ଗୁରୁକୃପା ହେଲେ ଅସମ୍ଭବ ସମ୍ଭବ ହୋଇଯାଏ । Gurukrupa । Bipini Bihari Samal । Odia Prabachan । Prabachan ।

Поделиться
HTML-код
  • Опубликовано: 22 янв 2025
  • ଗୁରୁ ଗ୍ରହଣ କଲାପରେ ଶିଷ୍ୟ ଉପରେ ଜଗତ କଲ୍ୟାଣର ଭାର ପଡ଼ିଯାଏ। ଶିଷ୍ୟତ୍ୱ ଗ୍ରହଣ କରି ବ୍ୟକ୍ତିଗତ ଜୀବନ ବଞ୍ଚିବା ମହା ଅପରାଧ। ସମୂହ ସ୍ୱାର୍ଥ ସାଧନ ନିମନ୍ତେ କାର୍ଯ୍ୟପନ୍ଥା ଗ୍ରହଣ କରିବା ଶିଷ୍ୟର ପରମ କର୍ତ୍ତବ୍ୟ। ସତ୍ୟନିଷ୍ଠ ହୋଇ କେବଳ ଗୁରୁକୃପା ପ୍ରାପ୍ତ କରିବା ଦ୍ୱାରା ଅସମ୍ଭବ ସମ୍ଭବ ହୋଇଯାଏ।
    #BipiniBihariSamal
    #GuruKrupa

Комментарии • 76