Argus Big Breaking Live | କୁସୁମା ଯାଞ୍ଚ୍.... | 04 July 2024
HTML-код
- Опубликовано: 2 июл 2024
- Argus Big Breaking Live | କୁସୁମା ଯାଞ୍ଚ୍.... | 04 July 2024 | Argus News
#argusnews #argusbigbreaking #odianews #odishanews
Argus News is Odisha's fastest-growing news channel having its presence on satellite TV and various web platforms. Watch the latest news updates LIVE on matters related to education & employment, health & wellness, politics, sports, business, entertainment, and more. Argus News is setting new standards for journalism through its differentiated programming, philosophy, and tagline 'Satyara Sandhana'.
To stay updated on-the-go,
Visit Our Official Website: www.argusnews.in/ (Odia)
Visit Our Official Website: argusenglish.in/ (English)
iOS App: bit.ly/ArgusNewsiOSApp
Android App: bit.ly/ArgusNewsAndroidApp
Live TV: argusnews.in/live-tv/
Facebook: / argusnews.in
RUclips : / theargusnewsodia
Twitter: / argusnews_in
Instagram: / argusnewsin
Argus News Is Available on:
TataPlay channel No - 1780
Airtel TV channel No - 609
Dish TV channel No - 1369
d2h channel No - 1757
SITI Networks HYD - 12
Hathway - 732
GTPL KCBPL - 713
SITI Networks Kolkata - 460
& other Leading Cable Networks
You Can WhatsApp Us Your News On- 8480612900
ଚକ୍ରବର୍ତ୍ତୀ ସିଂ ରାଠୋର ଯାଜପୁର ଜିଲ୍ଲାର ପୁର୍ବତନ ଜିଲ୍ଲାପାଳ ତଦନ୍ତ ପରିସରଭୁକ୍ତ କରନ୍ତୁ ମୋହନ ସରକାର 🙏
ବର୍ତମାନ ର ଜିଲ୍ଲାପାଳ କିଛି ଜାଣନ୍ତି ନାହିଁ 🙏 ପୁର୍ବତନ ଜିଲ୍ଲାପାଳ ରଂଜନ ଦାଶ ଓ ଚକ୍ରବର୍ତ୍ତୀ ସିଂ ରାଠୋର ହିଁ ସବୁ କହିପାରିବେ
ଏ ଘୋଟାଲା ବିଷୟରେ ଜିଲ୍ଲାପାଳ ସବୁ ଜାଣିଚି
ବବି ବାବୁଙ୍କ ଡରରେ ସମସ୍ତେ ମିଛ କହୁଛନ୍ତି. ସବୁ ଛୋଟରୁ ବଡ ଅଫିସରଙ୍କ ସହ ସମସ୍ତେ ମିସିଛନ୍ତି.
Absolutely right
ବଡ଼, ସାନ ମାଛ ମାନଙ୍କୁ ଜେଲ୍ ରେ ପୁରାଅ ଏବଂ 3rd diggri treatment କରା ଗଲେ ସବୁ ଠିକ୍ ହେବ
ସମ୍ପୂର୍ଣ ସତ୍ୟ
💯,%✓✓✓✓✓
ସବୁ ଗୁମରର ମାଷ୍ଟର ମାଇଣ୍ଡ ଚକ୍ରବର୍ତ୍ତୀ ସିଂ ରାଠୋର, ଯାଜପୁର ଜିଲ୍ଲାର ପୁର୍ବତନ ଜିଲ୍ଲାପାଳ ମହୋଦୟ 🙏🙏🙏
ଜ଼ିଲ୍ଲାପାଳ ଯେତିକି କହୁଛନ୍ତି ଅଧିକା ଲୁଚାଉଛନ୍ତି.
Right
ଏପ୍ରିଲ ମାସ 28 ତାରିଖରେ ବୁଲିବାକୁ ଯାଇଥିଲୁ
ତାଙ୍କୁ ପଚାରିଲି ଚିଲଡ୍ରେନ ପାର୍କ କେବେ ଉଠିଲା
କହିଥିଲେ 6 ମାସ ହବ. ତାର ତଦନ୍ତ କରାଯାଉ.
ତୁରନ୍ତ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଉ।
ଜୟ ଶ୍ରୀରାମ
୨୫ ବର୍ଷ ତୁଣ୍ଡି ଏତେ ଶୀଘ୍ର କେମିତି ଖୋଲିବ, ଚାପ ରେ ସବୁ ଚୁପ୍ ରେ ଭାଇ ❤❤❤❤❤
Jay Shree jagannath Jay Shree Ram
ଶୁଣ୍ଢି ସାକ୍ଷୀ ମାତାଲ" ନ୍ୟାୟରେ ଜିଲ୍ଲା ପ୍ରଶାସନ ଏବଂ ବ୍ଲକ ପ୍ରଶାସନ ଅଧିକାରୀଙ୍କ ସଫେଇ 🤔 |
ଏ ଲୋକ କୁ ବିଶ୍ୱାସ ନାହିଁ ।
ଇନଭୋଭ ବାବିଦାସ
Sabu office re janichanti. Dariki kahunahanti
ଜିଲ୍ଲା ପାଲ ଙ୍କୁ transfer କରି new DC କୁ ଦାୟିତ୍ୱ ଦିଆ ଯାଉ।
E D should janch
Jajpur collector kichi kariparibeni Karan micha ra kichi Sima nirdharan nathaye
First jajpur collector ku transfer karajau. Sie hin sabu janichhanti aau involve achhanti ei scam re
Transfer nuhan suspend and arrest
Right
BJP Kan prakrutare Rajya ku lutithiba Dakayata nku Dhariba ra sakyama heba..
BJD ଦଳ ରେ ପ୍ରବଳ ବିଅl ଚଟା ନେତା ଙ୍କ factory ହୋଇଥିଲା , ନବୀନ ବାବୁ, ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ମିଶ୍ର ଭଳି ନେତା ଅନୁଭବ କରିବେ କି
କୁସୁମାରେ କିଛିନାହିଁ ଲୋକକସେବାକର
Au jou khai hanti lokanka Paisa chhada kan
To maa khauthila bodhe Sethi . Seithipain daruchu
Jajpur re bjd neta au karmi ,malika au kukurra samparka
Underground facilities available in kusuma park or not.
Buldozer chaljau
Colector should dimand to CBI enquiry
ଏଥିରୁ ସ୍ପଷ୍ଟ ଜଣାପଡୁଛି ବିଜେପି ସରକାର ମଧ୍ୟ ଏ ସବୁ ଦୁର୍ନୀତିଖୋର ନେତା ଅଫିସର ମାନଙ୍କୁ ଘଣ୍ଟ ଘୋଡେଇବାକୁ ଚାହୁଁଚି, ନହେଲେ ସବୁ ଜଣା ପଡିବା ପରେ ମଧ୍ୟ କାହିଁକି ଆକ୍ସନ ନେଉନି ବିଜେପି ସରକାର, କାହିଁକି ଜେଲରେ ପୁରାଉନି, ଓଡିଶାର ଅମଲା ଓ ସବୁ ପୋଲିସ ପ୍ରଶାସନ ସବୁ ଦୁର୍ନୀତିରେ ଥିଲେ ତେଣୁ ପୁଣି ସେଇ ପୋଲିସ ପ୍ରଶାସନ କେମିତି ନିଜର ତଦନ୍ତ କରିବ ? ତେଣୁ ସିବିଆଇ ଇଡି ଦରକାର, ଆମେ ତ ବିଜେଡି ସରକାରକୁ ଗାଡିଚ୍ୟୁତ କଲୁ ତାଙ୍କର କୁଶାସନ ପାଇଁ ଓ ବିଜେପିକୁ ଭୋଟ ଦେଇ ସରକାରରେ ବସେଇଲୁ, ଆଉ ବିଜେପି ଯଦି ବିଗତ ଦିନମାନଙ୍କରେ ଘଟିଥିବା ହତ୍ୟା ଧର୍ଷଣ ଚୋରି ଓ ଦୁର୍ନୀତିର ପର୍ଦାଫାଶ କରି ଅଭିଯୁକ୍ତ ମାନଙ୍କୁ ଜେଲରେ ନପୁରାଏ ତେବେ ଆଗାମୀ ଇଲେକ୍ସନରେ ଓଡିଶାରୁ ବିଜେପି ସଫା ହେଇଯିବ
Emane bhabithile bjd emanak bapa sampati polis anka ghara paribar
Full inquiry needs
କୁସୁମା ପୋଖରୀ ପାଖରେ ପିଲାମାନଙ୍କର ପାର୍କ ବେଶୀ ଆବଶ୍ୟକ, ବଙ୍ଗଳା ଦରକାର ଥିଲା.
Kathare achhi aare mote kana jajapuria chhu dekhauchu❓tenu se jila odishara gote thaka jila jajapuria nku biswasa kariba vul se jilara neta mane chora pramila pranab das pranab balabantray jajpur collector
ଆମେ ମାନେ ବାଳଜାଣିଚୁ ତୁମେମାନେ ସବୁ ମାଘିଆ
ପ୍ରଥମ ବିଡ଼ିଓ କୁ ଚାକିରୀ ରୁ ବହିଷ୍କାର କରାଯାଉ ।ସବୁ ଗୁମର ଖୋଲି ବ ।ତା ପରେ କଲେକ୍ଟର ଉପରେ କାଯ୍ୟାନୁଷାଠ ନିଆଯାଉ ।
C B I enquiry
Collector kaha sarkari paisare hotel kahinki heuthila
Eba Au
ଏଠି କବାଟ ତ ଚୋର କହିବ କାହାକୁ 😂😂😂😂
Asivalea kaheke lokanku bhuan banaedebe aau case dismis haijeba
Queklyactionthekusumaparma
Khali janch nuhan langala kari salnku jail re pita
Argus news kichi Kam nai
babi das sabu officer nkara blue pic rakgichhi kehi sata kahibe nahi
Tame khali dekhei chala kichi lava habani Tama sarkar ra dam nahi tadanta karibaki kii Boby Das ku arrest karibaku eiita hin truth, bbsr re Kain kichi action neleni
Pandu Bobby das ku Arrest karo saab sachie Nikel ker Ayega bahar ekk ekk ghotla ki sachie khud apna mu say kubul karey ngey
BJD NETA MANE JEUN DURNITI KARICHHANTI MOHAN SARKAR TAHARA KICHHI KARIBE BOLI AMARA BISWAS HEUNAHI. BJD NETANKU MOHAN DARUCHHANTI.
Agaru jillapala bjd re thile
Abe bjpre so au Kan kahibe
Neet ବିଷୟ ରେ କିଛି news ଦେଖା ଗୋଧୀ ମିଡ଼ିଆ
Are magiha kana Tu neet parikhya deichhu re 😡😡😡
Ja mg ravish Kumar burkhadutt ku ka
Jilapalratersaitankimodyagiropkoeajau
Bjddolalhyhy
Bjdku,maribidakorajau
Bobidaskugiropkarajau
Magiha BJD kukura ku jail patha aa
Neet???bisayare kahuna chora media
Neet ??
Alga channel dekha@@raghunathachary3626
BJP falture .Naveen❤❤❤❤
B j p ra prasidata kuadagala dakhanahi
Maghia sama stanku gada ku tana
ବର୍ତମାନ ର ଜିଲ୍ଲାପାଳ କିଛି ଜାଣନ୍ତି ନାହିଁ 🙏 ପୁର୍ବତନ ଜିଲ୍ଲାପାଳ ରଂଜନ ଦାଶ ଓ ଚକ୍ରବର୍ତ୍ତୀ ସିଂ ରାଠୋର ହିଁ ସବୁ କହିପାରିବେ