ପିଲାଙ୍କୁ କେବେ ବାଧ୍ୟ କରନ୍ତୁନି ପଣିକିଆ ଘୋଷିବା ପାଇଁ// ୯୯ ଯାଏଁ ପଣିକିଆ ଚୁଟକିରେ/Multiplication Table
HTML-код
- Опубликовано: 23 сен 2024
- ପିଲାଙ୍କୁ ପଣିକିଆ ଘୋଷିବାକୁ କେବେ ହେଲେ କୁହନ୍ତୁ ନାହିଁ // ୯୯ ଯାଏଁ ପଣିକିଆ ଚୁଟକିରେ // Multiplication Table
#edumath
#mathtrick
#mathstricks
#multiplicationtable
#multiplication
#multiplicationtrick
My Other RUclips Channels Links are given below. You may subscribe the given channels to touch the Link which are given below.
1) Education Trap (Educational Channel)
/ educationtrappramodkum...
2) Mo Pathasala (Educational Channel)
/ @mopathasala9514
3) Unique Out (Vlogging/Entertainment Channel)
/ uniqueoutpramodkumarpr...
Dear Viewers,
Please Support me & Subscribe my channels. Thanking U.
ବହୁତ ବଢିଆ sir
Thank you so much sir 🙏
ଅତି ସୁନ୍ଦର ସାର୍ ଏହି ଟ୍ରିକ୍ ଦ୍ଵାର ଛାତ୍ରଛାତ୍ରୀ ମାନେ ବହୁତ ଉପକୃତ ହେଵେ
Good.
Sir pura Kamal Karidele
Bahut bhala idia 😊😊
ଧନ୍ୟବାଦ sir 🙏
ଲେଖିବା ଟ୍ରିକ ନ କହି ନ ଘୋଷିକି କେମିତି କୁହାଯିବ ସେଇଟା କୁହନ୍ତୁ
ନ ଘୋଷିକି ଗୁଣନ କରିକି କୁହ 😂 ସେମିତିରେ ବି ଘୋଷିବା କିଛି ଆବଶ୍ୟକ ନାହିଁ😉
👍
Are ghosile kn heba khatare ganita kalabele trick use kariki kariba ghosile kn heba 😂😂😂
Tu padh ni ma..to thu bhala ta anaganbadi pilagura
Good ❤️❤️❤️❤️❤️ସାର ଭେରୀ ନାଇସି
Nobar one sir 👌
ସାର୍ ହେବ ତ ଏମିତି❤❤❤
Good trick sir
Very nice
Jay shree guru ji ki jay
Radhe radhe radhe
Sir,
A good one.
Very useful video & very easy way to teach & remember.
Thanks a lot Sir for your innovative way of teaching.
ଆମର ଲେଖା ନୁହେଁ, ମୁଖସ୍ଥ ହେବା ଦରକାର ସାର୍
Super sir
Nice sir
Excellent 👌 👌 And Mind-blowing Tricks Sir 👍❤️👌 Thank You So Much For This Very Nice Tricks Sir 🙏 ❤️God Bless You Sir 🙏🙏
ଠିକ୍ ଯେ ପଚାରିଲେ ହଠାତ୍ କହିବା ପ୍ରକ୍ରିୟା ଟା କୁହନ୍ତୁ?
Correct
Best sir❤
ସାର ବହୁତ୍ ଭଲ ଲାଗିଲା ପିଲା ମାନେ ବହୁତ ଭଲ ଲାଗିଲା।
ସାର୍ ବହୁତ୍ ଭଲ ଟ୍ରିକ୍ 🙏👏
ସାର୍, ଆପଣ ଗଣିତକୁ ଏତେ ସହଜ କରିଛନ୍ତି | ତେଣୁ ମୁଁ ବର୍ତ୍ତମାନ 40 ବର୍ଷ ବୟସରେ ପୁନର୍ବାର ଗଣିତ ଅଭ୍ୟାସ କରିବାକୁ ଆଗ୍ରହ ଦେଖାଉଛି |
Thanks sir
Tq sir
Good teacher .
Excellent,thanks sir
Very good trick sir
Thank you so much
Excellent.. 💪💪💪💪💪
Thank you very much Sir
Thanks you sir❤❤ save our time
Verygodsar
You are my favourite sir
Very nice sir
Thanks you sir❤❤
Very nice 👍
Very good teaching sir
Superb sir
Thankyou sir 🙏
🙏🏿 Thank you sir
Sobest ❤❤❤❤😊😊😊😊
Nice teaching
Thank you very much, genius sir
Supar magic
👍👍👍👏👏👏👌👌👌👌
Sir ଏଇଟା ଗୁଣନ ପ୍ରକ୍ରିୟା....... ଆମକୁ ଦରକାର ପାଟିରେ ମୁଖସ୍ତ ଯେତେବେଳେ ପଚାରିଲି ଲେ କହି ପାରୁ ଥିବା ଦରକାର ତେବେ ଯାଏ କାମରେ ଲାଗି ପାରିବ
ଠିକ୍ କହିଲେ ହେଲେ ପାଟିରେ କହିବାକୁ କିଏ ପଚାରିବ ? Competition Exam ବେଳେ କମ ସମୟରେ ସହଜରେ କରିବା ପାଇଁ ଏଇ ପ୍ରଣାଳୀ ବହୁତ ଉପଯୋଗୀ ହୋଇପାରିବ ।
Thank you
Best performance
Nice
App ko sir namaskar appana aata sahja trick batai dala
Sir semiti 24 ka panikia pila bhul lekhidebe
🎉🎉🎉🎉🎉🎉
👍👍👍
ଏଟାତ ଗୁଣନ ପ୍ରକ୍ରିୟା 😊
Sir Apana sani kariki Aa suchhantiki sehipari kahuchhanti
Bhaina ama pain au trick pathao
Sir patire jemiti pila kahiparuthibe semitiya ta batantu
ନାକ ବୁଲାଇ ଧରାଉଛନ୍ତି
ମୋତେ ଆସିବ
୨୪.୩ ୬୧୨
କେଉଁ ଶ୍ରେଣୀ ର ପିଲାମାନେ ସାର୍ ?
Apa.na.ku.govt.a.u.50.bar.sa.dau.amete.sekhay.bit.kara❤
Actually what's your problem ?
Adhikata kan sikhelu sehi guni ki miseilu
hn bo bhai
२४·३
85×9 ଭୁଲ ଥିଲା ଆଜ୍ଞା
765 Thik achhi to
Amiti ta sabu heba na lekhi ki kuhantu
Math ର full form ଲେଖନ୍ତୁ । this trick is So normal
After understanding all tricks are obviously normal ......
Upload this type of normal tricks to your channel. That may be valuable to your students
Inside the class room on duty as a govt teacher any teaching explanation to make video and load your channel means you have setup a business idea perhaps you are not satisfied for govt fees
Any two digit multiplication trick
Sir aapana ANGULIA gi?❤
Bhul bujhauchhanti sir pila bujhibe ni 😊😊
Kn bhul heichi mention plz Sir....
It is only for short trick to reduce time
Actually ଏଇଭଳି ଟ୍ରିକ କେହିବି ଜାଣି ନଥିଲେ,କିନ୍ତୁ ଟିକେ dout je ଦ୍ୱିତୀୟ/ଦୁଇ ତିକିଆ ଘରେ ଗୁଣନ ଏହି trick kama karibs
Channel re achhi dekha
ଦୁଇ ଅଙ୍କ ଓ ତିନି ଅଙ୍କ ବିଶିଷ୍ଟ ସଂଖ୍ୟାର ଗୁଣନ
ଓଡ଼ିଆ କହି ଇଂରାଜି ରେ ଲେଖୁଛନ୍ତି
Bhula bachntuni
Pua pila nahanti ki semane galua guda jaman asunahanti lekhiba pain
Lekhi kichi hebani
୧ ରୁ ୯ ପର୍ଯ୍ୟନ୍ତ ପଣିକିଆ କିମିତି ଲେଖା ହବ କହିଲେନି ତ
Sir apankar tricks khas lagilani .
Jie 2,3, up to 9 ka siki nathiba
next video dekha
How to speak not to write
ଆଗରୁ ୨୫ କ ପଣିକିଆ ପର୍ଯ୍ୟନ୍ତ ପିଲାମାନଙ୍କୁ ଦିଆଯାଉଥିଲା ,ହରଣ ଗୁଣନ ସହଜରେ କରିପାରିବେ ବୋଲି,କିନ୍ତୁ ଆପଣ ଆପଣଙ୍କର ୮୫ କ ପଣିକିଆ ଶିଖାଉଛନ୍ତି ଏହାର ଆବଶ୍ୟକ କଣ ଅଛି,ଯଦି ଅଛି ଓଡ଼ିଆ ବର୍ଣ୍ଣବୋଧ ରେ କାହିଁକି ୨୫କ ପର୍ଯ୍ୟନ୍ତ ଅଛି? ବର୍ଣ୍ଣବୋଧ ରୁ କଣ ଆମକୁ ଭୁଲ ଶିକ୍ଷା ମିଳୁଛି ।
କମ ସମୟରେ ଗୁଣନ କାର୍ଯ୍ୟକୁ ସଂପର୍ଣ୍ଣ କରିବା ପାଇଁ ଏହା ଏକ ଉପାୟ । ପଣିକିଆ ଘୋଷିବାକୁ କେହି କହୁନାହାନ୍ତି । competative ପରୀକ୍ଷା ବେଳେ ଗଣିତକୁ କମ ସମୟରେ ସମାଧାନ କରିବା ପାଇଁ କିଏ କେତେ coaching ନେଉଛନ୍ତି । ସେଠାରେ ଏହିପରି ଶିଖାଯାଏ କେମିତି କମ ସମୟରେ କରିହେବ ।ଆବଶ୍ୟକ ଆପଣଙ୍କ ପାଇଁ ନ ହୋଇପାରେ କିନ୍ତୁ ଯାହା ପାଇଁ ଦରକାର ସେ ଦେଖିବ ଓ ଶିଖିବ |
କହୁଛନ୍ତି ଓଡ଼ିଆ ଲେଖୁଛନ୍ତି ଇଂଲିଶ
ଆଜିକାଲି ଓଡ଼ିଆ ଅପେକ୍ଷା ପିଲାମାନେ 1, 2, 3 4..... କୁ ଠିକ ଭାବେ ଜାଣିପାରୁଛନ୍ତି ତେଣୁ ଲେଖି ଦେଇଛି .... ପିଲାଙ୍କୁ ଶିଖାଇଲା ବେଳେ ଓଡ଼ିଆ ଲେଖି ଶିଖାନ୍ତୁ ଅସୁବିଧା କିଛି ନାହିଁ । ପିଲାମାନେ Trick କୁ ବୁଝି ଶିଘ୍ର ଲେଖିବା ଦରକାର
ଇଂଲିଶ୍ ନୁହ ଇଂରାଜୀ 😂...ଚାଲୁଣୀ କହୁଛି ଛୁଞ୍ଚିକି, ତୋ ପଛରେ ଗୋଟିଏ କଣା।
😂😂😂😂😂😂
Where is trick
Easy to calculate for children
Na lekhi kuha
pilanku ashuni patha ashuni
What
Don't misguide students.. calculation fast karibaku hebe atleast 25 tables ଘୋଷିବାକୁ ପଡ଼ିବ
ପିଲାଙ୍କୁ ଘୋଷା ପଦ୍ଧତିରୁ ମୁକ୍ତ କରନ୍ତୁ ଯଦି ପିଲାର ଉନ୍ନତି ଚାହାନ୍ତି ଯଦି ଆପଣ ଜାଣିଛନ୍ତି ଘୋଷିବା ଜରୁରୀ ତେବେ ଘୋଷନ୍ତୁ ମନା କରୁନି ....ଅଳ୍ପ ସମୟରେ ବାହାର କରିବାର ଏହା ଏକ କୌଶଳ ମାତ୍ର
@@edumath8288 basic formula & minimum tables ଘୋଷି ମନେ ରଖିବାକୁ ପଡିବ.. ନହେଲେ 5 minute ର math solve କରିବାକୁ 15 minutes ଲାଗିଯିବ.. my intention is not to humiliate anyone I'm just telling the fact
ଏଇଟା କଣ ନୂଆ video... ଖାଲି ଦେଖିକି ସମୟ ନଷ୍ଟ ହେବା କଥା... ମୁଁ ଭିଡ଼ିଓ theme ରୁ ଲାଗୁଥିଲା କିଛି short cut କହିବେ... ପଣିକିଆ ବା ଗୁଣନ ଖନ୍ଦା କୁ ସବୁ ପିଲା ଜାଣନ୍ତି ଆଉ ବୁଝନ୍ତି... ବୁଝିଗଲେ ବି କଣ ପଣକିଆ ସହଜରେ ମନରହେ କି? ଯଉଁଠି ବୁଝିବା କଥା ଯେମିତିକି ଦଶମିକ, ଶତକଡା, ଅନୁପାତ ସେ ସବୁକୁ ପିଲା ବୁଝିଲେ କିଛି କରିପାରିବେ... ପଣକିଆ ମନେ ମନେ ଗୁଣି କହିବା ପିଲା ର practice ଉପରେ depend କରେ... ଏଇଟା କୁ ଘୋଷିଦେଲେ କଣ ବେଦ ଅଶୁଦ୍ଧ ହେଇଯାଉଛି... ଗୁଣନ ଯେତେ practice କରିବେ ସେତେ ଛଟାପଟ କହିବେ... ତୁମର ଏ video ର କିଛି ଖାସ୍ ନାହିଁ... ଖାଲି ଦେଖିକି ସମୟ ନଷ୍ଟ
ଗୁଣନ ନକରି ପନିକା ଶିକାନ୍ତୁ।
ପିଲାଙ୍କ ପାଇଁ ୯ ପର୍ଯ୍ୟନ୍ତ ପଣିକିଆ ଯଥେଷ୍ଟ | ଅଧିକ ଘୋଷିବାର ଆବଶ୍ୟକ ନାହିଁ କିନ୍ତୁ ଯିଏ ଘୋଷି ପାରୁଛି ଘୋଷୁ
Multiplication janile ta sabu karidabu apan kan adika sikhaucchanti
Adhika Kichhi Nuhe.... Kam Samaya re sighra Karibara trick Janile pilanka pain vala
Sir apanka ghara kan anugul ki
yes .... ଅନୁଗୋଳ ଜିଲ୍ଲା କିଶୋରନଗର ବ୍ଳକ୍
@@edumath8288 yes
Ama ghara talcher ta apanka katha kahiba saili ru jani parili apana bi anugul loka boli
Sir good
😂😂😂
Nothing new. Only multiplication…
Eeita kana nua ki....aapana ...nua mathematician na kana
କୌଣସି ଟା ନୂଆ ନୁହେଁ । ତମେ ଜାଣିଥାଇପାର ଏ ଟ୍ରିକ୍ ଯିଏ ଜାଣିନାହିଁ ସେମାନେ ଜାଣିବେ । ଯଦି ତୁମେ ନିଜକୁ ନୂଆ ଗଣିତଜ୍ଞ ଭାବୁଛ କିଛି ନୂଆ କରି ଦେଖାଅ ସମସ୍ତେ ଜାଣିବେ ।
ଓଡ଼ିଆ ରେ କହୁଛନ୍ତି ଇଂଲିଶ ରେ ଲେଖୁଛନ୍ତି
Kn hela seithu
ଇଂଲିଶ୍ ନା ଇଂରାଜୀ 😂
Time waste .
ok
Bakwaas tricks it will not useful for memorizing tables
Useful trick Jadi Janicha Pilanku sikhei dia
Kharap comment deuthiba loka kn sabu nua tric sidha nakare bahar kariparuchanti tk janantu😊 na