ପାଞ୍ଜି କରିଦେବ ବାତ୍ୟା ଗଣନା | dibakar mishra | Cyclone Management | Dana Updates | News Room |

Поделиться
HTML-код
  • Опубликовано: 21 окт 2024

Комментарии • 21

  • @samirsatapathy-j7t
    @samirsatapathy-j7t 13 минут назад

    Nice discussion thanks

  • @gourangamallick4663
    @gourangamallick4663 Час назад +1

    Pandian.. sabu..michha.katha
    Wold.cup.bharat.jitiba.ahi
    Pandian.kahithile.kanhela

  • @Bibhutibhusanrout-bc4zy
    @Bibhutibhusanrout-bc4zy 14 минут назад

    ମନୋଜ ବାବୁ ଏବାସ୍ତୁବାଦୀ🎉ହେତୁବାଦୀ🎉 ସନ୍ତ୍ରାସବାଦୀ🎉 ଏମାନଙ୍କୁ ତମେ ବିଶ୍ୱାସ କରନ୍ତି 🎉

  • @gopalsahoo7892
    @gopalsahoo7892 28 минут назад +1

    ହେତୁବାଦୀ ମାନଙ୍କୁ ବାତ୍ୟା ଆଗରେ ଠିଆ କରେଇ ଦିଅ

  • @ladukishorepadhy144
    @ladukishorepadhy144 Час назад

    🙏ମାଗୁଣିର ଶଗଡ଼ ମଧ୍ୟ ଲକ୍ଷ ପଥରେ ନେଇ ପହଞ୍ଚାଉ ଥିଲା । ଲକ୍ଷ । କୁ ଆମେ ଯେତେବେଳେ ଅଲଖ୍ୟରେ ନେଲେ ତେବେ କାମନା ପ୍ରତିବନ୍ଧକ ଓ ଲକ୍ଷସ୍ଥଳ ଦୂରେଇ ଯାଉଛି । ଏଣୁ ଏଠାରେ ମାଗୁଣିର ଶଗତ ସହ ସୁପର ସୋନିକ୍ ବସ୍ ର ତୁଳନା ଅନାବଶ୍ୟକ ।🙏

  • @tmallik9526
    @tmallik9526 10 минут назад

    Jutribit mananku isro kimba Nasa re scientist kari deba katha karana panji padhi semanka ra science upare vala gyana achhi kimba scientist mananku padhaeba katha. Nua kichhi dunia hueparanta.

  • @arucharanpradhan5502
    @arucharanpradhan5502 40 минут назад

    ଆମ୍ବ ବୋଉଳ ମାଛ ମଞ୍ଜି,ସତ ମିଛ ଜ୍ୟୋତିଷ ପାଞ୍ଜି। କାରଣ ଜ୍ୟୋତିର୍ବିଦ ମାନଙ୍କର ଜ୍ଞାନ ସମାନ ନୁହେଁ। ଏଣୁ ସ୍ଵଚ୍ଛ ଜ୍ୟୋତିଷ ଶାସ୍ତ୍ର ମିଥ୍ୟା ହୋଇ ଥାଏ। କିନ୍ତୁ ହେତୁ ବାଦି ମାନେ ହେଲେ ନାସ୍ତିକ। ସେମାନେ ଜ୍ଞାନ କରିବା କଥା ଯେ ବିଜ୍ଞାନ ମୂଳରେ ଗୋଟିଏ ଶକ୍ତି ଲୁଚି ରହିଛି। ମଣିଷ ମାତ୍ରକେ ସମସ୍ତେ ସମାନ, ଜଣେ ଆରୋର ପତି ହେଲେ ଅନ୍ୟ ଜଣେ ଭିନ୍ନକ୍ଷମ କାହିଁକି? ବିଜ୍ଞାନ କାହିଁକି ମାଆର ଗର୍ଭରୁ ସମସ୍ତଙ୍କୁ ସୁସ୍ଥ ସବଳ ଓ କୋଟି ପତି କରି ଦେଉ ନାହିଁ କାହିଁକି?

  • @arundesai3044
    @arundesai3044 43 минуты назад

    ଦିବାକର ମିଶ୍ର ଙ୍କୁ ମୁ ସପଟ କରୁଛି...

  • @PurnachandraPanda-vx2nj
    @PurnachandraPanda-vx2nj 49 минут назад

    ଦେବେନ୍ଦ୍ର ସୁତାର ଙ୍କୁ ହାତରେ ଧରାଇ ଦେଲେମଧ୍ୟ ସେ ବିଶ୍ୱାସ କରିବା ମୁସ୍କିଲ ।

  • @mihirkumaracharya757
    @mihirkumaracharya757 20 минут назад

    ଵିଜ୍ଞାନ ପାଇଁ ସରକାର ଯୋଜନା ବଦ୍ଧ ଭାବରେ ଯେତେ ଅର୍ଥ ଖର୍ଚ୍ଚ କରୁଛନ୍ତି ସେହିପରି ଜ୍ୟୋତିଷ ଵିଦ୍ୟା ର ଅଗ୍ରଗତି ପାଇଁ ଯଦି ତାଠାରୁ କମ଼ ଖର୍ଚ କରାଯାଏ ତେବେ ପ୍ରାଚୀନ ଵିଦ୍ୟା ର ଉନ୍ନତି ହୁଅନ୍ତା।
    ଵିଜ୍ଞାନ ର ଅଗ୍ରଗତି ପାଇଁ ସରକାର ଯେଉଁ ଭଳି ଖର୍ଚ କରନ୍ତି, ଜ୍ୟୋତିଷ ମାନଙ୍କ ପାଇଁ ସରକାରୀ ସ୍ତରରେ କେତେ ଟଙ୍କା ଖର୍ଚ୍ଚ କରୁଛନ୍ତି?
    ତେଣୁ ମୋ ମତରେ ଵହୁ ବର୍ଷ ପୂର୍ବ ରୁ ମୁନି ରୁଷି ମାନଙ୍କୁ ଅନୁସରଣ ( ତର୍ଜମା ) କରି ସ୍ଥିର ନିଷ୍ପତି ନେଲେ ଭଲ ହୁଅନ୍ତା।

  • @IS21-222
    @IS21-222 12 минут назад

    ମନୋରଞ୍ଜନବାବୁ ଏଦୁଇଜଣଙ୍କମଧ୍ୟରେକାହିଁକି ଝଗଡାଲଗାଉଛ

  • @jkjena4201
    @jkjena4201 50 минут назад

    ଏ ଭଳି ଭବିଷ୍ଯବାଣୀ ର ଅର୍ଥ କିଛି ନାହିଁ ।

  • @Bibhutibhusanrout-bc4zy
    @Bibhutibhusanrout-bc4zy 5 минут назад

    ଧର୍ମ ସିନାଏକାମହତପଣିଆ ଆଉସବୁକଥାଅଢେଇଦିନିଆ 🎉ଆଉସବୁରାଖ୍ୟାସବାଦୀ😂

  • @prafullakumarpradhan8129
    @prafullakumarpradhan8129 8 минут назад

    ହାତୀବାଦୀ କଥା ଶୁଣ ଯଦି ମାଉଷ ଭାତ ଖାଇବ

  • @mihirgamingff4110
    @mihirgamingff4110 Час назад

    Gyaana ru bigyàana

  • @shyamasundarsahoo-dp1xt
    @shyamasundarsahoo-dp1xt Час назад +1

    Sri mandirare
    Padahoechi

  • @ajitmahal9487
    @ajitmahal9487 Минуту назад

    ଆମ ଶାସ୍ରୣ କୁ ମୁ ମାନିବି

  • @Dinabandhu-m5k
    @Dinabandhu-m5k Час назад

    ମୋ ମାୟା ମୋତେ ଅଗୋଚର , କାହୁଁ ଜାଣିବ ନର ଛାର। ବିଜ୍ଞାନ କହୁଛି କିନ୍ତୁ ପକୃତ ଆତ୍ମ ତତ୍ୱକୁ ଜାଣିବା ବିଶ୍ବାସ କୁ ଅସ୍ବୀକାର କରିବା ଠିକ୍ ନୁହେଁ।

    • @sushantakumar70
      @sushantakumar70 11 минут назад

      Bhai mu santan Dhara ku mane santan hi Satya kintu a jotribid thaka dala Khali michha