Rai Koraputia Film
HTML-код
- Опубликовано: 1 фев 2025
- Rai Koraputia Film
ରାଇ ଚଳଚ୍ଚିତ୍ର ଟି ନବରଙ୍ଗପୁର ଜିଲ୍ଲାର ପାପଡାହାଣ୍ଡି ବ୍ଲକ ଅନ୍ତର୍ଗତ ମୈଦାଲପୁର ଗ୍ରାମ ନିକଟସ୍ଥ ଗର୍ଭରାଇ ଦେବୀ ଙ୍କ ସତ୍ୟ କାହାଣୀ ଉପରେ ଆଧାରିତ ଏକ ମୌଳିକ କାହାଣୀ କୁ ନେଇ ପର୍ଯ୍ୟାବ୍ୟାଶିତ ଅଟେ। ସ୍ଥାନୀୟ ମାଁ ଙ୍କ ପୂଜାର୍ଚ୍ଚନା ରେ ଯେଉଁ ଆଦିବାସୀ ସମ୍ପ୍ରଦାୟ ର ବ୍ୟକ୍ତି ବିଶେଷ ମାନେ ରହିଆସିଛନ୍ତି ସେମାନଙ୍କ ମୁଖରୁ ଶୁଣିଥିବା କାହାଣୀ କୁ ନେଇ ଏହି ଚଳଚ୍ଚିତ୍ର ଟି ନିର୍ମିତ ଥରେ ଦେଖନ୍ତୁ ଆଉ ମାଁ ଗର୍ଭରାଇ ଗାଥା ବିଷୟରେ ଜଣାନ୍ତୁ ଆଉ ମାଁ ଙ୍କ ଆଶୀର୍ବାଦ ଲାଭ କରନ୍ତୁ 🙏🏻
Credits..........
🌟Featuring: Manas Ranjan Panda, Aradhya Nayak,MD Bablu,Mousumi Parichha,Trisha Behera,Ashok Jena,Aman Raj Kumar,Umarani Achary,Aisha Ashu,Rama Singh,Ruhani Panda and Riyans Panda
🎬 Producer: Kaberi Mishra
🎥 Directed By: Bulu Kumar
🎥Asst.Director-Sunil Kumar
📽️ DOP: Antaryami Das
🕺🏻 Choreography: Manas Ranjan Panda
👗 Costume/Styling: Loknath Behera
💄 Makeup/ Hair: Pooja Mishra
🎤 Singer- Sritam Samantaray and Sanjibani Panda
✍️Lyrics- Sritam Samantaray
🎶Music- Rocky Bhai
🎵Rhythm Arrangement - Rakesh Deep
♪ Mixing & Mastered- Rocky Bhai ( SM Studio,Borigumma )
🎥 Assistant DOP: Rahul Sethiya
💼 Tec team Management: Bulu Kumar and Gagan Murli
🎥 Equipment’s: Meera Dance Institution,Jeypore
🎭 Casting:Manas Ranjan Panda
💼 Executive Production:Bhubana Sadhangi
Publicity and Design -Gagan Murali(Gani)Papadahandi
BGM-Samyaranjan,SR Studio (Maidalpur)
Voice Dubbing-SR STUDIO,Maidalpur
♪ Copyright - Kaberi Entertainment
SPECIAL THANKS:-
Bijaya Panigrahi
Sunita Ratha
Gagan Murli
Naresh Kumar
Kerala Tourism
SR NOVA, Jeypore
MEGHRAJ CINEMAS,Koraput
*ANTI-PIRACY WARNING *
This content is Copyright to Kaberi Entertainment. Any unauthorized reproduction, redistribution or re-upload is strictly prohibited of this material. Legal action will be taken against those who violate the copyright of the following material presented!
#OdiaShortFilm
#OdiaCinema
#OdiaMovie
#OdiaEntertainment
#OdiaStory
#OdiaLoveStory
#OdiaDrama
#OdiaComedy
#OdiaThriller
#OdiaFolkCulture
#ShortFilm2024
#IndieFilm
#OdiaArtFilm
#LowBudgetCinema
#koraputia
#jeypore
#odishatourism
#mountains
#jeyporebrandedsai
#discoverjeypore
#jeyporemodel
#diaries
#jeyporecreations
#exploremore
#shortfilm
#IndigenousShortFilm
#KoraputFilmmaking
#TribalShortFilm
#RuralStories
#indiefilm
#regionalcinema
#odishacinema
#koraput
#koraputdiaries
#koraputtourism
#TrendingOdia
#ViralShortFilm
#WatchOdiaMovies
#OdiaFilm2024
#rajudascomedy #chandanbiswal #chandanbiswalnewcomedy #chandanbiswalcomedy #rajudascomedyvideo #mrgulua #mrguluacomedy #funnyanugulia #funnyanuguliacomedy #amaramuzikodia #lubuntubun #rukusuna #rukusunanewsong #manojmishra #mantuchuria #mantuchuriasong #humansagar #natiacomedy #abkoraputia #jbrproductionkpr #hundi #khantikoraputia #khantikoraputiastatusvideo
ଜୟ ମାଁ ଗର୍ଭରାଇ,,, ଜୟ ବୁଢ଼ା ରାଜା film ଆମ କୋରାପୁଟ ଜିଲ୍ଲାର କିଏ କିଏ ଦେଖୁଛନ୍ତି ଲାଇକ 👍👍👍 ଗୋଟେ ହଉ
🙏🙏🙏
🎉 ପରିଶ୍ରମ କରି ଫିଲ୍ମ ଟି ହେଇଛି ଏବଂ ମନଛୁଆଁ ହୋଇଛି। ଆମ କୋରାପୁଟିଆ ଫିଲ୍ମ କୁ ଏମିତି ଆଗକୁ ନେବାର ପ୍ରଚେଷ୍ଟା ଜାରି ରହୁ।ସମସ୍ତ ସଦସ୍ଯଙ୍କୁ ଅସେସ ଅସେସ ଧନ୍ୟବାଦ। ❤❤🎉
Jay koraput jay adivasi
Nice try 😉
ଏମିତି ଗୋଟିଏ ଛଟ film ଯାହା ଅଭିଭକ୍ତ କୋରାପୁଟ ଜିଲ୍ଲା ର କୋଳା ଏବଂ କଲାକାର ମାନଙ୍କ ଅଭିନୟ ର ଜୀବନ୍ତ ପରିଚୟ ଦେଇ ନୁଆଁ ଆଶା ର ଦିଗନ୍ତ ଦେଖାଇ ଦେଇଅଛି.👍❤️❤️❤️☺️☺️☺️ବହୁତ..... ସୁନ୍ଦର ହୋଇଛି 🙏
2: 2:48 2:52 2:49 2:51 2:49 2:51 2:53 2:54 2:59 3:00 3:04 3:04 3:05 3:10 4:05 4:05 4:06 4:07 4:11 4:11 4:11 4:13 4:13 4:17 4:17 4:17 4:18 4:24 4:27 4:31 4:37 4:38 4:48 4:52 4:55 4:57 4:58 5:32 6:17 6:24 6:24 6:25 6:26 6:30 6:30 6:30 6:30 6:30 7:00 7:00 7:00 7:06 7:07 7:09 7:09 7:09 7:15 7:18 7:19 7:20 7:23 7:25 7:29 7:29 7:35 7:48 7:57 2:52
8:18 8:15 8:19
ନବରଙ୍ଗପୁର ଜିଲ୍ଲାରୁ କିଏ କିଏ ଦେଖୁଛନ୍ତି ପ୍ଲିଜ୍ ଗୋଟିଏ ଲାଇକ୍ କରି ଜୟ ମାଁ ଗର୍ଭରାଇ ଲେଖନ୍ତୁ 🙏🙏🙏
Jay maa garvarai 🙏🙏🙏
ସତରେ ଏହିଠା ଗୋଟେ ହୃଦୟ ସ୍ପର୍ଶି ଚଳଚ୍ଚିତ୍ର କୋରାପୁଟ ପାଇଁ ଗର୍ବ ଓ ଗୌରବର ବିଷୟ ଆପଣଙ୍କ ଟିମ୍ ପାଇଁ ହୃଦୟରୁ ଧନ୍ୟବାଦ୍ 🙏🙏🙏🙏👍👍👍
ଜୟ ମା ଗର୍ବରାଇ.. ଜୟ ବୁଡ଼ାରାଜା.. ବହୁତ ଭଲ ହେଇଛି.. ସବୁ କଳାକାର ଙ୍କୁ ଧନ୍ୟବାଦ..
Badia ache amar koraputia chinema❤❤❤
ପ୍ରଥମ ଥର ପାଇଁ ଗଟେ ମନଛୁଆଁ ସତ୍ୟ ଘଟଣା କୁ ଦେଖାଇ, ବହୁତ ଭଲ କଲେ ଏ ଭଳିଆ ସତ୍ୟ ଘଟଣା କୁ ଯଦି ଦର୍ଶକ ମାନଙ୍କୁ ଦେଖାଇବେ ତ ନିଶ୍ଚୟ ଆମ ପରମ୍ପରା ଆଉ ଆମ ଇତିହାସ ଜାଣିବା ଆମ ପାଇଁ ବହୁତ ଭଲ ହବ ଧନ୍ୟବାଦ "ରାଇ "ଟିମ୍ ଆଉ ପ୍ରତ୍ୟକ୍ କଳାକାର, Congratulations Jeetu Bhaina and Bablu Bhai for Best Movie
ବଢ଼େ ସୁନ୍ଦର ଆମର୍ ଭାଷା ❤
ଏନ୍ତି ଫିଲିମ ଆକା ମୁଇ କଜ୍ତେ ରେଲି ମାତର କନାୟ ମିସା ନାୟକର୍ଲାୟ ଛେ ଇଫିଲିମ ବଡିଆ ସୁନ୍ଦର ହେଲା ଆଛେ । ଇ ମାପ୍ରୁ କେ ଆମେ ପୂଜା କର୍ଲୁନି ଇଟା ଆମର ଚାଉରିଆ/ବୁଢାରାଜା ବୋଲି କୟଲୁନି ଜୟ ବୁଢ଼ାରଜା 🙏🙏🌼🌼🙏🙏❤❤
33 33:3 33:3 33:40 33:41 33:48 ❤😢😢9 8 :04 33:37 33:39
33 33:3 33:3 33:40 33:41 33:48 ❤😢😢 33:50 😮😂 33:50 33:50 33:50 9 8 :04 33:37 33:39
33:54 3 33:55 3: 33:57 33:58 34:03 34:03 34:18 34:18 34:40 😊 34:49 55 3 33:56 3:56
Thank bhai plz share
Very nice karaputia film 🙏
ପ୍ରଥମ ଗୀତ ଟିଏ ଅତି ସୁନ୍ଦର ମନକୁ ଛୁଇଁ ଗଲା ଶତରେ ❤ ଆଉ ଏମିତି ଆମ ଜିଲ୍ଲା କୋରାପୁଟ ରୋ ସୁନ୍ଦରତା ଓ ଆଉ ଆମ ପରମ୍ପରାକୁ ନେଇ ଏ ସୁନ୍ଦର film ଟେ ଏହିଛି ସତରେ ବୋଉତ ସୁନ୍ଦର ମନକୁ ଛୁଇଁ ଗଲା ❤
All time blockbuster movie 🎉🎉🎉
ବହୁତ ସୁନ୍ଦର ଅଭିନୟ l ଆଖିରେ ଲୁହ ଆସିଗଲା l ମୁଇଁ କେନ୍ଦୁଝରିଆ ହେଲେ ବି କୋରାପୁଟିଆ ଫିଲ୍ମ କେ ବୁଝିବାକୁ କିଛି ଅସୁବିଧା ହେଉନାହିଁ l 🙏
supar koraputiya movie ❤❤❤❤
ସୁନ୍ଦରଗଡ଼ରୁ ଭଲପାଇବା ❤ (Love from sundargarh district.)❤
ବହୁତ ସୁନ୍ଦର ଆଛେ କହିଲେ ମିଶା ନ ସରେ ଏତେ ସୁନ୍ଦର ଆଛେ ଯେ ମର ହୃଦୟକୁ ଛୁଇଁଗାଲା ବହୁତ ସୁନ୍ଦର ଆଛେ ଆଇ ଲଭ୍ ୟୁ ମୋର କୋରାପୁଟ ❤❤❤❤
କୋରାପୁଟିଆ ଫିଲ୍ମ ରୋ ମାଇଲ ଖୁଣ୍ଟ ଏହି ରାଇ ମୁଭି.... ସୂନ୍ଦର୍ ଅଛି ଫିଲ୍ମ 🙏 love u କୋରାପୁଟ
ଜୟ ମାଁ ଗର୍ଭରାଇ 🙏🌼🙏 ଏନ୍ତି ଫିଲିମ ମନ ଆରି ବନା ଦାଦା ଆମେ ତମର ସାଙ୍ଗେ ଆଛୁ ❤❤👍❤️🙏
ଆଦିବାସୀ ହେଲେ ବି ବହୁତ୍ ସୁନ୍ଦର ଶୋ ହେଇଛେ ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବ ତୁମେ
Rai character re jou bhauni 👌pura 100 ru 100 best deichonti
Ete badia act korichonti pura Rai... 🙂
Speechless 🧡🧡🧡
ହଁ ଭାଇ ଭଲ ହେଇଚି
ମୁଁ ଯେତେବେଳେ ଛଟ ଥିଲି କାହାଣୀ ମାଧ୍ୟ୍ୟମରେ ମୋର ଜେଜେମା ଆମକୁ ଶୁଣାଉଥିଲେ ଯାହା ହେଉ ଆଜି ବହୁତ ଖୁସି ଲାଗୁଚି ଚାଳଚିତ୍ର ମାଧ୍ୟ୍ୟମରେ ଦେଖିକି l ଜୟ ମା ଗର୍ଵରାଇ ଜୟ ବାବା ବୁଢ଼ା ଚାଉଁରିଆ 🙏🏻🙏🏻🙏🏻🙏🏻
ମୁଁ ଆପଣମାନଙ୍କ ପାଇଁ ବହୁତ ଗର୍ବିତ ଏ ଭଳିଆ ସତ୍ଯ ଘଟଣା ଉପେର ଆଧାରିତ ଥିବା ଫିଲ୍ମ୍ କରିଥିବାରୁ,,,,,,, ଜୟ ମାଁ ଗର୍ଭରାଇ ,,ଜୟ ବୁଢା଼ ରାଜା 🙏🙏🙏🙏🙏🙏🙏🙏🙏🙏
ବହୁତ ହୃଦୟସ୍ପର୍ଶୀ ହୋଇପାରିଛି।ଜୟ ଅବିଭକ୍ତ କୋରାପୁଟ ଜିଲ୍ଲା ❤ଆମର କଳା ସଂସ୍କୃତି କୁ ନେଇ ଆହୁରି ଅନେକ ଫିଲ୍ମ ବନେଇବାକୁ ଅନୁରୋଧ।🎉 ପ୍ରକୃତରେ ବହୁତ୍ ସୁନ୍ଦର ହୋଇଛି ❤🎉🎉
ଜୟ ମା ଗର୍ଵ ରାଇ 🙏🙏🙏 କେତେ ସୁନ୍ଦର ଆମର ଦେଶିଆ ଭାଷା
Bauta bhala hehichi heita aamo Koraput nabarangpur Rayagada malkangiri.distra deba devi mane.odia.hindhi
Dubbing kale super hit flim hebo thanks produser Koraput
ଏମିତି ଫିଲ୍ମ ଆଉରି ହେବା ଦରକାର ଜୁଆର ମା ଗର୍ଭ ରାଇ 🙏🙏🙏
ବହୁତ ସୁନ୍ଦର ଆମର କଳା ସଂସ୍କୃତି... ଜୟ କୋରାପୁଟ 🎉🙏🏻🙌🏻
ମୁଁ ଓଡ଼ିଆ ଭାଷାର ପିଲ୍ମ ଦେଖିଛି ହେଲେ କେବେ କମେଣ୍ଟ କରିନି କିନ୍ତୁ ଆଜି ଏହି ପିଲ୍ମ ଦେଖିଲା ପରେ super se ଡୁପର
ଜୟ ମା ଗର୍ଭରାଇ 🙏🌺🌺
ବହୁତ୍ ବର୍ଷ ପରେ ଇମିତି ଚଳଚ୍ଚିତ୍ର ସତ୍ୟ ଘଟଣା ଉପରେ ଆଧାରିତ ହେଇଛି ମନକୁ ଛୁଇଁ ଗଲା
ସତ କଥା ଭାଈ 🙏🌺🚩
ମୁ ବଲଙ୍ଗିର ଜିଲ୍ଲା ଅଟେ କୋରାପୁଟ କୋ ମେଡି ବହୁତଭାଲ ଲକ୍ସି
ଜୟ ମା ସମଲେଇ
ବହୁତ ସୁନ୍ଦର ମନ କୁ ଛୁଁଇଲା ଭଳିଆ ସିନେମା, ଆମ ଅଭିବକ୍ତ କୋରାପୁଟ ଜିଲ୍ଲା କୁ ଗୌରବ ଆଣିବ
ବହୁତ୍ ଭଲ ଲାଗିଲା,,,❤❤❤
ବହୁତ୍ ବହୁତ୍ ଧନ୍ୟବାଦ୍
ଜୟ ମାଁ ଗର୍ଭରାଇ 😢❤🙏 ତୋର ପାଦେ କୋଟି ଶରନ୍.... 🙏🙏🙏 ତୋର ଆଶୀର୍ବାଦ ଲାଗି ଜେନ୍ତା କରି ବି ଜୀମି ମାଁ 🥺🙏 ଜୟ ବୁଢାଦେଓ ❤ ଜୟ ମାଁ ଗର୍ଭରାଇ 🙏
ଜୟ ମାଁ ଗର୍ବରାଇ,🙏🙏🙏
ସମସ୍ତ କଳାକାର ମାନେ ହୃଦୟ ର ସହ ଅଭିନୟ କରି ମନକୁ ଛୁଇଁ ପାରିଛ, ମୁଁ କଳାହାଣ୍ଡି ରୁ ଦେଖୁଛି ଜୟ ଜୁହାର ଜୟ କଳା
Muhi bi Kalahandi ru dekhu chhi
jete dekhilebi mana bujhe naie i like it
ବହୁତ ସୁନ୍ଦର ଲାଗିଲା ଆମର ମା ଗରବରାଈ ବିଷୟ ରେ ମୁଭି କରିଥିବା ରୁ ଧନ୍ୟବାଦ
Super hit for learning everyone nice , ,,, but hinsha ta tike bad
Ahi film koraput ro no 1 legend movie ❤❤❤
Rai bahut bhala lagila
ମା ଗର୍ଭରାଇ ଆମ ପାପଡ଼ାହାଣ୍ଡି ରେ ବିରାଜମାନ କରିଛନ୍ତି ଏବଂ ଏହି ମନ୍ଦିରର କାହାଣି ହିଁ ଏହି ସିନେମାରେ ଦେଖାଯାଇଛି ସବୁ film maker technician artist ସମସ୍ତଙ୍କୁ ଧନ୍ୟବାଦ🥰🙏
ପାପଡାହାଣ୍ଡି କେଉଁ ପାଖରେ ମନ୍ଦିର ଅଛି
Bhaut sundar
ବହୁତ ସୁନ୍ଦର ଜୟ ମାଁ ଗର୍ଭରାଇ 🙏 ବୁଲୁ ଭାଇନା ବହୁତ ସୁନ୍ଦର direction and acting v bahut sundar karichhanti congratulations all team members 🙏
Mind blowing Jai Maa Garbharai namaste 🙏
ବଉତ ଭଲ ହେଇଚି ଜୟ କୋରାପୁଟ ❤️🫡🙏
Koraputia bhasa sunbake bhol lagsi ache
Super filme ❤❤❤❤
Ama odisha re amti ka move...mu ta kebe dekhi hii nathili..❤️❤️❤️❤️❤️
ମାଁ ରାଣ କେବେ ଏନ୍ତା ଫ୍ଲିମ ନାଇଁ ଧେକି ରେଲି ଜୀବନ ତର୍ତ୍ତଳି ଗଲା ଢ଼େକଲା କେ
Donya se directorbhabu ke mor koti koti jhuar Aari takor team k 🙏🙏🙏
Jay maa gorbo devi 🙏🙏🙏
Nice ❤❤❤
Bohuto sundor heichi aasa koruchi j amti nua nua film aauri heu boli jai maa gorbho rai 🙏🙏🙏
ବହୁତ ସୁନ୍ଦର 👌👌 love from କେନ୍ଦ୍ରାପଡ଼ା ❤️
Jai ma garba rai jay chanuria
Nice Rai Movie ❤❤
Mast achi
So so so very nice movie ❤❤❤❤
Nice 👍😊❤
ଆମୋର koraputia movie କାଯେ like ଗୋଟେ ହେଉ 🎉🎉🎉❤❤❤
Super muvie
So Super store😭😭👌👌❤️❤️❤️ Brother and Sister 😢
Jay koraputia ❤
Bahut hi sundar ଫିଲ୍ମ୍ ଦେଖିବାକୁ ସତରେ ବହୁତ୍ ଭଲ ଲାଗୁଛି ଏହି ଫିଲ୍ମରେ ନିର୍ଦ୍ଦେଶନା ବହୁତ ସୁନ୍ଦର ଏବଂ ହୃଦୟସ୍ପର୍ଶୀ ଆମ ନବରଙ୍ଗପୁର ଓ କୋରାପୁଟ ଜିଲ୍ଲାର କଳାକାର ମାନଙ୍କୁ ନେଇ ଏହି ଚଳଚ୍ଚିତ୍ରଟି ହୋଇଥିବାରୁ ଆହୁରି ମଧ୍ୟ ଅତି ସୁନ୍ଦର ଲାଗୁଛି ଥରେ ଦେଖିଲେ ମନ ବାରମ୍ବାର ଦେଖିବାକୁ ଇଚ୍ଛା ହେଉଛି ସତରେ ଏହି ଚଳଚ୍ଚିତ୍ରଟି ଲୋକ ଲୋଚନ କୁ ଆସିବା ପରେ ଲାଗୁଛି ଆମେ କୋରାପୁଟିଆ ମଧ୍ୟ କାହାଠୁ କମ୍ ନାହୁଁ ଏହି ଚଳଚ୍ଚିତ୍ରଟି ରେ ଅଭିନୟ କରିଥିବା କଳାକାର ମାନଙ୍କୁ ନିର୍ଦ୍ଦେଶକ ଏବଂ କାବେରୀ entertainment RUclips channel କୁ ଅନେକ ଅନେକ ଧନ୍ୟବାଦ ଯେ ଏହି ଭଳି ଚଳଚ୍ଚିତ୍ରଟି ଆମ ମାନଙ୍କୁ ଭେଟି ଦେଇଥିବାରୁ ।
🙏Jai maa garbharai🙏
Bodiya heichi mind blowing ❤
Very nice real story
ଆମର କୋରାପୁଟିଆ ଭାଷା ସୁନବାକେ କେଡେସୁନ୍ଦର❤️❤️🙏
Film ku dekhile akhiru luo jarijahuchi ❤❤❤love you all Films team members
କୋରାପୁଟ ଜିଲ୍ଲାରୁ ବହୁତ ଭୋଲୋ ଦେଶିଆ ଫିଲ୍ମ 🎉🎉🎉🎉🎉🎉
👍👌👌👌
ଜୟ ମାଁ ଘର୍ଭ ରାଇ 🙏ଜୟ ଭୁଡା ରାଜା 🙏
Superb movie of the year
ବୋହୁତ ସୁନ୍ଦର ହେଇଛି ଭାଇ ସିନେମା
Heart touching ❤❤❤❤
Baut sundr heichi thenks
ବହୁତ ସୁନ୍ଦର ଲାଗିଲା ଗୁଟେ ହଜି ଯାଇଥିବା କାହାଣୀ କୁ ଆଉ ଥରେ ଲୋକଲୋଚନକୁ ଆଣିଥିବାରୁ , kaberi entertainment and all participants କୁ ଜୁହାର,
ମୁଁ ଏହି ଗୋପ ମୋ ଛୋଟ ବେଳରୁ ଶୁଣିଥିଲି କିନ୍ତୁ ଆଜି ଏହାକୁ ଚିତ୍ର ମାଧ୍ୟମରେ ଦେଖିଲାକୁ ବହୁତ ଖୁସି ଲାଗିଲା ଯାହା ହେଉ ଆପଣମାନେ କିଛି ଚେଷ୍ଟା କରିଛନ୍ତି ଯେ ଗୋଟେ ଲୁକ୍କାୟିତ ହେବାକୁ ଥିବା ସତ୍ୟ ଘଟଣାକୁ ଆଉ ଥରେ ପୁନର୍ଜନ୍ମ ଦେବାକୁ ଏହା ଏକ ନିହାତି ଭଲ କଥା। ଆପଣମାନେ ଏମିତି ଚେଷ୍ଟା କଲେ ଆଉ ଅନେକ ଲୁକ୍କାୟିତ କାହାଣୀ ସତ୍ୟ ଘଟଣା ଉପରେ ଆଧାରିତ ଥିବ ଯାହାକି କିଛି ଲୋକ ଜାଣିଥିବେ କିନ୍ତୁ ବହୁତ ଲୋକ ଜାଣିନଥିବେ ,ତେଣୁ ମୋର ଅନୁରୋଧ ରହିବ ଆପଣମାନେ ଏମିତି ଆଉ କିଛି ଘଟଣାର ଅନୁସନ୍ଧାନ କରନ୍ତୁ ଏବଂ ଏହାକୁ ଲୋକଲୋଚନ କୁ ଆଣନ୍ତୁ,
ଶେଷରେ କହିବି ଆମେ ନବରଙ୍ଗପୁରର ଲୋକ ବୋଲି ଏହା କେଉଁଠାର ଘଟଣା ଜାଣିପାରିଲୁ କିନ୍ତୁ ଅନ୍ୟମାନେ ଜାଣିପାରିବେ ନାହିଁ ଯାହାକି ଆପଣ screen ରେ locatin ବିଷୟରେ କିଛି ତଥ୍ୟ ଦେଇନାହାନ୍ତି, ଧନ୍ୟବାଦ...ଜୟ ମା ଗର୍ଭ ରାଇ
ଜୟ ମାଁ ନାଉରିଆ
କଳାହାଣ୍ଡି ବାସିନ୍ଦା ଫିଲ୍ମ କୁ ଦେଖ ବହୁତ ସୁନ୍ଦର ଆଉ ଏନ୍ତା ଫିଲ୍ମ କେବେ ନାହିଁ ହୁଏ
ମୁଁ ଯେତେବେଳେ ଛୋଟ ଥିଲୁ ମୋ ଜେଜମା ଠାରୁ ଏହି ଗପଟି ଶୁଣି ଥିଲି , ଛୋଟ ବେଳୁ ଇଚ୍ଛା ଥିଲା ଏହା ଚଳଚ୍ଚିତ୍ର ମାଧ୍ୟମରେ ଦେଖିବାକୁ ... ଘଟଣାଟି ସତ ଏବଂ ହୃଦୟସ୍ପର୍ଶୀ ଅଟେ।
ଜୟ ମା ଗଭରାଇ 🙏❤️🙏ଜୟ ଚଉରିଆ ବୁଢ଼ାରଜା 🙏❤️
Super ❤❤❤❤❤😢😢😢😢😢😢😢😢
Gajapati ru Kia Kia dekhucha like kara
ବହୁତ ସୁନ୍ଦର ଅଭି ନୟ ଆଖିରେ ଲୁହ ଆସି ଯାଉଛି superb ହେଇଛି ଏମିତି ହିଁ ଭୋଲ ଭୋଲ ମୁଭି ଦେଖିବା କୁ ମିଳୁ କୋରାପୁଟ ଜିଲ୍ଲା ଆଗକୁ ବଢ଼ୁ ♥️♥️♥️♥️♥️♥️♥️♥️
Maa gorbho rai❤😂😂
Super video
ଖୁବ୍ ସୁନ୍ଦର୍ ହେଲା ଆଛେ 😢😢
E Flim Mate Kandei dela Jay Maa Garvarai Juhar Go🕉️🔱🚩❤️❤️❤️❤️
ବାଉତ ସୁନ୍ଦର ହେଇଛି ବାଈ
ସବୁଦିନ ପାଇଁ
ହୃଦୟ ଭିତରେ ବସା ବାନ୍ଧି
ରହିବା ଭଳି ଚଳଚ୍ଚିତ୍ରଟିଏ
ସୁନ୍ଦର କାହାଣୀ ସାଙ୍ଗକୁ ସୁନ୍ଦର ନିର୍ଦ୍ଦେଶନା
ସୁନ୍ଦର ଚିତ୍ର ଉତ୍ତୋଳନ
କଳାକାର ମାନଙ୍କ ନିଖୁଣ ଅଭିନୟ
ଦେଖି ସlରିବା ପରେ ବି
ବାର ବାର ଦେଖିବାର ଇଛା.....
କଣ କହିବି, ମୋ ଭଳି ଛାର ମଣିଷ ଟା
କି ମତାମତ ରଖିବ???
ଜାଣି ପାରୁନାହିଁ ସତରେ ମୁଁ ହେଇଯାଉଛି ଶବ୍ଦ ହୀନ
ଏତିକି କହିବି
ଏମିତି ସୁନ୍ଦର ସୁନ୍ଦର କାହାଣୀକୁ
ଦେଉଥାନ୍ତୁ ଭେଟି
ଆମ କୋରାପୁଟିଆ ଚଳଚ୍ଚିତ୍ର
ଆଗକୁ ନିଶ୍ଚୟ ହେବ ଉନ୍ନତି!!!!!!
ପୁରା ଟିମ୍ କୁ ମାଲକାନଗିରି ମାଟିରୁ ଆକାଶ ଭର୍ତ୍ତି ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି l ଜୟ କଳା l ଜୟ ଜଗନ୍ନାଥ 🙏🙏
Bohut bodia amo koraputia movie jay kola
Beautiful aradya you are supper❤
ବହୁତ ବଡ଼ିଆ ହେଇଛି ଫିଲ୍ମ ଜୟ ମା 🙏🙏🙏ଗର୍ବ ରାଇ ଆଉ ଆମ ମା ପେଣ୍ଡ୍ରାଣୀ ଙ୍କ ଷ୍ଟୋରୀ ରେ ଗୋଟିଏ ଏମିତି ଫିଲ୍ମ କରିବା କୁ ମୋର ଅନୁରୋଧ 🙏🙏🙏🙏🙏🙏🙏
Bhai nischaya maa nka ashirvaad rahile next pedrani maa nka movie hin planning karichu
ବହୁତ୍ ସୁନ୍ଦର୍ ହୋଇଛି ମୋତେ ଅତୀତରେ ଘଟି ଥିବା ଘଟଣା ବିଷୟରେ ଜାଣିବାକୁ ବହୁତ୍ ଭଲ ଲାଗେ
ନୂଆପଡା ସିନାପାଲି ରୁ ଫିଲ୍ମ ବହୁତ ସୁନ୍ଦରହେଇଛି
Nice movie ❤❤❤❤❤
Good movie ❤❤❤
J maa garap rai🙏🙏
Bahuta sundar haichi bhai ❤❤❤❤❤❤❤❤❤❤❤❤❤❤
Real story of ଗର୍ବ ରାଇ ❤❤❤❤❤
ଅତି ସୁନ୍ଦର ଫିଲ୍ମ ଆମର ଅବିଭକ୍ତ କୋରାପୁଟ ର ସମସ୍ତ ଭାଇ ମାନଙ୍କୁ ଅନୁରୋଧ ଏଇ ଫିଲ୍ମ କୁ ନିଶ୍ଚୟ ଦେଖନ୍ତୁ,
Heart touching ❤ Thank you so much Rai team
ଜୟ ମା ଗର୍ବରାଇ
Oscar winning movie ❤❤proud of you all team members love you lots ❤❤❤thank you ❤❤❤proud to be Desia
Okay👌👌👌❤❤❤❤ bhài
ବହୁତ ସୁନ୍ଦର ହେଇଚି ଭାଇ ❤
Best screenplay ❤
Jay KORAPUT❤
ଏଇ ଫିଲ୍ମ ଳକକୁ ସିଖ୍ୟ ଦେଳା ପରି ବହୁତ ସୁନ୍ଦର ଏଇଛି
Jai maa 🙏🙏🙏🙏🙏
ଗର୍ଭରାଇ ମନ୍ଦିର ଆମ ପାପଡାହାଣ୍ଡି block re achi ଜୟ ମା ଗର୍ଭରାଇ ❤
କୁ ଗାଁ ଭାଇ
@@rajendrabhumia pitariguda pakhre
@@Laba_Kumar thank you
ନୁଆକୋଟ@rajendrabhumia