ଝନେ ଗୃହିଣୀ କେନ୍ତା କରି ହେଇପାରଲେ ବିଜନେସ୍ ଓମେନ୍ !
HTML-код
- Опубликовано: 7 фев 2025
- ଝାରସୁଗୁଡା ଜିଲ୍ଲାର ଗୁମାଡେରାର ସନ୍ଧ୍ୟା ଲେଙ୍କା । ଝନେ ଗୃହିଣୀ ହେଇକରି ଘର ତ ସମ୍ଭଲାସନ୍ ସେ, ହେଲେ ତାର ବାହାରେ ସାନିଟାରି ପ୍ୟାଡ୍ ବନେଇକରି ଦୁଇ ପଏସା ବି କମଉଛନ୍ । ସବୁନୁ ବଡ କଥା ହେଲା ଯେ ଇ କାମେ ତାକଁର୍ ଶାଶ୍ ତାକୁଁ ସହଯୋଗ୍ କରୁଛନ୍ । ଆର୍ ସନ୍ଧ୍ୟା ତାକଁର୍ ସାଙ୍ଗେ ଆର୍ ୨ ଝନ୍ ଟୁକେଲକୁଁ କାମ୍ ଦେଇଛନ୍ । ଆର୍ ଅଲଗା ମାନକଁର ଲାଗି ଉଦାହରନ୍ ପାଲଟିଛନ୍ ସନ୍ଧ୍ୟା । ସନ୍ଧ୍ୟା କାଣା ଭାବି କରି ଏନ୍ତା ପ୍ୟାଡ ବନାଲେ, ମାସକ ସେ ଇଥୁ କେତେ କମଉଛନ୍ ଜାନବାର୍ ଲାଗି ଦେଖୁନ୍ ଇ ଭିଡିଓ ।
About Us!
ପହରା, ଆମର ସମିଆଁ ଆର୍ ସମାଜର ଦର୍ପନ୍
ଆମର ତିହାର ବାହାରର ଉସନାକି, ଆମର ଘର କୁଟୁମ୍ ଆର ସମ୍ପର୍କର ଗହକି
ପହରା, ଆମର ଉଷତ୍ ଆନନ୍ଦର କଥାନୀ
ଆମର ଭାଷାଥି, ଆମକୁ କହେବେ ଆମର ନନୀ
ଆମର ଗାନା ବାଜନା, ଆମର ତିହାର ବାହାର, ଆମର ଗାଁ ମାଁ ଆରୁ ଭାଇ ବହେନ୍କଁର କଥା
ଆମର ଝି’ମାନେ ଆମକୁ ଦେଖାବେ ବାଟ୍ ଆରୁ ଆମକୁ ଶୁନାବେ ଆମର ଭାଷାଥି ଦୁନିଆଁ ଯାକର ଖବର
ପହରା ଆମର ନୂଆଁ ଜୀବନ୍ ଆର ନୂଆଁ ସପନ୍ର ପ୍ଲାଟଫର୍ମ
ଆଗକେ ବଢ୍ବାର ଲାଗି ପହରା ଆମର ସିଢି
ପହରା, ଆମର କଥା, ତୁମର କଥା, ସମ୍କଁର କଥା
ଆମର ସମିଆଁର ସବୁନୁ ସୁନ୍ଦର କଥା
ଆମେ ଠିଆ ହେମୁ ଆପଣକଁର ସୁଖ୍ ଆର ଦୁଖ୍ଥି
ଆମର ଭାଷା ଆମର ସଂସ୍କୃତିର ପହରଦାର ହେଇକରି ଠିଆହେମୁ ଆପଣକଁର ସାଙ୍ଗେ
ପହରା, ଆମର ଭାଷା, ଆମର ତୁଲସୀ ଚଅଁରା
ଜୁହାର 🙏
Subscriber If you are watching this video on RUclips, Like our page if you are on Facebook and Stay Connected with Awesome Sambalpuri Videos!
Contact Us:- paharaa24x7@gmail.com If you finds your content in our videos!
Thanks & Regards
www.Paharaa.com
#ସମାଜ #ସଂସ୍କୃତି #ସମାଚାର
Bahut acchi
Bahut bahut sundar video
Bahut val lagla thanks tukel power team
Bahut badhia step keep it up all d best 👍👍👍
Thank you madam
Very nice👌👌
Bahut badhia
Wow nice sister
Fantastic 👏👏👏👏👏
Salute such type of man and woman
Good job 👍👍
Bhala Kam🙏🙏 nice video 👌👌
Nice job
Rock on 🙏🙏🙏
Really I am proud feeling very much.....
Nise
Apakna nomber dei parbe ki medam mui v e kam t karbar lagi chahu che
Gd job madam
Very good job didi I salute to you
Salute this woman .
Good job
Very nice didi
Good
Sir eta bana bar lagi chauchu apan teke help karunt apankar number deunt
Best of luck Madam...
Thanks Aunty
You are great Sandhya meam .Thanks pahara cahnel VHAI Marriage no child's play enjio apana nka Tharu napkin chahunchi . Please Pahari Chanel Andhra meam contact Kari paribe .
Please jaldi bataunt
👌👌👌
Nice
Thanks you
😀😀😀😀😀😀😀😀
Mote b icha heuchi kamo karibaku
Chhota pila nka paain banauchhanti ki Napkin?
👍
Thanks diii
Madam address dio
Mam amko madhya training diyontu...
Sweeta kahi gale
Nambra
Mam mu e napkin banebapain chahuchi apananka taraf ru kichi help 🙏 ba contact number milipariba ki
Sweeta
Good job
Nordaba
Dide,namber,dia
Katkia mankar internships ni kara
Bahut pacharuchha, take b kahi Dia, sabu ta tame kahi deuchha
ମେଡମ ଆପଣ ଛେନାରେ ଜଵ ମିଲଵା କାଏ
Aap questen bahut krte ho unko v kuch bolne ka muka do.
Good job
Nice
Good job
Good job
Good job