Subhadra Yojana✅ସୁଭଦ୍ରା ଯୋଜନା ନୂଆଁ ନିୟମ ୨ଟି ବ୍ୟାଙ୍କ୍ ସହିତ ଗୋଟେ ମୋବାଇଲ Number ଥିଲେ ମିଳିବନି❌୨୪ରେ ଟଙ୍କା

Поделиться
HTML-код
  • Опубликовано: 22 ноя 2024

Комментарии • 564

  • @SantoshKumar-wz1vo
    @SantoshKumar-wz1vo 7 дней назад +11

    ପ୍ରଭାତୀ ମାଉସୀ ଆପଣ ଏ ସଂସ୍ଥା ଛାଡ଼ି ମୋହନ୍ ସାରଙ୍କ ସହିତ ରଙ୍ଗ ମରା କାମ କରନ୍ତୁ

  • @AparajitaMarandi
    @AparajitaMarandi 8 дней назад +19

    ବାଳ ପଇସା ନ ଆସୁ ଆଉ ଏତେ ଯାତ୍ରା କରି ହବନି

  • @NakulNayak-v6x
    @NakulNayak-v6x 9 дней назад +55

    କାହିଁକି ଭାଇ ଏମିତି ହଉଛନ୍ତି 5ବର୍ଷ ପରେ ସିଏ ପଳେଇବେ ପୁଣି ବିଜେଡି ଆସିବ

  • @rajeshpatra-x7j
    @rajeshpatra-x7j 6 дней назад +6

    Mohan majhi ଆଉ ଦେଇ ପାରିବନି ସୁଭଦ୍ରା ଟଙ୍କା

  • @DhrubacharankanharDhrubacharan
    @DhrubacharankanharDhrubacharan 4 дня назад +4

    ସରକାର ପଇସା ଦେବାକୁ ଚାହୁଁନାହାନ୍ତି ନୋ ଦିଅନ୍ତୁ କିନ୍ତୁ ଦୟାକରି ହଇରାଣ ନୋ କରନ୍ତୁ l ସୁଭନ୍ଦ୍ରା ଟଙ୍କା ପାଇଁ l

  • @saratmahalik3085
    @saratmahalik3085 6 дней назад +3

    ନୋଦବାର ବାହାନା ଭାଇ 👌👌👌👌👌

  • @bidyadharjena8189
    @bidyadharjena8189 6 дней назад +3

    ଆଉ ସରକାର ପାଖରେ ଟଙ୍କା ନାହିଁ ଦେବା ପାଇଁ ଏ ସବୁ ବାହାନା

  • @ekalabyapadhan7137
    @ekalabyapadhan7137 9 дней назад +4

    ଭାଇ ମୋର ତ ଦୁଇଟା ଆକାଉଣ୍ଟ ଅଛି ସୁଭଦ୍ରା ଫର୍ମ ରେ sbi bank ଲେଖିଛି ହେଲେ Airtel payment bank re DBT ଅଛି ପଇସା ଆସିବ ତ

  • @nirakarsethi2559
    @nirakarsethi2559 День назад +1

    ଆମର ତ ଗୋଟେ ଆକାଉଣ୍ଟ ପଇସା ଆସିନି

  • @rajeshpatra-x7j
    @rajeshpatra-x7j 6 дней назад +4

    ଟଙ୍କା ଦେବାର ଅଛିତ ଘରକୁ ଅସିକି ଟଙ୍କା ଦିଅ

  • @SushantaNayak-g7f
    @SushantaNayak-g7f День назад +3

    ପାଗଳ ହୋଇଗଲେଣି ବୋଧେ

  • @AshokBehera-r7f
    @AshokBehera-r7f 8 дней назад +5

    ୧୦୦%ଠିକ୍ କଥା,

  • @SushilbarikSushil-w8w
    @SushilbarikSushil-w8w 6 дней назад +2

    ଠୀକ କଥା କହୁଛ ଭାଇ ଆମେ 1କିସ୍ତି ଆପ୍ଲେ କରିଥିଲୁ କିନ୍ତୁ ପଇସା ମିଳିନାହିଁ

    • @Chakradhar-odia-tv
      @Chakradhar-odia-tv  6 дней назад

      Thnx 👍 bro ଏମିତି ଭଲ ପାଇବା ଦିଅ

  • @mayadharsahu3605
    @mayadharsahu3605 8 дней назад +4

    E ଚୁଟିଆ ବିଜେପି ଦଳ ପଇଁ ସା ଦେଇନ ପାରିବାରୁ ନାନା କଥା କହି ବାହାନା କରୁଛନ୍ତି

  • @SivaramSivaram-h4c
    @SivaramSivaram-h4c 8 дней назад +1

    ଆମେ କଣ ଏତେ ବଡ଼ମାଳିଖ କି
    ଗୁଟେ ଘରେ ୩ ରୁ ୫ ଜଣରହୁଛ ସମତ୍ୟ ଙ୍କୁ. ମବାଳି କିଣି ଦେଇ ପାରିବୁ କି ନମ୍ବର ଡବ୍ ଲ
    କୁଟିରୁ ଆଣିବୁ ଆମେ ତ. ଗରିବ ପରିବାର ର.. ତେଣୁ.. ଆମ ଘରେ ର ପରିବାର ର ଯେତେ ଲଖ ର ଆଧାର ବା ବ୍ୟାଙ୍କ ରେ ଲିଙ୍କ କରଚୁ..ଗୁଟେ ପନଂନମ୍ବର. ସେଥିରେ ଆମର କ. ଣ ବୁଲୁରହିଲା.. ସାର୍😢

    • @Chakradhar-odia-tv
      @Chakradhar-odia-tv  8 дней назад

      କଣ କରିବ ସରକାର କଥା ମାନି ବାକୁ ପଡ଼ିବ

  • @gajapatiekta-p2x
    @gajapatiekta-p2x 9 дней назад +2

    Thank you bhai... Dhoi diontu

  • @surendramajhi4359
    @surendramajhi4359 9 дней назад +3

    ଠିକ୍ କୋହିଲ ଭାଇ

  • @PrafulNayaka-b1v
    @PrafulNayaka-b1v 5 дней назад +2

    କାଲି ହୋଇ ରାଣ କରୁଛନ୍ତିି

  • @GobindaDindrigudika
    @GobindaDindrigudika 6 дней назад +1

    ଭାଇ ବଡ଼ିଆ ମୋ ମନ କଥା କହିଲେ 💐💐🙏🙏🙏🙏

    • @Chakradhar-odia-tv
      @Chakradhar-odia-tv  6 дней назад

      Ok thnx 👍 bro ଏମିତି ଭଲ ପାଇବା ଦିଅ

  • @rabipandey5539
    @rabipandey5539 6 дней назад +1

    Good bhai bhal kathaa kahila

    • @Chakradhar-odia-tv
      @Chakradhar-odia-tv  5 дней назад

      Thnx 👍 bro ଏମିତି ଭଲ ପାଇବା ଦିଅ

  • @PrafulNayaka-b1v
    @PrafulNayaka-b1v 5 дней назад +1

    ବିଜେପି କୁ ହଣ୍ଡା ମାଡ଼ କରାଯାଉ

  • @JhunutaPradha
    @JhunutaPradha 2 дня назад +1

    ଭାଇ ଏଇଟା ନ ଦେବାର ବାହାନା

  • @bidhubhusansamantasinghar4792
    @bidhubhusansamantasinghar4792 9 дней назад +1

    ବେକାର କଥା, ଆଗରୁ ଏମିତି ଲୋକେ ହଇରାଣ ହେଇନାହାନ୍ତି, ଏଇଠି ଏମିତି ଫାଷ୍ଟ ନୂଆ କଥା ଶୁଣୁଛୁ

  • @anandadharua7213
    @anandadharua7213 8 дней назад +1

    ସେ ପ୍ରଭାତୀ ମାଡାମ ଭଲ ପାଠ ପଢି ଛନ୍ତି ୟା କୁ କି ଏ ଉପ ମୁଖ୍ୟ ମନ୍ତ୍ରୀ କରିଛନ୍ତି ରେ ଭାଇ ଶଳା ମୂର୍ଖ

  • @JagannathGanda-p4c
    @JagannathGanda-p4c 5 дней назад +1

    ବିଜେପି କୁ ଅଣ୍ଡା ମାଡ଼ ମାରିଲେ ଭଲ ବିଜେଡି ସେତିକି ରେ ଦେଇ ସାରି ଥାନ୍ତା

  • @primetechnicalworld-4345
    @primetechnicalworld-4345 7 дней назад +1

    ସୁଭଦ୍ରା ଯୋଜନା ନଥିଲା ଲୋକ ମରିଯାଇଥିଲେ ଆଉ, ନଟକ ଅଧିକ କାମ କମ୍

  • @RATNAKARGAMANG
    @RATNAKARGAMANG 6 дней назад +1

    ବଳିଆ କଥା କହିଲ ଭାଇ ଧନ୍ୟବାଦ

    • @Chakradhar-odia-tv
      @Chakradhar-odia-tv  6 дней назад

      Thnx 👍 bro ଏମିତି ଭଲ ପାଇବା ଦିଅ

  • @pramodkumarsahu4674
    @pramodkumarsahu4674 6 дней назад +1

    👍👍

  • @RabindrakumarMajhi-nf6ry
    @RabindrakumarMajhi-nf6ry 8 дней назад +3

    ଏମାନଙ୍କୁ ମାଡ ଦରକାର ରେ ଭାଇ

  • @milibehera7245
    @milibehera7245 7 дней назад +2

    ପାଖରେ ପ‌ଇସା ନାହିଁ ସେଥି ପାଇଁ ବିଜେପି ବାହାନା କରୁଚି😊😊

  • @saratmahalik3085
    @saratmahalik3085 6 дней назад +1

    ଟିକି ଭାଇ 👌👌👌👌

  • @RatikantaDey-g9o
    @RatikantaDey-g9o 3 дня назад +2

    Nice video

  • @nuribibi1993
    @nuribibi1993 6 дней назад +1

    👏👏👏👏👏👏

  • @rajeshpatra-x7j
    @rajeshpatra-x7j 6 дней назад +1

    ପ୍ରତିଭା ପରିଡ଼ା କୁ କୁହ ଆମର ଧାନ କାଟିବା ଆସିକି

  • @ThabiramMajhi-u4j
    @ThabiramMajhi-u4j 8 дней назад +2

    Bhai a Mane tankaa dei paribeni Sethi pain amiti kahuchhanti

  • @chandrasekhardas1311
    @chandrasekhardas1311 9 дней назад +3

    Na debara bahana

  • @nuribibi1993
    @nuribibi1993 6 дней назад +1

    🙏🙏👍👍👍

  • @LaxmanTudu-qm5pk
    @LaxmanTudu-qm5pk 5 дней назад

    ଏତେ ଯାତ୍ରା ଦରକାର ନାହିଁ ଆମକୁ,

  • @PrasantDas-fq6yo
    @PrasantDas-fq6yo 7 дней назад +1

    ମୋର ଦୁଇଟା ସିମୀ 5ଟା ଆକାଉଣ୍ଟ 5ଟା ସିମ ରଖିବି

  • @RanjitaRaika-lr6rq
    @RanjitaRaika-lr6rq 7 дней назад +1

    ମାଉସୀ ତୁମେ ଆଉ କେତେ ନଚେଇବ ମହିଳା ମାନଙ୍କୁ

  • @BabloopardhanRamapardhan
    @BabloopardhanRamapardhan 7 дней назад +1

    Right 👍

  • @RabindrakumarMajhi-nf6ry
    @RabindrakumarMajhi-nf6ry 8 дней назад +1

    ଅଙ୍ଗନବାଡି କର୍ମୀ ମଧ୍ୟ ପଇସା ପଇସାରିଛନ୍ତି

  • @PrabirPrabir-c8v
    @PrabirPrabir-c8v 6 дней назад +1

    Sar nise

  • @rajudeep6484
    @rajudeep6484 7 дней назад +1

    Bjp କଣ ଗୋଟେ ବଡ଼ କାମ କରିଦେଲା କି , ବିଜେପି ବୋଧେ ତା ଜୀବନ ରେ ପ୍ରଥମ ଥର ପାଇଁ ଗୋଟେ ବଡ କାମ କଲା,, ଆଗରୁ କିଏ ବି ଅମିତି କାମ କରିନଥିଲେ,, ବିଜେଡି ହେଇ ଥିଲେ ଏମିତି ହଇରାଣ କେବେ ଭି କରି ନଥାନ୍ତା, ଏ ପର୍ଯ୍ୟନ୍ତ ସମସ୍ତେ ପଇସା ପାଇ ସାରି ଥାନ୍ତେ,,

  • @AshokBehera-r7f
    @AshokBehera-r7f 8 дней назад +1

    ସରକାର ସୁଭଦ୍ରା ପାଇଁ ହଟହଟା କରନି ଲୋକଙ୍କୁ

  • @bidhubhusansamantasinghar4792
    @bidhubhusansamantasinghar4792 9 дней назад +2

    ଧାନ ମଣ୍ଡି ରେ ପାଞ୍ଚ ଭାଇଙ୍କ ଜମି କୁ ଗୋଟାକ ଭାଇର ପାସ୍ ଵୁକ୍ ରେ ଦେଇ ପାରୁଛନ୍ତି, ସବୁ ଭାଇ ଟଙ୍କା ବାଣ୍ଟି ନେଇ ପାରୁଛନ୍ତି ହେଲେ ଶୁଭଦ୍ରା ଯୋଜନା ଅଯଥା ହଇରାଣ କରୁଛନ୍ତି, ଜମି ପାଞ୍ଚ ଭାଇଙ୍କ ର ଗୋଟେ ଭାଇର ନୁହେଁ ନା, ଅନ୍ଧ ସରକାର କିଏ ବୁଝେଇବ l

  • @skhasim3667
    @skhasim3667 5 дней назад +1

    Right

  • @ManoranjanNayak-c4c
    @ManoranjanNayak-c4c 6 дней назад +2

    Nabina sarkara best sarkara

  • @sundarmansahu8808
    @sundarmansahu8808 8 дней назад +1

    Great bro

  • @SubashMajhi-n2u
    @SubashMajhi-n2u 6 дней назад +3

    Mora gotiea account ochhi hele bi Mora account re Paisa asunahi kana pain

  • @saicreations5222
    @saicreations5222 5 дней назад +4

    Nai debar achhe bele nai deun

  • @manojdas6852
    @manojdas6852 8 дней назад +5

    B j p party ଠିକ୍ ନୁହେଁ

  • @AmiyaRanjan-zb6kq
    @AmiyaRanjan-zb6kq 6 дней назад +1

    Right sir

  • @paulroman2934
    @paulroman2934 6 дней назад +3

    6ada ho bijuli dela nahi ki subhadra pain hairana karu6i BJP

  • @sunilpradhan7931
    @sunilpradhan7931 7 дней назад

    Mu Frist re apply korili money pokene..true words bhai

  • @foreverrs4377
    @foreverrs4377 3 дня назад +4

    ତମେ ତ DBT ମାଧ୍ୟମରେ ଦଉଚ ମୋବାଇଲ ନମ୍ବର ସାଥେ ସମ୍ପର୍କ କଣ 😂😂😂ୟେ ବଜାତ ମାଇକିନା କୁ କିଏ ଉପ ମୁଖ୍ୟମନ୍ତ୍ରୀ କଲା କିଛି ଜଣା ନାହିଁ...

  • @MariaDuburuka
    @MariaDuburuka 8 дней назад

    ଏତେ କଣ ଡ୍ରାମା ଆଧାର ରେ ଜଉ DBT ଅଛି ସେଥିରେ ଚାଡ଼ି ଦେଲେ କଣ ହବନି 😡

    • @Chakradhar-odia-tv
      @Chakradhar-odia-tv  7 дней назад +1

      Hm haba sarkar katha ମାନିବାକୁ ପଡ଼ିବ

  • @BhabanishannkarMishra
    @BhabanishannkarMishra 7 дней назад +2

    Next election ku asa

  • @BrijeshVijay-wf1yb
    @BrijeshVijay-wf1yb 4 дня назад +2

    ସବୁ ଭୂଆଁବୁଲା କଥା

  • @ManasDigal-q2i
    @ManasDigal-q2i 5 дней назад +2

    Bala karibu

  • @SanjayBiswal-fd1hk
    @SanjayBiswal-fd1hk 8 дней назад +1

    Right

  • @nirakarsahoo6111
    @nirakarsahoo6111 9 дней назад +1

    Apana.right.kahuchanti.bhai

  • @pravatnalininalinimohapatr9298
    @pravatnalininalinimohapatr9298 6 дней назад +1

    100%right

  • @KrushanaBadatya
    @KrushanaBadatya 5 дней назад

    Right khaicho bhai❤

  • @Miskanhar1234
    @Miskanhar1234 9 дней назад +1

    Right kahichha bhai

  • @nareshpradhan5675
    @nareshpradhan5675 7 дней назад +1

    Kehi gote vote paibaku jogya nuha. Mnu election re chhida hele desha thik chaliba

  • @ManoranjanJena-d2q
    @ManoranjanJena-d2q 5 дней назад +2

    କୋଉ ବାଳ ପ୍ରହସନ

  • @gkmultimediachannel5354
    @gkmultimediachannel5354 8 дней назад +1

    Mo bala BJP 😢😢😢😢😢

  • @spgamerytYOUTUBER
    @spgamerytYOUTUBER 7 дней назад +1

    Aete system nakari jahara rationcard e-kyc clear heichi ,sei mananku control dokan re deithila bhala hei thanta.kehi bi aete tension hei bank ku daudi Nathante.

  • @Santosinisankhu
    @Santosinisankhu 6 дней назад +1

    ଆଉ ଆମର ସୁଭଦ୍ରା ଟଙ୍କା ଦରକାର୍ ନାହିଁ ଦିନକୁ ଦିନ ନୂଆ ନିୟମ ତମେ ମାନେ ଅଣୁଛ ମୁଁ Bank କୁ ଯାଇ ଯାଇ ଥକି ଗଲିଣି ତମ ସୁଭଦ୍ରା ତମେ ତମ ପାଖରେ ରଖ ହେଲା

  • @MalayaranjanJena
    @MalayaranjanJena 8 дней назад

    Thank you bhae

  • @Tikikalundia
    @Tikikalundia 8 дней назад +3

    Sidha kahiba katha poisa debuni ate ranga karuchhanti😡

  • @surajsai-ld5qf
    @surajsai-ld5qf 9 дней назад +2

    Next only for Bjd coming.

  • @gopalch8650
    @gopalch8650 2 дня назад

    ସତ କଥା ଭାଇ ,, ଠି କ୍ କଥା

  • @mitanjalirout3263
    @mitanjalirout3263 8 дней назад +1

    Vai aapana pura perfect katha kahichhanti

  • @SubarnaKhila-p2q
    @SubarnaKhila-p2q 8 дней назад +2

    ଟ କା ମି କରୁ ଛ କା ହିଁକି ମିଛୁଆ ସ୍ୱର କା ର

  • @dassantoshhandloom3434
    @dassantoshhandloom3434 8 дней назад +1

    ଭାଇ ମୁ ଗୋଟେ କଥା ବୁଝିପାରୁନି ମତେ କହିବେକି ମୁ ଯେତେବେଳେ ଶୁଭାଦ୍ରା ଫର୍ମ ଭାରିବାକୁ କୁହାଗଲା ସେଥିରେ ମୁ ଦୁଇ ଦୁଇ ଟା ଫୋନ୍ ନମ୍ବର ଦଇଛି ଯଦିବି ମୋର କିଛି ଭୁଲୁ ହୋଇଛି ମତେ ପଇସା ମିଳିନି ମତେ କଲ୍ କରିକି କହିପାରିବେ ଯେ ତୁମର ଏଇଆ ଭୁଲୁ ହୋଇଛି ତୁରନ୍ତ ଠିକ କରନ୍ତୁ ଆମେ ଜାଣିବୁ ଯେ ଆମର ଏଇଆ ଭୁଲୁ ହୋଇଛି ଆମେ ଏତେ ତକଲୀବ ହେବାକୁ ଆଉ ପଡ଼ିବନି
    ଆମେ ଫର୍ମ ରେ ଦୁଇଟା ନମ୍ବର କଣପାଇଁ ଦେଇଚୁ ଯିଏ ଆମ ଫର୍ମ କରେଁକ୍ସନ କରୁଛନ୍ତି ସେ ଜାଣିପାରୁନାହାନ୍ତି ଆମେ ଦୁଇ ଦୁଇ ଟା ନମ୍ବର ଦେଇଚୁ ଆମକୁ କଲ୍ କରିକି ତ କହିପାରିବେ ତୁମର ଏଇଆ ଭୁଲୁ ଅଛି

    • @Chakradhar-odia-tv
      @Chakradhar-odia-tv  8 дней назад

      କେତେ ଲୋକ ପାଖକୁ call କରିବେ ୧ କୋଟି ରୁ ଉର୍ଦ୍ଧ

    • @dassantoshhandloom3434
      @dassantoshhandloom3434 8 дней назад

      @Chakradhar-odia-tv ଯେଉଁମାନେ ଶୁଭାଦ୍ରା help ନମ୍ବର କୁ କଲ କରିଛନ୍ତି ସେଇମାନଙ୍କୁ ତ କହିପାରିଥାନ୍ତେ

  • @SusmitaPanigrahi-mw4fh
    @SusmitaPanigrahi-mw4fh 8 дней назад +1

    100%right bhai

  • @alapatireddy2124
    @alapatireddy2124 8 дней назад

    👍, DBT transfer is good otherwise Bank a/c no

  • @MamataraneBankira
    @MamataraneBankira 8 дней назад +1

    Right bhai😊

  • @gayatripanigrahy8332
    @gayatripanigrahy8332 7 дней назад +1

    Au kn ame 10 ta no maintain koribu. 10 ta pH kini ki daidiontu ame v sarkar jaga sahito saman hoijibu VIP maintenance koribu. Lajo nhi poisa asibku nhi. Doudauchonti khali monisaku hoiran koriki.

  • @monalidas6846
    @monalidas6846 6 дней назад +1

    Bhai mu ta odishara hele work karibaku tamilnadu jaithili Sethi bank re khata kholithi adhar link achi phone number v mora Sethi achi but adhar re swaminka number achi abe jae Paisa asini mu odisha asigali mo sasu marigale boli kan. Athipain mu kan karibi

  • @rajupatika4290
    @rajupatika4290 7 дней назад +1

    ଭହୁତ ଭଲ କଥା କହିଲେ ଭାଇ

  • @TapaswiniPadhi
    @TapaswiniPadhi 9 дней назад +1

    Bhai mora kyc pending under process acchi mun balance pai paribi ta

  • @SurprisedBarbecue-gh9yt
    @SurprisedBarbecue-gh9yt 6 дней назад +1

    By By ବିଜେପି

  • @mdabuzar3114
    @mdabuzar3114 9 дней назад

    Bhaijaan coaching pura pura theek ho jaati

  • @SureshchKhillo
    @SureshchKhillo 8 дней назад

    ସରକାର ଙ୍କୁ ଧକାଯାଉନି କି ପରମ ପିଲପ କଲା bala tolaalakajici cou acount ochi tola laka haici

  • @rajeshpatra-x7j
    @rajeshpatra-x7j 6 дней назад +1

    Bjp jaiki ସୁରତରେ ସିଲେଇ କରୁ

  • @ramachandramajhi9816
    @ramachandramajhi9816 День назад +1

    Dele diantu na hele nahi ete bhandauchhanti kahi ki apananka kahiba pura puri thik

  • @KaliaBehera-s9r
    @KaliaBehera-s9r 7 дней назад +1

    😂👍

  • @LaxmiHantal-o8u
    @LaxmiHantal-o8u 6 дней назад +1

    Tik koilo bhai

  • @PradeepNaik-tg2ud
    @PradeepNaik-tg2ud 7 дней назад +1

    Ok

  • @TikiMahanta-fo3ml
    @TikiMahanta-fo3ml 7 дней назад +2

    Deiparibeni sethipain nua bahana karuchhanti

  • @JagabandhuMalik-ck5fj
    @JagabandhuMalik-ck5fj 8 дней назад +1

    ଟଙ୍କା ନଦେଵା କଥା କରୁଛି, ଗାଁ କୁ ଆସ

  • @PurtyBabu-cb7jj
    @PurtyBabu-cb7jj 5 дней назад

    Bhai thik katha kouchho, 2029 balo ea namo nebo subadra paisare kan ame choluchhu 😢❤❤❤

  • @Saban0269
    @Saban0269 8 дней назад

    Tuma katha👍👍👍👍👍👍

  • @sabitapanda4452
    @sabitapanda4452 8 дней назад +1

    Bahut hairan karuchanti sarakar

  • @Tripathiraw
    @Tripathiraw 5 дней назад

    God

  • @RabindrakumarMajhi-nf6ry
    @RabindrakumarMajhi-nf6ry 8 дней назад +1

    ଠିକ କହିଲେ ଭାଇ

  • @Prakashdhal-pcd
    @Prakashdhal-pcd 9 дней назад +2

    DBT linked achhi ta tanka debe ete bahana kn paen