହେବ କି ନାଇ କୁହନ୍ତୁ plz

  • @DashrathNaik-u1k
    @DashrathNaik-u1k 28 дней назад +3

    Naveen sir good

  • @BeHappy-fn6qh
    @BeHappy-fn6qh 2 месяца назад +27

    E kyc ସରିନି ଆଉ କୋଉ ଆଧାରରେ କହୁଥିଲ ତିରିଶ ଲକ୍ଷ ଭୂତ କାର୍ଡ ଅଛି।
    ଏବଂ ତୁମ କଥାରୁ ଯାହା ଜଣା ପଡ଼ୁଛି ତୁମେ ଆଉ ନୂଆ କାର୍ଡ ଦବ ନାହିଁ।

  • @Tukunavlogsbdk
    @Tukunavlogsbdk 2 месяца назад +100

    ମୁଁ ଭାବୁଥିଲି ବିଜେପି ସରକାର ଭଲ କିନ୍ତୁ ଏମାନେ ଏତେ ଅଭିନୟ କରି ପାରନ୍ତି. ସଳା ରସନକାର୍ଡ଼ ପାଇଁ କେତେ ଭୂଆଁ ବୁଲାଉଛନ୍ତି. ଧିକ୍ ତମ ସରକାର

  • @creter552
    @creter552 2 месяца назад +8

    ଧିକ୍ BJP sarkar . ଯୋଉ ଛୁଆ ମାନଙ୍କର ଆଧାର ରେ ଫିଙ୍ଗର୍ ନେଉ ନାହିଁ . କଣ ସେମାନଙ୍କୁ ରେସନ ମିଳିବ ନାହିଁ .. ଧିକ BJP rajaniti.

  • @pitamganda6279
    @pitamganda6279 2 месяца назад +2

    ଯାହାର 4ଟି ପୁ ଅଥିବେ ଜ ନେ ପୁଅ କୁମିଲୁଛି ଆଉ ତିନିଜଣକଣ କରିବେ

  • @debidattaray457
    @debidattaray457 2 месяца назад +57

    ଯେଉଁ ମାନେ କହୁଚ କି ବାହାରେ ଥିବା ଲୋକ କେମିତି ekyc କରିବେ,ଆରେ ଭାଇ ଡବଲ ଇଞ୍ଜିନ ପା ଆଉ ଦାଦନ ଖଟିବାକୁ ଯିବାକୁ ପଡୁନଥିବ ତ ବାହାରେ କେମିତି ରହିଲେ ସେମାନେ

    • @Jyotiprakash38
      @Jyotiprakash38 2 месяца назад +1

      Bhal kahha kahila bhai

    • @Samrat_CAK
      @Samrat_CAK 2 месяца назад +2

      ଯେଉଁମାନେ ବାହାରେ ଅଛନ୍ତି, ତାଙ୍କ ରାସନ୍ ଟା କିଏ ଖାଉଛି ???

    • @debidattaray457
      @debidattaray457 2 месяца назад +1

      @@Samrat_CAKଯେ ବି ଖାଉ ତା ଘର ଲୋକ କି ଯେ ବି ,ହେଲେ ଏବେ ତା ଦାଦନ ଯାଉ ନଥିବେ ସେ ନିଜେ ଖାଇବେ ଘରେ

    • @manasranjan752
      @manasranjan752 2 месяца назад +2

      Don't compare 25 years tenure with 3 month's tenure....

    • @debidattaray457
      @debidattaray457 2 месяца назад

      @@manasranjan752 3month tenure re colour kama ta heigala

  • @padmacharanratha647
    @padmacharanratha647 2 месяца назад +9

    ବାଇକ୍ ମେଣ୍ଟେନ୍ କରୁଥିବା ପରିବାରର ରାସନକାର୍ଡ ବନ୍ଦ କରାଯାଉ

    • @jk-eg2ye
      @jk-eg2ye 2 месяца назад +2

      ତୁ cyicle ରେ ହିଁ ତୋର ସରିବ

    • @Anonymous_Helper4u
      @Anonymous_Helper4u 2 месяца назад

      Pura explain kara ... Nahele buhata soda suniba ..

    • @Thalapathy123-z1h
      @Thalapathy123-z1h 2 месяца назад

      ​@@Anonymous_Helper4u🤣🤣🤣🤣🤣

    • @beyondinfinity7010
      @beyondinfinity7010 2 месяца назад +1

      To pakhe mg bike nanhi kire 😂

    • @pinks1423
      @pinks1423 Месяц назад

      Exactly ଗୋଟେ bike ଚାଳକ ମାସକୁ ଅତିକମରେ 2000 petrol ପୋଡ଼ି ପାରେ କିନ୍ତୁ 40 ଟଙ୍କା ପ୍ରତି କେଜି ଚାଉଳ ×5 କେଜି କିଣିକି ଖାଇ ପାରିବନି କିପରି... 😮

  • @sarangasahu322
    @sarangasahu322 2 месяца назад +2

    କୋଉ ସାରକାର ଭଲ କାମ କରୁଅଛି କୁହ ନ୍ତୁ

  • @binodkumarrout5389
    @binodkumarrout5389 2 месяца назад +18

    Jau mane dadan jaichhanti se kn finger print debaku odisha asi be bala sarkar

  • @DasDipanita
    @DasDipanita 2 месяца назад +1

    ମର ରାସନ କାର୍ଡ ହେଇନି କେବେ ନୂଆ ହେବ10ବର୍ଷ ହେଲାଣି ବା ହେଲିଣି

  • @sarangasahu322
    @sarangasahu322 2 месяца назад +1

    Mu new ration card pai domument ଦେଇଛି କିନ୍ତୁ ମୋର ଏ ଯାଏ କିଛି ହେଇନି
    ତୋ ମୋର hb ki nahi ଆଉ

  • @DashrathNaik-u1k
    @DashrathNaik-u1k 28 дней назад +1

    B j p Raition card debeni badhe

  • @JibanJyoti-s8u
    @JibanJyoti-s8u Месяц назад +1

    All right👌👌

  • @maheshkumarpradhan8500
    @maheshkumarpradhan8500 2 месяца назад +38

    ନମ୍ବର 1 MLA

  • @Suranjith_12
    @Suranjith_12 2 месяца назад +23

    ବେଲଜ୍ୟା ସରକାର,,, ଏମିତି ଦିନ କଟିବ ରାସନ ମିଳିବାକୁ ନାହିଁ

    • @ranjitareddy4904
      @ranjitareddy4904 2 месяца назад +1

      2year heigala miluni Khali gote dhama chaleichanti

  • @udityasingh6504
    @udityasingh6504 2 месяца назад

    ସୂର୍ଯ୍ୟ ବସିଂ ଭାଈ ତମେପି ହାରାମି ହୋଇଗଲ🙏

  • @sushilchakisushil557
    @sushilchakisushil557 2 месяца назад +1

    Ekyc କଣ ବାଳ ମୁଁ କିଛି ବୁଝି ପାରୁନି କିଏ ହେଲେ ବୁଝେଇଦିଅ

  • @prakashmallik1686
    @prakashmallik1686 2 месяца назад +1

    ଟାୱାର ନାଇଁ ପାଇବାର ପଂଚାୟତ ମାନଙ୍କୁ କେମିତି କରିବୁ ହୋ

  • @PradeepKumar.mallik
    @PradeepKumar.mallik 2 месяца назад

    ଜୟ ଜଗନ୍ନାଥ ସ୍ବାମୀ ଜୟ

  • @trinathnaik578
    @trinathnaik578 2 месяца назад +1

    ବାଳ ରାଜନୀତି ଚଳାଇଛନ୍ତି,

  • @harihardash7761
    @harihardash7761 2 месяца назад +10

    KYC KYC KYC kete thara karibe lokmane,VLW Mane ghara ku Ghar buliki KYC karantu,psycaly survey karantu sabu thik hoijiba

  • @ratikantnayak3471
    @ratikantnayak3471 2 месяца назад +51

    Are ମଗିହା ମାନେ jaumane ବାହାରେ ଅଛନ୍ତି ସେ ଆସିବେ କେମିତି

  • @SusantiMutamajhi
    @SusantiMutamajhi 2 месяца назад

    ଏହି ସରକାର ମୁଦି ସରକାର, ସମସ୍ତଙ୍କୁ ଲୋକଙ୍କୁ ମରେଈବା ସରକାର,

  • @Hakervideo818
    @Hakervideo818 2 месяца назад +1

    E k y c pare b thakei heuchi sir ,stri sarakari mastar swami pauchi chaula ,e k y c karichi se ,kemiti katiba tankara tadanta karajau ,nayaghara jila , ran pur black ,lodhachua

  • @Abhi-panda
    @Abhi-panda 2 месяца назад +34

    ବିଜେପି jumla ସରକାର ରେ ଭାଇ, ନବୀନ ବାବୁ ଙ୍କୁ ହରେଇ ଓଡ଼ିଶା ବାସୀ ବଡ ଭୁଲ କଲ୍। କେତେ ଲୋକଙ୍କ ରେସନ card katiba, କେତେ health card katiba ଦେଖ। ନବୀନ ସାର୍ best ଥିଲେ ଏବେ ସବୁ ନାମ ନିଅ

    • @lilipatra698
      @lilipatra698 2 месяца назад +1

      Bholo heichhi re bhai nabin hariki.amo pain bholo heichhi jay bjp

    • @pratapmallick1
      @pratapmallick1 2 месяца назад

      Nabina Hari la je bhala achhi Amara babu sasana darakara nai

    • @sarojodiaeducation7601
      @sarojodiaeducation7601 2 месяца назад

      ​@@lilipatra698banda bjp

    • @goutamrout3908
      @goutamrout3908 2 месяца назад

      ଗଣତନ୍ତ୍ର ରେ ଲୋକେ ଯାହାକୁ ଚାଂହିବେ। ତୁମେ କିଏ ଲୋକ ମତକୁ ଭୁଲ୍ କହିବାକୁ।

    • @moviereview475
      @moviereview475 2 месяца назад

      ତମ କେମଣ୍ଟ ରେ ଲାଇକ୍ ସଂଖ୍ୟା ଦେଖିଲେ ଜାଣି ଯେ ଲୋକ କେମିତି ମହରଗ ରୁ ଯାଇକି କାନ୍ତେରା ରେ ପଡିଛନ୍ତି

  • @balaramjena485
    @balaramjena485 2 месяца назад

    ବୟସ୍କ ଲୋକ ଚାଲି ବୁଲି ପାରୁ ନ ଥିବା କେମିତି କେ ଉଆଈ ଶି କରିବେ

  • @AmarKujur-g5c
    @AmarKujur-g5c Месяц назад

    Sir ନୂଆଁ ରାସନ୍ କାର୍ଡ ଲାଗୁ କରନ୍ତୁ

  • @R.NMURMU-js7sc
    @R.NMURMU-js7sc 2 месяца назад +6

    ବାଳ ରାଜନୀତି କରୁଛ ଆଉ କିଛି ବିକାଶ ପାଇଁ ଦେଖା ଯାଉନି

    • @susantasatapathy175
      @susantasatapathy175 2 месяца назад

      ଠିକ୍ କଥା , କେବଳ ମାଗଣା ଦେଇ ଦେଇ ରାଜ୍ୟ ଓ ଦେଶକୁ ଦରିଦ୍ର କରିଦେଉଛନ୍ତି .

  • @jogeswarmalimali9020
    @jogeswarmalimali9020 2 месяца назад

    ମୋ ପରିବାର ରେ ପାଞ୍ଚ ଜଣ ଅଁଛୁ କିନ୍ତୁ ଦୁଇ ଜଣ ଚାଉଳ ମିଳୁଛି

  • @Malick-be8wu
    @Malick-be8wu 2 месяца назад

    ଯୋଉ ମାନେ ବାହାରେ ରହୁଛନ୍ତି ସେମାନେ କଣ କରିବେ କଣ ସମସ୍ତ ଆସିବେ ଲକ୍ଷ ଲକ୍ଷ ଲୋକ ଅଛନ୍ତି
    କଣ କରିବେ ସେମାନେ

  • @SusantiMutamajhi
    @SusantiMutamajhi 2 месяца назад

    ରାସନ କାର୍ଡ ପାଇଁ ସରକାର କୁ ଏତେ ସମୟ ଲାଗୁଚି, ଲାଜର କଥା, ଆଉ କି କାମ କରିପାରିବେ, ଆମ ଗରିବ ଲୋକଙ୍କୁ ହଇରାଣ ରେ ପକାଉ ଛନ୍ତି,

  • @raneemunda6778
    @raneemunda6778 2 месяца назад +4

    ଯିଏ ବାହାର ଦେଶକୁ ଦାଦନ ଖଟିବାକୁ ଯାଉଛନ୍ତି ସେମାନେ କଣ କରିବେ ଏତେ ସବୁ ପାଲା କଣ ପାଇଁ?

  • @jayhind6187
    @jayhind6187 2 месяца назад

    ଦାଦନରେ ଯେଉଁମାନେ ଅଛନ୍ତି । ସେମାନେ କ ଣ ମଲା ଗଲା ଭୂତ ?

  • @sarangasahu322
    @sarangasahu322 2 месяца назад

    ଆମେ ଚାରି ଜଣ ପରିବାର ଅଛୁ
    ଆମେ କିଛି ପାଇନୁ
    ନା ମିଳିଛି ration card
    ନା ପକା ଘର କିଛି ବି ଆସିନି

  • @Indiannagen
    @Indiannagen 2 месяца назад

    ଜେଉଁ ମାନେ ବାହାରେଅଛତି ଶେମାନେ କଣ' କରିବେ

  • @susantasatapathy175
    @susantasatapathy175 2 месяца назад +8

    ମୂଖ୍ୟ ମନ୍ତ୍ରୀଙ୍କୁ ଅନୁରୋଧ କରୁଛି, ସବୁ ମାଗଣା ଯୋଜନା ବନ୍ଦ୍ କରାଯାଉ, ମାଗଣା ଦେବା ଦ୍ଵାରା ଦେଶ କିମ୍ବା ରାଜ୍ୟ ଗରିବ ହେଉଛି ଏବଂ ରାଜ୍ୟର ଉନ୍ନତି ହେଇ ପାରୁନାହିଁ.

    • @uttambiswal49
      @uttambiswal49 2 месяца назад

      Delhi re dela bele thik

    • @creter552
      @creter552 2 месяца назад

      Tame parama gyani guni loka.. patha na padhiki bidwan tame..

  • @Dillbabucreations
    @Dillbabucreations 2 месяца назад +1

    ରେସନ କାର୍ଡ E- KYC ପାଇଁ ସରକାର ଗୋଟେ ଭଲ ପ୍ରୟାସ କରିଛନ୍ତି କିନ୍ତୁ ଏହା ଗ୍ରାମ ପଞ୍ଚାୟତ ରେ ନ ହୋଇ ପ୍ରତି ଗ୍ରାମରେ ହେଵା ଆବଶ୍ୟକ କାରଣ ଅନେକ ଛାତ୍ର ଛାତ୍ରୀ ବିଭିନ୍ନ ଦୂର ଶିକ୍ଷ୍ୟା ଅନୁଷ୍ଠାନ ଗୁଡିକରେ ପାଠପଢୁଛନ୍ତି ସେମାନେ କିପରି E-KYC କରିବେ ଓ ଗ୍ରାମାଞ୍ଚଳରେ ଏପରି ବ୍ୟବସ୍ତା କରାଯାଉ ଯେପରି ଛାତ୍ର ଛାତ୍ରୀ ମାନେ ସ୍କୁଲ କଲେଜ ଯିବାରେ ଯେମିତି ବାଧା ସୃଷ୍ଟି ନ ହେଉ

  • @bijaybaral2603
    @bijaybaral2603 2 месяца назад

    ସୂର୍ଯ୍ୟ ବଂଶୀ ଭାଇ କାମ କମ କଥା ବେଶୀ

  • @RG_Mithun
    @RG_Mithun Месяц назад

    ଯାହାର ରାସନ କାର୍ଡ ରେ ମେମ୍ବର କଟି ଯାଇଛି ସେମାନେ ଯୋଡ଼ିବେ କେମିତି ମେମ୍ବର

  • @skjahangir4599
    @skjahangir4599 2 месяца назад

    Odisha bahare joumane achonti semanker kemiti hobo e _kyc finger print reason card re plz answer

  • @bibekanandaparida6279
    @bibekanandaparida6279 2 месяца назад

    ଆରେ ଏତେ ସବୁ ଜଦି ekyc କରାଯିବ ତାହେଲେ ସରକାର ଙ୍କ ଜରିଆରେ ଗାଁ ଗାଁ କୁ ଯାଇ ସରକାର କରନ୍ତୁ

  • @monturock4076
    @monturock4076 Месяц назад

    Good question mam

  • @Mr.deviprasad
    @Mr.deviprasad 2 месяца назад +19

    ଆମ ମାନଙ୍କ ପାଇଁ ଆମ ରାଜ୍ୟରେ କିଛି income ra ବାଟ ନଥିବାରୁ ଆମେ ବାହାର ରାଜ୍ୟରେ କାମ କରୁଚୁ ଆମେ ସମସ୍ତେ କନ କେବେହେଲେ ଘରକୁ ଯାଇ ପାରିବୁ କି.ଆମପ୍ରତି ସରକାର କଣ ନିଷ୍ପତି ନେବେ

    • @moviereview475
      @moviereview475 2 месяца назад +2

      ଚିନ୍ତା କରନି ଭାଇ ସରକାର ଘୋଷଣା ପତ୍ର ରେ କହିଛନ୍ତି ଚାରି ଚାରୋଟି IT hub ହବ ଓଡ଼ିଶା ରେ। manufacturing hub ହବ। ଓଡ଼ିଆ ଙ୍କୁ ଆଉ ଦାଦନ ଯିବା କୁ ପଡ଼ିବନି। ବର୍ଶିକିଆ ପ୍ୟାକେଜ system ହବ ସବୁ ଏବେ placement ପାଇବେ।😂

  • @itzme262
    @itzme262 2 месяца назад +3

    Jeun bhai bhauni mane rajya bahare achhanti tanka katha bhabantu semane tanka family au nija ra peta posiba pain baharku
    Jaichanti semananka katha kn haba

  • @travelindiawithrajesh4987
    @travelindiawithrajesh4987 2 месяца назад +1

    E kyc dwara aapanha kemiti swachta aanhibe

  • @bijaykhuntia
    @bijaykhuntia 2 месяца назад +2

    ଭଲ ଟାଇମ଼ ପାଷ୍ ଚାଲିଛି

  • @bhagyadhraprusty4465
    @bhagyadhraprusty4465 2 месяца назад

    Bhai thanks

  • @Vlogs07796
    @Vlogs07796 2 месяца назад

    Good discussion sir

  • @Manojkusingh934
    @Manojkusingh934 Месяц назад

    Very good 🎉🎉

  • @krushnamohanprusty2728
    @krushnamohanprusty2728 Месяц назад

    ରେସନ କାର୍ଡ ଓ ଆବାସ ବଣ୍ଟନ ଯୋଜନା ତୃଣମୂଳ ସ୍ତରରେ ଦୁର୍ନୀତିର ମୂଳ ମଞ୍ଜି ?😂

  • @LilyPradhan-hd3uj
    @LilyPradhan-hd3uj 2 месяца назад

    କେବେକାଟିବା ଭୂତ ହିତାଧିକାରୀଙ୍କୁ, ଜୀବିତ ହିତାଧିକାରୀଙ୍କୁ kebe daba kn ଭୂତ hele daba ନା kn

  • @ashokdas5443
    @ashokdas5443 2 месяца назад

    ଏଇଟା ଭଲ କରିଛି ବିଜେପି କାରଣ ମରିଯିବା ଲୋକ ଏବଂ ବାହା ହେଲା ଝିଅ ବି ରାସନ ପାଉଛି ଏଇଟା କଲେ ଆଉ କିଛି ନୂଆ ରାସନ କାର୍ଡ ହେଇ ପାରିବ

  • @PradeepNag-i4j
    @PradeepNag-i4j 2 месяца назад

    ମାନ ମାରି ମୂଖ୍ୟମନ୍ତ୍ରୀ ଗରେଵ ଲୋକ କୁ ହଈଣଆନ କରୁଛ

  • @madanmohandas534
    @madanmohandas534 2 месяца назад +22

    ଜଣେ। ଲୋକଙ୍କୁ। ଦିନକୁ।150ଗ୍ରାମ।ଚାଉଳ।ଦେଇ।ଏତେ। ବାହାଦୁର

    • @jyotiranjanbehera9527
      @jyotiranjanbehera9527 2 месяца назад

      ମାଗଣା ଖାଈ ଖାଈ ଗାଣ୍ଡୀ ମାରିବାକୁ ବସିଛ ଖାଲି ମାଗଣା

    • @as123ooh
      @as123ooh 2 месяца назад

      Tume rozgar karantu, ta Hele 150 gm chaula neba ku padi bni 😅

    • @Aapunu880
      @Aapunu880 2 месяца назад

      @@madanmohandas534 ame bi chashi , ame bilare kama karu, hele jou bada bada lokia ration card paichanti tankara katu,,,,jay jagannath, sala upuri paisare chaluchanti bada lokia, harami para ra pati mariki bada bada flat, kotha , karuchanti

  • @Samrat_CAK
    @Samrat_CAK 2 месяца назад +2

    ଯେଉଁମାନେ ବାହାରେ ଅଛନ୍ତି, ତାଙ୍କ ରାସନ୍ ଟା କିଏ ଖାଉଛି ???

    • @moviereview475
      @moviereview475 2 месяца назад

      ତାଙ୍କ ପରିବାର ଜନ । ତାଙ୍କ ବୃଦ୍ଧ ବାପା ମା। ତାଙ୍କ ଗ୍ୟାନ୍ତି କୁଟୁମ୍ବ। ଭାଇ ଆଉ ଭଉଣୀ

    • @Samrat_CAK
      @Samrat_CAK 2 месяца назад

      @@moviereview475 ସେମାନେ କରନ୍ତୁ E-Kyc

  • @santoshswain-jt5to
    @santoshswain-jt5to Месяц назад

    Jay Jagannath 😮😮😮😮😮😮😮😮😅😮😮😮😮😮😮😮😮😮😮😮😮😮😮 the Jay Jagannath

  • @SonuKumar-n3o6f
    @SonuKumar-n3o6f 2 месяца назад

    Good job mam

  • @Mytuition123
    @Mytuition123 2 месяца назад

    Sir online କରି ଦିଅନ୍ତୁ ନିଜେ ନିଜେ କରି ପାରିବେ

  • @kailashchandrabehera6307
    @kailashchandrabehera6307 2 месяца назад

    ମାଗିଆ ମୋହନ ମାଝୀ କୁ ଗାଦିରୁ ଅଧ ଚନ୍ଦ୍ର କରି ବାହାର କର

  • @omshree1234
    @omshree1234 2 месяца назад +1

    Thank you

  • @sanjitkullu7628
    @sanjitkullu7628 Месяц назад

    Member add payin dei chhu online bi korichhu 4 borsho helani add hei ni

  • @KhulanaDas-y8j
    @KhulanaDas-y8j Месяц назад

    ମାଡ୍ରାସ ନୂଆ ରାସନ୍ କାର୍ଡ କେବେ ମିଳିବ

  • @KrushnachandraBarik-j8r
    @KrushnachandraBarik-j8r 2 месяца назад

    ରେସନ କାଡ ଅଛି ଭାହି ଭାହି କେମିତି ହେବ

  • @galexygaming1218
    @galexygaming1218 2 месяца назад +2

    Mu apananka jaria re ei katha kahibaaku chahunchhi je
    Jadi gote gariba ghara ra pua jie nija ghara ra peta posiba pai alga rajya ku dadan khatibaaku jaichhanti semane kn karibe sarakara nka ra ei padakhepa pai puni hairan hebe.
    Puni 5000 kharcha kari gaon ku aasibe puni jibe ethire ta semane aahuri hairan hebe.
    Sarakara nku etiki anurodh semananka pai kichhi karantu ki jemiti semane seithi semana nka ra tipa chinha ekyc kari paribe

  • @jayanthisahoo323
    @jayanthisahoo323 2 месяца назад

    Jay Jagannath

  • @santoshpuja27.
    @santoshpuja27. 2 месяца назад

    ଭୋଟ ଦେଇ କଣ ଭୁଲ୍ କରିଛୁ ଆମେ ଭୋଟ ଦେଇ ଗୋଟେ ମାସେ ହେଇନି ଦାଦନ ଆସିଚୁ ପୁଣି 5000 ଖର୍ଚ୍ଚ କରି ଆମେ ଯିବୁ ଆସିବୁ ଆମ ପରିଶ୍ରମ ଟଙ୍କା ଏମିତି ଯିବା ଆସିବାରେ ଖର୍ଚ୍ଚ କରେଇବ ଏ ସବୁ ଭଲ ନୁହେଁ ଓଡ଼ିଶା ସରକାର ଗରିବ ଆମମାନଙ୍କୁ କଷ୍ଟ ହେଉଛି

  • @pradeepkumarnaik9418
    @pradeepkumarnaik9418 2 месяца назад

    Right

  • @abinashnayak6313
    @abinashnayak6313 2 месяца назад

    💯 right Suryavanshi sar ji

  • @RajakBisoye
    @RajakBisoye 2 месяца назад

    Mu 5 thara risation card apply kalini mora kahiki asuni mu jani paruni mu risation paibaku jogya hoi bi mora nahin help me....

  • @kailashjani1867
    @kailashjani1867 2 месяца назад +1

    ଟଙ୍କା ଚୁରାଇବା ପାଇଁ

  • @AnjaliSamantaray-pj8vl
    @AnjaliSamantaray-pj8vl 26 дней назад

    nua rasoncard card paebar jugya hebasatye bi ame rasoncard card paunu ame cahnuchu prathame verification hau ta pare jugya card dhari bachhajau please

  • @soumyarout3547
    @soumyarout3547 Месяц назад

    KYC, Online heba darkar

  • @bishnupatra5332
    @bishnupatra5332 2 месяца назад

    Didi good job

  • @satyajitbehera8204
    @satyajitbehera8204 2 месяца назад

    ଅନେକ ବୟସ୍କ ଲୋକଙ୍କର ଙ୍କର ଆଙ୍ଗୁଳି ଛାପ ଏବଂ ଆଖି ର KYC ହୋଇପାରୁନାହିଁ ସେ କେମିତି KYC କରିବେ ଏବଂ ସାଧାରଣ ଚର୍ଚ୍ଚା ହେଉଛି ସେ ବାଦ୍ ପଡିବେ ରାସନ୍ କାର୍ଡ ରୁ ଏହାର ସଠିକ୍ ସମାଧାନ କରାଯିବା ଉଚିତ୍ ପଥମେ......

  • @Santoshsethy-wt4ng
    @Santoshsethy-wt4ng 2 месяца назад +1

    Aage e kyc site thik kara kyc kare hou ni tapate nirdash deba

  • @gourangasahu-sy1jk
    @gourangasahu-sy1jk 2 месяца назад

    Super news

  • @ShyamSelma-hw6xe
    @ShyamSelma-hw6xe 2 месяца назад

    ଲଲିପପ୍ ସରକାର ରାସନ୍ କାର୍ଡ କୁ B LALIPUP

  • @BapinSahoo-qm5nq
    @BapinSahoo-qm5nq 2 месяца назад

    Old dealer will be rejected now. New approval that's right. I thought

  • @PramilaSwain-su9kp
    @PramilaSwain-su9kp 2 месяца назад

    Bahre jiy achanti asiparibeni tanka pain kana subidha achi

  • @SusilSahu-yl3cn
    @SusilSahu-yl3cn 2 месяца назад +2

    ତମେ e kyc କରିବାରେ let କରିବ ବୋଲି ଆମେ ରେସନ କାର୍ଡ ଆଉ ପାଇବୁନି???

  • @sumitrapurty5470
    @sumitrapurty5470 2 месяца назад

    B j p. Sarkar hi bhalakarochi

  • @RinkuRanjeetavlogs
    @RinkuRanjeetavlogs 2 месяца назад +3

    Are odisha bahare thiba loka nka katha kichhi gote bhaba kemiti E-KYC kareibe

  • @kailashchandramohanty9041
    @kailashchandramohanty9041 26 дней назад

    Bhai Bhai nk kad alaga karajau

  • @BalabhadraRana-fr6ss
    @BalabhadraRana-fr6ss Месяц назад

    ରାସନ କାର୍ଡ କେବେ ହେବ ନାଇଁ

  • @Mr.tofankumar
    @Mr.tofankumar 2 месяца назад

    Vote ta online heuchi ekyc ta offline bhauta badia election asu dekhiba

  • @arjunpradhan3396
    @arjunpradhan3396 2 месяца назад

    New mrj bala kemiti add haba

  • @jagabandhugiri6980
    @jagabandhugiri6980 2 месяца назад

    Jay Hind 🇮🇳🇮🇳🙏🙏🔥🔥🔥🔥

  • @DipakkTriathy
    @DipakkTriathy 18 дней назад

    Srr Aamara kebe haba rasan card

  • @DulalaGiri
    @DulalaGiri 2 месяца назад +1

    Dulal.hari.giri

  • @MUmesh-k3n
    @MUmesh-k3n 2 месяца назад

    Suryavanshisuraja ❤

  • @arabindabehera95
    @arabindabehera95 2 месяца назад

    Very good

  • @jagabandhugiri6980
    @jagabandhugiri6980 2 месяца назад

    Jay Hind India 🇮🇳🙏🙏🙏 Happy New year 2024

  • @bigyanimahapatra8512
    @bigyanimahapatra8512 2 месяца назад

    Good answer

  • @Rudra93-Priyanshi
    @Rudra93-Priyanshi 2 месяца назад

    ଠିକ୍ କଥା କହିଲ

  • @manojrout8551
    @manojrout8551 2 месяца назад

    ଭାଇ ଆଗେ ତମେ ପିଲା କୁ ଚାକିରି ଦିଅ କହିଥିଲ ତା ପରେ ଭାଷଣ ଦେବ ପ୍ରତେକ୍ ବ୍ଲକ୍ କୁ 100 ପିଲା ଚାକିରି ଦିଅ କହିଥିଲ

  • @omprakashbiswal2382
    @omprakashbiswal2382 2 месяца назад

    ଯୁମଲା ସରକାର କଣ ଆଶା କରିବା