Human Sagar Christian song bhuli gole sabu au gaunahanti bada singer hei Goleta chhhi laja lagiba Katha human ku / montu chhuria sr dil se salute 🫶🫶🫶🫶🫶😊😊😊😊 bahut khusite ruho
HATS OFF ...... HATS OFF ....... HATS OFF TO THE ALL TEAM MEMBERS ....... JANMA PARBA RE .... SAMAGRA ODISHA EHI GITARE NACHARE KAMPIBA ........ Dhanyabad Prasad sir ete sundara Ananda bhara , Nrutya bhara gitate ama ODISHA basinku deithibaru...... God bless you all ...
First of all I thanks to prosad lima sir for this meaning full song .......ବହୁତ ବହୁତ ଭଲ ରଚନା ଓ ସ୍ବର ସଂଯୋଜନା ହୋଇଛି । ସଦାସର୍ବଦା ଏହି ପରି ନୁଆ ନୁଆ ଗୀତ ଓଡ଼ିଆ ଓ ଓଡିଶାର ଖ୍ରୀଷ୍ଟିଆନ ଭାଇ ଓ ଭଉଣୀମାନଙ୍କୁ ଉପହାର ସ୍ବରୂପ ଏକ ଭିନ୍ନ ଧରଣର ଉତ୍ସାହ ପ୍ରଦାନ କରି ଆଗକୁ କଢାଇ ନେଉଛନ୍ତି ଯେ ଆପଣ ଆପଣଙ୍କୁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଆଶୀର୍ବାଦ ଓ ଅନୁଗ୍ରହ ସବୁ ଦିନ ପାଇଁ ରହିଥାଉ।।।।।।
Bharat ଭାଈ. ......... A BEAUTIFUL AND GOLDEN LINE YOU SPOKE TO US ......❤️❤️🙏🙏 PROUD TO HEAR .....👏👏👏👏 ଜନ୍ମ ଉତ୍ସବ ପର୍ବ ପାଳନ ଅବସରରେ ଆପଣଙ୍କୁ ଧନ୍ୟବାଦ୍ ଦେବା ସହ ଅନେକ ଅନେକ ଶୁଭେଚ୍ଛା ଏବଂ ଅଭିନନ୍ଦନ ଜଣାଉ...... ❤️❤️🙏🙏 ପ୍ରଭୁ ଆପଣଙ୍କୁ ବହୁଳ ଭାବରେ ଆଶିର୍ବାଦ କରନ୍ତୁ 👍
Bahut bahut dhanyawad Prasad sir ate sundar gita amaku deithibaru bahut sundar heichi gita mantu bhai b bahut sundar bhabore gauchanti amitihni amo cristian industry ku agoku niontu Prabhu aponanku au aponanka poribaraku ashirwad karantu
Sir ଗୀତ ଟି ଅତି ସୁନ୍ଦର ହେଇଛି l ଆମକୁ ଅତି ସୁନ୍ଦର ଗୀତ ଶୁଣାଇ ଥିବାରୁ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ sir ପ୍ରଭୁ ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ l Praise the lord✝️✝️✝️ God blees you 🙏🙏🙏 ❤❤❤❤👌👌👌👌
Praise the lord...prabhunka maha namara dhanyabada heu j bhai prasad lima music re bahut sundara sambalpuri Christmas song present karichanti. Geeta t bahut manachua hoiparichi. Christmas pai sundara gift deichanti lima bro...mantu bhai sundar bhabare kantha Dana karichanti titus bhai sundar bhabare lyrics ku sajaichanti...congratulations all team members God bless you all
Jordan ଆଜ୍ଞା .....👏👏👏👏 A big HUGS FROM OUR TEAM Love 💕 💕 to get your Tremendous compliments and It's mean a lot to US... Thank You and WISH YOU MERRY CHRISTMAS 🎄🎄
Merry Christmas 🎄🎄🎄 He Priyatama Bara Song Dj Link ruclips.net/video/ZCWKKbjCmGQ/видео.html ruclips.net/video/ZCWKKbjCmGQ/видео.html ruclips.net/video/ZCWKKbjCmGQ/видео.html ruclips.net/video/ZCWKKbjCmGQ/видео.html ruclips.net/video/ZCWKKbjCmGQ/видео.html ruclips.net/video/ZCWKKbjCmGQ/видео.html
Praise the Lord 🙏 very nice and mind blowing song God bless you sir Prabhu apanku bahuta budhi gyana re paripurna karantu happy Christmas and advance happy New year 🙏🙏🙏
ନିରବ ଏବଂ ନିଶୁଣ ସେହି ..... ଚୀର ସ୍ମରଣୀୟ ଶିଶିର ଭିଜା ରାତିର ସେହି ଅବିସ୍ମରଣୀୟ ମୁହର୍ତ୍ତ .....
ସମଗ୍ର ଜଗତ ନିମନ୍ତେ ପରିତ୍ରାଣ ର ସୁ ସମ୍ବାଦ ନେଇ ରାଜା ମାନଙ୍କ ରାଜା ମାନବର ମୁକତି ନିମନ୍ତେ ମା ମେରୀଙ୍କ କୋଳେ ଆମ୍ଭମାନଙ୍କ ତ୍ରାଣକର୍ତ୍ତା ପ୍ରଭୁ ଯୀଶୁ ଖ୍ରୀଷ୍ଟ ଏହି ଧରା ପୃଷ୍ଠରେ ଆବିର୍ଭାବ ହେଲେ . . . ।
ଏହି ସୁସମ୍ବାଦ ସମସ୍ତଙ୍କୁ ଜଣାଇ ମହାଆନନ୍ଦ ରେ ଅତି ଧୁମ ଧାମ୍ ରେ ପର୍ବ ପାଳନ କରୁ
WISH YOU ALL MERRY CHRISTMAS 🎄🎄
🙏Glory to God🙏 Beautiful Song🎵
Meaningful Song Sir...
ଖ୍ରୀଷ୍ଟ ବଡ଼ ଦିନର ହାର୍ଦ୍ଧିକ ଅଭିନନ୍ଦନ sir.....
Merry Christmas sir✝️
Same to you sir
ଏହି ବର୍ଷ ର ସୁପର୍ ହିଟ୍ ଗୀତ
ବହୁତ ସୁନ୍ଦର ହେଇଛି ସାର୍ ପ୍ରଭୁ ଆପଣଙ୍କ ଟିମ୍ ଆଶୀର୍ବାଦ କରନ୍ତୁ
ବହୁତ ଧନ୍ୟବାଦ୍ ଭାଈ ପର୍ଶୁରାମ ......👏👏👏
ଏହି ଗୀତ ଏହି ବର୍ଷର SUPER HIT ଗୀତ ବରଂ ନ ହେଉ କିନ୍ତୁ ...... କିନ୍ତୁ CHRISTMAS 🎄🎄
SUPER HIT ହେବା ପାଇଁ ଏହି ଗୀତ ସମସ୍ତଙ୍କର ହୃଦୟରେ ଆନନ୍ଦ ଭରି ଦେଉ....👍👍👍
Thank You
Superb. Fantastic song.prai the best. Very nice song
Thanks for always being a part of our family 👍👍
WISH YOU MERRY CHRISTMAS 🎄
ଅତି ସୁନ୍ଦର ହୋଇଛି
ବହୁତ ବହୁତ ଧନ୍ୟବାଦ୍ ଜଣାଉଛୁ ହୃଦୟ ସହିତ ପ୍ରିୟ ଭାଈ 👏👏👏👏
ଧନ୍ୟବାଦ ସାର୍ ଅତିସୁନ୍ଦର ଯୀଶୁ ବାପାଙ୍କର ଗୀତ
ବହୁତ ବହୁତ ଧନ୍ୟବାଦ ସୁନ୍ଦର ମତାମତ ପାଇଁ
👏👏👏👏
ଅତି ଉତ୍ତମ sir ବହୁତ୍ ଦିନ ପରେ Christmas ର ଏକ ଭିନ୍ନ ଧରଣର ନଚିଲା ଝୁମିଲା ଭଳି ଗୀତ ଦେଇଛନ୍ତି so TQ very much sir..💕💕💕💕💕
ଅତି ଉତ୍ତମ....... ଏହି ସୁନ୍ଦର ମାନ୍ତବ୍ୟ କେବଳ ଆମ ପ୍ରିୟ ସୁନେମି ଙ୍କ ଠାରୁ ହିଁ ମିଳି ପାରିବ.......
❤️❤️🙏🙏
ସୁନ୍ଦର ମତାମତ ଆମକୁ ଅତ୍ୟନ୍ତ ଆନନ୍ଦ ଆଣି ଦେଇଛି 👏👏👏👏
ହୃଦୟ ପୂର୍ଣ୍ଣ ବହୁତ ବହୁତ ଧନ୍ୟବାଦ ଦେବା ସହ ପ୍ରଭୁ ସର୍ବଦା ଆପଣଙ୍କର ମଙ୍ଗଳ କରନ୍ତୁ...
Wish you MERRY CHRISTMAS 🎄🎄
@@PRASADLIMAMUSIC TQ very much sir....
ଆଶା ଓ ବିଶ୍ୱାସ କରୁଅଛି ଗୀତ ଟି ଅତି ସୁନ୍ଦର ହେଇଛି.... ଏ ଗୀତରେ ପ୍ରଭୁ ଯୀଶୁଙ୍କର ମହିମା ହେଉ... ଆମେନ 💗💗💗
ବହୁତ ବହୁତ ଧନ୍ୟବାଦ୍ Philip bhai 👏👏
ପ୍ରଭୁଙ୍କ ଗୌରବ ମହିମା ହେଉ..... ଏବଂ ଆପଣଙ୍କୁ ପ୍ରଭୁ ପ୍ରଚୁର ପରିମାଣରେ ଆଶିର୍ବାଦ କରନ୍ତୁ 👍👍
❤
Ati sundar hoichhi Love you Prasad lima Sir god bless you
Razz brother ......💕💕💕💕
Thank You So So much for your valuable LOVE and Prayers
God bless you
Nyc
ଅତି ସୁନ୍ଦର ଗୀତ
Thank You So So much Sahadeba ଭାଈ 👏👏👏👏
Human Sagar Christian song bhuli gole sabu au gaunahanti bada singer hei Goleta chhhi laja lagiba Katha human ku / montu chhuria sr dil se salute 🫶🫶🫶🫶🫶😊😊😊😊 bahut khusite ruho
ବହୁତ ସୁନ୍ଦର ହେଇଚି ଗୀତ sir.. Praise the lord...
ମୋ ପ୍ରିୟ ଭାଈ Ananta.....💕💕💕
ଅଶେଷ ଅଶେଷ ଧନ୍ୟବାଦ୍ ଦିଏ 👏👏👏
ପ୍ରଭୁ ଆପଣଙ୍କୁ ଏବଂ chennel କୁ ପ୍ରଭୁଙ୍କ ଗୌରବ ନିମନ୍ତେ ବର୍ଦ୍ଧିଷ୍ଣୁ କରନ୍ତୁ 👍👍
Praise the LORD🙏
ସର୍ବ ପ୍ରଥମେ ଭାଇ ଏବଂ ଭଉଣୀ ମାନଙ୍କୁ Advance Merry Christmas 🎄🎄
ଏହି ଗୀତ ଦ୍ଵାରା ସାରା ଓଡିଶା ନାଚିବ... ପ୍ରଭୁ ଆମ ସମସ୍ତ ଙ୍କୁ ଆଶୀର୍ବାଦ କରନ୍ତୁ... 🙌🙌
Wonderful Song brother... 👌🙏🙌❤✝️🎄🎄...!
ମୋ ପ୍ରିୟ JOYASH ଭାଈ 👏👏👏👏
ମୁଁ ଆପଣଙ୍କୁ ନ ଭେଟି ଥିଲେ ବି ସବୁବେଳେ ଜଣେ ଆତ୍ମିକ ଭାଈ ବୋଲି ମୁଁ ଅନୁଭଵ କରେ......
ସୁନ୍ଦର ମତାମତ ଦ୍ୱାରା ପ୍ରଭୁଙ୍କ ଗୌରବ ହେଉ
👍👍
WISH YOU MERRY CHRISTMAS 🎄
ଏହି ଅର୍ଥପୂର୍ଣ୍ଣ ଓ ଆନନ୍ଦ ଭରା ଗୀତ ଦ୍ଵାରା Christmas ର ପ୍ରସ୍ତୁତି ନିମନ୍ତେ ଏହି ସୁ ସମ୍ବାଦଟି ଜଣାଇଥିବାରୁ ଯୀଶୁଙ୍କ ନାମରେ ବହୁତ୍ ବହୁତ୍ ଧନ୍ୟବାଦ୍। and (God bless you)
Chandan ଭାଈ 👏👏👏👏
ପ୍ରଭୁ ତୁମ ଭବିଷ୍ୟତ ଜୀବନରେ ପ୍ରଚୁର ପରିମାଣରେ ଆଶିର୍ବାଦ କରନ୍ତୁ......💕💕💕
ବହୁତ ସୁନ୍ଦର ହେଇଚି ଗୀତ ପ୍ରଭୁଙ୍କ ଯୀଶୁ ଖ୍ରୀଷ୍ଟ ଙ୍କ ନାମ ଯୁଗେ ଯୁଗେ ଧନ୍ୟ ହୋଉ । prasad lima ଭାଇ ଆପଣଙ୍କୁ ପ୍ରଭୁ ପ୍ରଚୁର ଆଶୀର୍ବାଦ କରନ୍ତୁ ଜନ୍ମୋ ପର୍ବ ଉପଲକ୍ଷ ଏହି ସୁନ୍ଦର ଗୀତ ଭେଟି ଦେଇ ଥିବାରୁ😊🙏
ମୋ ପ୍ରିୟ ଭାଈ PINTU.....❤️❤️🙏🙏
A HEARTLY 🌹🌹 THANKS AND REGARDS TO YOU.......👏👏
WISH YOU MERRY CHRISTMAS 🎄
ଅତି ସୁନ୍ଦର୍ ପ୍ରଭୁ ଅଙ୍କ୍ ଆସ୍ରିବାଦ୍ ହେଉ
Prakrutare odia bhasare gitati hoithibaru mu prabhunka dhanyawad deba sathe sathe apanka pura team ku dhanyabad
ଆପଣଙ୍କ ବହୁମୂଲ୍ୟ ମତାମତ ପାଈଁ ଅଶେଷ ଧନ୍ୟବାଦ୍....... ମୁଁ ମଧ୍ୟ ଆପଣଙ୍କ ନିମନ୍ତେ ପ୍ରାର୍ଥନା କରିବି ଧନ୍ୟବାଦ୍ 🙏🙏
Vry nyc
Hallelujah
Hallelujah ❤️❤️🙏🙏
and thank You So So much
Bohut bodhia hechhi bhai... God bless you bhai praise the lord...
Thank You So So much dear loving brother ❤️❤️🙏🙏
God bless you and your family
ଗୀତ ଟିଏ ଅତି ସୁନ୍ଦର ହୋଇଛି ପ୍ରଭୁ ଆଶୀର୍ବାଦ କରନ୍ତୁ
Thanks brother.......ପ୍ରଭୁଙ୍କର ମହାନ ନାମ ନେଇ ଆପଣଙ୍କୁ ଅଶେଷ ଧନ୍ୟବାଦ୍ ଦିଏ ........👏👏
ପ୍ରଭୁ ଆପଣଙ୍କୁ ବହୁଳ ଭାବରେ ଆଶିର୍ବାଦ କରନ୍ତୁ 👍
ବହୁତ. ସୁନ୍ଦର ହେଇଚି ଗୀତ ମଣ୍ଟୁ ଛୁରିଆ ତୁମକୁ 🙏🙏🙏👌👌👍👍
Mark ଭାଈ ବହୁତ ଧନ୍ୟବାଦ୍ ଏବଂ ଆମ ପାଇଁ ପ୍ରାର୍ଥନା କରନ୍ତୁ ❤️❤️🙏🙏
Bahuta bhalo ehichi song God bless you. Happy marry christmas 🤶
Paschimo ଭାଈ ......
Team ତରଫରୁ ଅଶେଷ ଅଶେଷ ଧନ୍ୟବାଦ୍ ଜଣାଉଛୁ......❤️❤️🙏🙏
ପ୍ରଭୁ ଆପଣଙ୍କୁ ଏବଂ ପରିବାରକୁ ଆଶିର୍ବାଦ କରନ୍ତୁ
HATS OFF ......
HATS OFF .......
HATS OFF TO THE ALL TEAM MEMBERS .......
JANMA PARBA RE .... SAMAGRA ODISHA EHI GITARE NACHARE KAMPIBA ........
Dhanyabad Prasad sir ete sundara Ananda bhara , Nrutya bhara gitate ama ODISHA basinku deithibaru......
God bless you all ...
ମୋ ପରି କ୍ଷୁଦ୍ର ଏବଂ ଅଯୋଗ୍ୟ କୁ ଏତେ ପ୍ରେମ ଏବଂ ସମ୍ମାନ ଦେଉ ଥିବାରୁ ମୁଁ ପ୍ରଭୁଙ୍କୁ ଧନ୍ୟବାଦ୍ ଦିଏ
🙏🙏🙏🙏🙏
Bahut badia
Praise the LORD 🙏 amen super song 👌
ବହୁତ ସୁନ୍ଦର
Love 💕💕💕 YOU RAJ ଭାଇ
ଏହି ଗୀତ ନିଶ୍ଚୟ ଖୁସି ଆଉ ଆନନ୍ଦ
ଆଣିବ ଏହି ବଡଦିନ
ବହୁତ ବଢିଆ ହେଇଛି.
ଧନ୍ୟବାଦ ସାର ଏହି ଗୀତ ଆମକୁ ଦେଇଥିବାରୁ
Happy Chrismas to you sir.
Praise The Lord. 🙏
Prafulla ଆଜ୍ଞା......❤️❤️🙏🙏
ଆମେନ୍.......🙏🙏🙏
ପରମେଶ୍ୱରଙ୍କ ଗୌରବ ମହିମା ସର୍ବଦା ହେଉ ଏହି ପ୍ରୟାସ ଜାରୀ ରଖିଛୁ ଆଉ ଆପଣଙ୍କ ମଧ୍ୟ ବହୁମୂଲ୍ୟ ଅବଦାନ ଆବଶ୍ୟକ କରୁ 🙏🙏🙏🙏 ଧନ୍ୟବାଦ୍
Beautiful song
Thank You So much for your valuable feedback.....❤️🙏
God bless you
Mantu churiya bhai ku Prabhu Asirbad korontu o sobubele bhalorethantu mu prathana koribi 🙏🙏🙏🙏🙏🙏🙏🙏🙏🙏
ଅତି ସୁନ୍ଦର ହେଇଛି ଗୀତ ପ୍ରଭୂ ଆର୍ଶୀବାଦ କରନ୍ତୁ ଆମେନ୍
ବହୁତ ବହୁତ ଧନ୍ୟବାଦ୍ ଜଣାଉଛୁ ଆଜ୍ଞା 👏👏👏
Sir mote ei gitata bouth bala laguchi.......su nice 🙏👌🙏🙏 prise the lord 🙏👌🙏
ପ୍ରଭୁଙ୍କର ମହାନ ନାମ ନେଇ ଆପଣଙ୍କୁ ଅଶେଷ ଧନ୍ୟବାଦ୍ ଦିଏ ........👏👏
ପ୍ରଭୁ ଆପଣଙ୍କୁ ବହୁଳ ଭାବରେ ଆଶିର୍ବାଦ କରନ୍ତୁ 👍
Ati sundar hoichhi gito prabhu a gito ku mahima karantu praise the lord
ଏକ ହୃଦୟ ଭରା ମନ୍ତବ୍ୟ ଦ୍ଵାରା ପ୍ରଭୁଙ୍କର ଗୌରବ ହେଉ ......🙏🙏🙏
It's mean a lot to US...❤️❤️
Thank You So So much ....👍👍
ନୂଆ ବର୍ଷ welcome song recording କରନ୍ତୁ ଜଲ୍ଦୀ ଭାଈ
Praise the lord...ଏହି ବର୍ଷ ଯୀଶୁଙ୍କ ଜନ୍ମ ଦିନକୁ ପ୍ରତ୍ଯେକ ଏହି ଗୀତ ଦ୍ବାରା ଉପଭୋଗ କରନ୍ତୁ । marry christmas 🎄
Style Studio team ର ସୁନ୍ଦର ମତାମତ ଆମକୁ ଅତ୍ୟନ୍ତ ଆନନ୍ଦ ଆଣି ଦେଇଛି 👏👏👏👏
ପ୍ରଭୁ ସର୍ବଦା ଆପଣଙ୍କର ମଙ୍ଗଳ କରନ୍ତୁ...
WISH YOU ALL MERRY CHRISTMAS 🎄🎄
First of all I thanks to prosad lima sir for this meaning full song .......ବହୁତ ବହୁତ ଭଲ ରଚନା ଓ ସ୍ବର ସଂଯୋଜନା ହୋଇଛି ।
ସଦାସର୍ବଦା ଏହି ପରି ନୁଆ ନୁଆ ଗୀତ ଓଡ଼ିଆ ଓ ଓଡିଶାର ଖ୍ରୀଷ୍ଟିଆନ ଭାଇ ଓ ଭଉଣୀମାନଙ୍କୁ ଉପହାର ସ୍ବରୂପ ଏକ ଭିନ୍ନ ଧରଣର ଉତ୍ସାହ ପ୍ରଦାନ କରି ଆଗକୁ କଢାଇ ନେଉଛନ୍ତି ଯେ ଆପଣ ଆପଣଙ୍କୁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଆଶୀର୍ବାଦ ଓ ଅନୁଗ୍ରହ ସବୁ ଦିନ ପାଇଁ ରହିଥାଉ।।।।।।
Bharat ଭାଈ. .........
A BEAUTIFUL AND GOLDEN LINE YOU SPOKE TO US ......❤️❤️🙏🙏
PROUD TO HEAR .....👏👏👏👏
ଜନ୍ମ ଉତ୍ସବ ପର୍ବ ପାଳନ ଅବସରରେ ଆପଣଙ୍କୁ ଧନ୍ୟବାଦ୍ ଦେବା ସହ ଅନେକ ଅନେକ ଶୁଭେଚ୍ଛା ଏବଂ ଅଭିନନ୍ଦନ ଜଣାଉ......
❤️❤️🙏🙏
ପ୍ରଭୁ ଆପଣଙ୍କୁ ବହୁଳ ଭାବରେ ଆଶିର୍ବାଦ କରନ୍ତୁ 👍
praise the lord nice song 🥰🥰🥰🥰 prabhu nko gourob heu a gito madyamo dyara amen
Oh.. Beautiful song... Verry verry. God bless you. All of you. Praise the lord. Amen 🙏🙏🙏🙏🙏🌹🌹🌹🌹🌹🌹
Bahut bahut dhanyawad Prasad sir ate sundar gita amaku deithibaru bahut sundar heichi gita mantu bhai b bahut sundar bhabore gauchanti amitihni amo cristian industry ku agoku niontu Prabhu aponanku au aponanka poribaraku ashirwad karantu
SRABAN ଭାଈ.......❤️❤️🙏🙏
ଆପଣଙ୍କ ବହୁମୂଲ୍ୟ ମତାମତ ଟଙ୍କା ପଇସା କୁ ମୂଲ୍ୟହୀନ କରି ଦେଉଛି.......
Proud to get your loving Compliments 👏👏👏
WISH YOU MERRY CHRISTMAS 🎄🎄
Superb Taitas 🎉🎉🎉🎉🎉🎉🎊🎊🎊
All glory to God ❤️❤️🙏🙏
Very so much song
ପ୍ରଭୂ ଯୀଶୁ ଖ୍ରୀଷ୍ଟଙ୍କ ଅସୀମ ଦୟା ପ୍ରେମ ଆନନ୍ଦ ଆପଣଙ୍କ ଜୀବନରେ ଭରିଯାଉ ଆଜ୍ଞା ...... ❤️❤️🙏🙏
ସୁନ୍ଦର ମନ୍ତବ୍ୟ ଦ୍ଵାରା ପ୍ରଭୁଙ୍କ ଗୌରବ ମହିମା ହେଉ ଏବଂ ପ୍ରଭୁ ପ୍ରଚୁରପରିମାଣରେ ଆପଣଙ୍କୁ ଆଶିର୍ବାଦ କରନ୍ତୁ ..... 👍
ଅତି ସୁନ୍ଦର ଭାବରେ ପରିଚାଳିତ କରିଛନ୍ତି ଗୀତ ଆଉ ଲେଖା
Praise the Lord .....
ବହୁତ ଉଚ୍ଚକୋଟିର ହେଇଚି ଗୀତଟି ପ୍ରଭୁଙ୍କର ଗୌରବ ହେଉ l
youtube.com/@pkgospelmusic6872
ଅତି ଉଚ୍ଚକୋଟୀର ମତାମତ ପ୍ରଭୁଙ୍କର ମହାନ ନାମର ଗୌରବ କରିଛି.....👏👏
ଆପଣଙ୍କୁ ଅଶେଷ ଧନ୍ୟବାଦ୍ ଦିଏ ଏବଂ ପ୍ରଭୁ ଆପଣଙ୍କୁ ବହୁଳ ଭାବରେ ଆଶିର୍ବାଦ କରନ୍ତୁ 👍
Happy Christmas very very nice songs
Happy new year
Praise the Lord sir🙏🏼🙏🏼Bahut sundar geeto ....Prabhunkoro mohima heu...God bless you Mantu churia bhai....prabhu aaponku tanko mahima nimante byabahar karantu...
JANATHAN ଭାଇ ❤️❤️🙏🙏
ଆନନ୍ଦ ଭରା ସୁନ୍ଦର ମତାମତ ପାଇଁ ଅଶେଷ ଅଶେଷ ଧନ୍ୟବାଦ୍ 👏👏👏👏
ପ୍ରଭୁ ଆପଣଙ୍କୁ ଆଶିର୍ବାଦ କରନ୍ତୁ
Sir ଗୀତ ଟି ଅତି ସୁନ୍ଦର ହେଇଛି l
ଆମକୁ ଅତି ସୁନ୍ଦର ଗୀତ ଶୁଣାଇ ଥିବାରୁ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ sir
ପ୍ରଭୁ ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ l
Praise the lord✝️✝️✝️
God blees you 🙏🙏🙏
❤❤❤❤👌👌👌👌
Sunam ଭାଈ.....❤️❤️🙏🙏
ପ୍ରଭୁଙ୍କୁ ଗୌରବ ମହିମା କରି ସୁନ୍ଦର ମତାମତ ପାଇଁ ଆମେ ଆନନ୍ଦିତ .......👏👏👏👏
ଜନ୍ମ ଉତ୍ସବ ପର୍ବ ପାଳନ ଅବସରରେ ଆପଣଙ୍କୁ ଧନ୍ୟବାଦ୍ ଦେବା ସହ ଅନେକ ଅନେକ ଶୁଭେଚ୍ଛା ଏବଂ ଅଭିନନ୍ଦନ ଜଣାଉ......
❤️❤️🙏🙏
ପ୍ରଭୁ ଆପଣଙ୍କୁ ବହୁଳ ଭାବରେ ଆଶିର୍ବାଦ କରନ୍ତୁ 👍
Mantu chhuria my best singar all the best for your singing ❤️ touch songs
🇮🇳ଗିତଟି ମନକୁ ଛୁଇଁ କଲା 🙏🙏💝💝👍
Praise the Lord God bless you sir hrudaya ku chhuinela Gita Te prabhunkara gauraba hau 😍
ପ୍ରିୟର ମାନିନୀ.....❤️❤️🙏🙏
ଅତି ମୂଲ୍ୟବାନ ଅଳଙ୍କାର ଭରା ମତାମତ
ପ୍ରଭୁଙ୍କର ମହାନ ନାମ ନେଇ ଆପଣଙ୍କୁ ଅଶେଷ ଧନ୍ୟବାଦ୍ ଦିଏ ........👏👏
ପ୍ରଭୁ ଆପଣଙ୍କୁ ବହୁଳ ଭାବରେ ଆଶିର୍ବାଦ କରନ୍ତୁ 👍
God bless you 👍 so nice song 👌👌👌
Superb!
Hananiya bhai 👏👏👏
It's a pleasentfull compliments
❤️❤️🙏🙏
God bless you richly 👍
Thanks for Christmas 🎄🎄 gift. Love you dear 💞💞
Praise the lord 🥰🥰🥰 Amen... 🙏
Praise the lord ❤️❤️❤️❤️❤️
Super heichhi song
Thanks and thanks again 💕💕💕💕
Praise the lord 🙏🙏 hallelujah...... Amen 🙌
Wow... Full Awesome...
What a gorgeous Compliments
👏👏👏👏👏👏
LOVE 💕💕 to a lovely person
@@PRASADLIMAMUSIC you deserve....God bless your entire team
Praise the Lord 🙏 wonderful song 👌❤️ God bless you all n production team
ପ୍ରଭୁଙ୍କର ମହାନ ନାମ ନେଇ ଆପଣଙ୍କୁ ଅଶେଷ ଧନ୍ୟବାଦ୍ ଦିଏ ........👏👏
ପ୍ରଭୁ ଆପଣଙ୍କୁ ବହୁଳ ଭାବରେ ଆଶିର୍ବାଦ କରନ୍ତୁ 👍
God bless you, brother, very nice song
ଅତି ସୁନ୍ଦର ଭାବରେ ଗୀତ ରଚନା କରିଛନ୍ତି ପ୍ରଭୁ ତୁମକୁ ଆଶିର୍ବାଦ କରନ୍ତୁ ନମସ୍କାର
Nyc....mantu dada... Prabhu tamanku aasrivad karantu... Amen...
This song is Very beautiful . It's like a Christmas gift for everyone. Thank you.🙏🏻❣️
Proud moment with a loving Sisiter 👏👏👏👏👏👏
God bless you abundantly 👍
ପ୍ରତ୍ୟେକ ବର୍ଷ ପରି ଚଳିତବର୍ଷର ବଡ଼ଦିନ ମଧ୍ଯ ଚିରାଚରିତ ପାଳନରେ ସୀମିତ ନ ରହୁ। ଏହି ଶେଷ ସମୟରେ ଆମେ ବଡ଼ଦିନ ର ପ୍ରକୃତ ଉଦ୍ଦେଶ୍ଯ କୁ ହୃଦୟଙ୍ଗମ କରି ସୁବୁଦ୍ଧି କନ୍ଯା ନ୍ଯାୟ ଜାଗ୍ରତ ର ସହ ପ୍ରସ୍ତୁତ ହୋଇ ପ୍ରିୟତମ ବରଙ୍କ ଅପେକ୍ଷାରେ ରହୁ।
ମହିମା କେବଳ ଖ୍ରୀଷ୍ଟଙ୍କର ✝️❤🛐
ଆମେନ୍ ମୋ ପ୍ରିୟ ଭାଈ Taitas 👏👏👏
ଅନେକ ହଜା ଆତ୍ମା ପ୍ରଭୁଙ୍କ ସାନିଧ୍ୟ ଲାଭ କରିବା ପାଇଁ ପ୍ରଭୁ ଆପଣଙ୍କୁ ବହୁଳ ଭାବରେ ବ୍ୟବହାର କରନ୍ତୁ ❤️🙏
My Love and blessings to you 👍
Wow....superb
Praise the lord ✨
Editing, music, lyrics, singing Video shoot
everything is out standing mindblowing 🥰
Jesus bless you all ❤️
Bibek brother ...... 👏👏👏
OUR EFFORTS AND YOUR APPRECIATION ...... COULD HONOUR THE LORD...🙏🙏
Thanks a lot ❤️
ଅତି ସୁନ୍ଦର୍ ହୋଇଛି sir ଗୀତ , lyrics ଆଉ singing ମଧ୍ୟ ଭଲ ହୋଇଛି, ପ୍ରଭୁ ଆପଣଙ୍କ ସମସ୍ତ team members କୁ asirbad karantu prais the lord amen
BASISTHA ଭାଈ .....❤️❤️🙏🙏
ସବୁବେଳେ ପ୍ରଭୁଙ୍କ ଗୌରବ ନିମନ୍ତେ ସୁନ୍ଦର ମତାମତ ପାଇଁ ବହୁତ ଧନ୍ୟବାଦ୍ .......👏👏
ଜନ୍ମ ଉତ୍ସବ ପର୍ବ ପାଳନ ଅବସରରେ ଆପଣଙ୍କୁ ଅନେକ ଅନେକ ଶୁଭେଚ୍ଛା ଏବଂ ଅଭିନନ୍ଦନ ......
❤️❤️🙏🙏
ପ୍ରଭୁ ଆପଣଙ୍କୁ ବହୁଳ ଭାବରେ ଆଶିର୍ବାଦ କରନ୍ତୁ 👍
Praise the Lord
Praise the lord...prabhunka maha namara dhanyabada heu j bhai prasad lima music re bahut sundara sambalpuri Christmas song present karichanti. Geeta t bahut manachua hoiparichi. Christmas pai sundara gift deichanti lima bro...mantu bhai sundar bhabare kantha Dana karichanti titus bhai sundar bhabare lyrics ku sajaichanti...congratulations all team members God bless you all
Jordan ଆଜ୍ଞା .....👏👏👏👏
A big HUGS FROM OUR TEAM Love 💕 💕 to get your Tremendous compliments and It's mean a lot to US...
Thank You and
WISH YOU MERRY CHRISTMAS 🎄🎄
Merry Christmas 🎄🎄🎄
He Priyatama Bara Song Dj Link
ruclips.net/video/ZCWKKbjCmGQ/видео.html
ruclips.net/video/ZCWKKbjCmGQ/видео.html
ruclips.net/video/ZCWKKbjCmGQ/видео.html
ruclips.net/video/ZCWKKbjCmGQ/видео.html
ruclips.net/video/ZCWKKbjCmGQ/видео.html
ruclips.net/video/ZCWKKbjCmGQ/видео.html
Beautiful and meaningful song bhai... Ho jishu biswasi ro boro atanti... Au se asu achhanti 🙏
ସମସ୍ତ ବିଶ୍ବାସୀ ଏକ ଉତ୍ତମ ବରଙ୍କ ନିମନ୍ତେ ଉତ୍ତମ କନ୍ୟା ରୂପରେ ପ୍ରସ୍ତୁତ ହୁଅନ୍ତୁ ....… ଆମେନ୍
Very nice meaningful song
Best song Hallelujah 🙏 Jay jisu Masih
Nice song dear Titus. .god bless u
Thanks Taitas.....and thank You dear brother ❤️❤️🙏🙏
ଗୀତ ବହୁତ ଭଲ ହୋଇଛି
Mousam ଭାଈ...... ସୁନ୍ଦର ମତାମତ ଆମକୁ ଆନନ୍ଦ ଆଣି ଦେଇଛି 👏👏👏👏
ବହୁତ ବହୁତ ଧନ୍ୟବାଦ ଦେବା ସହ
Wish you MERRY CHRISTMAS
ଅତିଶୁଦରୋହେଇଛି ଗୀତ ପ୍ରୋଭୁ ଆଶ୍ରୀ ବାଦ୍ କୋରାତ୍ତୁୁ ଆମେନ୍
ଆପଣଙ୍କ ବହୁମୂଲ୍ୟ ମତାମତ ନିଶ୍ଚୟ ଈଶ୍ବରଙ୍କ ଗୌରବ କରିବା ସହିତ ଆମ ପାଈଁ ଆଶିର୍ବାଦ ଅଟେ ଆଜ୍ଞା ...... 🙏🙏🙏🙏
So nice of YOU and God bless you abundantly 👍
Hallelujah 🙏
Very nice song Brother
Thank You and God bless you ❤️❤️🙏🙏
Praise the lord ..great sir bahut sundar heichi 🙏🙏
Kanhu bhai .....❤️❤️🙏🙏
ସୁନ୍ଦର ମତାମତ ଆମକୁ ଆନନ୍ଦ ଆଣି ଦେଇଛି 👏👏👏👏
ବହୁତ ବହୁତ ଧନ୍ୟବାଦ ଦେବା ସହ
Wish you MERRY CHRISTMAS🎄🎄
Praise the Lord bahut sundor heartful song 🙏🏽 @Tai Lyrics always 🔥 🔥 🔥 hrudayachhua
LOVE TO HEAR THIS BEAUTIFUL COMPLIMENTS......❤️❤️🙏🙏
ସୁନ୍ଦର ମତାମତ ଆମକୁ ଆନନ୍ଦ ଆଣି ଦେଇଛି .....ବହୁତ ବହୁତ ଧନ୍ୟବାଦ ଦେବା ସହ
Wish you MERRY CHRISTMAS 🎄🎄
Praise the lord sir ❤️❤️❤️
Nice song
Hallelujah ❤️❤️🙏🙏
God bless you
Very wonderful song sir, God bless you all ❤️❤️👍👌👌
❤❤❤❤❤❤
PRAISE THE LORD VERY NICE SONG 👌👌👌🙏🙏🙏
Praise God and Thank You So So much Biniyam brother ❤️❤️🙏🙏
✝️⛪ Praise the lord ........
🎄 ADVANCE HAPPY CHRISTMAS 🙏
Beautiful song... And God bless you all
Thanks a lot dear Loving brother Debashish ❤️❤️🙏🙏
WISH YOU MERRY CHRISTMAS 🎄
Praise the Lord 🙏 very nice and mind blowing song God bless you sir Prabhu apanku bahuta budhi gyana re paripurna karantu happy Christmas and advance happy New year 🙏🙏🙏
Mam.....👏👏👏👏👏
ସବୁବେଳେ ଆମକୁ ଆପଣଙ୍କ ବହୁମୂଲ୍ୟ ମତାମତ ଦେବା ସହ ଆମର ଅତି ଜଣେ ସୁଭକଙ୍କ୍ଷୀ ହୋଈ ଆମର ମଙ୍ଗଳ କାମନା କରୁ ଥିବାରୁ ଆମେ ଆପଣଙ୍କ ଠାରେ ରୁଣି ଅଟୁ.........🌹🌹
ପ୍ରଭୁ ଆପଣଙ୍କୁ ଓ ପରିବାରକୁ ଆଶିର୍ବାଦ କରନ୍ତୁ
Bahut sundar gita
Pratap ଭାଈ....❤️❤️🙏🙏
ଆନନ୍ଦ ଭରା ମତାମତ 👏👏👏👏
God bless you
Praise The Lord 🙏🙏🙏🙏 Prasad Lima sir bahut sundar Geeta bada dina upalakhse bheti deichhanti tenu apananku prabhu jisu asirbad karantu ameen.......
ଅତି ମୂଲ୍ୟବାନ ଅଳଙ୍କାର ରେ ମୋତେ ଭୂଷିତ କରିଛନ୍ତି ମୋ ପ୍ରିୟ Mitu ଭାଈ 👏👏👏
ଧନ୍ୟବାଦ୍ ଦେବା ସହ ପ୍ରଭୁ ଆପଣଙ୍କୁ ବହୁଳ ଭାବରେ ଆଶିର୍ବାଦ କରନ୍ତୁ 👍👍
Wow ...wow ବହୁତ ଭଲ ହୋଇଛି lyrics and music arrangement...
❤️❤️❤️😍😍
ବହୁତ ଭଲ ଗୀତ ସୁନ୍ଦର ସ୍ଵର ଦେଇଛନ୍ତି ମଣ୍ଟୁ ବାବୁ ବହୁତ ଭଲ
Bahut badhiya geeta
Praise and worship for the GLORY of the Lord.....🙏🙏
Awesome song
Praise the Lord 🙏
Thanks for your loving Compliments dear brother.......❤️❤️❤️❤️
God bless you abundantly 👍
Very peaceful song, Praise the lord 👍👍👍
Amen and amen dear brother ❤️🙏 God bless you abundantly 👍
Thank you sir 👏👏
Super song God bless you brother
Congratulations 🎉🎉🎉🎉🎉🎉🎉🎉
Praise the Lord 🙏🙏🙏🙏🙏
ଏ ବର୍ଷ ର ସୁପର ହିଟ ଗୀତ ରଚନା ଆଉ ଗାୟକ ଅତି ସୁନ୍ଦର ହେଇଛି
Asis ଭାଈ.......❤️❤️🙏🙏
ଆପଣଙ୍କ ବହୁମୂଲ୍ୟ ପ୍ରେମ ପାଇଁ ବହୁତ ବହୁତ ଧନ୍ୟବାଦ.....👏👏👏👏
Praise the lord
Surb song...
May God bless all of you..team
My dear Loving TIKI .....
FEELING HAPPY AND PROUD 👏👏
It's mean a lot to US...❤️❤️
Thank You So So much and
WISH YOU MERRY CHRISTMAS
🎄🎄
@@PRASADLIMAMUSIC TQ so much sir and same too you
ପ୍ରଭୁ ଙ୍କର ମହାନ ପବିତ୍ର ନାମର ଗୌରବ ହେଉ ଗୀତଟି ବହୁତ ବଢିଆ ହୋଇଛି ଏହି ଗୀତ ଦ୍ୱାରା ପ୍ରଭୁ ଆମ ସମସ୍ତ ଙ୍କୁ ଏବଂ ଆପଣଙ୍କ ମ୍ୟୁଜିକ ଟିମକୁ ବହୁତ ବହୁତ ଆଶୀର୍ବାଦ କରନ୍ତୁ ଧନ୍ୟବାଦ ପ୍ରେଇଜ ଦା ଲର୍ଡ଼ ହାଲେଲୁୟା ଆମେନ ଆମେନ ଆମେନ
SUDHIR ଆଜ୍ଞା ନମସ୍କାର 🙏🙏
ପ୍ରଭୁଙ୍କ ପବିତ୍ର ନାମର ଧନ୍ୟବାଦ୍ କରୁ କରୁ ସୁନ୍ଦର ମତାମତ ପାଇଁ ଆପଣଙ୍କୁ ଏବଂ ପ୍ରଭୁଙ୍କୁ ଧନ୍ୟବାଦ୍ ଦିଏ .......👏👏👏👏
ପ୍ରଭୁ ସର୍ବଦା ଆପଣଙ୍କର ମଙ୍ଗଳ କରନ୍ତୁ...
WISH U MERRY CHRISTMAS 🎄🎄
Praise the lord sir 🙏 very nice and beautiful composition song
It's a great Compliments 👏👏👏
It's mean a lot to US...❤️❤️
Thank You So So much and
WISH YOU MERRY CHRISTMAS 🎄🎄