ବାବୁ ମହଲ: ଧରା ପଡିଲା ସନିଆ | Babu Mahal # 174 'Dhara Padila Sania'
HTML-код
- Опубликовано: 10 фев 2023
- ଘରର ପ୍ରତ୍ୟେକ ସଦସ୍ୟ ଘରକୁ ଛୁଆଟିଏ ଆସିବାର ଖବର ଜାଣିବା ପରେ ଖୁସିରେ ନାଚି ଉଠନ୍ତି , କିନ୍ତୁ ତାହା ପୁଅ କି ଝିଅ ହବ ଜାଣିବା ପାଇଁ ବିଭିନ୍ନ ପ୍ରକାରର ଉପାୟ କରିଥାନ୍ତି ଯାହାକି ଏକ ଦଣ୍ଡନୀୟ ଅପରାଧ । ଏମିତି କିଛି କାହାଣୀକୁ ନେଇ ଏଥର 'ବାବୁ ମହଲ'ର ପ୍ରସଙ୍ଗ ହେଉଛି 'ଧରା ପଡିଲା ସନିଆ' ।
ଏହି ଆନିମେଶନ ଭିଡ଼ିଓଟିକୁ ସମ୍ପୂର୍ଣ୍ଣ ଦେଖନ୍ତୁ ଏବଂ ନିଜ ମତାମତ କମେଣ୍ଟବକ୍ସରେ ଲେଖନ୍ତୁ।
Babu Mahal # 174 : Dhara Padila Sania ( A funny odia animated cartoon web series from Dharitri Live )
This video is not allowed for reuse/ redistribution in any form and manner on any source. Copyright owner : Dharitri Live
LIKE || SHARE || SUBSCRIBE
Also Watch:
👉 Special Episodes : • Special Videos
👉 'Fun with Public' all episodes: • Fun With Public | ଫନ୍ ...
👉 Babu Mahal - Cartoon animation web series: • Babu Mahal | ବାବୁ ମହଲ
👉 Health Tips: • Health Tips | ହେଲ୍ଥ୍...
👉 Smart City Specials | ସ୍ମାର୍ଟ୍ ସିଟି ସ୍ପେଶାଲ୍ସ୍ : • Delicious momos in Bhu...
👉 Man Mijaj | ମନ ମିଜାଜ : • Man Mijaj | ମନ ମିଜାଜ |...
For more updates please visit us:
👉 Website: www.dharitri.com
👉 Facebook: / dharitrinews
👉 Twitter: / dharitrilive1
👉 RUclips: / dharitrilive
#BabuMahal #OdiaCartoon #DharitriLive #AnimatedComedy #CartoonComedy #Fun #Entertainment #OdiaComedy #SaniaComedy #BabuMahalComedy #OriyaCartoon #Webisode #MustSee #AmazingVideo #SaniaNewComedy #MajhiBabuComedy #SaniaCartoon #Funny #Dharitri #Odisha #Bhubaneswar #ବାବୁମହଲ #DharaPadilaSania #Sania Кино
Santosh
#cuteranjan49
ମୁଁ କାଇ ଜମାରୁ ଧେକିନି କି ସନିଆ ଭଉଣୀ ସନିଆ କୁ କେବେ କିଛି କଥା ରେ ମନା କରି ପାରୁନି ସବୁ କଥା ରେ ତାର ରାଜି ହେଇଯାଉଚି
ଜୟ ଜଗନ୍ନାଥ ବହୁତ୍ ଭଲ ଲାଗିଲା ଅତି ସୁନ୍ଦର mindblowing Fantastic 👌👌👌❤️❤️❤️❤️🌹🌹🌹🌹🌷🌷🌷🌷💐💐💐💐💐🏵️🏵️🏵️🎈🎈🎈♥️♥️💕💕
Bahut bhala sikhya ama samaja ku 🙏🙏🙏🙏🙏🙏🙏🙏🙏
🥰🥰
ପୁଅ,ହଉ
Bhaut badhia comedy ❤️✨
ପୁଅ ଝିଅ ସମସ୍ତେ ଭଲ
HE BHAGAVAN MAJHI BABU GHARA RE PUA PILA TIA DIANTU👪🙏🙏🙏🙏🙏🙏🙏
ଆଜିର ଯୁଗରେ ଝିଅ ଭଲ,
Ha ha ha, ତାହା ଇଶ୍ୱର ଜାଣନ୍ତି, କେତେ ଜୀବନ ନଷ୍ଟ ହେଉଛି, ଆଗରୁ ପୁଅ ଝିଅ ଜୀବନ ନଷ୍ଟ କରୁ ଥିଲେ, ଏବେ ଝିଅ, ଆଉ ବାହାଘର ପରେ ଶାଶୁ ଶଶୁର ତାଙ୍କ ଲାଗି ମଣିଷ ନୁହେଁ, ଆଉ ବେଶୀ କିଛି କହିଲେ ମିଛ ଧମକ, ଆଉ ଆମ ଆଇନ ବି ସେମିତି.... ଧନ୍ୟବାଦ ଭାରତ ସମ୍ବିଧାନ ଆଉ ଧନ୍ୟ ଆମ ପକ୍ଷପାତିତା ଆଇନ.... ଝିଅ କି ପୁଅ ସେମିତି କିଛି ନୁହେଁ ସ୍ସଙ୍କାର ଉପରେ ନିର୍ଭର କରେ, ଆଉ ବାପା ମାଙ୍କ ଗୁଣ ଉପରେ
Ta hele tu to bhauni maa ku bisa deiki maride
Hii
Right 👍
Sasu, sasura para jhia ku nija jhia bhalia treat karanti ki ?? Ebe bi bahaghara bele sasura ghara loka extraordinary demand sabu karanti.... jemiti jhia ghara loka nku ଢାଳି ଦେଇଥିଲେ
ଯାହା problem haba seta solve karibe jhia ra bapa maa...jete bele jaha darkar seta debe jhia ra bapa maa...
Ete sabu pare tame kemiti bhabucha jhia ra ତା ଶଶୁର ଘର ଲୋକ ଙ୍କ ପାଇଁ affection aasiba boli ??
First jhia aau tanka ghara loka nka situation kan india re analyse kara...then ତାଙ୍କ ଉପରକୁ ଆଙ୍ଗୁଳି ଉଠେଇବ
PUA JHIA SABU SAMAN 🙏🙏🙏👫
sabu episode ra last re sania mada khauchi nahele tara hi bhul rahuchi seithipain dekhibaku bhala laguni
ଈଶ୍ବର ଯାହା କରିଅଛନ୍ତି ତାହା ଭଲ କରିଥାନ୍ତି
Nice Video Sania Bhai 👌👌😀😀
Jhakkas episode
ପୁଅ ଝିଅ ରେ ଫରକ ନାହିଁ ଦୁହେଁ ସମାନ ଆମରି ପାଇଁ। 👫
Right
Wow !! What an idiom !!!
ଧନ୍ୟ କହିବ ସନିଆ କୂ ...ବହୁତ ବଢିଆ ...
ଆଗରୁ ଥିଲା ଆମେ ଦୁଇ ଆମର ଅନେକ , ଏବେ ଆମେ ଦୁଇ ଆମର ଏକ ନାହିଁ
ଜଗାନନା ଏତେବଡ ଅନ୍ଧବିଶ୍ବାସୀ ଯେ କଣ କରିବା ତାକୁ ଆଉ 😱😱😱😇😭😭🙏🙏🙏
Super ❤️❤️👍👍👍👍
Abe hey pooja darling
My favourite episode l 💕 you Babu mahal
ହେରା ସନିଅା ଭାଇ ତମକୁ ଆଉ ପାରି ହବ ନିମ
Sania bhai tama katha kahiba dhangi bahut bhala
ମାଡ଼ି ଚାଲ 💪🏼 ଝିଅ ଟେ ହେବ
😂😂😂😂😂😂😂😂😂🤣🤣🤣🤣🤣🤣🤣🤣🤣🤣🤣🤣🤣
ସନିଆ ଭାଇ ଶୁଆକେବେହବ ଦେଖିବାକୁ ଇଛାଅଛି
Jaga Nana Ate bada michhuaa ja😭😭😭😭😭😎🙏
Osm
ଆଜି କାଲି ଘରେ ଘରେ ସମସ୍ତ କହନ୍ତି ପୁଅ ଦର କାର ଆଉ କିଏ କହେ ଝିଅ ଦର କାର ଆଜି କାଲି ପୁଅ ଓ ଝିଅ ମଧ୍ୟରେ କିଛି ଫରକ୍ ନାହିଁ
ଭଲ ହୋଇଛି ବହୁତ ଭଲ ଲାଗିଲା ସବୁ ଦିନେ ଦିଓ ଆମେ ଦେଖିବୁ
ଆଜି କାଲି ସବୁ ଜାଗାରେ ଜାହା ପୁଅ କରି ପାରିବେ ନାହିଁ ତାହା ଝିଅ କରବେ
ହେଇଟି ମାଝୀ ବାବୁ ଝିଅ ହଉକି ପୁଅ ହଉ ୨ ରୁ ଅଧିକା ପିଲା କରିବନି।ଆଉ ପିଲା ମାନଙ୍କୁ ଠିକସେ ସଂସ୍କାର ସିଖେଇବ।।
ଆଉ ପୁଅ କି ଝିଅ ହେଲା ପରେ ଆମକୁ ମିଠା ଦବାକୁ ଭୁଲିବିନି ଯେ...
Nice story
Veery veery nice♥️
Sania ra jay hau
Biswajit Mohanty somu
ହେରାଜଗାନନାତମକୁପାରିହବନି
👌👌
Sania bhai good morning je 😁
🎉😢😮😅😂🎉❤🎉🎉🎉😢😮😅😊
Aji 5 day ... Sania jail ru asila...🤣
Mo matare majhi babu kichhi n haba ta hin bhala😃na puu ki jhia. Baha hela pare family planning karideithaant. 😃
The same time as you can do that you can do that you can do
Super Sania
Omg😍😍😍🤗
Hera sania bhai asigala🤣🤣🤣🤣🤣
Ati
Nice 👍👍
so nice😚😚😚😚😚😚
Ai episode pare new baby ku anajau🤗😍😍
ଲିଙ୍ଗ ନିରୂପଣ ଭଉତ ମାତ୍ରାରେ ହେଉଛି ଏମିତିକି ୭ ରୁ ୮ ମାସରେ ହତ୍ୟା କରାଯାଉଛି ପ୍ରାୟ ତ ଧରା ପଡୁଛନ୍ତି ଆଉ କିଏ ଖସି ଯାଉଛନ୍ତି ଆଇନ୍ ହାତରୁ ଧରିତ୍ରୀ ଚ୍ୟାନେଲ ରେ ବାବୁ ମହଲ କମେଡି ପରିଦର୍ଶନ କରିଛନ୍ତି ଏହି ଏପିସୋଡ୍ ରେ 💅ଧନ୍ୟବାଦ ଇଏ ଆମ ଜନସାଧାରଣ ଲୋକ ପାଇଁ ଶିକ୍ଷା ଭଗବାନଙ୍କ ଗଢ଼ିଥିବା ଅମୂଲ୍ୟ ଜୀବନକୁ ଆମ୍ଭେମାନେ କ୍ଷୟକ୍ଷତି କରିବା ନା ଉଚିତ ବୋଲି ମନେକରିବା ସଂସାର ପାଇଁ ମଙ୍ଗଳ ଆଉ ଆମର ମଧ୍ୟ🙏ଜୟ ଜଗନ୍ନାଥ🇮🇳♥️
❤️🌹🙏 are 🔥🔥🙏 hm no
Amiti nua nua video karuthao ame dekhikk khusi hebu
Good morning babumahal,very good comedy
Ttttt
Good 👍message for our Society, 🙌🙌😍😍
Beautiful video 👍
Sania jani sisnia
ହେରା ସନିଆ ଭାଇ ତମକୁ ଆଉ ପାରି ହବନି 🙄
Sweet
Ha ha ha funny
Nice message and good comedy. ❤️❤️❤️
Beautiful
My favourite cartoon
❤✨
😭😭😭😭😭😭😭😭😭
5:45 lol 😂😂😂
ପୁଅ ହବନା ଝିଅ ହବ କମେଣ୍ଟ କର ଦେଖିବା କାହା କଥା ଲାଗିବ ଦେଖିବା
ଭାଇ ଭିଡିଓ ଭଲ ଲାଗିଲା
Nice story...very useful story
Super Hit
Siba
So nice
ସନିଆ ଭାଇ sup act
ତମେ ଖଣ୍ଡାୟତ ଘର ର ନା ??
Yes
@@mamuniparida8727 ତମ ଘର କୋଉଠି ତମ age kete??
Very nice comedy Sania 👌😂😂🤣
X
Verynice
Many times we sin gendar onequlity in our locality
Hy
𝓑𝓪𝓱𝓾𝓽 𝓫𝓪𝓭𝓲𝓪 𝓿𝓲𝓭𝓮𝓸 𝓫𝓻𝓸..
So beautiful comedy
Jaga nana.....nka charitra vala lagila
So beautiful
,garl is. Best🤗🤗🤗
Nitishikshya milila
ବହୁତ ସୁନ୍ଦର ଭିଡିଓ
Sania.bhai ra.super video
ସନିଆ ଭାଇ ଲସି ଦୋକାନ ଭିଡ଼ିଓ ହଉ 2023 ର
Are sania tu
Nice
So beautiful sania bhi
ସନିଆ କମେଡି ଏମିତି ଆଗକୁ ବଢି ଚାଲୁ ଆଉ ସମସ୍ତ ଙ୍କୁ ମୋର ଶୁଭ ସକାଳ 🙏🙏🙏
ବହୁତ ସୁନ୍ଦର..💞
Question of favorite color🎨 is the only way to start your⌚ day of school and I have a great day of my💕 favorite😍🎵 this is not going on my💕 way🙏 to get a👸 great👏 day of favorite this is not what❤🙏
Best 👍👍👍
Pua jhia jentA khusi
❤
Badhia comedy
❤❤maa ❤❤papa
Imagine the photo before seeing the video.😄😄 .only legend can understood😄😄😂😂😂
😍😍😍😍😍😍😍😍😍
Sania gote Bala opadi paruni...😂😂😂😂
ପ୍ରତ୍ୟେକ ଘରର ସଦସ୍ୟ ଘରକୁ ଛୁଆ ଟିଏ ଆସିବାର ଖବର ଜାଣିବା ପରେ ଖୁସି ରେ ନାଚି ଉଠନ୍ତି , କିନ୍ତୁ ତାହା ପୁଅ କି ଝିଅ ହେବ ଜାଣିବା ପାଇଁ ବିଭିନ୍ନ ପ୍ରକାରର ଉପାୟ କରିଥାନ୍ତି !!! ସନିଆ ଏଠାରେ ଦଣ୍ଡନୀୟ ଅପରାଧ କରିଛି ସେଥିପାଇଁ ସେ ଏହାର ଯୋଗ୍ୟ !!!! ଭିଡିଓ ଟି ବହୁତ ଭଲ ଲାଗିଲା ❤️ ଜୟ ଜଗନ୍ନାଥ 🙏 Dharitri Live team 🙏❤️
On
Tu kie be
Abe tu kanhiki pura story lekhidouchu mu dekhiba purbaru pura story janisarelini
Dora-mon bhai band kar yaku kareba
Ae salara ghara kauthi
ଆଜି କାଲି ସମସ୍ତେ କହୁଛନ୍ତି ଝିଅ ପୁଅ ସମାନ। ତେବେ କାହିଁକି କନ୍ୟା ଭୃଣ ହତ୍ୟା ହେଉଛି,ଯୌତୁକ ନିର୍ଯାତନ ହେଉଛି ।
Super