Batare Chalu Chalu | Tama Katha Mane Pade | Babul Supriyo | Srikant Gautam | Saroj Nanda | Sun Music

Поделиться
HTML-код
  • Опубликовано: 15 янв 2025

Комментарии • 418

  • @balabhadrabisoi296
    @balabhadrabisoi296 Год назад +113

    ସତରେ ଏ ଗିତ ଶୁଣିଲା ପରେ ମୋର ପିଲାଦିନ କଥା
    ବହୁତ ମନେ ପଡ଼ୁଚି
    ସେ ଦିନ ବି କି ଦିନ ଥିଲା ଆମେ କେତେ ମଜା କରୁଥିଲୁ

  • @N.M_CreAtor
    @N.M_CreAtor Год назад +158

    2024 ରେ କିଏ ଏ ଗୀତ ସୁଣୁଚି ଲାଇକ କରନ୍ତୁ ❤

  • @JNCreation
    @JNCreation Год назад +93

    🎉2024 ଏ ଗୀତ ଯୋଉମାନେ ଦେଖୁଛନ୍ତି Like କରନ୍ତୁ❤

  • @price-in4dl
    @price-in4dl Год назад +14

    ଯେଉଁମାନେ ଏଇ ଗୀତଟି ଶୁଣୁଛନ୍ତି, ଜାଣିଛନ୍ତି କି ଏଇ ଗୀତର ସଂଗୀତ ନିର୍ଦେଶକ କିଏ...?
    ଉତ୍ତର- ସ୍ୱର୍ଗତ ସରୋଜ ନନ୍ଦ ସାର...
    ଯଦି ସାର ଆଜି ଜୀବିତ ଥାନ୍ତେ ତେବେ କେତେ ସୁନ୍ଦର ସୁନ୍ଦର ଗୀତ ଆମେ ଶୁଣି ଥାନ୍ତେ 😢
    ଯେଉଁଠି ବି ଅଛନ୍ତି ଭଲରେ ଥାଆନ୍ତୁ ସାର
    🙏🏻

  • @chanakyamohanta2234
    @chanakyamohanta2234 2 года назад +244

    ଆଉ ସେ ସୁନେଲୀ ଦିନ ନାହିଁ,ସେ ଅତୀତ ର ଅଭୁଲା ସ୍ମୃତି ମନେ ପଡିଲେ ଭାରି ଦୁଃଖ ଲାଗେ,Love u Shrikant Sir💓💓💓

    • @ranjitrout4077
      @ranjitrout4077 2 года назад +11

      Hm vai ଠିକ୍ କଥା କହିଲ

    • @lingeswarunnayanacommite7994
      @lingeswarunnayanacommite7994 2 года назад +2

      yes

    • @pratapsahoo4353
      @pratapsahoo4353 2 года назад +3

      ବହୁତ ଭଲ ଲାଗେ ଆଉ ବେଳେ ବେଳେ ମୁଁ ଏ ଗୀତ ଶୁଣି କାନ୍ଦି ପକାଏ

    • @sanjaydad6881
      @sanjaydad6881 2 года назад

      Righi bhai

    • @ruturajodiavdo4786
      @ruturajodiavdo4786 2 года назад +2

      Right now sebekar gita au loka alaga prakar au ebe mu bada mo thu kehi bada nahi

  • @soumendash3788
    @soumendash3788 Год назад +37

    କାଇଁ ସେ ଦିନ । ଏ ଗୀତ ଯେବେ ମୁଁ ଶୁଣେ ସବୁବେଳେ ଶୁଣି ବାକୁ ଇଛା ହୁଏ।

  • @amitgochhayat3542
    @amitgochhayat3542 Год назад +61

    ସେ ସମୟର ହୃଦୟସ୍ପର୍ଶୀ ଓଡ଼ିଆ ଗୀତ ମଧ୍ୟରୁ ଗୋଟେ ❤️‍🔥 ଯେତେ ଶୁଣିଲେ ବି ମନ ବୁଝେନା ଆଉ ଥରେ ଇଚ୍ଛା ହୁଏ ଶୁଣିବାକୁ ❤️‍🔥

  • @basantadas5962
    @basantadas5962 2 месяца назад +6

    ମୋର ସେତେବେଳେ ୧୯୯୯ ନବମ ଶ୍ରେଣୀ ସେତେବେଳେ ର ଗୀତ ରେ କିଛି ମିଠା ଅଲଗା ଥିଲା, ଏବେ ଶୁଣିଲେ ସେ ସମୟରେ କଥା ମନେପଡେ ❤❤❤😭😭😭

  • @UmeshKhadia-s1w
    @UmeshKhadia-s1w 9 месяцев назад +3

    Bahut badhia Gita ❤❤❤❤

  • @JoshnaNayak-zh5rc
    @JoshnaNayak-zh5rc Год назад +17

    ସତରେ ଭାଇ ଏ ଗୀତ ଶୁଣି ମୁଁ ସେ ପିଲାଦିନ କୁ ବହୁତ miss କରୁଛି Nice song♥️♥️♥️

  • @ManojBehera-t1l
    @ManojBehera-t1l 8 месяцев назад +17

    ଶ୍ରୀକାନ୍ତ ଗୌତମ sir କ ଗୀତ ର ଲେଖା ଅତି ଚମତ୍କାର ❤❤❤❤❤❤❤❤❤

  • @lightingseven5492
    @lightingseven5492 Год назад +271

    ମୁଁ ଏ song relise ହେଲା ବେଳକୁ ତୃତୀୟ ଶ୍ରେଣୀ ରେ ପଢୁଥିଲି, ମୋ ବାପା ଏହି ସବୁ ଗୀତ କୁ tap recorder ରେ ପକାଉଥିଲେ |ମନ କେତେ ପବିତ୍ର ଏବଂ ଶ୍ରଦ୍ଧା ଲାଗୁଥାଏ ଏହି ଗୀତ ଶୁଣିବା ସମୟ ରେ|ଏହି ସବୁ ଜୀବନ ରେ ବଡ଼ ବଡ଼ ଅଭୁଲା ସ୍ମୃତି |ଏହିପରି ଗୀତ ଆଉ ଶୁଣିବା କୁ ମିଳୁନାହିଁ 😭😭😭😭😭🙏🏻🙏🏻🙏🏻🙏🏻🙏🏻

    • @devil.12k
      @devil.12k Год назад +16

      Mu 4th re padhuthili..sete odiya album ra standard hi alga thila...❤❤❤

    • @MahadevDad-lf7mj
      @MahadevDad-lf7mj Год назад +7

      ମୁଁ ବି ଷଷ୍ଠ ଶ୍ରେଣୀ ରେ ପଢୁଥିବା ସମୟରେ ଏଇ ଗୀତ ଆସିଥିଲା ଭଲ ଥିଲା ସେ ଦିନ ସବୁ

    • @MahadevDad-lf7mj
      @MahadevDad-lf7mj Год назад +4

      ଏବେ ବି ସେ ଡେକ୍ box ଅଛି ଘରେ

    • @MUKESHGope-d2e
      @MUKESHGope-d2e Год назад

      ​@@BKstardjremixक्यूक्कक

    • @ସ୍ନେହାଲିକାସ୍ୱାଇଁ
      @ସ୍ନେହାଲିକାସ୍ୱାଇଁ Год назад +5

      Ta hele Tama year of birth 1992

  • @pratapsinghbhatra1828
    @pratapsinghbhatra1828 Год назад +32

    ଆଗ ଯେମିତି ଗୀତ ହେଉଥିଲା ଶୁଣିବାକୁ ଭଲ ଲାଗୁଥିଲା ଏବେ ସେମିତି ଗୀତ ହେଉନି କାହିଁକି

    • @satyanarayanapatra5854
      @satyanarayanapatra5854 3 месяца назад +1

      ଆଉ ସେ ଲେଖକ ଗୀତିକାର କାହାନ୍ତି??

  • @bibhuprasadmohapatra8002
    @bibhuprasadmohapatra8002 Год назад +7

    Au se dina kai ..Gita sunibaku cassette ani phx tape re lagei sunila bele reel head roller re lagi ja a. Safa kala pare puni suna ..dokanare line kari cassette recording kari ki ani bi suni baku pade..bas bhuli huana ...kahi huana ..wakman re sunibara maza tike alaga. battary sari asila bele jaha lage😄😁 I miss my Childhood school time really🤔❤️❤️❤️ that Time was very wonderful with meaningful 💚❤️💚but Now can't control emotions 💜love U srikanta sir always evergreen 🌲

  • @manasrout7843
    @manasrout7843 9 месяцев назад +4

    ଏ ଗୀତ ଜୀବନର ଅନେକ ଦିନ ଧରି ଅଭୁଲା ସ୍ମୃତି ହୋଇ ଫେରିଆସେ

  • @silunayakodia1539
    @silunayakodia1539 Год назад +4

    Jetedin Jaae Aame Banchithibu Setedin Jaae E Song Always Akalpaniya Sir I Salut uh E song Ra Bahut Mings achi Baas Bujhibar Achhi Au ebe Aame Bada helapare Thik Bujhiparuchu

  • @sameerpatra345
    @sameerpatra345 2 года назад +31

    saroj nanda the great music director. .
    evergreen odia album

  • @deepakgochhi75
    @deepakgochhi75 Год назад +15

    ହାଏ ହାଏ ଶେ ଅଭୁଲା ଦିନ,🤦❤️

  • @alokbehera8834
    @alokbehera8834 Год назад +22

    ଭାଇ ମାନେ କଣ ଆମେ ଆଉ ପୁରୁଣା ଗୀତ ଶୁଣିବାକୁ ପାଇବାନି ଯେତେେଳେ ଏହି ଗୀତ ଶୁଣେ ବହୁତ୍ ଖୁସି ହୋଇ ଯାଏ

  • @Bisworanjan88
    @Bisworanjan88 Год назад +11

    ଆଜି ବି ମନେ ପଡୁଚି ସେଇ ପିଲା ଦିନ କଥା ଏ ଗୀତ ଶୁଣିଲା ପରେ

  • @recreation2028
    @recreation2028 Год назад +21

    Don't know what is happening with me, when I listen this song..
    Lots of childhood memories make me realise that my childhood is over..😢

  • @Ajaykumar-yv2px
    @Ajaykumar-yv2px 2 года назад +17

    ମୋ teen age ଆଜି ମନେ ପଡି ଯାଉଛି ଭାରି କଷ୍ଟ ଲାଗୁଚି great srikant sir your expression 👍

  • @RanjanDhal-w4u
    @RanjanDhal-w4u Год назад +8

    2023 ରେ କେତେ ଜଣ ଏହି ଗୀତ ଶୁଣିଛ?

  • @sbijubabu
    @sbijubabu 2 года назад +50

    🙏🎉🙏🏵️ ଆଉ ସେ ଦିନ ନାହିଁ। 🎉🙏🎉🎉 ସ୍ମୃତି ଏକ ଅଭୁଲା ଅତୀତର କିଛି ଅଭୁଲା ସମୟ

  • @nayaksarbeswar4247
    @nayaksarbeswar4247 2 года назад +53

    ସତରେ କେବେ ବି ଏ ଗୀତକୁ କେହି ବି ଭୁଲି ପାରିବେ ନାହିଁ

    • @rajatdhal5492
      @rajatdhal5492 Год назад +1

      Sata re bhatu song taa odia is best song

    • @bapudigal5535
      @bapudigal5535 Год назад

      ​@@rajatdhal5492😢👍🤝😊p😮lop

  • @TapastapaTapastapa-pr1nf
    @TapastapaTapastapa-pr1nf Год назад +8

    ସବୁ କିଛି କଥା ଏଵେ ମନେ ଖାଲୀ ପଡୁଛି କିନ୍ତୁ ଦେଖୀଵାକୁ ମୀଳୁନୀ ସେଈ ପୁରୁଣା ସୂତୀ miss u

  • @prabhatnayak65
    @prabhatnayak65 2 года назад +48

    Evergreen heart touching Odia song , remembering that childhood days, can't control my emotions

  • @sushantmaharana339
    @sushantmaharana339 Год назад +8

    Only 90s kid s enjoy this beautiful day

  • @snehajitpalai8370
    @snehajitpalai8370 Год назад +6

    ଏବେ ଓଡ଼ିଆ ଆଲବମ ଗୀତ ମରିଗଲା ଭଳି ଲାଗୁଛି

    • @snehajitpalai8370
      @snehajitpalai8370 Год назад

      ଏଭଳି ଗୀତ ଆଉ ସୁଣିବାଖୁ ମିଳୁନାହିଁ

  • @jitendrasahoo66966
    @jitendrasahoo66966 9 месяцев назад +4

    Summer season re Sunie le bhala lagiba 3pm pare bhala lagiba 🎉❤

  • @mjlifestyle2301
    @mjlifestyle2301 Год назад +7

    2023 ରେ ଯୋଉ ମାନେ ଦେଖୁଛ like gute heijau

  • @saritabhoi6839
    @saritabhoi6839 Год назад +13

    Great music directed by the legend late Saroj Nanda sir from Balangir

  • @sibanimahapatra4117
    @sibanimahapatra4117 2 года назад +17

    ସେକାଳର ଏହି ଭଳି ଗୀତ ଆଉ କଣ ମିଳିବ ଏବେ

  • @Crazy-rw6mq
    @Crazy-rw6mq 11 месяцев назад +2

    ee sabu gita sunile Odia aau Odisha Bhaut proud feel hue....

  • @rajeshkumarmahali9184
    @rajeshkumarmahali9184 Год назад +5

    ଅତି ସୁନ୍ଦର ଗୀତ ମୋ କଲେଜ ବେଳର ଗୀତ ❤❤❤❤😊

  • @SudarshanJena-c6v
    @SudarshanJena-c6v Месяц назад

    ସତରେ ଏହି ଗୀତ ଶୁଣିଲେ ମୋର ସେହି highschool ସମୟରେ ଘଟିଥିବା ସବୁ କଥା ମନେ ପଡେ। ହୃଦୟ ସ୍ପର୍ଶୀ ଗୀତ ମୁଁ ସବୁ ବେଳେ ଗାଏ।

  • @TrishnaCreation
    @TrishnaCreation 3 месяца назад +1

    ସତରେ 90 ର ପିଲା ମାନେ ହିଁ ବୁଝିପାରିବେ ଏ ଗୀତର ମାନେ, ବହୁତ୍ କିଛି ପୁରୁଣା ସ୍ମୃତି ସବୁ ଆଖି ଆଗରେ ନାଚି ଯାଉଛି,, ସେ ପିଲା ଦିନ କଣ ଆଉ ଫେରି ଆସିବା,, ବୟସ ପାହାଚରେ କେମିତି ଯେ ଆସି ଗଲି ଜଣ ପଡିଲାନି,,,

  • @trilochansahoo1601
    @trilochansahoo1601 2 года назад +14

    One of my favorite...... Old is gold...

  • @aliyambhuyan8142
    @aliyambhuyan8142 10 месяцев назад +32

    ୨୦୨୪ ରେ କିଏ କିଏ ଶୁଣୁଛନ୍ତି ଗୋଟେ ମିଠା ମିଠା କମେଣ୍ଟ୍ ହେଉ 😊😊😎

    • @susama..naik9864
      @susama..naik9864 7 месяцев назад +1

      Children memories ❤😢

    • @TapanDas-ip4gz
      @TapanDas-ip4gz 5 месяцев назад +1

      ୟେ ଗୀତ ଯେତେ ବେଳେ ଶୁଣିଲେ ନୂଆ ଲାଗୁଚି ସୁପର song super babul supriyo

    • @milansoren6361
      @milansoren6361 4 месяца назад +1

      I love this song and also loved whole album

    • @Kumrrkbe
      @Kumrrkbe 3 месяца назад +1

      Mitha mitha

    • @tapaskumarsahoo2002
      @tapaskumarsahoo2002 3 месяца назад

      🙋

  • @RipuJyotish
    @RipuJyotish Год назад +3

    So soothing songs really no more comment from me for these old songs. Thanks🙏 you s. K Goutam & Babul suprrio

  • @sunilkumardas1662
    @sunilkumardas1662 2 года назад +13

    Old emotions....evergreen Song😍

  • @santoshpradhan4520
    @santoshpradhan4520 Год назад +1

    ଗୀତ ତ ବହୁତ୍ ଭଲ କିନ୍ତୁ ଯେଉଁ ମାନେ ଏଥିରେ ଅଭିନୟ କରିଛନ୍ତି ତାଙ୍କ ଅଭିନୟ ଟି ଯେମିତି ଜୀବନ୍ତ ହୋଇଛି ସେତେବେଳେ ପ୍ରାୟତଃ ଯୁବପିଢି ଶ୍ରୀକାନ୍ତ ଗୌତମ ଙ୍କ ସ୍ଥାନରେ ନିଜକୁ ରଖୁଥିଲେ😃😃😃😃

  • @sandhatoka3091
    @sandhatoka3091 2 месяца назад

    ୟେ ଗୀତ ସହ କେତେ ସ୍ମୃତି କେତେ ଯେ ଘଟଣା ଯେ ଅତୀତ ର ସାଇତିକି ରଖିଛି ଏବେ ଶୁଣିଲେ ସେ ସବୁ ସାମ୍ନା କୁ ଏବେ ପଳେଇଆସୁଛି.. ଯେମିତି ଏବେ ଏବେ ଘଟିଛି.... ବହୁତ ଘଟଣା ମାନେ ପଡିଯାଉଛି 😔🥰

  • @ssbrogang111
    @ssbrogang111 Год назад +8

    Reel casket re a gita kia kia sunichha present here 😊😊

  • @raaj143-n9l
    @raaj143-n9l 6 часов назад

    2025 କିଏ କିଏ ଏହି ଗୀତକୁ ଦେଖି ପିଲା ଦିନ ସୃତି କୁ ମନେ ପକାଉଚ 😢😢😢😢😢

  • @aliyambhuyan8142
    @aliyambhuyan8142 10 месяцев назад +2

    ସତରେ ବାବୁଲ ସାର୍ ଜଣେ legend 😊😊😊🎤

  • @pradeepbhakta81
    @pradeepbhakta81 9 месяцев назад +3

    ଏହି ଗୀତ ଶୁଣିଲେ ଅତୀତ କଥା ମନେ ପଡେ

  • @jayachandrabadamundi6545
    @jayachandrabadamundi6545 Год назад +1

    Babul supriyo nka kanthare ati hrudayasparsi hoichi... Apasora❤ atita❤

  • @sarbeswarbehera5989
    @sarbeswarbehera5989 2 года назад +10

    Old is gold

  • @arjunbhujabal3375
    @arjunbhujabal3375 11 дней назад

    ବଜାଜ୍ ପଲ୍ସର ର ଏଇ ମଡେଲ ଆଉ ଥରେ ମାର୍କେଟ କୁ ଆସୁ😅😅😅

  • @RankaBehera-v6i
    @RankaBehera-v6i 6 месяцев назад +1

    ଏ ଗୀତ ଯେତେ ପୁରୁଣା ହେଲେ ବି ନୂଆ ନୂଆ ଲାଗୁଛି

  • @rajeshkumarpanda1930
    @rajeshkumarpanda1930 2 года назад +10

    I love this song. ❤️❤️❤️🙏 It's a heart touching song.

  • @prasad071000
    @prasad071000 2 года назад +38

    This gold will never get old 👌

  • @sprituallearner7430
    @sprituallearner7430 Год назад +3

    Mane paduchi se childhood time jouthi kichi nathila tension k achi..abe time only job,job,kara nd struggle..kete bhal thila se dina 😭😭no tens

  • @bkmanik731
    @bkmanik731 11 месяцев назад +2

    ପିଲା ଦିନର ସ୍ମୃତି ମନେ ପଡି ଯାଏ ଯେବେ ଏ ଗିତ ଶୁଣେ

  • @bibhuharpal2778
    @bibhuharpal2778 Год назад +3

    ସତରେ ମୋ ପିଲା ଦିନ ବହୁତ ଭଲ ଥିଲା

  • @bubunnayak4849
    @bubunnayak4849 2 года назад +17

    OLD IS GOLD VERY NICE ❤️

  • @puspajalirana9812
    @puspajalirana9812 Год назад +4

    Bahut bhala song🎵🎵🎵

  • @premraj6553
    @premraj6553 2 года назад +6

    Tuma katha aji bhari mane padhuchhi I miss you so much

  • @ranjanmg3370
    @ranjanmg3370 Год назад +1

    A song sunile manaku feeling asuchi 😢😢😢

  • @prasanamoharana5669
    @prasanamoharana5669 Год назад +4

    A gitare mora bahut
    Smruti achi mu chota belu a gitati pachare pagala janini kebe s
    Shrikant sir nka saha dekha haba tanku dekha kariba mora gote bada echa mu apanaku bahut vala pae🙂

  • @jayantabehera3899
    @jayantabehera3899 Год назад +5

    In 2002 I haven't started my school. everything I remembered from childhood time 😢😢😢😢 .with this song I recalling everything from that time unfortunately we can't go back.

  • @prabinsamal9761
    @prabinsamal9761 Год назад +2

    2023 re jaumane ahi gita ku abe bi sunuchhanti plz like karantu❤

  • @DeepanjaliMaharathi
    @DeepanjaliMaharathi 19 дней назад

    ମୁଁ ଏ ଗୀତ କୁ ବ୍ଲାକ ହୋର୍ଟି ଟିଭିରେ ଦେଖୁଥିଲି ପୁଣୀ ଆମର ନୂଆ ଟିଭି ଆସି ଥିଲା l love 💕 song ❤❤❤❤

  • @hemantasahu3121
    @hemantasahu3121 Год назад +3

    ଯେଉଁ ମାନେ ୨୦୨୩ ରେ ଏ ଗୀତ ଶୁଣିଲ ଲାଇଟ୍ କର

  • @JayantaPramanik-nn2mc
    @JayantaPramanik-nn2mc 5 месяцев назад

    ଏହି ଗୀତ ଟି ରିଲିଜ୍ ସମୟରେ ମୁଁ +2 ପାସ୍ କରିଥିଲି ଏବଂ ନୁଆ ନୁଆ ପ୍ରେମ କରୁଥିଲି 😂😂😂
    ବହୁତ ସୁନ୍ଦର ଲାଗୁଥିଲା 😂

  • @satyasutarranjan2342
    @satyasutarranjan2342 Год назад +3

    Nyc song🎵🎵 bhute puruna ❤❤❤

  • @bikashofficial...4906
    @bikashofficial...4906 2 года назад +12

    Evergreen ❤️❤️

  • @akgyan6518
    @akgyan6518 Год назад +11

    ଇଏ ମୋ ପିଲା ଦିନ ଅଭୁଲା ସଙ୍ଗୀତ

  • @ramahariparida9963
    @ramahariparida9963 2 года назад +8

    Old is always gold 😍

  • @mahendrajena3399
    @mahendrajena3399 10 месяцев назад +1

    Mu a gita chota bele sunuthili ❤️❤️

  • @AbhinabThanapati
    @AbhinabThanapati 8 месяцев назад +3

    ପିଲାଦିନ ଶୁଣି ଫଲ ଲାଗୁଥିଲା ୨୦୨୪ ରେ ବି ଭଲ ଲାଗୁଛି

  • @keshabchandramohapatra3098
    @keshabchandramohapatra3098 8 месяцев назад +1

    ଯେତେ ଭାବିଲେ ଆଉ ସେ ଅତୀତ ର ଗୀତ ପରି ଆଉ ମିଳିବ ନାହିଁ. ଏସବୁ ର କାରଣ ଡ଼ିଡ଼ି ନାସନାଲ ଚାନେଲ କୁ ଛାଡିଦେଲେ ଆଉ ଯେତେ ଚାନେଲ ଆସି ସବୁ ଅତୀତ ର ପ୍ରତିଟି ଗୀତ କୁ କଳସୂତ କରୁଛି.

  • @priyaranjanpattanaik9079
    @priyaranjanpattanaik9079 Год назад +3

    Literally listening this Masterpiece 💖 in 2024.

  • @manaskumarmantu5396
    @manaskumarmantu5396 Год назад +3

    Children memories ❤️👍🏻❤❤

  • @narayanpatra156
    @narayanpatra156 Год назад +1

    ଆଦ୍ୟ କୌଶରରେ ଏ ଗୀତ ଅନେକ ଆନମନା କରିଛି ❤

  • @aloknayak7512
    @aloknayak7512 2 года назад +4

    So sweet❤ sad song 🙏tq sir your lirycs and song singing all time favorite I like your lirycs song my love life story to sem to sem😭💔💯 tq💕

  • @sujitsahu7527
    @sujitsahu7527 2 года назад +8

    old is always gold 💗💗

  • @narottamdeep9202
    @narottamdeep9202 2 года назад +7

    Not only heart touching but also brain touching

  • @biswajyotisahu3050
    @biswajyotisahu3050 Год назад +6

    Am I the only one who feel this masterpiece in 2023??🙌

  • @kailashsing
    @kailashsing Год назад +1

    ମହରଭଉତପସଦ୍ ❤❤❤❤❤

  • @dukabanara8292
    @dukabanara8292 2 года назад +9

    ବହୁତ ସୁନ୍ଦର ଗୀତ

  • @manojkumarbehera2677
    @manojkumarbehera2677 Год назад

    My all time favourite song se dina se smruti aji b mane padi jaie..kete bhala thila se 90s loka b bhala thile old is gold aji bhabila Bela ku bahut kasta hue

  • @Ajabatera-r6f
    @Ajabatera-r6f 9 месяцев назад +2

    Mu 2024 re sunuchi auu agakub suniba

  • @prakashchandrapanda3463
    @prakashchandrapanda3463 Год назад +5

    Nice song,always old is gold

  • @sambalpurichahani9861
    @sambalpurichahani9861 2 года назад +39

    No one can do music.... like.. SAROJ NANDA........🙏🙏🙏🙏

  • @subhashreebehera5386
    @subhashreebehera5386 9 месяцев назад +1

    Old songs are super mind-blowing sir

  • @BimalKumar-sy1hq
    @BimalKumar-sy1hq 2 года назад +6

    Amazing song playing with the kids to the love

  • @Dilsegodlikegxdl
    @Dilsegodlikegxdl 2 года назад +3

    E Gita saha mor abhula smurti jodi rahichi

  • @rabishankarmishra7531
    @rabishankarmishra7531 2 года назад +5

    Old is gold very nice beautiful song

  • @anantakumarmalla7000
    @anantakumarmalla7000 Год назад +4

    Atitara smruti kete bhala thila puruna dina😢😢

  • @mrutyunjayabiswal527
    @mrutyunjayabiswal527 Год назад +5

    Love you srikant sir mo pila belu u r my favorite 😍

  • @biswajitdehury942
    @biswajitdehury942 Год назад +1

    Setebele bahut Sundar Odia song asuthila

  • @B.Durgashaktee
    @B.Durgashaktee Год назад +2

    Still these songs are freshen up my mind...

  • @balarammallick9473
    @balarammallick9473 2 года назад +6

    So beautiful song ❣️🥰

  • @deepkamalswain3149
    @deepkamalswain3149 Год назад +6

    Old Was gold.. it was a time but now 😢😢

  • @kumarkumar-bs8qq
    @kumarkumar-bs8qq Год назад +3

    Childhood memories... 🤔🤔🤔

  • @jitendrasahoo66966
    @jitendrasahoo66966 9 месяцев назад

    Oh mora favorite song ❤

  • @NiranjannaikNira
    @NiranjannaikNira 12 дней назад

    ଶ୍ରୀକାନ୍ତ ଗୌତମ ସାର ❤❤❤

  • @brocode1195
    @brocode1195 Год назад +2

    The song of decade ❤